Satare trilochan bhai prabhu nka asirbad au maa Bina pani nka Karuna na milile emiti hridaya sparsa Bhajan gaiba asambhav hriday ru dhanyabad trilochan bhai
Prasanta Bhai nku Mora bahut bahut subhecha trilochan bhai tame Mora Prabhu nku khaidia m se mote mukti deidebe au icha nai m emiti Bhajan suni suni satare mo pran bau jaganath nka dehare lina hoi janta m jai jai kala kanhu
ବହୁତ୍ ସୁନ୍ଦର ଭଜନ ଗାୟକ ଭାଇ ଙ୍କୁ ଧନ୍ୟବାଦ୍,👌👌👌ତ୍ରିଲୋଚନ ଭାଇ ପ୍ରଶାନ୍ତ ପାଢ଼ୀ ସାର୍ ଙ୍କ ପୁରା ନକଲ ସ୍ଵର ଜୟ ଜଗନ୍ନାଥ ହରିବୋଲ
ତ୍ରିଲୋଚନ ଭାଇ ମା ସରସ୍ୱତୀଙ୍କ ଦାନରେ ଭରି ରହିଛି ଆପଣଙ୍କ କଣ୍ଠର ଯାଦୁ, ପ୍ରଭୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଏହି ଭଜନ ଗାଇ ଶୁଣାଇଲେ ଏହା ନୂଆ ଆମ ଓଡିଆ ଜାତି ପାଇଁ, ହୃଦୟ ଜିଣିବା ଭଳି। କୋଟି ପ୍ରଣାମ 🙏💐💐💐 ଭଗବାନ୍ ମଙ୍ଗଳ କରନ୍ତୁ ଆଗକୁ ବଢି ଚାଲୁ ଆପଣଙ୍କର ଏପରି ଭାବର ଭଜନ ଗୁଡିକ,ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ 🙏🙏
Merako kya
1q😂😂1p
Jay Jagannath 🙏💕
😊😊
ଜୟ ❤️ଜଗନ୍ନାଥ ❤️
ସବୁଦିନ ସକାଳୁ ସକାଳୁ ଏଇ ଭଜନ ମୁଁ ଶୁଣେ ବହୁତ ସୁନ୍ଦର ଗାଇଛନ୍ତି ଭାଇ ଜୟ ଜଗନ୍ନାଥ 🙏🙏
Very Very Beautiful Song Joy Jagannath Beautiful Beautiful
ତ୍ରିଲୋଚନ ବାବୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଓଡ଼ିଶା ର ଭଜନ ସମ୍ରାଟ ଭିକାରୀ ବଳଙ୍କ ପରଲୋକ ଗମନ ପରେ ଆମେ ଜଗନ୍ନାଥ ଙ୍କ ଭଜନ ପ୍ରେମୀ ମନ ମଧ୍ୟରେ ଖୋଜୁଥିଲୁ ଆଉ କିଏ ଆମର ଅନ୍ତର ଆତ୍ମା କୁ ଶୀତଳ କରିବ? ବହୁତ ଜଣାଣ, ଭଜନ ଗାୟକ ଅଛନ୍ତି ହେଲେ ଆପଣଙ୍କ କଣ୍ଠ ର ଯାଦୁ, ମିଠାସ୍, ଆଉ ଶୃତି ମଧୁରତା ଅନନ୍ୟ।ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ଆପଣ ଏହିପରି ସଦାବେଳେ ଗାଇ ଆମର ମନକୁ ପବିତ୍ର କରନ୍ତୁ।
ଜୟ ଜଗନ୍ନାଥ 🙏🙏🙏
Jay jay jàgannath swmi namo namah
जय श्री राधे ...जय जगन्नाथ ।।
ତ୍ରିଲୋଚନ ଭାଇଙ୍କୁ ହୃଦୟରୁ ପ୍ରଣାମ ।।
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ।।
ଜୁନିୟର ଅରବିନ୍ଦ ମୁଦୁଲି , ଗୀତର ଲେଖା , ସ୍ୱର ସଂଯୋଜନା ସାଙ୍ଗକୁ ତୁମର ଗାଇବା ଶୈଳି ଅତି ଚମତ୍କାର । ବହୁତ୍ ବହୁତ୍ ଧନ୍ୟବାଦ୍
ସୁନ୍ଦର ଭାବପୂର୍ଣ୍ଣ ହୃଦୟସ୍ପର୍ଶୀ ଭଂଜନ ସନ୍ତାପ ମନକୁ ସନ୍ତୋଷ ଦିଏ
ଭାଇ ଭଜନଟି ଅତି ସୁନ୍ଦର, ତା ସହିତ ଆପଣଙ୍କର କଣ୍ଠ ସ୍ୱର ଅତି ହୃଦୟସ୍ପର୍ଶୀ, ମୋ ଝିଅ ଶୁଣିକରି ଶୋଇଥାଏ
❤
Trilochan bhainka kantha re e gita ti bahut sundara hoichhi
ତୁମର ଏହି ଜୀବନ ସାର୍ଥକ ହେଇଗଲା
ଜଗନ୍ନାଥ ଙ୍କ ଆଶୀର୍ବାଦ ନହେଲେ ଭକ୍ତି ଭଜନ ଏମିତି ହୃଦୟ କିଣିନେଲା ଭଳି ଭଜନ ଗାଇବା ଅସମ୍ଭବ...
