Kete sundar maha Prabhu nk mahima bani kahuchnti asutosh sir kete bad bhagya apana nk ra maha Prabhu nk bani kahuchnti bad bhagya sunami goswami nk ra 🙏🏽❤️ Jay jaganath 🙏🏽🙏🏽🙏🏽🙏🏽🙏🏽❤️❤️
..🙏🙏🙏 Jay Jagannatha Mahaprabhu.koti koti 🙏🙏🙏 mo Mahaprabhu nka SHREE CHARANA re..Guruji apanku madhya antarika pranam 🙏🙏🙏. apanka madhyama re Mahaprabhu nka Katha suniparili..mo aakhi ra topa topa luha phoola hoie jebe phoola mala hoie jiba mo Mahaprabhu nka SHREE CHARANA re se mala ku debi.. Jay Jagannath Mahaprabhu..
Jay Jagannath
Like this video & share it with your family and friends WhatsApp & Facebook group.
Ok sir
@@sumimohanty6838 By
ମୋର ଏ ଅନ୍ତର ଅନୁରୋଧ ଏକଥା ହିନ୍ଦୀ ଭାଷା ରେ ପ୍ରଚଳିତ ହେଲେ ମୋ ପ୍ରଭୁଙ୍କୁ କଥା ଆଉ ଗାଥା ସାରା ଭାରତରେ ପ୍ରତ୍ୟେକ ଲୋକେ ଜାଣିବା ଦରକାର
ଜୟ ଜଗନ୍ନାଥ ସ୍ଵାମୀ ❤❤❤❤
ଆପଣଙ୍କ ମୁହଁରୁ ଜଗନ୍ନାଥଙ୍କ ମହିମା ଶୁଣିଲେ, ମନକୁ ତୃପ୍ତି ମିଳେ 😌 ଜୟ ଜଗନ୍ନାଥ 🙏
ମୋ ମଣିମା ରେ 🙏🙏😭
ମୋ ପ୍ରାଣ ରେ
ମୋ ଜୀବନରେ
ମୋ ଆତ୍ମା ରେ ତୁମେ ମୋ ଜୀବନ ସାଆନ୍ତେ
ତୁ ସିନା ମୋର ବୋଲି ଜାଣିଛି ଆଉ ସେ ଅଧିକାର କୁ ଜାହିର କରୁଚି. ହେଲେ ମୁଁ କଣ ତୋର କେବେ ହେଇପାରିବି 😔😔😔ସେ ଭାଗ୍ୟ କଣ....... ଅଛି 😭😭😭😭ତୁମେ ମୋର ସାଆନ୍ତେ, ତୁମେ ମୋର ସାଆନ୍ତେ ତୁମେ ମୋର 😭😭😭ମୋତେ ଟିକେ ଆପଣାର କରିଦେରେ ଧନ, ମନରୁ ରାଗ,ଦ୍ୱେଷ, ହିଂସା କାଢ଼ିନିଅ ଆଉ ମୋତେ ତୁମର କରିଦିଅ ଆଉ ତୁମେ ମୋର ହେଇଯାଅ ମଣିମା, ତୁମେ ମୋରହେଇଯାଅ ସାଆନ୍ତେ.
