Special Story: Naveen Patnaik's Leadership Under Scrutiny as Prakash Mishra's Book Sparks Debate
Вставка
- Опубліковано 9 лют 2025
- #ମାତିଥିଲେ_ନକ୍ସଲ #ନବୀନ_ଖୋଜୁଥିଲେ_ମଟନ୍
ନବୀନ କୁଆଡେ ଜଣେ ନନ-ସିରିଏସ ନେତା । କଳା ଲୋକଙ୍କୁ ଘୃଣା କରନ୍ତି । ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ଦିଅନ୍ତି ନି ଗୁରୁତ୍ବ । ନିଜେ କିଛି ନିଷ୍ପତ୍ତି ନିଅନ୍ତିନି, ଅନ୍ୟ ସହ ଆଲୋଚନା କରି କୁହନ୍ତି । ପୂର୍ବତନ ଡିଜିପି ପ୍ରକାଶ ମିଶ୍ରଙ୍କ ବହି ‘କମେଡି ଇନ ଖାକି’ରେ ଏମିତି କିଛି ଲେଖଆ ଏବେ ଓଡ଼ିଶା ରାଜନୀତିକୁ ଚର୍ଚ୍ଚାର ବେଶ୍ ଖୋରାକ ଯୋଗାଇଛି ।
#PrakashMishra #EXDGP #Politics #BJP #BJD #NaveenPatnaik #OdishaTV #Odisha #SpecialStory #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
UA-cam: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV
ଏହି କଥା ସମ୍ପୂର୍ଣ ସତ କାରଣ ନବୀନ ବାବୁ ସରକାର ଚଳାଇ ନଥିଲେ , ସଚିବ ଆଉ ଅଫିସର ମାନେ ଚଳାଉ ଥିଲେ
ଭଲ ଥିଲା ଶିକ୍ଷିତମାନଙ୍କ ଦ୍ଵାରା ରାଜ୍ୟ ଚାଲୁଥିଲା ଆଉ ତମ BJP ମୂର୍ଖ ନେତା ମାନଙ୍କ କବଳରେ ତ ନଥିଲା
Bhai without officer ko leader kichi bi kariparibeni.. Everyone knows..PM bi kichi bi kariparibani.
@jagnyapradhan4611 ମୂର୍ଖ ଲୋକ ମାନେ କେମିତି ଜାଣିବେ ଆଜ୍ଞା ଶିକ୍ଷା ଆଉ ଶିକ୍ଷିତ ଲୋକଙ୍କର ମୂଲ୍ୟ କଣ ନେତା ସବୁ ଅଯୋଗ୍ୟ ମୂର୍ଖ ମାନଙ୍କୁ ତ ବାଛିବେ ଆଉ ସଚିବଙ୍କୁ ଦୋଷ ଦେବେନୀ କେମିତି ଏ ଅଶିକ୍ଷିତ ସବୁ
9 B 9 ku SAKUNI PAANDU MADUAA SMOCKER DHRUTARASTRA BANAA E TAARA 👰KU GAANDHARI KARI CHHADI RAKHICHHI MADUAA SMOCKER 9 B 9 SEJARE. ODISHA KU JAUTUKA NEBA TAAMIL NAA DU. 😮
@@SPINFOTAINMENT Tume ate educated thila je nabin babu jaha kahuthile loka bujhi parunathile loka jaha kahuthile nabin babu
ସେ ଜଣେ ଅଣ ଓଡ଼ିଆ ଓ ବିଦେଶୀ ମଦୁଆ
Ek nomber
Handiya
100% correct
Tu jane odia ra
ତୁମେ କ'ଣ ମଦୁଆ ନାଁ ତୁମେ ଘରେ କହି ନାହାନ୍ତି
ଓଟିଭି ପୁରା ବିଜେଡି ପଛରେ ଲାଗିଛି
ନନ୍ଦିଆ ଟିଭି ବି ବିଜେପି ପଛରେ ଲାଗିଛି
Bhai sabu Dalia game
Kemeiti lagibani BJD OTV pachhare lagi thila jemiti
Kichhi kari paribani..
