ଵିତଳକୁ ଆଲିଙ୍ଗନ କରି Bitalaku Aalingana Kari - Odissi Song | Shyamamani Pattnaik

Поділитися
Вставка
  • Опубліковано 9 лис 2024

КОМЕНТАРІ • 174

  • @myusername98148O
    @myusername98148O 3 роки тому +12

    ବିତଳକୁ ଆଲିଙ୍ଗନ କରି ଜାହ୍ନବୀ ଶୋଭନ, ହରେ ସୁରବର ତାପ ଚାରୁ ଧାରା ସେ।
    ବହେ ମକର କେତନ ଉଚ୍ଛନ୍ନ ରତି ସମାନ, ପୂରିତ ହୋଇଛି ପୁଣି ଅଶେଷ ରସେ।
    ବିଦ୍ୟ ହୈମବତୀ ପଦରେ,
    ବିଷକଣ୍ଠ ତୋଷ ଦାନୀ ବେନି ମତରେ।୧।
    ବିଷ୍ଣୁପଦୀ ବିଷ୍ଣୁପଦ ଈ କାର ଭେଦ ଶବଦ, ତରଣି(ଣୀ)ରେ ଗତାଗତ ତହିଁ ଉଚିତ।
    ବିଶାରଦ ସେ ସାମନ୍ତ ମତରେ ଦାସ ସେବିତ, ଡାକୁ ନ ଶୁଣନ୍ତେ ରଘୁନାଥ କଥିତ।
    ବିଷଧର ପ୍ରାୟେକ ତୁହି,
    ବେଳେ ନେତ୍ର ଢାଳି ଶୁଣ ଉଦାର ନୋହି।୨।
    ବଧୀର ନୁହଇ ବୀର ବୋଇଲା ତହୁଁ ଧୀବର, ଶୁଣିଲିଣି ପଥରେ ପଥର ଅବଳା।
    ବାଲି ପଡ଼ି ତୋ ଚରଣୁ ଆଶଙ୍କା ଉପୁଜେ ଏଣୁ, ନଉକା ନାୟିକା ହେଲେ ବୁଡ଼ିବ ଭେଳା।
    ବୃତ୍ତିଏ ମୋ ପୋଷେ କୁଟୁମ୍ବ,
    ବସାଇ ନ ଦେବି ପାଦ ନ ଧୋଇ ନାବ।୩।
    ବଢ଼ାଇ ଦେଲେ ପୟର, ଭାବଗ୍ରାହୀ ରଘୁବୀର, ପୟରେ କ୍ଷାଳିତ କରି ବସନେ ପୋଛି।
    ବ୍ରହ୍ମାରେ ଧୌତ ଯେ ପଦ ନୋହିଛି ଶିବ ବିଷାଦ ନ ପାଇ ଚରଣାମୃତ ପାନକୁ ଇଛି।
    ବିଜ୍ଞାନୀ କୈବର୍ତ୍ତ ଧୋଇଲା,
    ବିଶ୍ବେ ପତିତପାବନ ନାମ ରହିଲା।୪।
    ବିଞ୍ଚି ପଲ୍ଲବ ନାବରେ ପଦ ବିକଳ୍ପ ମନରେ ପ୍ରତିହାରି କରିରେ ମଣାଇ ବସାଇ।
    ବିଶ୍ବାମିତ୍ରଙ୍କୁ ଶ୍ରୀରାମ ପଚାରିଲେ ଗଙ୍ଗାନାମ ଭାଗିରଥୀ କିମ୍ପା ହେଲା କହ ଗୋସାଇଁ।
    ବିଷ୍ଣୁ ନଖ କୋଣେ ଏ ଥିଲା,
    ବାମନାବତାରେ ଭାଗିରଥି ଆଣିଲା।୫।

  • @dr.labanyachandrasahoolyri5789
    @dr.labanyachandrasahoolyri5789 3 роки тому +16

