JAGATARE PAIBUNI EMITI THAKURA TIE // Singing by Satyajit Pradhan // Viral Jagannath Bhajan
Вставка
- Опубліковано 4 лют 2023
- Song : Jagatare Paibuni emiti thakura tie
Singer :Satyajit Pradhan
____________________________________________________________________________________________________________________________________________________
Nilachakra Bhajan Sandhya
Contact us: Gadibrahma mix youtube channel
#gadibrahmamix
#gadibrahma
#dassound
#Dasmusic
#subhrakanta
#nilachakrabhajansandhya
#jagatarepaibuniemitithakuratie
#satyajitpradhan
____________________________________________________________________________________________________________________________________________________
ଭଜନ ପ୍ରୋଗ୍ରାମ ପାଇଁ ଆମକୁ ଯୋଗାଯୋଗ କରନ୍ତୁ
ନୀଳଚକ୍ର ଭଜନ ସନ୍ଧ୍ୟା
ଯୋଗାଯୋଗ :7077956795, 9777039954
ପ୍ରୋ : କିଶୋର ଭାଇ
Please Like, Share, comments, subscribe our Gadibrahma mix youtube channel
Orginal credit
''''''''''''''''''''''''''''''''''''''''''''''''
Song : Jagatare Paibuni Emiti Thakura Tie
Singer : Satyajit Pradhan
Lyrics : Dr Nirmal Nayak
Music : Malya Mishra
All types of copy item in this video
For your entertainment proposal
Please Like, Share, Comments, Subscribe our youtube channel.......... 🙏🙏🙏🙏🙏🙏🙏🙏🙏🙏🙏🙏🙏🙏
What's app no - 7077956795 (Kishor)
What's app no - 9777039954 (Alekha)
Music
SONG
Jagatare Paibuni Emti Thakura
ARTIST
Satyajeet Pradhan
ALBUM
Nabakalebara
LICENSES
Believe Music (on behalf of Sai Shradha Production Trust - Amara Muzik)
Get UA-cam Premium

Music - Розваги
ଓଃ.....କି ଭାବ...କି ଗୀତ...କି ସ୍ଵର...
ସକାଳୁ ରାତି ଯାଏଁ ଶୁଣିବା ପରେ ବି ମନ ଭରୁନି🌹🙏🙏🌹
Same to same
P 660₹,
Jay Jagannath🙏🙏🙏🙏
India fttlii i to
Satare semithi hauchi 👌❤️👍
Ete sundara Gita kichhi word nahi kahibaku Jay Jagannath ❤️🙏❤️🙌
ପ୍ରତିଟି ଶବ୍ଦ ର ବହୁତ ଅର୍ଥ ରହିଛି 🙏😭❤️
ପ୍ରତିଟି ଓଡ଼ିଆଙ୍କ ମାଉଡମଣି 🙏 ଜୟ ଜଗନ୍ନାଥ ❤️
Pp
🙏🙏🙏କୋଟି କୋଟି ସାଷ୍ଟଙ୍ଗ ପ୍ରଣାମ ମହାବାହୁ,ତୋରି ବାହୁ ଛାୟା ତଳେ ସାରା ଜଗତକୁ ଢାଙ୍କି ରଖି ଥାଅ ପ୍ରଭୁ,ତୋର ଜଗନ୍ନାଥ ନାମ ସାର୍ଥକ ହେଉ,ତୋର ଜୟ ହେଉ ମହା ପ୍ରଭୁ
ମନମୁଗ୍ଧକର, ଆତ୍ମତୃପ୍ତୀ, ଶରୀରରେ ଲେପ ସଦୃଶ,ଜୟ ଶ୍ରୀ ଜଗନ୍ନାଥ ସତ ସତ ଦଣ୍ଡ ପ୍ରଣିପାତ
Osm
Super
Jay jagannatha
Hey Prabhu Tama Nila Anata Para 🙏🙏🙏😭😭.... Jay Jagannath....
