Bharat kathau rakhi rajya palan karuthila karan tankar Raja hebara ichha nathila au 2 katha hela Rama chandra feribe. Kintu Ravana feribeni karana ravanara murtyu hei sarichi..jadi raja hei na thante praja mane kemiti rahibe raja bina. Vibhishan jane vakta thile jane vala vai thile...
Bivisana swarth para nuhanti bada bhai Ravana ku dharma satya ra marga dekhei chhanti kintu ravan bujhi nathila bhagaban knu paiba ku tyaga kari baku padiba Mirabai swami ku tyaga karobari vagabana knu pai thile balaka dhruba mata pita knu tyaga kari baru bhagabana knu pai thile bibhisana madhnya bhai bandhu jati rajya tyaga kari baru bhagabana knu paile tenu se jane bhakta
Sir jeun pratipaxa chayana karuchhanti tike same level ra amantrita karantu . Ajira pratipaxa mananka madhyare hale heven difference .pranja mam nka team ra staronnati abasyaka .jukti sikhantu bitanda na karantu .Atfirst janantu what is jukti what is bitanda .E pabitra darabarara apamana na karantu .upastapaka (middle man)eteta panditya na dekheile ahuri vala heiparanta .
Pragyan mam bigoto eko apisode re apno ko moto ravan ro mrutyu paien bhibisana dai nahi kahile, bartaman kahuchanti bibhisano sartha, jadi swartho tahahele se 100% daie. Sidhartha tv ro sampadako ku nibedano jia bigoto dinore support /against re kichi topoic re motamot rokhe puni next episode re taku(sehi topic related) Dharmo yudho re against/ support re niontu nahi. Aeha dwara sei bokta upore kahari biswas rahibo nahi, taku kia like karibe nahi tari bokta sunina paien.
Haan ye to film nahi na, aji film re +ve rule kola to, kali other pic re -ve rule kole, aau dharma yudho ro kichi mohotwo rahibo nahi, ahithare somoste kaharo kete Dharma gyani taha dekhonti, hele pragan mam bhino bhino rule karidele both episode re. "Ravan murtu paien m... " "Bibhisano swarho.... "
ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏଭଳି ଚର୍ଚ୍ଚା । କୃଷ୍ଣ କହିଲେ ଧର୍ମ ରକ୍ଷା ପାଇଁ କ୍ଷତ୍ରିୟ ଅସ୍ତ୍ର ଧରିପାରିବ ଆଉ ଆତ୍ମୀୟ ସ୍ଵଜନ ହେଲେ ମଧ୍ୟ ଯୁଦ୍ଧ କରିବ । ହନୁମାନ ସିକୃତୀ ଦେଉଛନ୍ତି ଯେ ବିଭୀଷଣ ଭକ୍ତ। ବାଲ୍ମିକି ଅପରାଧୀ ରୁ ସାଧୁ ହେଇପାରିଲେ । ବିଭୀଷଣ କେମେତି ସ୍ବାର୍ଥପର ହେଲା । ସବୁଠୁ ବଡ ପ୍ରମାଣ ହେଲା ମର୍ଯ୍ୟାଦାପୁରୁଷ ଶ୍ରୀରାମ ବିଭିଷଣଙ୍କୁ ଗ୍ରହଣ କଲେ । ସେହି କାରଣରୁ ହିଁ ବିଭୀଷଣ ଭକ୍ତ । ଶ୍ରୀରାମ ପାଇଁ ତ୍ୟାଗ ଅର୍ଥାତ୍ ଭଗବାନଙ୍କ ପାଇଁ ତ୍ୟାଗ କିଏ କରିପାରେ !! ଭକ୍ତ ହିଁ କରେ । ଅତଏବ୍ ବିଭୀଷଣ ଭକ୍ତ । ଏହା ସ୍ବଳ୍ପ ଜ୍ଞାନରେ ବୁଝିହେଉଚି । ଏଇଟା ଧର୍ମ ଚର୍ଚ୍ଚା ନା କେବଳ ନିଜେ ଜ୍ଞାନୀ ବୋଲି ଆତ୍ମବଡିମାର କକ୍ଷ !
