କବିସୂର୍ଯ୍ୟଙ୍କ ରଚିତ କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ- 'ଘ' ଚମ୍ପୂ||Kishore chandrananda champu - 'Gha' champu||

Поділитися
Вставка
  • Опубліковано 9 лис 2024

КОМЕНТАРІ • 75

  • @renukasahoo1234
    @renukasahoo1234 4 місяці тому

    ଆପଣଙ୍କୁ ପ୍ରଥମ ଥର ପାଇଁ ଶୁଣି ମୁଁ ଅତ୍ୟନ୍ତ ତୃପ୍ତ ସାର୍ 🙏🙏 ଏତେ ସୁନ୍ଦର ଉପସ୍ଥାପନା ଓ ଆବୃତ୍ତି ମନମୁଗ୍ଧକର 🌻🌻 ପ୍ରଣାମ ସାର୍ 🙏

  • @mamatamaharana1784
    @mamatamaharana1784 Місяць тому

    Ati sundar vyakhya sir 🙏

  • @IndumatiBhoi02
    @IndumatiBhoi02 Рік тому

    Thank you sir 🙏🙏🙏🙏

  • @dagreswargoud
    @dagreswargoud 28 днів тому +1

    ଏ ବହି ର pdf ମିଳି ପାରିବ କି ସାର୍

  • @Pradhaneducation
    @Pradhaneducation 2 роки тому +1

    ପ୍ରଣୟ ବଲ୍ଲରୀ ଆଲୋଚନା କରନ୍ତୁ ସାର୍🙏🙏❤️😊

  • @NiranjanSahu-v8f
    @NiranjanSahu-v8f 8 місяців тому

    Sir pranam sruti madhura hoichi , jarirahu

  • @amitabhamisra1133
    @amitabhamisra1133 3 роки тому +3

    ସାର୍, ପ୍ରଣାମ।
    ସୁନ୍ଦର ଓ ଶିକ୍ଷଣୀୟ ଆଲୋଚନା।

    • @VirKalinga
      @VirKalinga  3 роки тому +1

      ଧନ୍ୟବାଦ।

  • @Pradhaneducation
    @Pradhaneducation 2 роки тому +1

    ଧନ୍ଯବାଦ

  • @prabhashchandratoltia2086
    @prabhashchandratoltia2086 3 роки тому +1

    ଅନ୍ୟାନ୍ୟ ରୀତି କାବ୍ୟର ମଧ୍ୟ ଆଲୋଚନା କଲେ ଆପଣ ଙ୍କ ଠାରେ ଚିରରୁଣୀ ହେଇ ରହିବୁ

    • @VirKalinga
      @VirKalinga  3 роки тому +2

      ଚ୍ୟାନେଲ କୁ ଯାଇ ଭଲ ଭାବରେ ଦେଖନ୍ତୁ,ଆମେ ରୀତି ଯୁଗର ଅନ୍ୟାନ୍ୟ କାବ୍ୟର ଆଲୋଚନା କରୁଛୁ।

    • @prabhashchandratoltia2086
      @prabhashchandratoltia2086 3 роки тому

      @@VirKalinga ଆଜ୍ଞା ଆଉ କିଛି କାବ୍ୟ ବିଷୟରେ ଆଲୋଚନା ହଉ ମୁଁ ସବୁ ଦେଖେ ଅଶେଷ ଧନ୍ୟବାଦ

  • @prabhashchandratoltia2086
    @prabhashchandratoltia2086 3 роки тому +1

    ବହୁତ ସୁନ୍ଦର ଆଲୋଚନା ସାର୍

  • @SahooDebaraj
    @SahooDebaraj 4 місяці тому

    Good chhannel

  • @bijaykumarpani4913
    @bijaykumarpani4913 3 роки тому +1

    ବହୁତ ସୁନ୍ଦର। ଙ ଚମ୍ପୂ ଦିଅନ୍ତୁ।

    • @VirKalinga
      @VirKalinga  3 роки тому +1

      ନିଶ୍ଚୟ କରିବୁ ଆଜ୍ଞା।

  • @jayanti..
    @jayanti.. 3 роки тому +1

    ଅତି ସୁନ୍ଦର ଉପସ୍ଥାପନା

  • @subhadrasahoo159
    @subhadrasahoo159 3 роки тому +1

    Thanku so much sir🙏🙏🙏

  • @sareefaadmi7983
    @sareefaadmi7983 2 роки тому +1

