ପ୍ରତିରୋଧର ପଙ୍କ୍ତି ସଂଯୋଗ ( Series combination of Resistances)

Поділитися
Вставка
  • Опубліковано 2 гру 2024

КОМЕНТАРІ • 5

  • @banabiharimohanty4264
    @banabiharimohanty4264 Місяць тому +1

    Sir ପ୍ରଣାମ ମୋର ଆପଣଙ୍କୁ ଗୋଟିଏ ଅନୁରୋଧ ଆପଣ ଯେଉଁ ବୁଝାଉଥିଲେ ଉଡ଼ାଜାହାଜ ଯେଉଁ ଦିଗକୁ ବୁଲେ ସେହି ଦିଗକୁ ଟିକେ ଢଳି କରି ଯାଏ. ଯେ କୌଣସି ଗାଡି ଓ ପକ୍ଷୀ ମଧ୍ୟ ଯେଉଁ ଦିଗକୁ ଯାଏ ସେହି ଦିଗକୁ ଟିକେ ଢଳି କରି ଯାଏ. ହେଲେ କାହିଁକି ଢ଼ଳେ ସେହି ଦିଗକୁ ସେହି ବିଷୟରେ ଏକ video ଆଣନ୍ତୁ. ଆମେ science ପିଲା ନୁହଁ. ଆମେ arts ପିଲା. ମୋତେ ବିଜ୍ଞାନ ଭଲ ଲାଗେ କିନ୍ତୁ ମୋର English knowledge ଟିକେ କମ. Sir ଟିକେ ବୁଝେଇବେ ସାଧାରଣ ଲୋକଙ୍କ ପାଇଁ. ମତେ ଆପଣଙ୍କ video ଦେଖିବାକୁ ବହୁତ ଭଲ ଲାଗେ.

  • @PabitraBadatya-tp2pf
    @PabitraBadatya-tp2pf Місяць тому

    sir, about of friction &gravitation ra physics class karunahanti for +2 first year science