    କବିସମ୍ରାଟଙ୍କ ରଚିତ ଏକ ଉଚ୍ଚ କୋଟୀର ଛାନ୍ଦୋବଦ୍ଧ ସଂଗୀତ।
    ମଧୁର କଣ୍ଠରେ ଗାନ କରିଥିବା କଣ୍ଠ ଶିଳ୍ପୀଙ୍କୁ ମଧ୍ୟ ମୋର ବହୁତ ଶୁଭେଛା।
    କଳିଙ୍ଗଭାରତୀ-(କଟକ)ରପ୍ରତିଷ୍ଠାତା
    ସ୍ବର୍ଗତ ବିଛନ୍ଦ ପଟ୍ଟନାୟକ ଥିଲେ ଭଞ୍ଜ ସାହିତ୍ୟର ଦୃଢ଼ ସମର୍ଥକ।
    ସେ ହିଁ କଟକରେ ପ୍ରତିବର୍ଷ ମେ 16 ରୁ 22 ତାରିଖ ଯାଏ ଭଂଜଜୟନ୍ତୀ ଉତ୍ସଵ ପ୍ରଚଳନ ଆରମ୍ଭ କରିଥିଲେ। ଭଞ୍ଜଙ୍କ ଏହି ସଂଗୀତ ସବୁ ଗାନ ବେଳେ ଉପସ୍ଥିତ ଶ୍ରୋତାବୃନ୍ଦ ମନ୍ତ୍ରମୁଗ୍ଧ
    ଶୁଣୁଥିଲେ। ଏହା ମୋହର ପ୍ରତ୍ୟକ୍ଷ
    ଅନୁଭୂତି। ଯେହେତୁ ଛାତ୍ରବସ୍ଥାରେ
    1959 ଓ 1960 ଲାଗ ଲାଗ ଦୁଇବର୍ଷ ମୁଁ ଛାନ୍ଦରଚନା ପ୍ରତିଯୋଗୀତାରେ ପ୍ରଥମ ହୋଇ ପୁରସ୍କୃତ ହୋଇଥିଲି।ଭଂଜସାହିତ୍ୟର ପ୍ରଚାର ପ୍ରସାର ପାଇଁ କଳିଙ୍ଗଗଭାରତୀ ର ଅବଦାନ ଚିର ସ୍ମରଣୀୟ। ଜୟ ମା କଳିଙ୍ଗଗଭାରତୀ।

  • @dr.labanyachandrasahoolyri5789
    @dr.labanyachandrasahoolyri5789 3 роки тому +2

    ଅତ୍ୟନ୍ତ ହୃଦୟସ୍ପର୍ଶୀ-
    କବିସମ୍ରାଟଙ୍କ ଛାନ୍ଦ।
    ଏହାର କରୁଣ ରସ
    ମନକୁ କିଣିନିଏ। ମୁଁ
    ପ୍ରାୟ ସବୁଦିନ ଏହାକୁ ଶୁଣିଥାଏ। ମନରେ ମୋର ଶାନ୍ତି ଆସେ ଏହାକୁ ଶୁଣିଲେ। ଏହାର ବର୍ଣ୍ଣନା
    ଶୈଳୀ, ପଦ ଭାବ-
    ସଂଯୋଜନା କବି ଚାତୁର୍ଯ୍ୟ
    ଅନନ୍ୟ। କଣ୍ଠଶିଳ୍ପୀଙ୍କୁ
    ହାର୍ଦ୍ଦିକ ଶୁଭେଚ୍ଛା।💐