Satare bhai maha anandara kshana ama samastanka pain
ଏତେ ଦିନ ପରେ ଓଡ଼ିଆ ଭଜନ ଦର୍ଶକ କଂ ମନ କୁ ଛୁଇଁ ପାରିଛି ଜୟ ଜଗନ୍ନାଥ🙏🙏
Hi
Hello
Jay Jagannath 🙏🙏
@@sarojentertainmentvlogs7478 ffgbh
egrhtjht
ଜଗତର ନାଥ ଜଗନ୍ନାଥ ସେ ଆମକୁ ବିପଦରୁ ରକ୍ଷାକରିବେ jay jagannath swami😢🙏🙏🙏🙏🙏🙏👏❤
Muu Aee bhajan sunile ankhiru Pani bahari ase😭 so beautiful bhajan jai jagannath🙏🙏🙏🙏
ଜୟ ଶ୍ରୀଜଗନ୍ନାଥ 🙏🙏🙏
ବହୁତ ବର୍ଷ ପରେ , ଏମିତି ଏକ ସୁନ୍ଦର ଏବଂ ହୃଦୟ ସ୍ପର୍ଶୀ ଭଜନ ଶୁଣିବାକୁ ପାଇଲି । ଆଉ ସତ୍ୟଜିତ୍ ଭାଇ ଙ୍କ ଅତି ସୁମଧୁର କଣ୍ଠରେ ଏହି ସଙ୍ଗୀତ ବେଶ୍ ଭଲ ଲାଗିଲା । 👏👏👏
Very very very very very nice bhajan song. Jete sunile b sete ichha heuchhi. Styajit bhai emiti agoku chalo .Jai jagannath.
Jay jaganath 🙏🙏🙏🙏🙏❤❤❤
Satya jit bha kaa mb no deuun too sir pl pl pl
Pl sir send singer no pl
Ok
ବାସ୍!! ଆଉ ନାଁ!! 😢 ଏଇଠୁ ଜଗା କୁ ମୋର କୋଟି ପ୍ରଣାମ 🙏
ଜୟ ଜଗନ୍ନାଥ 🙏🙏🙏
👋👋👋👋👋👋
Bahut dil touching song
Emiti Gita jibone kebe sunini . Bohut bohut bohut Sundar bhajana 🙏🏼🙏🏼🙏🏼🙏🏼
Bahut sundar very nice 👌👌👌👌 singar tuma ku koti koti pranam
କେତେ ଦିନ ପରେ ଏତେ ସୁନ୍ଦର ଭଜନ ଯେତେ ଶୁଣିଲେ ବି ସେତେ ଇଛା ହୁଏ 🙏 ଜୟ ଜଗନ୍ନାଥ 🙏
Good👍
Tue
True
Right
@@fhakirikandi4357 qwxtpr
ଏଇ ଗୀତଟି ଏତେ ସୁନ୍ଦର ହେଇଚି ଯେ ମୁଁ ନିଜ ଲୁହକୁ ରୋକିପାରିନି, ଯେତେ ଶୁଣିଲେ ମଧ୍ୟ ମନ ପୁରୁନାହିଁ, ଗାୟକ ମହାଦୟଙ୍କୁ ତାଙ୍କ ସୁମଧୁର କଣ୍ଠ ଓ ଭାବ ପାଇଁ ଧନ୍ୟବାଦ 🙏🙏👍🏻
Satare A song sunilabelaku Ruma tankuri uthuchiii . Bht bhala laguchiiii . Singer pura wow.. Jay Jagannath Satare akhi re luha asijauchiii gita sunilabelakuu..... bhagaban samastanku sabubele khusire rakhantuu
🙏🙏🙏 Jay jagannath bahuta bhala bhajana tia bahuta badhia laguchhi jay jagannath swami 🙏🙏🙏
ଏହି ଗୀତ କୁ ଯେତେଥର ଶୁଣିଲେ ବି ହୃଦୟକୁ ଛୁଇଁ ଯାଉଚି ଜୟ ଜଗନ୍ନାଥ 🙏
Sundar bhajan
Right
ହୃଦୟସ୍ପର୍ଶୀ ଭଜନଟିଏ.....