    ଅତି ସୁନ୍ଦର 🙏

  • @shankarprasadtripathy7779
    @shankarprasadtripathy7779 2 роки тому +2

    SSB paain MCQ alochana kale bhalahuanta

  • @hrithikgiri3241
    @hrithikgiri3241 2 роки тому +2

    Sir ଏହି ବୋହି ର fdf ଟା ଉପଲୋଡ କରନ୍ତୁ sir ପ୍ଲିଜ

  • @tanmayeedas6318
    @tanmayeedas6318 3 роки тому +1

    Sir ସାରଳା ମହାଭାରତ ର ମୂଷଳି ପର୍ବ ର ଆଲୋଚନା କରନ୍ତୁplzz

    • @VirKalinga
      @VirKalinga  3 роки тому +1

      ନିଶ୍ଚୟ କରିବୁ

    • @tanmayeedas6318
      @tanmayeedas6318 3 роки тому

      @@VirKalinga sir jaldi upload karantu ....plz

    • @tanmayeedas6318
      @tanmayeedas6318 3 роки тому

      ଆପଣଙ୍କ video ମୋର ବହୁତ ଉପକାର ରେ ଆସୁଛି.... ମୂଷଳି ପର୍ବ ଶୀଘ୍ର upload karantu

  • @ajitpadhan1155
    @ajitpadhan1155 3 роки тому +3

    Sir plz କ୍ଷ ପର୍ଯ୍ୟନ୍ତ ପଢନ୍ତୁ... ssb lectureship ପାଇଁ ବହୁତ ଦରକାର sir 🙏🙏

    • @VirKalinga
      @VirKalinga  3 роки тому +1

      ନିଶ୍ଚୟ କରିବୁ

  • @ajitpadhan1155
    @ajitpadhan1155 3 роки тому +1

    ଅତି ସୁନ୍ଦର sir 🙏🙏🙏🙏🙏

  • @priyanleena3913
    @priyanleena3913 2 роки тому +1

    ଏଥିରେ କେଉଁ ରସ ରହିଛି

  • @pujasmitamahapatra640
    @pujasmitamahapatra640 2 роки тому +1

    Sir plz tike Asha kabita upre alochana krantu apnkara upstapna saili khub sundra

  • @mukeshrana8796
    @mukeshrana8796 2 роки тому +1

    Chamatkaar kanthaswara pranam

  • @rabinarayan8882
    @rabinarayan8882 3 роки тому +1

    Sundar vyakhya sir🙏

  • @rajashreemallick1035
    @rajashreemallick1035 3 роки тому +1

    Sir ଙ champu b kuhantu

    • @VirKalinga
      @VirKalinga  3 роки тому +2

      କରିବାକୁ ସମୟ ଲାଗିବ, କିନ୍ତୁ କରିବୁ।

  • @indramanibanchhur4237
    @indramanibanchhur4237 4 роки тому +2

    ବହୁତ୍ ସୁନ୍ଦର ଭିଡିଓ

    • @VirKalinga
      @VirKalinga  4 роки тому +1

      ଧନ୍ୟବାଦ ଆଜ୍ଞା

  • @soubhagyaranjannayak2280
    @soubhagyaranjannayak2280 4 роки тому +1

    Jay Jagannatha

    • @VirKalinga
      @VirKalinga  4 роки тому +1

      ଜୟ ଜଗନ୍ନାଥ ମହାପ୍ରଭୁ 🙏

  • @debasismohapatra2881
    @debasismohapatra2881 4 роки тому +3

    ସଙ୍ଗୀତ ଗାନ ସହ ଚମତ୍କାର ଉପସ୍ଥାପନା ପାଇଁ ଅଶେଷ ଧନ୍ୟବାଦ l କବିସୂର୍ଯ୍ୟ ବଳଦେବ ରଥ ମୋର ପସନ୍ଦ କବି ଓ କିଶୋରଚନ୍ଦ୍ରାନନ୍ଦ ଚମ୍ପୂ ମୋର ପସନ୍ଦ ଗ୍ରନ୍ଥ

