News Fuse Full Episode | 8th Jan 2025 | ନବୀନ ଙ୍କ ଲମ୍ବା ଭାଷଣ

Поділитися
Вставка
  • Опубліковано 23 січ 2025

КОМЕНТАРІ • 381

  • @bhupalchandrapujhari7377
    @bhupalchandrapujhari7377 13 днів тому +30

    ବିଜେପି ସରକାର ଜିନ୍ଦାବାଦ
    ମୋହନ ସରକାର ଜିନ୍ଦାବାଦ

  • @sudhanabhoi4980
    @sudhanabhoi4980 15 днів тому +26

    ଆଳୁ ମିଶନ ପିଆଜ ମିଶନ ଓ ଶିତଳ ଭଣ୍ଡାର ବିଜେଡିଦଳ ସରକାର କୁଆଡେ଼ ନେଲେ 2022 23 ମସିହାରେ

  • @SuryaP489
    @SuryaP489 14 днів тому +26

    ଏ ସବୁ କଣ ଓଡ଼ିଶାରେ ଚାଷ ହୋଉଛି,,,ଯେମିତି ଚାହୁଁ,,ସେମିତି ମିଳିବ
    ପୂର୍ବ ସରକାର ଏଥିପାଇଁ ତ କିଛି ନୂଆ କରିନଥିଲେ,,,,
    25ବର୍ଷରେ ଯାହା ନାହୋଇଛି,,,6ମାସରେ କଣ ଟା ହବ ।

  • @about_sanatan_
    @about_sanatan_ 14 днів тому +25

    ନବୀନ ପଟ୍ଟନାୟକଙ୍କ ସମୟ ରେ ୧୫୦ ଟଙ୍କା ପିଆଜ ଦର ହୋଇଥିଲା ୨୦୧୯ ମସିହା ରେ 😂😂😂

  • @Karunamaya511
    @Karunamaya511 13 днів тому +15

    ନବୀନ ଆଇଟମ୍ୱ ବମ୍ ହେଲେ ଶ୍ରୀ ଯୁକ୍ତ ମୋହନ ମାଝୀ ନିଆହୋ ଜୟ ଜଗନ୍ନାଥ ଜୟ ଗୋ ମାତା

  • @DasaBaskey-e2f
    @DasaBaskey-e2f 15 днів тому +40

    ନାରାୟଣ ବିଜେଡି ନେତା ଙ୍କ ବୁଦ୍ଧି ଫ୍ୟୁଜ

  • @Manas_panigrahi
    @Manas_panigrahi 15 днів тому +35

    ଅରୁଣ ଭାଇ ତୁମେ ଏତେ ଗାଲୁଆ😅 ମୁଁ ମହାରାଷ୍ଟ୍ର ଶୀବାଜୀ ନଗରରେ ଅଛି ହେଲେ ପିଆଜ 13 ଟଙ୍କା ନୁହେଁ ବରଂ 33 ଟଙ୍କାରେ ଆଣୁଛି। ମୋ comment viral କର ଅରୁଣ ଭାଇଙ୍କ ପାଖରେ ପହଞ୍ଚିବା ଦରକାର !

    • @badalpradhan42
      @badalpradhan42 14 днів тому +1

      E Bala micha kahiki kahuchu piaja 18

    • @Manas_panigrahi
      @Manas_panigrahi 14 днів тому +1

      ​@@badalpradhan42 ତୁ କୋଉଠି ଅଛୁ ସେଇ ବାଳ ସତ ଟା କହିଦେ ମୁଁ ଯିବି ତୋ ପାଖକୁ ପିଆଜ ଆଣିବା ପାଇଁ।

