ସୁରେଶ୍ଵରୀ ମନ୍ଦିର ଏବଂ ତାହାର କିମ୍ବଦନ୍ତୀ ||MAA SURESWARI TEMPLE||SONEPUR|| VISITING PLACE IN SONEPUR

Поділитися
Вставка
  • Опубліковано 27 вер 2024
  • JAY MAA SURESWARI
    ଜୟ ମା ସୁରେଶ୍ଵରୀ
    ମା ସୁରେଶ୍ଵରୀ ହେଉଛନ୍ତି ପବିତ୍ର ଯନ୍ତ୍ର ମନ୍ତ୍ର ଓ ତନ୍ତ୍ର ର ପୀଠ ସୋନେପୁର ମାଟି ର ଅଧିଷ୍ଠାତ୍ରୀ ଦେବୀ ମା ଙ୍କୁ ପ୍ରଭୁ ପର୍ଶୁରାମ ଙ୍କ ମା ରେଣୁକା ଦେବୀ ପ୍ରଥମ କରି ଏ ମାଟି ରେ ତଥା ଏ ସୁବର୍ଣ୍ଣପୁର ମାଟି ରେ ପୂଜା କରିଥିଲେ ଏବଂ ପ୍ରଭୁ ପର୍ଶୁରାମ ମଧ୍ୟ ପୂଜା କରୁଥିଲେ ପ୍ରଭୁ ପର୍ଶୁରାମ ସାରା ବିଶ୍ବ ରୁ କ୍ଷେତ୍ରୀୟ ମାନଙ୍କୁ ପରାସ୍ତ କରି ଆସିବା ପରେ ଏ ସ୍ଥାନ ରେ ଗୋଟିଏ ଯଜ୍ଞ ଅନୁଷ୍ଠାନ କରିଥିଲେ ଅବିଂ ସେହି ଦିନଠାରୁ ଏ ଠାରେ ହୋମ ଅନୁଷ୍ଠିତ ହୋଇଥାଏ ଏଠାକାରା ମୁକ୍ଷ ପର୍ବ ମଧ୍ୟ ରେ ହେଲା ଦଶହରା ମାସର ବାଲିଯାତ୍ରା ଆଉ ଚୈତ୍ର ମାସର ନବରାତ୍ର ପୂଜା
    SPECIAL THANKS TO
    -: AMAN KUMAR PANDA
    -:TAPAN KUMAR NAYAK
    -:AKASH KUMAR SATHPATHY
    BISU,RAJESH,SOUMYA
    A VIDEO GRAPHY BY GAURAB PUROHIT

КОМЕНТАРІ • 36