Це відео не доступне.
Перепрошуємо.

ବିଧାୟକଙ୍କ ମନରେ ମନ୍ତ୍ରୀ ଭାବ ପାଇଁ ନବୀନଙ୍କ ନୂଆ ଯୋଜନା! || BJD Supremo

Поділитися
Вставка
  • Опубліковано 27 сер 2024
  • ଜିତିଥିବା ବିଧାୟକଙ୍କ ମନଥଣ୍ଡା ଓ ମନ୍ତ୍ରୀ ଭାବ ସୃଷ୍ଟି ପାଇଁ ନବୀନଙ୍କ ନୂଆ ଉପାୟ । ନିଜକୁ ଛାଡି 50 ଜଣ ବିଧାୟକଙ୍କୁ ବିଭାଗ ବଣ୍ଟନ କରିଦେଲେ ନବୀନ । ଏହି ବିଧାୟକମାନେ ନିଜ ନିଜ ବିଭାଗର ମନ୍ତ୍ରୀମାନଙ୍କୁ ଘେରିବା ପାଇଁ କରିବେ ରଣନୀତି । 24 ବର୍ଷରେ ବିଭିନ୍ନ ବିଭାଗରେ ହୋଇଥିବା କେଳେଙ୍କାରୀ ପେଡି ଖୋଲିବ ବିଜେପି ! ଏପରି ହେଲେ ମନ୍ତ୍ରୀଙ୍କୁ ଘେରିବେ ନା ଓଲଟି ଘାଇଲା ହେବେ ତାକୁ ନେଇ ପ୍ରଶ୍ନ । ଏହି ଯୋଜନାରେ କେବେ ମନ୍ତ୍ରୀ ହୋଇନଥିବା ବିଧାୟକ ପାଇଲେ ବଡ଼ ବିଭାଗ। Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    UA-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #BJD #NaveenPattnaik #BJDMLA #BJP #BJPGovernment #OdishaPolitics

КОМЕНТАРІ • 169

  • @KishoreNaik-hk7xt
    @KishoreNaik-hk7xt Місяць тому +11

    ନବୀନ ପଟ୍ଟନାୟକ ଠିକ୍ କାମ କରିଛନ୍ତି

  • @prafullamohanty5557
    @prafullamohanty5557 Місяць тому +8

    ବେହିଆ ଙ୍କ ବାରବାଟି ଚାଷ।
    ଦୁର୍ନିତି ର ଗନ୍ତା ଘର ଶଳା ଟି ମାନେ ୨୫ ବର୍ଷ କାଳ ଲୁଟିବା ପରେ ପୁଣି ମନ୍ତ୍ରୀ ଦାୟିତ୍ଵ। ବେହିଆ ଙ୍କ ବାରବାଟି ଚାଷ।।
    ଶଳା ଙ୍କ ପଛରେ CBI ED enquiry ଆରମ୍ଭ କରାଯାଉ ନହେଲେ ଏମାନେ ନୁଆ ସରକାର ଙ୍କୁ ବଦନାମ୍ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି।

  • @bikramroutaray935
    @bikramroutaray935 Місяць тому +21

    ନବୀନ ଠିକ କରିଛନ୍ତି ବିରୋଧୀ ସଶକ୍ତ ରହିଲେ ଶାସନ ଭଲ ହେବ

    • @prafullamohanty5557
      @prafullamohanty5557 Місяць тому +2

      ବିରୋଧୀ ଦଳ ତ ଦୁର୍ନୀତି ରେ ଉବୁ ଟୁବୁ। କେବଳ ED CBI enquiry କରାଯାଉ ସବୁ ଯାକ ଡକାୟତ ସାମ୍ନା କୁ ଆସିବେ।

    • @sarojkumarmuduli4946
      @sarojkumarmuduli4946 Місяць тому

      Yes

    • @prafullamohanty5557
      @prafullamohanty5557 Місяць тому

      @@bikramroutaray935 ନିଜେ ତ ୨୫ ବର୍ଷ ଦୁର୍ନିତି ଛଡା ଆଉ କିଛି କରିନାହାନ୍ତି। ଏବେ ନିଜ କିଳା ନିଜେ ସମ୍ଭାଳିବେ। ବିନାଶ କାଳେ ବିପରୀତ ବୁଦ୍ଧି।

    • @user-dx9xy6hq9l
      @user-dx9xy6hq9l Місяць тому +2

      achha. Kebala odishare nabin sarkar Durniti re ubutubu. Au ama desha sabu rajya durniti mukta. BJP sarakra asichi...duniti mukta odisha rajya gathana karu.