    • @laxmandas9153
      @laxmandas9153 14 днів тому

      ଭାଇ ତାଲିନାଡୁ ଆସ ପିଆଜ ନେବ 50 ଟଙ୍କା ଦେଇକି ​ଆସିବନା @@Manas_panigrahi

    • @sridhar4743
      @sridhar4743 13 днів тому

      😊​@@Manas_panigrahi

    • @sridhar4743
      @sridhar4743 13 днів тому +1

      Bhai Hyderabad re 100 re 2kg

  • @prasantapattanaik862
    @prasantapattanaik862 15 днів тому +26

    ସବୁ କଥାରେ କଂଗ୍ରେସ ବିଜେଡି ର ଇତିହାସ କହିବ।ତମ ବେଳେ କଣ ହେଇଥିଲା ନ ପଚାରି ବିଜେପି ସବୁ ସୁବିଧା କରୁ, ଯେହେତୁ ଲୋକେ ତାଂକୁ ସରକାରକୁ ଆଣିଛନ୍ତି।

    • @TunavlogsTS
      @TunavlogsTS 15 днів тому +1

      ୟେ ସବୁବେଳେ ଖାଲି କଂଗ୍ରେସ କଂଗ୍ରେସ ହୋଉଥିବା ହୋ 😢

    • @_mr___rajput
      @_mr___rajput 13 днів тому +1

      Naveen babu kebhe chasi nka pai kichhi karinahanti manibe ?

  • @stuluachary
    @stuluachary 14 днів тому +15

    ବିଜେପି ଜିନ୍ଦାବାଦ୍ ଯୋଗୀ ଆଦିତ୍ୟ ନାଥ ଜିନ୍ଦାବାଦ୍ 🎉🎉🎉

  • @juluchsahu7279
    @juluchsahu7279 15 днів тому +17

    News fuse is a good 👍 only BJD fuse 😮😮😮

  • @Sushantadas-ut9nx
    @Sushantadas-ut9nx 15 днів тому +7

    ବିଜେଡ଼ି ପ୍ରଥମଥର ବିରୋଧି ଦଳର ଅଛନ୍ତି ବିରୋଧ କରିବାର ବାଟ ଜଣାନାହିଁ

  • @pradipmallick1443
    @pradipmallick1443 15 днів тому +19

    ବିଜୁ ଯାତ୍ରା ଦଳ ଶଳା

  • @chaturbhujam6687
    @chaturbhujam6687 14 днів тому +8

    ବାପା ସୂର ପାଗଳ ଥିଲା ଏ ପୁଅ ଟା ବି ପାଗଳ ହେଇ ଯିବ।

  • @santoshmallick1955
    @santoshmallick1955 14 днів тому +11

    ପ୍ରଥମ ଶ୍ରେଣୀ ଛୁଆ ଅ ଆ ଶିଖିବା ଭଳି ଭାଷଣ, ଏଥିରେ ଏତେ ଖୁସି, ଯାହା ହେଉ ଏହି ମୌକାରେ ଓଡ଼ିଆ ଶିଖିବାର ପ୍ରୟାସ, ଧନ୍ୟବାଦ

    • @Muzik-nz5kj
      @Muzik-nz5kj 14 днів тому

      tu sikhei na delu agaru

    • @Kailashmehera73
      @Kailashmehera73 13 днів тому +1

      ​@@Muzik-nz5kjtora paduchi nahi 😂😂😂

  • @Nityananda122
    @Nityananda122 15 днів тому +11

    ମନ୍ମଥିଆ ତୋତେ ଭଗବାନ ଟିକେ ଲଜ୍ଜ୍ୟା,ସରମ ଦେଲେନି କେମିତି?

  • @sudarsannayak8299
    @sudarsannayak8299 14 днів тому +4

    ନବିନା ଏବେ ପ୍ରଢୋ ଶିକ୍ଷାଦାନରେ ଯୋଗ ଦେବାକୁ ଚାଲିଯିବା ଦରକାର।

  • @rajeswarimanik4139
    @rajeswarimanik4139 14 днів тому +14

    ନବୀନ ପଟ୍ଟନାୟକ କୁ ପାକିସ୍ତାନ କୁ ପଠେଇଦିଆଯାଉ, ସେ atombomb ନା ଭଲ ସୁରକ୍ଷା ଦେବ

  • @HareKrushna-f3d
    @HareKrushna-f3d 15 днів тому +16

    ନିଲଜ୍ ଦଳ ।😊

    • @rohitkumar7349
      @rohitkumar7349 12 днів тому +1

      Bjd toh choro dola abe bjp michua dala hebo 5 year pore congress dala houchi satya dala