Jay Jagannath 🙏
ଗୀତ ଟି ଶୁଣିଲେ କାନ୍ଦ ଲାଗି ଯାଉଛି 😭😭😭
କେବେ ନିରଲା ରେ ଏ ଭାଜନ କୁ ଶୁଣ ବୋହୁତ୍ ଆତ୍ମା ସନ୍ତୋଷ ଲାଗିବ,
ଜୟ ଜଗନ୍ନାଥ
Bhai thik katha
Right👍
Thik katha bhai
Bhajan🤭🤭🤭🤭🤭
@@pabitrabehera1124 I f
Jay jagannath nka bichitra lila 🙏🙏🙏🙏 Jay jagannath swami 🙏 bahuta bhala gita tia 🙏🙏🙏
ସତରେ କଣ ଓଡ଼ିଶା ରେ 92k ଲୋକ ଏତେ ସୁନ୍ଦର ଆମ ଓଡ଼ିଆ ଭଜନ ରେ କାହିଁକି ଏତେ କମ୍ like 🥺 ହୃଦୟ କୁ ଥଣ୍ଡା ଦେଲା ପରି ଗୀତ ଟି 🥺❤️😌
କେତେ ଦିନ ପରେ ଏତେ ସୁନ୍ଦର ଭଜନ ଶୁଣିବାକୁ ପାଇଲି ଯେତେ ଶୁଣିଲେ ବି ଆହୁରି ଶୁଣିବାକୁ ଇଚ୍ଛା ହେଉଛି 👌👌👌 ଜୟ ଜଗନ୍ନାଥ 🙏🙏🙏
Q
@@chandankumarsahoo8082 Xxx0fdxzx
0
Jay jagarnntha 🙏
@@prashantswain3406 nñ z
❤
ଯେତେ ଶୁଣିଲେ ବି ଗୀତ ଆହୁରି ଇଛା ହେଉଛି ଶୁଣିବାକୁ ଓ ଆଖିରେ ଲୁହ ଆସିଯାଉଛି ଜୟ ଜଗନ୍ନାଥ 🙏🙏🙏🙏🙏🚩🚩🚩🚩
ସତରେ ଅତ୍ୟନ୍ତ ମନଛୁଆଁ ଗୀତଟିଏ♥️♥️।। ବାରମ୍ବାର ଶୁଣିବାକୁ ଇଚ୍ଛା ହେଉଛି।😊
@@dibyajyotitripathy1746 nice
No
@@nirupamamaharana7868 kana no
Jay shree Jagannath
ଅତି ସୁନ୍ଦର ଭାବ ଭରା ଭଜନ, ବଧେ ହେଉଛି ସ୍ୱୟଂ ପ୍ରଭୁ ଜଗନ୍ନାଥ ରଚନା କରିଛନ୍ତି 🙏
Latest Bhajan in The Universe.❤❤❤❤
This is emotional song❤❤❤🎉🎉🎉
Jay Jagannath 🎉🎉🎉
ହେ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ 🙏
ସତରେ ମୋ ହୃଦୟ ମୁଗ୍ଧ ହେଇଗଲା ଏଇ ଭଜନ ଟି ସୁନିକି ପ୍ରଭୁ ଜଗନ୍ନାଥଙ୍କର ଜୟ ହେଉ🙏🙏🙏🙏
🙏🙏🙏🙏🙏
.
K
Vn0😉
Ruma ta heigala
Best jagarannatha banana👍👍👍👌👌👌🙏🙏🙏
Jay Jagannath❤🙏 Beautiful and heart touching song by mo Bhai satyajeet Pradhan❤
ବିଶ୍ବାସ ହେବନି ଏଇ ଭଜନ ଶୁଣିଲେ କିଛି ବୁଝିବା ଆଗରୁ ଦୁଇ ଆଖିରୁ ଲୁହ ଧାର ବହୁଛି। ଜୟ ଜଗନ୍ନାଥ।
Satare Bhai 😭😍😍😍😭😭
Jay jagannath
Jay jagnnath
Nice song
Love you brother
ଗୀତ ଟି ବୋହୁତ ସୁନ୍ଦର ହୋଇଚି ଯେତେ ଶୁଣିଲେ ସେତେ ଇଚ୍ଛା ହେଉଛି ଜୟ ଜଗନ୍ନାଥ 🙏🙏❤️🌹
Jay Jagannath Heart Touching song tears come out after hear ....jai Jagannath swamy Nayan path gami Bhabo tume Prabu.....
