କାଣା ଅଭାବ ହେଲା ଜେ ଚନା ଝୋଳ ବିକୁଛନ ପଦ୍ମଶ୍ରୀ ହଲଧର ନାଗ ॥

Поділитися
Вставка
  • Опубліковано 29 січ 2025

КОМЕНТАРІ • 149

  • @bhaktamahananda2605
    @bhaktamahananda2605 6 місяців тому +50

    ଧନ୍ୟବାଦ ହଳଧର ନାଗଙ୍କୁ...
    ସୃଷ୍ଟିର ସୁଯୋଗ୍ୟ ସନ୍ତାନ

  • @shudhanshuofficialjunagarh9396
    @shudhanshuofficialjunagarh9396 6 місяців тому +13

    ଧନ୍ୟ ତୁମେ ମହାପୁରୁଷ ଧନ୍ୟ ତୁମ ମହାନତା

  • @bhaktameher402
    @bhaktameher402 5 місяців тому +10

    କେଉଁ ବ୍ୟବସାୟ ଛୋଟ ବଡ ନୁହେଁ
    ବହୁତ ଧନ୍ୟବାଦ ହଳଧର ନାଗ ଆଜ୍ଞା 108🙏

  • @sureshdas7831
    @sureshdas7831 6 місяців тому +23

    ଭାଇମାନେ ତୁମେମାନେ ବହୁତ ଭାଗ୍ୟବାନ ତାଙ୍କର ହାତର ଖାଦ୍ୟ ଦେବୀୟ ପ୍ରଶାଦ 🌹🙏🌹

    • @ganadrusti
      @ganadrusti  6 місяців тому +2

      ମତାମତ ଲାଗି ଧନ୍ୟବାଦ

  • @subashbehera9104
    @subashbehera9104 6 місяців тому +34

    ଏମିତିକା ସରଳ ଓ ନିଷ୍କପଟ ମଣିଷ ବିରଳ ।

  • @purnachandrakumbhar3550
    @purnachandrakumbhar3550 6 місяців тому +74

    ହେ ପ୍ରଶାସନ, ପଦ୍ମଶ୍ରୀ ଉପାଧିଧାରୀ ଙ୍କ ଏ କି ପରିଚୟ

    • @MRShark7
      @MRShark7 6 місяців тому +8

      ଓଡ଼ିଶା ସରକାର ମାସକୁ ୧୦୦୦୦ ଦେଉଛନ୍ତି

    • @kapilasmahakur8371
      @kapilasmahakur8371 6 місяців тому

      @@purnachandrakumbhar3550 kichhi asubidha nahi sie aneka dinaru khooshi re bikri karuchanti

    • @LalatJuliVlog
      @LalatJuliVlog 6 місяців тому +1

      Pension 25000 milu thiba ..

    • @MRShark7
      @MRShark7 6 місяців тому

      @@Shree_7518 hmmm

    • @rajeshmohantyindia
      @rajeshmohantyindia 5 місяців тому

      ପଶ୍ଚିମ ଓଡିଶା ଲୋକ କିଛି ଦିଅ ତାଙ୍କୁ....

  • @satyabannaik4539
    @satyabannaik4539 6 місяців тому +25

    ପଦ୍ମଶ୍ରୀ ହଳଧର ନାଗ l ତାଙ୍କର ଚିନ୍ତାଧାରା ବହୁତ ବଢିଆ l ସେ ଚାହାଁନ୍ତି ତାଙ୍କ ଜୀବ ଦଶାରେ ବହୁ ପୁରାତନ କୋଶଲି ଭାଷା କୁ ସରକାରୀ ଭାବେ ଅଷ୍ଟମ ଅନୁଚ୍ଛେଦ ଅନୁଯାୟୀ ନିଶ୍ଚିତ ମାନ୍ୟତା ମିଳିବା ଦରକାର l ଦୃଢ଼ ଇଚ୍ଛା ଶକ୍ତି ଓ ସମୂହ ଭାବନା ଓ ଗଣଦୃଷ୍ଟି ର ପ୍ରୟାସ ଜାରି ରହୁ l ଧନ୍ୟବାଦ l