  • @bindusagarbag3046
    @bindusagarbag3046 4 роки тому +8

    ଓହଃ, ସଂଗୀତ ଟି ବାସ୍ତବ ରେ ସ୍ବର୍ଗୀୟ ଅନୁଭୂତି ପ୍ରଦାନ କରୁଛି

  • @pritikantapatra9490
    @pritikantapatra9490 3 роки тому +8

    ଶେଷକୁ "ଭାଗୀରଥି ଆଣିଲା" ବୋଲି ଯାହା କୁହା ଯାଇଛି ତାହା ମୋ ମତରେ "ଭଗୀରଥ ଆଣିଲା" ବୋଲି ହବ । ସେ ଯାହାହେଉ JE COMPANY ତରଫରୁ ଏହା ଏକ ଅଭୂତପୂର୍ବ ଏବଂ ପଶଂସନୀୟ ପୟାସ । ସେଥିପାଇଁ JE COMPANY କୁ ମୁଁ ମୋ ହୃଦୟର ଅନ୍ତରରୁ କୃତଜ୍ଞତା ଜ୍ଞାପନ କରୁଛି ଓ ପ୍ରଣାମ ମଧ୍ୟ କରୁଛି । ଆପଣଙ୍କୁ ମୋର ସବିନୟ ଅନୁରୋଧ ଆପଣ ଏ ପବିତ୍ର ପୟାସ ଆଗକୁ ମଧ୍ୟ ଜାରି ରଖନ୍ତୁ । ମହାବାହୁ କରୁଣାସାଗର ନିକଟେ ମୋର ଏତିକିହିଁ ପ୍ରାର୍ଥନ୍ନା ଓଡିଶାର ଓଡିଆ ଜାତିର ସେ ସ୍ୱର୍ଣ୍ଣିମ ଗର୍ବ ଓ ଗୌରବ ପୁଣି ଶୀଘ୍ର ଫେରିଆସୁ । ମହାବାହୁ ଜଗନ୍ନାଥ ଆପଣଙ୍କ କଲ୍ୟାଣ କରନ୍ତୁ ଏବଂ ଅାପଣଙ୍କୁ ଦୀର୍ଘାୟୁ କରନ୍ତୁ । ଅଶେଷ ଅଶେଷ ଧନ୍ୟବାଦ ଆପଣଙ୍କୁ ।

  • @sukantakumartripathy923
    @sukantakumartripathy923 2 роки тому +4

    ପଦ୍ମଶ୍ରୀ ଶାମାମଣୀ ଦେବୀ 💐🙏

  • @lokanathdas5246
    @lokanathdas5246 2 роки тому +2

    ଭଲ ଲାଗୁଛି ଏହା ଓଡ଼ିଶାର ଏକ ପାରମ୍ପରିକ ଗୀତ ହୃଦୟ ଜିଣିବାର ବିଷୟ ଅଟେ ଏବଂ କଣ୍ଠ ଅତୀବ ପ୍ରିୟ।

  • @pramodkumarsahoo7428
    @pramodkumarsahoo7428 4 роки тому +5

    ବହୁତ ସୁନ୍ଦର ବାମନାବତାରେ ଭଗିରଥ ଆଣିଲା ହେବ

  • @benudharcreations8464
    @benudharcreations8464 3 роки тому +2

    ସ୍ବର୍ଗୀୟ ଶାନ୍ତି ଭରି ରହିଛି ସଂଗୀତଟିରେ ଚମତ୍କାର👌

  • @ganeshpanda5514
    @ganeshpanda5514 4 роки тому +1

    ଅଶେଷ ଅଶେଷ ଧନ୍ଯବାଦ୍ । ଏହିପରି ଭାବରେ ଆପଣଙ୍କର ସଂଗୀତ ଅବଦାନ ପାଇଁ ଅନୁରୋଧ ।

  • @SitakantaSahoo-zz8ew
    @SitakantaSahoo-zz8ew 6 місяців тому

    Very beautiful song 🎉🎉❤❤

  • @LingrajPatra
    @LingrajPatra 3 місяці тому

    Hare.Krushna.Hare.Krushna.Krushna.Krushna.Hare.Hare.Hare.Rama.Hare.Rama.Rama.Rama.Hare.Hare..Jay.Jay.Shree.Radha.Krushna.Mahapravhu.Shakhnand.Dandabrata.Koti.Koti.🙏🙏🙏🙏🙏🙏🙏Mahapravhu.

