Apana Ra Bhabi Mana Tate Deli I Bhala paiba ra dei uphara - Audio | Odia Sad Song | Singer K Biru

Поділитися
Вставка
  • Опубліковано 7 лют 2025
  • Studio Making Video Links
    • Apana Ra Bhabi Mana Ta...
    Full Lyrics
    ------------------------
    ଆପଣା ର ଭାବି ମନ ତତେ ଦେଲି
    ବୁଝିଲୁନି ଥରେ ହେଲେ
    ଭଲ ପାଇବାର ଦେଇ ଉପହାର
    ଚାଲି ଗଲୁ ବହୁ ଦୁରେ
    ସାଥୀରେ ସାଥୀରେ ସାଥୀରେ ସାଥୀରେ ....
    ମଧୁଭରା ରାତି ସେ ଚୋରା ପୀରତି
    କେମିତି ଭୁଲିବି ସେ ଅଭୁଲା ସ୍ମୃତି
    ଉପରେ ହସୁଛି ଅନ୍ତରେ କାନ୍ଦୁଛି
    ମରମେ ମରମେ ହୃଦୟ ଜଳୁଛି
    ପ୍ରତାରଣା ଭରା ଦୁଃଖ ଦେଇ ସାଥୀ
    ଭାବିଲୁନି ଥରେ ହେଲେ
    ଭଲ ପାଇବାର ଦେଇ ଉପହାର
    ଚାଲି ଗଲୁ ବହୁ ଦୁରେ
    ସାଥୀରେ ସାଥୀରେ ସାଥୀରେ ସାଥୀରେ....
    ମୋ ହୃଦୟ ଖୋଜେ ତୋ ପ୍ରେମ ଠିକଣା
    ଖୋଜି ଖୋଜି ଶେଷେ ହୁଏ ବାଟବଣା
    ସପନ ତ ମୋର ମରୀଚିକା ସାଜି
    କୋଉଠି ହଜିଛି ପାଉନି ତ ଖୋଜି
    ବେସାହାରା କରି ଚାଲି ଗଲୁ ସାଥୀ
    ଆସିଲୁନି ଥରେ ହେଲେ
    ଭଲ ପାଇବାର ଦେଇ ଉପହାର
    ଚାଲି ଗଲୁ ବହୁ ଦୁରେ
    ସାଥୀରେ ସାଥୀରେ ସାଥୀରେ ସାଥୀରେ....
    ✽ Song : Bhala Paiba Ra Dei Upahara
    ✽ Singer : Birupakshya Kar
    ✽ Lyrics : Abhisek Panda
    ✽ Music Director : Abhisek Panda
    ✽ Recorded At : Sanjay Studio , Cuttack
    ✽ Mixing By : Sanjay Malik
    ✽ Programming and Arranging - Prasanjit Singh(pua)
    ✽ Rhythm & Programming - K.Samuel(Tuklu)
    ✽ Guitar - Anup Garuda
    ✽ Camera & Editing - Manoranjan
    Like Us On Facebook
    / emedianow

КОМЕНТАРІ • 8