ସମ୍ବିତଙ୍କ ପାଇଁ ବଢିଲା ଅଡୁଆ ।

Поділитися
Вставка
  • Опубліковано 21 тра 2024
  • ସମ୍ବିତଙ୍କ ପାଇଁ ବଢିଲା ଅଡୁଆ । ----------------------------------------------
    kalinga today live is Odisha's leading 24x7 news and current affairs Digital channel. Odisha's most credible media house that also publishes updates on news, politics, sports, business, current affairs, entertainment, technology, health updates.
    #kalingatodaylive #kalingatoday #odishanews

КОМЕНТАРІ • 92

  • @raghumaninayak9593
    @raghumaninayak9593 Місяць тому +9

    କ୍ରୀତଦାସ ଦଳ ଆସିଗଲେ ତୁମ ନେତା କଣ ପ୍ରଭୁଙ୍କୁ ଅପମାନ କରିନାହିଁ ଦେଖାଇ ହେଉଛ

  • @rabindrakumarsahoo4920
    @rabindrakumarsahoo4920 Місяць тому +6

    ସମ୍ବିତ ପାତ୍ର ଭୁଲ୍ କରି ଭୁଲ୍ ମାଗି କ୍ଷମାପ୍ରାର୍ଥନା କଲେ, ପ୍ରାୟଶ୍ଚିତ ସ୍ବରୂପ ୩ ଦିନ ମହାପ୍ରଭୁଙ୍କ ଚରଣରେ ଉପବାସ କରିବେ।ଏହା ତାଙ୍କ ଅହଙ୍କାରହୀନତା ଓ ଉଦାରତାର ପରିଚୟ ଦିଏ। ତେଣୁ ସେ ଧନ୍ୟବାଦର ପାତ୍ର।ଏସ୍ଥାନରେ ସମ୍ବିତ ପାତ୍ରଙ୍କ ବିରୋଧରେ ନିର୍ବାଚନ କମିଶନ୍ ନିକଟରେ ଫେରାଦହେବାକୁ ଚାଲି ଆସିଲ। ନିର୍ବାଚନ ଦିନ ରାଉରକେଲାରେ ଶାରଦା ନାୟକ ଯାହା କଲେ,ତାଙ୍କ କଥାକୁ ନେଇ ନିର୍ବାଚନ କମିଶନଙ୍କ ନିକଟକୁ ଗଲନାହିଁ ?ତମ ତାମିଲ୍ ୫ଟି ଅଧ୍ୟକ୍ଷ ଗଙ୍ଗାଧର ମେହେର ଙ୍କୁ ସନ୍ଥ(ଶଙ୍ଖ)କବି ଓ ଭୀମ ଭୋଇଙ୍କୁ କବି କହି ଯେତେବେଳେ ଓଡିଆର ସ୍ଵାଭିମାନ ଉପରେ କୁଠାରାଘାତ କରୁଥିଲେ, ସେତେବେଳେ କୁଆଡେ଼ ଯାଇଥିଲ ? କ୍ଷମତା ଚାଲିଯିବାର ଭୟ କଉଠି ନା କଉଠି ଏସବୁ କରିବାକୁ ବାଧ୍ୟ କରୁଛି। ଅପେକ୍ଷା କର।

  • @sashigidi3526
    @sashigidi3526 Місяць тому +8

    Tv ଚେହେରା ଦେଖେଇବା ପାଇଁ ଆସୁଛନ୍ତି

  • @suvanarayansankhua8619
    @suvanarayansankhua8619 Місяць тому +7

    Jay BJP Jay BJP 👌👌👍👍

  • @PriyaGuru-dk5cb
    @PriyaGuru-dk5cb Місяць тому +8

    Bjd,ku,hariba,vaya

  • @ganeshfarmhouse4737
    @ganeshfarmhouse4737 Місяць тому +5

    ହେ ପ୍ରଭୁ ଜଗନ୍ନାଥ BJP sarkar ଆସିଯାଉ

  • @user-vo7sm1yv7l
    @user-vo7sm1yv7l Місяць тому +6

    ଅମର ପ୍ରତାପ କଣ କହିଥିଲେ

  • @nareshpanda4485
    @nareshpanda4485 Місяць тому +8

    ପାଣ୍ଡୁ ଭାଷା କହିଲ. ନିଜସ୍ୱ କିଛି ନାହିଁ.