ଵିଭିଷଣ ଜଣେ ମହାନ୍ ଭକ୍ତ
🙏ପ୍ରଜ୍ଞାଦିଦୀ ଙ୍କ ଶାସ୍ତ୍ରାଲୋଚନା ଓ ତର୍କ ,ଚର୍ଚାଦିରେ ତାତ୍ତ୍ବିକ ଓ ତଥ୍ୟାବଳିର ସମ୍ୟକ ଜ୍ଞାନର ପରିପକ୍ବତା ଆସିନାହିଁ ।।🙏
Yes
ତୁଳସୀ ଦାସ କି ବାଲ୍ମୀକି କେହି କହିଲେନି ବିଭୀଷଣ ସ୍ବାର୍ଥପର ବୋଲି । ଆଜିର ତଥାକଥିତ ଜ୍ଞାନୀ ମାନେ କେମିତି ପ୍ରଶ୍ନ ଉଠାଉଛନ୍ତି ବିଭୀଷଣ ସ୍ବାର୍ଥପର ବୋଲି । ଧିକ ତମ ଜ୍ଞାନ !!
ସମସ୍ତ ଙ୍କ ଯୁକ୍ତି ଠିକ ଅଟେ 🙏🌹🙏
ପ୍ରଜ୍ଞା madam ଭୁଲ କହୁଛନ୍ତି,କିଛି ରାମାୟଣ ଜ୍ଞାନ ନାହିଁ
ଜୟ ସୀତାରାମ
ଖୁବ୍ ସୁନ୍ଦର କଥା
Jay sari 🙏
Bibishana aji bi mahaprabhu jaganath nku darasana karibaku asuchanti tenu se Jane bada bhakta
No no never ପ୍ରଜ୍ଞା madam ଭୁଲ କହୁଛନ୍ତି, ବିଭୀଷଣ ପରମ ଭକ୍ତ
ବିଭିଷଣ ସାର୍ଥଫର ନୁହଁନ୍ତି
Bibishana Jane bhakta
ଭି ଭି ଶନ ଜଣେ ରାମ ଭକ୍ତ
Jay shree ram 🙏🙏🙏🙏🙏
ଭଗବାନ ଙ୍କ ଶରଣ ହେଉଛି ଆତ୍ମାର ଧର୍ମ ।ଭାଇ ଭଉଣୀ ପିତା ମାତା ଙ୍କ ସେବା ହେଉଛି ଶରୀର ଧର୍ମ ।ଭଗବାନ ଶ୍ରୀକୃଷ୍ଣ ଶ୍ରୀ ମଦ୍ ଭଗବତ୍ ଗୀତା ରେ କହିଛନ୍ତି ।ସର୍ବ ଧର୍ମାନ ପରିତ୍ୟେଜଂ ମାମେକଂ ଶରଣଂ ଵ୍ରଜ ।ଅହଂ ତ୍ବାମ୍ ସର୍ବ ପାପେଭ୍ୟୋ ମୋକ୍ଷୈସାମି ମା ଶୁଚ ।
ସବୁ ଧର୍ମକୁ ତ୍ୟାଗ କରି କେବଳ ଭଗବାନ ଙ୍କ ଶରଣ ରେ ଯିଵା ହେଉଛି ପରମ ଧର୍ମ ।
ଆପଣମାନଙ୍କ ମତରେ ରାବଣ, କୁମ୍ଭକର୍ଣ୍ଣ ଓ ବିଭୀଷଣ ସଭିଏଁ ଭଗବାନଙ୍କ ଭକ୍ତ ଥିଲେ ଠିକ୍ ହୋଇଥାଇପାରେ କିନ୍ତୁ ବାଛୁରୀ ନିଜ ମା କୁ ଜାଣିଲା ପରି ବିଭୀଷଣ ରାମଙ୍କୁ ଭଗବାନ ବୋଲି ଜାଣି ପାରି ଧର୍ମକୁ ବଜାୟ ରଖିବା ପାଇଁ ରାମଙ୍କ ପାଖରେ ଶରଣାପନ୍ନ ହୋଇଥିଲେ । ଯଦି ଅନ୍ୟ ଦୁଇ ଭାଇ ପଣ୍ଡିତ ଓ ଭକ୍ତ ତାହା ହେଲେ ସେମାନେ ବି ରାମଙ୍କ ଶରଣାପନ୍ନ ହୋଇ ନିଜର ଭୁଲକୁ ସ୍ବୀକାର କରି ପାରିଥାନ୍ତେ ଏବଂ ଲଙ୍କାର ଜନଧନ କ୍ଷତି ନ ହୋଇ ରାବଣ ନିଜ ରାଜ୍ୟ ଶାସନ କରିଥାନ୍ତା । ଏଥିରେ ନିଜ ରାଜ୍ୟ ଓ ନିଜେ ସୁରକ୍ଷା ହୋଇପାରିଥାନ୍ତି । ଏଥିରେ ବିଭୀଷଣ କିଛି ଭୁଲ ନାହିଁ ।
