Bobal Dance all song remix sambalpuri kirtan cement factory

Поділитися
Вставка
  • Опубліковано 14 жов 2024
  • Bobal Dance all song remix sambalpuri kirtan cement factory
    #cementfactory
    #kirtan
    #ranginkirtan

КОМЕНТАРІ • 466

  • @manojbhue3701
    @manojbhue3701 7 місяців тому +188

    ଇ ସଲେ କର ଡାନ୍ସ ଦେଖି କରି କାହା କାହା କେଁ ହୁଡ ହୁଡ ବାଗିର ଲାଗୁଛେ like କର ଇ ମାନଙ୍କର ଡାନ୍ସ ଦେଖି କରି ଯେନ ମହାପୁରୁଷ ମାନେ ନୋଟ ମାରିଛନ୍ ସେ ମାନଂକୁ ବି ଗୋଟି ଗୋଟି ଜୁହାର

    • @trilochannaik2690
      @trilochannaik2690 5 місяців тому

      Imane pagal Helena dada

    • @rashmitamajhi5839
      @rashmitamajhi5839 4 місяці тому +1

      Bhai Paisa tanka achhe hele ଗରିବ ଲୋକ କେ ଦିଅ।e namajangya thi arkesta karna loka ke nahi .maprabhu nam thi ଏମାନେ kalanka ହେ।ହେ ପ୍ରଭୁ ଏମାନଙ୍କୁ କ୍ଷମା କରିଦେବା

    • @Ujaltigerkirtandunia
      @Ujaltigerkirtandunia 4 місяці тому

      Dada tume sankirtan nachi jaisa kaiho

  • @ashokseth4459
    @ashokseth4459 8 місяців тому +98

    ନମଯଂଜ୍ଞ ଆଉ ରାମ କୃଷ୍ଣ ଭଗବାନ ଙ୍କର ନାମ କେ ଇ କୀର୍ତନ ପାଟି ବୁଡ଼ାଇ ଦେବେ, ଛିଃ

    • @rashmitamajhi5839
      @rashmitamajhi5839 4 місяці тому

      Bhai Paisa tanka achhe hele ଗରିବ ଲୋକ କେ ଦିଅ।e namajangya thi arkesta karna loka ke nahi .maprabhu nam thi ଏମାନେ kalanka ହେ।ହେ ପ୍ରଭୁ ଏମାନଙ୍କୁ କ୍ଷମା କରିଦେବା

  • @DagreswarPatel-w9i
    @DagreswarPatel-w9i 8 місяців тому +45

    ଯଜ୍ଞ କରୁଛ କି ଦଣ୍ଡ କରୁଛ ଇଟା ପରେ ମହା ମନ୍ତ୍ର ଏ ଯଜ୍ଞ କେ ବଦନାମ ନାଇଁ କର ଯଜ୍ଞ କେ ଯଜ୍ଞ ବାରି ନାଚ ଇଟା କେ ଦଣ୍ଡ ନାଇଁ କର 🙏🙏🙏

  • @mamatamayeekuanr1048
    @mamatamayeekuanr1048 7 місяців тому +147

    କେନ ଗାଁ ର ବିହା ପୋଗ୍ରାମ, ଇ ଅର୍କ୍ରିଷ୍ଟା ପାଟି କେତେ ଟଙ୍କା ନେଉଛନ?

    • @manojpradhjan30
      @manojpradhjan30 7 місяців тому +4

      51 tanka. Tika babadre Au gadi bhada

    • @user-Dhiresh4pt4o
      @user-Dhiresh4pt4o 7 місяців тому +5

      Sat katha ne Orkestra party ne
      Laaj nai e man k prahari k jai kari enta karuchan j