Lagiba jaruri
ଇଏ ଆରମ୍ଭ ମାତ୍ର ଅପେକ୍ଷା କରନ୍ତୁ ସମୟ କୁ ଆପଣ ଦେଖିବେ ନବିନ ବାବୁ କ ୨୪ ବର୍ଷ ର କଳା ଶାସନ
bjp jumala dhobo jak jak ta khir re dhuaheiniki
@@Balubhai-xm8mhହଇରେ ବିଜୁ ଜାରଜ ଦଳ ର ଜାରଜ ସନ୍ତାନ.... ତୋ ମାଗଣା ଖିଆ ବନ୍ଦ ହୋଇଯାଇଛି ବୋଧେ ସେଥି ପାଇଁ ପୋଡ଼ୁଛି😂
Naveen Babu was a power-hungry chief minister, as "Comedy In Khakee" book suggests.
ନବୀନ ବାବୁ ହଉ ହଉ ହୋଇଗଲେ ମୁଖ୍ୟମନ୍ତ୍ରୀ ନହେଲେ ସେ ଯୋଗ୍ୟ ନୁହନ୍ତି
Modi b hau hau heijaichi au mohan majhi b hou hou heijaichi ...bujhilu gobara andhavakta sala bjp kukura
But mohan majhi is perfect 😅
Chup
@@subratmeher3658 modi hou hou heigala..mohan majhi b hou hou heigala
ଯେମିତି ତୁମେ ହଉ ହଉ ହେଇଯାଇଛ😂😂😂
ନବୀନ ପଟନାୟକ ଙ୍କୁ ଶାସନ ଜଣାନାହିଁ ସେ ଓଡ଼ିଆଙ୍କୁ ଗ୍ରୁଣା କରନ୍ତି କାରଣ ଚବିଶି ବର୍ଷ ପରେ ବି ଓଡିଶା ଅନ୍ଧାର ରେ
hmm tote aga rasta dekha jaunathiba , tote khanti odia re karmakodhia kuha jiba
Andh ta ku rasta kuadu disib@@trinathjena-u2v
ହଁ ସତ କଥା କାରଣ 7ମାସର ଶାସନରେ ଓଡିଶା ରେ ଏମିତି ଚକ୍ ମକ୍ ଆଲୁଅ ଜଳୁଛି ଯେ ଲୋକଙ୍କ ଆଖି ପୁରା ଜଳକା ହୋଇଗଲାଣି 😂😂
ଭାଇ ଟିକେ ଦେଖିକି କୁହ ବହୁ ଗୋତି ଶ୍ରମିକ ମାନଙ୍କୁ ପୋଡ଼ାଜଳା ହେଉଛି😂😂
Jay Nabin sir great
ପ୍ରଭୁ ରାମ ଚନ୍ଦ୍ର କୁ କହିଥିଲେ କୃଷ୍ଣ ଙ୍କୁ ବି କହିଥିଲେ ଜନିକିରିତ ନବୀନ ପଟ୍ଟନାୟକ ଗୋଟେ ମଣିଷ ନବୀନ ବିରୁଦ୍ଧରେ ଯେତେ ଗପିଲେ କଣ ହେବ ନବୀନ ପଟ୍ଟନାୟକ ସବୁ ବେଳେ ମଲା ଯାଙ୍କେ ମଲା ପରେ ଇତିହାସରେ ନାଁ ରହିବ ତୁମେ ଯେତେ ଗପ କଲେ କଣ ହେବ ନବୀନ ନବୀନ
Dadan, Alu mission au crime
ତା ଭିତରେ ଆଉ ଗୋଟିଏ ଇତିହାସ ବି ରହିବ -"ଅର୍ପଣ ଚାଉଳ ଖିଆ
@@pradeepkumarpanda7626 abe pura bank account ku 15 lakh khali asuchi au dadan ja ni
ଲୁଟି ଖିଆ ନବୀନ ସବୁ ଓଡ଼ିଶା ବାସି ବୁଝି ଗଲେଣି