ଜଗନ୍ନାଥ ଙ୍କର ଏହିଭଳି ଆହୁରି ଭକ୍ତି ଭଜନ ଗାଇକି ବହୁତ ଆଗକୁ ଯାଆନ୍ତୁ..❤️❤️❤️.
ଜୟ ଜଗନ୍ନାଥ 🙏🙏🙏
ବାଃ ଭାଇ ଚମତ୍କାର ଗାଇଛନ୍ତି l ହୃଦୟରୁ ଆନ୍ତରିକ ଧନ୍ୟବାଦ ଜଣାଉଛି ଆପଣଙ୍କୁ l ଜୟ ଶ୍ରୀଜଗନ୍ନାଥ 🙏
ବହୁତ ମଧୁର ଗୀତ ଯିଏ କେହିବି ଉଠି ପଡିବ ଜୟ ଜଗନ୍ନାଥ
ଏଇ ଗୀତ ଶୁଣି ସତେ ହେବକି ନିଦ ଜୟ ହେ। ଜୟ ଜଗନ୍ନାଥ
ରତ୍ନାକର ବାବୁ କେଡେ ସୁନ୍ଦର ଭଜନ ଯେତେ ଶୁଣିଲେ ବି ମନ ବୁଝୁନି ଭାବରେ ଶୁଣିଲେ ସକାଳୁ ସକାଳୁ ହୃଦୟ ଜଗନ୍ନାଥ ମୟ ହୋଇଯାଇଛି
Very nice voice and Pravu Jaya Srikrishna
ଗୀତ ଟି ଅତି ସୁନ୍ଦର ପରିବେଷଣ କରିଛନ୍ତି । ଭାବ ବି ଅଛି। ଚମତ୍କାର।❤❤❤
❤😊
ତ୍ରିଲୋଚନ ବାବୁ,ଆପଣଙ୍କର କି ମଧୁର କଣ୍ଠ ସ୍ୱର୍।ଏହି ଭଜନଟି ଯେତେ ଶୁଣିଲେ ଆହୁରି ଶୁଣିବାକୁ ଇଛା ହେଉଛି। କଣ୍ଠରେ କି ଯାଦୁ ଅଛି ।ଜଗନ୍ନାଥଙ୍କଠାରେ ପ୍ରାର୍ଥନା କରୁଛି ଆପଣଙ୍କର ଉତ୍ତରୋତ୍ତର ଉନ୍ନତି ହେଉ । ଜୟ ଜଗନ୍ନାଥ।
Baba trilochana supper thanks bhabara Gita bhaktira Gita gaiba Bala bibhor sunila Bala bibhor
Sri Jagnnath tumara utarotar unnati karantusarir man atmare khusire thaaa
Jay shree jagannath❤❤❤❤
Au thare asigale ki arbind ମୁଦୁଲି ସେଇ ଭଳି ଲାଗିଲା ଗୀତ ଶୁଣିକି ଜୟ ଜଗନ୍ନାଥ ତୁମ ଉପରେ କୃପା କରିଥାନ୍ତୁ ❤❤❤❤
ଆମ ଭଜନ ପ୍ରେମୀ ମାନଙ୍କର ଇଚ୍ଛା ଏହିପରି ଜଗତର ନାଥ ଜଗନ୍ନାଥଙ୍କ ଭଜନ ଶୁଣିବାପାଇଁ । ବହୁତ୍ ବଢିଆ ହେଇଛି ଭଜନ ଟି। ଆମର ଅନୁରୋଧ କି ଆଗକୁ ଅଧିକରୁ ଅଧିକ ଏହିପରି ଜଗନ୍ନାଥ ଙ୍କ ଭଜନ ତ୍ରିଲୋଚନ ଙ୍କ କଣ୍ଠରୁ ଶୁଣିବ ପାଇଁ।❤❤
Jay jagannath swami nayana potho gaami bhobo tume 🙏🙏🙏
ଜୟ ଜଗନ୍ନାଥ ମହା ପ୍ରଭୁ ତୁମକୁ କୋଟି କୋଟି ପ୍ରଣାମ କରୁଛି 🙏🙏🙏
Bahut Sundar Gita 🙏🙏🙏
କାହିଁକି କେଜାଣି କାଳିଆ ତ ପାଖକୁ ଗଲେ ଆଉ ଆସିବାକୁ ଇଚ୍ଛା ହୁଏନି। ଜୟ ଜଗନ୍ନାଥ
ବହୁତ ସୁନ୍ଦର ଭଜନ ଗାଇଛନ୍ତି ବି ଭଲ। ଜୟ ଜଗନ୍ନାଥ
ସୁନ୍ଦର ଭଜନ ସୁନ୍ଦର ସ୍ୱର
ବହୁତ୍ ଭଲ ଲାଗିଲା ❤
ତ୍ରିଲୋଚନ ଭାଇ ମୁଁ ପୁରା fan hei ଗଲାଣି ❤❤ ତମ voice ra fan ❤️
Bahut sundar bhai akhi ru luha asi jauchi