ମୁଁ ତତେ ଆନ୍ତରରୁ ଭଲପାଏ ମଣିମା
କାହିଁକି ଏତେ ଭଲପାଇଲି ଚାମୁ. ତୁମେ ମୋର ଜୀବନ ହେଇଯାଇଛ ମହାପ୍ରଭୁ 😭😭😭🙏🙏
ଆହା ରେ ଭାବ ତୋର ବାବା ହୃଦୟ କୁ ଛୁଇଁ ଦେଲ ରେ ଜଗା ର ତୁ ହେଇ ଯାଇଛୁ ରେ ବାବା💕💕
Jay Jagannath ❤❤❤❤
ସାର , ନମସ୍କାର ଏ ଭାଷା, ଭାବ ଓ ବର୍ଣ୍ଣନା ପାଇଁ ଅନ୍ତର ଭରି କୃତଜ୍ଞତା। ଜୟ ମହାପ୍ରଭୁ।
Jay Jagannath ❤❤❤❤❤❤❤❤❤
ମୁ ଜାହା ଜାଣୁଛି ଏ ବିଶ୍ୱରେ ମୁ ଏକା ଜଡ଼ ଅଜ୍ଞାନୀ ମୂର୍ଖ ଭକ୍ତି ବିହିନ ପ୍ରାଣୀଟିଏ, କାଳିଆରେ ମୋତେ କ୍ଷମା କରିଦବୁ 🙏🌹🙏♥️
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମି ଭବତୁ ମେ🙏 ଧନ୍ଯ ମହାପ୍ରଭୁ ଧନ୍ଯ ତୁମର ଲିଳା🙏ବହୁତ ସୁନ୍ଦର କାହାଣୀ ଭାରି ଖୁସି ଲାଗିଲା 🙏କାହାଣୀ ଶେଷ ବେଳକୁ ଆଖି ଲୁହରେ ଭିଜି ସାରି ଥିଲା 🙏ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜୟ ଶ୍ରୀ ଜଗନ୍ନାଥ🙏🙏🙏🙏🙏
ଜୟ ଜଗନ୍ନାଥ 🙏🙏🙏🙏 ବିଶ୍ଵନିୟନ୍ତା ବିଚିତ୍ରାନନ୍ଦ ଲୀଳାମୟ ଙ୍କ ଲୀଳାର ସାଗରରେ କିଛି କ୍ଷଣ ପରମଆନନ୍ଦର ବୁଡ଼ ପକାଇଥିବାରୁ ନିଜକୁ ଧନ୍ୟମନେକରୁଛି l
ଜୟ ଜଗନ୍ନାଥ ମହାପ୍ରଭୁ 🙏❤️❤️❤️
ଆଜ୍ଞା ପ୍ରଣାମ ବହୁତ ସୁନ୍ଦର 🙏🙏
Waiting sir I really like asutosh sir probochan sir u r a very talented boy for our odisha , love u asutosh sir keep it up load jagannath bless u ..
ମୋ ମହାପ୍ରଭୁ ମୋ ପ୍ରାଣ ପୁରୁଷୋତ୍ତମ ଜୟ ଜୟ ଜୟ ଜଗନ୍ନାଥ ମହାପ୍ରଭୁ ଆପଣଙ୍କ ପାଦ ପଦ୍ମ ରେ ଅନନ୍ତ କୋଟି ପ୍ରଣାମ ମହାରାଜା
ଆହା ! ମହାପ୍ରଭୁଙ୍କର କୃପା କୈବଲ୍ୟ କେଉଁ ଦିନର ହେଲେବି ଆଜି ଏହିକ୍ଷଣର ବୋଲି ଅନୁଭୂତ ହୋଇ ହୃଦୟ ଭକ୍ତି ହିଲୋଳରେ ସ୍ପନ୍ଦିତ ହେଉଛି । ମହାପ୍ରଭୁ ଏହିପରି ଆପଣଙ୍କ ଉପରେ କୃପା ଅଜାଡି ଦେଉଥାନ୍ତୁ ଆଉ ଆପଣ ସେଇ ମହାପ୍ରସାଦକୁ ଏମିତି ଭକ୍ତିଭାବ ଭରା ସୁଲଳିତ କଣ୍ଠରେ ଆମମାନଙ୍କୁ ବିତରଣ କରୁଥାନ୍ତୁ । ଜୟଜଗନ୍ନାଥ
ଅନେକ ଧନ୍ୟବାଦ ଭାଇ
ଆପଣ ଙ୍କର କହିବା ଶୈଳୀ ବହୁତ ସୁନ୍ଦର ଜୟ ଜଗନ୍ନାଥ 🙏🙏🙏
Jay Jagannath swami God bless u sir
ମହାପ୍ରଭୁଙ୍କ ଅପାର ମହିଁମା ଶ୍ରବଣ କରି ମନ ଏବଂ ହୃଦୟ ପବିତ୍ର ହୋଇଯାଉଛି ଆଜ୍ଞା।
ସତରେ ଖୁବ ସୁନ୍ଦର🙏🙏
ଆପଣଙ୍କ କଥା ଶୁଣିଲେ ବହୁତ୍ ଭଲ ଲାଗୁଛି ଜୟ ଜଗନ୍ନାଥ ଜୟ ଜଗନ୍ନାଥ
jay jagannath prebhu je...🙏🚩
Jay jaganntha Sir 🙏🙏apanank bhagabata khatha amruta maya laguchi 🙏🙏god bless you sir 🙏🙏
ମଣିମା କଠକୁହା ଦେବତା ଆପଣଙ୍କ ସାଙ୍ଗରେ କଥା ହେଉଛନ୍ତି।ଆପଣ ଆମକୁ ବହୁତ୍ ହୃଦୟ ଚ୍ଛୁ ଆ କଥା ଶୁଣାଇଛନ୍ତି ଲଜୟ ଜଗନ୍ନାଥ ।
Jaya jagannatha maa
ଜୟ ମହାପ୍ରଭୁ ତମ ଲୀଳା ତୁମେ ଜଣା
ଜୟ ଜଗନ୍ନାଥ 🙏🏻🙏🏻🙏🏻
Kete sundar maha Prabhu nk mahima bani kahuchnti asutosh sir kete bad bhagya apana nk ra maha Prabhu nk bani kahuchnti bad bhagya sunami goswami nk ra 🙏🏽❤️ Jay jaganath 🙏🏽🙏🏽🙏🏽🙏🏽🙏🏽❤️❤️
ମହାଶୟ ସତରେ ମହାପ୍ରଭୁ ଆପଣ ଙ୍କ କଣ୍ଠରେ ତାଂକଲୀଳା କୁହାଉ ଛନ୍ତି ଆପଣ ଭାଗ୍ୟ ବାନ ଆପଣ ଙ୍କୁ ପ୍ରଣାମ
🙏
Jay Shree Jagannath Swami 🙏🙏🙏
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ,🙏🙏🙏🙏🙏
chamatkar prastuti... shrabana kari bahuta bhala laagichi....sihirana...advut...
