Gahani Maa Manikeswari || ମା' ମାଣିକେଶ୍ଵରୀ || Full Video || Sricharan Mohanty & Kshirasindhu Sahu

Поділитися
Вставка
  • Опубліковано 7 лют 2025
  • Chhatar jatra Special || Gahani Maa Manikeswari || ମାଁ ମାଣିକେଶ୍ଵରୀ Sricharan Mohanty || Kshirasindhu Sahu || Full Video
    Lyrics - Biranchi munda
    Music - Kshirasindhu sahu
    Singer - Sricharan Mohanty & Kshirasindhu Sahu
    Dubbing, Mixing & Mastering - Sundram , Prativa studio , Cuttack
    *Recordist - Pradip Kumar Sahoo
    *Producer - Ghanashyam Sahu
    Special Thanks - Amarjit, Sundaram,Pritikanta,Abhilash,Lilesh, Babita, Duleswari , Sanjib, Natha , Saroj & Plm digital
    Media partner - Suryakanti TV
    / @suryakantitv5137
    Copyright - @SS Music
    *Please subscribe our chhanel -
    / ssmusics
    please visit
    instgram.ssmusic.104
    Facebook -
    / ssmusic04
    page -
    m.facebook.com...
    ********* Anti -Privacy Waring ************
    This content is copyright to ss music
    youtube Production . Any unauthorized is strictly prohibited of this material . Legal action will be taken against those who violate the copyright of the following material presented
    Video is for cultural purpose only. Copyright Disclaimer Under Section 107 of the copyright Act 1976,
    please like , share comment our youtube chanel.
    #ssmusic
    #Sricharanmohanty
    #Kshirasindhusahoo
    #Manikeswari
    #chhatar
    #Chhatar2022
    #Manikeswarijatra
    #maamanikeswari
    #manikeswarigahani
    #jaymaamanikeswari
    #kalahandiisthadebi

КОМЕНТАРІ • 483

  • @hrudadandsena
    @hrudadandsena Рік тому +13

    ଜୁହାର 🙏 ଗୋ ମାଁ ମାଣିକେଶ୍ବରୀ ତର ଛତର ଘୁଡ଼ାଇ ରଖି ଥିବୁ ମା ତର ପାଶେ ଏତକି ଗୁହାରି କର୍ମୀ ଗୋ ମା
    Jai କୋଶଲ 💪🚩

  • @lalitsunari7206
    @lalitsunari7206 Рік тому +7

    ଏକ ତଥ୍ୟ ଓ ତତ୍ତ୍ବପୂର୍ଣ୍ଣ ବିଷୟ କୁ ନେଇ ପ୍ରସ୍ତୁତ ମା ମାଣିକେଶ୍ବରୀଙ୍କ ଗାହାଣି । ଅନେକ ଜିଜ୍ଞାସା ଦୂର ହେଲା । ସାଂଗିତିକତା ସହ ସରଳ ଏବଂ ମନୋଜ୍ଞ ପଦାବଳୀର ସମ୍ଭାର । ଅପୂର୍ବ ସ୍ବର ସଂଯୋଜନା ସହ ସୁନ୍ଦର ପରିଯୋଜନା । ହୃଦୟକୁ ସ୍ପର୍ଶ କରିଗଲା । ବିରଞ୍ଚି ଆଜ୍ଞା ଙ୍କୁ ଅନେକ ଅନେକ ସାଧୁବାଦ । ସଂପୂର୍ଣ୍ଣ ଦଳକୁ ଅଶେଷ ଶୁଭେଚ୍ଛା । ଜୟ ମା ମାଣିକେଶ୍ବରୀ ,🙏🙏

  • @dingarmajhi1964
    @dingarmajhi1964 2 роки тому +19

    ବିରଞ୍ଚି ସାର୍ ଙ୍କୁ ବହୁତ ବହୁତ ଧନ୍ୟବାଦ । ଆପଣ କଳାହାଣ୍ଡି ର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ଵରୀଙ୍କ ବିଷୟରେ ଆପଣଙ୍କର ଲେଖା ବହୁତ ଉଚ୍ଚକୋଟୀର ଆଉ ହୃଦୟସ୍ପର୍ଶୀ ହୋଇପାରିଛି । ଶ୍ରୀଚରଣ ମହାନ୍ତି ଏବଂ ତାଙ୍କ ସାଥୀଙ୍କୁ ମଧ୍ୟ ବହୁତ ଧନ୍ୟବାଦ , ଆପଣମାନଙ୍କ ର ସୁମଧୁର କଣ୍ଠସ୍ବର ରେ ସମସ୍ତ କଳାହାଣ୍ଡିବାସୀ ତଥା ଓଡ଼ିଶାର ଅଗଣିତ ଶ୍ରୋତା ମାନଙ୍କର ହୃଦୟ କୁ ଏମିତି ସବୁବେଳେ ଜୟ କରନ୍ତୁ । ଆପଣ ମାନଙ୍କୁ ସହୃଦୟତାର ସହ ପ୍ରଣାମ । 🙏🙏🙏🙏🙏

