Nuakhai Celebration With Family || ଆସ ନୂଆଁଖାଇ ପର୍ବ ମନାମା

Поділитися
Вставка
  • Опубліковано 7 лют 2025
  • ଆସ ଆମର୍ ତିହାର, ପର୍ବ ପର୍ବାଣୀ ପଶ୍ଚିମ ଓଡ଼ିଶା ର ସବୁ ଠୁ ବଡ ପର୍ବ ନୂଆଁଖାଇ କେ ଖୁସି ଉଲ୍ଲାସ ରେ ମନାମା ।
    ନୂଆଖାଇ (ନୂଆଁଖାଇ ବା ନବାନ୍ନ ) ଓଡ଼ିଶାର ପଶ୍ଚିମାଞ୍ଚଳର ଏକ ପାରମ୍ପରିକ ପର୍ବ ।ନୂଆଖାଇ ଧାନ ଅମଳର ଖୁସିର ପାଳନ କରିବା ନିମନ୍ତେ କରାଯାଇଥାଏ । ପାଞ୍ଜି ଅନୁସାରେ ଏହା ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ ତିଥିରେ (ଗଣେଶ ଚତୁର୍ଥୀର ପରଦିନ) ପାଳିତ ହୋଇଥାଏ । ଏହି ଦିନ ପ୍ରତି ଗ୍ରାମର ପରିବାରମାନେ ନିଜ ନିଜ ଘରେ ନୂଆ ଧାନ ରେ ଚାଉଳର କ୍ଷୀରି ରାନ୍ଧିବା ସହ ପରିବାରରେ ତଥା ସମଗ୍ର ଗ୍ରାମରେ ସାମୁହିକ ଭାବେ ମଧ୍ୟ ରାନ୍ଧିଥାନ୍ତି । ଏହି କ୍ଷୀରି "ନବାନ୍ନ" ବା "ନବାର୍ଣ୍ଣ" ନାମରେ ଜଣା । ଗ୍ରାମର ପୂଜକ ସେହି ନବାନ୍ନକୁ ପୂର୍ବଜମାନଙ୍କୁ ଅର୍ପଣ କରିଥାନ୍ତି ଆଉ ଭୋଗ ରୂପେ ସମସ୍ତଙ୍କୁ ବାଣ୍ଟିଥାନ୍ତି । ନୂଆଖାଇ ପାଳନ ପରଦିନ "ନୂଆଖାଇ ବାସି" ପାଳନ ହୁଏ ଓ ଏହିଦିନ ବଳକା ନୂଆନ୍ନ, କ୍ଷୀରି-ପିଠା ଖିଆହେବା ସହ ମାଂସ ରନ୍ଧାଯାଇଥାଏ । ବାସି ପରଦିନ "ତିଆସି" ପାଳନ ହୁଏ ଓ ଏହିଦିନ ଗ୍ରାମବାସୀମାନେ ମାଂସ ସମେତ ବିଭିନ୍ନ ଖାଦ୍ୟ ଓ ମଦ ଖିଆପିଆ ଓ ପାରମ୍ପାରିକ ଖେଳ (ଖୋଖୋ, ବାଡ଼ି-ଖିଚା, କୁସ୍ତି) ଖେଳି ସମୟ ଅତିବାହିତ କରିଥାନ୍ତି ।
    #trending #hindufestival #hindupilgrimage #odisha #odishafestival #kalahandi #kalaha#kalahandivlog #nuakhaijuhar #nuakhaisong #nuakhaibhetghat #nuakhaispecial #nuakhai #viralvideo #viralvlogs
    If you Like the video Pls do subscribe, Like, Comments, Share 🫶🏻❤️

КОМЕНТАРІ • 6

  • @starkalakar524
    @starkalakar524 5 місяців тому

    🙏🙏🙏nuakhai juhar ho

    • @akashsahuvlogs
      @akashsahuvlogs  5 місяців тому

      ନୂଆଁ ଖାଇ ଜୁହାର🙏🏻🌾

  • @trushnasahoo9643
    @trushnasahoo9643 5 місяців тому

    Happy nuakhai and nuaikhai juhar🙏

    • @akashsahuvlogs
      @akashsahuvlogs  5 місяців тому

      ନୂଆଁଖାଇ ଜୁହାର 🙏🏻🌾

  • @mukundchandan
    @mukundchandan 5 місяців тому

    Very nice bro happy nuakhai

    • @akashsahuvlogs
      @akashsahuvlogs  5 місяців тому

      ନୂଆଁଖାଇ ଜୁହାର 🙏🏻🌾🌾