ମୋ ପୁଅକୁ ମୁଁ ସାଥ ଦେବି ... | Sura Routray's Son Manmath Routray | Shankar Comedy | Nandighosha Diary
Вставка
- Опубліковано 6 кві 2024
- #suraroutray #odiacomedy #viral #manmathroutray
#nandighoshadiary #shankarcomedy
ମୋ ପୁଅକୁ ମୁଁ ସାଥ ଦେବି ...
ଦେଖନ୍ତୁ ନନ୍ଦିଘୋଷ ଡାଏରୀ, ରବିବାର ରାତି ୯.୩୦ ମିନିଟରେ, କେବଳ ନନ୍ଦିଘୋଷ ଟିଭିରେ
ମୋ ପୁଅକୁ ମୁଁ ସାଥ ଦେବି ... | Sura Routray's Son Manmath Routray | Shankar Comedy | Nandighosha Diary
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.com/live/
UA-cam: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* hathw@y Channel No: 731
* Ortel Channel No: 707
* Videocon d2h Channel No: 840
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219 - Комедії
Sura bhai sabubele thik
ଶଳା ଟାଉଟର ମିଛୁଆ ରାଧୁଆ ଗପ ଶୁଣାନୀ କଂଗ୍ରେସ ରକ୍ତ କୁଆଡେ ଗଲା ଜୋତା ଖୋଲିକି ପିଟ 😂😂😂
ସୁର କଂଗ୍ରେସ୍ କୁ ମାରିଦେଲେ ଖୁର
😂😂😂
କଂଗ୍ରେସ କଥା ଟିକେ କହୁନୁ ଭୁଲିଗଲୁ ଶଳା ସୁର ବୁଢା ନିଶା ତୋର କାଟି ଦେଇଛି ମାଡିଚାଲ ହିଜଡ଼ା ହେବା ସବୁ,------------ଦଳ 😂😂😂😂😂😂😂😂😂😂
Sura bhai best ❤
ଟାଉଟରୀ,ହାଉଆ,ଡହରାମୀ,,ଛଡା ଆଉ କିଛିନାହିଁଳ!!!! ଲଜ୍ଜ୍ୟା ଲଜ୍ଜ୍ୟା...ଆ..ଥୁଃ
This is ur Role.......u r a true father..... Truely inspiration......
Chhadena be.....abee taa puo ti......madi challe.....puo paeni jibono deba ku bo pochhani be......
Our CM Our Hero......
Sura rautaray hauchanti jane right loka .. ❤❤❤❤
ସଳା ବୁଢା ବଢିଆ ଡ୍ରାମା କରୁଛି
Very nice Sura bhai my all time favourite ❤❤❤❤❤Sura aja sarba sadharan Sura bhai madi chala 😊
Sura best
Love you sura bhai
ଭାଇ ତ ଭାଇ ସୁର ଭାଇ 😂😂😂🎉🎉
