ବିଜେଡିରେ ମିଶିବେ ମୋକିମ୍ ? || Odisha Political Special News || BJD || Congress || Odisha Reporter

Поділитися
Вставка
  • Опубліковано 25 гру 2024

КОМЕНТАРІ • 158

  • @bapujijena8490
    @bapujijena8490 2 роки тому +5

    କଂଗ୍ରେସ ସୁର ବାବା ଙ୍କ ନିର୍ଦ୍ଦେଶନାରେ ତିଆରି ଓଡ଼ିଆ ସୁର କରିଥିଲେ ଆଗରେ ମାଟି ପଛେ ପାଟି ସୁର ଜାହାକୋଉଛନ୍ତ ଆପଣ ଭାବୁଛନ୍ତି ସୋବୁ ଓଡ଼ିଆ ବୋକା ଆଦିବାସୀ ହରିଜନ ପାଟି କଂଗ୍ରେସ୍
    ମୋକିମ୍ ସାର୍ ଆପଣଙ୍କୁ ବହୁତ ଧନ୍ୟବାଦ୍ ଜୟ ଭାରତ ଜୟ ଭୀମ

  • @laxmidharapanda6086
    @laxmidharapanda6086 2 роки тому +9

    ମୋକିମ ନବୀନଙ୍କୁ ଖୁସ କଲେକି ନାହିଁ ତାହା ସମୟ କହିବ ମାତ୍ର ନବୀନ ଯେ ରାଷ୍ଟ୍ରପତି ନିର୍ବାଚନରେ ମୋଦିଙ୍କୁ ଖୁସ କରିବାକୁ କାର୍ଯ୍ୟ କରିଛନ୍ତି ଏହା ନିଶ୍ଚିନ୍ତ !

    • @mallikalam9541
      @mallikalam9541 2 роки тому +2

      ନ କଲେ CBI ମାଡ଼ି ବସିବ

  • @sandip636
    @sandip636 2 роки тому +12

    ଓଡ଼ିଆ ମହିଳା ଙ୍କୁ ଭୋଟ ଦବା ଭୁଲ କଥା ନୁହ। କିନ୍ତୁ କଂଗ୍ରେସ ଦଳ ରେ ରହି BJP ଦଳ ku ଭୋଟ ଦବା ମାନେ ବିଜେପି ଦଳ କୁ support କରିବା। ବୋଧେ mokim ବାବୁ ଙ୍କର ଇଛା ଅଛି ବିଜେପି ରେ ମିଶିବ ପାଇଁ

  • @chandankarjee
    @chandankarjee 2 роки тому +6

    ବିଜେଡି ରେ ନୁହେଁ ବିଜେପି ରେ ମିଶିବେ

  • @durgaprasaddash8817
    @durgaprasaddash8817 2 роки тому +3

    କଣ ଅସୁବିଧା??? ସମସ୍ତେ ଗୋଟିଏ ନାଉ ର ମଞ୍ଜି।
    ମାତ୍ର ସେ ଯାହା କଲେ ତାଙ୍କୁ ଧନ୍ୟବାଦ।

  • @tapanswain1812
    @tapanswain1812 2 роки тому +1

    କଂଗ୍ରେସ ରେ ରହି କଂଗ୍ରେସ କୁ....... ମାରିବ. ଚୋର. କୁ ଦଳରୁ ବାହାର କର.

  • @keshabchandramallick3828
    @keshabchandramallick3828 2 роки тому +2

    ବିଜେଡି ନୁହଁ ବିଜେପିରେ ମିଶିବେ ମୋକିମ୍ ।

  • @ktccreation9722
    @ktccreation9722 2 роки тому +2

    Welcome to BJD 🙏💐💐💐💚💚💚

  • @madhabchandranayak3011
    @madhabchandranayak3011 2 роки тому +1

    ମୋକିମ ବାବୁ ତାଙ୍କ ଚିନ୍ତାଧାରାରେ ଭୋଟ ଦେଇଛନ୍ତି, ଆପଣମାନେ ଏତେ ଆଲୋଚନା କାହିଁକି କରୁଛନ୍ତି, ଟିକେ ଅପେକ୍ଷା କରିଗଲେ ସବୁ ଜଣା ପଡ଼ିଯିବ, ବହୁ କଂଗ୍ରେସ ନେତା bjd ରେ ମିଶି ବିଭିର୍ଣ୍ଣ ପଦ, ପଦବୀ ପାଇବାର ନଜିର ଅଛି.

