Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
ପାଲା ନଦେଖିବା ଲୋକମାନେ ଆଜି ବଳଭଦ୍ର ଭାଇଙ୍କ ପାଇଁ ପାଲା ଦେଖୁଛନ୍ତି 👏👏 jay jagannath
ସୁନ୍ଦର ମଜାଳିଆ ଆଉ ରସିକିଆ ପାଳିଆ ଭାଇ ଜଣକ ଅତି ସୁନ୍ଦର ଭାବରେ ପରିବେଷଣ କରୁଛନ୍ତି
Bhai 😂😂 thik katha sia ama sahi loka
ଆପଣ ଙ୍କୁ ଜିଏ ବି ବୁରା କହୁଛି ସିଏ ଆପଣଙ୍କ ପ୍ରତିଭା ରେ ଜଳନ୍ ହଉଛି. ଆପଣ ଜଣେ ବହୁତ୍ ପ୍ରତିଭା କଳାକାର.ଅତି ସୁନ୍ଦର ଗାଉଛନ୍ତି.
Right
ଆମର ପରୁଣା ସଂଶୁଙ୍କୁତି କୁ ତ ସମସ୍ତେ ଭୁଲିଗଲେଣି ଯାହା ହେଉ ବଳଭଦ୍ର ଭାଇକୁ ମୋର ଅଶେଷ ଅଶେଷ 🙏🙏🙏🙏🙏🙏🙏🙏ପୁରୁଣା ସଂସ୍କୃତି କୁ ବଜାଇ ରଖିଥିବାରୁ ଏମାନ ଙ୍କ ପାଇଁ ଯଦି ରାଜ୍ୟ ସରକାର ଟିକିଏ ଧାନ୍ୟ ଦିଏନ୍ତେ ତା ହଲେ ଏଈ ପରୁଣା ସଂସ୍କୁଟି ରହିପାରନ୍ତା
ଭାଇ ଅତି ସୁନ୍ଦର ଭାବରେ ଗାଉଛନ୍ତି,,,,
ଲୋକ ମାନଙ୍କୁ ବନ୍ଧିରଖିବାପାଇଁ ଇଏ ଗୋଟିଏ ପ୍ରୟାସ. ବଳଭଦ୍ର ବାବୁ ଲୋକ ମାନଙ୍କୁ ଏ ମିତି ବନ୍ଧିରଖ.ଜୟ ଜଗନ୍ନାଥ 🙏🙏🙏🙏🙏
ବହୁତ ଭଲ ପାଳିଆ. ମୁ ଆପଣକୁ ବହୁତ ଭଲ ପାଏ
ଯିଏ ଖରାପ ଧାରଣା ସୃଷ୍ଟି କରୁଛନ୍ତି ଏଗୁଡିକ ଭୁଲ ।ଲୋକମାନଙ୍କୁ ସମୁହ ବସାଇବା ବହୁତ କଷ୍ଟ । ଯାହାକୁ ଆମ ଜେନା ଭାଇ କରାଇ ପାରୁଛନ୍ତି । ସମସ୍ତଙ୍କୁ ଅନୁରୋଧ କେହି ଖରାପ ଭାବନ୍ତୁ ନାହିଁ ।
Thakur puja ra (haldi Gina gita) bolekere thakur puja karantu
❤
ବହୁତ ଭଲ ପାଳିଆ ଲୋକ ପ୍ରିୟ ବଳଭଦ୍ର ବାବୁ
ବହୁତ ସୁନ୍ଦର ହେଇଛି ଧନ୍ୟବାଦ୍ ଭାଇ
ରଷିକିଆ,ମଜାଳିଆ ଏମିତି ଲୋକ ସବୁଥିରେ ଜୋଗ ଦେବା ଦରକାର୍ ପାଳିଆ ମଉଷା 🙏🙏🙏
Jay shree Ram, very nice
ଓଡ଼ିଶାର ନମ୍ବରone ପାଳିଆ 👌👍