  • @kuidinakhabara7110
    @kuidinakhabara7110 15 днів тому +8

    BJD ଦଳ ନିଜ ଦୋଷ ଦୁର୍ବଳତା ଲୁଚାଇବାକୁ ଏକାଠି ହୋଇଛନ୍ତି ।

  • @RanjitKingal
    @RanjitKingal 14 днів тому +2

    ଉତ୍ତର ଦେଇ ନପାରି ନବୀନ ଜିନ୍ଦାବାଦ କରୁଛି ସୁର ନନ୍ଦନ, ସୁର ବାୟା କୁ ନନ୍ଦନ ବାୟା 😂😂😂😂

  • @indiramishra8521
    @indiramishra8521 14 днів тому +3

    Ama naveen babu always great 🙏❤️

  • @geetanjaliacharya6079
    @geetanjaliacharya6079 15 днів тому +6

    God bless you to your family sir 🙏

  • @Manas_panigrahi
    @Manas_panigrahi 15 днів тому +9

    ନବୀନ ବାବୁଙ୍କ ପାଖରେ ମାଇକି ଧରିଥିବା ଲୋକଟା ମୋତେ ପସନ୍ଦ ଅସୁନି ନାରଣ ଭାଇ ସିଏ କୁଆଡେ ଗଲେ କି ? 😂😂

  • @santoshkumarpati9735
    @santoshkumarpati9735 2 дні тому

    Fir bar bar Modi Sarkar Jay Shree Ram❤❤❤❤

  • @srpcreatorsuman5317
    @srpcreatorsuman5317 15 днів тому +11

    ଔଷଧ ବିକଳରେ ତାଟିଆ କାମୁଡ଼ି ହେଉଛନ୍ତି ବିଜେଡି ଏଟା କାହାକୁ ଅଛପା ନାହିଁ

    • @Jyotiprasad2006
      @Jyotiprasad2006 14 днів тому

      କାଇଁ !? BJP ସରକାର ତମକୁ କମ୍ ପଇସା ରେ ଆଳୁ ପିଆଜ ଯୋଗାଇ ଦେଉଛନ୍ତି କି?

    • @srpcreatorsuman5317
      @srpcreatorsuman5317 14 днів тому

      @@Jyotiprasad2006 ନବୀନ ବାବୁ ଆଳୁ ମିଶନ କରିଥିଲେ ସେଥିରେ ଆମେ ବହୁତ ଖୁସିରେ ଅଛୁ ଆପଣ ନାହାନ୍ତି କି ଖୁସିରେ ?? !

  • @kamalakantapanda8822
    @kamalakantapanda8822 15 днів тому +4

    ଆରେ ରାଜା ମଦୁଆ ନବୀନା ବାନ ଫୁରୁଷି ଗଲାଣି ରେ ମାହାଗିଆ ବିଜେଡି ବାଳେ.

  • @cuty_mama9801
    @cuty_mama9801 10 днів тому +3

    ତାମିଲ ଚାକର ଥିଲେ

  • @MaheswarBagh-z7l
    @MaheswarBagh-z7l 7 днів тому

    Bahut mast

  • @BiranchiNarayanSwain-y8t
    @BiranchiNarayanSwain-y8t 6 днів тому

    Badhia disuchi

  • @pravatsahoo2108
    @pravatsahoo2108 11 днів тому +1

    ବାଘ ଘରେ ମିରିଗ ନାଟ 👍🏼

  • @lalitmohanpradhan3427
    @lalitmohanpradhan3427 13 днів тому +8

    କେହି କିଛି ବି କହୁ ଆମ ପ୍ରିୟ ନବୀନ ବାବୁ ❤❤❤

  • @Jyotiprasad2006
    @Jyotiprasad2006 15 днів тому +4

    ନାରଣ ଭାଇ ! ଆଜି ପ୍ରଥମ ଥର ନବୀନ ବାବୁ ଜନତାଙ୍କର ଅସୁବିଧା କୁ ଉଠାଇଛନ୍ତି ... ଆପଣ କାହିଁକି ତାଙ୍କୁ ନିନ୍ଦା ଦେଉଛନ୍ତି ? ଆପଣଙ୍କୁ ବିଜେପି ସରକାର କଣ କମ୍ ପଇସା ରେ ଆଳୁ ପିଆଜ ଯୋଗାଇ ଦେଉଛି କି?

