ଓଡ଼ିଶାର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ LIVE Interview ଶିକ୍ଷକ ଆନ୍ଦୋଳନକୁ ଆସିବେ ନାହିଁ ତାଙ୍କ ସମସ୍ୟା

Поділитися
Вставка
  • Опубліковано 22 жов 2024

КОМЕНТАРІ • 33

  • @pallimadhuriodiafolksong2771
    @pallimadhuriodiafolksong2771 3 місяці тому

    ଓଡିଶା ର ଶିକ୍ଷା ମନ୍ତ୍ରୀ ଙ୍କୁ ମୋର ପ୍ରଣାମ। ଶିକ୍ଷା ଆଜି ରସାତଳ କୁ ଚାଲି ଯାଇଛି । ପୂର୍ବ ସରକାର ଙ୍କ ନୀତି ଏବେ କେତେକ ଗାଲୁଆ ପ୍ରଧାନ ଶିକ୍ଷକ ମନମୁଖି ସାଶନ ସ୍କୁଲ ରେ ଚଳାଇ ଆସୁଛନ୍ତି । ସରକାରୀ ଅନୁଦାନ କୁ ହରିଲୁଟ କରିବା । ପିଲାମାନଙ୍କୁ ନିମ୍ନ ମାନର ଖାଦ୍ୟ ଦେଇ ଟଙ୍କା କୁ ନିଜ ପକେଟ ଗରମ କରିବା । ମିଥ୍ୟା ଉପସ୍ଥାନ ପକାଇବା । ବିବ୍ୟାଳୟ ରେ ୧୦/୨୦ ବର୍ଷ ଧରି ରହି ରାଜନୀତି କରିବା ଇତ୍ୟାଦି ଅନେକ ଦୁର୍ନୀତି କାର୍ଯ୍ୟ କରୁଛନ୍ତି । ଯା ଫଳରେକି ଛୋଟ ଛୋଟ ପିଲାଙ୍କର ଭବିଷ୍ୟତ ଅନ୍ଧାରକୁ ଚାଲି ଯାଉଛି। ଶିକ୍ଷା ମନ୍ତ୍ରୀ ଙ୍କୁ ମୋର ଅନୁରୋଧ ଏ ସବୁ ପ୍ରତି ଧ୍ୟାନ ନ ଦେଲେ ଶିକ୍ଷା ର ଉନ୍ନତୀ ହୋଇପାରିବ ନାହିଁ । ଦୁର୍ନୀତି ଗସ୍ତ ଶିକ୍ଷକ ମାନଙ୍କୁ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ।

  • @tr.laxmikantanaik5901
    @tr.laxmikantanaik5901 3 місяці тому

    ଆପଣଙ୍କ ତୁଣ୍ଡ ସୁତୁଣ୍ଡ ହୋଉ Sir ❤❤❤❤❤

  • @rangiaflutestar6972
    @rangiaflutestar6972 3 місяці тому +1

    Goodeducation sir

  • @kabitanayak1066
    @kabitanayak1066 3 місяці тому +5

    Uniform ଉଚ୍ଛେଦ କରାଯାଉ au uniform ପାଇଁ ଆମକୁ ପଇସା ବି ଦରକାର ନାହିଁ

  • @ghfgdghhyfgbkk
    @ghfgdghhyfgbkk 3 місяці тому +2

    ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ ଙ୍କୁ ବିନମ୍ର ଅନୁରୋଧ ଦୟାକରି ଆଉଟ୍ ସୋର୍ସୀଂ ଭଳି ଏକ ଘୃଣ୍ୟ ପ୍ରଥା ଉଛେଦ କରିବା ସହିତ ସମସ୍ତ ବିଭାଗରେ ମୂଳ ପଦବୀ ରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ସ୍ଥାୟୀ କରନ୍ତୁ। ଏହି ଆଉଟ୍ସୋର୍ସୀଂ ଭଳି ଏକ ଘୃଣ୍ୟ ପ୍ରଥା ପାଇଁ ଆମ ଓଡିଶା ର ଚିତ୍ର ଆଉ ଚରିତ୍ର ତଳିତଳାନ୍ତ ହେବାକୁ ଗଲାଣି। ଆଉଟ୍ସୋର୍ସୀଂ ହଟାନ୍ତୁ

  • @pravakarsethi7392
    @pravakarsethi7392 3 місяці тому

    ବିଦ୍ୟାଳୟ ର ଭିତି ଭୂମି ଆଗ ଯଥା ପ୍ରତି ଶ୍ରେଣୀ ଅନୁସାରେ ଘର ଓ ବିଦ୍ୟାଳୟ ଚାରି ପଟେ ଉଚ୍ଚ ପାଚେରୀର ଆବଶ୍ୟକ ଓ ସୁନ୍ଦର ଗେଟ ମଧ୍ୟ ଦରକାର