Jou Dala Nari Manka Prati Atyachar Karuchi Se Dala Ku Samratha Karuchi Sura Example Hela 1- Pari, 2- Mamita, 3- Babina, 4- Itishree, 5- Madhabilata, 6- Smitarani, 7- Ruchika, 8- Pihu Aemanka Prati Hoithiba Atyachar Jadi Kehi B J D Ku Vote Debe Mane Rakha Semanka Maa Nk Abhisap Re Tame Mane Sabu Bhasma Hoijiba Karan Tanka Atam Kanduchi Aethar Vote Aemanku Naya Deba Pain Kintu Mane Rakha Nari Pisasi Dala Heuchi B J D Bujhila
ଏ ମାଧିଆ ସୁର କହିଥିଲା କଣ ନା ପ୍ରଭୁ ରାମ ଚନ୍ଦ୍ର ବିନା ଦୋଷ ରେ ସୂର୍ପଣଖା ନାକ କାଟିଥିଲେ ଆଉ ଏ ସୁର କୁଆଡେ ନ୍ୟାୟ କରୁଥିଲା ଏଇନା ସେ ନ୍ୟାୟ କୁଆଡେ ଗଲା ଏ ପେଲେଇ ପୁଅ ଗାଣ୍ଡୀ ରେ ତତଲା ଲୁହା ଖଡ଼ିକା ଚେଙ୍ଗି ଦେବା କଥା 😡
Perfect💯👍
😂😂😂sura bhai no -1
Jay jaganatha Jay odisha super news
Jay jagannath
Manmath bhai sure jitibi
Bala na
ସୁର ଭାଇ ଭାରି ଭଲ ଲୋକ
ସେ ଜଣେ ଲୋକ ପ୍ରିୟ ନେତା ଲୋକ ଙ୍କ ପାଇଁ ବହୁତ ଭଲ କାମ କରିଛନ୍ତି। ତାଙ୍କ ପୁଅ ବି ଜଣେ ମହାନ ଲୋକ ସେ ଜଣେ ଉଚ୍ଚ ଶିକ୍ଷିତ ଓ ପାଇଲଟ
😂😂😂 ete bhadra lok je sesare bikri hei gale, congress ku b dhoka dei dele Beiman te sura rout
କଂଗ୍ରେସ ଛାଡ଼, ନଚେତ ବିଦା ହେବ, ପୁଅ ପାଇଁ ପ୍ରଚାର କର, କିଏ ମନା କରୁଛି, କଂଗ୍ରେସରୁ ଅନେକ ଛାଡିଲେଣି, ତୁମେ ଗଲେ ପୁତୁରା ଆସିବ, ଜୟ କଂଗ୍ରେସ
ମାଡ଼ିଚାଲ ..😂😂
ଚାଟୁକାରିତା ଯଦି ଶିଖିବେ ତ ସୁର ରାଉତରାୟ ପାଖକୁ ଯାଅ ରାଜନୀତି ଏକ ଲଟେରୀ ଗୋଟେ ବିଜେଡି ଆଉ ଗୋଟେ କଂଗ୍ରେସ ଯେଉଁ ଥିରେ ହେଲେ ବାଜିବ ତ ଆଉ ଘରକୁ ପଇସା ଆଉ ପଦବୀ ମିଳିଲେ ଗଲା ଆଉ ସବୁ ଚୁଲିକି ଯାଉ 😜😜😜
Sur sir is the very best parson 🎉❤❤❤❤ God bless you sur sir
Madi chala oh beautiful 😻
ଏଇ ଭଳି କଥା କହି ଖୁର ମାରି ଦେବ ରାଉତରାୟ ସୁର 😜😜😜
Thaka number one
❤❤ Best
Good father
🔥🔥🔥jitiba👍👍
Right
ସେବା କରିବା ଇଛା ତେବେ ସ୍ୱାଧୀନ ପ୍ରାର୍ଥୀ ରେ ଛିଡା ହୁଅ ଦେଖିବ ତିନି ଅଙ୍କ ର ଭୋଟ ମିଳିବନି ତୁମ ପରିବାରକୁ
❤❤
Wowww dilaka
Beautiful😅
Stat forward loka very nice
Madi chalo🎉🎉🎉
Sura bhai pua ku win kara nichita bikas heba mo biswas thare chance dia manmath ku
Bikash pandian ra heba
Odisha ra @@manojsamal2145
Bikash mane kan bujhicha na khali kahi bahar katha kahi daucha..
