ବିଜେଡି ହାରିବା ପାଇଁ ବବି କି ପାଣ୍ଡିଆନ ଦାୟୀ ନୁହନ୍ତି, ମୁଖ୍ୟ ଖଳନାୟକ ଆଉ ଜଣେ ବିଜେଡି ନେତା... | Lev Live Odia

Поділитися
Вставка
  • Опубліковано 25 лип 2024
  • LEV LIVE ODIA | ODISHA NEWS | POLITICS NEWS
    ହେଲେ କିଏ ସେ ନେତା ଯିଏ ବିଜେଡିକୁ ଭାଙ୍ଗିଦେଇଛନ୍ତି...#Naveen #Vkpandian #Levliveodianews #Odisha #Levliveodia #Bjd #Bjp #Bjpnews #Politics #Political #Politicsnews #Politicalnews #Politica #Politicnews #Election #Dharmendra #Aparajita #Narendramodi #Modi #Pmmodi #Amitshah #Amit #Pm #Mp #Ml #Cm #Govt #Surah #Congress #Congressnews #Rahulgandhi #Latest #breakingnews #India #Indian #Indianews #Ias #Iasofficer #Ganjam #yogiadityanath #nda
    Hiii…This Is a Levlive Odia UA-cam Channel…Levlive Odia a Complete ENTERTAINMENT House.
    -------------------------------------
    ଦର୍ଶକ ବନ୍ଧୁ ଆପଣଙ୍କୁ ନମସ୍କାର, Levlive Odia Channel କୁ ସ୍ବାଗତ, ଆପଣ ଭକ୍ତି ଭାବପୂର୍ଣ୍ଣ ଭଜନ, ଏବଂ ଆପଣଙ୍କ ମନୋରଞ୍ଜନ ପାଇଁ ଓଡ଼ିଆ ରୋମାଣ୍ଟିକ Album Song, Golden song, News ଦେଖୀ ପାରିବେ I
    ►►►►► ► Copyright Disclaimer ◄◄◄◄◄◄
    The Copyright of The Above Mentioned Content is Owned By ©LEVLIVE Odia. Any Type of Illegal, Unauthorized, & Re Use of The Audio or Visual of The Content is Strictly Prohibited and May Subject to Copyright Claims & Legal Action Against those Violating The Copyright of This Content.
    --------------------------------------
    Thanks For Watching...
    Don't forget to Like, Comment, Share & Subscribe…
    --------------------------------------
    #LevLiveOdia

КОМЕНТАРІ • 48

  • @prasantakumarmohanty1339
    @prasantakumarmohanty1339 10 днів тому +1

    ଗଣତିତି ଭୁଲହୋଇଛି ଜାଣିଶୁଣି ପ୍ରତ୍ୟେକ ବୁଥ ରୁ ମାଇନେସ କରାଯାଇଛି

  • @debendranarayandash9040
    @debendranarayandash9040 27 днів тому +7

    ବିଜେଡିର ପରାଜୟ ପାଇଁ ନବିନୀ ଦାଇ ପ୍ରଦିପ ପାଣିଗ୍ରାହୀଙ୍କୁ ମେଡିକାଲରେ ଭର୍ତ୍ତି ହୋଇନଥିଲେ ନବୀନ ଦୁଇଟି ଆସନରୁ ହାରିଥାନ୍ତେ

  • @brahmaachary3955
    @brahmaachary3955 12 днів тому

    Naveen Patnaik bjd supreme zindabad

  • @ArunDas-hc5zz
    @ArunDas-hc5zz 27 днів тому +7

    BJD ର ଘମଣ୍ଡ,ଉତ୍ପାତ,ଦୁର୍ନୀତି,ଅତ୍ୟାଚାର,ଶେଷରେ ପ୍ରଭୁ ଜଗନ୍ନାଥ ଙ୍କୁ ଅତ୍ୟାଚାର ଯୋଗୁ ପ୍ରଭୁ ହଟାଇଲେ

    • @sudhansusekharjena806
      @sudhansusekharjena806 24 дні тому

      Sri mandira parikama navre Raja niti pureila jagannath knu apamana kala

  • @rcp3276
    @rcp3276 27 днів тому

    Bahut bhala hoiechhi

  • @jitendrakumarjena5175
    @jitendrakumarjena5175 17 днів тому

    ଗୁଟେ ଜବରଦସ୍ତ ଖୁଚି

  • @rameshchandranayak575
    @rameshchandranayak575 26 днів тому +1

    ନବୀନବାବୁ ହାରିବାର ଥିଲା। ବିଜେଡି ତାଙ୍କ ଶାସନ କାଳରେ ଓଡିଶା ପାଇଁ କଣ କରିଛନ୍ତି।

  • @jitendrakumarjena5175
    @jitendrakumarjena5175 17 днів тому

    ମୋଘର ଲୋଲିପପ କାମ ଦେଲାନି ଲୋକ ଜାଣିସାରିଲେଣି

  • @ParabirPanda-to3rh
    @ParabirPanda-to3rh 27 днів тому

    Due to corruptions alone...