  • @ndr51
    @ndr51 2 роки тому +7

    ହଇ ହୋ ଅସୁର ଭାଇ ତମେ ପରେ ନିଜେ ବାରମ୍ବାର କହୁଥିଲ ଯେ ଆଗ ମାଟି ଆଉ ପରେ ପାର୍ଟି ବୋଲି ଆଉ ଏବେ କଣ ତମର ଫାଟି ଯାଉଛି ଯେ କହୁଛ ଛୁରା ଭୂଷିଲା ପରି ଲାଗୁଛି ତମକୁ

    • @bimalendusahoo1113
      @bimalendusahoo1113 2 роки тому

      Sbubele dala ku mundaiki maati maa ku apmaana thik ki?

  • @sukantpatnaik3187
    @sukantpatnaik3187 2 роки тому +3

    ଜିଏ କଂଗ୍ରେସ ର ନୀତି ଆଦର୍ଶରେ ରହି ନିଜ ଦୋଳର ନିର୍ଦେଶ ରକ୍ଷା କରିପାରିଲେନି ସେ ଲୋକ ଅନ୍ୟ ଦୋଳ କୁ ଯାଇ ଯେଉଁ ଦୋଳର ନୀତି ଆଦର୍ଶ ଅର୍ଥାତ କେବଳ ପାୱାର ପାଇ ଚୁପ ରହି ହାଇକୋମାଣ୍ଡ ଯାହା କହିବେ ଶୁଣି yes ସାର କହି ରାଜନୀତି କରିପାରିବେକି???କଂଗ୍ରେସ ଦୋଳ ନେତା ତିଆରି କରିବା କମ୍ପାନୀ କେତେ ଯିବେ କେତେ କେତେ ନୁଆଁ ବାହାରିବେ ହିସାବ ନାହିଁ..

  • @jagannathbisoi6718
    @jagannathbisoi6718 2 роки тому +1

    Pradeep majhi bhali abastha heba .

  • @SKGbul
    @SKGbul 2 роки тому

    ନବବାବୁ ବି କହୁଥିଲେ ମୁଁ କଂଗେସ ରେ ଅଛି ଆଗକୁ ବି କଂଗ୍ରେସ ରେ ରହିବି
    ରାଜନୀତି କରୁଥିବା ବାଲାଙ୍କର ନୀତି ନଥାଏ. ଯେଉଁ ମାନେ ନୀତି ନିୟମ ରେ ଚାଲିବେ ସେମାନେ ରାଜନୀତି କରି ପାରିବେ ନାହିଁ. ରାଜନୀତି ଟା ଗୋଟେ ନାଟକ ବୋଲି ଜଣେ 45 ବର୍ଷ ରାଜନୀତି କରୁଥିବା ପୁରୁଖା ନେତା କହିଛନ୍ତି. ଦର୍ଶକ ବୃନ୍ଦ ଏଥିରୁ କଣ ବୁଝିବେ ନାଟୁଆଙ୍କ ନାଟକ ପରିବେଷଣ.

  • @sadanandasahoo3707
    @sadanandasahoo3707 2 роки тому +3

    ଲାଭ ଏଇଆ ହେଲା ଯେ, ସେ ପ୍ରମାଣ କଲେ ରାଜନୀତି କରୁଛନ୍ତି ରାଜ୍ୟପାଇଁ।ଓଡିଶାର ଗର୍ବ ପାଇଁ। ତୁମ ଚ୍ୟାନେଲ କୁ କାହିଁକି ବାଧୁଛି?

