Baijyanta Panda's Intolerance..|| ଅସହିଷ୍ଣୁ ବୈଜୟନ୍ତ || PULSE TODAY

Поділитися
Вставка
  • Опубліковано 9 лип 2021
  • The importance of Dharmendra Pradhan in Narendra Modi's government gives a clear indication to other Odisha BJP leaders who weren't included. Intolerance on its way between the Odisha BJP team?
    #BaijayantPanda #DharmendraPradhan #OdishaBJP #OdishaPolitics #BJPIndia
    ୟୁଟ୍ୟୁବରେ ଓଡ଼ିଶା ଏବଂ ଭାରତର ସର୍ବଶେଷ ଓଡିଆ ଖବର ଅପଡେଟ୍ ଦେଖନ୍ତୁ | Watch the latest Odiya news updates from Odisha and India on UA-cam.
    #NewsAdda #OdiyaNews #WebNews
    -----------------------------------------------------------------------------------------------------------
    News Adda Web Channel | News Adda | Odiya News | ନ୍ୟୁଜ୍ ଆଡା ଲାଇଭ୍
    News Adda Web Channel:
    ନ୍ୟୁଜ୍ ଆଡା ହେଉଛି ଓଡିଶାର ସର୍ବୋତ୍ତମ ୱେବ୍ ନ୍ୟୁଜ୍ ଚ୍ୟାନେଲ୍ ଯାହା ଗଭୀର ଭାବରେ ବିଶ୍ଳେଷଣ କରେ ଏବଂ କଣସି ପକ୍ଷପାତ ନକରି ମିନିଟ୍ ସବିଶେଷ ତଥ୍ୟ ସହିତ ବ୍ୟାଖ୍ୟା କରେ | ସର୍ବୋତ୍ତମ ଆନାଲିଟିକାଲ୍ ଏବଂ ଆକର୍ଷଣୀୟ ଭିଡିଓଗୁଡିକ ପାଇଁ ଟ୍ୟୁନ୍ ହୋଇ ରୁହ |
    News Adda is Odisha’s best web news channel that analyses deeply and explains issues with minute detail without any biases. Stay tuned for best analytical and interesting videos.
    #NewsADDA
    Follow us on Facebook: / newsaddaodisha

КОМЕНТАРІ • 258

  • @laxmidharnayak2228
    @laxmidharnayak2228 5 днів тому +1

    ଅତି ନିମ୍ନ ସ୍ତରର ଆଲୋଚନା l ଏଭଳି ଆଲୋଚନା ଗୋଟେ ଶୃଙ୍ଖଳିତ ଦଳର ନେତାଙ୍କ ମଧ୍ୟରେ ବିଭେଦ ସୃଷ୍ଟି ପାଇଁ ଉଦିଷ୍ଟ ହୋଇପାରେ l

  • @brajakishore5216
    @brajakishore5216 3 роки тому +13

    ବୈଜୟନ୍ତ ବିଜେଡି ରୁ ଏବେ ଆସିଲେ।
    ଏହା କଣ ସତକଥା । ପେଟ୍ରୋଲ ଦରଦାମ ବୃଦ୍ଧି
    ସମୟ ରେ ଡିପାର୍ଟମେଣ୍ଟ ଛାଡିବା ଧର୍ମେନ୍ଦ୍ର ପ୍ରଧାନ
    କୁଂ ଆଶିର୍ବାଦ।

  • @BasantKumarMishra-ik8tb
    @BasantKumarMishra-ik8tb 13 днів тому +6

    ଧର୍ମେନ୍ଦ୍ର ଓ ବୈଜୟନ୍ତ ଙ୍କ ମଧ୍ୟରେ ଧର୍ମେନ୍ଦ୍ର ଜଣେ ଦକ୍ଷ ସଂଗଠକ ଏବଂ ରାଜନୀତିଜ୍ଞ ତେଣୁ ସ୍ୱଭାବର ପରିବର୍ତ୍ତନ ଜଣେ ମାନବର ପ୍ରକୃତ ଉପଢୌକନ।

