Karma fala kia bhogakare ?

Поділитися
Вставка
  • Опубліковано 28 вер 2024
  • ଆତ୍ମାର ଶୁଦ୍ଧ ତମ ସ୍ୱରୂପ ହେଉଛି ସତଚିତ ଆନନ୍ଦ ତଥା ଅକର୍ତ୍ତା ରୂପ,ଦ୍ରଷ୍ଟା , ସାକ୍ଷୀ ସ୍ୱରୂପ ଅଟେ ।
    #karma
    #karma phala
    #karma phala sidhanta
    #munisamaj
    #odia
    #anantasambhabana
    #motivation
    #shiv
    #shiv muni
    #law of kama
    #man
    #karma phala kia bhogakare
    ##gita
    #gitatatwa
    #shrii Krishna
    #bhagabad Gita
    thanks for watching saprem Jayjeeb Dibya atman 🌷🙏

КОМЕНТАРІ • 26

  • @Gobinda375
    @Gobinda375 10 днів тому +2

    ମନ ହିଁ ସବୁକିଛି। ଏଇ ମନ ଚାହିଁଲେ ଜୀବନକୁ ଭଗବାନଙ୍କ ସହିତ ଭେଟ କରିପାରିବ ବା ଆନନ୍ଦ କୁ ଲାଭ କରିପାରିବ । ନ ହେଲେ ମାୟାରେ ପଡି ଦୁଃଖ ଯନ୍ତ୍ରଣା ରେ ବାଇଆ ହେବ। ମନ ସବୁକୁ ଅନୁଭୂତି କରିଥାଏ। ମନ ହିଁ କାରଣ ବନ୍ଧନ ମୁକ୍ତର ମାର୍ଗ.....। ଜୟ ରେଧେ ରେଧେ ରେଧେ.....

    • @ANANTASAMBHABANA
      @ANANTASAMBHABANA  10 днів тому +1

      Thanks for your valuable comments pranam 🙏🌷

  • @ramachandramurmu7779
    @ramachandramurmu7779 3 дні тому +1

    Jai jib

    • @ANANTASAMBHABANA
      @ANANTASAMBHABANA  3 дні тому

      Thanks for watching, saprem Jayjeeb Dibya atman 🌷🙏

  • @balabantaparida855
    @balabantaparida855 11 днів тому +1

    Om shanti om shanti om shanti thanks🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏

  • @benudharsathua3017
    @benudharsathua3017 5 днів тому +1

    Panchatattba dwaara prakuti Hari om

  • @manjulatapanigrahi2763
    @manjulatapanigrahi2763 11 днів тому +2

    Saprem Jayjeeb 🙏

    • @ANANTASAMBHABANA
      @ANANTASAMBHABANA  11 днів тому

      Thanks for your support and encouragement saprem jayjeeb Dibya Atman 🙏🌷

  • @dusmantasahoo-oz1qz
    @dusmantasahoo-oz1qz 4 дні тому +1

    𝙾𝚖𝚖 𝚜𝚊𝚗𝚝𝚒

  • @sbnk-u3x
    @sbnk-u3x 2 дні тому +2

    ଟାଇଟଲ thumbnail ରେ ରଖିଲେ କି କର୍ମ ଫଳ କିଏ ଭୋଗ କରେ,,,,, ଭିଡିଓ ପୁରା ଦେଖିଲା ଶୁଣିଲା ପରେ ବି ଆପଣ କହିଲେନି ଯେ କର୍ମ ଫଳ କିଏ ଭୋଗ କରେ,,, ଆତ୍ମା ନା ମନ?