  • @user-og9it4sv2l
    @user-og9it4sv2l Місяць тому +5

    ତୁ ସତୀ କେବେ ଭୁଲ କରିନାହିଁ

  • @lipsa5949
    @lipsa5949 Місяць тому +1

    ଓ ହୋ ଲୋ ମା ସତୀ ସାବିତ୍ରୀ

  • @binodpradhan321
    @binodpradhan321 Місяць тому +3

    Jay sambit Bhai Jay Riku Bhai

  • @user-kl9vp2gy4w
    @user-kl9vp2gy4w Місяць тому +5

    Bjp jindabad jindabad jindabad

  • @premkumarprem2187
    @premkumarprem2187 Місяць тому +5

    Haribo bjd

  • @abinashnayak8840
    @abinashnayak8840 Місяць тому +1

    ସମ୍ବିତ ପାତ୍ର ଜିଂଦାବାଦ

  • @nk2553
    @nk2553 Місяць тому +4

    One of the best bedhi of odisha

  • @rakeshsahoo702
    @rakeshsahoo702 Місяць тому +2

    ଦୈତାରୀ ପଣ୍ଡା,ପ୍ରତାପ ଦେବ କଥା ବି କୁହ। ଜଣଙ୍କୁ ଆଙ୍ଗୁଳି ଉଠାଇବା ଆଗରୁ ତମ ଆଡ଼କୁ ଚାରିଟା ଆଙ୍ଗୁଳି ଇଙ୍ଗିତ କରୁଛି।

  • @Babusan524
    @Babusan524 Місяць тому +2

    ବାଳ ନାଁ

  • @rakeshsahoo702
    @rakeshsahoo702 Місяць тому

    ହୀନ ରାଜନୀତି,ଛୋଟ ରାଜନୀତି କରୁଛି।
    ସ୍ଵୟଂ ମହାପ୍ରଭୁ ସମ୍ବିତ ପାତ୍ର ଙ୍କୁ ଉଚିତ୍ ଜବାବ ଦେବେ। ତମେ ତମ କାମ କର।

  • @dhamirona8662
    @dhamirona8662 Місяць тому +1

    ସମ୍ବିତ ପାତ୍ର ଙ୍କ କେବଳ ଅଜାଣତ ରେ ପାଟିରୁ କଥା ଖସି ଗଲା ବୋଲି କେତେ ମହାପ୍ରଭୁଙ୍କୁ କ୍ଷମା ଯାଚନା କଲେ ପଶ୍ଚାତାପ କରି ଉପବାସ ରଖିଲେ ହେଲେ ବିଜେଡିର ଲୋକ ମାନେ ଜାଣି ଜାଣି ନବୀନା ସାମନା ରେ ମହାପ୍ରଭୁଙ୍କୁ ଗୌଣ କରି ଅପମାନିତ କରୁନାହାନ୍ତି, ସେମାନଙ୍କ ସତସାହସ ଅଛି କି କ୍ଷମା ଯାଚନା କରିବା ପାଇଁ, ସ୍ବୟଂ ଶ୍ରୀ ଜଗନ୍ନାଥ ହିଁ ଓଡିଶା ର ଲୋକ ଙ୍କୁ ବିଜେପି ଓ ବିଜେଡି ଭିତରେ ଫରକ୍ ଦେଖାଇ ଦେଲେ। ସମ୍ବିତ ପାତ୍ର ଙ୍କୁ ଶ୍ରୀ ଜଗନ୍ନାଥ କ୍ଷମା କରିଦେଲେ କିନ୍ତୁ ବିଜେଡିର ଗର୍ବ କୁ ଏଥର ନିର୍ବାଚନ ରେ ଭାଙ୍ଗି ଚୁରମାର କରିଦେବେ