ଯେତେବେଳେ ଶୁଣିଲେ ନୂଆ ଲାଗୁଚି ❤️ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏
ବହୁତ ସୁନ୍ଦର ଗୀତ ରଚ଼ନା କଣ୍ଠଦାନ ସହ ସଂଗୀତର ତାଳେ ତାଳେ ଗୀତିଟି ଶ୍ରୁତି ମଧୁର....
ଜୟ ଜଗନ୍ନାଥ🙏🏿
ଜୟ ଜଗନ୍ନାଥ 🌹🌹🌹
1
4:34 @@adarshmohantycreation
ଆଖିରୁ ଧାର ଧାର ଲୁହ ବୋହି ଆସିଲା ଏ ଭାବ ଏ ଠାଆଣି ବହୁତ ସୁନ୍ଦର ଭାବରେ ବୁଝାଇ ଦେଲ 🙏
Junior Arabinda Muduli Sir ❤
ବହୁତ ସୁନ୍ଦର କଣ୍ଠ। ସୁଦର ରଚନା ଏବଂ ସୂର ସଯୋଜନା ।
Satare trilochan bhai prabhu nka asirbad au maa Bina pani nka Karuna na milile emiti hridaya sparsa Bhajan gaiba asambhav hriday ru dhanyabad trilochan bhai
Prasanta Bhai nku Mora bahut bahut subhecha trilochan bhai tame Mora Prabhu nku khaidia m se mote mukti deidebe au icha nai m emiti Bhajan suni suni satare mo pran bau jaganath nka dehare lina hoi janta m jai jai kala kanhu
ବହୁତ ଭଲ ବୋଲି,ଭଲ❤
ଧନ୍ୟବାଦ୍ ହୃଦୟ ଛୋଇଲା ଭଲଲାଗିଲା ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🌼🙏🏻🐚🌼
Bahut sundar song
ଗୀତଟି ସୁନ୍ଦର ହୋଇଛି ❤❤❤❤❤❤
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ 🙏🙏🙏
ହେ ମହାବାହୁ ହେ ଚକାନୟନ ହେ ବଳିଆରଭୂଜ ଆପଣଙ୍କ ପାଦ ପଦ୍ମରେ ଅନନ୍ତ କୋଟି କୋଟି ଦଣ୍ଡବତ ପ୍ରଣାମ ମଣିମା ଜୟ ଜୟ ଜଗନ୍ନାଥ
ଜୟ ଜଗନ୍ନାଥ ବହୁତ ସୁନ୍ଦର ଗିତ ❤❤❤❤❤
ଅରବିନ୍ଦ ମୁଦୁଲଙ୍କ ଗୀତ ଶୁଣି ଲା ପରି ଲାଗୁଛି। ବହୁତ ସୁନ୍ଦର
ଜୟ ଜଗନ୍ନାଥ ବହୁତ ହୃଦୟସ୍ପର୍ଶୀ ସୁମଧୁର କଣ୍ଠରେ ଭଜନ ଟି ମନକୁ ହୃଦୟ କୁ ବହୁତ ଛୁଇଁଲା
Jay Jagannath Swami beutiful song
ଏଇ ଭଜନ ଟି ଏତେ ସୁନ୍ଦର ଯେ ଯେତେ ସୁଣି ଲେ ଵି ପୂଣି ଶୁଣି ଵାକୁ ଇଛା ହେଉଛି
Bahut Sundar Heichi
ଜୟ ଜଗନ୍ନାଥ
ଜୟ ଜଗନ୍ନାଥ ମହା ପ୍ରଭୁ 🙏🙏🙏
Bhajan samrat arabinda muduli nku ame apananka pakhare paiparuchu
❤ Dhanyawad ❤
Joy Jagannath
Joy Balaram
Joy Subhadra.