  • @girirajsinghmajhi5911
    @girirajsinghmajhi5911 27 днів тому

    ମେଡମ କେତେ ଟଙ୍କା ଖାଇ ନିୟୁଜ ବନେଇ ଛନ୍ତି ମେଡମ, ତୁରେକେଳା କେତେ ଭୋଟ ପାଇଁ ଛନ୍ତି ଦେଖି କି ନିୟୁଜ କରନ୍ତୁ ମେଡମ ଅଜୟ ଦାସ କେତେ ଟଙ୍କା ଦେଇଛନ୍ତି ମେଡମ ତୁରକେଳା ଚେକ କର କେତେ ଭୋଟ ପାଇଛନ୍ତି ନବୀନ ବାବୁ, ଆଉ ବଙ୍ଗୋମୁଣ୍ଡା ରେ ଅଜୟ ଦାସ ଚାର୍ଜ ରେ ଥିଲେ ମେଡମ, ଆଉ ଫେରୋଜ ଖାନ, ଆଉ ଆୟୁବ ପରିବାର ମୁରିବାହାଲ ରେ ଥିଲେ ଫାଲତୁ ନିୟୁଜ କାହିଁ ଓଲଟା ପାଲଟା କରୁଛନ୍ତି, ଅଜୟ ଦାସ ରୁ କେତେ ଟଙ୍କା ଖାଇଲେ ମେଡମ, କିଛି ନଜାଣି ଏମିତି ନିୟୁଜ କାହିଁ କରୁଛନ୍ତି, କାଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ରେ କାମ କରିଛି ଯାଇ କି ପଚାରି ଦେଖ ତା ପରେ ନିୟୁଜ କର ଧନ୍ୟବାଦ🙏 ଆପଣ ନିୟୁଜ
    କେତେ ହାରିଲେ ନବୀନ ବାବୁ ଦେଖନ୍ତୁ ମେଡମ ଯାହାର ଗୁଣ ଗାଉଛନ୍ତି
    ଅଜୟ ଦାସ ବଙ୍ଗୋମୁଣ୍ଡା ବ୍ଲକ - 8611 0:27 ଭୋଟ ହାରିଲେ ତାର ଗୁଣ ଗାଉଛନ୍ତି
    ଫେରୋଜ ଖାନ ମୁରିବାହାଲ ବ୍ଲକ -7908 ଏତିକି ଭୋଟ ରେ ହାରିଛନ୍ତି ଆଉ ତାଙ୍କରି ଗୁଣ ଗାଉଛନ୍ତି ଆପଣ ଅଜୟ ବାବୁ କେତେ ଭୋଟ ହରେଇ ଛନ୍ତି ଟିକେ ଆଖି ଖୋଲି କି ଦେଖନ୍ତୁ ଯଦି ଆଉ କିଛି ଜାଣିବାର ଅଛି ଏହି ନମ୍ବର ଯୋଗାଯୋଗ କରିବେ 9178833229

  • @ashokmoharana1751
    @ashokmoharana1751 24 дні тому +1

    5 te sache ba. Mahela dala. Suda. Tanka bjade harela

  • @prasantkumarsahoo1054
    @prasantkumarsahoo1054 22 дні тому

    Au kn heba five years jau

  • @user-hu4ss4dr1f
    @user-hu4ss4dr1f 26 днів тому

    Pandian

  • @user-xg1kg9rw7b
    @user-xg1kg9rw7b 27 днів тому

    Verygood

  • @valeriankullu4202
    @valeriankullu4202 7 днів тому

    BJD haribar main reason BJP ra jabardast ghotala lekhiki rakhantu

  • @sarojmohanty1350
    @sarojmohanty1350 14 днів тому

    Money, muscle power & government officials, the cause of BJD's rule for so many years.

  • @sudhansusekharjena806
    @sudhansusekharjena806 24 дні тому

    Nabeen Babu dayi

  • @mantumohanta9958
    @mantumohanta9958 25 днів тому

    B J D Hariba Pai Dai Nabin

  • @ssubratkr
    @ssubratkr 27 днів тому +1

    Haribar mukhya Karan nabin

  • @PradipkumarRoutray-yr9ic
    @PradipkumarRoutray-yr9ic 27 днів тому

    NABIN SIR LOST GOOD FAITH FROM THE PUBLIC DUE TO HIS LEADERS AND WORKERS WHO CAME TO FRONT BUT ODISA BASI DID NOT FIND HIM ON THEV FRONT ...2NDLY ODISA BASI COULLD NOT KEEP FAITH UPON PANDIAN BABU S EXCESS ROLE

  • @user-xg1kg9rw7b
    @user-xg1kg9rw7b 27 днів тому

    25barsha..shasonkala.tumara.mana.bharilani.ki.bhai

  • @shibakumardash8970
    @shibakumardash8970 5 днів тому

    Wrong, The people of odisha has done it, due to avoiding nature to the middle class.middle class can do and undo every thing,so never neglect to them mostly middle class general cast.

