Mahesweta Ray Said That She Grew Up Watching Rath Yatra ||EP - 39 || Podcast With Mahasweta Ray
Вставка
- Опубліковано 16 вер 2024
- ଓଡ଼ିଆ ସିନେମା ଜଗତରେ ଜୀବନ୍ତ କିମ୍ବଦନ୍ତୀ ।
ଆସନ୍ତୁ ଜାଣିବା ଓଡ଼ିଶାର ସୁନାମଧନ୍ୟ ଅଭିନେତ୍ରୀ ମହାଶ୍ୱେତା ରାୟଙ୍କ ଜୀବନର କିଛି ଅକୁହା କାହାଣୀ...
#ArgudPodcast #arguspodcastwithsangram #SangramwithArgus #KichiKathaKichiBarta #ArgusDigital #MahaswetaRay #Actress #InterviewWithMahaswetaRay
Follow us on Instagram :
/ argustvdigital
Argus Digital is yet another initiative by Argus News to cater for the ever expanding needs and interests of viewers. The new digital channel will be in addition to the existing social media handles. The intent is to create more bandwidth at our end so that we can give you more information, videos, packages, among other things.
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNew...
Android App: bit.ly/ArgusNew...
Live TV: argusnews.in/l...
Facebook: / argustvdigital
UA-cam- / @argusdigital.official
Instagram: / argustvdigital
Watch Final Episode !
ua-cam.com/video/rcDF2NB1rLo/v-deo.html
ମୋତେ ବହୁତ ଭଲ ଲାଗେ ସଂଗ୍ରାମ ବାବୁଙ୍କର ଉପସ୍ଥାପନା 🙏 ରମାକାନ୍ତ ସାହୁ ଜଣେ କଣ୍ଠଶିଳ୍ପୀ ଓ ସଂଗୀତ ନିର୍ଦେଶକ 🙏
Mote bhi bhala lagu thila puni janili se godi media member 😂
ପ୍ରକୃତ ରେ ସଂଗ୍ରାମ ବାବୁ, ଆପଣଙ୍କର ଉପସ୍ଥାପନା ବୋହୁତ ସୁନ୍ଦର୍। ପ୍ରଭୁ ଜଗନ୍ନାଥଙ୍କ ଆଶିର୍ବାଦ ସବୁ ବେଳେ ଆପଣଙ୍କର ଉପରେ ରହିଥାଉ 🙏
ଆଉ Argus Podcast ଏମିତି ଚାଲିଥାଉ
Waiting for the next part ......
No attitude..no ego ..vry simple..u r vry beautiful Mam..🥰🥰🥰🙏🙏🙏
ଅଦ୍ଵିତୀୟ ମହେଶ୍ୱତା ରାୟ 🙏 ଆପଣ ଙ୍କ ଅଭିନୟ କାଳ ଜୟୀ 🙏❤
ସମ୍ଭବ ତୋ ନୁହେଁ, କିନ୍ତୁ ଜୀବନ ରେ ଥରେ ଆପଣଙ୍କୁ ଦେଖି ବାକୁ ବହୁତ ଇଚ୍ଛା, ମୁଁ ଦୂରରୁ ଦେଖିକରି ଆପଣଙ୍କୁ ଖୁସି ହେବାକୁ ଚାହେଁ, ଇତି ଆପଣ ଆପଣଙ୍କ ର ଜଣେ ନମ୍ର ପ୍ରଶଂସକ 😊🙏
Yes possible mam. Text ur contact I'll coordinate you
ଅଳ୍ପ ଦିନ ତଳେ news 18 re interview ଦେଖିଥିଲି କିନ୍ତୁ ଏ interview ବହୁତ୍ ଭଲ।❤❤
Yes
Bahut khushi lagila ,,emiti legend artist nka interview dekhiki❤
Only Sriram panda nka sahita mahasweta ray nka chemistry ohhhh really superb . Like real couple .
Best interview..