Mahan bapa
Sura bhai jindabad
💞
Vai au tike episod long heithile valahei thanta
ସୁର କଂଗ୍ରେସ ପାଇଁ କମ ବେଜେଡ଼ି ପାଇଁ ବେଶି ପ୍ରଚାର କରୁଛନ୍ତି
❤❤❤❤
😮😮
ସୁର ବାବୁ ଖାଲି ପବନରେ ଉଡୁଛନ୍ତୁ। ସାନ ପୁଅ ଯୋଗୁଁ ଗର୍ବିତ । ପୁଅ ଜିଟିଗଲେ ଆଉ ହେବାର ହେବେନି । ସବୁ ଆଡ଼େ ଟା ଲି ଦେବେ।
Madichala sura bhai
ମାଡ଼ି ଚାଲ
Jokar paribara🎉
ଡହରା ସୁରବାବୁ
ସୁର ରାଉତ ରାୟ ଦୁଇ ମୁହାଁ ସାପ, ସେ ବିରୋଧୀ ଉପାଦାନ ପ୍ରଚାରକୁ ସମର୍ଥନ କରି କଂଗ୍ରେସ ଭୋଟ୍ ନଷ୍ଟ କରୁଛନ୍ତି। ପାଇକ କାର୍ଡ ଖେଳିବା ବନ୍ଦ କରନ୍ତୁ | ପାଇକ ତୁମକୁ ବିଶ୍ୱାସ ଭାଙ୍ଗିବାର ଉତ୍ତର ଦେବ |
ସୁର ଭାଇର ଦୁଇ ପୁଅ ହେଉଛନ୍ତି ବିଜେପି ଟୁଲ କିଟ୍ | ବିଜେପି ଜିତିବ କାରଣ ବିଜେଡି ଏବଂ କଂଗ୍ରେସ ମଧ୍ୟରେ ଭୋଟ୍ ବାଣ୍ଟିବା ପାଇଁ ଉଭୟ ଭାଇଙ୍କୁ ଭାରି ଟଙ୍କା ଦିଆଯାଉଛି। ଏହି ଯୋଜନା ଉଭୟ ଭାଇ ଏବଂ ବିଜେପି ପାଇଁ ଏକ ବଡ଼ ବିନାଶ ହେବ।
Thiik
🙏 ସାର୍ ଆପଣ ଙ୍କ ପ୍ରତି ମୋର ସମ୍ମାନ ଦିନ କୁ ଦିନ ବଡି ଯାଉଚି
😂😂😂
Seva kari mewa khaichanti ghare basi ac lagai nisha gala ree rang ghansile 😊
😂😂😂😂
❤😂
Surababu should take rest.
Should not be obstacle for sons.
Bbsr re aparajita madam jituchhanti, manmat routroy harijiba.
ତାମିଲ ପାଖରେ ବିକ୍ରି ହଇଥଵା ନେତା
ସୁର କାହାକୁ ଭୋଟ ଦେବ, ଟିକେ ପଚାରନ୍ତୁ ଯଦି ସେ ଶଙ୍ଖ ରେ ଦେଲେ ତାହାଲେ ସିଏ କୋଉ କଂଗ୍ରେସ ବୋଲି କହିବା, ଯଦି ହାତରେ ଦେବେ ତାହେଲେ ସେକେମିତି ଅନ୍ୟ ଲୋକଙ୍କୁ କହୁଛନ୍ତି ତମେ ମୋ ପୁଅ କୁ ଦେବେ ସେ ନିଜେ ଦେଉନାହାନ୍ତି ଅନ୍ୟ କୁ କେମିତି ପଚାରୁଛନ୍ତି କିଛି ଇଜତ ବୋଲି ଟିକେ ରଖ
Palan karani
Au achhi jekhaiba.
Allha jisu to pua paine kama karibe but Jagannath sri ram to pua ku birodha karibe 100℅
😂😂😂😂😂😂😂😂
Madi chala ame dadana odisha jibu
Swarthapara neta😅
ସୁର ମୁଣ୍ଡ ଆଉ କାମ କରୁନି ।ଖାଲି ଦଇଲଗ ମାରୁଛନ୍ତି ।ପାଗଳ ଖାନା ରେ ବହୁ ଜାଗା ଖାଲି ଅଛି ।ସେଇଠି ଯାଇ ପାଗଳ ମାନଙ୍କର ସେବା କରନ୍ତୁ ।ଏ ବାପ ପୁଅ କୁଆଡେ ଜନସାଧାରଣ ଙ୍କ ସେବା କରିବା ପାଇଁ ଜନ୍ମ ହୋଇଛନ୍ତି ।
Majhi re majhi re ala ku Kani purucha sura aja ab. Ki bar 400 par😅
Politician pua mane seva kari janichanti.