ତୁ ଶଳା ଟି ନିହାତି ଗୋଟେ ମଳି ମୁଣ୍ଡିଆ ବିଜେଡ଼ି ପାଦ ଚଟା କୁକୁର ହୋଇଥିବୁ..😂 ନବୀନ କୁ କେବଳ ତୋ ଦଳୀୟ କର୍ମୀ ଓ କିଛି ଉପକୂଳ ଜିଲ୍ଲା ର ଲୋକ ମନେ ରଖିବେ କିନ୍ତୁ ଉତ୍ତର ଓ ପଶ୍ଚିମ ଓଡ଼ିଶା ର ଲୋକ ନବୀନ କୁ ବାସି ବା___* ରେ ବି ପଚାରନ୍ତି ନାହିଁ...👈👈👈 ମନେ ରଖିଥା
ଆପଣ ଡିଜିପି ଥିଲା ବେଳ କଣ କରିଥିଲେ ଓଡିଶା ପାଇଁ ତଥା ପୋଲିସ ବିଭାଗ ପାଇଁ |ଟାଉଟର ଡିଜିପି |
Bhai tu rti re Maga
ମୁର୍ଖ ମନ୍ତ୍ରୀ ନ ଚାହିଁଲେ .... ଡିଜିପି କଣ କରିବ
@@adityamallick7881central govt ku information dab and media ku bi kichi habani jadi transfer hei jib 😅
@@bisikesanpradhan9031 ହଁ ସେଇଟା ବି ଠିକ୍..
ତେବେ ଓଡିଶା କିପରି ଏକ ନମ୍ବର ହେଇକି ରହିଛି 👍
We support Naveen sir 🙏❤
Sala Munda nathiba nimundia
prakas mishra ଜାଣିବା ଦରକାର ନିକଟରେ ଡିଜିପି ମାନେ କଣ କହିଥିଲେ
ତଥାପି ନବୀନ ଏକ ନମ୍ବର 👍👍👍ଜୟ ନବୀନ 🙏
ଦାଦନ ଖଟିବାକୁ ଯିବ
Yes no. 1 Gay
Prefect lekha heichhi
ସବୁ ସତ କଥା ଲେଖିଛନ୍ତି ସାର୍
ପ୍ରକାଶ ମିଶ୍ର ଜଣେ ଦକ୍ଷ ଅଫିସର ଏଥିରେ କୌଣସି ସନ୍ଦେହ ନାହିଁ, କିନ୍ତୁ ପ୍ରକାଶ ମିଶ୍ର ଜଣେ ଅସଫଳ ରାଜ ନେତା ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ, କାରଣ ପ୍ରକାଶ ମିଶ୍ର ଚାକିରୀ ରୁ ଅବସର ନେଲା ପରେ ରାଜନୀତି କରିବା ଉଦ୍ଦେଶ୍ୟରେ ଯାଇଁ କଂଗ୍ରେସ ଦଳ ରେ ଯୋଗ ଦେଇଥିଲେ, ଏବଂ କଂଗ୍ରେସର ଏମ଼୍ ପି ପାର୍ଥି ଭାବେ ନିର୍ବାଚନ ଲଢି ପରାଜିତ ହୋଇ ନିରାଶ ହୋଇ ଥିଲେ, ତା ପରେ ପ୍ରକାଶ ମିଶ୍ର ଙ୍କୁ କଂଗ୍ରେସ ପୂର୍ବ ଭଳି ଆଉ ଗୁରୁତ୍ୱ ଦେଉନାହିଁ, ତେଣୁ ସିଏ ଏବେ ବିଜେପି ଦଳ ଆଡକୁ ଅଗ୍ରସର ହେଉଛନ୍ତି, ବିଜେପି ଦଳ ରେ ମିଶିବା ପୂର୍ବରୁ ବିଜେପି ଦଳର ନେତା ମାନଙ୍କୁ ଖୁଶି କରିବା ପାଇଁ, କଣ ୟାଡୁ ସ୍ୟାଡୁ ମେଞ୍ଚାଏ ଲେଖା ଲେଖି ଦେଇଛନ୍ତି
ସରକାର ଚଳେଇ ବାକୁ ଏଇଟା ଗୋଟେ ମାଧ୍ୟମ. ବିସ୍କୁଟ ମେଡ଼ିଆ
ତତେ ନବୀନ ଚିହ୍ନିଛି ?? ନା ତୁ ନବୀନ ନିବାସ ରେ କାମ କରୁ ?? ତା ହେଲେ ନବୀନ ବିଷୟ ରେ ସତ କହିଲେ ତୋ ପଛ କାଇଁ ଜଳୁଛି ????
