ସକାଳୁ ଉଠି ଆଗେ ଏହି ୫ଟି କାମ କରନ୍ତୁ / 5 things to do in morning

Поділитися
Вставка
  • Опубліковано 18 лис 2024

КОМЕНТАРІ • 21

  • @dibakarpattanaik8852
    @dibakarpattanaik8852 2 місяці тому +2

    Very good discussion for good health.

  • @KarunakarNayak-xz1is
    @KarunakarNayak-xz1is Годину тому

    Jay jagarnath

  • @tophits9293
    @tophits9293 2 місяці тому +2

    Nice video

  • @pravatiswain8794
    @pravatiswain8794 2 місяці тому +1

    Thank you mam

  • @kalandicharandiwedi4641
    @kalandicharandiwedi4641 Місяць тому

    VeryNiceAdvice

  • @brajeswarisingh909
    @brajeswarisingh909 2 місяці тому +2

    ଖୁବ ସୁନ୍ଦର ବାର୍ତ୍ତା, ପ୍ରଭୁ ଜଗନ୍ନାଥ ଝିଅ ତୁମର ସର୍ବ କୁଶଳ କରନ୍ତୁ, 🌹❤️

  • @saritapattnaik5936
    @saritapattnaik5936 2 місяці тому +1

    Very nice dear 😚

  • @HimansuBehera-th8ph
    @HimansuBehera-th8ph 2 місяці тому +1

    Good tips doctor.❤❤❤

  • @duryodhanbehera5837
    @duryodhanbehera5837 2 місяці тому +1

    Thanks

  • @monalisamuni7248
    @monalisamuni7248 2 місяці тому

    Ibs upare gotie video karantu

  • @deepaktripathy
    @deepaktripathy 2 місяці тому

    Like

  • @shibasahu4695
    @shibasahu4695 2 місяці тому +2

    Madam 🙏
    Asthma ଶ୍ୱାସ ରୋଗ ଉପରେ ଗୋଟିଏ ଭିଡିଓ କରିବାକୁ ଅନୁରୋଧ 🙏
    କାରଣ,ନିରାକରଣ ଓ ଖାଦ୍ୟୋପଚାର ସହିତ 🙏❤️🙏

    • @odiadaddyrecipes
      @odiadaddyrecipes  2 місяці тому

      ଶ୍ୱାସ ରୋଗ ବିଷୟ ରେ detail ରେ ଏହି video re କହିଛି । ଆପଣ video link re click କରିକୀ ଦେଖି ପାରିବେ :- Video Link:- ua-cam.com/video/GxQY8bD5cbw/v-deo.htmlsi=5x-eaaUXQuXUyZ4L

  • @shibasahu4695
    @shibasahu4695 2 місяці тому +1

    Madam 🙏,
    ଆପଣ ଭିଡିଓ ଆରମ୍ଭ କଲା ସମୟରେ ନିଜ ପରିଚୟ ସହିତ ଚାନେଲ ନାମ ସ୍ମରଣ କରାଇଲେ ଭଲ ହୁଅନ୍ତା ବୋଲି ମୁଁ ଭାବୁଛି 🤔
    ସକାଳୁ ଖାଲିପେଟରେ ଉଷୁମ ପାଣି ରେ ଲେମ୍ବୁ ପକାଇ ପିଇଲେ ଯୌନ ଓ ଅସ୍ଥି/ଦାନ୍ତ ଉପରେ କୁ-ପ୍ରଭାବ ପକାଇ ଥାଏ କି ??
    ଲେମ୍ବୁ ର ପ୍ରଭାବ ଯୌନ,ଅସ୍ଥି, ଦାନ୍ତ ଉପରେ କିପରି ପଡ଼ିଥାଏ ?? ଦୟାକରି ଏ ବିଷୟ ରେ ଅବଗତ କରାଇବେ 🙏

    • @odiadaddyrecipes
      @odiadaddyrecipes  2 місяці тому +1

      ଲେମ୍ବୁ ର ଶରୀର ଉପରେ କଣ ପ୍ରଭାବ ପଡେ ଗୋଟିଏ ଭିଡିଓ ଆଗରୁ କରିଛି ଆପଣ ଚାହିଁଲେ ଏହି channel re ଦେଖି ପାରିବେ ।
      Link:- ua-cam.com/video/AFCkj3D3Qvs/v-deo.htmlsi=rgpovOnA-P7Ocu3G

    • @odiadaddyrecipes
      @odiadaddyrecipes  2 місяці тому +1

      Link of the video :- ua-cam.com/video/AFCkj3D3Qvs/v-deo.htmlsi=rgpovOnA-P7Ocu3G

  • @RatnakarBedanta375
    @RatnakarBedanta375 2 місяці тому +1

    Thank you mam

  • @SubarneswariPattnaik
    @SubarneswariPattnaik 2 місяці тому

    Nice video