ଆପଣଙ୍କ ପାଖରେ ବହୁତ୍ ସୁନ୍ଦର କଣ୍ଠ ଅଛି, ଅଭିଜ୍ଞତା ବି।
ମାଡି ଚାଲ, ଭଗବାନ ଭରସା, ଧନ୍ୟବାଦ
ସୁପର ବହୁତ ବଢିଆ ହୋଇଛିବହୁତ ସୁନ୍ଦର ହୋଇଛି ଧନ୍ୟବାଦ ଭଗବାନ୍ ମଙ୍ଗଳ କରନ୍ତୁ
You are genius Bhai.Atleast Odia people are following our traditional art forms Pala n Sankirtan
ବହୁତ ସୁନ୍ଦର ଭାଇ 🙏🌹🌹🌹
ବହୁତ ଖୁସି ଲାଗୁଛି ବହୁତ ମଜା ମଧ୍ୟ ଲାଗୁଛି କିଏ ସେ ଆପଣ ଙ୍କୁ ଖରାପ କହୁଛି ଶଳା ଏଠି ଘରେ ଆସି ବାହାର ଲୋକ ପାଲା କରିକି ଯାଉଛନ୍ତି ତାଙ୍କର କିଛି କିଏ କରିପାରୁ ନାହାନ୍ତି
ବେଷ୍ଟ କମେଡିଆନ ବଳଭଦ୍ର ବାବୁ ମାଡିଚାଲ ଜୟ ଜଗନ୍ନାଥ 🙏🙏🙏🙏🙏🙏🙏
Bola bhadra bhai your great bhai tome mojalia lokata so nice bhai so supur bhai amiti samostanku smayle karauthao bhai🙏🙏🙏
blabhadra bhai apankau odisa basi mane bahutu bala pauchanti radhe radhe🙏🙏🙏
ଜୟ ଜଗନ୍ନାଥ 🙏🏻♥️🙏🏻 ଅତି ସୁନ୍ଦର ସଂଳାପ ,ଓ କମେଡି ଓ ଭଜନ ବି ବହୁତ୍ ଭଲ , ଗାଉଛନ୍ତି,🙏🏻 ଭାବ ନ ଥିଲେ ଏମିତି କେବେ ,କଳାକାର , ହସେଇ କନ୍ଦେଇ ପାରିବେ ନାହିଁ, ଆମ ଓଡ଼ିଆ ଙ୍କ ଭାଇ ଜଣେ ଜଣେ , ଅଛନ୍ତି, ଗୋଡ଼ ଟାଣିବା ନୀତି , ସେମାନେ ଙ୍କ କଥା ଶୁଣ ନାହିଁ,ଏଇ ସୁନ୍ଦର କଳା🙏🏻 ପରି ବେଷଣ କରିଚା ଲ🙏🏻♥️🙏🏻
ବଳଭଦ୍ର ସାର ଆପଣ ଏତେ ବଡ କଳାକାର ଆପଣଙ୍କର ଏତେ ସୁନ୍ଦର ସ୍ୱର ଆଊ ଏତେ ପ୍ରତିଭା ଆପଣକୁ କିଏ କହୁଛି କୁକୁର ମାନଂକର ଗୁଣ ଭୁକିବା ଆପଣ ଆପଣଙ୍କର କର୍ମ କରିଚାଳନ୍ତୁ ଓଃ କେମିତି ସୁନ୍ଦର ରାଧା ଗୋବିନ୍ଦ ଆପଣଙ୍କ ସ୍ୱର ରେ
Sir bahut badhia karuchhanti apana. No1 shripalia.