ମହାଶ୍ୱେତା ରାୟ ହେଉଛନ୍ତି ଓଡ଼ିଆ ସିନେମା ଜଗତର କିମ୍ୱଦନ୍ତୀ କଳାକାର। ଏକଦମ୍ ଜୀବନ୍ତ ଅଭିନୟ ତାଙ୍କର। ଅନେକ ଅଭୁଲା ସିନେମାରେ ତାଙ୍କ ଅଭିନୟର ଛାପ ଆଜିବି ଜୀବନ୍ତ। ଆମ ଓଡ଼ିଶା ଏଭଳି କଳାକାରଙ୍କ ପାଇଁ ଗର୍ବିତ।
ବହୁତ ସୁନ୍ଦର ବିଚାର ଥିବା ମଣିଷ❤
Professor Rajkishore Ray nka sukanya Mahasweta.
He was Professor in SCS college
Principal ,Ravenshaw evening College,Circle Inspector of Schools ,Berhampur.
Mam ଭଗବାନ ଆପଣଙ୍କୁ ଦୀର୍ଘାୟୁ ସୁସ୍ଥ ଆଉ ବହୁତ ସୁନ୍ଦର ଜୀବନ ପ୍ରଦାନ କରନ୍ତୁ, ଆପଣ ଜଣେ ଉଚ୍ଚୋକୋଟର କଳାକାର, ଆଉ ଜଣେ ଉଚ୍ଚୋକୋଟିର ମଣିଷ, ମୁଁ ଆପଣଙ୍କୁ ବହୁତ ଭଲ ପାଏ Mam, ଆପଣ ଜଣେ ଆଦର୍ଶ ମଣିଷ ବି, ମୁଁ ଆପଣଙ୍କର ସବୁ ଚଳଚ୍ଚିତ୍ର ପ୍ରାୟ ଦେଖିଚି,Love you Dear Mam ❣️❣️❣️❣️❣️❣️❣️ ଶବ୍ଦ ନାହିଁ ଆପଣଙ୍କ ବ୍ୟକ୍ତିତ୍ବ ବର୍ଣ୍ଣନା କରିବା ପାଇଁ, ଅବର୍ଣ୍ଣନୀୟ ଆପଣ, ଆପଣଙ୍କ ପାଇଁ ବହୁତ ଭଲପାଇବା ଆଉ ଶୁଭକାମନା ପ୍ରିୟ Mam ,God bless you ❤️❤️❤️❤️❤️❤️❤️❤️❤️❤️❤️🙏🙏🙏🙏🙏🙏🙏🙏🙏🙏🌹🌹🌹🌹🌹
ଶେଷ ଶ୍ରାବଣ ମାଣିକ ଠାରୁ ଆଜି ପର୍ଯ୍ୟନ୍ତ କେବଳ ମହାଶ୍ୱେତା ମ୍ୟାମ୍ ଙ୍କ ଭଳି ଆଉ ଦ୍ଵିତୀୟ କିମ୍ବଦନ୍ତୀ ନାୟିକା ଆମକୁ ଆଉ ମିଳିବେନି।
ଦିଦି ପ୍ରଣାମ ; ସବୁ ମୁଭି ଭଲ କିନ୍ତୁ ସଜନିଗୋ ସଜନୀ ଗୋଟେ ମୂଭି ଆମେ କେବେବି ଭୁଲିପାରିବିନି ଆପଣଙ୍କ ସାଙ୍ଗରେ ଯଦି କଥା ହେଇଥାନ୍ତି ମୋ ଜୀବନଟା ଧନ୍ୟ ହୋଇଯିବ ତେଣୁ ଆପଣଙ୍କ ଅନୁରୋଧ
, ମହାଶ୍ୱେତା ରାୟ ଅନନ୍ୟା ପ୍ରତିଭା ତାଙ୍କ ବିପକ୍ଷରେ କ'ଣ ଲେଖବି ଏ ଭଳି ଅଭିନେତ୍ରୀ ଙ୍କୁ ମୋର ପ୍ରଣାମ
ମହେଶ୍ୱତା madam ଙ୍କୁ କିଏବା ଭୁଲି ପାରିବ ଯେଉଁ ମାନେ। ତାଙ୍କର ଅଭିନୟ। ନୃତ୍ୟ ଦେଖି ଛନ୍ତି ତାଙ୍କର ଦୀର୍ଘାୟୁ। କାମନା କରୁଛି
Heartly sangram sir nku tq tq so much
Savinku bahut respect dei bhala re katha huanti ❤
Thank you for inviting legend of our land.....