    • @ganadrusti
      @ganadrusti  6 місяців тому +2

      ମତାମତ ପାଇଁ ଧନ୍ୟବାଦ

    • @DebarajNaik-jh7nm
      @DebarajNaik-jh7nm 6 місяців тому +2

      ବହୁତ୍ ବହୁତ ଧନ୍ୟବାଦ ସାର୍

    • @snbbariha251
      @snbbariha251 6 місяців тому

      ❤❤❤❤❤❤❤️❤️👍👍👍👍👍👍👍👍👍👍👍👍 ବହୁତ୍ ଭଲ ପଦ୍ମ ଶ୍ରୀ ଜୁହାର 😮😮😮😮😮

  • @bnmangaraj5301
    @bnmangaraj5301 5 місяців тому +2

    ଧନ୍ୟ ଧନ୍ୟ ହଳଧର ନାଗ ମହାଶୟ,
    ଧନ୍ୟ ଆପଣଙ୍କ ମହାନତା,
    ଆପଣ ସମାଜ ପାଇଁ ଉଦାହରଣ

  • @rupeshjojoofficial
    @rupeshjojoofficial 6 місяців тому +5

    Bahut val lagla Haldhar Sri kar katha suni kari 🥰❤️

  • @bnmangaraj5301
    @bnmangaraj5301 5 місяців тому +2

    ଆପଣଙ୍କୁ ମୋ ଅନ୍ତରରୁ ଜୁହାର

  • @bhupalchandrapujhari7377
    @bhupalchandrapujhari7377 6 місяців тому +10

    ହଳଧର ନାଗ ଆମର ଗୌରବ

  • @LanduParua
    @LanduParua День тому

    Real hero sir👍

  • @PremrajDhrua
    @PremrajDhrua 6 місяців тому +8

    juhar hldhr nag❤❤

  • @abhimanyudash8360
    @abhimanyudash8360 6 місяців тому +10

    Great heart..great person. Precious and good example person. Simplicity , humbleness, bourdenable person. Kosam basi follow him. It is God gifted person.

  • @dilipsahu6470
    @dilipsahu6470 5 місяців тому +5

    ପଦ୍ମ ଶ୍ରୀ ସମ୍ମାନିତ ହଳଧର ନାଗ.... ଚନା ବିକୁଛନ୍.... ଅଞ୍ଚଳ ପାଇଁ ଦୁଃଖଦ ବିଷୟ.... ଲଜ୍ଜ୍ୟା ଜନକ ଓ ଦୁର୍ଭାଗ୍ୟ ବିଷୟ

  • @SoundaryaHaripal-h4q
    @SoundaryaHaripal-h4q 19 днів тому

    ଧନ୍ୟବାଦ 🙏ସାର ଆପଣଙ୍କର ଏହି ମାନବିକତା କୁ 💯💞💞💞💞💯

  • @prasantapattanaik862
    @prasantapattanaik862 6 місяців тому +19

    ଅଭାବ କାଣା।ଗୁଟେ ସଉକ ପ୍ରଥମରୁ ଅଛେତ।

  • @nuapadaspecial525
    @nuapadaspecial525 6 місяців тому +7

    ଗ୍ରେଟ୍ ଶ୍ରୀ ଶ୍ରୀ ଶ୍ରୀ ହଳଧର ମହୋଦୟ ଭବିଷ୍ୟତ ରେ ରାଷ୍ଟ୍ରପତି ହେବାର ଯୋଗ୍ୟ ଏ

  • @soumendrajena9108
    @soumendrajena9108 6 місяців тому +3

    ଧନ୍ୟବାଦ। ସବୁ ପେସା ସମାନ। କାମରେ କିଛି ବାରଣ‌ ନାହିଁ। ପଦ୍ମଶ୍ରୀ ସମ୍ମାନ ମିଳିଛି ତାଙ୍କୁ ଲେଖା ପାଇଁ। ବୃତ୍ତି ଓ ପ୍ରବୃତ୍ତି ଯଦି ଅଲଗା ହୁଏ ତେବେ ଚିନ୍ତା କରିବା କାହିଁକି।