❤️❤️❤️❤️❤️......Dukho kara ni....Balabhadra Bhai......loke bahut kahibe....tanka katha ku dharani......madi chalo ❤️❤️❤️❤️❤️
କିଛି ଖରାପ ନାହିଁ, ପାଳିଆ ଟିକିଏ ମଜାଳିଆ ହେଲେ ପାଲା ଲମ୍ବା ହେଲେ ମଧ୍ୟ ବିରକ୍ତ ଲାଗେନା, ରାଧା ଗୋବିନ୍ଦ ଭଜନ ଖୁବ୍ ସୁନ୍ଦର 🤗🙏👍
ଜୟ ଜଗନ୍ନାଥ।ବଳଭଦ୍ର ଭାଇ ଆଜି ଗେଞ୍ଜି ପିନ୍ଧି ଓ ଗାମୁଛା ଧରି ସାକ୍ଷାତକାର ଦେଇଥିବା ଦେଖି ଖୁସି ଲାଗିଲା। ପାଲା, ଭଜନ କୀର୍ତ୍ତନ କାର୍ଯ୍ୟକ୍ରମରେ ମଧ୍ୟ ଏହିପରି ପୋଷାକ ପିନ୍ଧିବାକୁ ଅନୁରୋଧ। ଆଶା ଅନୁରୋଧ ରକ୍ଷା କରିବେ। ଆଉ ବାକି ରହିଲା ଭଜନ ପରିବେଷଣ କଥା। ଭାଇ ବେଳେ ବେଳେ ଗାୟକ ଙ୍କୁ ପଛରେ ପକାଇ ଭଜନ ଓ ଗୀତ ଗାଇ ଯାଆନ୍ତି, ଯାହାକି ସବୁବେଳେ ଭଲ ଲାଗେନା। ପାଳିଆ, ପାଳିଆ ର ସୀମା ଭିତରେ ରହିବା କଥା। ନଚେତ୍ ପାଳିଆ ଗାୟକ ହୋଇ ଯାଉନ। ଆଉ ଛୋଟ ପିଲା, ଯୁବବର୍ଗ , ବୟସ୍କ ଲୋକ ଓ ମହିଳା ସମସ୍ତଙ୍କ ପାଇଁ ଗୀତ ଗାଇବା ରେ କିଛି ମନା ନାହିଁ। ଗୀତ ଗୁଡ଼ିକ ଅଶ୍ଳୀଳ ଓ ଡବଲ ଅର୍ଥ ହେବା ଉଚିତ୍ ନୁହେଁ । ଆଶା, ବଳଭଦ୍ର ଭାଇ ଓ କର୍ମକର୍ତ୍ତା ଏଥିପ୍ରତି ଧ୍ୟାନ ଦେବେ। ଶେଷରେ ବଳଭଦ୍ର ଭାଇ ଜଣେ ଭଲ କଳାକାର। ନମସ୍କାର। ଧନ୍ୟବାଦ୍।
Tu maghia
Balabhadra Babu Aapannku Dhanyabad,
Very nice ... continue 1000 loka bhala kahile 50 loka kharap kahibe don't worry till continue..jay jaggnath
Bahut Bhala bhai ATI Sundar💯💯💯💯💯💯💯
Bhai badhia, ati sundar badhia lage apananka songs
Wahhhh Balabhadra Babu you are so amazing
No no aapana janichhhanti aame bahauta Khushi aapana nku mora namhaskar sir lam proud of you jai jagannath jai shree Ram Ram Ram Ram
Bohut sundar
Satare bahut bhala laguchi
ବଳଭଦ୍ର ବାବୁ ମାଡ଼ିଚାଲ
Bahut sundar swara . very nice
ସୁନ୍ଦରଧନ୍ୟବାଦ
Mausa bhlo laguchi 🙏🤗😍bht sundor voice
Bhai we salute......donot dear ........,lage raha
Keep it up... Jai jagnath
ବହୁତ ସୁନ୍ଦର ଆଜ୍ଞା
Bhai apana great artist , apana agaku jaantu ame achhu apanka sahita , pura odisha achhi
Super jana babu. 💯💯💯💯💯💯💯💯💯
Bahut sundar❤️❤️❤️❤️
ବଳଭଦ୍ର ବାବୁ ତୁମର କେହି କିଛି ବି କରିପାରିବେନି. ତୁମ ପ୍ରତିଭା ଆଗରେ ସେମାନେ fuse ହୋଇଗଲେଣି. ତେଣୁ ତୁମେ ଆଗେଇଚାଲ. ok.