ବହୁତ୍ ସୁଦର୍ ହୃୟସ୍ପର୍ଶୀ ଗିତ 🙏 ଜୟ ଜଗନ୍ନାଥ 🙏🙏
❤
ଜୟ ଜଗନ୍ନାଥ 🙏🙏🙏🙏ଏତେ ଦିନ ପରେ ଗୋଟେ ହୃଦୟସ୍ପର୍ଶୀ ଭଜନ ଶୁଣିଲି ବହୁତ୍ ବହୁତ୍ ସୁନ୍ଦର ଗାଇଛନ୍ତି ସତ୍ୟଜିତ୍ ୟେ ଭଜନ ଶୁଣି ଦେହ ଶୀତେଇ ଉଠିଲା ଏମିତି ଲାଗୁଚି ଜଗନ୍ନାଥ ଙ୍କ ଉପସ୍ଥିତି ଅନୁଭବ ହଉଚି🙏🙏🙏🙏
He prabhu jagannatha e pruthibi basinku sabubele bhalare rakha prabhu 😭😭 🙏🙏🙏🙏
ଲାଗୁଚି ଯେମିତି ଏ ❤ଭଜନ❤ ର ପ୍ରତିଟି ଶବ୍ଦରେ ସୁଦାମା ର ଭକତି ଭରି ହୋଇ ରହିଛି। 🚩🙏🚩
ଏଇ ଗୀତ ଶୁଣି ଆତ୍ମା ପବିତ୍ର ହେଇଗଲା Jay Jagannath 🙏🙏🙏🙏
ଆପଣଙ୍କ ଶୂର, ଆଉ ଆପଣଙ୍କ କଣ୍ଠ ସ୍ୱୟଂ ଭଗବାନ ଜଗନ୍ନାଥ ହିଁ ଗଢିଛନ୍ଥି... ଗୀତ ଶୁଣି ମୋ ଆଖିରେ ଲୁହ ବହିଯାଉଛି 🙏
Jai jagannath Maha Prabhu Koti Odia Ra Mouda Mani Mo Pruthibi Basi Nku Ghata Ghodai Rakhi Tha
Jay jaganatha 🙏
ଭାଉ ତମେ ପାଦ ତଳେ ମୋ ହାତ ପାଉନି ମୋର ପ୍ରଥମ ଠାକୁର ମୋର ଜଗନ୍ନାଥ
Jay jagannath 🙏🏻🙏🏻🙏🏻... Lord Jagannath is Omnipotent, Omniscient &Omnipresent...🥺🥺.. Really heart touching this song..🥺
Jaggatare paibuni emiti thakura tie excellent song dil ku chuin gala aau jau voice mu pura impress heigali❤❤❤
କିଛି କହି ପାରିବି ନାହିଁ ମୋତେ କାନ୍ଦ ମାଡ଼େ ପ୍ରଭୁ ଜଗନ୍ନାଥ ସମସ୍ତ ଦୁଃଖ ଦୂର କରିଵେ ମୋର ପ୍ରଭୁ ପାଖରେ ପହଞ୍ଚାଇବାକୁ ଅନୁରୋଧ 🙏🙏🙏
Jagatnath. Bhajan suni. Mo akhire. Luha roki paruni
ଗୀତ ଶୁଣିବା ପରେ ଆଖିରୁ ଲୁହ ବାହାରିଯାଉଛି 😭😭😇😇 ଜୟ ଜଗନ୍ନାଥ 😇😇🙏💗
He Prabhu,,,kan kahibi,,,ette attachment achhi tuma Saha,,,Kan kahibi re Bhagwan ...I love youu Jay Jagannath. Ammo Thakura..Amma bodo Thakura..🙏🙏🙏❤️❤️❤️
Jay Jagannath Swami Nayan paath gaami bhaba tume 🙏🏻⭕‼️⭕🙏🏻
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ🙏🙏🙏
ବହୁତ ସୁନ୍ଦର ଗୀତ ଥରେ ଶୁଣିଲେ ଆଉ ଥରେ ଶୁଣିବାକୁ ଇଚ୍ଛା ହୁଏ,ଜୟ ଜଗନ୍ନାଥ 🙏
Yes
Thik
1:58 🙏❤🙏
Mu sabubele sune ❤❤
Jay jagannath
Sia mo jagannath ta binu sree hina sara jagata satare mahabahu tume thile sabu achi tuma bina a duniya re kichi nahi.... Juge juge jagannath 🙏🙏🙏🚩🚩🚩
Nice song heart touching song Jay 🙏jagannath
ସିଏ ମୋ ଜଗନ୍ନାଥ ....... ଗୋଟେ ଓଡ଼ିଆ ହିଁ ଅନୁଭବ କରିପାରିବ ।।।। Jay Jagannath 🙏🏻🥰 ... proud be an Odia 😊...