  • @romancelenka2467
    @romancelenka2467 3 роки тому +8

    ତମେତ ଶଳା ନିଜ କାମ କରିବ, ଅନ୍ୟକୁ ଅଙ୍ଗୁଳି ଦେଖେଇବା ତମର ଅଭ୍ୟାସ

  • @sibareddy7201
    @sibareddy7201 3 роки тому +10

    Otv କେବେ ହେଲେ ଦେଖାଉ ନାହାନ୍ତି ବିଜେପିର

  • @patitakumar4902
    @patitakumar4902 3 роки тому +7

    ଏବେ ବାଳୁଙ୍ଗା ସାମ୍ବାଦିକ IAS , ଓ ବିଭାଗୀୟ ମୁଖ୍ୟ ମାନେ ଦେଶ ଚଳନ୍ତି , ନେତା ମନ୍ତ୍ରୀ ଶୁଖିଲା ବାହାବା ନିଅନ୍ତି ନେତା ମାନଙ୍କୁ ବାଳ ଜଣା.

  • @NandaVloggers
    @NandaVloggers 3 роки тому +4

    ଓ ଟିଭି ପ୍ରତି ଆପଣ କାହିଁକି ଅସହିଷ୍ଟୁ। ଆପଣଙ୍କର ଉପସ୍ଥାପନା ଅସହ୍ୟ ଲାଗୁଛି

  • @UdayKumar-uu8cq
    @UdayKumar-uu8cq 3 роки тому +14

    Hi, galu madhab , you have no common scence to become a journalist,

  • @neelmohapatra2353
    @neelmohapatra2353 3 роки тому +10

    ଜଳା ପୋଡ଼ା ହଉଛି

  • @prakashchandraacharya119
    @prakashchandraacharya119 7 днів тому

    ବହୁତ ବହୁତ ବଢିଆ ଭିଡ଼ିଓ ଆପଣଙ୍କ ସବୁ news ସତଥାଏ ସାର

  • @santoshsahoo6523
    @santoshsahoo6523 3 роки тому +9

    What Dharmendra Pradhan did for Odisha?
    He ruined the oil price

    • @petlover8195
      @petlover8195 2 роки тому

      35000 iocl jagatsinghpur
      ethanol plant bargad
      10 passport office in odisha
      nhai road
      1000 petrolpump distribute for odia
      600 gas agency for odia
      octane oil
      grade 4 oil
      sabu dp nka abadan

  • @bichitrabarik3635
    @bichitrabarik3635 3 роки тому +6

    Otv and odisha reporter target Dharmendra Pradhan

  • @agrajakumarjena2438
    @agrajakumarjena2438 3 роки тому +1

    Absolutely Right

  • @stvodia073
    @stvodia073 3 роки тому +6

    ନନ୍ଦିଘୋଷ ଟିବି ଖାଲି ବିଜେଡ଼ିର ଶପୋଟ ରେ କହୁଛି। କାଇଁ ବିଜେପି ଶପକ୍ଷ ରେ କାଇଁ କହୁନି କନକ ଟିଭି କଳିଙ୍ଗ ଟିଭି

  • @satyasatya-tj5ux
    @satyasatya-tj5ux 2 роки тому

    You are right

  • @AjayKumar-rr2mv
    @AjayKumar-rr2mv 3 роки тому +15

    ପ୍ରଧାନ ତେଲ ବିକି ଭଲ ରୋଜଗାର କଲେ ବୋଲି ଡେଣା କଟଗଲା, ଏ ତେଲ ମରା ଚାନେଲ ହେଉଛି

  • @Mersmersing9865purple
    @Mersmersing9865purple 3 роки тому +8

    Tamara 2 din hela bahut poduchi bj panda pachare lagupadicha jahara luna khaicha ta plate re hagucha

  • @debasismohapatra2881
    @debasismohapatra2881 3 роки тому +3

    ଅଚ୍ୟୁତ ସାମନ୍ତ ଅଉ କଳିଙ୍ଗ ଚ୍ୟାନେଲ ଅସହିଷ୍ଣୁ ନାହିଁ କି?????

  • @rajendrakumarbehera3749
    @rajendrakumarbehera3749 12 днів тому

    Right

  • @radhakantamishra4606
    @radhakantamishra4606 3 роки тому

    Thanks you aditor Sahab,

  • @mangulugond3153
    @mangulugond3153 3 роки тому

    ଠିକ୍

  • @debanjineeppradhan1702
    @debanjineeppradhan1702 3 роки тому

    Dhanyabad .