Super duper
Bahut badhia hauchi
ବହୁତ୍ ଭଲ voice
ଅତ୍ୟନ୍ତ ସୁନ୍ଦର ଅଭିନୟ ଆପଣଙ୍କର
Super vhi
Apana'nku Mora Hrudaya'ru Koti'koti Pranam Balabhadra Bhai Apana Jane Real Great Singer & Artist
Balbhdra bhai good gaika
ବହୁତ ସୁନ୍ଦର 👌👌👌👌 କଳାକୁ ଆଦର କରିବା ଲୋକଙ୍କ ଠୁ ଏଠି ବେଶି କଳାକୁ ଲୁକାୟିତ କରିବାପାଇଁ ଚେଷ୍ଟା କରନ୍ତି କିଛି ଲୋକ, ତେଣୁ ଆପଣ ଜଣେ ଈଶ୍ୱରଙ୍କ ଆଶିର୍ବାଦ ପ୍ରାପ୍ତ ମଣିଷ, କାହାରି ନିନ୍ଦା ତତ୍ସଲ୍ୟ କୁ ଖାତିର ନକରି... କଳାକୁ ନିଜ ଢଙ୍ଗରେ ପରିବେଷଣ କରନ୍ତୁ, ଏବଂ କଳାକୁ ବଞ୍ଚାଇ ରଖନ୍ତୁ 🙏🙏🙏😊
Ati sundar bhai
Jay jagannath Bhai 🙏🙏
Madichalo......♥️👍
Thik achhi ,bahut badhiya chalu
ଭାଇ ଏଠି ଟୁଙ୍ଗୁରୁ ଭଳ ଭାଇରାଲ୍ ହେବ କିନ୍ତୁ ତୁମ ଭଳି ପ୍ରତିଭା ଙ୍କୁ ସ୍ଥାନ ନାହିଁ.....
Super bhai kichhi sunani u r great
Super bhai lageraho
Bahut khusi lagila,
Bahut sundara palia nana 🙏
bahuta sundara kanthare gauchhanti bhaga ban tanku aminti sada sarbada bhalare rakhantu au se lokonku aminti gita gai khusi deuthantu
Bahut sundara bhai
Super 👌👌👌
Bahut sundar , bajay rakhantu
Dhanyabad aapannku 🙏🙏🙏🙏
Bhai bahut bhala 😆 laguchi
Really you are great artist in odisha
ବହୁତଭଲପାଲା ପାଲିଆ ଭାଇ
bhai bahut sundar palia
Bahut sundar . ଈଶ୍ୱର ସବୁବେଳେ ଆଶିର୍ବାଦ କରନ୍ତୁ
Bahuta sundara super
Bhhai puruna bhajanare kamedi karantu apananka palia paribesana bahuta Ananda laguchhi Jay jaganath Jay jaganath Jay jaganath
Jay jaganntha pravu Jay. Jay lokanatha parvu jay magala kartnu pravu
Salam kalakara vai..... Apana avali khusi karantu jahaku vala na laguchi se na dekhu.......
