ଏମିତି କିଏ ଆସିଲା ସବୁ ଦେଖି ଛାନିଆ / Rupa Pin2 Khushi

Поділитися
Вставка
  • Опубліковано 8 лют 2025

КОМЕНТАРІ • 1,4 тис.

  • @mayadharbehera9281
    @mayadharbehera9281 Рік тому +65

    ଗୋଟେ ଦଣ୍ଡିକାରି ମାଛ ଟିକିଏ ପାଣି ପାଇଲେ ସେ ଭାବେ ବହୁତ ପାଣିରେ ଖେଳୁଛି.....ଇଏ କିଛି ନୁହେଁ ଭାଇ ପାଣିଟା ମାତ୍ର କିଛି କ୍ଷଣିକ ପାଇଁ.ଗୋଟେ ମଣିଷ କୁ ଏମିତି ଅନାଦର କରିବା ଠିକ୍ ନୁହେଁ, ଆଉ ଗୋଟେ ଜିନିଷ ଦେଖିଲି ଯେ କମେଟ ବକ୍ସ ରେ ଯଉ ମାନେ ଠିକ୍ କଥା ଲେଖିଛନ୍ତି ସେମାନଙ୍କୁ ଲାଇକ୍ ନାହିଁ ଆଉ ଯଉ ମାନେ ପ୍ରଶଂସା କରିଛନ୍ତି ସେମାନଙ୍କୁ ଗଣ୍ଡା ଗଣ୍ଡା ଲାଇକ୍ ବାଃ

  • @Newsforallnews
    @Newsforallnews 2 роки тому +507

    କାହାର ଏଭଳି ମଜାକ ଉଡେଇବା ଠିକ ନୁହଁ.. ଖାସ କରି କାହାର ଶାରୀରିକ ଗଠନ କୁ ନେଇ ନୁହଁ.. ସେ ଆପଣଙ୍କର ଅତିଥି ..ଅତିଥି ମାନଙ୍କର ସତ୍କାର ଏଭଳି ହୁଏନି.. ଲିପୁନ ଙ୍କୁ କେମିତି ଲାଗିଲା ମୁ ଜାଣିନି.. ମତେ ଭଲ ଲାଗିଲାନି

    • @tike_masti_tike_khati
      @tike_masti_tike_khati 2 роки тому +29

      Haan ae gudaka bhala nuhe lipun bhai nka mana bahut dukha heithiba 😔

    • @smartsmilelenka6784
      @smartsmilelenka6784 2 роки тому +12

      Right

    • @Dipanjali-f2o
      @Dipanjali-f2o 2 роки тому +45

      Rupa pintu nkara bahut garba heigala nii public viewers nka paiasare raj karuchanti Bina parishrama re

    • @RajRaj-xx3rr
      @RajRaj-xx3rr 2 роки тому +16

      Haan bilkul mote b volo lagilani ,sobu lokonku Bhagwan godhichonti .amt kaha upore hosiba mane bhagawan nku apoman koriba .

    • @kudumigayapala184
      @kudumigayapala184 2 роки тому +3

      Nice

  • @babubehera325
    @babubehera325 2 роки тому +72

    🙏ଭଗବାନ ଯାହାକୁ ଯେମିତି ଗଢ଼ିଛନ୍ତି , କଳା, ଗୋରା, ଗେଡା, କାହାର ମଜାକ ଉଡେଇବା ଠିକ ନୁହେଁ 🙏🙏ପ୍ଲିଜ଼ ଭାଇ

    • @PriyanshiPriyadarsini-m2n
      @PriyanshiPriyadarsini-m2n 10 місяців тому +3

      Emiti Kariba thik nuha aapana jadi emiti hei thante aau kie bejit Kari thanta Kan bhala lagi thanta kuha😡😡😡😡

  • @tapasranjanvlog
    @tapasranjanvlog 2 роки тому +389

    କାହାର ମଜା ଉଡେଇବା ଠିକ ନୁହେଁ ଭାଇ.. ତୁମ ଚାନେଲ କୁ ଆସେ ବ୍ଲଗ ଦେଖିବାକୁ., ଏମିତି କାହା ମଜାକ ଉଡେଇବା ଠିକ ନୁହେଁ... ଭଗବାନ ଯାହାକୁ ଯେମିତି ଗଢିଛନ୍ତି.. ଜୟ ଜଗନ୍ନାଥ 🙏

  • @Technicaldipun
    @Technicaldipun Рік тому +54

    ଆପଣଙ୍କ vlogs ଭିଡ଼ିଓ ମୁଁ ସବୁବେଳେ ଦେଖେ ଏଇ ଭିଡ଼ିଓ ମୁଁ ଆଜି ଦେଖୁଚି ଏହି ଭିଡ଼ିଓ ରେ ଲିପୁନ ଭାଇ ବହୁତ ବେଜିତ କରୁଛ କାହାକୁ ବେଜିତ କରିବା ଠିକ ନୁହେଁ 🙏🙏ଜୟ ଜଗନ୍ନାଥ 🙏🙏