ମିଛ କଥା। ପ୍ରକାଶ ବାବୁ ବିଜେପିଲୋକ।ସେ କଣ ସପକ୍ଷ ରେ ଲେଖିବେ। ଏବେ ସବୁ ବିଜେପି ସମର୍ଥକ ମାନେ ଲେଖକ ହୋଇ ଯାଇଛନ୍ତି। ଆଗରୁ କୁଆଡେ ସୋଇଥିଲେ ଏମାନେ।
ଆମେ ହିଞ୍ଜୀଳି ରୁ ଏହା ସତ୍ ସିକିରି ଗ୍ରାମ କୁ ଯାଇ ଏହା ନବୀନ ପଚାରିଛନ୍ତି ଏଠି mla କିଏ ସେ ଥିଲେ ସେ ଠୀ କା mla ତମେ ବାଳ ଜାଣିଛ
ନକ୍ସଲ ଦମନ ରେ ଓଡ଼ିଶା କେମିତି NO 1 Home Dept Cente କରିଥିଲା। ଫାଲତୁ news
Ethire Nabin kana kale? Sabuta CRPF karuchhi.
Blind support. Doesn't know who does which work. Stupid person.😅
Au kana Nabin nije jaithante@@pradeepkumarpanda7626
Athire Gay loka ta kan karithila??
ଯେତେ ତା ବିଷୟ ରେ କଥା ହେବ ସେ ତଥାପି କିଛି କହିବନି। ଲୋକ ବିଜେଡି ନୁହ ନବୀନ ପଟ୍ଟନାୟକ କୁ ଭୋଟ ଦେଉଛନ୍ତି। ଭଲ ପାଇବା ଦେଇଛନ୍ତି 2,4 ଟା କୁକୁର ପାଇଁ ସେ ଟିପାଣି ଦିଏନି।
ଏକା ଏକା ସରକାର ଚାଲେ ନାହିଁ ।
ପ୍ରକାଶ ବାବୁ ସେତେବେଳେ ସାମ୍ବାଦିକ ସମ୍ମିଳନୀ କଲେନାହିଁ ।
ଏଇଟା ପ୍ରକାଶ ବାବୁଙ୍କ କ୍ରୋଧ
ୟା ପଛର କାରଣ ସମସ୍ତେ ଜାଣିଛନ୍ତି
ପ୍ରକାଶ ବାବୁ ଏତେ କ୍ରୋଧରେ ଏତେ ମିଛ କହିବା ଭଲ ନୁହେଁ
As bjd dal had given ticket
Chhi chhi genda dala
jadi micha tebe dum achita tanaka birudhare case kara, I think Prakash babu OK
Bhai tame gote kama Kara case kara
ବିଜେଡ଼ି ପାଦ ଚଟା ଙ୍କ ଛାତି ଫାଟି ଯାଉଥିବ ଏ ସତ କଥା ଶୁଣି..😂 ଆଉ ଉପାୟ ନାହିଁ ଖାଲି ପ୍ରକାଶ ମିଶ୍ର କୁ ଶୋଧିବା କଥା 😂😂 ନବୀନ ତ କେବେ ତା ଜୀବନ କାଳ ରେ ବିଜେଡ଼ି କର୍ମୀ ଙ୍କୁ ଡାକି ପାଖରେ ଛିଡା କରି ନାହିଁ... କିଛି ମାଗଣା ଟଙ୍କା ଲୋଭ ରେ ତୋ ଭଳି କେତେ ଟା ବିଜେଡ଼ି ଦଳ ଓ ନବୀନ କୁ ଅନ୍ଧ ଭଳି ଚାଟୁଛନ୍ତି 😂😂
true fact... true knowledge sharing...❤❤❤❤
ଗୋଟେ ଉପନିର୍ବାଚରେ ସତ ବାହାରି ଆସିଵ ।
ନବୀନ୍ ସରକାର ସମୟରେ ମାଓ ହାମଲା କମ୍ ଥିଲା a ତଥ୍ୟ ରାଜନୀତି ରୁ ଉର୍ଦ୍ଧ କୁ ଯାଇ ମତାମତ ଦିଅନ୍ତୁ
ସେ ସମୟରେ regisn ଦେଲେନି କଣ ଚାକିରି ଲୋଭ ଥିଲା ନା ଡର ଥିଲା
ଚାକିରୀ ପାଇଁ କାହାର ଲୋଭ ନାହିଁ.
