ବିଏମସିକୁ ବଳ ଦେଖାଇଲେ କିଶୋର ଭାଇନା ! || Kishore Mutton Hotel Back In Business || Odisha Reporter

Поділитися
Вставка
  • Опубліковано 28 лис 2024
  • ମଟନ ତରକାରୀର ରଙ୍ଗ ହୁଏତ ଗ୍ରାହକଙ୍କୁ ଆକୃଷ୍ଟ କରିପାରେ। କିନ୍ତୁ ପାଟିକୁ ସ୍ବାଦ ଲାଗୁଥିବା, ଏଇ ମଟନ ତରକାରୀ, କିଭଳି ପରିବେଶରେ ପ୍ରସ୍ତୁତ ହେଉଛି, ତାର ଖୁଲସା କରିଛି ବିଏମସିର ଖାଦ୍ୟ ସୁରକ୍ଷା ଦଳ ବା ଫୁଡ ସେପ୍ଟି ଟିମ । ବିନା ଖାଦ୍ୟ ପଞ୍ଜିକରଣରେ, ମଟନ ତରକାରୀ ପ୍ରସ୍ତୁତ ହେଉଥିଲା। ବିଏମସିର ଖାଦ୍ୟ ସୁରକ୍ଷା ଦଳର ଯାଞ୍ଚ ପରେ କିଛି ଏଭଳି କଥା ସାମ୍ନାକୁ ଆସିଥିଲା ଏଇ ଘଟଣା ପରେ ଆଜି ସକାଳୁ ସକାଳୁ, କିଶୋର ହୋଟେଲରେ ପୁଣିଥରେ ଆରମ୍ଭ ହୋଇଗଲାଣି ମଟନ ପ୍ରସ୍ତୁତି।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    UA-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #Odisha #Mutton #kishorebhainamutton #BMC #SpecialStory

КОМЕНТАРІ • 788