This is how an interview should be conducted .Very good podcast the host has very meticulously framed the questions and allowed the guest without interrupting the flow . Glad to know so many details about the life of legend actor Mahasweta Ray..
More unrevealed things in Second part.. Coming Soon..
Ebe Argus podcast amaku kicchi samay sei odia film dunia ku neijauchi karan se bhali film au dekhibaku miluni.
❤Lot Of Love From PuriDham 📿⭕❗⭕🚩🛕🔔🙇🙏
🪷Jay Shree Jagannath Swamy 📿⭕❗⭕🚩🛕🔔🙇🙏
ବହୁତ ବହୁତ ବଢିଆ ଲାଗୁଚି argus podcast
Unique program orgus podcasta. Bahut badhia
କାଳିଆ କରୁଣାର ପରବର୍ତ୍ତୀ ପର୍ଯ୍ୟାୟ କେମିତି ଜାଣିବାକୁ ମନରେ ଅନେକ ଉତ୍କଣ୍ଠା, ଜଣାଇବାକୁ ନିବେଦନ ଓ ପ୍ରଣାମ.
Superb n touchy interview. A versatile actress of odia industry Mahesweta Mam.. ❤.. 🙏God bless u mam...
ମହେଶ୍ୱେତା ମା ଓଡ଼ିଆ ଚଳଚ୍ଚିତ୍ର ଜଗତର ମା 💙💙💙ଆଉ ମାନସ ବାବୁ ଯିଏ କନକ ଟିଭି ରେ ଥିଲେ ବି କେମିତି ଇଣ୍ଟରଭିୟୁ ନିଆ ଯାଏ ସଂଗ୍ରାମ ସାର ଙ୍କ ଠୁ ଟିକେ ଶିଖିବା ଦରକାର । ସଂଗ୍ରାମ ସାର ବହୁତ ସୁନ୍ଦର ଭାବରେ ପ୍ରଶ୍ନ କରିଛନ୍ତି ଆଉ ମାନସ ବାବୁ ଖାଲି ରାଜନୀତି ...
ଓଡ଼ିଆ ହିରୋଇନ୍ ମାନଙ୍କର ରାଣୀ❤❤❤
Always a unique way of anchoring the podcast to evoke smiles throughout the show. 🙏
Sangram sir! It is simply a good podcast, because here you dived a great depth to collect the pearl.I came also at 76 and at my teen (
ଓଡ଼ିଶା ନମ୍ୱର୍ ୱାନ ହିରୋ ଶ୍ରୀରାମ ପଣ୍ଡା , ନମ୍ୱର୍ ୱାନ ମହେଶ୍ଵତ୍ତା
ମହାଶ୍ୱେତା ରାୟ ପରୀ କିଏ ହେବ ନାହଁ। ବହୁତ ସୁନ୍ଦର ଆଉ ଅଭିନୟ ଅତି ସୁନ୍ଦର।
ମହାଶ୍ଵେତା ଓଡ଼ିଆ ଚଳଚିତ୍ର ର ବତୀ ଘର l
Thanks
Nice sir
@@gopalsamall8365😘😊
Million million thanks to Sangram Babu for arranging such programs. Really I have been enjoying your shows since it started. Mahesweta Ray is a legend in Odia film, versatile artist. I request you to bring the unsung heros of our state to your program.
Second part coming soon with more unrevealed things.
My favourite actress.
Golden era of odia films.
Mahasweta Apa is the living legend of odia film industry. Her eyes talks a lot. No one can be compared with her.