  • @internationalstar6026
    @internationalstar6026 6 місяців тому +2

    ଧନ୍ୟବାଦ ସିଏ ଜାଣିଛନ୍ତି ଜିବନ ମାନେ କ'ଣ

  • @soneenag
    @soneenag 5 місяців тому

    ଇଟା କିଛି ସରମ ର କଥା ନି ସେ ମହାନ କବି ହେଲେ ବି ସେ ଜଣେ ସାଧାରଣ ଜୀବନ ଯାପନ କରୁଛନ୍, ବହୁତ ଭଲ ।

  • @kumari02-m3n
    @kumari02-m3n 6 місяців тому +7

    ଜୟ ମା ଭଗବତୀ ଜୟ ଜଗନ୍ନାଥ,ହଳଧର ନାଗଙ୍କୂ ମା ଭଗବତୀ ଘଣ୍ଟ ଘୋଡେ଼ଇ ରଖି ଥାନ୍ତୁ

  • @prabhakar-dv2pe
    @prabhakar-dv2pe 16 днів тому

    🙏🙏🙏🙏🙏🙏🙏

  • @PapunSeth-qc7ht
    @PapunSeth-qc7ht 6 місяців тому +3

    ତମକେ କୁଟି କୁଟି ଜୁହାର ଆଜ୍ଞା

  • @mahendrajayasingh6221
    @mahendrajayasingh6221 6 місяців тому +3

    Dukhar katha Jay Jagannath

  • @Surbhi-y5u
    @Surbhi-y5u 5 місяців тому

    Aapka baten bahut Achcha Laga

  • @raturazzsalma1130
    @raturazzsalma1130 6 місяців тому +3

    ଜୟ ଯାଦବ 🙏

  • @nuapadaspecial525
    @nuapadaspecial525 6 місяців тому +8

    ଭାଇ ମାନେ ଇନୁ ବୁଝ ଜେ ଜଣେ ଏତେ ବଡ଼ ଉପାଧି ପାଇକରି ବି ମନ ଭିତ୍ରେ ଟିକେ ଅଭିମାନ , କି ଗର୍ବ ନେଇ ନା।