  • @rajeswarimanik4139
    @rajeswarimanik4139 14 днів тому +4

    ହାଏ ହାଏ ବିଜେଡି ଘୋଡ଼ାମୁହାଁ ନେତା

    • @prasantbehera78
      @prasantbehera78 13 днів тому

      Bala na chor BJP

    • @anirudh4727
      @anirudh4727 10 днів тому

      Bjp ta ghare aalu chori karchi​@@prasantbehera78

  • @sudhansukumarbal3419
    @sudhansukumarbal3419 15 днів тому +1

    Many many times you are creating public awareness

  • @soumyaranjanbarik4734
    @soumyaranjanbarik4734 9 днів тому

    ନୂଆ କରନ ସରକାର ଗଢିଥିବା ଦଳକୁ ଏତେ ସମାଲୋଚନା କରିବା ଠିକ୍ ନୁହେଁ ଆନ୍ଦୋଳନ କରୁଥିବା ଲୋକେ ବୁଝିବା ଦରକାର

  • @Chandankumar-eg1ez
    @Chandankumar-eg1ez 14 днів тому +2

    BjD 🔥🔥🔥

  • @madhabamardangouda3150
    @madhabamardangouda3150 10 днів тому +1

    ଓଡ଼ିଶା କୁ ପୁରା ଖାଇ ଯାଇ ସୋଇ ଯାଇଥିଲେ
    ବରତ୍ମନ ବିଜେପି ଆସିବାପରେ ସବୁ ଉଥିପଡ଼ିଲେ

  • @sahoosaroj5548
    @sahoosaroj5548 14 днів тому +3

    ଜୟ ନବୀନ ପଟ୍ଟନାୟକ

  • @krushnabuliuli
    @krushnabuliuli 12 днів тому +1

    Tamilnadu re piaja kg 60 tanka

  • @maitri56
    @maitri56 15 днів тому

    Badhiya program.....Bhala lagila Nabeen babu nije asile bhasan dabaku, aguru khali ghare basi sabu pandian opere chadile.....sei lagi harigale. Aau mu dekhili pochere poster re Biju babu koro photo bodoki lagichi....aguru pandian ro laguthila 😅😅😅

  • @R.SMusicchannel997
    @R.SMusicchannel997 4 дні тому

    ମୋର ଧନ ଜନ ଲୋଡ଼ା ନାହିଁରେ ❌ମୋର ଧନ ଜନ ଲୋଡ଼ା ଅଛିରେ ✅ 😂😂😂😂😂😂😂😂😂

  • @Milangariakirtan
    @Milangariakirtan 14 днів тому +1

    Bjp is king 👑 Jay shree Ram 🙏🙏

  • @dpradhan0603
    @dpradhan0603 15 днів тому +3

    ବିଜେଡି ଦଳ ପୁଣି 2029 ରେ ଆସିବ ଏବେ ଖାଲି ଆପଣଙ୍କର ସହଯୋଗ ଦରକାର ❤

  • @madhuhembram6752
    @madhuhembram6752 8 днів тому +1

    Aare nabin sighra kuha gharaku jibara achi

  • @Sarojmohanta143
    @Sarojmohanta143 3 дні тому

    ନବୀନ ସରକାର ସମୟରେ ପିଆଜ ଏତେ ରେଟ୍ ହେଇଥିଲା j ହୋଟେଲ ଖାଇଲା ବେଳେ ଖଣ୍ଡେ ପିଆଜ ମାଗିଲା ବେଳକୁ ଏକ୍ସଟ୍ରା ଚାର୍ଜ ଲାଗିବ କହୁଥିଲେ କିନ୍ତୁ ମୋହନ ସରକାରରେ ସେମିତି ପରିସ୍ଥିତି ଆସିନାହିଁ ବର୍ତ୍ତମାନ ସୁଧା। ଜୟ ଜଗନ୍ନାଥ।