  • @MyTemplesTourandTravel
    @MyTemplesTourandTravel 2 роки тому +10

    ଜୟ ଜୟ ମାଁ କାରୁଣ୍ଡ ମହା କାନ୍ତାର ଦକ୍ଷିଣ କୋଶଳ ଆଟବିକ ତ୍ରିକଳିଙ୍ଗ କମଳ ମଣ୍ଡଳ ଇନ୍ଦ୍ରବନ ଯୁଗସାଇପାଟଣା ଥୁଆମୂଳ ରାମପୁର ଭବାନୀପାଟଣା କଳାହାଣ୍ଡି ବାସିନୀ ଇଷ୍ଟଦେବୀ ମାଣିକ୍ୟ ଦେବୀ ମାଣିକେଶ୍ୱରୀ ମାଁ ଗୋ 🙏🙏🙏🙏

  • @santoshpradhanbpt9108
    @santoshpradhanbpt9108 2 роки тому +13

    ମୁଁ ସକାଳ ସକାଳ ସବୁ ଦିନେ ଏ ଭଜନଶୁଣେ Jaya maa manikeswari Kalahandi Esta Devi go

    • @SSMusic104
      @SSMusic104  2 роки тому +1

      ଜୟ ମାଁ ମାନିକେଶ୍ଵରୀ

    • @dr.8437
      @dr.8437 4 місяці тому

      ​Maa go 🙏 ❤️

  • @BhumisutaNaik-vd6ps
    @BhumisutaNaik-vd6ps 6 місяців тому +5

    🙏Juhar maa go Manikeswri ,sabubele amar guhari sunu thibu .Bahut Sundar heichi song....

    • @SSMusic104
      @SSMusic104  6 місяців тому

      ଧନ୍ୟବାଦ

  • @shreemahavir1188
    @shreemahavir1188 2 роки тому +46

    ବହୁତ ସୁନ୍ଦର ଲେଖା ବିରଞ୍ଚି ଭାଇ ଆଜି ପର୍ଯନ୍ତ ମା ଙ୍କ ଗାହାଣି ଲେଖା ହେଇନଥିଲା ବହୁତ ସୁନ୍ଦର ଓ ମନଛୁଆଁ ହେଇଛି, ଜୟ ମା ମାଣିକେଶ୍ବରୀ 🙏🙏🙏

    • @SSMusic104
      @SSMusic104  2 роки тому +2

      ଧନ୍ୟବାଦ, ଜୟ ମାଁ ମାଣିକେଶ୍ଵରୀ ,

    • @MakaradhwajChandan
      @MakaradhwajChandan Рік тому +1

      Jai maa manikeswari

    • @mnpadhan7150
      @mnpadhan7150 Рік тому

      ​@@SSMusic104p BB

    • @thabirbhoi8971
      @thabirbhoi8971 Рік тому +1

      Jay maa manikeswari🙏🙏🙏🌺🌺🌺

  • @santoshpradhanbpt9108
    @santoshpradhanbpt9108 2 роки тому +4

    Jaya maa Manikeswariବହୁତ ଵହୁତ ଭଳ ହୋଇଛି Biranci Da sikhita loko da

  • @jadumanisahu5985
    @jadumanisahu5985 5 місяців тому +2

    ବହୁତ ସୁନ୍ଦର
    ହେଇଚେ
    ଜୟମା ମାଣିକେଶ୍ବରୀ ତୋର
    ଛତର ତଳେ ଢାକି ରଖିଥିବୁ ଗୋ ମାଆ

  • @NaliniKansarali
    @NaliniKansarali 8 місяців тому +2

    ❤❤❤ଓଁ ସର୍ବମଙ୍ଗଳ ମାଂଗଲ୍ୟେ ଶିବେ ସର୍ବାର୍ଥ ସାଧିକେ
    ଶରଣ୍ୟେ ତ୍ରୟମ୍ବକେ ଗୌରୀ ନାରାୟଣୀ ନମସ୍ତୁତେ❤
    ନମସ୍ତେ ମା ମାଣିକେଶ୍ଵରୀ
    ନମସ୍ତେ ମା ଛିନ୍ନମସ୍ତା ❤❤❤