  • @JayantakumarDas-rr6rf
    @JayantakumarDas-rr6rf Місяць тому +2

    Only for TV SHOW

  • @binodpradhan321
    @binodpradhan321 Місяць тому +2

    Nije thik re kahi parilani sambit Bhai nku sasmit kahuchi.,ya muhan ku chi

  • @ramshankarprasadbiswal5619
    @ramshankarprasadbiswal5619 Місяць тому

    କାଳିଆ ର ଲୀଳା ସେ କୁହାଇଛି

  • @surenpatel1834
    @surenpatel1834 Місяць тому +1

    BJD ବାଲାକୁ ବାଦୁଛୁ

  • @priyaopriya5246
    @priyaopriya5246 Місяць тому +1

    Ate Bhaya kn pain madam 😊

  • @debadattatripathy6345
    @debadattatripathy6345 Місяць тому +1

    ଚୋରନି କାହାକୁ ବାଧି ନାହିଁ ତୁ ମରୁଛୁ କାହିଁକି 😄😄

  • @tlcbishnuprasadgandha7496
    @tlcbishnuprasadgandha7496 Місяць тому +1

    Mahaprabhu ku nei jou mane rajniti karuchanti,semanankara carreer pura politics ru ohori jau

  • @soudaminiswain7045
    @soudaminiswain7045 Місяць тому +2

    tame Bjd bala ଯେତେବେଳେ ଏ ଭଳି ଭୁଲ କରୁଥିଲା ସେତେବେଳେ କୋଉଠି ସୋଇଥିଲା

  • @ghanashyammohapatra1491
    @ghanashyammohapatra1491 Місяць тому +2

    Kuhalia katha kahuchha, Jay BJP

  • @ranjitlenka279
    @ranjitlenka279 Місяць тому +1

    Balana

  • @rituparnaparida8615
    @rituparnaparida8615 Місяць тому

    Madam Jagannath paranpara Bishan rre dharana achi

  • @user-lg5bi1kx7f
    @user-lg5bi1kx7f Місяць тому +1

    Eaye ghogagehi sulochana ku Tamil bbsr re gehuchhanti

  • @dasarathibeura9015
    @dasarathibeura9015 Місяць тому +1

    ତୁମେ ବିଜେଡି ନବୀନ କୁ ଭଗବାନ କହୁଛ

  • @sashigidi3526
    @sashigidi3526 Місяць тому +1

    ହାରିବା ଭୟ ବିଜେଡି ର ବହୁଚ

    • @rajiblochandash5072
      @rajiblochandash5072 Місяць тому

      ଭାଇ ଜଗନ୍ନାଥ ନାରେ କହିଛି ତୁମେ ସାପୋଟ କାହିଁ କରୁଛ

  • @bijayapppradhan4563
    @bijayapppradhan4563 Місяць тому

    ଭୁଲ ମାଗି ଫସିଲା କଣ। ପେଲେଇପୁଅ କ୍ଷମା ମାଗି ସାରିବା ପରେ ଆଉ ଭୁଲ ନ ଥାଏ। ବିଜେଡ଼ି କହିବ ଠିକ। ଧର୍ମ ସହିବ ନି ଗଲି ପଡିବ ବିଜେଡ଼ି।

  • @chintamanikar882
    @chintamanikar882 Місяць тому

    ନିଜତ୍ୱକିଛିତୁମରନାହିଂ, ତୁମପୂର୍ବରକଥାପାଶୋରିଗଲକିପରିଅଲାଜୁକଦଳ

  • @learntogether8344
    @learntogether8344 Місяць тому

    ତାହେଲେ ଦିନକୁ ଯଦି 2 &1/2 crore then ପ୍ରତିଦିନ ପାଣ୍ଡୁ photo ବାହାରୁଛି 1 yr. 2&1/2 crore = କେତେ..... ଭାବ ରେ ଜନତା ଭାବ

  • @lipsa5949
    @lipsa5949 Місяць тому +1

    Jay Bjp jay Bjp 🌷🌷🌷🌷

  • @Babusan524
    @Babusan524 Місяць тому +1

    BJP ❤❤❤❤❤

  • @scs19786
    @scs19786 Місяць тому

    ତତେ ନବୀନ ଧକ୍କା ଦେଇଥିଲା... କିଛି କହନି... ତୁ ବି BJP କୁ ଯିବୁ....