  • @jitupamia4477
    @jitupamia4477 14 днів тому

    ସବୁ ରେଟ୍ ଠିକ ଅଛି

  • @Jyotiprasad2006
    @Jyotiprasad2006 14 днів тому +1

    ନାରଣ ଭାଇଙ୍କୁ ବୋଧେ BJP ସରକାର କମ୍ ପଇସା ରେ ଆଳୁ ପିଆଜ ଯୋଗାଇ ଦେଉଛି
    ସେଥିପାଇଁ ବୋଧହୁଏ ନାରଣ ଭାଇ ଦରବୃଦ୍ଧିକୁ ସମର୍ଥନ ଜଣାଉଛନ୍ତି

  • @krishnaprasadrath
    @krishnaprasadrath 15 днів тому +1

    Bahut sunder kataksha karyakrama 😜🤪😂🤣🙏 Jai ♥️🇮🇳🔥 Hind 🙏

  • @KailashKanhar-s2x
    @KailashKanhar-s2x 14 днів тому +1

    Bjd jinda bad

  • @AmbeswarUpadhyay-ur1zl
    @AmbeswarUpadhyay-ur1zl 15 днів тому +2

    Jai shree Ram

  • @ganeshvlog5281
    @ganeshvlog5281 15 днів тому +1

    ବିଜେଡି ବେଳେ ବି ରେଟ ବଢିଥିଲା ସେତେବେଳେ କୁଆଡେ ଯାଇଥିଲ😂😂😂😂

  • @ChandanJatta77
    @ChandanJatta77 14 днів тому +1

    ତମ ବିଜେପି ନେତା ଯୋଉ ଘୋଷୀକି ଯାଉଛନ୍ତି ଭାଷଣ

  • @pravatthatoithatoi
    @pravatthatoithatoi 15 днів тому +5

    Sabu bjd chora akha ti re Narayana

  • @soumyaranjanbarik4734
    @soumyaranjanbarik4734 9 днів тому

    ଦଳ ଶାସନରୁ ଗଲାନି ଯେ ପୂର୍ବତନ ରାଇଜ ମୁଖିଆଙ୍କ ଗୋଟେ ଲମ୍ବା ଭାଷଣ ଶୁଣିବା ପାଇଁ ମିଳିଲା ନହେଲେ ପାଟିରେ ନୁହଁ ହାତରେ କାମ ଚଳିଯାଉଥିଲା

  • @Ashokashok-j2z
    @Ashokashok-j2z 15 днів тому +2

    ନାରଣ ଭାଇ ମନମୋଥ ଭାଇ ସ୍କ୍ରିପ୍ଟଟା ଘୋଷିଦେଇଛନ୍ତିବୋଧେ ଆଉ...