  • @PremMajhi-ci7mq
    @PremMajhi-ci7mq Рік тому +2

    ବହୁତ ସୁନ୍ଦର ହେଇଛି ଜୟ ଜୟ maa ମାଣିକେଶ୍ଵରୀ

  • @SahadevMajhi-p3f
    @SahadevMajhi-p3f 4 місяці тому +2

    Ja y Maa Manikeswari Maa Shingha bahini Maa Aadishakti........ 🐅🐅🐅🐅🐅🐅🐅🐅🙏🙏🙏🙏🙏🙏🙏🙏🌺🌺🌺🌺🌺🌺🌺🌺🌹🌹🌹🌹🌹🌹🌹🌹🌷🌷🌷🌷🌷🌷🌷🌷🌿🌿🌿🌿🌿🌿🌿🌿🐚🐚🐚🐚🐚🐚🐚🐚❤❤❤❤❤❤❤❤

  • @samarubhatrado3106
    @samarubhatrado3106 2 роки тому +7

    Maa manikeswari jay samasta nka dukha dura khara, bahut sundar lagila geeta

  • @dharunmajhi2277
    @dharunmajhi2277 Рік тому +1

    Jai manikeswari
    🙏🏻🙏🏻🙏🏻🙏🏻
    Jia v maa manikeswari r e bhajan sabu din sunbe tankar Dukh dur hi jiba
    🙏🏻🙏🏻🙏🏻

  • @subhamtripathy3886
    @subhamtripathy3886 4 місяці тому +2

    🙏ମାଁ ଗୋ ମାଣିକେଶ୍ଵରୀ ତୋର ଛତର୍ ଢାପି ରଖି ଥିବୁ ଗୋ ମାଁ🙏🙏

  • @dpcreation5355
    @dpcreation5355 2 роки тому +4

    ବିରଞ୍ଚି ସାର୍ ଙ୍କୁ ମୋର୍ ପ୍ରଣାମ 🙏🙏।ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର୍ ଆପଣଙ୍କ ଉଦ୍ୟମରେ କଳାହାଣ୍ଡି ର୍ ଇତିହାସ କୁ କିଞ୍ଚିତ ହେଲେବି ମାଁ ମାଣିକେଶ୍ୱରୀଙ୍କର ମହାନ ପର୍ବ ଓ ମହିମା ବିଷୟରେ ଜାଣିବାକୁ ମିଳିଲା ।ଏବଂ SS music youtube channel କୁ ଧନ୍ୟବାଦ। ଜୟ ମାଁ ମାଣିକେଶ୍ୱରୀ ।

  • @NaliniKansarali
    @NaliniKansarali 8 місяців тому +1

    ସର୍ବମଙ୍ଗଳ ମାଙ୍ଗଲ୍ୟେ ଶିବେ ସର୍ବର୍ଥ ସାଧିକେ
    ଶରଣ୍ୟେ ତ୍ରୟମ୍ବକେ ଗୌରୀ ନାରାୟଣୀ
    ନମୋସ୍ତୁତେ
    ଜୟ ମା ଚ୍ଛିନ୍ନମସ୍ତା ମା ମାଣିକେଶ୍ଵରୀ
    ଜୟ ମା ଦକ୍ଷିଣକାଳୀ ମା ସ୍ତମ୍ଭେଶ୍ୱରୀ
    ତ୍ରାହି ମାଂ ମାତ ତ୍ରାହି ମାଂ ମାତ ତ୍ରାହି ମାଂ ଭବସାଗରଂ
    ❤❤❤❤❤❤❤

  • @bikashrajput6081
    @bikashrajput6081 9 місяців тому +2

    ହେ ମାଁ ମାଣିକ୍ୟ ଦେବୀ ମାଁ ମାଣିକେଶ୍ଵରୀ ସଦାସର୍ବଦା ତମର ଆଶୀର୍ବାଦ ମୋର ସ ପରିବାର ପ୍ରତି ଥାଉ ଗୋ ମାଁ

  • @biranchinarayansahoo2464
    @biranchinarayansahoo2464 Рік тому +1

    ଜୟ ମା ମାଣିକେଶ୍ଵରୀ।
    ଲେଖା ଓ ଗାୟୀକି ବହୁତ୍ ଭଲ ଲାଗିଲା।

  • @ChulachanaBag
    @ChulachanaBag 4 місяці тому +3

    Maa manikeswari maa koti just🌺🌺🌺🌺🌺🌺🌺

  • @nkg3249
    @nkg3249 Рік тому +1

    କଳାହାଣ୍ଡି ଗଡର ଅଧିଶ୍ଵରି ମାଁ ମାଣିକେଶ୍ବରୀ ଙ୍କ ବହୁତ୍ ସୁନ୍ଦର ଭଜନ❤❤❤

  • @rajeshranjannag9320
    @rajeshranjannag9320 Рік тому +4

    ଜୟ ମାଁ ମାଣିକେଶ୍ବରୀ କଳାହାଣ୍ଡି ଇସ୍ତଦେଵୀ
    ଜୟ ମାଁ ରାମେଶ୍ୱରୀ
    ଜୟ ମାଁ ଡୁକୁରୀ
    ଜୟ ମାଁ ଲଙ୍କେସ୍ଵରି