  • @priyacharandas7352
    @priyacharandas7352 4 роки тому +2

    ଜୟଶ୍ରୀ ଜଗନ୍ନାଥ
    ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ ଶ୍ରୀ ରାମ ଜୟ ରାମ ଜୟ ଜୟ ରାମ ସନାତନ ଧର୍ମର ଜୟ ଭାରତ ମାତା

  • @sadasibatripathy5323
    @sadasibatripathy5323 5 років тому +26

    We are proud of our odia literature and our legendary poet Kabi samrat upendra bhanjanagar. Unfortunate that our new generation is not aware of such great poet

    • @ianmoshe227
      @ianmoshe227 3 роки тому

      i know im asking the wrong place but does any of you know of a way to get back into an Instagram account??
      I stupidly forgot the password. I would appreciate any help you can offer me.

    • @haydenalvaro6276
      @haydenalvaro6276 3 роки тому

      @Ian Moshe instablaster ;)

    • @ianmoshe227
      @ianmoshe227 3 роки тому

      @Hayden Alvaro Thanks so much for your reply. I got to the site through google and im trying it out atm.
      Takes quite some time so I will get back to you later with my results.

    • @ianmoshe227
      @ianmoshe227 3 роки тому

      @Hayden Alvaro it did the trick and I now got access to my account again. Im so happy!
      Thanks so much you saved my ass !

    • @haydenalvaro6276
      @haydenalvaro6276 3 роки тому

      @Ian Moshe happy to help xD

  • @tanmayacs
    @tanmayacs 4 роки тому +9

    Odisha the Soul of India.. Odissian culture added several classical values to diverse cultural feathers of Mother India.. kabisamrat Upandra is most scintillating star of ancient Indian literature. Odisan culture need to promote..

  • @LingrajPatra
    @LingrajPatra 12 днів тому

    JAY.JAY.SHREE KRISHNA BOLO JAY RADHE JAY.JAY. SHREE NANDALALA.JAY.JAY. SHREE. SHAYAMA.GHANA.MAHAPRABHU.ANANTA KOTI KOTI DANDABRATA SARANA 🙏🙏🙏🙏🙏🙏🙌🙌🙌🙌🙌🙏🙏🙏🙏MAHAPRABHU.

  • @baidharpradhan6717
    @baidharpradhan6717 Рік тому

    Nightingale of Odisha. You are greatness is gifted by God.

  • @kailashmuduli6670
    @kailashmuduli6670 Рік тому

    ଅତି ସୁନ୍ଦର୍ ହୋଇଛି ଗୀତ ଗୁଡିକ

  • @suchitranayak3839
    @suchitranayak3839 8 місяців тому

    ଅତି ସୁନ୍ଦର 😍😍😍😍😍😍😍😍😍

  • @bhaktarath5731
    @bhaktarath5731 6 місяців тому

    A beautiful composition well presented

  • @sakuntaladas3726
    @sakuntaladas3726 3 роки тому

    ଅତି ସୁନ୍ଦର ଛାନ୍ଦ ଶ୍ୟାମାମଣି ଅପା ପ୍ରଣାମ

  • @LingrajPatra
    @LingrajPatra Місяць тому

    JAY.JAY.SHREE.RADHEKRISHNA.JAY.JAY.SHREE.JAGANNATH.SWAMI.NAYANA.PATHA.GAMI.BHA.BO.TUME.SHAKHYATA.DANDABRATA.ANANTA.KOTI.KOTI.🙏🙏🙏🙏🙏🙏🙏🙏🙏🙏🙏🙏🙏🙏MAHAPRAVHU.