  • @Prakash_Yoga_Channel
    @Prakash_Yoga_Channel 14 днів тому

    ଚାଷୀମାନଙ୍କ ପାଇଁ କଣ କରଛନ୍ତି
    ଆଳୁ ମିଶନ, ପିଆଜ ମିଶନ ପାଇଁ 🤨

  • @RakeshPradhan-qm4ow
    @RakeshPradhan-qm4ow 14 днів тому +1

    Tamil Nadu Bengal 70

  • @GOURANGAADAYADAVofficeal
    @GOURANGAADAYADAVofficeal 15 днів тому +1

    ଯାତ୍ରା ପାଟି ଦଳ

  • @susilnayak7949
    @susilnayak7949 14 днів тому +1

    ୨୫ ବର୍ଷ ହେଲା ବାଳ ଉପାଡ଼ି ଦେଇଥଲ

  • @studyisbestlife8196
    @studyisbestlife8196 15 днів тому +2

    ବିଜେଡି ସରକାର ଯାହା କଲେ ବିଜେପି ସେ କାମ କରିବା ତାହେଲେ ଓଡ଼ିଶା ଲୋକ ଆମେ ବୋକ ଭାବୁଛ ତମ କୁ ସରକାର କରିବାକୁ ଦେଲୁ କଣ ପାଇଁ ? ସରକାର କାମ ସମସ୍ୟା ସମାଧାନ ନ କରି ଏମିତି ତମ ଓଟିଭି କିଣି ନେଇ ଯାଇଛି ଏମିତି ଲାଗୁଛି ?

  • @dharmendrabag4485
    @dharmendrabag4485 15 днів тому +9

    BJD zindabad jay odia ❤❤❤

  • @MR.NAHAK-334
    @MR.NAHAK-334 13 днів тому

    😅ଆପଣ ମାନେ ଆଗ ନିଜ ଭିତରେ ଭଲ ରେ ନିରାଳରେ କଥାବାର୍ତ୍ତା ହେଇକି ଆସନ୍ତୁ ତାପରେ କହିବେ 😂 ଆଉ ପଦେ ଆପଣ ଆଗ ନିଜ କଥା ସମ୍ଭାଳନ୍ତୁ ତାପରେ ପରିବା ଦରଦାମ୍ ପ୍ରତି ପ୍ରତିବାଦ କରିବେ😅

  • @prasantadash4961
    @prasantadash4961 10 днів тому

    Anker bhai next time ticket miliba

  • @AdityaNarayanTripathy-qi1ii
    @AdityaNarayanTripathy-qi1ii 15 днів тому +2

    Tama otv ku lagya nahni

  • @madhabamardangouda3150
    @madhabamardangouda3150 10 днів тому

    ଚେନ୍ନାଇରେ ପିଆଜ 1kg 40 to 50 remiluchi

  • @kailashbhoi4676
    @kailashbhoi4676 15 днів тому +1

    ଶଳା ଅରୁଣ ଆମେ ଏବେବି ଚେନ୍ନାଇ ରେ ଅଛୁ
    ଏଠି ପିଆଜ 50.70.ଆଉ ଆଳୁ 50.60 ଅଛି ବା
    ତମେ ସବୁ ଛୋଡ଼ି ପୁଅ ମାନେ ଆଶ ଦେଖିବ

  • @PrasannaPadhan-zk5ns
    @PrasannaPadhan-zk5ns 15 днів тому +1

    Bhai rate badhile chasir phaida

  • @satyajitbiswal1004
    @satyajitbiswal1004 15 днів тому +4

    Godi Media is now officially in Odisha🎉🎉🎉🎉

    • @Jyotiprasad2006
      @Jyotiprasad2006 14 днів тому +1

      ଭାଇ ସତ କଥା ପଦେ କହିଲ ❤
      ଏଇଟା ଆଉ OTV ହେଇକି ନାହିଁ
      Godi ମିଡିଆ ହେଇ ସାରିଲାଣି

  • @RiyanshitutorialBishnusir
    @RiyanshitutorialBishnusir 14 днів тому

    Otv କୁ ମୋର ଅନୁରୋଧ ଗତ 5ବର୍ଷ ର ଆଳୁ ଦର ବୃଦ୍ଧି ର ଭିଡ଼ିଓ ଗୁଡିକ ଏହି ଆଳୁ ଦଳ ମାନଙ୍କୁ ଟିକିଏ ଦୟାକରି ଦେଖନ୍ତୁ.