  • @jadunathputel3855
    @jadunathputel3855 2 роки тому +2

    ଜୟ ମାଁ ମାଣିକେଶ୍ୱରୀ ଜୟ
    ବହୁତ ଭଲ ହୋଇଛି ଟକେ ଛୋଟ ହେଲା 30ମି କି45 ହେବାର ଥିଲା

  • @nilunaik2915
    @nilunaik2915 2 роки тому +1

    Jaya maa manikesuwari🙏🙏💗🙏🙏sabhi ke wisheses puri ho🙏💗🙏

  • @nkg3249
    @nkg3249 Рік тому +2

    କଳାହାଣ୍ଡି ଗଡର ଅଧିଶ୍ୱରି ମାଁ ମାଣିକେଶ୍ବରୀ ଙ୍କ ବର୍ଣ୍ଣନା ବହୁତ୍ ସୁନ୍ଦର ହେଇଛି sir 🙏🙏🙏

  • @jagyasenikashyap9818
    @jagyasenikashyap9818 4 місяці тому +3

    धन्यवाद मां मानेकेवश्वरी मां आप के भरोसे ही बैठी हु मां कृपा निधि कृपा मयी मां मुझ पर कृपा करो मां कोई मुझ पर ना हसे मां मेरी विनती सुन लो मां सब आप को मानते हैं मां मैं भी आप के ऊपर अपनी जिंदगी की ये डोरी आपके भरोसे रखी हुं मां आप को कोटि कोटि प्रणाम मां🙏🙏🙏🙏🌺🌺🌺🌺मां मेरी मनोकामना पूरी करने के लिए धन्यवाद मां मां मुझ पर कृपा करो मां धन्यवाद मां कृपा मेरे ऊपर बनाए रखना आपकी जय मां मांनकेव्श्ररी मां🙏🙏🙏🙏जय मां महामाया मां🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌹🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌹🌹🌹🌺🌺🌺🌺🌺🌺🌺🌺🌺🌺🌺🌺🌺

  • @mrpinku9033
    @mrpinku9033 Рік тому +1

    ବହୁତ୍ ଭଲ ହେଇଛି ଦାଦା ଜୟ ମା ମାଣିକେଶ୍ଵରୀ 🙏🙏🙏

  • @tirtharajmajhicreation5301
    @tirtharajmajhicreation5301 2 роки тому +11

    ଜୟ ମାଁ ମାଣିକେଶ୍ବରୀ ବହୁତ୍ ସୁନ୍ଦର୍ ହେଇଛି ଗୀତ ବହୁତ୍ ଖୁସି ଲାଗିଲା ଶାନ୍ତି ଅନୁଭବ ହେଲା 💐

    • @SSMusic104
      @SSMusic104  2 роки тому

      ଧନ୍ୟବାଦ ଆଜ୍ଞା, ଜୟ ମାଁ ମାଣିକେଶ୍ଵରୀ

  • @labyaraniswain9028
    @labyaraniswain9028 2 роки тому +2

    Jaya maa manikeshwari 🙏🙏🙏🙏🙏Jay Kalahandi 🚩

  • @sabitasatapathy9587
    @sabitasatapathy9587 2 роки тому +3

    🙏🙏💐ଜୟ ମାଆ ମାଣିକେଶ୍ଵରୀ🙏ଜୟ କଳାହାଣ୍ଡି💐ବିରଞ୍ଚି ଭାଇ 🙏ବହୁତ୍ ବହୁତ୍ ଅଭିନନ୍ଦନ ଏଇ ସୁନ୍ଦର୍ ଲେଖା ,ମାଆ ମାଣିକେଶ୍ଵରୀ🙏 ଙ୍କ ବିଷୟରେ 🙏ଲୋକପ୍ରିୟତା ବୃଦ୍ଧି ପାଉ 💕

  • @TwistwithViral
    @TwistwithViral 2 роки тому +6

    ବହୁତ୍ ସୁନ୍ଦର କଳାହାଣ୍ଡି ର ସଂରଚନା କୁ ନେଇ ଲେଖା 🙏 ଓ ଗୁରୁ ଙ୍କ ଲେଖା ସବୁ ବେଳେ ଉଚ୍ଚ କୋଟିର ଥାଏ 🙏🙏

  • @swetapanda
    @swetapanda Рік тому +2

    Manikeswari nkara abirbhaba gahani madhya bahara karantu

  • @Bapinasahu143
    @Bapinasahu143 2 місяці тому +2

    Jay maa manikeswari kalahandi estadevi 🙏🪔⛳

  • @gobindabehera5025
    @gobindabehera5025 2 роки тому +3

    Bhout bhadia heai6i dada🙏🏻👌🏻👏

  • @santoshpradhanbpt9108
    @santoshpradhanbpt9108 2 роки тому +2

    Jaya maa manikeswari Kalahandi Esta Devi କଳାହାଣ୍ଡି ରେ ଫାଷ୍ଟ ଟାଇମ୍ ଏ ଭଜନ ଏଣୁ ସମସ୍ତଗର୍ବିତ