    • @TradeWithAshish
      @TradeWithAshish 7 місяців тому +2

      cement nagar ....
      bardol...bargarh

    • @theriseingsambalpur8780
      @theriseingsambalpur8780 7 місяців тому +5

      Mgh mane bajha pagal bag or nachuchan bo

    • @mythicclaw2616
      @mythicclaw2616 7 місяців тому +2

      Maa melody kaen j ho

  • @subashhati5678
    @subashhati5678 7 місяців тому +33

    ବାହାଘର ହେଉଛି କି

  • @binodmajhi849
    @binodmajhi849 7 місяців тому +13

    ନାଚବାଟା ଟିକେ ହେଲେ ସୁନ୍ଦର ଲାଗତା
    ବରାତି ନେ ନାଚବାଟା ଭଲ ଅଛେ

  • @manojpradhjan30
    @manojpradhjan30 7 місяців тому +33

    ରାମୋ କୃଷ୍ଣ ଛାଡ଼ି କି ରୁକୁ ସୁନା କି ସାନ୍ତାନୁ ଗୀତ ହେଲେ ଗାଇଟୋ ପାପି ମାନେ ଆଉ ଥରେ ଯଦି ଦେଖିବି ରିପୋର୍ଟ ମାରି ଦେବୀ 100 କି 200 ଆକାଉଣ୍ଟ ରୁ ? ଜୟ ଶ୍ରୀ ରାମ

  • @chintamanibag9309
    @chintamanibag9309 7 місяців тому +27

    Eta kirtan party nai se😊😊😊 Arkesta party hai

  • @DuraRana-cz1cl
    @DuraRana-cz1cl 7 місяців тому +9

    କୀର୍ତ୍ତନ ନାଚୁମାନକେ ଟିକେ ଲାଜଲାଜବର କଥା ଏ ଭଗବାନ ର ନାଁ ଟି ଏଟା anta କରବାର କଥା nei ସେ ❤❤

  • @hemantasahu9898
    @hemantasahu9898 7 місяців тому +38

    ହଇରେ ମାଗିଆ ଗୁଡ଼ାକ କଣ ହଉଛ

  • @JoshnaPutel
    @JoshnaPutel 8 днів тому +1

    Bhal nachuchha Da mane so nice ❤❤❤❤❤❤❤❤❤❤❤❤😮😮😮😮😮

  • @Akanhababu
    @Akanhababu 7 місяців тому +19

    ମେଲୋଡି କେତେଟଙ୍କା

  • @JungleKiRani
    @JungleKiRani Рік тому +4

    Big lk Good morning have a great day 🌅 beautiful vlog sharing brother 🤗

  • @subhendukumarsingh7342
    @subhendukumarsingh7342 7 місяців тому +5

    ଇ ପ୍ରକାର ଜିନିଷ କେ ନାମଯଜ୍ଞ ଥୀ Promote ନି କରବାର କଥା.
    ପୂଜା କମିଟି ର ଭି ଦୋଷ ଅଛେ

  • @debenpatra7390
    @debenpatra7390 7 місяців тому +4

    Kenar melody party ho vai aama gaon Holi ke aasba kain ...

  • @mahendraamari
    @mahendraamari 5 місяців тому +6

    ପାଗଳ ସଲେ ଆଉ ଇ ଗାଁ ର ଲୋକ ମାନେ ବି ପାଗଳ ହାରାମି ଅନ

    • @rashmitamajhi5839
      @rashmitamajhi5839 4 місяці тому +1

      Right Bhai .....
      Paisa tanka achhe hele ଗରିବ ଲୋକ କେ ଦିଅ।e namajangya thi arkesta karna loka ke nahi .maprabhu nam thi ଏମାନେ kalanka ହେ।ହେ ପ୍ରଭୁ ଏମାନଙ୍କୁ କ୍ଷମା କରିଦେବା

    • @mahendraamari
      @mahendraamari 4 місяці тому

      @@rashmitamajhi5839 hm

    • @panchparivaryoutubechannel7123
      @panchparivaryoutubechannel7123 4 місяці тому

      ଉଦଣ୍ଡ କୀର୍ତ୍ତନ କଲେତ ପହେଲା ତୁଇ ନାଇଦେଖୁ ନ ଆର୍ କାଣା କହୁଛୁ ଟୁକେଲ୍ କୀର୍ତ୍ତନ ଦେଖ୍ ବାର୍ କେ ମରିପଡ୍ ବୁ ଧୁତୁମ୍ ନେହେ ତ

    • @premartskashipur7027
      @premartskashipur7027 2 місяці тому

      Faltu kirtan party au Puja kamiti, Laj lagiba katha Paisa deba loka manku,Dharma chhadigala ho ram au krushna na ku kalankita karuchhanti emane.