🙏
Sorry mam..every Hindu can feel it not Odia
ଯେତେ ଶୁଣୁଥିଲେ ବି ଆହୁରି ଶୁଣିବାକୁ ଇଛା ହେଉଛି ଏହି ଗୀତ। ହୃଦୟର ଗୀତ , ଜୟ ଜଗନ୍ନାଥ ।🙏🙏🙏🙏🙏
Jay jagannath 🙏🙏🙏
Jagatare paibini emiti thakuratiye dhanyawad prabhu tumo asirbad ru sabu bahut bhalo heuchi dhanyawad mahaprabhu
ଅତି ସୁନ୍ଦର 🙏🙏🙏 ଯେତେ ଶୁଣିଲେବି କମ ପଡିବ. ଆଖିରୁ ଧାର ଧାର ହୋଇ ଲୁହ ଆସିଯାଉଛି. ଧନ୍ୟବାଦ ସମସ୍ତ team ମାନଙ୍କୁ ଏମିତି ଏକ ଗୀତ କରିଥିବାରୁ 😭😭😭😭😭😭. ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ଧନ୍ୟବାଦ ତୁମକୁ ଜୟ ଜଗନ୍ନାଥ 🙏🙏🙏
@@gadibrahmamix3333 o
ଭଜନଟି ଶୁଣିଲାପରେ ଆଖିରୁ ଧାର ଧାର ଲୁହ ଆସିଯାଉଛି ହେ ଜଗନ୍ନାଥ ପ୍ରଭୁ ଆପଙ୍କର କି ଲୀଳା ପ୍ରଭୁ ଆପଙ୍କୁ କୋଟି କୋଟି ନମୁସ୍କାର.... 🙏🙏🙏
Apna tk kahichanti bhut sundara gita
Good byy
0
ମଣିମାଙ୍କୁ କୋଟି କୋଟି ମୁଣ୍ଡିଆ
ଭାବର ଠାକୁର ଙ୍କ ନିମନ୍ତେ ଭାବର ସହ ଭଜନ ଗାଇଛନ୍ତି ଶ୍ରୀମାନ ସତ୍ୟଜିତ, ଆଖିରୁ ଲୁହ ତ ନିଶ୍ଚୟ ବାହାରିବ l ଧନ୍ୟବାଦ
Ete sundar voice stealing hearts of millions ❤️❤️God bless 🙏🏼🙏🏼🙏🏼🙏🏼
জয় জগন্নাথ 🕉️🕉️🙏🙏🙏🙏🙏🕉️🕉️🕉️🕉️🕉️🕉️🕉️🕉️🕉️🕉️🕉️🕉️🕉️🙏🙏🙏🙏🙏🙏🙏🙏🙏🙏
ଜୟ ଜଗନ୍ନାଥ 🙏🏻🙏🏻🙏🏻ଏତେ ସୁନ୍ଦର ଭଜନ.. ଯେତେ ଶୁଣିଲେ ବି ମନ ଭରୁନି 🙏🏻🙏🏻🙏🏻
Bahut dina pare bhabpurna song sunibaku paila... Hrudaya sparsi👌👌
Jay Jagannath 🙏🙏🙏
Sie mo bahut bada priya prabhu sri jaganath Jay jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏 jagatare kn pura bisware be paibeni emitika thakuro tie ❤️❤️🥰🙏🙏🙏🙏🙏🙏🙏🙏🙏jay srii jagannath 🙏❤️❤️