  • @mallikalam9541
    @mallikalam9541 2 роки тому +11

    ମୋକିମ ବାବୁ ଯେଉଁ ଦଳ ତୁମ କୁ ପରିଚୟ ଦେଲା ସେହି ଦଳ ସାଙ୍ଗରେ ଵେଇମାନୀ କଲ ଛି ଛି

    • @akashkumarsahoo678
      @akashkumarsahoo678 2 роки тому +1

      Kain tama dala khali desa bibhajana sikhichhi

    • @khetrabhue97
      @khetrabhue97 2 роки тому

      ମୋକିମ ଗୋଟିଏ ଭୋଟ ଦେଲେ କ'ଣ ୟଶବନ୍ତ ସିହ୍ନା ଜିତି ଯାଇଥାନ୍ତେ କି; !

  • @raghunathhembram5881
    @raghunathhembram5881 2 роки тому +1

    Mokim sir is great👍

  • @bidyadharbehera846
    @bidyadharbehera846 2 роки тому +1

    ଠିକ୍ କରିଛନ୍ତି ମୁକୁମ ସାର୍

  • @srikantadassrikantadas3908
    @srikantadassrikantadas3908 2 роки тому +1

    Right😃😃😃

  • @trilochanpatnaik6321
    @trilochanpatnaik6321 2 роки тому +4

    ଯାହାର ଖାଇବ ତାର ନ କରିଲେ କାମ, ଆମ ଦେଶେ କହନ୍ତି ତାକୁ ନିମକ ହରାମ୍। ଏହାର ଉଦାହରଣ mokim.

    • @ranjanjena6454
      @ranjanjena6454 2 роки тому

      R8.sir

    • @sagarjitpatra5170
      @sagarjitpatra5170 2 роки тому +1

      Odisha ra kahila Odia ku vote dela

    • @singapore1652
      @singapore1652 2 роки тому

      @@sagarjitpatra5170 wise answer

    • @soumyaranjanmishra1823
      @soumyaranjanmishra1823 2 роки тому

      Odisha ra pabitra mati re janma heiki nija odia jhia ku vote na deiki au kahaku daba bhul . Aga mati ta pare party Katha re achi
      ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ

    • @trilochanpatnaik6321
      @trilochanpatnaik6321 2 роки тому

      ତା ମାନେ ଯେଉଁ ଦଳରୁ ଖାଇ ଏତେ ଦିନ ବଞ୍ଚିଲ ଶେଷ ରେ ସେ ଦଳ ପ୍ରତି ବିଶ୍ଵାସ ଘାତକ କଲ। ତୁମେ କି ଭଦ୍ର ଲୋକ ରେ ଗଣା ହେବ? ତୁମେ ଭୋଟ ଦେଇ ନ ଥିଲେ କଣ ସେ ଜିତି ପାରି ନ ଥାନ୍ତେ କି? ନାଇଁ ଶସ୍ତା ରେ କ୍ରେଡିଟ ନେଇଗଲ।

  • @babupatnaik9767
    @babupatnaik9767 2 роки тому +1

    ଖେଳ ସରିଲା ଠିକାଦାରଙ୍କ

  • @jagakaliamajhi8804
    @jagakaliamajhi8804 2 роки тому

    ମହମଦ ମୋକିମ ଭୁଲ୍ ନିଷ୍ପତ୍ତି ନେଲେ ତାକୁ ବିଜେପି ବିଜେଡ଼ି ମଧ୍ୟରେ କେହି ବି ମୋକିମ କୁ ପଚାରୁ ନଥିଲେ। କିନ୍ତୁ ସେ ଭୂଲି ଗଲେ କଂଗ୍ରେସ ଚିନ୍ତା କୁ।

