Sir apana ta sabu ade jai paribeni apana ta jane loka aau apana jauthi pala karibe sethiki samaste jaipariba bi sambhaba nuhan apana nka pala UA-cam re prasarita hele samasta odia pala premi dekhi paribe 🙏 aau odia katha biswa basi bujhi paribeni kebala odia pala premi hin bujhi paribe
ମହାନଦୀ ପୁରା କୂଳରେ ମା ଚର୍ଚ୍ଚିକା ବିରାଜିତ, ମହାନଦୀ ର ଗୋଟେ ଘାଇ ବନ୍ୟାରେ ହୋଇଥିଲା ତାକୁ ରେଣୁକା ନଦୀ କୁହନ୍ତି, ସୁନ୍ଦର ପରିବେଷଣ 🙏🌹🙏♥️
Kiii ik ykmfkjgh ur inka time ⌚⌚ bhul bhuk
The Best Pala Gayak of ODISHA....GYAANA BHUSAN SISIR PADHY......❤ U
Best Pala.... Koti pranam
ପାଲା ବହୁତ ଭଲ ଲାଗୁଛି
Sir apananka charanare koti koti koti pranam
ଧନ୍ୟବାଦ୍ ବହୁତ୍ ଭଲ ରେକର୍ଡିଂ ହୋଇଛି 🎉❤🎉
ବରିଷ୍ଠ ପାଲା ଗାୟକ । ଭଲ ପରିବେଷଣ ।
ଭାଇ ତମ ବାଜା ର ମୁଁ ଫ୍ୟାନ ହେଇଗଲି..🙏🙏🙏
Great pala
Very nice 👌
Excellent performance
ଗଙ୍ଗା ନଦୀ ଠାରୁ 100 ବର୍ଷ ବଡ଼ ନଦୀ ହେଉଛି ଚିତ୍ରତୋଳା ନଦୀ ପୁନ୍ୟ ତୋୟା ଚିତ୍ରତୋଳା🙏
ଚିତ୍ରୋତ୍ପଳା ଆଜ୍ଞା!
ପ୍ରାଚୀ ନଦୀ କେତେ ନମ୍ୱର, ଆଉ ପ୍ରାଚୀ ନଦୀର ମହିମା,,,
Good 👍👍👍👍👍👍
ଓଡ଼ିଶାର ଗୁପ୍ତଗଙ୍ଗା ବୈତରଣୀ କଥା କହିଲେ ନାହିଁ । 😢
ଗାୟକ ମହାଶୟ ବିନମ୍ର ସହିତ ଲେଖୁଛି ଯେ ଆପଣ ଗାଉଥିବା ପଦଟି ହେଉଛି ଠାକୁର ଅଚୁତ ମହା ପୁରୁଷ ଅଷ୍ଟ ଗୁଜରୀ ଅଷ୍ଟମ ପାରା ର ପଞ୍ଚମ ପଦ ରେ ଲେଖା ଅଛି ନବ ଗୁଜରୀ ନୁହେଁ
ନବାଗୁଜାରୀ ରେ ନବମ ପାରା ର ସପ୍ତମ ପଦ ହେଉଛି. ଅଲଗା
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ 🙏
ବୈତରଣୀ ନଦୀ କୁ ଚାଡି ଦେଲେ
Sisir,sar,pranam
ବୈତରଣୀ ନଦୀ କଣ ପବିତ୍ର ନଦି ନୁହ କି।ଦୟାକରି କହିବେ।
Swatantra pala paribeshan Dr. Sisir Padhy mahashay
ଆଉ ବୈତରଣୀ ନଦୀ କୁ ଛାଡି ଗଲେ କାହିଁକି
Prachikiade gala ? Ganga Nadi tharu Lakhe barsa bada Chandravaga Prachi Nadiramulapnda Eha purana barnita .
Odisha ra ganga mahanadi ki bujhae
Sir apana ta sabu ade jai paribeni apana ta jane loka aau apana jauthi pala karibe sethiki samaste jaipariba bi sambhaba nuhan apana nka pala UA-cam re prasarita hele samasta odia pala premi dekhi paribe 🙏 aau odia katha biswa basi bujhi paribeni kebala odia pala premi hin bujhi paribe
बाल ज्ञान
ବୈତରଣୀ
Sabu bhul
Pramana diantu. Chhanda au chaipadi madhyamare.
E bhul chandrabhaga