  • @ମୋରଗାଁଟିଏ
    @ମୋରଗାଁଟିଏ 2 роки тому +77

    ବେଶୀ ଛୋଡ଼ି ହଉଚି ପିଣ୍ଟୁ ରୁପା ଜଣକୁ ଅପମାନ କରିକି ଖୁସି ନଉଛି ତୋର ଗୋଟେ ମୋଟୀ ଭଉଣୀ a6i ତାକୁ ଲୋକ କମେଣ୍ଟ କଲେ ତତେ କେମିତି ଲାଗିବ ବେ

  • @deepaklenka8339
    @deepaklenka8339 2 роки тому +233

    ତୁ ସଳା କଣ ଟିକେ ସରିର ପାଇଛୁ ବୋଲି ଆଉ କାହା ଶରିରକୁ ନେଇ ମଜା କରିବୁ ସଳା ମାଟିର ମଣିଷ ମାଟି ରେ ମିଶିବ ଏତେ ଉପହାସ କାହିକି କରିବ Hara Hara Mahadeva 🙏

    • @odiatalent3469
      @odiatalent3469 2 роки тому +3

      Right bro.all ar nonsense

    • @rishikraju
      @rishikraju 2 роки тому

      Lllllllllllllllllllllllllllll

    • @rishikraju
      @rishikraju 2 роки тому +1

      L

    • @happydalabehera5995
      @happydalabehera5995 2 роки тому

      Maghia Tora Kan poduchi

    • @kalingasendha
      @kalingasendha 2 роки тому +7

      ପରମ ମାଗିହା ଏ ଘଇତା ମାଇପ ତା ମାଇପ ଗିହା ଖାଇକି ପଇସା ଆଣୁଚି ଏ ମାଗିହା ମନେ ମନେ ଭାବୁଚି ଟାଲେଣ୍ଟ 😂😂

  • @clashsinu8068
    @clashsinu8068 2 роки тому +215

    ହଁ ସତ କଥା ଯେ ଠିକ୍ ଆଛି ଅଳ୍ପ ମଜା ଠିକ୍ ଥିଲେ ଭିଡିଓ first ru last parjanta ଏମିତି ହସିବା କି କହିବା ଠିକ୍ ଲାଗିଲାନି ମତେ 😕 ବାକି video ବହୁତ୍ ସୁନ୍ଦର୍ ଆଉ ମଜାଦାର ଥିଲେ ମୋ କଥା ରେ କେତେଜଣ ସହମତ like this 😐😢

    • @kumarkalyan2060
      @kumarkalyan2060 2 роки тому +11

      ଠିକ କହିଛନ୍ତି,, ଏମିତି ଜଣକୁ ମଜାକ କରିବା ଠିକ ନୁହଁ

    • @lipsalipsa9107
      @lipsalipsa9107 2 роки тому +6

      Right dd

    • @itishreerout5680
      @itishreerout5680 2 роки тому +1

      Totally Agree

    • @chinmaydeo6163
      @chinmaydeo6163 2 роки тому +1

      Kahaku Thata Karibata Thik Kathanuhan bhai

    • @Raj-eo8wq
      @Raj-eo8wq 2 роки тому +1

      Right 👍

  • @Abhinash_jena
    @Abhinash_jena 2 роки тому +56

    ଭାଇ ତୁମ ଭିଡିଓ ବହୁତ ଭଲ ଲାଗେ,ହେଲେ ଏ ଭିଡିଓ ଜମା ଭି ଭଲ ଲାଗିଲାନି,,ଏଭଳି କାହାର ବେଜିତ୍ କରିବା ଆଦୌ ଭଲ ନୁହେଁ...ତୁମ ପାଖରୁ ଏସବୁ ଆଶା କରାଯାଉ ନଥିଲା...

  • @mitranjan1608
    @mitranjan1608 2 роки тому +33

    ତମେ ଆମ ଭଦ୍ରକ ର ଅଭଦ୍ର ପିଲା ବୋଲି ଆଜି ଜାଣିଲି ତମର ବଡ଼ ଫ୍ୟାନ ଥିଲି ହେଲେ ଆଉ ନୁହଁ ତମେ ଗୋଟେ ଆତିଥି ଙ୍କୁ ସନମାନ ଦେଇଯାଣିନ ସେଥି ପାଁଇ ଦୁଃଖ ଲାଗୁଛି