  • @adhyatmika9958
    @adhyatmika9958 2 роки тому

    ଖୁବ୍ ଭଲ ହବ।

  • @jogeshbehera8451
    @jogeshbehera8451 2 роки тому

    Mokim is Very Great Man Jindabad

  • @anantakhora9210
    @anantakhora9210 2 роки тому

    ଚିନ୍ତା ଓଡିଶା ମାଟି ପାଇଁ ନାହିଁ
    ...... ଚିନ୍ତା କରି ଛନ୍ତି ନିଜ ଭବିଷ୍ୟତ ରାଜନୀତି ପାଇଁ

  • @narayanpatra1149
    @narayanpatra1149 2 роки тому +8

    ଓଡିଶାରେ କୌଣସି ପାଟିନାହିଁ କେବଳ ବିଜେଡି ଦୋଳ କାରଣ ସବୁ ପାଟି ବିଜେଡି ପାଖରେ ବିକ୍ରି ହୋଉଛନ୍ତି । ଦୋଳର ମୁଖ୍ୟ ମାନେ ସବୁଦୋଳକୁ ଖାଇ ସାରିଲେଣି କର୍ମୀମାନେ ଦୋଳର ମୁଖ୍ୟ ମାନଙ୍କୁ ବିଶ୍ୱାସ କରୁ ନା ନାହାନ୍ତି ତେଣୁ ଅନ୍ୟଦୋଳ ମାନେ ଉପରକୁ ଉଠି ପାରୁନାହାଁନ୍ତି ।

  • @tarakiranpatnaik1049
    @tarakiranpatnaik1049 2 роки тому +1

    Congress khusi heba katha ki tanka party ru jane Amma odisha ra Jhia nku vote kale... Wise and beautiful ♥️♥️

  • @sripatiprasadrath9967
    @sripatiprasadrath9967 2 роки тому +3

    Only BJD IN Odisha

  • @gourachandramohanty2595
    @gourachandramohanty2595 2 роки тому +2

    Wellcom to BJD

  • @channel-iw6re
    @channel-iw6re 2 роки тому +2

    ସବୁ ମିଛ ମାଟି ପାଇଁ ନୁହେଁ ଦଳ ରୁ ଖାସି ଯିବା ପାଇଁ

  • @basantkumarsahoo8006
    @basantkumarsahoo8006 2 роки тому +2

    All ready ସେ ମିଶି ସାରିଛନ୍ତି। Just a matter of time.

  • @rajaalisaha3136
    @rajaalisaha3136 2 роки тому

    Good job Mokahim sir only Bjd best

  • @sanghamitradas371
    @sanghamitradas371 2 роки тому +1

    Jiye misuchi misu murmu madam president heijantu...Orissa ra na rahiba

  • @sbsuppliers7201
    @sbsuppliers7201 2 роки тому

    ଗଣେଶ ଜଗଦେବ ଙ୍କ ଭୋଟ ମୋକିମ ବାବୁ ଦେଈ ଛନ୍ତି

  • @muodia2002
    @muodia2002 2 роки тому

    ମାଟି ଆଗ

  • @rajendrakumarbehera6116
    @rajendrakumarbehera6116 2 роки тому

    ବୋଧେ ପାର୍ଟି ଭିତରେ ଥିବା କନ୍ଦଳକୁ ସବୁବେଳେ ଦେଖି ଦେଖି ସିଏ ଅଣନିଶ୍ୱାସି ହୋଇ ଗଲେଣି। ତେଣୁ ହୁଏତ ଏହି ସମୟରେ ଏମିତି ପରିବର୍ତ୍ତନ ସିଏ କରିବାକୁ ଚାହାନ୍ତି ଯାହାକି ତାଙ୍କୁ ଅମର କରିଦେବ। This is my personal view please don't take it otherwise.