    • @SSMusic104
      @SSMusic104  2 роки тому

      ଜୟ ମାଁ ମାନିକେଶ୍ଵରୀ

  • @Majhiofficial1431
    @Majhiofficial1431 2 роки тому +5

    ଜୟ ମାଁ ମାଣିକେଶ୍ୱରୀ ଇଷ୍ଟଦେବୀ ତୋର୍ ଆଶୀର୍ବାଦ ଥାଉ ଗୋ 🙏

  • @santoshpradhanbpt9108
    @santoshpradhanbpt9108 2 роки тому +3

    Jaya maa manikeswari Kalahandi Esta Devi go Great Bhajan

  • @jitenmajhijitenmajhi8105
    @jitenmajhijitenmajhi8105 Рік тому +2

    Jai maasamalei MAA 🙏🌺🌺🌺🌺🌺🌺🙏 jai aadivashi johara 🙏🏹🏹🏹👌❤️❤️❤️👌

  • @KishorNaik-ns4gl
    @KishorNaik-ns4gl Рік тому +2

    Jai maa ista devi manikswari maa Singha bahini🙏🙏🙏

  • @LipiNaik-t3r
    @LipiNaik-t3r 8 місяців тому +3

    Jay maa manikeswari kalahandi ista devi mor maa jagat janani go kalahandi basinda ke tor chhatar dhapi kari rakhithibu go mor maa🙏🙏🙏🌺🌺🌺🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @julisahu848
    @julisahu848 Рік тому +3

    Sabu thanu bhal amar karunda mandal au se nar esta debi maa karuna mayee maa
    Manikeswari ❤maa manikya dabi jahar Karu na ne
    Kalahandi pura hasi khale kina acha

  • @rajivprasadbhoi485
    @rajivprasadbhoi485 2 роки тому +4

    ବହୁତ ସୁନ୍ଦର ଭାବରେ ଗୀତଟି କମ୍ପୋଜ କରାଯାଇଛି। ସୁନ୍ଦର ଲାଗୁଛି।

  • @Pramodkumarsahuofficial7898
    @Pramodkumarsahuofficial7898 2 роки тому +17

    ଜଏ ମାଁ ମାଣିକେଶ୍ଵରୀ 🙏🙏🙏
    ଜଏ କଳାହାଣ୍ଡି ❤️❤️❤️❤️❤️।

    • @SSMusic104
      @SSMusic104  2 роки тому

      ଧନ୍ୟବାଦ ଆଜ୍ଞା, ଜୟ ମାଁ ମାଣିକେଶ୍ୱରୀ

  • @niharnaik2945
    @niharnaik2945 Рік тому +2

    Bahuta vala laguchhi maa.nka gahani katha manachhua hoechhi jaya maa manikeswari

  • @Samir_Bag
    @Samir_Bag Рік тому +2

    Jai maa manikswari 🙏🙏🙏 Shri Charan sir thank you ❤

    • @Samir_Bag
      @Samir_Bag Рік тому +1

      Jai maa manikswari 🙏

  • @Jk-uv2yy
    @Jk-uv2yy 2 роки тому +3

    Jai MAA Manikeswari 🙏
    Bahut val haichhe Guruji 🙏
    Bahut shanti laguchhe gahani ❤️

  • @KalahandiNews24
    @KalahandiNews24 2 роки тому +3

    ଜୟ ମାଁ ମାଣିକେଶ୍ୱରୀ 🙏
    ବହୁତ ସୁନ୍ଦର ହେଇଛି ମାଁ ମାଣିକେଶ୍ୱରୀଙ୍କୁ ସମର୍ପିତ ଏହି ପ୍ରଥମ ଗାହାଣୀ ଭଜନ । ଆମ କଳାହାଣ୍ଡି ନିୟୁଜ ଅଫିସିଆଲ୍ ଫେସବୁକ୍ ପେଜ୍ ରେ ଏହି ଲିଙ୍କ କୁ ସେୟାର୍ କରୁଛୁ । ସମସ୍ତ କଳାହାଣ୍ଡି ବାସୀ ତଥା ମାଁ ମାଣିକେଶ୍ୱରୀଙ୍କ ଭକ୍ତଙ୍କୁ ଏହି ଭଜନ ଶୁଣାଇବାରେ ଏକ ଚେଷ୍ଟା କରୁଛୁ ।

    • @SSMusic104
      @SSMusic104  2 роки тому

      ଜୟ ମାଁ ମାଣିକେଶ୍ୱରୀ , ନିହାତି ଆଜ୍ଞା ଆପଣ link share କରନ୍ତୁ ।

  • @Samir_Bag
    @Samir_Bag 11 місяців тому +2

    Jay Maa Manikswari 🙏🏻🙏🏻🙏🏻🌺🌺🌺🥥🪔🪔🪔

  • @dusmantareeta8010
    @dusmantareeta8010 2 роки тому +3

    ବହୁତ୍ ସୁନ୍ଦର୍
    ଜୟ ମା ମାଣିକେଶ୍ଵରୀ .....

