ନୃସିଂହ କିଏ ? | Nrusingha Purana | EP 01 | 16th May 2024 | Full Episode | Prarthana Tv

Поділитися
Вставка
  • Опубліковано 5 лют 2025
  • ନୃସିଂହ କିଏ ?
    ନମଇଁ ନୃସିଂହ ଚରଣ ଅନାଦି ପରମ କାରଣ ...
    ଅତିବଡୀ ଜଗନ୍ନାଥ ଦାସଙ୍କ ଶ୍ରୀମଦ ଭାଗବତ ମହାପୁରାଣର ଆରମ୍ଭରେ ଜଣେ ନୃସିଂହଙ୍କ ବିଷୟରେ କୁହାଯାଇଛି ,ପୁଣି ଶ୍ରୀକ୍ଷେତ୍ର ଧାମରେ ବାଡ଼ି ନୃସିଂହ ବିଜେ କରନ୍ତି । ଏମିତି ଆମ ପ୍ରାଚୀନ ପୁରାଣ ଶାସ୍ତ୍ରରେ ନାନା ନୃସିଂହଙ୍କ ବିଷୟରେ କୁହାଯାଇଛି । କିଏ ଏହି ନୃସିଂହ ? ଆମ ଦ୍ଵନ୍ଦ ସମାଧାନ କରିବ ପ୍ରାର୍ଥନାର ନୂଆ କାର୍ଯ୍ୟକ୍ରମ ''ନୃସିଂହ ପୁରାଣ '' କେବଳ #PrarthanaTV ରେ ।
    #NrusinghaPurana#ନୃସିଂହପୁରାଣ #prarthanatv
    Prarthana TV is the number one Devotional TV channel in Odisha.
    SUBSCRIBE to Prarthana channel for more Odia Devotional content and Song
    / prarthanatv
    Like us on Facebook
    / prarthanatv
    Circle on G+
    plus.google.co...
    Visit our website for further details: www.prarthanatv.in

КОМЕНТАРІ • 49