  • @maheswarkhilla2944
    @maheswarkhilla2944 Місяць тому

    Kebe nai

  • @nalunalu4724
    @nalunalu4724 Місяць тому

    Bhaimane thare ta change kara

  • @samirkumarswain9355
    @samirkumarswain9355 Місяць тому +2

    Tu sati lo😅

  • @SKBarik-sd8sy
    @SKBarik-sd8sy Місяць тому

    Bas photo dekilu 😅

  • @laxmi4952
    @laxmi4952 Місяць тому

    ranipanda ମାଡାମଙ୍କ୍ ଭାଷାରେ ,ଓ ନାରୀ ନେତ୍ରୀମାନେ କୋଉଠି ଥିଲା ତୁମ ନେତ୍ରୀ ପଣିଆ,ଯେତେବେଳେ ପ୍ରତାପଦେବ,ଅମର ପଟ୍ଟନାୟକ,ଦୈତାରି ପଣ୍ଡା,ଆଉ ତମ ପାଣ୍ଡୁ ଦୁବାଇରେ କହିଥିଲା,କୋଉଠି ଥିଲା ତୁମ ନାରୀନେତ୍ରି ପଣିଆ,ତୁମକୁ ଲାଜ ସରମ କେମିତି ଲାଗୁନି

  • @prasantkumar4881
    @prasantkumar4881 Місяць тому

    Mam tounge sleep soo

  • @shyamsundarpati1989
    @shyamsundarpati1989 Місяць тому +1

    Pelei nani

  • @amulyakumardas3
    @amulyakumardas3 Місяць тому +1

    Gulama geri chhada

  • @pramoddash5937
    @pramoddash5937 Місяць тому +1

    Sulata paeen BJD talaku talaku jiba

  • @scs19786
    @scs19786 Місяць тому

    ପାଣ୍ଡୁ trolly ରେ ଜଗନ୍ନାଥଙ୍କୁ ଗାଁ ଦାଣ୍ଡରେ ବୁଲେଇଥିଲା

  • @bijayapppradhan4563
    @bijayapppradhan4563 Місяць тому

    ମାଡାମ ଶ୍ରୀ ମୟୀ ପରେ ତମ ପାଳି। ତଡା ଖାଇବ।

  • @rituparnaparida8615
    @rituparnaparida8615 Місяць тому

    Jagannath photo tumay bag chaba tuma Mankad rajaneti Kal Kitana time face dekhay rajaneti karajay

  • @sibaprasaddas788
    @sibaprasaddas788 Місяць тому

    Sabubele Satya ra hin jaya so BJP ra hin jaya heba,just wait kara

  • @pradipmishra3589
    @pradipmishra3589 Місяць тому

    Apna ta sambit na badalare sasmit kahilu apnkara bhul helani😮😮manisa matre bhul thae apna mane aau lord Jagannath nku blem karantuni.. future re gote order hau lord Jagannath nka name politics re na nebeni

  • @user-ge6gs6kn7y
    @user-ge6gs6kn7y Місяць тому

    CM chadikhola badipada khata BJD mukha patra uttar dia

  • @bhaijan5172
    @bhaijan5172 Місяць тому +1

    Tame kn kahila sasmit patra

  • @sibapatra9514
    @sibapatra9514 Місяць тому +1

    Tame maruna

  • @jalandharpalei5965
    @jalandharpalei5965 Місяць тому +2

    ଜୟ ବିଜେପି

  • @Mishra943
    @Mishra943 Місяць тому

    Tuma pain kharap Samaya asigala ethar tumaku Odisha voter opadi fofadi debe wait and see