Nice... Fabulous.. ବଢିଆ
You are a unique artist
ଆମେ ବହୁତ ଖୁସି କାହା କଥା ସୁଣନି
ଅତି ସୁନ୍ଦର
ବହୁତ ସୁନ୍ଦର ବଳଭଦ୍ର ମହାସୟେ,,,
Bhala lage apana nka vdo 🥰
Madichala 👌🏻
Super bhaii
ATi sundar pala sir
Mo bhai ra pura super se upar voice🙏🙏🙏🙏💕
ବହୁତ୍ ବହୁତ୍ ଧନ୍ୟବାଦ୍ ଭାଇ ବହୁତ୍ ସୁନ୍ଦର୍ ମଧ୍ୟ ଲାଗୁଛି ଆପଣ ପଛକୁ ଅନାନ୍ତୁ ନାହିଁ ଆଗକୁ ଆଗକୁ ମାଡ଼ିଚାଲନ୍ତୁ
Really you are great 🙏
Bahut badhiya vai ❤️👌
Nice one really nice 👍👍👍👍
I support you.. ଲୋକ ସବୁଥିରେ କହିବେ । don't worry।।। ଭଗବାନ ମଙ୍ଗଳ କରନ୍ତୁ
ଜେନା ଭାଇ ଆପଣ ଲୋକମାନକୁଂ ହସ ଦେଇ କିଛି ଭୁଲ କରିନାହାନ୍ତି ❤❤❤
U r really entertainer... don't worry keep it up
Bhai tume bahut sundar
Nice bhai
ବଳଭଦ୍ର ଜେନା The best ପାଲା 👨🎤 Singer Of Odisha 🙏🥺✅️
Jay kala Balabhadra bhai
Ama sahi loka ea bahut vala
Very good👍👍👍
ପାଲା ନଦେଖିବା ଲୋକମାନେ ଆଜି ବଳଭଦ୍ର ଭାଇଙ୍କ ପାଇଁ ପାଲା ଦେଖୁଛନ୍ତି 👏👏 jay jagannath
ସୁନ୍ଦର ମଜାଳିଆ ଆଉ ରସିକିଆ ପାଳିଆ ଭାଇ ଜଣକ ଅତି ସୁନ୍ଦର ଭାବରେ ପରିବେଷଣ କରୁଛନ୍ତି
Bhai 😂😂 thik katha sia ama sahi loka
ଆପଣ ଙ୍କୁ ଜିଏ ବି ବୁରା କହୁଛି ସିଏ ଆପଣଙ୍କ ପ୍ରତିଭା ରେ ଜଳନ୍ ହଉଛି. ଆପଣ ଜଣେ ବହୁତ୍ ପ୍ରତିଭା କଳାକାର.ଅତି ସୁନ୍ଦର ଗାଉଛନ୍ତି.
Right
ଆମର ପରୁଣା ସଂଶୁଙ୍କୁତି କୁ ତ ସମସ୍ତେ ଭୁଲିଗଲେଣି ଯାହା ହେଉ ବଳଭଦ୍ର ଭାଇକୁ ମୋର ଅଶେଷ ଅଶେଷ 🙏🙏🙏🙏🙏🙏🙏🙏ପୁରୁଣା ସଂସ୍କୃତି କୁ ବଜାଇ ରଖିଥିବାରୁ ଏମାନ ଙ୍କ ପାଇଁ ଯଦି ରାଜ୍ୟ ସରକାର ଟିକିଏ ଧାନ୍ୟ ଦିଏନ୍ତେ ତା ହଲେ ଏଈ ପରୁଣା ସଂସ୍କୁଟି ରହିପାରନ୍ତା
ଭାଇ ଅତି ସୁନ୍ଦର ଭାବରେ ଗାଉଛନ୍ତି,,,,
ଲୋକ ମାନଙ୍କୁ ବନ୍ଧିରଖିବାପାଇଁ ଇଏ ଗୋଟିଏ ପ୍ରୟାସ. ବଳଭଦ୍ର ବାବୁ ଲୋକ ମାନଙ୍କୁ ଏ ମିତି ବନ୍ଧିରଖ.ଜୟ ଜଗନ୍ନାଥ 🙏🙏🙏🙏🙏
ବହୁତ ଭଲ ପାଳିଆ. ମୁ ଆପଣକୁ ବହୁତ ଭଲ ପାଏ