    • @bigdady1281
      @bigdady1281 Місяць тому

      24 barsa re pandu au genda chela mendha sabu kn nabina ra Bala opadu thile

  • @papundehury5009
    @papundehury5009 Місяць тому +7

    ସଶକ୍ତ ବିରୋଧୀ ହେଲେ ସରକାର ଭଲ ଚାଲିବ. ଏତିକି ଭଲ ଖବର ପରିବେଷଣ କର. ଚାଟୁକାର କରନି. ନିଜର ମର୍ଯ୍ୟାଦା ରଖ......

  • @duryodhanmahanta7766
    @duryodhanmahanta7766 Місяць тому +24

    ବିଜେଡି 25ବର୍ଷ କ'ଣ କରିଛି ତାର ସମୀକ୍ଷା କରୁ। ଏ ବିରୋଧୀ ମନ୍ତ୍ରୀ ମଣ୍ଡଳର କିଛି ମାନେ ନାହିଁ।

  • @JayJagannath0307
    @JayJagannath0307 Місяць тому +3

    Strong opposition

  • @Mr24811
    @Mr24811 Місяць тому +1

    ଜଣେ ବିଶିଷ୍ଟ ରାଜନୀତିଜ୍ଞ ମାନେ ଏମିତି ନିଷ୍ପତ୍ତି ନେଇପାରନ୍ତି ???

  • @santoshnayak5355
    @santoshnayak5355 Місяць тому +18

    25 ବର୍ଷ ଶାସନ ରେ ରହି ଓଡ଼ିଶାରେ କିଛି କରିପାରିଲ ନାହିଁ ଏବେ ହାରି କଣ ଏମିତି କରି ପକାଇବ ଯେ

    • @trilochandhada21
      @trilochandhada21 Місяць тому +2

      ଲାଗୁଚି 25 ବର୍ଷ ରେ ସୁରତ ରେ ରହୁଥିଲେ ଲାଗୁଛି

    • @dipakkumarswain8520
      @dipakkumarswain8520 Місяць тому +5

      Bhai tame andha na Tama akhi nai Kan କରିଛି ନବୀନ ସରକାର ଟିକେ ନିଜ ମନ କୁ ପଚାର ତା ପରେ କହିବ ତମ bjp remot pa Modi hata re

    • @prafullamohanty5557
      @prafullamohanty5557 Місяць тому +2

      କିନ୍ତୁ BJD ର ଦୁର୍ନିତି ଆକାଶ ଛୁଆଁ

    • @santoshnayak5355
      @santoshnayak5355 Місяць тому

      @@dipakkumarswain8520 ସେଥିପାଇଁ ତ ଓଡିଶାର ବିଭିନ୍ନ ପୀଡ଼ିତା ନ୍ୟାୟ ପାଇ ନାହାଁନ୍ତି ..ଉଦାହରଣ ପରୀ, ପିହୂ, ମମିତା,ଇତିଶ୍ରୀ ,ବେବିନା ,ମାହାଙ୍ଗା ଡବଲ୍ ମର୍ଡର ଏମିତି 50 ପରିବାର ଠୁ ଅଧିକ ନ୍ୟାୟ ପାଇ ନାହାଁନ୍ତି ...