  • @hrudanandasankhua5824
    @hrudanandasankhua5824 2 роки тому +58

    ପିଣ୍ଟୁ ଭାଇ ସତରେ ଜେଜେମା ଙ୍କ ହାତରେ ଯାଦୁ ଅଛି ଜେଜେମା କେତେ ସୁନ୍ଦର ଝୋଟି ପକେଇଛନ୍ତି ବହୁତୁ ସୁନ୍ଦର ହେଇଛି ପିଣ୍ଟୁ ଭାଇ ସତରେ ଲିପୁନ ଭାଇ ଙ୍କ ସାଙ୍ଗରେ ଜେଜେମା ମାତାଜୀ ମା ନୂଆ ମା ଖୁଡ଼ି ରୂପା ଭାଉଜ ସଞ୍ଜୟ ଭାଇ ଅନିଲି ଭାଇ ପ୍ରୟାସ ଭାଇ ହାପି ଭାଇ ସମସ୍ତ ଏତେ ମଜା ମସ୍ତି କରୁଛନ୍ତି ଦେଖି ବହୁତୁ ମଜା ଆସିଲା ପିଣ୍ଟୁ ଭାଇ ଜେଜେମା ଙ୍କ କଥା ଶୁଣି ବହୁତୁ ହସ ଲାଗିଲା ମୋ ପିଣ୍ଟୁ ଭାଇ ରୂପା ଭାଉଜ ଖୁସିମା ପରିବାର ସମସ୍ତ ଙ୍କ ହସ ଖୁସିରେ ମୁଁ ସବୁବେଳେ ଖୁସି ଆମ ଗେହ୍ଲେଇ ଖୁସିମା କଥା ଶୁଣି ବହୁତୁ ବଢ଼ିଆ ଲାଗେ ପିଣ୍ଟୁ ଭାଇ ସତରେ ପ୍ରୟାସ ଭାଇ ଙ୍କର ଟିପୁ କୁ କେତେ ଡର ଦେଖି ବହୁତୁ ବହୁତୁ ହସ ଲାଗିଲା 😂 ଭିଡ଼ିଓ ଦେଖି ବହୁତୁ ହସ ଲାଗିଲା 😂😂😂😂😂😂😂😂😂😂😂😂😂😂 So Cute Khusimaa 😘 Love you Bhai Bhauja Khusimaa Sanjay Bhai Anil Bhai Junior Lipun Bhai Prayash Bhai Happy Bhai and all Family 💞❤️❤️❤️❤️❤️❤️❤️❤ ️ଜୟ ଜଗନ୍ନାଥ 🙏 ଜୟ ମା ଲକ୍ଷ୍ମୀ 🙏 Good bless you 👍

  • @jyotsnaranisima253
    @jyotsnaranisima253 2 роки тому +3

    ବହୁତ ଭଲ ଲାଗିଲା video ଦେଖିକି ଲିପୁନ ଭାଇ ଏମିତି ଆଗକୁ ସମସ୍ତଙ୍କୁ ହସାଉଥାଅ ଏମିତି ସବୁବେଳେ ମଜା କରୁଥାଅ

  • @soumya_star7588
    @soumya_star7588 2 роки тому +6

    Bahut sundar jhoti heichi jejemaa aji samastanku akathi dekhiki bahut badhiya lagila ❤️ love you all members ❤️ Jay Jagannath 🙏🏻🙏🏻🙏🏻

  • @swarnapravasahoo4006
    @swarnapravasahoo4006 2 роки тому +10

    ବୋହୁତ ସୁନ୍ଦର ହେଇଚି ... ଆପଣଙ୍କ ଘରେ ସମସ୍ତେ ବୋହୁତ ସୁନ୍ଦର art karuchanti

  • @nilimajyotidwibedi8617
    @nilimajyotidwibedi8617 2 роки тому +4

    So cute ❤️❤️❤️❤️ Khusi 😘😘😘maa 😘 love you so much ❤️❤️ bhai ❤️❤️ Jay jagannath 🙏🙏

  • @pankajLifestyle3548
    @pankajLifestyle3548 2 роки тому +3

    ବହୁତ ସୁନ୍ଦର ଲାଗିଲାଅଜି ର vlog ସୁପର ମଜା ମସ୍ତି ବହୁତ ଖୁସି ଲାଗିଲା pin2 ଭାଇ ଆଉ ରୁପ ଭାଉଜ 🥰🥰🥰🥰🥰❤😍😍😍😍🥰🥰🥰god samtanku bhalare rakhantu

  • @lipukumar9491
    @lipukumar9491 2 роки тому +10

    So happy family ❤️❤️❤️ so cute 💖 ama gelhi khusi maa ❤️💕❤️ jejema nka jhoti bahut vala lagila 😘
    Love you all ❤️ Jai jagannath 🙏🙏🙏❤️

  • @sunilkumarsethy4489
    @sunilkumarsethy4489 Рік тому +6

    ବାଳ ନିଜ ଚାନେଲ ରେ ଏମିତି କାହାର ମାଜ଼ାକ କରିବା କଥା ନୁହେଁ ବାଳ ସେ ଶଳା ଅଲଜିଆ କେମିତି ହଉଚି

  • @madanlifevlogs
    @madanlifevlogs 2 роки тому +16

    ଆଜିର vlog ଟା ପୁରା entertainment ଥିଲା🥰🥰🥰🥰

  • @subhasmitanayak2568
    @subhasmitanayak2568 2 роки тому +45

    ସବୁ କଳାକାର ସେ ଗୋଟିଏ ଘରେ ଅଛନ୍ତି ସମସ୍ତେ ଗୋଟେ ଗୋଟେ Artist 👍🥰😍❤️😘😘😘 happy family

    • @Dipanjali-f2o
      @Dipanjali-f2o 2 роки тому +5

      Kalakar na chhatu faltu re gapuchanti aou Jane short height ra loka nku bejit karuchanti emanku kalakar kahibaku lajya laguni