  • @rituparnaparida8615
    @rituparnaparida8615 Місяць тому

    Tate bjd ru ticket maliba

  • @bichitranandatripathy3007
    @bichitranandatripathy3007 Місяць тому

    Ea. Kia ?Amesabu. Bujhichu bhul. Re kahile. Bhul. Magile. Asubidha. Keunthí olta. Kahidele

  • @prahaladojha5628
    @prahaladojha5628 Місяць тому +1

    ତୁମ ପାଣ୍ଡୁଦଳ ରତ୍ନଭଣ୍ଡାର ଚୋରିକଲ ଜଗନ୍ନାଥଙ୍କୁ ଭିକାମଗାଇଲ ପ୍ରତାପଦେବ ଜଗନ୍ନାଥଙ୍କୁ ଠୁ ନବୀନ ବଡ କହିଲ ପାଣ୍ଡୁ ବି ସେଇଆ କହିଲା ଓଡିଶା ଲୋକଙ୍କ ଟଙ୍କାରେ ପାଣ୍ଡୁ ହେଲିକ୍ୟାପ୍ଟର ରେ କୋଟି କୋଟି ଟଙ୍କା ଖର୍ଚ କଲା ସେତେବେଳ ତମେ ପେଣ୍ଡାଟା କଣ ଘଇତାକୁ ଧରି ଏସି ରୁମରେ ସୋଇଥିଲ ତମେ ବେଧ ପେଣ୍ଡାଏ ପଳାଇ ଆସିଲେ ମିଡ଼ିଆ ଆଗରେ ବାଇଟ ଦେବାକୁ

  • @sumitrout9136
    @sumitrout9136 Місяць тому

    Ja be

  • @societyforruraldevelopment1264
    @societyforruraldevelopment1264 Місяць тому +1

    Sambit Bhai is real hero.

  • @SKBarik-sd8sy
    @SKBarik-sd8sy Місяць тому

    Tama netanka Katha guda😅

  • @sarojakantaparida
    @sarojakantaparida Місяць тому

    Tamar kan Pai fatuchi

  • @abinashnayak8840
    @abinashnayak8840 Місяць тому +1

    ଚାରିଆଡେ ଖାଲି ଫୁଲ ହିଁ ଫୁଲ

  • @abinashnayak8840
    @abinashnayak8840 Місяць тому +1

    We want modi
    I support sambit

  • @abinashnayak8840
    @abinashnayak8840 Місяць тому +1

    ତାମିଲ ହଟାଅ ଓଡିଶା ବଞ୍ଚାଅ

  • @abinashnayak8840
    @abinashnayak8840 Місяць тому +1

    ହିନ୍ଦୁ ମାନଙ୍କର ବଳ ଏକ ମାତ୍ର bjp ଦଳ

  • @user-xo5op2wj8j
    @user-xo5op2wj8j Місяць тому

    Tumar. Bi. Haruchha

  • @user-fb8fb5qc2n
    @user-fb8fb5qc2n Місяць тому

    ଜଗନ୍ନାଥ ମନ୍ଦିର କଣ ସମ୍ବିତ ପାତ୍ର ର ବୋ ପାର ସମ୍ପତି।ନିର୍ବାଚନ କମିଶନର ତ ମୋଦୀ ର କିରାଣୀ।ଦେଖା ଯାଉ କଣ ହେଉଛି।

  • @geetaranisamal6638
    @geetaranisamal6638 Місяць тому

    ଆଗରୁ ଯେଉଁ ତୁମ ନେତା ମାନେ ଅପମାନ କରିଥିଲେ ତାର କଣ ??

  • @user-mz1xr5kg3h
    @user-mz1xr5kg3h Місяць тому

    Jay bjd.jay.bjd.jay.bjd.jay.bjd.jay.bjd

  • @abinashnayak8840
    @abinashnayak8840 Місяць тому +1

    ଏଥର ଗେଣ୍ଡା ଫାଟିବ
    ଫୁଲ ଫୁଟିବ

  • @shyamsundarpati1989
    @shyamsundarpati1989 Місяць тому

    Belajani,tu,pati sleep heuni