  • @bhagbatchintan435
    @bhagbatchintan435 3 місяці тому +5

    ସମାନ କାମକୁ ସମାନ ଦରମା
    କେନ୍ଦ୍ରୀୟ ହାରରେ ଦରମା

  • @binodbihareerouta7589
    @binodbihareerouta7589 3 місяці тому +11

    ଦାବି ପୂରଣ ନ ହେଲେ ପୁଣି ଜୋର୍ ଦାର ଆନ୍ଦୋଳନ ଜାରି ରହିବ

  • @rajiblochanbag8960
    @rajiblochanbag8960 3 місяці тому +5

    ଦାବି ପୂରଣ ନ ହେଲେ ପୁଣି ଆନ୍ଦୋଳନ ଜୋର ଦାର ହେବ

  • @pravakarsethi7392
    @pravakarsethi7392 3 місяці тому +1

    ପ୍ରତି ଶ୍ରେଣୀ କୁ ଜଣେ ଶିକ୍ଷକ ଓ ସ୍ଵତନ୍ତ୍ର ପ୍ରଧାନ ଶିକ୍ଷକ ସହ ପ୍ରଧାନ ଶିକ୍ଷକ କାର୍ଯ୍ୟଳୟ ନିହାତି ଦରକାର

  • @sudhirkumargiri3609
    @sudhirkumargiri3609 3 місяці тому +4

    Block grant sikhakakarmachari mane retirement pare pension no pain santosant ହେଉଛନ୍ତି,ଏହାର ସମାଧାନ କରାନ୍ତୁ.

  • @saraladevidevi1113
    @saraladevidevi1113 3 місяці тому +2

    Old pension lagu nishchita karajau

  • @lulukumura5982
    @lulukumura5982 3 місяці тому

    School time change kara sakala 8 ru 4 8 ghanta heba darkar

  • @sorenbabu6743
    @sorenbabu6743 3 місяці тому +4

    ଦେଖାଯାଉ ଆଗକୁ କଣ ହୋଉଛି

  • @ramakantswain2976
    @ramakantswain2976 3 місяці тому

    କାରଣ ଖୋଜି ଖୋଜି 5year ପଳେଇବ

  • @pradiptalenka6791
    @pradiptalenka6791 3 місяці тому

    ଅନେକ ସ୍କୁଲ ନ ଖୋଲି, quality School environment ଗୋଟିଏ ପଂଚାୟତ ସ୍ଥରରେ କରାଯାଉ। ହଷ୍ଟେଲ ଓ ଯୋଗାଯୋଗର ବ୍ୟବସ୍ଥା କରାଯାଉ। ଫଳ? ଅନେକ, ଖର୍ଚ କମ୍, ଗୁଣାତ୍ମକ ଶିକ୍ଷା, ଫଳପ୍ରଦ ତଦାରଖ, ସଫଳ ସାମଗ୍ରୀକ ଶିକ୍ଷା, ହରିଲୁଟ କମ୍ କରିବା, ଠକ ଓ ଅସାଧୁ କର୍ମଚାରୀ ଙ୍କୁ ନଜର ରଖିବା, ଇତ୍ଯାଦି । ତେଣୁ ପୁନ୍ହ ବିଚାର ହେଭ।

  • @KapilKumar-jn9ol
    @KapilKumar-jn9ol 3 місяці тому

    SSD department sundargarh re teacher manankara transfer heuni guide line thai madhya pls ei katha sirnku pacharantu gote gote school re 10 years above helani achanti

  • @deepakdash2873
    @deepakdash2873 3 місяці тому

    PTI mananku sthai karajau.12 Barsha btigalani sir😂😂😂😂

  • @ambikacreativity6039
    @ambikacreativity6039 3 місяці тому +2

    Close or merge ହୋଇଥିବା ସ୍କୁଲ kholajaau

    • @dibyabarik562
      @dibyabarik562 3 місяці тому +1

      Sir mu Jane tr hisabare apanka
      Kathare sahamata

  • @rashmitapal5585
    @rashmitapal5585 3 місяці тому +1

    New vacancy bahar karantu

  • @deepakdhir338
    @deepakdhir338 3 місяці тому

    Eai sikshya mantri kuhamunda kapila

  • @GaneshGouda-j8o
    @GaneshGouda-j8o 3 місяці тому +1

    50000 primary teacher posting bahar kara first

  • @bikashsingh2697
    @bikashsingh2697 3 місяці тому +2

    Good interview

  • @byomakeshmeher8091
    @byomakeshmeher8091 3 місяці тому +1

    Block grant retirement karmachari manka pension prathame byabasta karantu sir, kete kastare jiban katuchhi bjd sarkar ta takhidela abe tike bharosa laguchhi aama BJP sarkar retierment teachers manka dukha bujhibe teachers manka akhi ra luha bjd sarkar ku abhisap padila bjd sarkar ku hara e ba pai block grant school ra karmachari mane pranapane chesta karithile o saphal bi hele Jay shree ram

  • @ashishbarik7846
    @ashishbarik7846 3 місяці тому

    Ganda babu otet fee tike reduce karantu,otet mark ostet bhali karantu

  • @mithunkhatua1422
    @mithunkhatua1422 3 місяці тому +1

    High school teacher nkara 4600 grade pay kebe

    • @Bbdd19977
      @Bbdd19977 3 місяці тому

      ଅନେଇ ବସିଥାଅ ଏବେ କରି ପକେଇବ ।

    • @Safunnynews-c1n
      @Safunnynews-c1n 3 місяці тому

      Aji 😮

    • @SharatkumarSahoo-j9i
      @SharatkumarSahoo-j9i 3 місяці тому

      July re 4600 lagiki asiba kete salary haba hisaab karutha😅😅😅

  • @ritaraniray1682
    @ritaraniray1682 3 місяці тому

    20k junior teacher appointment soon

  • @neelamcreations6291
    @neelamcreations6291 3 місяці тому +1

    Impossible

  • @pinkumeher821
    @pinkumeher821 3 місяці тому

    School uniform kebe dia haba