Baijayanti santa ❤❤❤ very nice bhajan ... Jay jagannath swami
ଜୟ ଜଗନ୍ନାଥ 💓🙏💓
ଏହି ଭଜନ ଟି ବହୁତ୍ ସୁନ୍ଦର ଏବଂ ହୃଦୟସ୍ପର୍ଶୀ ହୋଇଛି 🥺💓💓💓💓 ଏହି ଗୀତ ଟିକୁ ଶୁଣିଲା ପରେ ଆଖି ରେ ଲୁହ କୁ ରଖି ହଉ ନାହିଁ 🥺🥺 ଜଗନ୍ନାଥ ଙ୍କ କୃପା ସବୁ ବେଳେ ଜଗତ ଉପରେ ଥାଉ ମୁଁ ଏତିକି ଠାକୁର ଙ୍କ ପାଖରେ ପ୍ରାର୍ଥନା କରୁଛି 🙏🙏🙏🙏💓💓💓💕💕💕🥺🥺🥺🥺🥺
ଜଗା is an Emotion for all Odians ❤️
No jaga is the emotion of all hindus
🥰
Odians ea ki language
@@priyankapriyadarshini4951 Oooo I don't know this ..😂plz teach me..🫣🫣
Hii 🥰🥰🥰🥰🥴🥴🥴
ହେ ପରମବ୍ରହ୍ମ ତୁମ ପାଦ ତଳେ କୋଟୀ କୋଟି ପ୍ରଣାମ ତୁମେ ହୀ ଏହି ସୃଷ୍ଟି ର ଆଧାର,🙏🙏
ଏମିତି ଏକ ଗୀତ ଆଜି ସାରା ଓଡ଼ିଶା କୁ ଚମତ୍ କାର କରି ଦେଇଛି ଜୟ🙏ଜଗନ୍ନାଥ 🙏🙏
I am from Maharashtra, I don't understand lyrics but whenever I listen to this song tears are automatically flowing out of my eyes.,😭
Jay Jagannath mahaprabhu 🙏😍❤️
Really Jay Jagannath
🙏🙏🙏
JAY Jagannath 🙏
Jay jagannath
🙏🙏
"ଜଗତ ରେ ପାଇବୁନି ଏମିତି ଠାକୁର ଟିଏ" ଏଇ ବାକ୍ୟ ସମ୍ପୂର୍ଣ୍ଣ ସତ୍ୟ। ସତରେ ମଣିମା ତୋ ପରି ଆଉ କେହି ହେବେନି । କୋଟି କୋଟି ପ୍ରଣାମ ତୋ ପାଦ ରେ 🥺❤️❤️
Right
🙏🙏🙏🙏🙏🙏
Maha pravu tika anaidiaianty
Right👍
9ɪ
Very beautiful song and singing is high quality jai jagannath maha Prabhu really god
Satare bahut sundara bhajana tia....suniba matre Loma tankuri uthe..