ll ତବ ପାଦ ସେବା ଏକଇ ସମ୍ପଦ
ଦେବଙ୍କୁ ଯାହା ଦୂର୍ଲ୍ଲଭ
ଭୂଷଣ ଅଟଇ ମହିଆଳ ଘଣ୍ଟା
ପଦେ ଯା ଦିବ୍ୟ ବିଭବ ll
🙏 ଜୟ ଜଗନ୍ନାଥ 🙏
⭕❗⭕ଜୟ ଜଗନ୍ନାଥ ମହାପ୍ରଭୁ କି ଜୟ 🙏🙏🙏🙏🙏🙏
ଜୟ ଜଗନ୍ନାଥ ❤❤❤ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ❤❤❤❤ ଜୟ ଜଗନ୍ନାଥ
..🙏🙏🙏 Jay Jagannatha Mahaprabhu.koti koti 🙏🙏🙏 mo Mahaprabhu nka SHREE CHARANA re..Guruji apanku madhya antarika pranam 🙏🙏🙏. apanka madhyama re Mahaprabhu nka Katha suniparili..mo aakhi ra topa topa luha phoola hoie jebe phoola mala hoie jiba mo Mahaprabhu nka SHREE CHARANA re se mala ku debi.. Jay Jagannath Mahaprabhu..
ଜୟ ଜଗନ୍ନାଥ ଆଜିର କଥା ବହୁତ ଭଲ ଲାଗିଲା.. Sir
ବହୁତ ବହୁତ ଅଭିନନ୍ଦନ। ପ୍ରଣାମ! ତଥ୍ୟ କେଉଁ ଠାରୁ ପ୍ରାପ୍ତ ହେଲେ?
Bahut sundar jaijaganath mahaprabhu ashutosh Bhai 🙏
Ati Sundar upasthapana. 👌👌👌. Jay Jagannath 🙏🙏🙏
beutiful narration ♥️♥️♥️♥️♥️jay jagannath🙏🙏🙏🙏🙏🌺⭕❗⭕🌺🙏🙏🙏🙏🙏🙏🙏🙏🙏🙏
🙏🥰💐 Jai Jagannath Bapa mora 💐🥰💕💕💕💕
Jay sri jagannath swami 🙏 bahut 2 bhl lagila
Bahut sundar katha. Mana sihari uthuchi prabhunkara ehi katha suni.Apanku bahut dhanyabad ete sundar katha sunaithibaru.Jay jagannath mahaprabhunka padatale ananta kotibar pranam
Sir pranam sir apana jagannath prabhunku kahiba mo sansara ku sajadidebe mo sansara court re jhuluchi
Jai Jagannath Jai Maa Laxmi Sitaram Sitaram Sitaram Radhakrishna.......