  • @sangram9205
    @sangram9205 2 роки тому

    ମୋକିମି ବାବୁ କୁ କଟକ ସିଟି ରୁ ଆସି ଛନ୍ତି କେବଳ ନବୀନ ବାବୁ କ ପାଇଁ ।। ଦେବାଶିଷ କୁ ପରାସ୍ତ କରି ବାକୁ ବିଜେଡି ନେତା ମନ୍ତ୍ରୀ ସବୁ ମୋକିମୀ କୁ ଦେଇ ଛନ୍ତି ।। ସେ ତ ବିଜେଡି ର ଆଉ ବିଜେଡି ସରକାର କୁ ଗଲେ ଅସୁବିଧା କେଉଁଠି ରହିଲା ଯେ ଏତେ ତର୍ଜମା କରାଯାଉଛି ।।

  • @RajuPal-js4fm
    @RajuPal-js4fm 2 роки тому

    B j p only

  • @rajendrarajendra5442
    @rajendrarajendra5442 2 роки тому

    All right

  • @villagestarsrikanta
    @villagestarsrikanta 2 роки тому

    ଭୋଟ ଦେଲେ ବିଜେପି କୁ ମିଶିବେ କାହିଁକି ବିଜେଡି ରେ। ଆମ କୁ କଣ ବୋଲି ଭାବୁଛ

  • @nikhilgamining3867
    @nikhilgamining3867 2 роки тому

    ସବୁ ଏ ମିତି କହନ୍ତି

  • @byomakeshmishra4287
    @byomakeshmishra4287 2 роки тому +4

    It is good for his politics.

  • @bossdon601
    @bossdon601 2 роки тому

    Jay Jagannath ❤️🙏
    Jay Navin ji ❤️🙏. Jay BJD ❤️🙏.
    Pathan kahara nuha 👍🏻

  • @Milanlorry
    @Milanlorry 2 роки тому +2

    Welcome to BJD ....

  • @tukunaful
    @tukunaful 2 роки тому

    No doubt.

  • @ranjitdas5250
    @ranjitdas5250 2 роки тому

    Well come

  • @navakishor5063
    @navakishor5063 2 роки тому

    Jai bjd

  • @kumarbapi4520
    @kumarbapi4520 2 роки тому

    BJD re join karantu bholo hebo

  • @RajuPal-js4fm
    @RajuPal-js4fm 2 роки тому

    Good modi

  • @letslearnwithupendra44
    @letslearnwithupendra44 2 роки тому

    Mokim sir I am big fan of u

  • @prasantapalei1731
    @prasantapalei1731 2 роки тому +1

    Presentation good

  • @santoshnayakmaatariniprodu6640
    @santoshnayakmaatariniprodu6640 2 роки тому

    So nice

  • @mrprakashcreation
    @mrprakashcreation 2 роки тому +1

    ତୁମ ମନକୁ ଟିକେ ଖରାପ ଲାଗୁନି ଜଣେ ଓଡ଼ିଶା ର ଝିଅ ଯଦି ପ୍ରଥମ ରାଷ୍ଟ୍ରପତି ବାବେ ନିର୍ବାଚିତ ହେବା ଓଡିଆ ମାଟି ପାଇଁ ଗର୍ବର କଥା ତମେ କଂଗ୍ରେସ ସବୁ ପାକିସ୍ତାନୀ ଭଳି ହଉଚ ରେ,, ଛି ଛି ଲଜ୍ୟା ଲାଗୁନି ଟିକେ ତୁମ ମାନଙ୍କୁ ଓଡିଆ ମାଟିର ସନ୍ତାନ କହିବାକୁ।। ଜୟ ଜଗନ୍ନାଥ 🙏

  • @sbsuppliers7201
    @sbsuppliers7201 2 роки тому

    ସୁର ବାବୁ go back

  • @dr.bikashchandranag4395
    @dr.bikashchandranag4395 2 роки тому

    He should have been the PCC president.
    This is the reaction .