ବିଜେଡି ଶାସନ ଥିଲା ବେଳେ କହି ଲେନି ଆପଣ ତ ପଦ୍ମ ଦଳ ର ମେନ ଥିଲେ, ଏବେ କହିବା ଆରମ୍ଭ କରିଲେ ସେତେବେଳେ କହିଥାନ୍ତେ ଆମେ ଜାଣିଥାନ୍ତୁ ଓଡ଼ିଆ ଅସ୍ମିତା ର ଟାଣୁଆ ମର୍ଦ୍ଧ ନୋକ, ସେମିତି ଭୋକିବ, ପୁଣି ନବୀନ ଙ୍କ ଲୋକପ୍ରିୟତା ବଢିବ 👍
ଆପଣ ଡିଜିପି ଥିଲା ବେଳେ ଓଡିଶା ଆଉ ଓଡ଼ିଆଙ୍କ ପାଇଁ କଣ କରିଥିଲେ ଆଗ କୁହନ୍ତୁ
ଓଟିଭି ଖାଲି bjp ସପକ୍ଷରେ କୁହ କିନ୍ତୁ bjd ବିପକ୍ଷ ଆଉ କି ବାଳ ଧନ୍ଦା ଅଛି
Naveen pattanayak is a real hero of india
Real Gay
@Ambulrai how many times u slept with him 😅....
Beta ajj tu jo odisha dekh raha he...mobile chala raha he...e na hota toh kahin pe tu khet main gaye charata firta...
Outside odisha ke logon se puch who is naveen pattanayak....
Desh ka hero bolenge
@@soumyaranjanswain8339 I am not gay like him. His BF is Pandu. This is known to everyone in politics.
ଏ ବାବୁ ସେତେବେଳେ ତାହେଲେ ସାମିଲ ହୋଇଥିଲେ ପାଟି ସିଲେଇ କରି ରହିଥିଲେ।ତା ମାନେ ସମସ୍ତେ ମିଶି ବିଷ୍ଠା ଖାଇଥିଲେ।ଯିଏ ବେସୀ ଖାଇପାରିନି ସିଏ ଏବେ ଖାଇବାକୁ ଆଗ୍ରହୀ।
ଯାହା ଲେଖା ଯାଇଛି ତା ଠାରୁ ନବୀନା ଆହୁରି ମାରାତ୍ମକ
Naveen always be naveen ❤
ତୁମେ ଯେତେ ଯାହା କୋଇଲେ. ସବୁବେଳେ. ନବୀନ. ❤️ନବୀନ ତୁମମାନଙ୍କୁ ଡର ଲାଗୁଚି
ତତେ ନବୀନ କେତେ ଥର ତା ପାଖକୁ ଡାକିଛି😂😂
Most popular our former CM🙏
Choro madua pagala akhi maruthila
@shrkumar5079 ki bhasa ki sanskara
Maa gihaa prkash
Ta maku gaithilare dekhithilu
@@Shreeshant-creater👌
Jay Jagannath 🙏 🙏
Ek dum right 👍
It's true
ଓଡିଶା ପାଇଁ କଳଙ୍କ ନବୀନା
Odisa lagi tame
୨୪ ବର୍ଷର ଶାସନରେ ୨୫ଭାଗ ଭଲ ଆଉ ୭୫ ଭାଗ ଖରାପ ଥିଲା
ସତକଥା ଲେଖିଛନ୍ତି salute to u prakash sir
ଭାଇ ଠିକ କହିଛନ୍ତି