  • @rameshromeodc5075
    @rameshromeodc5075 Рік тому +7

    Actually DaDa Tmr Dance Step MaAne Pura Kadak Aye
    Ahuri Market Nia 👍👍👍

  • @smihh8604
    @smihh8604 5 місяців тому +1

    ଏ କର୍ମ ର ଫଳ ତୋ ନିଶ୍ଚୟ ଭୋଗିବ, ଭଗବାନ କେବେ କ୍ଷମା କରିବେନି😌😌

  • @ChandanGainta
    @ChandanGainta 4 місяці тому

    Khatarnak music bro bend party ki

  • @keshavlifestyle_777
    @keshavlifestyle_777 11 місяців тому +2

    My god kadha a6e daa pura 🤘👌 download kari pakali mui direct 😁 vll laglaa tmr dance

  • @pokshfid025
    @pokshfid025 9 місяців тому +8

    Barati nuhe daa e taa , aamar ସଂସ୍କୃତି k kanje entaa ବୁଡୋଉଛ

    • @ashisbhue1621
      @ashisbhue1621 7 місяців тому

      Rangin kirtan aae bo tue nae jani kn

    • @dharmrakshak603
      @dharmrakshak603 7 місяців тому

      ​@@ashisbhue1621mor ban bagi rangin kirtan kn ita

    • @jayajuktahans8410
      @jayajuktahans8410 5 місяців тому

      Sanskruti gaya maa chudane

  • @nikipradhan5064
    @nikipradhan5064 6 місяців тому +3

    ଇ କୀର୍ତ୍ତନ ପାଟିର ଗୁରୁ କେ ଲାଜ ଲାଗବାର କଥା
    ରାମ କୃଷ୍ଣ ନାମରେ ୟେ ମାନେ କଣ ହେଉଛନ୍ତି କେଜାଣି