  • @_Bigyan-K_B
    @_Bigyan-K_B 3 роки тому

    Right sir important information

  • @baradasarangi2268
    @baradasarangi2268 3 роки тому +5

    It seems this gala madhaba got his payment

  • @rasmiranjanofficial2395
    @rasmiranjanofficial2395 3 роки тому +4

    Dharmendra ji Jane vala minister au jaypanda b jane vala politician

    • @sanjaysamal9806
      @sanjaysamal9806 3 місяці тому

      Kamala sambadik. Donot open such useless channel.

  • @ranjitkumarbhoi612
    @ranjitkumarbhoi612 3 роки тому +8

    Tama kalinga tv kuade gala ?. Eta kan tama chanel.

  • @tapanmallick3555
    @tapanmallick3555 3 роки тому +2

    Otv is good news channel

  • @bipinamallik2803
    @bipinamallik2803 13 днів тому

    Jaya Jagannatha Jaya Baijayanta Panda Jane Asahisnu Neta

  • @aruppattnaik8368
    @aruppattnaik8368 3 роки тому +1

    ୨୦୨୪ରେ ଓଡିଶାରେ ବିଜେପି ସରକାର ଗଢୁ ଏହା କେନ୍ଦ୍ର ବିଜେପି ଚାହୁଁନି । ଓଡିଶାରେ ମଧ୍ୟ ଗୋଟିଏ ଗୋଷ୍ଠୀ କାହାକୁ ଉପରକୁ ଉଠିବା ଚାହୁଁନି । କିନ୍ତୁ ଏହା ମହଙ୍ଗା ପଡିପାରେ ୨୦୨୪ ସାଧାରଣ ନିର୍ବାଚନରେ ।

  • @niranjanbehera9276
    @niranjanbehera9276 9 днів тому

    ଧର୍ମେନ୍ଦ୍ର ପ୍ରଧାନ ଜିନ୍ଦା ବାଦ

  • @tapanpatra2681
    @tapanpatra2681 4 дні тому

    One minister is not efficient so long as fareness in NEET & IIT entrance exams. Malpractice & question leak out is common in Indian entrance tests.

  • @romancelenka2467
    @romancelenka2467 3 роки тому +1

    ପେଟ୍ରୋଲ ଲିଟର ପିଛା ସତକ ମାରିଲେଣି, ସେଠି ଚିଣ୍ଡାଉଥିଲା,ଶିକ୍ଷାରେ ବେକାର କମିଗଲେନି ଆଉ ଟିକେ ବଢେଇବ,

  • @mathematicscoachingclassan1160
    @mathematicscoachingclassan1160 3 роки тому

    Ur analysis are outstanding....

  • @nrusinghlenka7937
    @nrusinghlenka7937 13 днів тому

    Khub badhia upastapana.

  • @deepakbarla
    @deepakbarla 11 днів тому

    😊

  • @gurukalyanmohapatra9078
    @gurukalyanmohapatra9078 11 днів тому

    ଏକଥା ସତ ଯେ ଓଟିଭି ଅନ୍ୟାନ୍ୟ ଘରୋଇ ଟିଭି ଚ୍ୟାନେଲ ପରି ଉପଯୁକ୍ତ ମାନର ନୁହେଁ,ଏହା ଅଧିକାଂଶ ଓଡ଼ିଆ ଉପଲବ୍ଧି କରିଚନ୍ତି।କେତେକ ମୁଷ୍ଟିମେୟ ସାମ୍ବାଦିକଙ୍କଦ୍ଵାରା ଏହା କବଳିତ।

  • @worldsatyamshree9551
    @worldsatyamshree9551 2 роки тому +1

    କଥାର ଦମ୍ ନାହିଁ.....ଖାଲି ବିକଳ ଯାହା ବିଜେଡି ପାଇଁ...କିଛିବି ଲାଭ ନାହିଁ...!!!