    • @santoshnayak5355
      @santoshnayak5355 Місяць тому

      @@dipakkumarswain8520 ଆଉ ରହିଲା ଓଡ଼ିଶାର ସମସ୍ତ ଯୁବକ ଯୁବତୀ ପାଠ ପଢ଼ି ବେକାର ହୋଇ ଦାଦନ ଖଟିବାକୁ ଯାଉଛନ୍ତି ତୁମେ ଓଡ଼ିଶା ଓଡ଼ିଆ ପୁଅ ତୁମେ କଣ ଏହି ସବୁ ଦେଖି ନଥିଲ

  • @gopalpalata6366
    @gopalpalata6366 Місяць тому +1

    25 ବର୍ଷ ରେ ଶାସନ ରେ ରହି କିଛି କରିପାରିଲେନି ଏବେ ବିରୋଧୀ ମନ୍ତ୍ରୀ ମଣ୍ଡଳ କରି କଣ ଟା ହେବ ହିଁ ତାଙ୍କ ଆତ୍ମା ସନ୍ତୋଷ ଲାଗି ଠିକ୍ ଅଛି ଏମାନେ କଣ ଘାଇଲା କରିବେ ଏମାନେ ତ ଘାଇଲା ହୋଇଯାଇଛନ୍ତି ତେଣ୍ଟ ଚୌକି ପକେଇ ପକେଇ ଘାଇଲା ହୋଇଯାଇଛନ୍ତି

  • @JaiUtkalaMaa
    @JaiUtkalaMaa Місяць тому +3

    କି ନିର୍ଲଜ୍ଜ 😂 ସରକାରରେ ଥିଲା ବେଳେ ବୁଢା ମଦ ପିଇ ଶୋଇଲା । ମନ୍ତ୍ରୀ ଟେଣ୍ଟ ବାନ୍ଧିଲେ । ହାରିକି ମନ୍ତ୍ରୀ 😂😂।

  • @santoshnayak5355
    @santoshnayak5355 Місяць тому +9

    କ୍ଷମତା ନଥାଇ ପଦ ବଣ୍ଟନ କଲେ ସେ କଣ କରିବ ..ବିଧାୟକ ଙ୍କୁ ଖୁସି କରିବା ପାଇଁ vk pandian ଏହିଟା ଗୋଟିଏ ସୁଚିନ୍ତିତ ପଦକ୍ଷେପ

    • @kirankumarswain8107
      @kirankumarswain8107 Місяць тому

      Khyamata Tamar ta sabu janaka 4,5 neicha 😂...kemit kn gote jiti gala na au 😂

    • @archanabarik2330
      @archanabarik2330 Місяць тому

      Pandian Daya re bjp jitichhi....auu bak bak hua nii....🤬

    • @santoshnayak5355
      @santoshnayak5355 Місяць тому

      Vk pandian nisa bodhe ahuri jaini.. public changes chahnile change kale .. kou vk pandian daya ru ..

    • @kirankumarswain8107
      @kirankumarswain8107 Місяць тому

      @@santoshnayak5355 governor pua katha kuha kichi se odia loka ku kn mariki jaichi ..news re dekhu thili

  • @nabakishoresahoo5712
    @nabakishoresahoo5712 Місяць тому +7

    ପୂର୍ବ ସରକାର ସମୟ ର ମନ୍ତ୍ରୀ ମାନଙ୍କୁ CBI ଓ ED RAID କରାଯାଉ I

    • @pramodpradhan3395
      @pramodpradhan3395 Місяць тому

      Haha.. ed and cbi is not control by bjp now

    • @jullysamal6626
      @jullysamal6626 Місяць тому

      Nija ଗାଣ୍ଡିରେ CBI ed ଲାଗିଯିବ
      ଏବେ ନୂଆ ଡିଜିଟାଲ ପଦ୍ଧତିରେ

    • @omsahoo4370
      @omsahoo4370 Місяць тому

      Lagu samstak pache

  • @sarojkumarsahoo9268
    @sarojkumarsahoo9268 Місяць тому +15

    ଡାଲି ନାନୀ ପୁଣି ଛାୟା ମିନିଷ୍ଟର ଆଉ ପାଣ୍ଡୁ😂😂😂😂ଧନ୍ୟ ରେ ହାରାମି ନବୀନ

    • @SangaBhai-dx3xc
      @SangaBhai-dx3xc Місяць тому +3

      Thike se katha kuha Bhai

    • @rudracreation2586
      @rudracreation2586 Місяць тому +1

      Se murkha ta bhai

    • @sarojkumarsahoo9268
      @sarojkumarsahoo9268 Місяць тому

      @@SangaBhai-dx3xc Kan ta bhul kahili bhai

    • @sarojkumarsahoo9268
      @sarojkumarsahoo9268 Місяць тому

      @@rudracreation2586 murkha kiye kire...