ଯୁକ୍ତିତର୍କ ଟିକେ ଶୃଙ୍ଖଳିତ ଭାବେ ହୋଇଥିଲେ ଭଲ ହୋଇଥାନ୍ତା ।
🙏🙏🙏
Prangya mam is right now 🙏🙏
🙏🙏🙏🙏🙏
ପ୍ରଜ୍ଞା ରାଉତ ଭୁଲ କହୁଛନ୍ତି
Jana nka pare jane kahile vala lagiba.....Jay Sri ram
ଏହା କୁ ଧର୍ମ ଯୁଦ୍ଧ କୁହା ଯାଉଛି , କିନ୍ତୁ ମୋ ମତରେ ଏହା ଧର୍ମ ବିଚାର
Biranchi sir nku au ek episode ku dakajau
Etiki mora sidharth channel ku binati
ଯାହାକୁ ଭଗବାନ ପ୍ରିୟ ନୁହେଁ କିମ୍ବା ଯିଏ ଭଗବତ୍ ଭକ୍ତି ର ଵାଧକ ତାଙ୍କୁ ତ୍ୟାଗ କଲେ କିଛି ଦୋଷ ନାହିଁ । ଵିଭିଷଣ ରାବଣ ଭଳି ଭକ୍ତ ଏବଂ ପ୍ରଭୁ ଦ୍ରୋହି କୁ ତ୍ୟାଗ କରିଥିଲେ ।ତେଣୁ ସେ ମହାନ
Iswar bhakta
Bibhisana Jane Bhakta
Jay shree Ram
ବିଭୀଷଣ ଜଣେ ଜଣେ ରାଷ୍ଟ୍ରଦ୍ରୋହୀ।ସେ ଦେଶର ସିକ୍ରେଟକୁ ପଦାରେ ପକେଇ ଦେଲେ।ସେ ବିରୋଧ କଲେ ଠିକ୍ କିନ୍ତୁ ରାମ ପାଖରେ ନ ରହି ଅହିରାବଣ ପାଖରେ ରହିଲେ କାହିଁକି। ମନ୍ଦୋଦରୀ ପରି ବୁଢି ରାଣୀ କୁ ବାହା ହୋଇଥିଲେ କାହିଁକି। ଉସ
Ranjan sir rahiba darakar.please srunkhala rakhantu
JAY JAGANNATH...
Chamatkar subas babu very very strong and justified deliberation congratulation.
ସୁବାସ sir 100% ଠିକ୍ କହୁଛନ୍ତି
Discussion was very nice of all
Bibhisan. Is. Bhakta
ମା ପ୍ରଜ୍ଞା ଗୋଟେ ମୁର୍ଖ ପଣ୍ଡିତ ଏମାନଙ୍କୁ ଧର୍ମ ଯଣାନାହିଁ ତମେ ଗୁରୁ ହବାର ଯୁଗ୍ୟତା ନାହିଁ କାହିଁକି ନା ମନଗଢା କଥା କହୁଚ
Bibhishan was a idealistic devotee of prabhu Shri Ramachandra. He sacrificed own family .