  • @krushnachandrasahoo1758
    @krushnachandrasahoo1758 3 роки тому

    Thanks journalist. Thanks your analysis

  • @Pradeepkumar-rr1vl
    @Pradeepkumar-rr1vl 3 роки тому

    Good analysis

  • @aruppattnaik8368
    @aruppattnaik8368 3 роки тому +2

    ପେଟ୍ରୋଲିୟମ ପରି ଲାଭବାନ ବିଭାଗ ନୁହେଁ ଶିକ୍ଷା ବିଭାଗ ।

  • @baghaopaagha4329
    @baghaopaagha4329 3 роки тому +1

    ହାରାମୀ.....bjp

  • @purnendusarangi3816
    @purnendusarangi3816 2 роки тому

    Collapse Govt.

  • @kailashsingh1554
    @kailashsingh1554 12 днів тому +1

    Many times I found Dharmendra pradhan also was jealous to Aparajita madam Dharmendra pradhan always triied to fade the image of Aparajita madam It is obivious in politics

  • @jeetendranayak6023
    @jeetendranayak6023 3 роки тому +9

    ତୁ ବି ଜେ ଡି ର ଚାପି ଚାପି ତିଷ୍ଟି ରହିଥିବା ସାମ୍ବାଦିକ ବୋଲି କିଏ ନ ଜାଣେ?

  • @suryanarayanmohanty9022
    @suryanarayanmohanty9022 2 роки тому

    ଓ ଟିଭି ତମକୁ ପ ଇ ସା ଦେଲାନି କି? ତମର ଏତେ କଥା କାହିଁକି ।

  • @khirodhota1440
    @khirodhota1440 3 роки тому +4

    ଗୁରୁତ୍ୱ ପୂର୍ଣ୍ଣ ବିଭାଗ ପାଇଲେ କଣ ହେବ petolium ବିଭାଗ ଭଳି କାମ କରିବେ।

  • @speaksabya
    @speaksabya 3 роки тому +1

    ସିଏ କଣ ଦେଖାଇବେ ତାହା ନିଷ୍ପତ୍ତି କଣ ତମେମାନେ ନେବ

  • @purnendusarangi3816
    @purnendusarangi3816 2 роки тому

    See your own organisation, don't compare others.

  • @prasantachand1250
    @prasantachand1250 3 роки тому +3

    Dharmendra Odisha MLA heiki dekhantu. Janapadiba kete popular leader.

    • @kishorkumarsahoo6705
      @kishorkumarsahoo6705 3 роки тому

      Thik kahila bhai

    • @kaliasahu3009
      @kaliasahu3009 3 роки тому

      He don't need MLA
      Odisha loka nk vote no need

    • @kishorkumarsahoo6705
      @kishorkumarsahoo6705 3 роки тому

      Campaign kahniki karuchanti election re

    • @kaliasahu3009
      @kaliasahu3009 3 роки тому

      Today,talcher NTPC expari closed hebaku jauchhi,,sethi Taku kehi vote deleni, Tara kichhi ashubidha heb nahi

    • @kaliasahu3009
      @kaliasahu3009 3 роки тому

      @@kishorkumarsahoo6705 Odisha re D Pradhan ku vote na dele Tara kichhi ashubidha heba nahi.

  • @dhrubacharanbhoy1689
    @dhrubacharanbhoy1689 15 днів тому

    Dharmendrajweelofodisha ,hope hewiillgo ahead

  • @prakashchandraacharya119
    @prakashchandraacharya119 7 днів тому

    ପଣ୍ଡା ବ୍ରାହ୍ମଣ ମାନେ ଅହଙ୍କାରୀ ସବୁ ଜାଗାରେ

  • @pramodkumardas1873
    @pramodkumardas1873 2 роки тому

    ଯଦି ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ରେ ଭାଗ ନେଲେ ପରାଜୟର ସ୍ୱାଦ ନିହାତି ଚାଖିବେ

  • @nibeditasamal5476
    @nibeditasamal5476 2 роки тому +1

    D,pradhan odishaku kichhi deichhanti,kintu odisharu ki pàinhanti

  • @ArunDas-hc5zz
    @ArunDas-hc5zz 3 роки тому

    ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ର ସଂସ୍କାର କରନ୍ତୁ,

  • @trinathdas1888
    @trinathdas1888 3 роки тому

    Ooa

  • @khirodhota1440
    @khirodhota1440 3 роки тому +9

    ଓଡ଼ିଶାର ସବୁ elotronic ମିଡିଆ ନିରପେକ୍ଷ ନୁହନ୍ତି ସମସ୍ତେ ମୁଣ୍ଡ ବିକା channel ଓ ସମସ୍ତ ସାମ୍ବାଦିକ ମଧ୍ୟ ମୁଣ୍ଡ ବିକା chatukar.