ନିର୍ମଳ ନାୟକ ଆଉ ମଳୟ ମିଶ୍ର ସବୁବେଳେ ଏମିତିକା ଗିତ ଦେଉଥିବା ପାଇଁ ଅଶେଷ ଅଶେଷ ଧନ୍ୟବାଦ । 🕉️🙏ଜୟ ଜଗନ୍ନାଥ 🙏🕉️
¹1
Sundar bhajan
Jai Jagannath Swami Nayana patha gami Vaba tume 🙏🏽🚩
ଭଜନ ବହୁତ ସୁନ୍ଦର ହୋଇଛି 🙏🏼 ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭାବତୁମେ 💕🙏🏼💕❤
ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁ ❤️🚩
ସିଏ ମୋ ଜଗନ୍ନାଥ ତା ବିନୁ ଶ୍ରୀହୀନ ସାରା ଜଗତ।❤️🚩
ଏମିତି ଭାବପୂର୍ଣ୍ଣ ଉତ୍ସର୍ଗୀକୃତ ସ୍ଵର ପାଇଁ ସତ୍ୟଜିତ ଭାଇ ବହୁତ୍ ଦିନ ପାଇଁ ମନେ ରହିବେ..। ପୁରା ଟିମ୍ କୁ ବହୁତ୍ ଧନ୍ୟବାଦ୍।
ଏହି ଗୀତଟି ଶୁଣିଲା ପରେ ଆଖିରୁ ଲୁହ ଝରିଗଲା 😢,ଯେତେ ବେଳେ ସମସ୍ତେ ସାଥ୍ ଛାଡ଼ି ଦିଅନ୍ତି କେବଳ ତୁମେ ହିଁ ପ୍ରଭୁ ରାସ୍ତା ଦେଖାଅ 🙏 ସମସ୍ତେ ଭଲରେ ରୁହନ୍ତୁ 🙏 ଜୟ ଜଗନ୍ନାଥ 🙏☺️😊❤️
Outstanding voice and mind-blowing lyrics 👌👌👌👌👌👌👌
ସେ ମୋ ଜଗନାଥ...ତା ବିନୁ ଶ୍ରୀ ହିନୁ ସାରା ଜଗତ....😢😢😢ମୋ ହୃଦୟ ର ଶେଷ ସ୍ପର୍ଶ ରେ ଲାଗିଲା ଭାଇ.. ଜୟ ଜଗନ୍ନାଥ...
ଜୟ ଜଗନ୍ନାଥ ଏମିତି ଗୀତ କେବେ ଶୁଣିନଥିଲି ଏବେ ଶୁଣିଲେ ମନ ମୁଗ୍ଧ ହୋଇଯାଉଛି 🙏🙏🙏🙏ଜୟ ଜଗନ୍ନାଥ 🙏🙏🙏🙏
Jay jaganatha ❤❤❤❤❤❤
@@Prasantakumar-yc5ct nice
Ok
👍❤️
ଏହା ଏକ ଏମିତି ଗୀତ ଯାହାକୁ ଶୁଣିଲେ ମନ ପୂରିଯାଏ
Satare ei Gita sunila pare lum tankuri uthuci Jay Jagannath 🙏🙏🙏🙏🙏🙏
ସତରେ ଏ ଭଜନ ଟି ଏମିତି ହୋଇଛି ଯେତେ ଥର ଶୁଣିଲେ ବି ଆଉ ଥରେ ଶୁଣିବାକୁ ଇଛା ହୁଏ।very beautiful song
ଅତି ସୁନ୍ଦର ଭଜନ ହେଇଛି ଆତ୍ମା ଶାନ୍ତି ହୋଇଗଲାJay jaganath 🙏
Thanks
ଏହି ଭଜନ , ଯେତେ ଦେଖିଲେ ବି ସେତେ ଇଚ୍ଛା ହୁଏ ଦେଖିବାକୁ , ଜୟ ଜଗନ୍ନାଥ,,,, ତୋତେ କୋଟି ପ୍ରଣାମ
This song is really good, ❤❤😇
Mai odisha se to nhi hu lekin meri wife odisha se hai or mujhe odisha ka language sunane or bolane me bahut badiya lagata hai or waha ka place bhee bahut beautiful hai
Beautiful song... Heartly thanks for meaningful lyrics & mesmerizing voice.. Jay Jay jagannath
Today I'm returning from Puri dham,I'm in train right now and I'm listening to this on loop and my heart is aching for my beloved Jagannath. I already miss him so much,I don't even feel like going back,I'm about to burst into tears,he is my home,he is my everything. I am not Odia,I'm bengali but I understand odia and can speak to an extent and I've been coming to Puri since I was a little child and Odisha is like home to me..I miss you Jagannath,I hope I can become a sincere devotee..jai jagannath 💙