  • @SukantPatra-g7g
    @SukantPatra-g7g 6 місяців тому +3

    odishar mohanbyakati. pranam

  • @govindachandramajhi7254
    @govindachandramajhi7254 6 місяців тому +2

    Great haldhar sir

  • @SmilingForest-wq7te
    @SmilingForest-wq7te 6 місяців тому +7

    Haldhar Babu bahut bhal lokte.ann jay jagannath

  • @laxmankumardash9066
    @laxmankumardash9066 6 місяців тому +7

    Jay Haldhar Nag ❤

  • @ratanbiswal1297
    @ratanbiswal1297 6 місяців тому +8

    great men sir

  • @kamalseth1522
    @kamalseth1522 6 місяців тому +9

    Jay koshal

  • @santoshkumarmohapatra78
    @santoshkumarmohapatra78 6 місяців тому

    ସୁନ୍ଦର ନାଟକ

  • @BasantaSahu-w1d
    @BasantaSahu-w1d 5 місяців тому

    Namaste ❤❤❤❤

  • @ashokkumbhar1879
    @ashokkumbhar1879 6 місяців тому +3

    ❤❤❤❤❤ val manisa ra hat ra khana lok ke bahut mitha lagsi

  • @tejameher6175
    @tejameher6175 5 місяців тому

    Haladhar nag tume mahan odisa maa ra su santan tume tumanku mor juhar

  • @ersambitrout5185
    @ersambitrout5185 5 місяців тому

    ଭଲ

  • @ajitbagofficial
    @ajitbagofficial 6 місяців тому +1

    Great person haldhar nag sir

  • @pratappanda1819
    @pratappanda1819 6 місяців тому +4

    Yehi Atmanirbhar Bharat

  • @nottoday3045
    @nottoday3045 5 місяців тому

    creator create creativity🎉

  • @jaminidash4682
    @jaminidash4682 8 днів тому

    Ita Bharat desh ee ,ina chaha bikali Pradhan mantri heichhe ,aamar Haldhar aagian chana bikle je kana heigala ,bahut badhia - fuka bika aai jatra dekha duhita . . .

  • @JibitPadhan1234
    @JibitPadhan1234 6 місяців тому

    Good. Jay shree ram. Jay ho modi ji. Paschim Odisha ko pahchan Diya.jayho

  • @ashokmallik-cg9tr
    @ashokmallik-cg9tr 5 місяців тому

    Proud of odisha

  • @MDKTUTORIAL
    @MDKTUTORIAL 6 місяців тому +4

    ଏଭଳି ଚରିତ୍ର ଚିର ନମସ୍ୟ ।

  • @ManmohanDash-gr9xk
    @ManmohanDash-gr9xk 6 місяців тому

    🙏🙏 padmashree Haldhar Nag

  • @jayashreebehera6951
    @jayashreebehera6951 6 місяців тому

    God bless you

  • @anitjayapuria2913
    @anitjayapuria2913 5 місяців тому

    Jay haldar nag

  • @dr.bhojrajsahu8483
    @dr.bhojrajsahu8483 6 місяців тому

    Koti koti Juhar

  • @kabirajbhoi7876
    @kabirajbhoi7876 6 місяців тому

    Great speech sir🙏🙏

  • @jayramnag2317
    @jayramnag2317 6 місяців тому +19

    ସର୍‌କରୀ ଅଫିସର୍‌ ମାନ୍‌କୁଁ ସର୍‌କାର୍‌ ଲାଖ୍‌ଲାଖ୍‌ ଟଁକା ଦର୍‌ମା ଦେଇପାରୁଛନ୍‌
    ଲେକିନ୍‌ ପଦ୍ମଶ୍ରୀ ଭଲିଆ ହେଡ଼୍‌କି ଉପାଧି ପାଇଥିବାର୍‌ ଲୋକ୍‌କୁ ମାସ୍‌କ ଟଁକା ୧୦୦୦୦ ଦେବାର୍‌ ଲାଗି ସର୍‌କାର୍‌ ପାଖେଁ ପଏସା ନାଇନ

    • @MRShark7
      @MRShark7 6 місяців тому +2

      10000 govt douchi

    • @siddhesahu8462
      @siddhesahu8462 6 місяців тому

      Kan kari se photo hauche neta mankar sange

    • @debasmitaparida2072
      @debasmitaparida2072 6 місяців тому

      Padma puraskar prapta byakti mananku masaku 25000 pension miluchi.

  • @jiojibharke-g3m
    @jiojibharke-g3m 6 місяців тому

    Saakhyaat Bhagwaan🙏

  • @sadanandapadhan7580
    @sadanandapadhan7580 6 місяців тому +2

    Jay Haldhar Jay koshal...