Bohut bodiya bhojon jay Jagannath
ହରି ବୋଲ ମଣିମା ଜୟ ଜଗନ୍ନାଥ 🙏🙏
Trilochana ahi bhajana tumaku sabu Dina pain AMARA rakhiba jai jagannath From puri
Such a sweet god-gifted voice...amazing..a nice resemblance to celestial voice of great Aurobinda MUDULI Sir...💐💐💖
Trilochana bhai tame khali dharapada . Jagannatha nku kundheila vali alingana te debi .ta pare jai mo atma ku santi miliba
ତ୍ରିନାଥ ବାବୁ ତୁମ କଣ୍ଠ ଭଲ ହୋଇ ପାରେ କିନ୍ତୁ ଏ ଗୀତ ପାଇଁ ଏ କଣ୍ଠ ଉପଯୁକ୍ତ ଆଉ ଗୋଟିଏ କଥା ହେଲା କଳାକାର ଗର୍ବ କରିବା ଠିକ୍ ନୁହେଁ
Jay Shree Jagannath Namah 🙏🏼 Om Shree Jagarnnath Swamy Nayanapathagami Bhabatume 🙏🏼 Jay Jay Shree Jagannath Jay Prabhu 🙏🏼🌹🙏🏼🌹🙏🏼🌹🙏🏼🌹🙏🏼
Bahut sundar. Jagannath apannku sabubele bhalare rakhantu.emiti bhajan bharat basinku sunantu.........
Very beautiful ton Jay jaganath
What a unique voice Brother?❤
ତ୍ରିଲୋଚନ ବାବୁ. ଆପଣଙ୍କର ମଧୁର କଣ୍ଠ ଭଜନ ମୋତେ ଭଲ ଲାଗୁଚି l ମୁଁ ଜଣେ ବୃଦ୍ଧ ମଉସା l ଆଶୀର୍ବାଦ କରୁଛି ଉତ୍ତରୋତ୍ତର ଉନ୍ନତି କର ୍ଲ l ଜୟ ଜଗନ୍ନାଥ ll
ସୁନ୍ଦର୍ ଭଜନ ତ୍ରିଲୋଚନ ବାବୁ ଙ୍କ କଣ୍ଟ୍ଟ ରୁ ବହୁତ ଭଲ ଲାଗୁଚି ପ୍ରଭୁ ଜଗନ୍ନାଥ ଙ୍କ ଅଶ୍ରିବାଡ ରୁ ଖୁସୀ ରେ rahithaa ମୁ ଜଣେ ମାଉସୀ କହୁଛି
ଜୟ jaganath
Bahut bbadhia song &voice
Very nice voice ❤🎉🎉🎉🎉🎉🎉🎉🎉🎉🎉🎉🎉🎉🎉
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଏଇ ଭଜନ ରେ ଆମ ନାମ ର ,କିଛି ଦୃଶ୍ୟ ଆସିଥିବାରୁ ସିଦ୍ଧାର୍ଥ music କୁ ନାମ ର ସମସ୍ତ ସଦସ୍ୟ ଧନ୍ୟବାଦ ଜ୍ଞାପନ କରୁଅଛୁ 🙏🙏🙏🙏🙏
ଜୟ ଜଗନ୍ନାଥ 🙏
Bohut sunder voice ..... Mono bhakti re lagi jauchi tomo gito suniki 👌👌👌👌👌
Jay shree jagarnath 🙏🙏🙏🙏🙏
ବହୁତ ଭଲ ଗାଉଛ, ଇଶ୍ୱୋର ଆଗକୁ ବାଟ କଢ଼ାଇ ନିଅନ୍ତୁ ।