  • @jatindranathnayak1505
    @jatindranathnayak1505 10 місяців тому

    ଜୟ ଶ୍ରୀ ରାମ।

  • @raghunathpanda9469
    @raghunathpanda9469 5 років тому +3

    ବାମନାବତାରେ ଭଗୀରଥ ଆଣିଲା ।ଭଗୀରଥ ଆଣିବାରୁ ଗଙ୍ଗାଙ୍କର ଅନ୍ୟ ନାମ ହେଲା ଭାଗୀରଥୀ ।

  • @iswarameher3170
    @iswarameher3170 3 роки тому +2

    Thanks JE cassette company for noble effort for Odia culture

  • @gopinathmeher1541
    @gopinathmeher1541 2 роки тому +2

    Wonderful sweet voice. Thanks to Shyam Ani Devi

  • @sharatchandrapanigrahi6398
    @sharatchandrapanigrahi6398 3 роки тому +3

    ବହୁତ ସୁନ୍ଦର ଗୀତ ସହିତ ଶ୍ୟାମାମଣି ଦେବୀଙ୍କ ସୁନ୍ଦର କଣ୍ଠ ସ୍ୱର ହୃଦୟ ସ୍ୱର୍ଶି ହେଉଛି ।🙏🙏🙏🙏🙏

  • @bijayanandabehera1708
    @bijayanandabehera1708 2 роки тому +1

    I am proud to be an odia whose ancestor poet created such great and marvelous poetry and musicians to spread song in the world.

  • @rohitkumardehury3300
    @rohitkumardehury3300 4 роки тому +2

    ଜୟ ଶ୍ରୀ ରାମ 🙏🙏💐💐🙏🙏

  • @bharatmishra9238
    @bharatmishra9238 5 років тому +39

    This song is from Baidehish Vilas by Kabisamrat Upendra Bhanja. We were reading this in our Matriculation curriculum in 1964-68. This pertains to the washing of the holy feet of Bhagwan Ramachandra by a Kaibarta who was about to board Shriram, Mata Sita and Lakshmana in his country boat. He apprehends that by touch of the holy feet of Shriram, his wooden boat may turn out to be a woman just like a piece of stone turned into Sati Anasuya by the lotus feet of Shriram. So the boatman washed His feet carefully and then allowed Prabhu Ramachandra to get inside his boat.
    This is a theme from Ramayana. But you have posted a video from Radha-Krishna.
    Hope the video pertaining to the theme of this song is posted to make it appropriate.

  • @rohitkumarnayak1690
    @rohitkumarnayak1690 4 роки тому +3

    Very very extra ordinary song.

  • @debprasadrath2915
    @debprasadrath2915 2 роки тому +5

    Being an odia
    I am proud of Our
    Odishi songs

    • @chinmayaranjan2134
      @chinmayaranjan2134 Рік тому

      😅biiu😢n😮😊immi😅k😊k😮j😮k😮mu😮😅ok😮ikuk😮i😮kjmik😮oi mlojkkikoikkiimko😅😮kikop9o😅limim9ókkkioi😮ikkk😮ii😮😮mjkjpnli😮lik😮hvbhhñymliki😮k😮k😅ki😊olkikiik😮kikki😅?ikii😮lmk😅kk😅lkklkkk😮😮kull😮j😮jum😮imulk😮imikmkimimkivimkuoi😮um😮kollk

  • @dr.labanyachandrasahoolyri5789
    @dr.labanyachandrasahoolyri5789 3 роки тому +1

    Thanks. Nice tune. But some wrong words.
    "ଭଗିରଥ ଆଣିଲା-ଠିକ ଅଟେ।"
    ଭାଗିରଥୀ ଆଣିଲା ଭୁଲ।×
    "ସେହି ପରି- ନ ପାଇ ଶିବେ ବିଷାଦ ହେବ।"

  • @OdiaSongLyrics
    @OdiaSongLyrics 3 роки тому +3

    *Please Upload All Songs To Spotify, Jiosaavn, Amazon Music, Gaana, wynk, Deezer*

  • @bharatmishra9238
    @bharatmishra9238 5 років тому +22

    This song is from Ramayana based Bidehisha Vilas. But the video contains pictures of Radha and Krishna. Please rectify this and post an appropriate video corresponding to the theme of the song. Thank you.