  • @sushantanaik5388
    @sushantanaik5388 7 місяців тому +7

    ମୁନୁଷ ସୁରେ ରହ ପଶୁ ନାଇହ

  • @rameshbishi3203
    @rameshbishi3203 6 місяців тому +1

    ନଗିଲି କିତ୍ତନ(ଭଏଁସ ଗୁରୁ ହେଇଥିବା) 😊😊😊

  • @Pushparamgumshumcreation
    @Pushparamgumshumcreation 6 місяців тому +3

    Super dance❤❤❤❤

  • @rajeshofficial8329
    @rajeshofficial8329 5 місяців тому +1

    Bhagwan V Darhe Palabe Re Bua Jen Hisabe Hau6e J......😱😱

  • @standgain3987
    @standgain3987 5 місяців тому

    Ram namre pura matalne bihaghar kirtan eknumber ❤❤❤

  • @keshabmajhi6218
    @keshabmajhi6218 10 місяців тому +15

    ନାମ ଯଗ୍ଯ କେ ଯଗ୍ୟ ଭଳିଆ କର ନୁ ବୋ।। ଏନ୍ତା ଟା ବୈଠକି ନେ ହେଲେ ଚଳିଯିବା।।

  • @jaktabhue9961
    @jaktabhue9961 6 місяців тому +1

    Jana kaha bhai Kirtan ra maahol naina

  • @tankabachha377
    @tankabachha377 7 місяців тому +1

    ଭଲ ନାଚୁଛ ଭାଇ କିନ୍ତୁ ମୁରଖ ପ୍ରଦଶନ ଏଏ 1 2 3 4 ଏକଣ ନାମ ଏଟା ମଦୁଆ ପଦଶନ

  • @ngtpurav3507
    @ngtpurav3507 7 місяців тому +1

    ek number dil khussss

  • @DuleswarMajhi-vf1ic
    @DuleswarMajhi-vf1ic 5 місяців тому +1

    Melody party ken bo ye ye kahi kari nachu chha je man mane😅😅😅😅

  • @dineshnagesh758
    @dineshnagesh758 6 місяців тому +1

    Kin gaon ra kirtan party e da super dancing

  • @DamodarKuanr-xb6hn
    @DamodarKuanr-xb6hn 4 місяці тому

    ଏନ୍ତା ପାଟି କେ ଆମର୍ ଆଡେ ଚପଲ ମାଲ୍ ଉଲାବେ

  • @basudev_officially9516
    @basudev_officially9516 7 місяців тому +2

    ପାଗଳ ହେଲ ନ କାଏଁ ରେ

  • @kisannag142
    @kisannag142 7 місяців тому

    ଲାଜ ନେଇନା ତମଙ୍କେ ହରେ କୃଷ୍ଣ ନାମ କେ ବଦନାମ କରୁଛ ଯେ ତମକେ ଭଲ ଲାଗୁଚେ କେ

  • @keshrat4383
    @keshrat4383 7 днів тому

    Au thare enta nachba bele mada heba🚩🚩🚩

  • @HajaruNial-q4b
    @HajaruNial-q4b 4 місяці тому

    E ta barati jau chhan

  • @tanmayapujhari7824
    @tanmayapujhari7824 Рік тому +1

    ମେଲୋଡି ନାଚରେ ଭାଇ ଖୋବ ପ‍ଏସା
    କମାବ ଏତକି 😀😀😀😀

  • @amarpadhan4056
    @amarpadhan4056 7 місяців тому

    Wa wa ra kirtan ma,..........

  • @manojpradhjan30
    @manojpradhjan30 7 місяців тому +2

    ଆପଣ ମାନେ ସବୁ କଣ ଭାବୁଛନ ନାମୋ ସଙ୍କୀର୍ତ୍ତନ କୁ ଡାନ୍ସ ଧମାଲ ଭାବୁଛ କୀ କଲି ଯୁଗରେ ଏନ୍ତା ହେଉଛି ବୋଧେ 😢😢😢

  • @SureshHati-vx2nj
    @SureshHati-vx2nj 8 місяців тому +2

    ବାହାଘରରେ ଚଲବା

  • @rameshpunji1144
    @rameshpunji1144 8 місяців тому +2

    Only kirtan khol re nacha dekhsi kenta nachu chha j

  • @mandharmajhi6058
    @mandharmajhi6058 6 місяців тому +1

    ଏମାନେ ଏନ୍ତା କୀର୍ତ୍ତନ କରୁଛନ୍ ଯେ ଦେଖବା ଲୋକ କେ ଲାଜ ଲାଗୁଛି ଏମାନେ ଭଗବାନ ର ନାମ କେ ବଦନାମ କାରୁଛନ ଭଗବାନ ର ନାମ କେ ଭଲସେ ଜପ ନ ହେଲେ ଅଧିକ ଅଧର୍ମ ହେବା କଲି ଯୁଗ ଜଲଦି ସରିଯିବ

  • @malayagainta3182
    @malayagainta3182 6 місяців тому

    ବର୍ତିଆ ଡ୍ୟାନ୍ସ ହଉଛେ ଲାଜ ଲାଗୁ ଟିକେ

  • @RANJITAATI
    @RANJITAATI 6 місяців тому

    ghor aaye re buaa 😮😮😮😮

  • @Rahabita-r7
    @Rahabita-r7 6 місяців тому

    ନିଜର ରାଜନୀତିକ ଫାଇଦା ଲାଗି ଲୋଗ୍ ପ୍ରଭୂ ଶ୍ରୀ ରାମଙ୍କର ନାଆଁର ଯେନ୍ତା ଗଲତ ଇସ୍ତେମାଲ କରୁଛନ,, ସେନତା ଟଙ୍କା ଲାଗି ବୋଲି ଲୋକ ଭଗବାନ୍ ଙ୍କର୍ ନାମ୍ ସଂକୀର୍ତ୍ତନ କେ ବି ମଜାକ୍ ବନେଇ ଦେଲେ😢😢