  • @Niranjan6958
    @Niranjan6958 2 роки тому +12

    Excellent composition and melodious music... Jai Maa Manikeswari

    • @SSMusic104
      @SSMusic104  2 роки тому

      ଧନ୍ୟବାଦ ଆଜ୍ଞା , ଜୟ ମାଁ ମାଣିକେଶ୍ଵରୀ

  • @sambalpuritags4362
    @sambalpuritags4362 2 роки тому +2

    Osm

  • @prativabhoi2555
    @prativabhoi2555 2 роки тому +2

    ଜୟ ମା ମାଣିକେଶ୍ୱରୀ ।

  • @meenamund4046
    @meenamund4046 2 роки тому +2

    ଜୟ ମା ମାଣିକେଶ୍ଵରୀ । ସୁମଧୁର ଗାୟନ ସହ ମନଛୁଆଁ ଉପସ୍ଥାପନା ।

  • @dusmanta7666
    @dusmanta7666 6 місяців тому +1

    ଜୟ ମା ମାଣିକେଶ୍ବରୀ କଳାହାଣ୍ଡି ଇଷ୍ଟଦେବୀ

  • @debiprasadkamila7748
    @debiprasadkamila7748 2 роки тому +2

    ଖୁବ୍ ସୁନ୍ଦର ଗାୟନ ଶ୍ରୀଚରଣ ଭାଇ ଓ ସାହୁ ଭାଇ।
    ଜୟ ମା ମାଣିକେଶ୍ଵରୀ🙏

  • @cscreation1505
    @cscreation1505 2 роки тому +4

    Jay Maa Manikeswari 🙏🏻🙏🏻
    Jay Kalahandi 🙏🏻🙏🏻

  • @aryankumarsahoo6115
    @aryankumarsahoo6115 2 роки тому +2

    Thank..u a soothing experience....good jobb...

  • @prajaranjanpanda1771
    @prajaranjanpanda1771 2 роки тому +4

    The hidden history behind maa 🙏 Manikeswari,s chhatar yatra has very well been brought forward by Bianchi Mund Bhai's brilliant composition ... unique f it's kind dismissing d decades long dialogues n depiction about Kalahandi as it used to be known to the outer world in d early eighty,s ..
    Truth now got revealed ..Kalahandi has never ever been a land f poverty or hunger fr centuries by d Grace f Maa 🙏 Manikeswari.the undisputed deity of d district ...
    This .. gahana .. A perfect piece f powerful presentation blooming with all it's brilliance ..shall certainly travel far n wide with it's shining touch f sprinkled spirituality...
    Jai MAA Manikeswari ..

  • @nilunilamani6588
    @nilunilamani6588 2 роки тому +7

    bahut sundar heichhe
    jay maa manikeswari🙏

    • @SSMusic104
      @SSMusic104  2 роки тому +1

      ଧନ୍ୟବାଦ , ଜୟ ମାଁ ମାଣିକେଶ୍ଵରୀ

    • @ramcreation8591
      @ramcreation8591 2 роки тому

      Bhai taama name nilu ki??

    • @nilunilamani6588
      @nilunilamani6588 2 роки тому

      ​@@ramcreation8591 hmm

    • @ramcreation8591
      @ramcreation8591 2 роки тому +1

      @@nilunilamani6588 my name also🤩💖

  • @julisahu848
    @julisahu848 Рік тому

    ମା ମାଣିକେଶ୍ବରୀ ର କୃପା ସବୁ ଲୋକଙ୍କ ପାଖରେ ଥାଉ ଜୟ କରୁଣ୍ଡ ର ଦେବୀ ମା ମାଣିକେଶ୍ଵରୀ

  • @birendraraut2893
    @birendraraut2893 2 роки тому +5

    Jai maa manikeswari 🙏

    • @SSMusic104
      @SSMusic104  2 роки тому

      ଧନ୍ୟବାଦ ଆଜ୍ଞା , ଜୟ ମାଁ ମାଣିକେଶ୍ଵରୀ

    • @kshirasindhusahu3772
      @kshirasindhusahu3772 2 роки тому

      Thanks sir

  • @krishnamahapatra4980
    @krishnamahapatra4980 2 роки тому +2

    ମନ ଛୂଆ ହୋଇ ଛି
    ଜୟ ମା ମାଣିକେଶ୍ଵରୀ

  • @snehagopal8460
    @snehagopal8460 2 роки тому +5

    ଜୟ ମା ମାଣିକେଶ୍ଵରୀ 🙏
    ମା ଙ୍କ ଗାଥା ଶୁଣି ମନ ଟା ପବିତ୍ର ହେଇ ଗଲା 🙏ଧନ୍ୟବାଦ SS Music ର ସମସ୍ତ ଭାଇ/ଭଉଣୀ ମାନଙ୍କୁ 🙏
    ଦାଦା ମା ମାଣିକେଶ୍ଵରୀ ଙ୍କ ରୂପ ବିଷୟ ଗୋଟେ ଭଜନ ଟିଏ ଭିଡିଓ ବନାନ୍ତୁ