    • @niranjansahu8474
      @niranjansahu8474 4 роки тому

      Gapahelbe. Kathata sata. Odiya

    • @rathangakathar6391
      @rathangakathar6391 4 роки тому

      @@niranjansahu8474 st 8y4. .c no.

    • @tapaswinimohapatra6691
      @tapaswinimohapatra6691 3 роки тому

      ମୁଁ ଭାବୁଛି "ବସାଇ ନ ଦେବି ନାବ.. ନ ଧୋଇ ପାଦ "ଠିକ ଲାଗିବ ବୋଧେ...

  • @badalbose2633
    @badalbose2633 3 роки тому

    Jai shree krishna

  • @banshidharpadhi1785
    @banshidharpadhi1785 4 роки тому +2

    Memorable song of kabi samrat upendra bhanja. Really Ever green

  • @rashmiranjannayak3251
    @rashmiranjannayak3251 5 років тому +3

    Bhababihwala Bhakti Sangeetatie. Nice composition bearing the grate heritage of grate culture.

  • @satyanarayanprasadnayak4505
    @satyanarayanprasadnayak4505 4 роки тому

    Odia saraswat bhandara ku samrudha karithiba kalajayi srastha nku mor sata koti pranam.

  • @rabindranaik4978
    @rabindranaik4978 4 роки тому +1

    Radhe Radhe

  • @purnachandradas7851
    @purnachandradas7851 3 роки тому

    Sunder ati sundar

  • @rohitkumarnayak1690
    @rohitkumarnayak1690 4 роки тому +1

    Kabi Samrat should be awarded Noble prize posthumously.

  • @bijaysamal9024
    @bijaysamal9024 7 місяців тому

    Very good song and voice

  • @sankarmandal7133
    @sankarmandal7133 4 роки тому +3

    Lot of thanks, for uploading these songs on UA-cam....

  • @nirakarpattanaik6154
    @nirakarpattanaik6154 2 роки тому +1

    This song took bani kantha to lime light.....

  • @paramanandapatel7672
    @paramanandapatel7672 4 роки тому

    ଧନ୍ୟ ଧନ୍ୟ ପଦ ରଚନା କବି ସମ୍ରାଟ🙏🙏🙏

  • @arunkumarbhoi8886
    @arunkumarbhoi8886 4 роки тому +6

    Thank JE Company for their noble efforts

  • @tapanrout4138
    @tapanrout4138 4 роки тому +9

    I would like to thank JE cassette Company for their noble effort.

  • @BRDass
    @BRDass 4 роки тому +1

    Heart touching song sung by shyama mani patnaik

  • @godabarimangaraj5027
    @godabarimangaraj5027 3 роки тому +2

    Jay Jagannath 🙏🙏🙏🙏

  • @sreehadibandhukhatua5972
    @sreehadibandhukhatua5972 4 роки тому +1

    ହୃଦୟ ସ୍ପର୍ଷୀ

  • @saumyanayak9787
    @saumyanayak9787 4 роки тому +3

    We proud we are Odia

  • @bijaylaxmimohanty2020
    @bijaylaxmimohanty2020 3 роки тому

    Very nice.

  • @niranjanacharya1204
    @niranjanacharya1204 2 роки тому

    ବାମନାବତାରେ ଭଗୀରଥ ଆଣିଲା ! ଭଗିରଥୀ ନୁହେଁ !

