ଆଳୁ ଦେଲେନି ମମତା, କାମ ଦେଲାନି ନବୀନଙ୍କ ଚିଠି! ଗଳାବାଟ ଆଳୁ ଭରଷାରେ ଓଡ଼ିଶା | ତେରଛା ବାଣ | Terachha Baana

Поділитися
Вставка
  • Опубліковано 22 жов 2024

КОМЕНТАРІ • 16

  • @piyushrajkumar15
    @piyushrajkumar15 2 місяці тому +4

    ନବୀନ ପଟ୍ଟନାୟକ ନିଜକୁ କଣ ଭାବୁଛନ୍ତି ସେ ନିଜେ ଜାଣିନାହାନ୍ତି. ଅସରପା ଗୋଟେ ଚଡେଇ ନା ନବୀନ ପଟ୍ଟନାୟକ ଗୋଟେ ନେତା

  • @sarojnaik3521
    @sarojnaik3521 2 місяці тому

    ଧନ୍ୟବାଦ

  • @santoshprasadmishra4977
    @santoshprasadmishra4977 2 місяці тому

    Right Analysis. Thanks

  • @sidd5547
    @sidd5547 2 місяці тому +2

    ନବୀନ ୟାଡେ ଆଳୁ ଦେବା ପାଇଁ ଚିଠି ଲେଖି, ସିଆଡେ ଫୋନ କରି ମମତା କୁ ମନା କରିଦେଇଛି ଆଳୁ ଦେବାକୁ। ଆଉ ଏକଥା ଟି ସୈତାନ୍ ମମତା କୁ ବଢିଆ ଲାଗିଲା। ବଙ୍ଗାଳୀ ମହା ହାରାମି

  • @manjushaswain1037
    @manjushaswain1037 2 місяці тому

    ନମସ୍କାର ।
    ଆପଣଙ୍କ ଆଜିର ଆଲୋଚନା ମନକୁ ଛୁଇଁ ଛି ।

  • @gyanranjanpadhi8775
    @gyanranjanpadhi8775 2 місяці тому +2

    ଶୀତଳଭଣ୍ଡାର ଅଭାବରୁ କ୍ବିଣ୍ଟାଲ୨ ଆଳୁ, ପିଆଜ ନଷ୍ଟ କରି ବହୁତ କ୍ଷତି ସହିଲୁ; ଆଉ ଆଳୁ, ପିଆଜ ଚାଷ ନକରି ଆମ ଚାଷୀ ସମାଜ ଜମି ଫାଙ୍କା ରଖିବାକୁ ଶ୍ରେୟ ମନେକଲୁ

  • @rabindranathjena6052
    @rabindranathjena6052 2 місяці тому +1

    ଭାରତ ପାଇଁ ପାକିସ୍ତାନ ଯାହା, ଓଡିଶା ପାଇଁ WB ତାହା !!!

  • @durgaprasadsamantaray7084
    @durgaprasadsamantaray7084 2 місяці тому

    ଏହି ଆଳୁ ଅଭାବର ସୃଷ୍ଟିକର୍ତ୍ତା ସ୍ୱୟଂ ନବୀନ ପଟ୍ଟନାୟକ। ମମତା ବାନାର୍ଜୀ ଙ୍କୁ କହି ମୋହନ ସରକାର ଙ୍କୁ ବଦନାମ୍ କରିବାପାଇଁ ଏହା ଏକ ଷଡ଼ଯନ୍ତ୍ର। ତେଣୁ ମୋହନ୍ ସରକାର ତୁରନ୍ତ ଉତ୍ତର ପ୍ରଦେଶ ସରକାରଙ୍କ ସରିତ ଯୋଗାଯୋଗ କରି ଆଳୁ ଆମଦାନୀ କରିବା ଉଚିତ।

  • @SunilBehera-w6s
    @SunilBehera-w6s 2 місяці тому +1

    ପ୍ରକୃତରେ ନବୀନ ପଟ୍ଟନାୟକ ମମତା ଦିଦି ଚିଠି ଲେଖି ଥିଲେ ନାଁ ଲେଖି ନଥିଲେ ଏଇ କଥାଟିକୁ ଓଡ଼ିଶା ବାସୀ ଜାଣିବା ଦରକାର

    • @ManojPradhan-uv6fg
      @ManojPradhan-uv6fg 2 місяці тому

      ସେ ନ ହେଲେ ଗୁମାସ୍ତା ସନ୍ୟାସରେ ରହି ଚିଠି ଲେଖିଥିବ

  • @pradiptadas1726
    @pradiptadas1726 2 місяці тому

    ମନ୍ତ୍ରୀଙ୍କ ୩୨ ଟଙ୍କିଆ ଆଳୁ କୁଆଡେ ଗଲା...

  • @maheswarparihari5189
    @maheswarparihari5189 2 місяці тому

    ଲାଜ ନାହିଁ ନବୀନ ମୁହଁକୁ।

  • @ManojPradhan-uv6fg
    @ManojPradhan-uv6fg 2 місяці тому

    ନବୀନ ଙ୍କ ଆଳୁଦୋଷ ପ୍ରବଳ ଅଛି 😂

  • @pradipkumarbarik585
    @pradipkumarbarik585 2 місяці тому

    କଦଳୀ ପାଇଲେ ସିନା ଆଳୁ ଦେବ।

  • @aksahoo346
    @aksahoo346 2 місяці тому +1

    Bakmas kathakahi 24barsa sasan kale bjp 5barsa sasan pare odisaru bidaya neba loka jou manasikata nei vote deithile bjp tara olata kama karuchi jou durniti katha kahi sasanaku aasile. Sehi durniti ku ghanta ghodachanti aita bi aparaga sarkara re jiba

  • @sanjuktamandal4236
    @sanjuktamandal4236 2 місяці тому

    tuta tautar