    • @rajeshrout3225
      @rajeshrout3225 Місяць тому

      governer pua jharkhandi toka nka saha misi ama odia officer ku khobila ..se babadre BJP kn action nela...... tu sala satare andha .. asiki pandu pandu chileila... mgy tama manaku rasta ghatare godei godei gehinba darkar

  • @manoranjan6364
    @manoranjan6364 Місяць тому +1

    ପ୍ରକୁତରେ ହାରିଲେ ସମସ୍ତ MLA ମନ୍ତ୍ରୀ ପଦ ପାଇଲେ।ଜିତିଥିଲେ ମିଳିନଥାନ୍ତା । ତେଣୁ ସମସ୍ତେ ଖୁସି

  • @jullysamal6626
    @jullysamal6626 Місяць тому +1

    Wow, ସୁନ୍ଦର୍ ଅଭିପ୍ରାୟ

  • @user-mk7ok6fr1j
    @user-mk7ok6fr1j Місяць тому

    Super cute
    Huhsvd

  • @SibaniNayak-lu8sw
    @SibaniNayak-lu8sw Місяць тому +3

    Best,iedea

  • @soumyaranjanpanda7191
    @soumyaranjanpanda7191 Місяць тому +6

    ଏଗୁଡା ସବୁ ମନ ବୁଝିବା ପାଇଁ ବବି ଓ ପାଣ୍ଡିଆନ ର କାମ ନବୀନ ପଟ୍ଟନାୟକ ସାର୍ ଏଗୁଡା କରିନଥିବେ

  • @agastipradhan5050
    @agastipradhan5050 Місяць тому

    24ବର୍ଷ ବିଜେଡିର ମିଖିଆ ଗୁମ୍ପାରେ ଥିଲେ ପାଣ୍ଡିଆନ କୋଟିକୋଟି ଟଙ୍କା ଖର୍ଚ୍ଚକରି ରାଜ୍ୟ ବୁଲିଲେ ମନ୍ତ୍ରୀ ଟେଣ୍ଟ ବାନ୍ଦିଲେ ଓ ଟ୍ରାପିକ ସାଜିଲେ ଏପରି ଚାଲଲା ରାଜ୍ୟ

  • @samirnayak3768
    @samirnayak3768 Місяць тому +5

    ଶାସକ ଦଳ କୁ ନିବେଦନ ବିଧାୟକ ଓ ମନ୍ତ୍ରୀ ମାନଙ୍କୁ ନେଇ ଗୋଟିଏ କମିଟି କରାଯାଉ ଓ ବିଗତ 25 ବର୍ଷ ଶାସନରେ ଯେଉଁ କିଳଙ୍କାରି ଓ ଘୋଟାଲା ହୋଇଛି ତାହାର ତଦନ୍ତ ଓ ସମୀକ୍ଷା କରି ପ୍ରକୃତ ଦୋଷୀକୁ ଧରାଯାଉ ଓ ଆତ୍ମସାତ ଅର୍ଥ ଆଦୟକରି ରାଜ୍ୟ ହିତରେ ଲଗାଯାଉ.
    25 ବର୍ଷ ରେ ନବିନ ସରକାର ନିଜେ ଶାସନରେ ରହି ଯାହାକଲେ ସବୁଠାରେ ଜଣାପଡୁଛି, ଆଉ ଏବେ ବିଭାଗ ଜଗିବେ?

    • @archanabarik2330
      @archanabarik2330 Місяць тому

      Haan re chamcha.....wait Kara .gandi fata heba kemiti....sala chamcha nku jana paduni BJP kemiti auu kaha Daya re jitichhi......🤬🤬

  • @bijayparida8085
    @bijayparida8085 Місяць тому +4

    ବିଜେପି କୁ ଭୋଟ ଦେଇ ଭୁଲ୍ କଲି

  • @alokgouda6570
    @alokgouda6570 Місяць тому +8

    Naveen nka katha chada Governor nka pua nka katha kuha.