  • @gelharamsahu4519
    @gelharamsahu4519 6 місяців тому

    Mahamanaba ❤🙏

  • @skdash7467
    @skdash7467 6 місяців тому +2

    Excellent personality

  • @anandasahu472
    @anandasahu472 6 місяців тому +3

    Jay koshal 🚩

  • @kidstv0016
    @kidstv0016 5 місяців тому

    Padmashree chana aae

  • @prasantapattanaik862
    @prasantapattanaik862 6 місяців тому +8

    ରାଗଚନାର ଝୋଲ୍ ଅସଲ ଆଏ।

  • @the-evil-boy.
    @the-evil-boy. 6 місяців тому

    Santosh. Best N nag🎉🎉🎉🎉🎉🎉

  • @radhakantameher2775
    @radhakantameher2775 6 місяців тому

    Jay haldhar nag❤

  • @jagannathdurga2313
    @jagannathdurga2313 6 місяців тому

    Gret sir

  • @anantakumarsahoo5237
    @anantakumarsahoo5237 6 місяців тому +2

    Sir pranaam, emiti loka jagate nahin

  • @manashnayak2794
    @manashnayak2794 6 місяців тому +1

    ଝାଲ ମୁଢ଼ି଼ ଖାଇବ ଆସ ପାଟିକି ଟେଷ୍ଟି ଟେଷ୍ଟି ହଳ ଦଳ ମଉସାଙ୍କ ଚଟ ପଟା ଖାଇବା 💯👌

  • @aspirantsourav504
    @aspirantsourav504 6 місяців тому +14

    Padmasree upadhi re kichhi labhanahi masika 10000 tanka pensan debar katha sarkara

  • @sushantanaik9262
    @sushantanaik9262 6 місяців тому +2

    Good

  • @skeleton_thi_roster-
    @skeleton_thi_roster- 6 місяців тому

    Very good

  • @It_Is_Indian_Era
    @It_Is_Indian_Era 6 місяців тому

    😢😢😢😢❤🙏🙏🙏🤗

  • @MandakiniPattnaik-o3v
    @MandakiniPattnaik-o3v 6 місяців тому

    Hats off to Padmashri Haldhar Nag for promoting the dignity of labour.

  • @santoshpradhanfoodvlogs
    @santoshpradhanfoodvlogs 6 місяців тому +1

    Budhi ra gunu .. padmashree sir 🙏🙏

  • @panditsing924
    @panditsing924 6 місяців тому

    Koi bhi Kam chota nahi hota, Modi bhi chai🎉🎉🎉

  • @Silentgirlmamata1999
    @Silentgirlmamata1999 6 місяців тому

    ❤❤🤗🤗👌👌🥰🥰

  • @lie2349
    @lie2349 6 місяців тому

    Tanka pai pension karajau😢.. he is proud of us

    • @debasmitaparida2072
      @debasmitaparida2072 6 місяців тому

      Padmasri puraskar paithiba byaktinku 25000 pension miluchi

  • @SAHUYOUTUB
    @SAHUYOUTUB 6 місяців тому

    ❤❤

  • @tufanchandradas1060
    @tufanchandradas1060 5 місяців тому

    କିଛି କରିବା ଖରାପ ନୂହେଁ , ପେଟା କୌଣସି କାମ ଛୋଟ ନୂହେଁ ।

  • @jyotiranjanmohanty3221
    @jyotiranjanmohanty3221 6 місяців тому

    Namaskar.....