Ama queen maheswata mam real actres my favorite maheswata mam and aparajita mam 🎉🎉
ଆମ ସମୟ,ର କଳାକାର. ପ୍ରଥମ ରଂଗୀନ୍ ଚଳଚିତ୍ର ଶେଷ ଶ୍ରାବଣ,ରୁ ଆରମ୍ଭ ହେଇଥିଲା. ଗୋଟିଏ ଉଚ୍ଚକୁଟୀର କଳାକାର ଏବେ ଶସ୍ତା କଳାକାର ଛି& ଆର୍ଟିଫିସିୟାଲ୍ ବିଲ୍,କୁଲ୍
Right
Pratham rangin chalachitra gapa hele bi sata
ମହାଶୟା ଓଡ଼ିଆ ଚଳଚିତ୍ର ଜଗତରେ ନାୟିକାମାନଙ୍କର ଅଭିନୟର ଚିରାଚରିତ ଧାରାକୁ ଭାଙ୍ଗି ନୂତନ ଧାରା ଆରମ୍ଭ କରିଥିଲେ ଆଉ ନାୟକମାନଙ୍କ ଅପେକ୍ଷା ଦର୍ଶକମାନେ ତାଙ୍କ ଅଭିନୟ ଦେଖିବାକୁ ପ୍ରେକ୍ଷାଳୟ ଯାଉଥିଲେ। ତାଙ୍କର ଯାଦୁ ଏବେ ବି କମ ନୁହେଁ।
Mahasweta Roy nka sabu acting mote bahut vala lage.
Madhuri Dikshit of odisha❤❤❤
Maheswata mam jane uchakotira actor. Mam nka sabu film bahut sundar lage. ❤❤❤❤
Upastapana bahut bhala thila.
Kede sighra sarigala janapadilani....bahut sundar podcast
Bahut badhia. Mahaswetanku mun bahut bhala pae.
Mahasweta Roy jane emiti jane artist jahara Akhi katha kuhe & jieki aaji paryanta nija dignity maintain kariki rakhichhanti. Apana first female heroine jieki as a female lead ra era start karithile & ebebi kari aasuchhanti jemiti ki Bou Sabatamaa etc.
Old is Gold🏆🏆🏆🏆
Pilabele dekhichi madamnkar ki rialistic acting ba bahut bahut dhanyabad God blessyou
Dhanya bad sir mam nku anithinaru
❤❤❤❤Loved this episode, I used to watch Mam's picture regularly at Rourkela , it was a Golden period.
Bhala laguchi argus podcast
ମହେଶ୍ୱତା ❤️❤️❤️ଦ ବେଷ୍ଟ 🌹🌹🌹
Best episode today..Maheswata mam
ଓଡ଼ିଆ ସିନେମା କହିଲେ ମୁଁ ମହାଶ୍ୱେତା ରାୟଙ୍କୁ ହିଁ ବୁଝେ । କାରଣ ତାଙ୍କ ପରେ ଆଉ ପୂର୍ବରୁ ବହୁତ ଅଭିନେତା,ଅଭିନେତ୍ରୀ ଆସିଛନ୍ତି,କିନ୍ତୁ ବିଜୟ ମହାନ୍ତି ଓ ମହାଶ୍ୱେତା ରାୟ ଅନନ୍ୟ,ତାଙ୍କ ଜୀବନ୍ତ ଅଭିନୟ ଅବର୍ଣ୍ଣନୀୟ ।🎉🎉
Mahasweta Ray, evergreen star of odia film industry
I really like your presentation because it is of very high quality.
Legendary actress in odia industry
ସଂଗ୍ରାମ ସାର ଏବଂ ମହେଶ୍ବତା ରାୟଙ୍କୁ ପ୍ରଣାମ।
Living legend Mahasweta Maam.
Sangram bhai best journalist of Odisha❤
ବହୁତ ସୁନ୍ଦର episode
A great actress of Odia film.
ଅତି ସୁନ୍ଦର ପ୍ରୋଡକ୍ୟାଟ ❤
Bahut Dina ru apekhya thila emiti ka podcast
ମହାଶ୍ଵେତା ମ୍ୟାଡ଼ାମ ଏକ ଅନନ୍ୟ ଓ ବିରଳ ବ୍ୟକ୍ତିତ୍ୱର ନିଦର୍ଶନ.....ନା କେହିଥିଲେ ନା ହେବେ......