ଏକ ବିରକ୍ତିକର ପରିବେଶ ସୃଷ୍ଟି କରୁଛନ୍ତି ପୁଣି କହୁଛନ୍ତି ଆମେ ଜ୍ଞାନ ଚର୍ଚ୍ଚା କରୁଛୁ
ପ୍ରଥମରୁସୀତାଙ୍କୁ ହରଣକରିଥିବାସମୟରେଵିଭିଷଣରାଣଙ୍କୁଵୁଝାଇଥ।ଲେ ହଁ ହଁ ଶେଷ ପର୍ଯ୍ୟନ୍ତ ବୁଝାଇଥିଲେ।ଵିଭିଷଣଜଣେଭକ୍ତସେଯାଣିଥିଲେହନୁମାନକିଏ
ଏଣୁସେଭାଇକୁ,କହିଥିଲେଯେହନୁମାନକୁମାରିଵା।
ଅପେକ୍ଷା ଅନ୍ୟଦଣ୍ଡଦିଆଯାଉ।କୁମ୍ଭକର୍ଣ୍ଣକୁରାଵଣଠିକ
ସମୟରେ ଯୁଦ୍ଧକୁପଠାଇନଥିଲେ,ତାରଶୋଇଵାସମୟଶେଷ।
ହୋଇନଥିଲା ଏଣୁ ସେ ଜୋର ଜବରଦସ୍ତ ଯୁଦ୍ଧକୁ
ପଠାଇଦିଆଯାଇଥିଲାଏଣୁକୁମ୍ଭକର୍ଣ୍ଣଵାରଣକରିଥିଲେ
ଆଜ୍ଞା ଵିଭିଷଣଯଦିସ୍ବର୍ଥପରତାହାହେଲେଆପଣକୁହନ୍ତୁ।
ପୂରାଣଵର୍ଣ୍ଣିତ,ଏଵେଵିଅଛିଶ୍ରୀକ୍ଷେତ୍ରରେ, ଯେଉଁ।
ଗରୁଡଖୁମ୍ଭନିକଟରେଯନୀତିଦିନଯେଉଫୁଲପଡିଥାଏ। ସମସ୍ତେ କହିଥାନ୍ତିଭକ୍ତଵିଭିଷଣ ଆସିଥାନ୍ତି ଏକଥା
କଣ ଅସତ୍ୟ କୁହନ୍ତୁ ଆଜ୍ଞା। A,k,Das
Jay Shri ram ji jay
🙏🏼🙏🏼🙏🏼🙏🏼🙏🏼🙏🏼💞💞💕
Best Discussion
Rama thile su guna Bhai
Rabana thile Dru guna bhai
ବିଭୀଶଣ ଙ୍କୁ ଗୃହଭେଦି କୁହାଯାଏ
ଏଇ କଥା ରୁ ଜଣାପଡ଼ିଯାଉଛି କି ବିଭୀଶଣ ସ୍ୱାର୍ଥପର
ବାକି ତ ଯାହା ହେଇଛି ସେ ସବୁ ବିଧିର ବିଧାନ
🙏🙏🙏
ଭିବିଷଣ ଯଦି ଭକ୍ତ ହୋଇ ନ ଥାନ୍ତା ତେବେ କୁରୁବଂଶ ଧ୍ୱଶ ହେଲା ଭଳି ଲଙ୍କାରେ ସମସ୍ତେ ଧ୍ୱଶ ହେଇଯାଇଥାନ୍ତେ l ଆଉ ଯେଉଁ ମାନେ ଭିବିଷଣକୁ ସ୍ୱାର୍ଥପର କହୁଛନ୍ତି ସେମାନେ ଆତଙ୍କବାଦୀ ପାଲିଟି ଯାନ୍ତୁ ଓ ଆତଙ୍କବାଦୀ ମାନଙ୍କୁ ସାହାଯ୍ୟ କରନ୍ତୁ , ଆଉ ପୁରାଣ ଶୁଣୁଛନ୍ତି କାହିଁକି ?