    • @itishreerout5680
      @itishreerout5680 2 роки тому +1

      @@Dipanjali-f2o Thik Thik Chhhi

    • @satyaprakashdas8984
      @satyaprakashdas8984 2 роки тому +1

      Amanku jadi kala kara kahiba au tale kalakar sabu jibe kuade

    • @satyaprakashdas8984
      @satyaprakashdas8984 2 роки тому +1

      Kama dhanda nahi ta magana tanka pauchhanti sethipain

  • @manasparimanik8227
    @manasparimanik8227 2 роки тому +8

    Love from nayagarh ... 💞💞 ... ଲଭ୍ ୟୁ ରୁପା ପିଣ୍ଟୁ ଖୁସି ... 💞💞

  • @rudranarayan-g5q
    @rudranarayan-g5q 2 роки тому +4

    God Tama family ku Sabu bele eamiti khusi re rakhantu🥰 jai jagannath ❤️🥰💞💓💕💞💓

  • @kabitasamanta5674
    @kabitasamanta5674 2 роки тому +4

    Soooo beautiful family lvu all nd lvuuuu Khushi maa ❤️❤️❤️

  • @khulanapradhan387
    @khulanapradhan387 2 роки тому +2

    ଆଜି ଭିଡିଓ ବହୁତ ଭଲ ଲାଗିଲା ହସି ହସି ପେଟ ପିଢା ଜେଜେମାଆଙ୍କ ଝୁଣ୍ଟି ବହୁତ ସୁନ୍ଦର

  • @swaintusarmetro3788
    @swaintusarmetro3788 2 роки тому +21

    ଆଜିର ବ୍ଲୋଗ ଟି ବୋହୁତ ବୋହୁତ ଭଲ ଲାଗିଲା👍ଲିପୁନଙ୍କ ସହିତ ମିଶିକି ସମସ୍ତେ ବୋହୁତ ମଜ଼ା ମସ୍ତି କଲେ ଦେଖିକି ବୋହୁତ ଖୁସି ଲାଗିଲା.... ଜୟ ଜଗନ୍ନାଥ🙏ଲଭ ୟୁ ଖୁସି ମାମା, ରୂପା ଦିଦି, ପିଣ୍ଟୁ ଭାଇ, ସଞ୍ଜୟ ଭାଇ, ହାପି, ଅନିଲ, ପ୍ରୟାସ, ଲିପୁନ ଆଣ୍ଡ ଲଭ ୟୁ ଅଲ ଫ୍ୟାମିଲି ମେମ୍ବର୍ସ💞💙💞

  • @royalbabu45
    @royalbabu45 2 роки тому +1

    Pintu bhai hasi hasi peta batha heigala😃😃😃 bahut bhala bhala lagila video dekhiki 🥰🥰💝💝

  • @sekhislam9372
    @sekhislam9372 2 роки тому +21

    ଏଭଳି ମଜାକ କରିବା ଠିକ ନୁହଁ ମାତ୍ର ଗୁଟେ ଖୁସି ଆଉ...ଥୋଟା ମଜାକ ରେ ଚଳିବ... 🤣❤️u

  • @dipunmama9616
    @dipunmama9616 2 роки тому +2

    ସତରେ ଭାଇ ଆଜିର ଭିଡିଓ ଦେଖି ବହୁତ ବହୁତ ଭଲଲାଗିଲା 🙏🙏🙏🌹💞💕❣️💓❤

  • @barunkumarmohapatra7501
    @barunkumarmohapatra7501 2 роки тому +73

    ଯାହା ହେଉ ବହୁତ vlog ପରେ ସମସ୍ତଙ୍କୁ ଦେଖି ଖୁସି ଲାଗିଲା। ଅନିଲ, ସଞ୍ଜୟ, ହାପି, ପ୍ରୟାସ ସମସ୍ତେ ଅଛନ୍ତି।

    • @prashantasoni9659
      @prashantasoni9659 Рік тому

      youtube.com/@prashantasoni9659

    • @Mental9-c7n
      @Mental9-c7n Рік тому

      G...maila re tate...se janka majak udauchhi aau tate maja laguchhi sala

  • @mukeshdash3491
    @mukeshdash3491 2 роки тому +1

    Bahut bhala lagila aji samste ku dakhi happy Sanjay prayash and Anil bhai manku dakhi

  • @gyanadas1562
    @gyanadas1562 2 роки тому +20

    Bhai kahara emiti mazak udeiba thik nuhen..bhagbaan jahaku jaha gadhichanti...se kichi kahiparuni but bhitare bhitare bahut kasta hauthiba...so pls Bhai emiti karani 🙏🙏🙏