ଯିଏ ଖରାପ ଧାରଣା ସୃଷ୍ଟି କରୁଛନ୍ତି ଏଗୁଡିକ ଭୁଲ ।ଲୋକମାନଙ୍କୁ ସମୁହ ବସାଇବା ବହୁତ କଷ୍ଟ । ଯାହାକୁ ଆମ ଜେନା ଭାଇ କରାଇ ପାରୁଛନ୍ତି । ସମସ୍ତଙ୍କୁ ଅନୁରୋଧ କେହି ଖରାପ ଭାବନ୍ତୁ ନାହିଁ ।
Thakur puja ra (haldi Gina gita) bolekere thakur puja karantu
❤
ବହୁତ ଭଲ ପାଳିଆ ଲୋକ ପ୍ରିୟ ବଳଭଦ୍ର ବାବୁ
ବହୁତ ସୁନ୍ଦର ହେଇଛି ଧନ୍ୟବାଦ୍ ଭାଇ
ରଷିକିଆ,ମଜାଳିଆ ଏମିତି ଲୋକ ସବୁଥିରେ ଜୋଗ ଦେବା ଦରକାର୍ ପାଳିଆ ମଉଷା 🙏🙏🙏
Jay shree Ram, very nice
ଓଡ଼ିଶାର ନମ୍ବରone ପାଳିଆ 👌👍
ଆପଣଙ୍କ ପାଖରେ ବହୁତ୍ ସୁନ୍ଦର କଣ୍ଠ ଅଛି, ଅଭିଜ୍ଞତା ବି।
ମାଡି ଚାଲ, ଭଗବାନ ଭରସା, ଧନ୍ୟବାଦ
ସୁପର ବହୁତ ବଢିଆ ହୋଇଛି
ବହୁତ ସୁନ୍ଦର ହୋଇଛି ଧନ୍ୟବାଦ ଭଗବାନ୍ ମଙ୍ଗଳ କରନ୍ତୁ
You are genius Bhai.
Atleast Odia people are following our traditional art forms Pala n Sankirtan
ବହୁତ ସୁନ୍ଦର ଭାଇ 🙏🌹🌹🌹
ବହୁତ ଖୁସି ଲାଗୁଛି ବହୁତ ମଜା ମଧ୍ୟ ଲାଗୁଛି କିଏ ସେ ଆପଣ ଙ୍କୁ ଖରାପ କହୁଛି ଶଳା ଏଠି ଘରେ ଆସି ବାହାର ଲୋକ ପାଲା କରିକି ଯାଉଛନ୍ତି ତାଙ୍କର କିଛି କିଏ କରିପାରୁ ନାହାନ୍ତି
ବେଷ୍ଟ କମେଡିଆନ ବଳଭଦ୍ର ବାବୁ ମାଡିଚାଲ ଜୟ ଜଗନ୍ନାଥ 🙏🙏🙏🙏🙏🙏🙏
Bola bhadra bhai your great bhai tome mojalia lokata so nice bhai so supur bhai amiti samostanku smayle karauthao bhai🙏🙏🙏
blabhadra bhai apankau odisa basi mane bahutu bala pauchanti
radhe radhe🙏🙏🙏
ଜୟ ଜଗନ୍ନାଥ 🙏🏻♥️🙏🏻 ଅତି ସୁନ୍ଦର ସଂଳାପ ,ଓ କମେଡି ଓ ଭଜନ ବି ବହୁତ୍ ଭଲ , ଗାଉଛନ୍ତି,🙏🏻 ଭାବ ନ ଥିଲେ ଏମିତି କେବେ ,କଳାକାର , ହସେଇ କନ୍ଦେଇ ପାରିବେ ନାହିଁ, ଆମ ଓଡ଼ିଆ ଙ୍କ ଭାଇ ଜଣେ ଜଣେ , ଅଛନ୍ତି, ଗୋଡ଼ ଟାଣିବା ନୀତି , ସେମାନେ ଙ୍କ କଥା ଶୁଣ ନାହିଁ,ଏଇ ସୁନ୍ଦର କଳା🙏🏻 ପରି ବେଷଣ କରିଚା ଲ🙏🏻♥️🙏🏻
ବଳଭଦ୍ର ସାର ଆପଣ ଏତେ ବଡ କଳାକାର ଆପଣଙ୍କର ଏତେ ସୁନ୍ଦର ସ୍ୱର ଆଊ ଏତେ ପ୍ରତିଭା ଆପଣକୁ କିଏ କହୁଛି କୁକୁର ମାନଂକର ଗୁଣ ଭୁକିବା ଆପଣ ଆପଣଙ୍କର କର୍ମ କରିଚାଳନ୍ତୁ ଓଃ କେମିତି ସୁନ୍ଦର ରାଧା ଗୋବିନ୍ଦ ଆପଣଙ୍କ ସ୍ୱର ରେ
Sir bahut badhia karuchhanti apana. No1 shripalia.