  • @bmart87
    @bmart87 5 місяців тому

    ପେଟ ପାଇଁ ରୋଜଗାର କରିବା କିଛି ଭୂଲ ନୁହେଁ। କାମ କେବେ ଛୋଟ ବଡ ହୁଏନା । ଏଇଟା ତ ହଲଧର ଆଜ୍ଞା ଙ୍କ ର ମହାନତା କି ତାଙ୍କର ମନରେ ଇ ସବୁ ସେ ଚିନ୍ତା ବି କରି ନଥିବେ। ଏକଥା ସରକାର ବା ପ୍ରଶାସନ ବୁଝିବା କଥା ଯେ ଭାରତ ବର୍ଷର ଜଣେ ପଦ୍ମଶ୍ରୀ କେମିତି ବଞ୍ଚିବେ,ତାଙ୍କର ରହଣି ସହଣି କେମିତି ହେବାକଥା। ଯଦି ସେସବୁ କରିବା ସମ୍ଭବ ନୁହେଁ,ତେବେ ପଦ୍ମଶ୍ରୀ ଦେଇ ନଥାନ୍ତ। ଅନେକ ଭାବନ୍ତି ଯେ ପଦ୍ମଶ୍ରୀ ପୁରସ୍କାର ପାଇଁ କିଛି ଅର୍ଥ ମିଳେ। ପ୍ରକୃତରେ କିଛି ମିଳେ ନାହିଁ। କେବଳ ପୁରସ୍କାର ଗ୍ରହଣ କରିଯିବା ସମୟରେ ଯିବାଆସିବା ଖର୍ଚ୍ଚ ମିଳେ।
    କେବଳ ହଳଧର ଆଜ୍ଞା ନୁହେଁ,ଭାରତ ବର୍ଷରେ ଏମିତି ଅନେକ ପଦ୍ମ ପୁରସ୍କାର ପ୍ରାପ୍ତ କବି,ଖେଳାଳି,କଳାକାର ମଧ୍ଯ ଅଛନ୍ତି।
    ହେ ସରକାର ଧ୍ୟାନ ଦିଅନ୍ତୁ।

  • @indianprasadvlogs9583
    @indianprasadvlogs9583 6 місяців тому +1

    କାଏ ନିକ୍ଲାର୍ କୋଶଳି ଆମର୍ ସମଲ୍ ପୁରୀ ଭାଷା ଆଏ

  • @kamalakshyasahoo1457
    @kamalakshyasahoo1457 6 місяців тому +3

    Sambalpur chana jhol ebang chattni ra bikalpanahi

    • @ganadrusti
      @ganadrusti  6 місяців тому

      ମତାମତ ଲାଗି ଧନ୍ୟବାଦ

  • @gourangasa6027
    @gourangasa6027 6 місяців тому +2

    ଗଣ ଦୃଷ୍ଟି ତ ନୁହେଁ ପାଗଲ ଦୃଷ୍ଟି।

    • @ganadrusti
      @ganadrusti  6 місяців тому

      ମତାମତ ପାଇଁ ଧନ୍ୟବାଦ

  • @Nitish86858
    @Nitish86858 6 місяців тому +3

    India government please help

  • @dipunapatra1993
    @dipunapatra1993 6 місяців тому

    Background soud edit kariki upload kale bhala huanta

    • @ganadrusti
      @ganadrusti  6 місяців тому

      ଏହା ଆଗରୁ ବିନା ମ୍ୟୁଜିକ ରେ ତାଂକର ଗୋଟିଏ ଭିଡିଓ ଦିଆଯାଇଛି

  • @Sonalispeaks
    @Sonalispeaks 6 місяців тому +1

    ପଦ୍ମଶ୍ରୀ ପୁରସ୍କାର ସହ ପଚିଶି ଲକ୍ଷ ଟଙ୍କା ବି ମିଳେ ,ମାସକୁ 25000/- ପେନସନ ବି ମିଳୁଥିବ । ତେଣୁ ଏସବୁ କି ଭଳି ଅତିରଞ୍ଜିତ ଖବର !!!😂😂

    • @ganadrusti
      @ganadrusti  6 місяців тому +1

      ପଦ୍ମଶ୍ରୀ ହଲଧର ନାଗ ଅଭାବ ରେ ଏହି କାମ କରୁନାହାନ୍ତି । ତାଂକର ଅଭାବ ସମୟର କଥା କୁ ମନେ ରଖିବା ପାଇଁ ବର୍ଷକୁ ଗୋଟିଏ ଦିନ ରଥ ଯାତ୍ରା ସମୟରେ ଚଣା ତିଆରି କରି ବିକରି କରିଥାନ୍ତି ॥ ଏତେ ବଡ ସମ୍ମାନ ର ଅଧିକାରୀ ହୋଇଟିଲେ ମଧ୍ୟ ତାଙ୍କ ମନରେ ଟିକିଏ ବି ଗର୍ବ କି ଅହଂକାର ନାହୀନ ଏହା ତାହାର ସଠିକ ଉଦାହରଣ ॥