ଆପଣଙ୍କ ପାଇଁ ସବୁ ଦଳର ପତାକା ମାନେ ତ୍ରୀରଙ୍ଗା ପତାକା ଦରକାର।
Sura babu katha gote kama ...
Hai Hai maja madunahi. Congress should dismissed him. Sura bhai should support directly to his son. Loka mane thik jabab debe. Lastly Thakur niku daka. Sura bhai nkar mana dukha.
Jay Shree Lingaraj 🙏🙏🙏🚩 Jay ho Bjd Jindabad 🚩 Manmath Rout Ray Jindabad 🚩
Amee sabu bhakuaa taaaa😂
Great planing 😢
SURA BABU AAU NIGA ISGAT KU NILAM KARANAHI.
Co9
Ta pua hariba ta final
Congress ticket re Bhubaneswar ru nelani.. pita lagila 😅
media nku paisa dei set karichhi..e nandhighosh tv sura ra gote astra..
Kahuchi ta direct kahiba boli ta sangathana ku au kn rahila je se Hariba kebala ari pain
ଏ ଶଳା କୁ ବାଚାଳ ଧରିଲାଣି
Sura babu nka pari swartha para neta hatao rajya tatha deshara gareeb voter nka sanmana auu deshare ganatantra bachao sura routray hai hai
Congres coming but you are going to another party as you like is this dialouge of sr leader .dual meaning bite for what.
ଭୁବନେଶ୍ୱର Bjd Mp ପ୍ରାଥୀ ଠିକ ଦେଇଛି ମନ୍ମଥ ଜିତିବା ନିଶ୍ଚିତ
Saabu party sange ruha bepari
Akutia tamara pua achii au sabu upadu padichanti!!!
Balo ta jitibu
TV re Sura Bhai Joker. Thik katha loka mane vichar karibe. Joker nkar speech samaste enjoy karanti.
Blood Relation
Sir do not say more about your son.you may help to your son secreatly
ଖାଲି ବାଣ୍ଡ ଭାଷଣ 😄😄ଛୋଡ଼ି ଚାଲ
ପୁଅ କୁ ନଟେକିଲେ ବୁଢା କାଳକୁ ଖାଈ ବାକୁ ପାଈବନି, ତାକୁ ଛାଡି ଦିଅ ଏଈଟା ଗୋଟେ କାଟୁନଟା
ଆଗରୁ ଲାଗୁଥିଲା ସ୍ୱାଭିମାନ ପ୍ରଥମେ ତା ପରେ ଦଳ କିନ୍ତୁ ଏବେ ସବୁ ପାୱାର ପଛରେ ପାଗଳ। Congress ରକ୍ତ କୁଆଡେ ଗଲା 😂
BJD ବିଜେଡି ସରକାର ଜୟ ହେଉ
ଜୟ ଜଗନ୍ନାଥ ଜୟ ଜଗନ୍ନାଥ🕉🙏🙏🙏🙏🙏🙏🙏🙏
ଭାଇ ମାନେ ମୋ ଉପରେ ରାଗୁଥିବ
ହେଲେ ଆମଦେଶର କଣ ଚାଲିଛି
ଟିକେ ଭିତରକୁ ପଶି କିନା ଦେଖ
ତାପେର ଜାଣିବ ❤❤❤
ମହାପ୍ରଭୁ ଜୟ ଜଗନ୍ନାଥ🕉🙏🙏
ଓଡିଆ ଓଡିଶା କୁ ଏମିତି
ବଜେଡି ନବିନ ହାତ ରେ ଟେକି ନାହାଁନ୍ତି ମହାପ୍ରଭୁ ଜୟ ଜଗନ୍ନାଥ🙏🙏🙏🙏🙏🙏🙏🙏🙏🕉
Nice joker
Sura pua ethara soipadib
Without politics there is no other alternative to serve the people. Perhapes there is no other candidate in jatani except your son.
Param Mgh bapa pua
Bopa pua drama trenig aghru hei thila
Ta pua hariba