ତାମିଲନାଡୁ ରାଜନୀତିରେ ଯେମିତି ଜୟଲଳିତା ତାଙ୍କୁ ଆମ୍ମା ବୋଲି ସମ୍ବୋଧନ କରନ୍ତି, ମୁଁ ଭାବୁଚି ଯଦି ଆମ ଓଡ଼ିଶାରରାଜନୀତିରେ ଯଦି ମହାଶ୍ଵେତା ମ୍ୟାଡ଼ାମ ଥାନ୍ତେ ବୋଧ ହୁଏ ତାଙ୍କୁ ମା ବୋଲି ସମ୍ବୋଧନ କରାଯାଇଥାନ୍ତା
Bhai ama odisha re Jia politics ku entry karuchi taku bahut hate karuchanti support be nahi
ଜୟଲଳିତା ଯାହା ତାଙ୍କ ଜୀବନ ରେ ସାଧାରଣ ଜନତାଙ୍କ ପାଇଁ କରି ଯାଇଛନ୍ତି , ତାଙ୍କୁ ଆଜି ଯାଏ ଲୋକୋମାନେ ଭଗବାନ ଭାବେ ସମ୍ବୋଧନ କରନ୍ତି । ମହେଶ୍ୱେତା ମ୍ୟାଡାମ ରାଜନୀତି ରେ ଆସିଥିଲେ ହିଁ ଯେ ଲୋକ ମାନଙ୍କ ସେବା କରି ପାରିଥାନ୍ତେ ଏହା କେତେଦୂର ଯଥାର୍ଥ ?
ବହୁତ ସୁନ୍ଦର ଉପସ୍ଥାପନା
Maa Sri Aurobindo 🙏
ମ୍ୟାଡାମ୍ ମହେଶ୍ଵତା ରାୟ ଜଣେ ସ୍ପଷ୍ଟବାଦୀ ମଣିଷ, ଯେତିକି ମୁଁ ଜାଣେ।
ବହୁତ ସୁନ୍ଦର ଲାଗୁଛି❤
Mahasweta ai mahasweta only mahasweta.
ଭାଇ ଆପଣଙ୍କ ଭଏସ ଭଲ ସ୍ଵାକ୍ଷତକାର ବହୁତ ଭଲ ନେଉଛନ୍ତି
Sriram panda mahesweta jodi best
So beautiful and lovely actress.
ବହୁତ ଭଲରେ ଉପସ୍ଥାପନା କରନ୍ତି ସାର.. 🙏🏽❤️🌹
Bollywood re jemiti Rekha semiti aam Odia Cinema ra Mahasweta ma'am evergreen
Sangram babu apana prasna pachari bare Salina ta achhi thnku
❤❤❤❤❤❤ Best acting Odia film "Kulanandana"❤❤❤❤❤❤
Legend of Ollywood Industry ❤️
Very nice interview.
Mahasweta roy bahut valolaganti mote thanks mam❤❤❤🙏🙏🌹🌹
Versatile actor ❤❤❤
Interview ru puruna kathaku mone pakei khusi laguchhi
Mam Amara dirghau huantu Jay jagannath
Queen of ollywood ❤
2nd part apekhya ...re
Ama @Khurda ra maheswata suni ki ,khushi lagila ...
Seram panda nku dakantu
A splendid programme,Jay jagannath
I'm a Big fan of Mehesweta mam 😊
Sangram sir you r one of my favourite....🥰🥰🥰
ବହୁତ ଭଲ ଲାଗିଲା. ଦ୍ଵିତୀୟ ଭାଗ କୁ ଅପେକ୍ଷା
Super podcast🎉
Jay shree jagannath maheswota sister film lalapanbibi odia film mu dekhichhi ❤❤❤❤
Odisha Legend actor Maheswata roy mam
Mahashweta,Aparajita ,Anita ,Bina,singdha,namrata and Tandra mem samastanka abhinaya bahut hi riality lage au samastanka abinaya mate bahut bhala lage .
Love and respect ❤🙏
ଦୁଃଖ ର କଥା ହିନ୍ଦ୍ ହଲ ଆଉ ନାହି
Most favourite ❤
ଆମ ମାଣିକ ତ ସୁନା କନିଆ....🌹
Respect for you mam❤❤❤
Sangram Babu you are the best upashapaka ❤ love you 🙏