    • @SSMusic104
      @SSMusic104  2 роки тому +1

      ଧନ୍ୟବାଦ ଭାଇ

  • @malatinaik3324
    @malatinaik3324 2 роки тому +3

    Jay maa manekeswari. 🌺🌺🌺🌺🌺🙏🙏🙏🙏🙏. Jay kalahandi.

  • @ranjanbabu9299
    @ranjanbabu9299 2 роки тому +2

    ବହୁତ ଭଲ ହେଇଛେ ସଙ୍ଗ.. ମା ମାଣିକେଶ୍ବରୀ ଆପଣଙ୍କୁ ଆଶୀର୍ବାଦ କରନ୍ତୁ..

  • @Sk20gamer84
    @Sk20gamer84 2 роки тому +2

    Super

  • @hukumisabar2437
    @hukumisabar2437 2 роки тому +3

    ଜୟ ମା କାରୁଣ୍ଡାଧିବାଶିନୀ ମା ମାଣିକେଶ୍ଵରୀ

  • @chinmayabarik9317
    @chinmayabarik9317 2 роки тому +2

    Jai maa manikeswri. I love Kalahandi

  • @Subrat...108
    @Subrat...108 2 роки тому +4

    ଜୟ ମା ମାଣୀକେଶ୍ୱରୀ🙏🏻🚩

  • @rabindradeewanaofficial2022
    @rabindradeewanaofficial2022 2 роки тому +5

    Bahut sundar maa nkara kahani.. Jay maa manikeswari....

    • @SSMusic104
      @SSMusic104  2 роки тому

      ଧନ୍ୟବାଦ ଆଜ୍ଞା, ଜୟ ମାଁ ମାଣିକେଶ୍ୱରୀ

  • @pkmuzica
    @pkmuzica 2 роки тому +30

    It was my dream to make/ have a Gahani since 2000 . Now very happy to listen this. Thanks Biranchi Bhai & team for this soulful presentation.

    • @SSMusic104
      @SSMusic104  2 роки тому

      ଧନ୍ୟବାଦ ଆଜ୍ଞା, ଆପଣଙ୍କ ଭଲ ପାଇବା ଆମ ଉପରେ ଏମିତି ଥାଉ ।
      ଜୟ ମାଁ ମାଣିକେଶ୍ୱରୀ

    • @kshirasindhusahu3772
      @kshirasindhusahu3772 2 роки тому

      Thanku so much sir

  • @nuapadaskhabar1349
    @nuapadaskhabar1349 Рік тому +1

    Bahut bahut Danyabad aapan ku Maa Manikeswari❤

  • @lokrangmedia5282
    @lokrangmedia5282 2 роки тому +3

    Bahut Badhiya hei6e...🙏🙏🙏Jay Maa Manikeswari 🙏🙏🙏

  • @nitinkumarsingh191
    @nitinkumarsingh191 2 роки тому +4

    ଜୟ ମା ମାଣିକେଶ୍ୱରୀ 🙏🏼🙏🏼

  • @ranjanbabu9299
    @ranjanbabu9299 Рік тому

    Lovable maa nka story...thanks musical team

  • @lokanathsahoo6405
    @lokanathsahoo6405 2 роки тому +2

    Jay maa manikeswari

    • @SSMusic104
      @SSMusic104  2 роки тому

      ଧନ୍ୟବାଦ ଆଜ୍ଞା , ଜୟ ମାଁ ମାଣିକେଶ୍ଵରୀ

  • @BishnupriyaSahu-p1q
    @BishnupriyaSahu-p1q 2 місяці тому

    ମାନ୍ ବାକେ ପଡବା ଦାଦା ଗୀତ୍ ସୁଣି କରି ମନ୍ କେ‌ ଛୁଇଁ ଗଲା

  • @sanjanabag3998
    @sanjanabag3998 2 роки тому +2

    jai maa manikeswari maa

  • @samitbehera7760
    @samitbehera7760 Рік тому +1

    Bahut sundar bhajan jai maa manikeswari ❤

  • @shishirkumarsahu6202
    @shishirkumarsahu6202 2 роки тому +5

    ବହୁତ ସୁନ୍ଦର ରଚନା, ଗାୟନ ଶୈଳୀ ବି ସୁନ୍ଦର ହୋଇଛି । ଜୟ ମା ମାଣିକେଶ୍ୱରୀ

    • @narayanbehera5246
      @narayanbehera5246 2 роки тому

      ବହୁତ ସୁନ୍ଦର ରଚନା
      ଜୟ ମା ମାଣିକେଶ୍ଵରୀ

    • @rajadahs1012
      @rajadahs1012 2 роки тому

      Maamakeswari

  • @tenishdurga6413
    @tenishdurga6413 2 роки тому +3

    Kalahandi Estadevi Maa Manikeswari samastankara mangala karantu😍Jay maa Manikeswari 🙏