  • @myworld8110
    @myworld8110 2 роки тому +1

    Bhai Hasi hasi Peta batha heigala ....pravu kiii Comedy Pravu🤣🤣🤣

  • @gunaghivela3484
    @gunaghivela3484 2 роки тому +20

    ପିଣ୍ଟୁ ଭାଇ ଆଜି ବହୁତ ବହୁତ ଖୁସି 😂♥️🙏

  • @pujapujapradhan5006
    @pujapujapradhan5006 2 роки тому +1

    I am very happy tama block dekhi bahut Khushi laguchi bhai and bhauja❤️❤️❤️

  • @snehamohapatra5391
    @snehamohapatra5391 2 роки тому +7

    Maja karibar gote limit thaye

  • @tanujanaik6877
    @tanujanaik6877 2 роки тому

    Rupa pintu au Khushi maa apono ko video bohut bholo Lage sobu bele amti Khushi re rohi be 😀

  • @Bablucreation112
    @Bablucreation112 2 роки тому +7

    Aji ra vlog ti bahut bahut sundar heichi
    Aji full video re Khali entertainment thila🤣
    Aji bahut maja bi asigala😌😌😌
    Hansi hansi Peta daraj heigala😊😊
    Kuni puara comedy pura zabardast thila 😌🥰
    Ete Dina pare Anil bhainku dekhiki bahut khusi
    Prayash bhai bahut daura😂🤣😂🤣
    All family members mane sabubele khusire au bhalare ruhantu
    Jai jagannath 🙏🙏🙏

    • @priyankasahu3764
      @priyankasahu3764 2 роки тому +1

      Nice
      So happy family
      All family members mane khusire au bhala re ruhantu
      Jai jaganatha

  • @subhadraodiavlog7124
    @subhadraodiavlog7124 2 роки тому +1

    ବହୁତ ଭଲ ଲାଗେ ଆପଣାମାନଙ୍କ ଭିଡ଼ିଓର ଭଲ ଲାଗେ

  • @prachisahu3977
    @prachisahu3977 2 роки тому +3

    So beautiful family and so nice so sweet khushi maa 😘😘 love you Bhaujo bhai🙏🙏

  • @Mr_muna_vlogs
    @Mr_muna_vlogs 2 роки тому +1

    Bhai bahu ta maja lagila ajera blak love you Bhai dide khush ma 💜😍

  • @subhadra_123
    @subhadra_123 2 роки тому +36

    ବହୁତ ସୁନ୍ଦର ଲାଗିଲା ଆଜିର ଭିଡିଓ👍ସବୁବେଳେ ଏମିତି ଖୁସିରେ ରୁହ ଓ ଭଲରେ ରୁହ❤ଆପଣ ଓ ଆପଣଙ୍କ ପୂରା ପରିବାର ବହୁତ ଭଲ🙏👍ପ୍ରଭୁ ଜଗନ୍ନାଥ ଙ୍କ କୁର୍ପା ଆପଣଙ୍କ ଉପରେ ସଦାସର୍ବଦା ଥାଉ🙏🥰ଜୟ ଜଗନ୍ନାଥ🙏🙏

    • @agastivlog
      @agastivlog 2 роки тому

      Wow kya baat hai

    • @oldisgold8047
      @oldisgold8047 2 роки тому +2

      ବlଣ୍ଡ ନା ଅତିଥି ଏମିତି ଶତକlର କରାଯାଏ କି ଶାଳୀ ତତେ ଦେଖା ଯାଉନି ବଢେ

    • @satyaprakashdas8984
      @satyaprakashdas8984 2 роки тому

      @@oldisgold8047 bhai right kahila

    • @satyaprakashdas8984
      @satyaprakashdas8984 2 роки тому

      Tote kehi ga** mari nahanti na sethi pain tora uthuchi

    • @kalingasendha
      @kalingasendha 2 роки тому +1

      ତୋ ବିଆ ରେ ଗେହିଁବି ମାଗିହା ତୋତେ ଭଲ ଲାଗିଲା ଗୋଟେ ଲୋକର ବେଜ୍ଜତି। ରାଣ୍ଡି ଛୁଆ ଘୋଡାଗେହୀ

  • @anusoumyashree1436
    @anusoumyashree1436 2 роки тому +1

    Laguchhi pintu bhai nka family odisha ra sabuthu best family I like you all family member

  • @DE__MUSIC__PRESENT
    @DE__MUSIC__PRESENT 2 роки тому +11

    ରୂପା ଭାଉଜ ପିଣ୍ଟୁ ଭାଇ ସତରେ ଆଜିର ଏଇ vlog ଟି ବହୁତ ବହୁତ ସୁନ୍ଦର ଲାଗିଲା ଆଉ ସତରେ ପ୍ରୟାସ ଭାଇ ଙ୍କୁ କୁକୁର କୁ ଦେଖି ଏତେ ଡର ଏତେ ଡରିଲେ ହବନା ଯାହାକୁହ ରୂପା ଭାଉଜ ଓ ପିଣ୍ଟୁ ଭାଇ ଥିବେମାନେ vlog ରେ ପୁରା ମଜା ଆସିଜିବ ଆଉ ହସି ହସି ଗଡିଜିବେ ସବୁ ଯାହା କୁହ ସବୁଠାରୁ ଆଜିର ଏଇ vlog ରେ ବହୁତ ମଜା ଆସିଲା ଆଉ ପ୍ରୟାସ ଭାଇ ଙ୍କୁ ଦେଖି ବେସି ହସ ଲାଗିଲା ଆଉ ସବୁବେଳେ ଏମିତି ହସୁ ଥାଓ ଆଉ ଅନ୍ୟ ମାନଙ୍କୁ ବି ହସାଉ ଥାଓ ଲଭ୍ ୟୁ ପିଣ୍ଟୁ ଭାଇ ଓ ରୂପା ଭାଉଜ ❤️❤️❤️😘
    ଜୟ ଜଗନ୍ନାଥ 🙏🙏🙏