  • @SwapnaBhue-zn5jm
    @SwapnaBhue-zn5jm 4 місяці тому

    Keneir pati. An mor barathi k. Anmi

  • @sudhirpalia6118
    @sudhirpalia6118 2 місяці тому

    Apne Apne Ram😮

  • @ABarsha1215
    @ABarsha1215 6 місяців тому

    ଇଏ ବୁଆଗୋ 😮 ଇଟା କୀର୍ତ୍ତନ ଆଏ କି ଅର୍କିଷ୍ଟା 😂😂😂

  • @XxRaONE
    @XxRaONE 7 місяців тому +1

    Ek no bhai mane ....kam se jam naam ta jap karucha,kichi lokh ta khali coment re gyan peluchan

  • @rihan1475
    @rihan1475 7 місяців тому +4

    Dance bhal hi che baki biha ghare bhal lagithita

  • @sachinbhoi5966
    @sachinbhoi5966 8 місяців тому +9

    ETA kirtan Nuheshe

  • @firojkumarsahu9475
    @firojkumarsahu9475 6 місяців тому

    ଘୋର୍ କଳିଯୁଗରେ ଭାଇ
    ଇ ମନଙ୍କେ ତ ଛାଡ଼
    ଇଟା ଦେଖ୍ ବାର୍ ଲୋକ କେ ବି ମହା ପାପ ଆଏ
    ଆର୍ ହେ କର୍ତ୍ତା ମହାଶୟ ଆଜ୍ଞା ଆପଣ କୁ ଆର୍ କାଣା କହେମି................

  • @ranjan3010
    @ranjan3010 7 місяців тому +2

    Ken gaon re barat chali6e

  • @Netajimaxgaming
    @Netajimaxgaming 2 місяці тому

    Barati jeichha kn bo

  • @rajeshchhatria3228
    @rajeshchhatria3228 7 місяців тому +5

    ମାଡିଚାଲ ଯାହାର ଫାଟୁଛେ ଫାଟୁ ।

  • @rajeshofficial8329
    @rajeshofficial8329 5 місяців тому

    Melody Party Bale Ke Dance Karale Enta Heba Na......😂

  • @Astmimajhi
    @Astmimajhi 3 місяці тому

    Ken gaa r kirtan h bo

  • @sushantanaik5388
    @sushantanaik5388 7 місяців тому +1

    ଲଜ୍ୟା ବେସରମ କୀର୍ତନ ନୁଁହେସେ କୁରତୁନା

  • @MiliBadaraita
    @MiliBadaraita 7 місяців тому

    Kouti bhai mu hele asibi

  • @OnlineVG-ex3hv
    @OnlineVG-ex3hv 3 місяці тому

    ଗାଏ ଗୁଡ଼ାକ

  • @chitta388.....
    @chitta388..... 2 місяці тому

    ଏନ୍ତା ପାର୍ଟି ଲାଗି ଦିନେ କୀର୍ତ୍ତନ ନାମ ଟା ବୁଡି ଯିବା 🙏ସଲେ କୀର୍ତନ କର ଦଣ୍ଡ ନି କର ରେ ଧନ୍ୟବାଦ ସେ ମେହେଜି ମାନଙ୍କୁ ଭି ଏନ୍ତା ଟା କେ ପଇସା ମାରୁଛନ 😄

  • @satrughanagouda3557
    @satrughanagouda3557 6 місяців тому

    ସଲେ ମନ୍ କେ ବରାତି ଗଲା ଭଳିଆ
    ଲାଗୁଛେ

  • @BBKHABARBhairababhue
    @BBKHABARBhairababhue 7 місяців тому

    ସଭେଁ ଏତେ ହୁଡଲନ ଯେ ମତେ ଆଉ ହୁଡାବାର୍ କେ ମନ୍ ନାଇଁ ଲାଗବାର୍ ଫେର୍ ବି ପଦେ ହୁଡିଦେସି ।। ରୁଘାସଲେ....