Pls ୟେ କାର୍ଯ୍ୟକ୍ରମ ବନ୍ଧ କରାଯାଉ... ଏହା ଦ୍ୱାରା ସାଧାରଣ ଲୋକ ଙ୍କର ହିନ୍ଦୁ ଧର୍ମ ଉପରେ... ବିସ୍ଵାଶ ତୁଟିଯିବ
ବିରଞ୍ଚି sir ଠିକ୍ କହୁଛନ୍ତି
Prangya m abachinita jukti
Jane manisa raban nku puja karibe na bibisananku kahibeki
Bharat kathau rakhi rajya palan karuthila karan tankar Raja hebara ichha nathila au 2 katha hela Rama chandra feribe. Kintu Ravana feribeni karana ravanara murtyu hei sarichi..jadi raja hei na thante praja mane kemiti rahibe raja bina. Vibhishan jane vakta thile jane vala vai thile...
ଆଜ୍ଞା ସେ ପାଦୁକା କିଏ କଣ ପାଇଁ ସେ ପାଦୁକା ପୂଜା ହେଲା କହିବେକି
Very nice ♥️
ପ୍ରଜ୍ଞା madam ଓ ସିନିବାଶ sir କିଛି ଜାଣିନାହାନ୍ତି, କିଛ ମନୁନାହାନ୍ତି
ଅନ୍ୟ ପଣ୍ଡିତ ମାନେ ନାହାନ୍ତି କି କେବଳ ଏଇ ଚାରି ଜଣ ବ୍ୟକ୍ତି
ସିନିବସ sir ଭୁଲ୍ କହୁଛନ୍ତି
ପ୍ରଜ୍ଞା କୁ ବୁଜୀବା ଶକ୍ତି ନାହିଁ
Bivisana swarth para nuhanti bada bhai Ravana ku dharma satya ra marga dekhei chhanti kintu ravan bujhi nathila bhagaban knu paiba ku tyaga kari baku padiba Mirabai swami ku tyaga karobari vagabana knu pai thile balaka dhruba mata pita knu tyaga kari baru bhagabana knu pai thile bibhisana madhnya bhai bandhu jati rajya tyaga kari baru bhagabana knu paile tenu se jane bhakta
প্রার্থনা চ্যানেলে ধর্ম যুদ্ধ চরচাতে বিভীষণ ভক্ত না সার্থপার।বিভীষণ প্রকৃত সার্থপর।
ମୁଁ ଚାହୁଚି ଏ ଧର୍ମ ଯୁଦ୍ଧରେ ଭାଗ ନେବା ପାଇଁ ଦୟାକରି ସିଦ୍ଧାର୍ଥ ଭକ୍ତି channel ଯଦି ସୁଯୋଗ ଦିଅନ୍ତେ ତେବେ ଦର୍ଶକ ମାନେ ଜଣେ ସାଧାରଣ ବ୍ୟକ୍ତି ର ମତ ଜାଣି ପରାନ୍ତେ
ବିଭୀଷଣ ହେଉଛନ୍ତି ଭଗବାନଙ୍କ ର ଜଣେ ଶ୍ରେଷ୍ଠ ଭକ୍ତ
ଏହା ହିଁ ସତ୍ୟ
Vibhishan swthaper muje prangya madam
ଲଜ୍ଜା ସରମ ବୋଲି ଟିକେ ଥିଲେ ଏମିତିକା ଶିରୋନାମା ରଖିନଥାନ୍ତ...ଜୟ ଶ୍ରୀ ରାମ.. ରାମ କାର୍ଯ୍ୟରେ ଯିଏ ଅନୁସୃତ ସିଏ କେଵଳ ଭକ୍ତ.. ଯେଉଁମାନେ ସ୍ବାର୍ଥ ପର କହୁଛନ୍ତି ସେମାନେ ରଙ୍ଗୀନ ଦୁନିଆରେ ଘୁରି ବୁଲୁଛନ୍ତି.. ଏମାନଙ୍କର ଜ୍ଞାନ ଉଦୟ ହେବାକୁ ଅନେକ ସମୟ ଲାଗିବ.. ହେଇପାରେ ଏ ଜନ୍ମରେ ସମ୍ଭବ ଭଳିଆ ଲାଗୁନି..ବାଳି ମହାରାଜା ଉପଖ୍ୟାନରୁ କିଛି ଶିଖ।ହେ ପ୍ରଭୁ କରୁଣାରସିନ୍ଧୁ ଶ୍ରୀରାମ ସଦବୁଦ୍ଧି ଦିଅ , ମଣିଷ ହୁଅ, ମୋଟା ବୁଦ୍ଧିଆ ହୁଅନି..