  • @user-ec8zk2he5k
    @user-ec8zk2he5k 13 днів тому +1

    DHAMENDRA BABU APANA BABIN

  • @chittaranjankar7615
    @chittaranjankar7615 3 роки тому +1

    Perhaps this media has taken some financial support from Dharmendra Pradhan

  • @debendrakumarbadhai5193
    @debendrakumarbadhai5193 3 роки тому

    Why discussion this thing's

  • @pramodchandranayak9081
    @pramodchandranayak9081 3 роки тому +1

    What Pradhan has done for Odisha and the common people excepting hiking petroleum price.All the promises given by BJP are priced to be Jumla.It is rightly said that BJP is Bharatiya Jumla party,Bharatiya jhuta party, Bharat jalao party, etc.It is futile to expect any thing from central govt.

  • @puneshsenapati4969
    @puneshsenapati4969 3 роки тому

    ଯା ହେଉ ଅଚ୍ୟୁତ ସାମନ୍ତ ଯେ ବିଜେପି ମୁହାଁ ହେଉଛନ୍ତି ବୋଲି ଜାତୀୟ ସ୍ତରରେ ଆଲୋଚନା ହେଉଥିଲା ଆଜି ଦୁର୍ଗା ମାଧବ ଙ୍କ ଦ୍ଵାରା ଏହା ପ୍ରମାଣିତ ହୋଇଛି। ବେଳେ ବେଳେ ସତ କଥା ସାମ୍ନା କୁ ଆସୁଛି ଯେ ଏହି ଟିଭି ଚ୍ୟାନେଲ ଟି ଓଡ଼ିଶାର ସ୍ବାର୍ଥ କିମ୍ବା ଓଡ଼ିଆ ଜାତି ଅପେକ୍ଷା ଅଚ୍ୟୁତ ଙ୍କ ସାମ୍ରାଜ୍ୟ କୁ ଆଗକୁ ନେବାକୁ ଏହି ଚ୍ୟାନେଲ ଟି ବଞ୍ଚିଛି। ହୁଏତ ନବୀନ କିମ୍ବା ବିଜେଡ଼ି ଦଳ ଏହି ଚ୍ୟାନେଲ କଥାକୁ ଗୁରୁତ୍ବ ଦେଉନାହିଁ। ଏହି ବ୍ୟକ୍ତି କୈନ୍ଦ୍ରିକ ସମ୍ବାଦ ବିଶ୍ଳେଷଣ ହିଁ ପ୍ରମାଣିତ କରୁଛି ଦୁର୍ଗା ମାଧବ କିପରି ନିଜର ସ୍ବାଭିମାନ ଓ ନିଜ ପେଶା ଅପେକ୍ଷା ପେଟ ପୋଷିବା ପାଇଁ କିପରି ଚାଟୁକାରୀ କରୁଛନ୍ତି।

  • @dhrubanandaparida1802
    @dhrubanandaparida1802 10 днів тому

    Bai janta panda seems goodman but as in 2nd class citizen in BJP what is his position in party?

  • @riyazahmed7855
    @riyazahmed7855 3 роки тому +1

    Odisha Ru Kabe. Sarpanch re No Jeeti Aji .... Education Minister D Pradhan

    • @kishorkumarsahoo6705
      @kishorkumarsahoo6705 3 роки тому

      Cha bikali kan janiba education kan. Dabar thila aparajita ku delani

  • @prabhasachandramohanty4035
    @prabhasachandramohanty4035 3 роки тому

    Chtrusta ସ୍ତମ୍ଭ ଗଣମାଧ୍ୟମ ର ସମ୍ମାନ ରକ୍ଷା କରନ୍ତୁ।ଶସ୍ତା ପ୍ରଶଂସା କରନ୍ତୁ ନାହିଁ। ଯେଉ ପ୍ରଧାନଙ୍କୁ ଏତେ ପ୍ରଶଂସା କରୁଛନ୍ତି,ତେଲ ଦର କେତେ ହୋଇଥିଲେ ଜନ ମଙ୍ଗଳ କରି ହୋଇଥାନ୍ତେ।

  • @somyaranjanmishra6923
    @somyaranjanmishra6923 3 роки тому +7

    Kn pradhan nka channel ki yeta 😂

  • @guducommunication2634
    @guducommunication2634 3 роки тому

    Dhili sabal hoipare kintu tanka Pai Odisha durbal Kendra mukhya janiba katha

  • @Poet0110
    @Poet0110 3 роки тому

    Mr. Panda is the next C.M in Odisha.