    • @gopalpalata6366
      @gopalpalata6366 Місяць тому

      ନବୀନ ତ ସବୁ ନାଟର ଗୋବର୍ଦ୍ଧନ ରାଜ୍ୟପାଳ ଙ୍କ ପୁଅ କୁ ବି ଛାଡ଼ିବା କଥା ନୁହେଁ

  • @JjJj-fm5rl
    @JjJj-fm5rl Місяць тому

    ଓଟିଭି... ସବୁ ମିଡ଼ିଆ ଗୋଟେ ନାଇଁ

  • @user-ji8lm4gx2b
    @user-ji8lm4gx2b Місяць тому

    ❤❤❤❤❤

  • @Samar-papun
    @Samar-papun Місяць тому +3

    ନବୀନ ପଟନାୟକ ମନେ ମନେ ମୁଖ୍ୟ ମନ୍ତ୍ରୀ ହେଇ ଯାଉ ନାହାନ୍ତି କିଏ ମନାକଲା

  • @SangaBhai-dx3xc
    @SangaBhai-dx3xc Місяць тому +2

    Naveen babu jindabad 💚💚 Jay bjd 💚💚

  • @kishorchandrameher5477
    @kishorchandrameher5477 Місяць тому

    ସମସ୍ତଙ୍କୁ ଗୋଟେ ଲେଖା ନାଲିବତୀ ଗାଡ଼ି ସହ x ସୁରକ୍ଷା ବି ଦେବା

  • @niranjanpradhan8299
    @niranjanpradhan8299 Місяць тому

  • @subhalgiri6181
    @subhalgiri6181 Місяць тому

    Ahi bidhayaka Mane sasana karibe

  • @brajakishorepadhi4022
    @brajakishorepadhi4022 Місяць тому +1

    କାଠ ବାଣ୍ଡ ରେ ନବୀନ ପଟ୍ଟନାୟକ ମନ ବୁଝା ବେ।

  • @subashapradhan2505
    @subashapradhan2505 Місяць тому

    madi chala jaya bjd❤❤

  • @Dremy_Date
    @Dremy_Date Місяць тому +1

    ବିଜେପି ର ଆରମ୍ଭ ୟେ ଆଉ ଶେଷ ବି ଓଡିଶା ରେ

  • @reemamaohapatra9821
    @reemamaohapatra9821 Місяць тому

    Nabin patnayak jindabad

  • @user-kb6wr3bk5j
    @user-kb6wr3bk5j Місяць тому +2

    Orgas otv bjd chinta

  • @haridasray7363
    @haridasray7363 Місяць тому +1

    ମନବୁଝା 😊

  • @bapisadangi3373
    @bapisadangi3373 Місяць тому

    ହାରାମି ନବୀନ ପଟ୍ଟନାୟକ ଧୁଆଁ ଅଳିଆଗଦା ବିଜେଡି ଦଳ ଖୁସି ତ ପାଣ୍ଡୁପେଳଚଟା ପାକିସ୍ତାନ ବିଜେଡିଦଳ ଧୁଆଁ କୋରନାରୋଗ ଅତି ଫାଲତୁ ନବୀନ ପଟ୍ଟନାୟକ କୁତାରତଳ

  • @user-gv3pl6bm9t
    @user-gv3pl6bm9t Місяць тому +1

    Boby das ku kan milila

  • @ashokkumardash1032
    @ashokkumardash1032 Місяць тому

    Hinjada Nabina ku tk laza nahi.

  • @kaliajana7857
    @kaliajana7857 Місяць тому +1

    No. Problem. .. Kichi. Janiparibani

  • @bijaykumarrout4161
    @bijaykumarrout4161 Місяць тому +1

    Pandian is the guide with 5t.while in power were busy in stage preparation for pandian .Can this type of experience help