ପ୍ରଜ୍ଞା madam ଓ ସିନିବଶ sir mind mature ହେଇନି , ଧର୍ମ ଆଲୋଚନା ପାଇଁ ଯୋଗ୍ୟ ନୁହନ୍ତି
Jay jagannath
Pragnya madam Ku bahara kara
Bhibisana dasrath rajank patra kaha karichhi thik karichhi se selfish nuhe
Tata sky re sidharth bhakti aasuchi na nanhi.
Ei yudha re kei harunahanti ki marunahanti yukti samaste jani ki karuchhanti kintu sata katha
Sir jeun pratipaxa chayana karuchhanti tike same level ra amantrita karantu . Ajira pratipaxa mananka madhyare hale heven difference .pranja mam nka team ra staronnati abasyaka .jukti sikhantu bitanda na karantu .Atfirst janantu what is jukti what is bitanda .E pabitra darabarara apamana na karantu .upastapaka (middle man)eteta panditya na dekheile ahuri vala heiparanta .
SRINIVAS AND PRAGYAN BABU BRUTHA JUKTI KARUCHHANTI.GAYAKA OKILA MANE GALUA
Srinibas and pragyan Didi bipakhayare Manash sir rahile Thik haba semane jukti nakale Katha baharibani
Vivishan jebe bramaha deba bardan paithile raban kn magithila vibhishan kn magithila kumbhkarn kn magithila prangya madam, bhala se janithiba
ବିପଦ ଆସିଲେ ଅନ୍ୟର ଶରଣ ନେଵା ଭୁଲ୍? Pranjya bhauni
Eae madama janaku aaa akhyar boli kichi jana nanhi khali abaktu jutki karuchi
Jani suni rabana bhul karichhi
Janata re hei thiba bhul danda nio boli kuha jaye
Pragyan mam bigoto eko apisode re apno ko moto ravan ro mrutyu paien bhibisana dai nahi kahile, bartaman kahuchanti bibhisano sartha, jadi swartho tahahele se 100% daie. Sidhartha tv ro sampadako ku nibedano jia bigoto dinore support /against re kichi topoic re motamot rokhe puni next episode re taku(sehi topic related) Dharmo yudho re against/ support re niontu nahi. Aeha dwara sei bokta upore kahari biswas rahibo nahi, taku kia like karibe nahi tari bokta sunina paien.
Bicharapati Manas Bhai one side judgement karuchanti
Vhata
Chhi chhi ye Madam nku kana paien dakichhanti..... Kichhi hin tike jana nahi
Landa budha Bhari ahnkari
madam kichhi janinahanti
Thik kahila bhai
Pleasegiveur opinion one by one
ତୁମେମାନେ କିଏ ମ , ତମେ କଣ ଗୋସ୍ୱାମୀ ତୁଳସୀ ଦାସ ଓ ମହର୍ଷି ବାଲ୍ମୀକି ନ୍କ ଠାରୁ ବେଶି ବଡ
Bmg besi heijauchi
Vivishan swathaper nuhe
Jana ka pare jane kuho
Tumar discuss fail ate
Krishna ta Sabu jani paranti
Rama Kan Sabu janiparunathile ki
Mo nija so prasna
Se lady ta ra munda kama karuni
इस बूढ़े को हटाए
Murkha anichha sabha karucjhs
Haan ye to film nahi na, aji film re +ve rule kola to, kali other pic re -ve rule kole, aau dharma yudho ro kichi mohotwo rahibo nahi, ahithare somoste kaharo kete Dharma gyani taha dekhonti, hele pragan mam bhino bhino rule karidele both episode re. "Ravan murtu paien m... "
"Bibhisano swarho.... "
Bekera sabha
Srinivas Acharya , Pragyan Didi nka jukti grahana jogya lagilani
Jay shree ram