    • @SSMusic104
      @SSMusic104  2 роки тому

      ଧନ୍ୟବାଦ ଆଜ୍ଞା, ଜୟ ମାଁ ମାଣିକେଶ୍ୱରୀ

    • @kshirasindhusahu3772
      @kshirasindhusahu3772 2 роки тому

      Thanaks

  • @KamleDharua-bq5rs
    @KamleDharua-bq5rs 3 місяці тому +1

    Juhar go maa manikeswari 🙏❤️🙏

  • @minakshipatra3917
    @minakshipatra3917 Рік тому

    Jay jagannath tuma srusti kahaku dakibi prabhu maarupaore ki lila bahut sundar

  • @sudeshnapanda9915
    @sudeshnapanda9915 2 роки тому +2

    Excellent composition Thanks Biranchi and team

  • @SohanaPanda-me3yu
    @SohanaPanda-me3yu 5 місяців тому +1

    Mor maa go manikeswari sabke khudhi re rakh go🙏🙏🙏

  • @sundarlalmajhi9124
    @sundarlalmajhi9124 2 роки тому +2

    ଜୟ ମା ମାଣିକେଶ୍ଵରୀ

  • @abhitsenapati7297
    @abhitsenapati7297 2 роки тому +2

    Outstanding composition sir...#jai Maa maanikeswari.....

  • @kishorpujari7486
    @kishorpujari7486 2 роки тому

    Bahut badhiya gaichhanti sricharan bhai

  • @narayansunani6805
    @narayansunani6805 2 роки тому

    Jai maa Manikeswari 🙏❤️🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @ranjitdas2078
    @ranjitdas2078 Рік тому

    Nice Song Jay Maa Manikeswari 🙏🏻🙏🏻🙏🏻

  • @narasinghmeher1847
    @narasinghmeher1847 2 роки тому +2

    ମାଁ ❤🙏

  • @shekharchandrabanua7376
    @shekharchandrabanua7376 2 роки тому +3

    Really beoutiful song jai maa manikeswari 🙏❤️

  • @tonyraj7477
    @tonyraj7477 Рік тому

    Very nice Jai manikeswari

  • @badaharijan
    @badaharijan Рік тому

    Jaya maa manikeswari ati sunder Bhanan

  • @subashmishra5616
    @subashmishra5616 3 місяці тому

    ❤ମାଁ ମାଣିକେଶ୍ଵରୀ ଶରଣ ତବ ପାଦ ପଦ୍ମ ଜୟ ମାଁ କୋଟି ଦଣ୍ଡବତ ପ୍ରଣାମ ମାଁ ପ୍ରାଣ ସ୍ପର୍ଶୀ ଗାହାଣ ହୃଦୟ ପୁଲକିତ ଜୟ ମାଁ

    • @SSMusic104
      @SSMusic104  3 місяці тому

      ଜୟ ମା ମାନିକେଶ୍ୱରୀ

  • @rohitdeep6678
    @rohitdeep6678 10 місяців тому +1

    ଜୟ ମା ମାଣିକେଶ୍ଵରୀ 🙏🙇🌺

  • @ashish6777
    @ashish6777 2 роки тому +3

    Jay maa manikeswari ♥️ bahut bahut sundar bhajan .... Dhanyawad

    • @SSMusic104
      @SSMusic104  2 роки тому +1

      ଧନ୍ୟବାଦ ଆଜ୍ଞା, ଜୟ ମାଁ ମାଣିକେଶ୍ୱରୀ

    • @kshirasindhusahu3772
      @kshirasindhusahu3772 2 роки тому +1

      Thank you so much

  • @djrockinggs4293
    @djrockinggs4293 2 роки тому +2

    Bahut sundar Jai maa manikeswari 🙏🏻 jai Kalahandi

    • @SSMusic104
      @SSMusic104  2 роки тому

      ଧନ୍ୟବାଦ ଆଜ୍ଞା, ଜୟ ମାଁ ମାଣିକେଶ୍ୱରୀ

  • @villageboy504
    @villageboy504 2 роки тому +2

    Jay manikeshwari 🙏🙏🙏 jay Kalahandi

  • @rabindrabehera1860
    @rabindrabehera1860 2 роки тому +4

    Very nice music
    Jay maa manikeswari