    • @keshabasatyamgejo528
      @keshabasatyamgejo528 6 місяців тому

      ​@@ganadrustikatkia manku kete bujhaba dada chhada hemane amar sambalpuria manku nai sahan

  • @dillipbag3054
    @dillipbag3054 22 дні тому

    Asali hira aant

  • @prabhatkisan8203
    @prabhatkisan8203 6 місяців тому

    Heis agreatperson

  • @reeya9752
    @reeya9752 6 місяців тому

    Chana recipe r video tike daun please NAG sir 🙏

  • @kapilasmahakur8371
    @kapilasmahakur8371 6 місяців тому +1

    Aaji nuhe ho bhai kettni dinu bikuchan,

  • @jaydevadha488
    @jaydevadha488 6 місяців тому

    🙏

  • @jharanajhankar7335
    @jharanajhankar7335 6 місяців тому

    Kana kanna masla de San sir batale valheta

  • @Priyankanath8565.
    @Priyankanath8565. 6 місяців тому

    Sir acha video dekhaye iam from jamsedpur se hum tata

  • @skdash7467
    @skdash7467 6 місяців тому +3

    Government should help him

    • @Sonalispeaks
      @Sonalispeaks 6 місяців тому

      ଆଉ କେତେ କରିବ !! ପଦ୍ମଶ୍ରୀ ପୁରସ୍କାର ସହ 25 lakhs ମିଳେ ,monthly 25000/- pension also the awardee gets .

  • @arjunmohanoram9928
    @arjunmohanoram9928 6 місяців тому

    ମଦ ଓ ଶିକାର ଚାଖନା ବିକ ହୋ ଭଲ ଦୁଇଟା ପଇସା ହେବା

  • @siddhesahu8462
    @siddhesahu8462 6 місяців тому

    Haldarnag juhar gret kabi.baki neta mankar sange photo ne huantu sir

  • @Mpstarvlog
    @Mpstarvlog 6 місяців тому +2

    Koshal state hebar katha

  • @hiteshdeep9180
    @hiteshdeep9180 6 місяців тому +2

    🙏🫡

  • @badaamajatrakathaa6385
    @badaamajatrakathaa6385 5 місяців тому

    ବିଜେପି ଆସ୍ ଲା, ବିଜେଡି ଗଲାରେ, ପଦ୍ମ ଶ୍ରୀ କବି ବଲଲା,social media ର ଗାଣ୍ଡୀ ଫାଟିଲା,ବୁଝ,,ଲ

  • @ajayatandi3064
    @ajayatandi3064 6 місяців тому +1

    Hae ho agya gala to vll kari tk lamba shoting tk kari thita agyaa r kathaa sunbaa laagi kete lok tarsu thisan he

  • @debanandabariha
    @debanandabariha 6 місяців тому

    Cana ni biki kari ☕ baki besi income heba

  • @satyaorissarkl
    @satyaorissarkl 6 місяців тому

    Sambalpuri kete mitha

  • @rupa392
    @rupa392 6 місяців тому +6

    ଚଣା ଯଦି ସରି ଗଲା.. ଫଟୁ କେନ୍ତା ଉଠାଲ ଭାଇ......

    • @ganadrusti
      @ganadrusti  6 місяців тому +2

      @@rupa392 ଗାଁ ର ଜଣେ ଭିଡ଼ିଓ କରିଥିଲେ ଆଜ୍ଞା ତାକର ନୁ ମିଳିଗଲା

    • @BenudharTandi-ij6st
      @BenudharTandi-ij6st 6 місяців тому

      K n anath asram a6e mate address daunt sir please mui v jimi

    • @ganadrusti
      @ganadrusti  6 місяців тому +1

      @@BenudharTandi-ij6st sohela grinjel kudopali na ashram achhe agyan