  • @pramitabhoi571
    @pramitabhoi571 2 роки тому

    Comedy bhai nka maja Masti super lagila agi hasi hasi gadi jaithibe samaste au khusi ma nka natkhati super ma nka jhuti bahut sundar lagila 👌👌💞🥰💓💓💝💯

  • @tapasbehera315
    @tapasbehera315 2 роки тому +13

    ପିଣ୍ଟୁ ତୁମ ଘରେ ସମସ୍ତେ କଳା କାର ଜୟ ମା ଲକ୍ଷ୍ମୀ ❤️🙏❤️🌹🥰🎂🍿🎁

  • @sandhyaranisial2111
    @sandhyaranisial2111 2 роки тому

    Beautiful ... video ta heichi hasi hasi peta batha hei gala ...😃😃

  • @prakashinibarik2596
    @prakashinibarik2596 2 роки тому +5

    Jeje maa nko jhoti bahut sundar laguchi 🥰🥰 God bless you all ❤️❤️

  • @mamatabehere6592
    @mamatabehere6592 2 роки тому +2

    ଭାଇ ଆଜିର ଭିଡିଓ ବହୁତ୍ ସୁନ୍ଦର ହୋଇଛି 💖 ବହୁତ୍ ମଜା ଲାଗିଲା 💕💕 ଆଜିର ଭିଡିଓ ବହୁତ୍ ଡେରି ରେ ଆସିଲା 💝 💞💞

  • @rinaraniswain4951
    @rinaraniswain4951 2 роки тому +6

    Beautiful family 💓💓💓💓 so cute khushi mama ❤️❤️💓💓

  • @ipsitabiswal4495
    @ipsitabiswal4495 2 роки тому

    Love from Nayagarh.....Rupapintukhusiexpress🥰🥰🥰🥰

  • @satyasamal7008
    @satyasamal7008 2 роки тому +7

    ମୋତେ ବହୁତ ଭଲ ଲାଗିଲା🥰🥰🥰🥰 ଭାଇ ଏମିତି ପ୍ରୟାସ ଭାଇ ବହୁତ ମଜା ମସ୍ତି ଓ ତାଙ୍କ ସାଙ୍ଗ ସହିତ ଛୋଟୁ ଭାଇ ବି ବହୁତ ମଜା ମସ୍ତି ବହୁତ ଭଲ ଲାଗିଲା ଭାଇ🥰🥰🥰🥰🥰 ଏମିତି ଖୁସି ରେ ରୁହ🥰🥰🥰🥰🥰 ମୋର ଏତିକି କାମନା🙏🙏🙏🙏

  • @rebabalaraut884
    @rebabalaraut884 2 роки тому

    UA-cam re jete vlog achhi sbuthu number 1 vlog p2 bro... nkar best 1vlog tq all❤❤❤❤❤❤

  • @sumitswain8436
    @sumitswain8436 2 роки тому +21

    So beautiful family 💞 so sweet khusi mama 💕 love you didi ❤️ Bhai 💞 Jay Jagannath 🙏🙏🙏

  • @bhanumatimajhi2954
    @bhanumatimajhi2954 2 роки тому

    A Kia bhai chhot pila ta bahut Bhal lagu6i. so cute khusi maa Jay jagarnath 🙏🙏

  • @sharmili91
    @sharmili91 2 роки тому +5

    Love u Khushi ma ❤️❤️

  • @gitanjalipradhan936
    @gitanjalipradhan936 2 роки тому +1

    Aji
    Video must lagila
    😀😀😀😀😀😀video very funny

  • @padmashrirout1384
    @padmashrirout1384 2 роки тому +8

    So cute khushi ma❤❤ love you all jay jagannath🙏🙏🙏

  • @supravasini1237
    @supravasini1237 2 роки тому +1

    Aji ra vlog re lipun ka sahita comedy bahut bhala lagila... Ete din pare Anil ku dekhi bahut Kushi lagila...