    • @ANANTASAMBHABANA
      @ANANTASAMBHABANA  2 дні тому

      Thanks for your valuable comments, ଯେ ପର୍ଯ୍ୟନ୍ତ ଆତ୍ମା ନିଜର ସ୍ୱରୂପକୁ ଭୁଲି ମନ, ଶରୀର ସହିତ ଯୁକ୍ତ ଥିବ:ସେ ପର୍ଯ୍ୟନ୍ତ ଆତ୍ମା କର୍ମଫଳ ଭୋଗ କରିବ କିନ୍ତୁ ଯେତେବେଳେ ଆତ୍ମା ନିଜ ସ୍ୱରୂପୁକୁ ଜାଣିଯିବ ସେତେବେଳ ସେ କର୍ମ ଫଳଭୋଗ କରିବ ନାହିଁ ଅର୍ଥାତ ପ୍ରଭାବିତ ହେବ ନାହିଁ । (ଯେପରି ସ୍ବପ୍ନରେ ବାଘ କାମୁଡିଲେ ଜଣେ ଭୟଯୁକ୍ତ ହୋଇଥାଏ କିନ୍ତୁ ଜାଗ୍ରତ ହେଲେ ତାହା ଅସତ୍ୟ ବୋଲି ଜଣାପଡ଼େ , ଠିକ୍ ସେହିପର ) ପ୍ରଣାମ ସପ୍ରେମ ଜୟଜୀବ🌷🙏

    • @sbnk-u3x
      @sbnk-u3x 2 дні тому

      ​@@ANANTASAMBHABANAଶରୀର ଓ ମନ ସହିତ ଯୁକ୍ତ ହେବା ପୂର୍ବରୁ, ଆତ୍ମା ନିଜ ସ୍ୱରୂପ ସହିତ ଥିଲା କି ନାହିଁ,,ଯଦି ଥିଲା ସେ ପୁଣି ନିଜ ସ୍ୱରୂପ କୁ ଭୂଳିବ ବା କେମିତି ?ମନ ଓ ଶରୀର ଆତ୍ମା ର ଆବଶ୍ୟକତା ଥିଲା ବୋଲି ସେଥିପାଇଁ ତ ଆତ୍ମା ତାଙ୍କ ସହିତ ଯୁକ୍ତ ହୋଇଥିଲା,,,

    • @HrushikeshNayak-u8n
      @HrushikeshNayak-u8n 5 годин тому

      ମନ ହେଉଛି ପବନ ଆତ୍ମା ହେଉଛି ଇଶ୍ଵର କର୍ମଫଳ ଭୋଗ କରେ ପାପର ସରିର କାରଣମନ ହେଉଛି ଗୋଟିଏ ପାପ ହେଉଛି ପ୍ରକୃତି ଯୋଗୁ😂😂

  • @struggleman6913
    @struggleman6913 11 днів тому +1

    KhatarekiyesuyebodyorATMA.Kahapai Khatadakarahuye.Ple.telme.

    • @ANANTASAMBHABANA
      @ANANTASAMBHABANA  11 днів тому

      Thanks for your valuable comments,khata (Sarira+aatma)pain darkar hua .......🙏🌷

  • @NayanJena-ge8kd
    @NayanJena-ge8kd 43 хвилини тому

    Karma phal Atma bhoga kare Karan mana budhi saskari nei Atma gathita

  • @ramakrishnamediboina8599
    @ramakrishnamediboina8599 11 днів тому +1

    Atma karito , anumodito kortha, earth rotate around the sun is it ?

  • @AmiyaRath-zx7jo
    @AmiyaRath-zx7jo 11 днів тому +1

    ଅନୁଭବ ପ୍ରକାଶ ଯୋଗ୍ୟ ଆତ୍ମା ପ୍ରତ୍ୟକ୍ଷ ହୋଇଥିବାରୁ ବିଷୟ ର ଅନ୍ତର୍ଭୁକ୍ତ ନୁହେଁ ତେଣୁ ତାହା ପ୍ରକାଶ୍ୟ ନୁହଁ

    • @ANANTASAMBHABANA
      @ANANTASAMBHABANA  10 днів тому

      Thanks for your valuable comments saprem jayjeeb Dibya atman 🌷🙏

    • @sukul123
      @sukul123 9 днів тому

      D0 not have any athma

  • @ruhyas84
    @ruhyas84 11 днів тому

    ସପ୍ରେମ୍ ଜୟ ଜୀବ୍ ।

  • @PramilaPradhan-yy2lz
    @PramilaPradhan-yy2lz 19 годин тому

    Kram.darita.voge