  • @anandachanramishra9191
    @anandachanramishra9191 3 роки тому +1

    ତେଲ ବଢୁଛି ତମ କୁ ଦେଖା ଯାଉନି otv right

  • @debiprasadjadab554
    @debiprasadjadab554 3 роки тому

    Helo sir b j p vs u p a Amala re indian economy upare gote video banajau plise sir🙏🙏🙏🙏🙏🙏

  • @girishdas5899
    @girishdas5899 3 роки тому +3

    Tume nijaku Bhari Pandit sambadika bhajucha

  • @rabinarayanmohapatra4733
    @rabinarayanmohapatra4733 14 днів тому

    Baijayanta Babu left BJD means Laxmi maa left him.

  • @purnendusarangi3816
    @purnendusarangi3816 2 роки тому

    Because is Dharmendra fit for Education Dept. ?

  • @manojjenna1613
    @manojjenna1613 2 роки тому

    Otv jaha dharmenera paradhen matter re lakhichhi 100% correct.demand badithela dharmenera paradhen hi railway minister haithanta.tapara education re bada hela b petroleum pare popular nuha.aau education re khali deba katha.kichhi b paibara nuha.last re abe odissa re figure Ashwini babu.aau dharmenera paradhen nuha .

  • @durgacharanmohanta1564
    @durgacharanmohanta1564 3 роки тому

    Sidhant jane avineta. Baijanta jane rajneta jodi vala rajneta hoiethante tebe sidhant nikataru harina bahut nimna manrakotha.

  • @sanjayajena8483
    @sanjayajena8483 3 роки тому +2

    ତମେ କିଏ????

  • @manoranjanpatra6963
    @manoranjanpatra6963 3 роки тому

    Deasel and petrol is increased in 100 . now increase also school fines watching now🤣🤣😀😀😀😫😫😫😫

  • @pabitramohandas6943
    @pabitramohandas6943 3 роки тому +4

    ଏଇମାନଙ୍କ ଆନ୍ତର୍କନ୍ଦଳ ହିଁ ବିଜେପିର ଓଡ଼ିଶାରେ ଅବନତି ପାଇଁ ଦାୟୀ !

  • @binayaktripathy7119
    @binayaktripathy7119 3 роки тому

    Post changed will not improve India ,incapability to manage petrol rate he changed his post baijayanta is a good person

  • @babajeesamal6821
    @babajeesamal6821 12 днів тому

    ଏ ମାନେ ଅପାରଗ୍ ।କେବଳ ମୋଦି ଙ୍କ ପଡ ଚାଟିବା ଜଣନ୍ତି

  • @sidhantvlogs708
    @sidhantvlogs708 3 роки тому +1

    Otv does not broadcast rumour news about the possibility .otv is the TV of the faith ,of the people of odisha ,so do not try to dis credit it .there is no need for cheap journalists like you in odisha.
    Thank you...voice of the student

  • @babajeesamal6821
    @babajeesamal6821 12 днів тому

    ଓଡିଶାର ଅସ୍ମିତା ପାଇକ ବିଦ୍ରୋହ କୁଇତିହାସରେ ସ୍ଥାନ ପାଇବ ତ ।ଓଡିଶୀ ସଂଗୀତ କୁ ଶାସ୍ତ୍ରୀୟ ସଂଗୀତର ମାନ୍ୟତା ମିଳିବ ତ ତାହା ହିଁ ଦେଖିବାକୁ ଅପେକ୍ଷ୍ୟାରେ ରହିଲୁ

  • @SanjayDas-oz8sg
    @SanjayDas-oz8sg 3 роки тому

    Baijayant Panda ashahishnu hoichhanti e katha thik kintu Dharmendra Pradhan education minister paine unfit.Petroleum ministryru jou mal miluthila athi se mal milibo nahin

  • @satanicverses1
    @satanicverses1 2 роки тому

    He has been promoted to a cabinet minister.but he can't do anything as a minister of education for Odisha.