❤️❤️❤️❤️❤️......Dukho kara ni....Balabhadra Bhai......loke bahut kahibe....tanka katha ku dharani......madi chalo ❤️❤️❤️❤️❤️
କିଛି ଖରାପ ନାହିଁ, ପାଳିଆ ଟିକିଏ ମଜାଳିଆ ହେଲେ ପାଲା ଲମ୍ବା ହେଲେ ମଧ୍ୟ ବିରକ୍ତ ଲାଗେନା, ରାଧା ଗୋବିନ୍ଦ ଭଜନ ଖୁବ୍ ସୁନ୍ଦର 🤗🙏👍
ଜୟ ଜଗନ୍ନାଥ।
ବଳଭଦ୍ର ଭାଇ ଆଜି ଗେଞ୍ଜି ପିନ୍ଧି ଓ ଗାମୁଛା ଧରି ସାକ୍ଷାତକାର ଦେଇଥିବା ଦେଖି ଖୁସି ଲାଗିଲା। ପାଲା, ଭଜନ କୀର୍ତ୍ତନ କାର୍ଯ୍ୟକ୍ରମରେ ମଧ୍ୟ ଏହିପରି ପୋଷାକ ପିନ୍ଧିବାକୁ ଅନୁରୋଧ। ଆଶା ଅନୁରୋଧ ରକ୍ଷା କରିବେ। ଆଉ ବାକି ରହିଲା ଭଜନ ପରିବେଷଣ କଥା। ଭାଇ ବେଳେ ବେଳେ ଗାୟକ ଙ୍କୁ ପଛରେ ପକାଇ ଭଜନ ଓ ଗୀତ ଗାଇ ଯାଆନ୍ତି, ଯାହାକି ସବୁବେଳେ ଭଲ ଲାଗେନା। ପାଳିଆ, ପାଳିଆ ର ସୀମା ଭିତରେ ରହିବା କଥା। ନଚେତ୍ ପାଳିଆ ଗାୟକ ହୋଇ ଯାଉନ।
ଆଉ ଛୋଟ ପିଲା, ଯୁବବର୍ଗ , ବୟସ୍କ ଲୋକ ଓ ମହିଳା ସମସ୍ତଙ୍କ ପାଇଁ ଗୀତ ଗାଇବା ରେ କିଛି ମନା ନାହିଁ। ଗୀତ ଗୁଡ଼ିକ ଅଶ୍ଳୀଳ ଓ ଡବଲ ଅର୍ଥ ହେବା ଉଚିତ୍ ନୁହେଁ ।
ଆଶା, ବଳଭଦ୍ର ଭାଇ ଓ କର୍ମକର୍ତ୍ତା ଏଥିପ୍ରତି ଧ୍ୟାନ ଦେବେ।
ଶେଷରେ ବଳଭଦ୍ର ଭାଇ ଜଣେ ଭଲ କଳାକାର। ନମସ୍କାର।
ଧନ୍ୟବାଦ୍।
Tu maghia
Balabhadra Babu Aapannku Dhanyabad,
Very nice ... continue 1000 loka bhala kahile 50 loka kharap kahibe don't worry till continue..jay jaggnath
Bahut Bhala bhai ATI Sundar💯💯💯💯💯💯💯
Bhai badhia, ati sundar badhia lage apananka songs
Wahhhh Balabhadra Babu you are so amazing
No no aapana janichhhanti aame bahauta Khushi aapana nku mora namhaskar sir lam proud of you jai jagannath jai shree Ram Ram Ram Ram
Bohut sundar
Satare bahut bhala laguchi
ବଳଭଦ୍ର ବାବୁ ମାଡ଼ିଚାଲ
Bahut sundar swara . very nice
ସୁନ୍ଦର
ଧନ୍ୟବାଦ