Jay jagannath
Jay jagannath
hmm bhai odia re atiki lekhile aau tike khusi lagithanata gote odia hisabare
Bhai ame sabu gote paribarara... we love you
Jai Jagannath Mahaprabhu ji 🙏🙌
Jay jagannath
Really a mahaaprabhu geeta suni no pakhare sabada nai mu kana kahibi 😥😥😥😥😢😢😢🙏🙏🙏🙏🙏
🙏🙏🙏କାଳିଆ ତତେ କଣ କହିବି.. ମୋ ଭାଗ୍ୟ ତୋ ହାତରେ... କଣ ଏମିତି ଜୀବନ ସତ୍ୟ ର ପଥ... ଶରଣ ନେ 🙏🙏
ବହୁତ୍ ବଢିଆ ଲାଗିଲା ମନ କୁ ଛୁଇଁ ଗଲା ଜୟ ଜଗନ୍ନାଥ 🙏🙏🙏
Heart touching song 💗 jai jagannath 🙏🙏
ଏ ଗୀତ ଶୁଣି ଆଖିରୁ ଲୁହ ଝରୁଛି ଆପେ ଜଗା ପାଖକୁ ମନ ଟାଣି ହେଉଛି 🇮🇳🇮🇳🇮🇳😇😇😇
😢😢a song sunila apre akhiru luha assijauchi😢😢😢😢😢😭🙏🙏jay jagannath 😭🙏🙏he narayan tume hin saha bharasa
ଧନ୍ୟବାଦ ସତ୍ୟଜିତ, ଭଗବାନ ତୁମକୁ ସହାୟ ହୁଅନ୍ତୁ. ଆହୁରି ଏମିତି ଗାଉଥାଅ ❤️❤️❤️
ଜୟ ଜଗନ୍ନାଥ
ଓଡ଼ିଆ ସଙ୍ଗୀତର ସେତେ ଶକ୍ତି ଅଛି ବୋଲି ମୋର ବିଶ୍ୱାସ, ଯାହା ବିଶ୍ୱର କୌଣସି ବି ସଙ୍ଗୀତକୁ ମାତ୍ ଦେଇପାରେ।
🙇🏻♂️
❤❤❤❤
Really satyajit Bhai u r the best song sing .a geeta suni ankhiru pani bahari jauchhi .....🙏🙏❤❤
Satare dehare siharana kheli jauchi... Proud be a puri pila.... Heeee jagannath...
ଏ ଗୀତ ଶୁଣି ଲାଗୁଛି ଯେମିତି ଜଗନ୍ନାଥ ସର୍ବ ବ୍ୟାପି ସବୁଠି ଅଛନ୍ତି 😭 🙏🙏
7:13 This single line is enough to bring goosebumps.. pure Divinity ⭕‼️⭕
ଜୟ ଜଗନ୍ନାଥ 🙏🔥
Bhaut Sundar so very beautiful song
This song will never get old after 100000 years... Jay Jagannath Prabhu 🥲😌
10
Thanks
Hii
Exactly....ever green song...
Hy
JAI JAGANNATH .......NO words ....speechless.....love you prabhu jai jagannath
Bohuta Sundara Bhajan Sundara bhabare gaicha Jay Jagannath
It is a super super excellent song . Great song by the singer . Many many thanks to the dedicated song to Lord Jagarnath . Really admirable ... Satyajit ji ji.
🕉️🙏🚩Jai Jagannath 🙏🚩Jai Jagannath 🙏🚩 Jai Jagannath🙏🚩 🛕🛕🛕🕉️
ହୃଦୟସ୍ପର୍ଶୀ ଗୀତ 🙏🙏🙏🙏।।। ଆଖି 👀 ରୁ ଆପେ ଆପେ ଲୁହ ଆସିଯାଉଛି।। ଜୟ ଜଗନ୍ନାଥ 🙏❤️
SE bhabara luha bhauni Jay Jagannath prabhu.
Sata bhai aakhiru luha aasi jauchhi