  • @hareshrana423
    @hareshrana423 4 місяці тому

    Biuti Bhhai mane

  • @sambitpradhan2216
    @sambitpradhan2216 4 місяці тому

    Eta kirtan ae ki did grand finale

  • @DamodarKuanr
    @DamodarKuanr 7 місяців тому

    କୀର୍ତ୍ତନ କାଣା ଜେ ନି ଜାନି ଥିବେ ପହେଲା

  • @UmakantKanhar-vl7bw
    @UmakantKanhar-vl7bw 7 місяців тому

    ଭଗବାନ ଏମିତି ଆଗରୁ ନାଚ କରିଥିଲେ କି ରାମ ନାମ ଧରିବା ଦେଖି ଥିବେ ତେଣୁ ନାଚ ଦେଖାଉ ଛନ୍ଥି ଲାଜେଇ ବା କଥା ପକ୍କ୍ରତ ମହା ମନ୍ତ୍ର ନାଚ କରନ୍ତୁ ନ ହେଲେ ରାମ ନାମ ଛାଡି ଦିଅନ୍ତୁ ଅପମାନ ବଗଭଆନ ଙ୍କୁ ଦିଅନ୍ତୁ ନାହିଁ ସମସ୍ତେ ହଆଶ୍ୟଆ କରିବେ

  • @brahmasingmajhi5968
    @brahmasingmajhi5968 6 місяців тому

    ଅତ୍ୟାଧୁନିକ ଦଳ 2040 ପରେ ଅନ୍ତା ହିଁ ଦଳ ମାନେ ବାହାର ବେ

  • @Niharika-B90
    @Niharika-B90 7 місяців тому +4

    Kain Danda ho eta

  • @sambalpur57
    @sambalpur57 8 місяців тому +2

    କୀର୍ତ୍ତନ କରି ନି ଜାନ ବାର ଇ ପାଟି କେ ଯେ ନେଲେ ତକର ଗାଁ ର ମଙ୍ଗଳ ନି ହଏ

  • @lalitnaik
    @lalitnaik 7 місяців тому +2

    ନଚୁଛନ୍ ଖାଲି ପାଳିଆ କିଏ ଧର୍ବା

  • @srikantproduction5045
    @srikantproduction5045 5 місяців тому +1

    5:14

  • @Pravin737
    @Pravin737 7 місяців тому

    ଇ ମନକୁ ଯିଏ ଡାକୁଚେ ସେ ଏନ୍ତା କରୁଚତ ବଲି ଜାଣି କରି ଡ଼ାକୁଛେ
    ଯେ ଡ଼ାକୁଛେ ସେ ବଡା ଫାଲତୁ ଲୋକ

  • @ghanashyambhoi599
    @ghanashyambhoi599 7 місяців тому

    Barati jima ho aasba nachi... Aamar di dancers ni milbar 😁

  • @KanhuprasadSahu
    @KanhuprasadSahu 6 місяців тому

    ଏହି ମାନଙ୍କୁ ଯୋତାରେ ପିଟି ବାହାର୍ କରିଦେବାର କଥା 😢

  • @bhagirathitandi1431
    @bhagirathitandi1431 5 місяців тому

    କୀର୍ତ୍ତନ କେ ତମେ ଭ୍ରଷ୍ଟ କରୁଛ
    ତମକେ ନର୍କ ରେ ଵୀ ଜାଗା ନାଇଁ ମିଲେ
    ଏତକି ନାଚ ଜନିଛ ବଳେ ସମ୍ବଲପୁରୀ ଆଲବମ ରେ ନାଚ

  • @premaanand8339
    @premaanand8339 6 місяців тому

    ତୁମର ଗିନି କେନ ରଖିଛାରେ ମାଜିହେ

  • @TIKESWARASABAR
    @TIKESWARASABAR 6 місяців тому

    Ken guru ayyyyy ho lag tk 9e na

  • @subashhans2423
    @subashhans2423 6 місяців тому

    ଇ ମାନେ ବଦନାମ କରୁଛନ

  • @nirakarsahu8321
    @nirakarsahu8321 6 місяців тому +1

    😂😂😂 melody

  • @subidhakalsai8062
    @subidhakalsai8062 7 місяців тому +2

    Eta kirtan aye ki orchestra ?