  • @deepakrock2365
    @deepakrock2365 2 роки тому +3

    Best comedy 4 ever pintu vhai
    Keep it up this spirit 👍👍👍

  • @pranajamohapatra3168
    @pranajamohapatra3168 2 роки тому

    Pintu bhai sabu Dina emiti mo khushi maa hasu thau ❤️❤️❤️❤️🙌🙌🙌😘😘😘

  • @misstopupatra7166
    @misstopupatra7166 2 роки тому +4

    So beautiful and happy family 😘🥰😘🥰😘🥰 love you all family members 😘😘🥰🥰😘🥰 love you khusi maa ❤️❤️❤️❤️❤️ God bless you 😘😘😘😘😘😘

  • @kiranjyoti1091
    @kiranjyoti1091 2 роки тому

    So beautiful family and❤ joti i love khushi mama and rupa pintu all family👪❤

  • @manojpradhan9445
    @manojpradhan9445 2 роки тому +4

    Au mo khusi maa nku bi 🍫🍫🍫

  • @raghunathmurmu1822
    @raghunathmurmu1822 2 роки тому

    Bahut badhiya lagila...apon mane sabu dino hasa khushi re ruhontu

  • @monikamaillk1776
    @monikamaillk1776 2 роки тому +4

    Love you all family members❤❤sooo sooo cute khushi maa Jay jagannath🙏🙏🙏🙏🙏

  • @pujasahu1583
    @pujasahu1583 2 роки тому

    Ajira vlog ta bohut bohut Sundar heichi pintu au all family members love you all

  • @pramilanayak57
    @pramilanayak57 2 роки тому +3

    So beautiful family ❤️❤️🥰

  • @sashikantmohanty3201
    @sashikantmohanty3201 2 роки тому

    💞💞Apanmane jetiki enjoy full rahichanti🤗🤗🤗 amë apana manaku vlog re dekhi tathu bahuta khushi hauchu satare sabubele amiti hasuthao👌💕 au amaku hasao ki6i Dina pare samastanku aemit dekhibaku milila love u alll ❤️❤️♥️

  • @barnalibehera4270
    @barnalibehera4270 2 роки тому +5

    Super Vlog Enjoy lots love you all Jay jagannath 🙂🙏

  • @KohinoorAvinash
    @KohinoorAvinash 2 місяці тому +1

    Lipun bhai bhale height me short hain lekin dil se bahut bade❤❤

  • @barshanayak9217
    @barshanayak9217 2 роки тому +2

    O my god prayash😂😂 so beautiful family God bless you 🥰 always keep smiling 🥰

  • @rinakshirinakshi312
    @rinakshirinakshi312 2 роки тому +1

    Lovely family really Good comedy 👌👌👌👌💗💙💙💙 bhaotu khusi laguchi dekhiki amiti khusire ruha all

  • @s.s.samal.
    @s.s.samal. 2 роки тому +4

    Nice vlog 👌👍👍👍 jay Jagannath

  • @biswaranjansahoo7495
    @biswaranjansahoo7495 2 роки тому

    Bahut sundar heichi vlog sabubele dekhe tamr vlog gote bi miss kareni vlog satre Bhai full enjoyment vlog all time favourite jodi pin2 bhai au rupa bhauja au Khushi maa ❤️❤️❤️

  • @laxmioram9477
    @laxmioram9477 2 роки тому +5

    Beautiful family ❤️❤️

  • @swarnalaxmipati4879
    @swarnalaxmipati4879 2 роки тому +1

    Aji vdo bohuta moja lagila 😂 love you all💖💟💝

  • @suriyakantamalik7130
    @suriyakantamalik7130 2 роки тому +3

    Love you Khushi maa 🥰 God bless you 😍❤️🥰

  • @anantamarndi2259
    @anantamarndi2259 Рік тому +1

    ଆରେ ପିଣ୍ଟୁ .....express... କାହାକୁ ଯଦି Respect ଦେଇ ଜାଣିନୁ କେବେ କାହାରିଠାରୁ Respect ନେବା ପାଇଁ ଆଶା କରନି..... ଏମିତି କରିକି କିଛି ଠିକ୍ କଲନି.... ପିଲାଙ୍କ ପରି ତାଙ୍କ ସହିତ ଖେଳୁଛ କାହିଁକି..... 😢

  • @duryothanjendtjena5052
    @duryothanjendtjena5052 2 роки тому +19

    So beautiful family love you khusi maa 🥰🥰

  • @ajitkumarsingh1788
    @ajitkumarsingh1788 Рік тому

    Lipun have golden heart❤❤❤ love you from mayurbhanj

  • @simplevloggingtd6868
    @simplevloggingtd6868 2 роки тому +4

    Jay jagannath bro... 👌👌👌

  • @bharatibharati7701
    @bharatibharati7701 2 роки тому +1

    So beautiful family members and bhai didi khushi maa Love you so much

  • @mitapatel10
    @mitapatel10 2 роки тому +11

    ବହୁତ ସୁନ୍ଦର ହେଇଛି ଆଜି ର vlog, ଖୁସି ମା ବହୁତ ସୁନ୍ଦର ସମସ୍ତ ପରିବାର ଙ୍କୁ ବହୁତ ଭଲ ରେ ରଖିଥାନ୍ତି ପ୍ରଭୁ, ଜୟ ଜଗନ୍ନାଥ