  • @rabimaharana6291
    @rabimaharana6291 3 роки тому +1

    Thanks for mythologycal program

  • @khageswarjena1197
    @khageswarjena1197 5 років тому +5

    ଅତି ସୁନ୍ଦର ରଚନା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଦ୍ବାରା ।

  • @bivuprasadpanda4032
    @bivuprasadpanda4032 3 роки тому

    So sweet.heart touching

  • @dhaneswarmohanty268
    @dhaneswarmohanty268 2 роки тому

    ଭଗିରଥ ଆଣିଲା

  • @anjalimohanta463
    @anjalimohanta463 4 роки тому

    Bohut bodhiya

  • @atulbishi473
    @atulbishi473 5 років тому +6

    ଅଭିନୟ ସହ ଗିତ ଭଲ ଲାଗିବ

  • @SNG125
    @SNG125 Місяць тому

    Dada.kanpur.

  • @batakrushnabehera7500
    @batakrushnabehera7500 3 роки тому

    Good evening Pooja my gift song

  • @basantarout9538
    @basantarout9538 4 роки тому +1

    Sir all india radio ru audio collect kari visual ସହ sabu chhanda, champu au janana diantu

  • @sidhantamisra8666
    @sidhantamisra8666 5 років тому +1

    Dhanya bhanja dhanya utkal.jay jaganath

  • @santoshpadhy5574
    @santoshpadhy5574 4 роки тому

    Jaya Sri jagannatha Maa

  • @prabahatheflow8042
    @prabahatheflow8042 3 роки тому

    Nectar pleasure

  • @santoshpadhy5574
    @santoshpadhy5574 4 роки тому

    Jaya jagannatha

  • @TheUnknown79
    @TheUnknown79 11 місяців тому

    Shrikrushnara akhi apalak dekhi chakita mahodadhi Bangopa gale bhuli kunikuna ki jagannatha hey Kshanabhangur samsara ta nuhe palaka tini Chari kshana ku kshana Benga Bengali mana dhanidhana hey jagatanath bhananti ki kunikuna

  • @saratpanda4106
    @saratpanda4106 3 роки тому

    Thanks

  • @bishnupriyatripathy3973
    @bishnupriyatripathy3973 4 роки тому

    Bahh atti Sundar . Amrutta

  • @nrupatiniharsial3286
    @nrupatiniharsial3286 4 роки тому

    ବହୁତ ସୁନ୍ଦର ଗୀତ। ବଢିଆ ଲାଗିଲା। ସତେ କେଡେ ସୁନ୍ଦର ଭାବେ ଭଞ୍ଜ ଲେଖିଛନ୍ତି। ଆହା।
    କିନ୍ତୁ ଶେଷ ପଦ ଯାହା ଗାଇଲେ ବାମନାବତାରେ ଭାଗୀରଥ ଆଣିଲା ହେବ ଭାଗିରଥି ଆଣିଲା ନୁହେଁ।
    ଭଗିରଥ ଆଣିଥିବାରୁ ନାମ ଗଙ୍ଗାଙ୍କର ଭାଗିରଥି।

  • @sureshkhuntia7336
    @sureshkhuntia7336 5 років тому +2

    ସୁମଧୁର

  • @abhiramsahoo5955
    @abhiramsahoo5955 4 роки тому

    ଏଥି ପାଇଁ ସେ କବି ସମ୍ରାଟ ...ଅତୁଳନୀୟ ଅକଳ୍ପନୀୟ ଅବର୍ଣ୍ଣନୀୟ

  • @manabodhabiswal9951
    @manabodhabiswal9951 6 років тому +3

    Heart touchig song.