  • @kishorkumbhar6102
    @kishorkumbhar6102 4 місяці тому

    Bhai re je v video upload kari6 se pahela (kaliyuga mahamantra Jan pahela) teheru (you tube) upload karbu
    Au gute question karmi ki (cement fectory) guru 🙏🙏🙏🙏 Khageswar /shot name BAYAKA= Khali.. GAYAKA= kaybrat...
    Au dance Katha kana kahemi(you tube) janba
    JEDKI BAUNSA KE SETKI PULA......

  • @dileshbhai7749
    @dileshbhai7749 6 місяців тому

    ପହିଲା ତ ରଙ୍ଗୀନ୍ କୀର୍ତ୍ତନ ପାର୍ଟି କେ ହିଁ ନାଇ ଡାକ୍ବାର୍ କଥା,,,,ଧୟେନ୍ ସେ ଗାଁ ର ଲୋକଙ୍କୁ ଯେ କି ଏନ୍ତା ପାର୍ଟି ମାଙ୍କୁ ଦାଖୁଛନ ଅର୍କ୍ରିଷ୍ଟ୍ରା ଦେଖିବାର ଲାଗି

  • @jdsabarbabu8771
    @jdsabarbabu8771 5 місяців тому

    କେନ ଗାଁହାର ମାଘୀଆ ମନେରେ, ଲାଜ ଲାଗବାର କଥା...

  • @MrTiku-ip9op
    @MrTiku-ip9op Рік тому +1

    Omy good khatra aye ❤❤❤❤

  • @mohitbhoi8057
    @mohitbhoi8057 7 місяців тому +1

    Dil khuss a ❤

  • @rajib3057
    @rajib3057 7 місяців тому +2

    Kirtania gaon enta party k nai dake

  • @premaanand8339
    @premaanand8339 6 місяців тому

    କେନ୍ ଗାର ମାଜିହେରେ

  • @malipila8988
    @malipila8988 6 місяців тому

    Kirtan ki melody ita mrudunga ra sound nei na

  • @Rahabita-r7
    @Rahabita-r7 6 місяців тому +1

    ନିଶବ୍ଦ 😢😢

  • @manojpradhjan30
    @manojpradhjan30 7 місяців тому

    Ate Bhai emiti karani. Bhanda guru tamar

  • @rkp6620
    @rkp6620 7 місяців тому +1

    କେନର Archestra ପାଟି ଟେ

  • @TosanPatra
    @TosanPatra 7 місяців тому

    ଆମର ଗାଁ ବରାତି କେ କହେମି ବୋ ପିଲେ ଆଏ ବ ନଚମା

  • @ManaranjanBhoi-ch9ws
    @ManaranjanBhoi-ch9ws 6 місяців тому +2

    Gali nai kara bhai mane dance ta karu 6an modern jug hela pare

    • @Tanmaya663
      @Tanmaya663 6 місяців тому

      Tamke bhagban munush janam dei6n kn hela j ho agya bujhi paru6 ki nai

  • @mantupande7657
    @mantupande7657 6 місяців тому

    ଛପରି ସଲେ ଇଟା କୀର୍ତ୍ତନ କେ

  • @Manoj-Kumar-Badhei
    @Manoj-Kumar-Badhei 4 місяці тому

    Eta ke nar melody te ho bhal lagela😂😂😂

  • @adityakumarbhoi6516
    @adityakumarbhoi6516 6 місяців тому

    Is this kirtan?????

  • @lokendraprasadmajhi8114
    @lokendraprasadmajhi8114 6 місяців тому

    କେନ୍ ଗାଁ ର ବା ହାଘର ନଚୁଛ ବୋ