  • @sanjaynaik8460
    @sanjaynaik8460 15 днів тому +2

    Nabin jemiti vasano deuchi ରାତି ପାହିଯିବ

  • @theommeducation5164
    @theommeducation5164 14 днів тому

    ୨୦ ବର୍ଷ ରେ ଆଳୁ ରେଟ୍ କେତେ ହେଇଥିଲା ୬ ମାସ ରେ କେତେ ହେଲା tk ହିସାବ କରୁନୁ ରେ ନାରଣ ।।।

  • @HaldharSuna-b1q
    @HaldharSuna-b1q 15 днів тому +1

    ଆରେପାଗଳ bjd ପାଟିମାଳ ନ ପକାଇ ଆଳୁ ପିଆଜ କୋଉ ଗରିବ କୁ ଦେଇ କି ଦେଖାଅ

  • @nsethy5436
    @nsethy5436 15 днів тому +1

    ଲେଖା ଅପା ଯୁଆଡେ ଗଲେ ବିରୋଧୀ ଦଳ , କି ଭାଗ୍ୟ ରେ ନାରଣ 😂😂😂

  • @SaurabhSaxena-j1w
    @SaurabhSaxena-j1w 14 днів тому

    Gote katha achi, Mendha Pala.. Aau OTV bi medha pala re samil... Jadi Nuse-Fuse bhali gote karjyakrama, lokabhimukhi hei paranta, bahut khushi laganta... Hele kan heba, sei ... chatiba re sabu dhoiba...

  • @rameshsabat2367
    @rameshsabat2367 14 днів тому

    G. . MARA SANKARA

  • @mantubehera493
    @mantubehera493 15 днів тому +1

    BJD💚💚💚💚💚💚💚💚💚💚💚

  • @bibhudattanayak4809
    @bibhudattanayak4809 15 днів тому

    Intresting

  • @srisaidesignvastu9209
    @srisaidesignvastu9209 14 днів тому +1

    ଆଉ ବିଜେଡ଼ି ଶାସନକୁ ଫେରିବ ନାହିଁ

  • @Homesweethome1434
    @Homesweethome1434 14 днів тому

    Dayaa kari Naveen baabu nka birudhya re kichi kuhantu nii taank bayas ku tike dekhntu

  • @KalandicharanBarad
    @KalandicharanBarad 8 днів тому

    ପ୍ରମରେ ଧୋକା ଖାଇଲା ପରେ ପ୍ରେମିକର ଯେମିତି ବୀଆ ଫଟା ଚିତ୍କାର କରେ ନବୀନ ଅବସ୍ଥା ସେମିତି

  • @Ashokashok-j2z
    @Ashokashok-j2z 15 днів тому

    ନାରଣ ଭାଇ ଏ ଆଳୁ ପିଆଜ କାହାର ବିଜେଡି ର ନା ବିଜେପିର ଶସ୍ତା ହେଲାପରିଲାଗୁଛି

  • @ManiniBandra-gr9ir
    @ManiniBandra-gr9ir 13 днів тому

    ନିଜ ଡରକୁ କମେଇବାକୁ ଆସିଛନ୍ତି😂😂😂

  • @AshisKumarSingh-th2vv
    @AshisKumarSingh-th2vv 14 днів тому

    Are Naran... Rate Badhile Sina Chasi Bhai Loko Dui poisa paibe...🎉Apon Mane 24Barsa ra Rajagar ru Tike Chasa Bhai mananku dei Kharcha heba hou...😢😂😮

  • @sidharthbarik7429
    @sidharthbarik7429 14 днів тому

    15:55 😂😂😂😂😂

  • @kunamurmu822
    @kunamurmu822 14 днів тому

    ଚାଷ କର ତାପରେ ଜାଣିବ ରାଲିକଲେ ହେବନାହିଁ

  • @Satyapriya4040
    @Satyapriya4040 14 днів тому

    ଆଳୁ ପିଆଜ ଦର ଶସ୍ତା ହେଲେ ଏମିତି ହର କରି ଉଚିତ୍ ମୂଲ୍ୟ ପାଇବା ପାଇଁ ନଷ୍ଟ କରିଥାଉ । କିନ୍ତୁ ଏମାନେ ଦର ବୃଦ୍ଧିକୁ ବିରୋଧ କରିବା ପାଇଁ ନଷ୍ଟ କରୁଛନ୍ତି। ପ୍ରକୃତରେ ଯଦି ସୁନା ଦର ବୃଦ୍ଧି ହୁଏ ତେବେ ଏମାନେ ସୁନ।କୁ ନଷ୍ଟ କରି ଦେବେକି ନାରଣ ବାବୁ ?