Maa Saraswati tuma kanthare rahinchhanti Jay Jagannath 🙏🙏🙏🙏🪷🌹🌼🌼🏵️🏵️💐💐
ଶ୍ରୀ ଅଙ୍ଗ ସେବାରେ ବରୁଣ ନନ୍ଦିନୀ
ସ୍ତୁତି ପାଠରେ ଗାନ କରନ୍ତି ବୀଣା ବାଦିନି
କଳାଶ୍ରୀ ବଦନ ଦରଶନ ପାଇ
ସିଂହ ଦୁଆରେ ଭିଡ଼ ହେଲାଣି ହେ ଜଗତ ସାଇ
ରତ୍ନ ପଲଙ୍କ ତେଜିଣ ହେ ଆସ
ତୁମେ ଦର୍ଶନେ ସର୍ବେ ସନ୍ତୋଷ
ଉଠ ଉଠ ସାଆନ୍ତ କେତେ ଯାଉଚ ନିଦ ।।
Very nice voice god bless you
Ba h bhai ete Sundar lekha au gayan
Sundara kantha prabhu😊
Odia ra sabuthu best song
Jay jagannath
Trilachan
Babu
Apanaku
Panaku
Pranam
Kalianku
Pranam
Suder
Vajanpai
ମୁଁ ଏହି ଗୀତକୁ ବାରମ୍ବାର ଶୁଣେ ଧନ୍ୟବାଦ
ଜୟ ଜଗନ୍ନାଥ 🙏
Mu b
ଜୟ ଜୟ ଜଗନ୍ନାଥ ତୁମେ ସାହା ଭରସା
Very good in jagannath song
Jay jagannath Swami ❤❤❤
Mu ahi bhajan ti pratidina sune
ଶବ୍ଦ ସଂଯୋଜନା ଖୁବ୍ ହୃଦୟସ୍ପର୍ଶୀ ସତରେ
ଧନ୍ୟବାଦ ❤
🙏🙏🙏🙏🙏 ଅତି ସୁନ୍ଦର
Jay jagranntha
Jay Jagannath ❣️🚩🙏
He jagato NATO Jagannath ⭕‼️⭕ ..🙏🙏🙏🙏🙏
Jai jagannath. Sweet voice like Arabinda Muduli.Dhanyabad.
🙏🙏🙏🙏🙏🙏🙏
Satya ra Pakhare
vitare Jagannath
Mahaprabhu
eleven🙏
Satym
eleven🥲🙏
ମତେ ବହୁତ୍ ଭଲ ଲାଗେ ମୁ ବାରମ୍ବାର ଶୁଣେ
ଜୟ ଜୟ ଜଗନ୍ନାଥ
Mo friend adarsha Mohanty ei gita tiku lekhichnti,jay jagannath,,,,,
ଜୟ ଜଗନ୍ନାଥ 🙏
Jay Shree Jagannath 🌸🌺🌼🙏🙏🙏🌸🌺🌼🚩🚩🚩🌸🌺🌼
ATI Sundar Bhai 💐
Jay Jagannath 🙏
Jay Jagannath 🙏
Jay Jagannath 🙏
ରଯଚୂଋଋଋ😮😮😮😅😅଼୍ରରଧଧର।
।଼😊😅😅 5:45 5:45 5:45 5:45 5:45 5:45 5:45
।😅😊
😊😊
Ati sundar bhajan🙏🙏
Jay Jagannath wish. You happy new year 2025
ଭାବପୂର୍ଣ୍ଣ ଭଜନ ଟିଏ 🙏 ଜୟ ଜଗନ୍ନାଥ 🙏
Swara Arvinda Muduli Sir saha match karuchi......Heart touching song. One Advice kindly sing only Bhajan....
ବଢିଆ ❤❤❤❤
Very good
🎉❤🎉❤🎉❤🎉tumne sbhi ka Dil me bus gya i want to you my raja