ଜୟ ଜଗନ୍ନାଥ
ଅତି ସୁନ୍ଦର କଥା
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ 💞🌼🙏🌼💞
Jay Jay shree jagannath 🙏🙏🙏 Jay Jay shree jagannath 🙏🙏🙏 Jay Jay shree jagannath 🙏🙏🙏 Sir pranam 🙏🙏
ନମସ୍କାର ଆପଣଙ୍କୁ ଉପାଦେୟ ତଥ୍ୟ ଉପସ୍ଥାପନ କରିଥିବାରୁ।ଜୟ ଜଗନ୍ନାଥ, କେନ୍ଦୁଝର ଚମ୍ପୁଆ।
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ
ମୋ ତରଫରୁ ଆପଣଙ୍କୁ ଜୟ ଜଗନ୍ନାଥ🙏🙏🙏🙏🙏
Ashutosh sir apanka kahiba saili khub chamatkar. Prabhu jemiti tama munharu tallin bhaba re kahuchanti 🙏
Jay Jagannath maha prabhu 🙏🌹🙏
Jay Jagannath Swami 🙏🙏🙏🙏🙏😭😭😭😭
Mahaprabhu hey tuma shreepayara're koti koti pranam👏👏👏👏👏 ⚫️‼️⚫️🌺🌺🌺🌺🪔🪔🪔🪔🪔⚫️‼️⚫️👏👏👏👏😭😭😭😭
Jay jagnnatha swami nayan patha gami bhaba tume❤❤❤🙏🏻🙏🏻🙏🏻🌼🌼🌼🌷🌷🌷🐚🐚🐚
Thank you sir 🙏🏻🙏🏻🙏🏻
Sir apan nka upare prabhu nka Asribad achi🙏🙏🙏
Jay jaganath maha prabhu manimaa koti koti dandabata.
Jay jagannath Swami Nayana patha gami bhava tume 🙏🙏🙏
Khub anandita jaijaganatha
Suna Goswaminkara jay
Mnu suni sahiparuni. 🙏🙏🙏🙏🙏 Mo luha rahuni. Jay Jagannath 😘😘😘😘😘😘😘😘
JAI JAGANNATH 🙏. MAHAPRABHU SAMSTANKAR MANGAL KARANTU.🙏
MooMahaprabhu...Yea🙏🏻🙏🏻🙏🏻
Jay jagannath swami nayan patha gami bhaba tume 🙏🙏🙏🙏🙏.......
Sir pranm jay jaganath
ଜୟ ଜଗନ୍ନାଥ 🙏🙏
Jay ho Radha Swami 🙏
Jay Jagannath. Apananku pranam
Jai shree Jagannath sir,
Radhe Radhe 🙏🙏🙏🙏🙏🙏
Aha ki sundara mo kaliya raw Leela 🥺🥺🥺🙏🙏🙏🙏🙏
JAY JAGANNATH
Really this is a amazing story about Sri jaggarnath
Jay jagannath 🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿
Bhakta ra natha Jay jagannath🙏
Jay Sri Sri Jagannatha mahaprabhu nkara jay hau 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
prabhu jagannath 🙏
Jai Mahaprabhu 🙏
🙏 ମହାବାହୁ 🙏
Sir prabhu jagannath apananku kotia paramau dianti amiti apan prabhu katha kuhantu
Jai Jagannath
Jayajagannath jayjagannath jayjagannath
Jay jagannath 🙏🏻🙏🏻
Heart touching ♥
Jai jagannath jai mohaprovu
JAY JAGANNATH 🙏 ♥ 🙏
Jay shree Jagannath,manima nka jay heu 🙏
Jay Jagannath swami nayana patha gami 🙏🙏🙏
Jay jagnnath
ଜୟ ଜଗନ୍ନାଥ ମହାପ୍ରଭୁଙ୍କ ଅପାର କରୁଣା ସବୁ ସମୟରେ ଆପଣ ଙ୍କ ସହ ରହିଥାଉ।
Bhabara thakura Jagannath mahapravu
ହେ ମଣିମା.... 🙌🙏
Jai Jagannath Swami Jay naradgami bhavat mein Prabhu
Dhanyabad 🙏
Jay Jagannath🙏🙏🙏🙏🙏🙏
🙏 Jay 🙏🏽 asutosh 🙏🏽 sir 🙏 Jay 🙏🏽 bramhana 🙏🏽 deb 🙏🏽 Jay 🙏 jaganath 🙏🏽🙏🏽🙏🏽🙏🙏❤❤❤❤❤
Jaya Jagannatha 🙏
Jay jagannath sir🙏🙏🙏🙏🙏🙏🙏...
Jay jagannath swami nayana patha gami bhbatu me
Hee mahaprabhu ❤️🥺🙏.....
Jay sri Jagannath swami nayana Patha gami bhaba tume Prabhu 🙏🙏🙏🙏🙏