  • @biplabbarik6232
    @biplabbarik6232 3 роки тому +1

    Dharmendra kebe bi odisha re grahaniya nuhon

  • @padmalochan9452
    @padmalochan9452 3 роки тому +1

    ଧର୍ମେନ୍ଦ୍ର ବାବୁ ଯେମିତି ତୈଳ ଦରକୁ ବୃଦ୍ଧି କରି 100 ପାର କରିଦେଲେ !ସେମିତି ଶିକ୍ଷା କୁ ବୃଦ୍ଧି କରନ୍ତୁ !

  • @ghunganpriti7647
    @ghunganpriti7647 3 роки тому

    Eta kana dharmendra TV

  • @amitarup4740
    @amitarup4740 2 роки тому

    Purba episode re kahuthila dharmendra Bhala nuha aji puni Bhala kahucha. Baijayanta great

  • @dancer-modellerjivaj5439
    @dancer-modellerjivaj5439 3 роки тому

    That's not true.

  • @trinathbeuria4202
    @trinathbeuria4202 3 роки тому

    ଦୁର୍ଗା ମାଧବ ବାବୁ ଆପଣ ଯେତେ ଚେଷ୍ଟା କଲେବି ସେ ଦୁଇ ଜଣଙ୍କ ମଧ୍ୟରେ ଫାଟ ସୃଷ୍ଟି କରି ପାରିବେ ନାହିଁ ,କାହିଁକି ଜେ ଆପଣ ବିଜେପି ଉପରେ ଏତେ ଆଶୈଶ୍ନୁ ତାହା ଜଣା ପଡୁ ନାହିଁ ମୁଁ ଭାବୁଛି କାହାକୁ ଖୁସି କରିବା ପାଇଁ ଏ ପ୍ରୟାସ ।

  • @hemantasingh-xy3vx
    @hemantasingh-xy3vx 11 днів тому

    ଧର୍ମେନ୍ଦ୍ର ପ୍ରଧାନ ଯଦି ଏତେ କାଢୁଆ ଭୂବନେଶ୍ବର ରେ ଠିଆ ହୋଇ ଜିତିଥିବା ହେଲା କାଢ

  • @dineshrath2500
    @dineshrath2500 3 роки тому

    SAruà lànd

  • @ashokkumarsahoo6261
    @ashokkumarsahoo6261 3 роки тому

    Ketetankanei telmarucha.

  • @silpisangitabharimalla1091
    @silpisangitabharimalla1091 3 роки тому

    Tame kiye

  • @silpisangitabharimalla1091
    @silpisangitabharimalla1091 3 роки тому

    Petroleum & ispat ru vala income karuthila ebe se dept minister heiki ruhantu

  • @user-ms1bm6ie3w
    @user-ms1bm6ie3w 8 днів тому

    Today If BJP has got power it is because of OTV Channel only.You the reporter should not forget this And Baijayanti Panda is not an Ordinary Leader from Ordinary family.His father established Biju Patnaik as a leader in Odisha.Jay Lord Srikrishna.

  • @user-ob1qw7gr1z
    @user-ob1qw7gr1z 7 днів тому

    ଏ ସଳ।ଟିଭି ଘର ଭଙ୍ଗ।

  • @rulenkumarsahoo8211
    @rulenkumarsahoo8211 3 роки тому +1

    DHARMENDRA PRADHAN TUM HAMARA DESH KA AOR ODISA KA GARB.TUM SACHIN TENDULKAR KA WORLD RECORD TOD. DIA.

  • @vanubatimajhi1010
    @vanubatimajhi1010 2 роки тому

    Ethi baijayanta saurav ganguly bhalia dekha jauchhi

  • @dineshrath2500
    @dineshrath2500 3 роки тому

    S au u

  • @purnendusarangi3816
    @purnendusarangi3816 2 роки тому

    Is Dharmendra important for Petrol rate hike or any reason ?