    • @VirKalinga
      @VirKalinga  4 роки тому +2

      ଧନ୍ୟବାଦ।

  • @srustipradhan7237
    @srustipradhan7237 10 місяців тому

    Tq sir

  • @rohitkumardehury3300
    @rohitkumardehury3300 4 роки тому +7

    ଅତି ସୁନ୍ଦର ଉପସ୍ଥାପନା ସାର 🙏🙏ସୁନ୍ଦର କଣ୍ଠ ଓ ସୁନ୍ଦର ମଧୁର ବାଣୀ 🙏🙏🙏

    • @VirKalinga
      @VirKalinga  4 роки тому +2

      ଧନ୍ୟବାଦ ଆଜ୍ଞା

  • @sikhasatapathy3984
    @sikhasatapathy3984 3 роки тому +2

    Sir plz premasudhanidhi ra 14chhanda ra vedio karantu🙏🏻

  • @sujatapadhy568
    @sujatapadhy568 3 роки тому +1

    ମାନ୍ୟବର ମହୋଦୟ । ସବିନୟ ପ୍ରଣାମ । ଦୟାକରି କବିସୂର୍ଯ୍ୟଙ୍କ "ସର୍ପ ଜଣାଣ" ର ବିଷୟ ବସ୍ତୁ ବ୍ୟାଖ୍ୟାନ କରନ୍ତୁ ।

    • @VirKalinga
      @VirKalinga  3 роки тому +1

      ନିଶ୍ଚୟ କରିବୁ।

  • @hrithikgiri3241
    @hrithikgiri3241 2 роки тому +1

    Pdf book dijiya na sir

  • @prasantasahoo9624
    @prasantasahoo9624 3 роки тому +1

    Sir କବି ସୂର୍ଯ୍ୟ ବଳଦେବ ରଥ ଙ୍କ ବିଷୟରେ ଏକ life history ଭିଡ଼ିଓ କରନ୍ତୁ ପ୍ଲିଜ଼.. 👃👃

    • @VirKalinga
      @VirKalinga  3 роки тому +1

      କରିବୁ ନିଶ୍ଚିୟ।

  • @biswajitsahu2799
    @biswajitsahu2799 3 роки тому +1

    Sabu champu heu

    • @VirKalinga
      @VirKalinga  3 роки тому +1

      ନିଶ୍ଚୟ କରିବୁ।

  • @bharatlilatunapradhan8365
    @bharatlilatunapradhan8365 4 роки тому +2

    Aagaku bi aahuri chadntu

  • @durgaprasad-zs3mp
    @durgaprasad-zs3mp 4 роки тому +1

    Excellent sir

  • @archanajena9588
    @archanajena9588 3 роки тому +1

    ନମସ୍କାର 🙏🙏 ମୋର ଏତିକି ଅନୁରୋଧ କୀ? ଆପଣା ରାସକୋଲ୍ଲା ଆଉ ଚମ୍ପୁ ସବୁ ଛନ୍ଦା କୁହନ୍ତୁ, ଶୁଣିକି ବହୁତୁ ଆନନ୍ଦ ଲାଗୁଛି

    • @VirKalinga
      @VirKalinga  3 роки тому +2

      କିଛି ଦିନ ପରେ ଆସିବ, ଆପଣ ଆମ ଚ୍ୟାନେଲକୁ subscribe କରି ଆମ ସହିତ ଯୋଡି ହୋଇ ରହିଥାଆନ୍ତୁ।

  • @tukunaful
    @tukunaful 4 роки тому +4

    ଅତି ସୁନ୍ଦର ।ମନ ଆନନ୍ଦିତ ହେଇଗଲା ।ପୂର୍ବଭଳି ଉପସ୍ଥାପନା ମଧ୍ୟ ଆପଣଙ୍କର ଅତି ବଢିଆ ହୋଇଛି ।

    • @VirKalinga
      @VirKalinga  4 роки тому +1

      ଧନ୍ୟବାଦ।

  • @bijaykumar5575
    @bijaykumar5575 3 роки тому +1

    Sir book name

  • @funnyhub707
    @funnyhub707 4 роки тому +1

    👍👍👍

  • @jayantidip5906
    @jayantidip5906 4 роки тому +1

    Mahapatra Sir namaskar please apanankara mobile number diantu

    • @VirKalinga
      @VirKalinga  4 роки тому +1

      ନମସ୍କାର 🙏
      ଭିଡିଓର ଡେସ୍କ୍ରିପସନ୍ ରେ ଆମର ନମ୍ବର ଅଛି।