  • @SNG125
    @SNG125 22 дні тому

    JusticGRamakrishna

  • @rajeshparida2893
    @rajeshparida2893 3 роки тому

    ଭାଇମାନେ
    ବସାଇ ନଦେବୀ ପାଦ
    ନଧୋଇ ନାଵ ନା ବସାଇ ନଦେବୀ ନାଵ ନଧୋଇ ପାଦ

  • @ajitkumarbehera959
    @ajitkumarbehera959 2 роки тому

    ଚମତ୍କାର

  • @v.v.mschool3180
    @v.v.mschool3180 4 роки тому +1

    ଗୀତ ସହିତ ଦୃଶ୍ୟର କିଛି ସମ୍ବନ୍ଧ ନାହିଁ। ଏହାକୁ ସଂଶୋଧନ କରିବାକୁ ଅନୁରୋଧ।

  • @baikunthamajhi3416
    @baikunthamajhi3416 6 років тому +3

    Super song

  • @tarunkaibartta9734
    @tarunkaibartta9734 4 роки тому +1

    Ramayana best song of Baidehisabilasa

  • @tankadharabisoi5430
    @tankadharabisoi5430 4 роки тому

    Bahut Hrudaya saprsi

  • @bisweswarmohapatro1849
    @bisweswarmohapatro1849 4 роки тому +1

    Dhanyabad, Jay jaganath swami.

  • @DurgaPrasadDash67
    @DurgaPrasadDash67 4 роки тому +1

    Nice song. But them visuals are misleading. The song is about Rama. The visuals are all about Krishna.

  • @laxmiprusty7809
    @laxmiprusty7809 4 роки тому

    Jai Shri Rama

  • @spiritualpeace1234
    @spiritualpeace1234 5 років тому +2

    Dear Sir,
    Kindly post ମର୍ତ୍ତ୍ୟରେ ଶ୍ରୀଗଣେଶ and ଫୁଲଝରୀ... ଅଡିଓ & ଭିଡ଼ିଓ..

  • @ashokkusahu1098
    @ashokkusahu1098 5 років тому +1

    Jai shree radhe radhe

  • @makarandameher5942
    @makarandameher5942 4 роки тому

    Odia bhasa ku srusti Kariba samaya re ISWARA panchamruta misaichhanti ki?

  • @pradiptakumarrout2636
    @pradiptakumarrout2636 5 років тому +1

    verry sweet song

  • @SNG125
    @SNG125 18 днів тому

    Biswamitra.paltasingh

  • @bharatmishra9238
    @bharatmishra9238 5 років тому

    This is from Vaidehisha Bilasha by Kabisamrat Upendra Bhanja. It describes how Prabhu Sri Ramachandra was trying to cross the Ganga river and the Boatman apprehends his boat would turn into a woman like Ahalya( cursed by his husband Gautam) manifesting herself from a stone at the touch of His lotus feet.
    But your graphics show scenes from Sri Krishna Rasleela. Hope it's rectified and graphics from Ramayana depicting the crossing of river Ganga by Shri Ramachandra, His wife Sita and his brother Lakhmana in the boat and the Boatman's objection.

  • @SNG125
    @SNG125 26 днів тому

    Messy.Avtar.srisrijagannathTB.M.Pur

  • @sukuntalasukuntala4939
    @sukuntalasukuntala4939 5 років тому +1

    my favoury song pranam maA

  • @rakeshbadhei2743
    @rakeshbadhei2743 5 років тому +1

    i like it song

  • @maniayyangar364
    @maniayyangar364 5 років тому +2

    Song in chokhi raga.wellsung by shyamamani Debi.

  • @basantarout9538
    @basantarout9538 4 роки тому

    Sabu chhanda upload karantu sir

  • @trushakantasahu4463
    @trushakantasahu4463 5 років тому +2

    outstanging song

  • @tapankumar2725
    @tapankumar2725 6 років тому +1

    Old is gold

  • @rojalinpradhan5017
    @rojalinpradhan5017 4 роки тому +1

    Basainadebi nabe nadhoipada right line

  • @pulinchandrabhaisal4171
    @pulinchandrabhaisal4171 5 років тому +1

    Jai sriram raga chokhi sweet song

  • @niranjanacharya1204
    @niranjanacharya1204 2 роки тому

    ପଦ ବିକଳ୍ପ ନୁହେ, ପଦ ବିକଳ୍ପି ହେବ !