ଆସିଛି ଆଜି ଶୁଭ ବାରତା New Christmas Odia Song/Singer Goutam@tanuja
Вставка
- Опубліковано 19 січ 2025
- ଆସିଛି ଆଜି ଶୁଭ ବାରତା New Christmas Odia Song.
Singer - Goutam Digal &Tanuja Digal
Lyric - Pr Sanjeev Digal pp
Music Arenjment -
Vikash Sahu
Camera Video editing - Madhu Sudhan Panda
Special thanks
jashobant&Manasi
Daringabadi Choir Team
PRAISE THE LORD........
WISHING YOU ALL A MERRY CHRISTMAS...
ସମସ୍ତ ଶ୍ରୋତା ମଣ୍ଡଳୀକୁ Gautam Digal official present ତରପରୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ନମସ୍କାର । ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଦିବସ ଉପଲକ୍ଷେ ପ୍ରଭୁଙ୍କ ପ୍ରଶଂସା ଓ ଗୌରବ ଉଦ୍ଦେଶ୍ୟରେ ବଡ଼ଦିନ ପାଇଁ ଭେଟି ଦେଉଛୁ ଏକ ନୂତନ ମନଛୁଆଁ "ଆସିଛି ଆଜି ଶୁଭ ବାରତା" ନାମକ ଏକ ଝୁମିଲା ଗୀତ ।
ଆଶା ଓ ବିଶ୍ବାସ ରହିଛି ନିଶ୍ଚିତ ରୂପେ ଏ ଗୀତର ତାଳେ ତାଳେ ଆପଣ ମାନେ ନୃତ୍ୟ ପ୍ରଦର୍ଶନ କରି ପ୍ରଭୁ ଯୀଶୁଙ୍କ ଗୌରବାର୍ଥେ ବଡ଼ଦିନ ଉତ୍ସବକୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରିବେ।
ଗୀତଟି ଭଲ ଲାଗିଲେ like, share, suscribe କରି comment Box ରେ comment କରନ୍ତୁ ଧନ୍ୟବାଦ୍: (Praise the Lord🙏)
ଆସିଛି ଆଜି ଏ ଶୁଭ ବାରତା
ଶୁଭ ବାରତା ରେ ଶୁଭ ବାରତା
ଜନ୍ମିଛନ୍ତି ଆଜି ତ୍ରାଣକରତା
ତ୍ରାଣ କରତା ରେ ତ୍ରାଣକରତା ( ୨ଥର...
ବେଥଲିହେମ ନଗରେ ମରିୟମ କୋଳରେ ..(୨ଥର)
ଶିଶୁ ଯୀଶୁ ରାଜା . . . (୨ଥର)
(1)ଶୁଭ ବାରତା ନେଇଁ
କହିଗଲେ ସ୍ବର୍ଗ ଦୃତ
ଉର୍ଦ୍ଧ ଲୋକରେ ହୋଶାନା ବୋଲି
ଗାଇଲେ ପ୍ରଶଂସା ଗୀତ ..(୨ଥର)
ମେଷ ପାଳକ ପଣ୍ଡିତ ଗଣ
ପୁଜିଲେ ତାଙ୍କ ଚରଣ. . . ( ୨ଥର)
ଦେଇ ଉପହାର.. (୨ଥର)
(2)ଦେବାକୁ ଶାନ୍ତି ମୋତେ
ଶାନ୍ତି ରାଜା ଜନମିଲେ
ଉଦ୍ଧାରିବାକୁ ପାପ ସାଗରୁ
ମାନବ ରୂପ ସେ ନେଲେ . . . (୨ଥର)
ସରଗର ସୁଖ ତ୍ୟାଗୀ
ପାପିର ମୁକତୀ ଲାଗି . . . (୨ଥର)
ରାଜଧି ରାଜା . . . (୨ଥର)
(ସମାପ୍ତ)
Lyrics by pr: Sajeev Digal
Singers: Bro: Goutam Digal &
Str: Tanuja Digal
#asichiajisubhabaratanewchrstmas
#goutamdigalnewchristmassong
#humansagarnewchristmassong
#jaganmahannaagchristmassong
#kandhamalchristmassong
#bidutbatrachristmassong
#amitbadanayakchristiansongshanakdigalchristmasson
ANTI - PIRACY WARNING:
________________________________
*This content is copyright to Gautam Digal official present . Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright under Section 107 of the copyright act 1976 material presented