  • @arunchandrabarik1011
    @arunchandrabarik1011 Місяць тому

    ହାରିବା ବିଧାୟକ ଙ୍କ power କିଛି ନାହିଁ, ସେମିତି ମନ ବୁଝିବା ପାଇଁ କହି ଦେଇ ଛନ୍ତି, ନବୀନ ବାବୁ କ୍ରେଜ ଆଉ ନାହିଁ, ନବୀନ ବାବୁ ଅଲରେଡ଼ି ଗୋଟେ ଜାଗାରୁ ହାରିଛନ୍ତି, ଏବଂ ଆଉ ଗୋଟେ ଜାଗାରୁ ମାତ୍ର 4000/ଭୋଟ ରେ ଜିତି ଛନ୍ତି, ତାଙ୍କୁ ପଚାରନ୍ତୁ ସିଏ କଣ ପାଇଁ ହାରିଲେ

    • @jullysamal6626
      @jullysamal6626 Місяць тому +1

      ତୁ ସେଇଠୁ ବୋଧେ ଜିତିଚୁ ନାଇ କିରେ,ହାରାମି

  • @SUmantaKanhar-cy7nw
    @SUmantaKanhar-cy7nw Місяць тому

    BJD.

  • @pankajshree134
    @pankajshree134 Місяць тому

    Jay naveen ❤

  • @netajikumarpatropatro7159
    @netajikumarpatropatro7159 Місяць тому

    ମନ୍ତ୍ରୀ ଥିଲା ବେଳେ ସେ ମର୍ଯ୍ୟାଦା କି କ୍ଷମତା ଦେଲ ନାହିଁ। ଏବେ କଣ ପାଇଁ ସେମାନଙ୍କୁ ଭକୁଆ ବନାଉଛ ।

  • @Riyasmile143
    @Riyasmile143 Місяць тому

    Jay bJD

  • @kirankumarswain8107
    @kirankumarswain8107 Місяць тому +1

    @argus tike governor pua news dekhauna ...kie jadi janicha hele kuha mate ..mu se news janiba ku cahunchi 😊😅

  • @bipinchandrapatel8420
    @bipinchandrapatel8420 Місяць тому

    VkPandian is CM of BJD.

  • @artandcraftswithayushmitad1149
    @artandcraftswithayushmitad1149 Місяць тому

    Nilaja bjd hari mantri sapana dekhuji

  • @user-kw6cv8dd5o
    @user-kw6cv8dd5o Місяць тому +1

    Au Bikram arukha ky kana

  • @NaguSahu
    @NaguSahu Місяць тому

    Shadow cabinet india constitution is legal from uk constitution

  • @sanjib1974
    @sanjib1974 Місяць тому

    Sabu kelenkari pain khola tada arambha heba purabaru satark heba pain prayas. Dekhajau kaan heuchi.

  • @naraharipanigrahi6582
    @naraharipanigrahi6582 Місяць тому

    Dal badal control for this plan.

  • @pramod5559
    @pramod5559 Місяць тому

    Aau kete din manyabar kahiba re pila..... Manya odisha wala Amanya kale para

  • @jayhind6187
    @jayhind6187 Місяць тому

    ବୃଦ୍ଧ ଜରଦଗବର ଶାସନତନ୍ତ୍ର ଜ୍ଞାନ ମ୍ଞ ଚେର ମାରି ପାତାଳକୁ ପଶୁଛି ।ପାଣ୍ଡୁ କୁଆଡେ ଗଲେ ?
    ଅମଲା କୁଆଡେ ଗଲେ ?

    • @jullysamal6626
      @jullysamal6626 Місяць тому

      ତୋ ମା ଭଉଣୀ ପାଖରେ

    • @jayhind6187
      @jayhind6187 Місяць тому

      ​​@@jullysamal6626ବେଧ ତୋ ବିଆ କାହିଁକି ଗଲ ଗଲ ହେଲା ? ପ୍ରବଳ ଗଲୁ, ମରିନି ତୋର । ତୁ ଘୋଡାଗେଇ ଗୋଟେ ଦେହଜୀବ ।ତା ନ ହେଲେ ନାରୀ ଙ୍କୁ ଆକ୍ଷୋପ କରି ନଥାନ୍ତୁ ।

    • @Pk2018-d2h
      @Pk2018-d2h Місяць тому

      Tumar kichi mundare masala achhi ta polity upare ​@@jayhind6187

  • @rashmirekha9372
    @rashmirekha9372 Місяць тому

    Dis is direction by pandu . Pandu is a mind free tablet.😅😅😅😅😅.navin ji ko mohra bana k pandu a drama kar raha hai. Pandu plz now u can go tamilnadu