  • @mdshahidanwar4540
    @mdshahidanwar4540 2 роки тому +1

    Mir jafar2

  • @jitumohanty8691
    @jitumohanty8691 2 роки тому

    Bala bala

  • @utampradhan3303
    @utampradhan3303 2 роки тому

    ବିଜେଡି ଦଳରଷକ୍ୟା ଗରିଷ୍ଠ ଦେଖିକି ଭଠଦେଲେ ଏଠି ରାଜନିତି କରିବା ବିୟର୍ଥ

  • @rajeshsamal9773
    @rajeshsamal9773 2 роки тому +1

    Ea pcc president hoithante 😭😭😭😭

  • @siddheswarkisku2163
    @siddheswarkisku2163 2 роки тому

    Thank u makim very very thank odia mati

  • @jmvloges179
    @jmvloges179 2 роки тому

    Bjp

  • @simanchalajena4641
    @simanchalajena4641 2 роки тому

    Mokim nest CM,

  • @ommsai7271
    @ommsai7271 2 роки тому +1

    Chora MLA

  • @prafullakumarpradhan8129
    @prafullakumarpradhan8129 2 роки тому

    It is open call to odia real leader

  • @narayansahoo6088
    @narayansahoo6088 2 роки тому

    Mukim. Babu BJD MISIbe

  • @adityamallick7881
    @adityamallick7881 2 роки тому

    ଲୁଟେରା ପାର୍ଟି ରେ ରହି ଛିଣ୍ଡାଇ ପାରିଲା ନାହିଁ ଏବେ ଦଲାଲ୍ ସରକାର କୁ ଆସି ଓଲଟେଇ ପକେଇବ

  • @asishmisra3890
    @asishmisra3890 2 роки тому +3

    My favourite leader.He is a tallented person for Cuttack.

  • @nikhilgamining3867
    @nikhilgamining3867 2 роки тому

    ଦଳ ଦ୍ରୋହୀ

  • @niranjanmalik3879
    @niranjanmalik3879 2 роки тому

    ମୁକିମ ଚୁର

  • @rpodiachanel1271
    @rpodiachanel1271 2 роки тому

    Mahmad bhai BJP re misbe

  • @rajanakumaerpradhanrkpradh6029

    Noproblem

  • @gourachandramohanty2595
    @gourachandramohanty2595 2 роки тому +1

    Bepari Krutaghna Dharmachada Beiman Panda ku au kehi Dala Nebeni

  • @itzhappinessoftheworld21314
    @itzhappinessoftheworld21314 2 роки тому +1

    Mokim sir Theek karichanti

  • @dr.harishjain9726
    @dr.harishjain9726 2 роки тому

    IN 2024 CONGRESS WILL BECOME 0 SEATS..

  • @chittaranjangachhayat6363
    @chittaranjangachhayat6363 2 роки тому

    ଓଟିଭି ଗଣତନ୍ତ୍ର ପାଇଁ ବିପଦ ଦଳମାଧ୍ୟମ ଓଡ଼ିଶାର ନମ୍ବର one chanel ହୋଇ ଦଳ ମାଧ୍ୟମ କାର୍ଯ୍ୟ କରନାହିଁ

  • @prafullabarik7085
    @prafullabarik7085 2 роки тому +3

    He doesn't have any regret for flouting the party's directives . Well, it's anybody's guess he is joining either BJD or BJP .He has a bright future ahead.

  • @padmanavtripathy9193
    @padmanavtripathy9193 2 роки тому

    From beginning it was known since his win as MLA

  • @bhagabanpradhanbhagabanpra5497
    @bhagabanpradhanbhagabanpra5497 2 роки тому +4

    Actually Mokim Babu has real estate business. He is fearing any Government action against his farm. So if he will join with BJD, there no obstacles to his farm. This is purely correct.

    • @saratnayak1567
      @saratnayak1567 2 роки тому

      100 % correct your prediction.

    • @animesh55570
      @animesh55570 2 роки тому

      Makim babu ....why did respect him ..he is musalman ...sala haramkhor choro terriost

    • @bhagabanpradhanbhagabanpra5497
      @bhagabanpradhanbhagabanpra5497 2 роки тому

      No , he is a human being. We have must respect to him. It is his decision and planning to join BJP or BJD. We can't Stop him , he is free to choose his future. We can not harm any religion people, all are same and one. We are happy that he supported to Draupadi Madam. Thanks for this.