  • @majhibabuwold1684
    @majhibabuwold1684 14 днів тому

    ଏ ମାନେ ରାଜନିତୀ କରୁନାହାନ୍ତି

  • @AkPradhan-hs2hx
    @AkPradhan-hs2hx 14 днів тому

    Police 🚨 lathi charge kara sabu thik hai jibe

  • @KunujaniKunujani
    @KunujaniKunujani 4 дні тому

    ମଗ୍ଯା ଓଟିଭି କୁ କିଛି ଖବର ମିଳୁନାହିଁ ,😂😂😂😠

  • @PriyankaSingh-bl3kb
    @PriyankaSingh-bl3kb 14 днів тому

    😮😮😮😮😮😮

  • @Odishavillagelife24
    @Odishavillagelife24 14 днів тому

    ବିଜେଡି ର ଅନ୍ତିମ ରାଲି😂😂😂😂

  • @analkumar6015
    @analkumar6015 8 днів тому

    Bala na nabin babu bahuut jaldi asibe sabu akhi khuli ki dekhiba 🏃🚄💨💨💨
    coming!

  • @FakirMohan-fg9te
    @FakirMohan-fg9te 14 днів тому

    ନାରଣ ସାରେ ୟାଙ୍କୁ ପଚାରୁନ ଟିକେ ନବୀନ ପଟ୍ଟନାୟକଙ୍କ ଜଉ ଆଳୁ ମିଶନ କରିଥିଲେ
    ସହ ସହ କଟି ଟଙ୍କା ଖର୍ଚ୍ଚ କରି ସେ ମିଶନ ଗଲା କୁଆଡେ ଆଉ ଏବେ ଛଅ ମାସର ସରକାର କୁ ଦଶ ଦେଉଛନ୍ତି ୟାଙ୍କର ପରା ଚବିଶ ବର୍ଷ ର ସରକାର........

  • @abinashswain4608
    @abinashswain4608 13 днів тому

    ଆରେ ମୁଁ ଗୋଟେ କଥା ବୁଝି ପାରୁନି ଓଟିଭି କାଇଁକି ବିଜେପି ର news fuse ରେ ଦେଖାଉନି ମୋହନ ମାଝୀ ଙ୍କ ବିଷୟରେ ବି କିଛିବି କୁହା ଯାଉ ନା ନିଜ ଦଳୀୟ ଲୋକଙ୍କୁ ଦେଖାଇବା କୁ ମାଲିକ ମନା କରିଛନ୍ତି ଇଏ ଓଟିଭି news ଵାଲା ମାଡୁଆ ଗୁଡା ଆଉ 😢

  • @DibakarRaul-m6l
    @DibakarRaul-m6l 14 днів тому

    Sura nandan rate badhla ta mane chasi ra labha na khati?

  • @stuluachary
    @stuluachary 14 днів тому +3

    ବିଜେଡ଼ି ଚିଟଫଣ୍ଡ ଦୁର୍ନୀତି ଟଙ୍କା ଚୋର ବିଜେଡ଼ି ନବୀନ ପଟ୍ଟନାୟକ।😂😂😂

  • @laxmandas9153
    @laxmandas9153 14 днів тому

    ତାମିଲନାଡୁ ରେ ପିଆଜ 50 ଆଳୁ 40ତେଲ 160

  • @rohitcreations...4397
    @rohitcreations...4397 15 днів тому +1

    First comment 😢

  • @anantadas1033
    @anantadas1033 13 днів тому

    Ret badhile chasira labha asubidha kauthi rahila

  • @ChoudachandraBehera
    @ChoudachandraBehera 8 днів тому

    ୨୦୧୯ ରେ ବିଜେଡି ସରକାର ବେଳେ ପିଆଜ ୧୬୦ ଟଙ୍କା ଥିଲା