  • @manoj6726
    @manoj6726 Місяць тому

    Sarkar re thilabele mantrinkunkehi chinhi nathile

  • @rashmirekha9372
    @rashmirekha9372 Місяць тому

    Bjd leaders r joker except navin ji

  • @user-ih7fo8wt8w
    @user-ih7fo8wt8w Місяць тому

    Nijara kala karanama ku sudhara nabinbabu

  • @soumyaranjan1004
    @soumyaranjan1004 Місяць тому

    Khali ED CBI darkar e genda dala ra 25 barsa ra kala karnama ra hisab pain

  • @JhunuMohapatra-z3q
    @JhunuMohapatra-z3q Місяць тому

    Chit found bibhaga kahara mamitameher au pari itishree bibhaga kahaku dele

  • @user-jf6hy3qs2j
    @user-jf6hy3qs2j Місяць тому

    24 barsa re odisha ku khol kari sarichanti ebe dhara padiba dar khaila nahi.

  • @user-ih7fo8wt8w
    @user-ih7fo8wt8w Місяць тому

    Janichanti na nahi mujanini gote odiaa rudhi achi chaluni khuchi chunchiku aara bhabatha bujhijantu

  • @gurucharanmohapatra4508
    @gurucharanmohapatra4508 Місяць тому

    Baha bahare BJP

  • @chakradharmishra5274
    @chakradharmishra5274 Місяць тому +1

    ଏ ସବୁ ପାଣ୍ଡୁର ଚାଲ l

  • @dhaneswardas548
    @dhaneswardas548 Місяць тому

    ଅଲାଜୁକ ଗୁଡା...

  • @subratkaran5481
    @subratkaran5481 Місяць тому

    Naveen Hatao Odisha Banchao....

  • @sibaprasaddash4386
    @sibaprasaddash4386 Місяць тому

    Sabu bhitare pasiba

  • @user-zk6jn5sc3c
    @user-zk6jn5sc3c Місяць тому

    Chori.kari.senamjori.Khani.Durniti.Re.BandhaHebe

  • @shreeyamishra6428
    @shreeyamishra6428 Місяць тому

    😂😂😂ଘୋର ଲଜ୍ୟା

  • @LambodarPradhan-sj6uy
    @LambodarPradhan-sj6uy Місяць тому

    ତାମିଲ କୁ ଜଗିବ କିଏ।

    • @LambodarPradhan-sj6uy
      @LambodarPradhan-sj6uy Місяць тому

      ଓଡ଼ିଆ ପୁଅ ବଦଲ ରେ ତାମିଲ ଚଳିବ ନାହିଁ

  • @upendramalik-sq9rs
    @upendramalik-sq9rs Місяць тому

    Au kichi kama debani

  • @dwarikanathmohanty179
    @dwarikanathmohanty179 Місяць тому

    There is an Odia saying 'Ati chalakirey kua guha khaye'. Marana kaley manyabara nka budhi nasha.

  • @niharranjanrautaray2008
    @niharranjanrautaray2008 Місяць тому

    Agaru kuade thil

  • @debabratapattanaik407
    @debabratapattanaik407 Місяць тому

    Brand

  • @manoj6726
    @manoj6726 Місяць тому

    Nabin ken bibhagara

  • @user-kl9vp2gy4w
    @user-kl9vp2gy4w Місяць тому

    ଆଉ ବାଳ ଖାଇବ ତାହେଲେ

  • @gurucharanmohapatra4508
    @gurucharanmohapatra4508 Місяць тому

    2 mas bhitare 4 dwar Kholi dalachakatare lokonku Mari hospitalised Kariba.CM sangare 2, 2 upaMukhyamantri baneiba.Abhigyanta Ganda murkhanku Mantri karraiba, bilkul nirbachan na jiti, michha saat kahi nirbachan paari heba. A G nijukti naadeba. Bahaspatmari, michha saat katha kahiba, Dardam badhaiba, Odiya Asmita katha kaahi Ana odiyanku sasan bhardeba.