  • @janardanpatra5054
    @janardanpatra5054 25 днів тому

    BJD hariba pain phone call sethi pain BJD bale dhamkiyaan diye rahe the isliye hargaye

  • @samirnayak3768
    @samirnayak3768 27 днів тому

    କାରଣ କଣ ନବୀନ ବାବୁ ଜାଣିନାହାନ୍ତି?
    ପ୍ରତିଦିନ ରାଜରାସ୍ତାରେ ସବୁ ବର୍ଗର ଚାକିରିଆଙ୍କ ହରତାଳ ନ୍ୟାର୍ଯ ଦାବି ପାଇଁ
    ପିସି ସବୁ ଜାଗାରେ
    ଗରିବ କଲ୍ୟାଣ ନାଁ ରେ ଲୁଟ
    ଅଫିସର ରାଜ
    ନେତାମାନଙ୍କ ଚୋରି
    ଆଫିସରମାନଙ୍କ ଘୋଟାଲା
    ଶାସନ ଠିକାରେ ଚଳାଇବା
    ଗୁଣ୍ଡା ରାଜ
    ନିରୀହକୁ ମିଜ କେସରେ ଫସାଇବା
    କେବଳ ଦଳୀୟ କର୍ମୀଙ୍କ ଉପକାର ଯୋଗାଇଦେବା
    ରାଜ୍ୟରେ ପୋଲିସ ବାହିନୀର ଦମନଲୀଳା
    ଅତ୍ୟାଚାର, ବ୍ୟଭିଚାର ଓ ନାରୀନିର୍ଯାତନା ଇତ୍ୟାଦି

  • @harekrishnatripathy7344
    @harekrishnatripathy7344 27 днів тому

    ଲୋକଙ୍କ ତୁଣ୍ଡରୁ ଯାହା ବାହାରୁଚି ସେଇଟାହି ସତ୍ୟ

  • @toxicgamerz7344
    @toxicgamerz7344 26 днів тому

    Nabin bhala kaama karinahanti sethipain haarile

  • @rudrapratapnayak-tq5sy
    @rudrapratapnayak-tq5sy 26 днів тому

    Naveen sir 25yeargadire basile bjp seita kari dekhau odisha loka manibe

  • @duryodhanbehera9364
    @duryodhanbehera9364 22 дні тому

    Hallo village,panchayat,block level me jitna bhi kuji neta ,ye sab nabin pattnaik rull karte thhe,policeka dgp power ye sab thaname dekhate thhey kisiba problem aaya to eye aadmiko paisa do aapka kam hojayega, dhamak atom bombse bhi jada tha loke nachar thhey.matalab akadme sab sara odishaka admi isi admise darte thhe,iske liye dayidar kan malik matlab nabin babu,public kiya karte aur congressko jeise out karethhe aise bjd ko bhi aise out kar diya,grass level ka kuinata ke liye bjd har giya aur kuchh nahi.main esika ek example

  • @prasantkumarsahoo1054
    @prasantkumarsahoo1054 22 дні тому

    Pani grahi ra dul dul mada

  • @narasinghdas3623
    @narasinghdas3623 27 днів тому +1

    Mukhia nije dai

  • @ajayakumarsahoo4663
    @ajayakumarsahoo4663 27 днів тому +1

    Nabin.harechi.thikihoechi😂

  • @goldenbiswal3668
    @goldenbiswal3668 27 днів тому

    Hinjili ru bi besi vote re jiti nahanty

  • @kirankumardalai764
    @kirankumardalai764 27 днів тому

    we have no sympathy towards Naveen is same. crime partnes of BJD crimnal leaders. what about Deacesed Naba Das.

  • @rajeshchhotaray8685
    @rajeshchhotaray8685 26 днів тому

    Nabin cheated people's of odisha through pandian

  • @pradipmohanty6492
    @pradipmohanty6492 21 день тому

    Ur wrong, only pandian was responsible for bjds defeat.

  • @timepasscreative6794
    @timepasscreative6794 27 днів тому

    କେହି ଦାଇ ନୁହଁ କେବଳ ପାଣ୍ଡୁ

  • @rabinarayanapraharaj4477
    @rabinarayanapraharaj4477 27 днів тому

    ରାଜନୀତି ଜାଣି ନଥିବ ଲୋକ ମୁଖ୍ୟ ମନ୍ତ୍ରୀ ହେଲେ ଅବସ୍ଥା ଯାହା ଅବସ୍ଥା ଏ ଇ ଆ

  • @harishankarhari5290
    @harishankarhari5290 11 днів тому

    Nabin murkha no1