  • @birajmohapatra2377
    @birajmohapatra2377 2 роки тому

    Bjp re misibe

  • @manojnayak4287
    @manojnayak4287 2 роки тому

    Mokim. ro. Rasta. Clear

  • @debabratarout4868
    @debabratarout4868 2 роки тому

    Samaste swarthapara

  • @pramoddash5937
    @pramoddash5937 2 роки тому

    Mokim bhai jaha karichhanti thik.

  • @dillipswain9741
    @dillipswain9741 2 роки тому +1

    Mokim bjd ya bjp Rey missu, he will loose his sit ... Forget to be future MLA... Bichara... LoL...voter will never vote him ...his future like giridhari gamango... Cuttack voter's r not fool,. He is a fool...

  • @ashokkumartripathy995
    @ashokkumartripathy995 2 роки тому

    We donot need such type of leader. He is a traitor . He should be discarded .

  • @shrabanibasantiaclass8thse59
    @shrabanibasantiaclass8thse59 2 роки тому

    Jhara
    Nija
    Upare
    Biswa
    Nahi
    Se
    Dalabadala
    Karañti

  • @rajkishorenayak4031
    @rajkishorenayak4031 2 роки тому

    BJD dala Ku Moqkuim Babu BJD tanku BJD dala President karidebe bodhe

  • @debanandakamila8364
    @debanandakamila8364 2 роки тому

    Mirzafor

  • @manojnayak4287
    @manojnayak4287 2 роки тому

    Modi. Tharu. 1. Corod bhi. Milila

  • @rabindradash9363
    @rabindradash9363 2 роки тому +1

    Seta jau se bjd re se bikri hei jaichi cmc election tharu

  • @rebatikantabisoi7265
    @rebatikantabisoi7265 2 роки тому

    Hn sea Bjd re Misiki Phenti Hejauntu....

  • @sudhirbehera2074
    @sudhirbehera2074 2 роки тому

    Media nuha tanarada madhyma

  • @chapabagrti9355
    @chapabagrti9355 2 роки тому +5

    Mokim bikri hoichhi.Bahut dinaru subhu thila mokim BJD re misiba.sabu chora BJD ku zaiaAlu khaibe..Power o paisa pai a tamasa.

  • @siddhantadalei4076
    @siddhantadalei4076 2 роки тому

    Odisha re good news achhi taku dekheile bhal emiti bjp supporter politics kn pai

  • @uttammitra1757
    @uttammitra1757 2 роки тому +4

    I don't know why this mad media is discussing Mokim. One thing is sure, this is first and last time Mokim has become an MLA. Irrespective of whether he joins the BJD or he remains in Congress, he can never become a MLA of Barabati Cuttack. This is is the end of the political career after which he will go back to his earlier as a builder. People who are reading this comment of mine can find out from Cuttack people the chances of Mokim winning the Cuttack seat.

  • @brajakishorepadhi4022
    @brajakishorepadhi4022 2 роки тому +1

    Dhapi jaa bjd re... Sabu chora fraud bjd re...

  • @yogeswarpradhan2689
    @yogeswarpradhan2689 2 роки тому

    Odisha means BJD

  • @salegramdash7488
    @salegramdash7488 2 роки тому

    As an Odia , & a dedicated Odia Political Leader, Mr Cuttack MLA , has an ideal & a wise politician . He should be praised.

  • @dharitrimusic577
    @dharitrimusic577 2 роки тому

    He Ravi das kichhi kama dhama nanhi ta epari katha kahuchha

  • @nilakarakhura8555
    @nilakarakhura8555 2 роки тому

    Ok emiti MAL jaldi esthapa darakar eiye Jane Lanka bidhayaka congress pai

  • @hairstylesbyravi9634
    @hairstylesbyravi9634 2 роки тому

    Sabu bjd re misi Odisha ku khola karidia aau kon baki rahila .

  • @soumyajitdas660
    @soumyajitdas660 2 роки тому

    Rabi das kn kahibe, paisa juade se siade rabi babu