  • @santoshnanda8793
    @santoshnanda8793 Місяць тому +1

    BJD ra Chora Neta manaku arrest kara jau

    • @jullysamal6626
      @jullysamal6626 Місяць тому

      BJP ରେ ସବୁ ଚୋର , EVM tampering କରି bjp ଜିତିଛି

  • @mihirdwivedi8843
    @mihirdwivedi8843 Місяць тому

    First of all BJD should give a clear picture of corruption they have during last 24 years instead of advising Bjp

  • @sanatanmaharana4727
    @sanatanmaharana4727 Місяць тому

    Nabina bodhe baya hoigalani nahele power nathai icecream khaibaku nabinara mana..😅😅😅😅agaru bjd sabukari chhodi pakeichita Abe tadiba...😊😊

  • @saktimoharana8487
    @saktimoharana8487 Місяць тому

    Ministers of opposition😂

  • @user-oi1bd3qi9v
    @user-oi1bd3qi9v Місяць тому

    Bjp Chanel bhala khabar kebe kahiba panda Babu pura lageidichati kahiba ku Amite news 😂

  • @srikantajen3983
    @srikantajen3983 Місяць тому

    Tume 25.barasha.hela.dunita.karicha

  • @BabuluMahapatra-xh6so
    @BabuluMahapatra-xh6so Місяць тому

    Muha chup kale bhala nahele fasiba .

  • @kalpanaparida3178
    @kalpanaparida3178 Місяць тому

    😊😊😊😊😊😊😊

  • @tilottamamohanta8117
    @tilottamamohanta8117 Місяць тому

    Sabu bele bjp support mg news chanel eita

  • @SubashPanigrahy-km4hv
    @SubashPanigrahy-km4hv Місяць тому

    Birodhi dala 1st rajyapala pua pain kabe uthaiba swara

  • @user-vn9ll5mg8b
    @user-vn9ll5mg8b Місяць тому

    Samastanku CBI Janj karu tappre tume jaha karibo

  • @sarojnayak9283
    @sarojnayak9283 Місяць тому

    He is neveeeeennnnnn......

  • @purnachandramohanty5951
    @purnachandramohanty5951 Місяць тому +5

    O.tvra.fatuchi

  • @user-hv3tn9tm1t
    @user-hv3tn9tm1t Місяць тому

    ଏମାନେ ବାଣ୍ଡଟା କରିବେ

  • @user-ih7fo8wt8w
    @user-ih7fo8wt8w Місяць тому +1

    25yr kie lututhila odishaku?

  • @swarupkumardas
    @swarupkumardas Місяць тому

    ନବୀନ ଭକୁଆ ଏବଂ ତାଙ୍କର ବିଧାୟକ ମଧ୍ୟ ଭକୁଆ

  • @harihardhal1974
    @harihardhal1974 Місяць тому

    Mantri pada paiba vali laguthiba . Tu m ra tuma gumar kholile sabu bandha heba

  • @manoj6726
    @manoj6726 Місяць тому

    Biswa staria

  • @soumyaranjan894
    @soumyaranjan894 Місяць тому

    Rajaniti Amit eka khela jouthi loka manka boka choda bhabanti neta mane nija r au nija sampati chinta karanti .jou neta bi heu sasaka and birodhi kehi kahar nuhanti.

  • @gyanaranjanparida3368
    @gyanaranjanparida3368 Місяць тому

    ଆଉ ବୋଉ ବିଆ ହେବ ନବୀନ ବାଣ୍ଡଟା

    • @kaminikantasahu3865
      @kaminikantasahu3865 Місяць тому

      ତୋର ବୁଦ୍ଧି ସେତିକି।ତେଣୁ ଏମିତି କମେଣ୍ଟ ଦଉଛୁ।

  • @pravatsethy8647
    @pravatsethy8647 Місяць тому

    Where had gone ur Chanel
    ? Abuot goveners son case

  • @gyanaranjanrout2846
    @gyanaranjanrout2846 Місяць тому

    ଓଟିଭି ଗାଣ୍ଡି ଫାଟୁଛି

  • @soubhagyasahoo3218
    @soubhagyasahoo3218 Місяць тому

    Bjd sabu bibhaga ry lutichi