    • @prashantasoni9659
      @prashantasoni9659 Рік тому

      youtube.com/@prashantasoni9659

    • @manashnayak2794
      @manashnayak2794 Рік тому

      ତୋ ପରିବାର କଥା ନିଜେ ଚିତାକରେ

  • @hemantamohanta7410
    @hemantamohanta7410 2 роки тому +1

    Bohut bholo lagila 👍👍👍 beautiful jhoti👌👌👌

  • @kumaruttam6605
    @kumaruttam6605 2 роки тому +5

    So Betiutiful family ❤️cuty khusi maa 🥰🥰

  • @dailykhabaranalysis4670
    @dailykhabaranalysis4670 2 роки тому

    ଆପଣଙ୍କ ପରିବାରରେ କେହି ଛୋଟା ଲେଙ୍ଗାଡ଼ା କେହି ଜନ୍ମ ହେଇଥାନ୍ତେ ଆପଣ ଏହି ପରି ମଜାକ ଉଡ଼େଇ ଥାନ୍ତେ କି ଭଗବାନ କେଉଁ ରୂପେ ରେ କାହାକୁ ଗଡ଼ିଛନ୍ତି ତମେ ମାନେ କାହିଁକି ଏମିତ ଉପହାସ କରୁଛ ଆପଣଙ୍କ ଚ୍ୟାନେଲ ର ସମସ୍ତ ସଦ୍ୟସଙ୍କୁ ଭଗବାନ କେବେ କ୍ଷମା ଦେବେନି

  • @nibeditarouta8785
    @nibeditarouta8785 2 роки тому +13

    Beautiful family ❤️❤️❤️ so cute khushi maa ❤️❤️❤️❤️❤️

  • @madhushmitasahoo4439
    @madhushmitasahoo4439 2 роки тому

    Samastanku akathi Dekhi bahutu bhala lagila sabu bhai akathi ❤️❤️❤️❤️❤️❤️❤️all

  • @pradhancreation1841
    @pradhancreation1841 2 роки тому +14

    Vlog ta bhala lagilani ....bcz.....Jou type ra mazak udeila Tankara Seita thik helani

  • @smrutiranjanbarik8635
    @smrutiranjanbarik8635 2 роки тому

    Aji bahut hasa lagila 😀😀😀😀😂😂😂peta batha heijaichi

  • @chandinipintusahu6652
    @chandinipintusahu6652 2 роки тому +2

    ଧନ୍ୟବାଦ ପିଣ୍ଟୁ ଭାଇ । ଏତେ ସୁନ୍ଦର video ଟି ଆମ କୁ ଦେଖାଇଥିବା। ସମସ୍ତ ଙ୍କୁ ମୋର ❤️ରୁ 🙏। ଜେଜେ ମା ଝୋଟି ଚିତା ବହୁତ୍ ସୁନ୍ଦର ହୋଇଛି।❤️❤️

  • @barshasahuexpress3539
    @barshasahuexpress3539 2 роки тому +11

    So sweet & beautiful family 🥰🥰 full enjoy vlog 🥰🥰 love you Khushi maa 🥰😍😘❤️

    • @rinkmoon4635
      @rinkmoon4635 2 роки тому +1

      Correct

    • @Mental9-c7n
      @Mental9-c7n Рік тому

      G...maila re tate...se janka majak udauchhi aau tate maja laguchhi salaG...maila re tate...se janka majak udauchhi aau tate maja laguchhi salaG...maila re tate...se janka majak udauchhi aau tate maja laguchhi salaG...maila re tate...se janka majak udauchhi aau tate maja laguchhi

  • @jharanadehurijharanadehuri9267
    @jharanadehurijharanadehuri9267 2 роки тому

    Nice video pintu Bhai and Rupa bhaujo sobubele khusiro Ruho somstoku Amiti honsao

  • @deepikamohanty3233
    @deepikamohanty3233 2 роки тому +9

    Suna pintu Bhai jetiki uparaku uthicha ei vlog pare sidha down heijiba.bhagawan ku dara.mazak kariba band kara

  • @sonabehera2614
    @sonabehera2614 2 роки тому +1

    Ajira video ta bhouta moja lagila😂😂

  • @santanusantanupradhan2992
    @santanusantanupradhan2992 2 роки тому +6

    So beautiful family ❤so sweet bhai and bhabi 🎉❤love you bhai and bhabi 🙏🙏love you khushi maa ❤️💞💖😎🥰😍❣️🥳💕💫💙jay Jagannath 🙏🙏🙏🙏

  • @Yttips08
    @Yttips08 2 роки тому

    Full entertainment comedy funny video 😂🤣😂😂😂🤣🤣

  • @swapnamila2372
    @swapnamila2372 2 роки тому +8

    Sata khata kahara ate maja Kariba darakara nahii ok Tama video sabu bhala Lage hele e video jama bhala lagunii 😭

  • @satyajitdey3413
    @satyajitdey3413 2 роки тому

    pintu bhai aji anil bhai ku tuma ghare dekhi khusi lagila 👍👍❤️❤️❤️

  • @rasmitapradhan8999
    @rasmitapradhan8999 2 роки тому +7

    So beautiful family 🥰 So cute khushi maa 🥰 Love you bhai bhauja 🥰 nice vlog is founi 🥰 Jay Jagannath bhai 🙏🙏🥰🥰🥰🥰🥰🥰