Ok❤
ଜନତା କହିବେ ❤🎉
❤ok
Exactly
ଦୀର୍ଘ 24 ବର୍ଷ ଧରି ଓଡିଶାକୁ ବାମପନ୍ଥୀ କାନ୍ସର ଭ୍ରଷ୍ଟ, ପରିବାର ବଚାଓ ଦଳ, ସଂଗଠିତ ଅପରାଧୀ ଓ ଭ୍ରଷ୍ଟାଚାରୀ ମାନେ ଭ୍ରମିତ କରି ଖଣି ଲୁଟି ଏବଂ ଭୁବନେଶ୍ୱର ରେ ସରକାରୀ ଏବଂ ଜଙ୍ଗଲ ଜମି ଅବୈଧ କବ୍ଜାକରି ତଥାକଥିତ ଶିକ୍ଷା ଅନୁଷ୍ଠାନ, ମିଡ଼ିଆ/ ଟିଭି ଚେନେଲ ଓ ସ୍ୱାସ୍ଥ୍ୟ ସେବା ଭଳି ବିଭିନ୍ନ କ୍ଷେତ୍ରରେ ସେହି କଳା ଟଙ୍କାକୁ ଲଗେଇଛନ୍ତି. ତେଣୁ ସରକାର ପରିବର୍ତ୍ତନ ହେଇଛି, କିନ୍ତୁ ମାଫିଆ ମାନଙ୍କ ଦ୍ୱରା ସରକାରୀ କଳ ଚାଲିଛି. ଏସବୁ ଉପରେ ମୋଦି ସାରଙ୍କର ସରଜିକାଲ ଷ୍ଟ୍ରାଇଜ ଦରକାର. ତେବେ ମାଫିଆ ଙ୍କର ଚେର ନଷ୍ଟ ହେବ. ଜୟ ଜଗନ୍ନାଥ. ଅଧର୍ମ ର ନାଶ ହେଉ, ଓଡ଼ିଶାର ପ୍ରଗତି ହେଉ. ଜୟ ଜଗନ୍ନାଥ, ଜୟ ଶ୍ରୀରାମ, ଜୟ ବାବା ଲିଙ୍ଗରାଜ,ଜୟ ମା ସମଲେଶ୍ୱରୀ , ଜୟ ମା କିଚଜେଶ୍ବରୀ, ଜୟ ମା ମଙ୍ଗଳା, ଜୟ ମା ଭଗବତୀ, ଜୟ ମା ଭୁବନେଶ୍ୱରୀ, ଜୟ ମା ବିମଳା, ଜୟ ମାତା, ଜୟ ଓଡିଶା.
Jete jaha hele b navin navin , otv jete lagile laga
ଆଉ କେତେଦିନ ehi tv naveen ପଛରେ padiba
24 ବର୍ଷ ର କ୍ରୀତଦାସ
Right katha kahila
ନବୀନ ଙ୍କ କେବଳ ସିଟ ଦରକାର, ଜନତା ଗଲେ ଭାଡ଼ରେ
True.
Its true true true. Prakash Mishra is a highly educated person.
Right khata
❤👍
Many thanks to Mr prakash mishra who opened the truth scene of ନବୀନ ପଟ୍ଟନାୟକ
ଆଉ ଭାବ ମୂର୍ତ୍ତି ଅଛିଯେ ରହିବ!
Prakaash mishra is himself one coward also odisha people doesn't like him because he defeat all election's in odisha
Right sir prakash sir
Truth is painful, truth is un comfortable , truth is hard.... କେତେ ଆଉ ନବୀନ ର ଡ୍ୟାଶ ଚାଟିବ 🙏🙏🙏
Very good instance.
Bitter truth....
ପ୍ରକାଶ ମିଶ୍ର ଠିକ୍ ଲେଖି ଛନ୍ତି
Right
Prakash mishra nkara book 100% correct
ଶାନ୍ତି ବଜାୟ ରଖି❤
ନବୀନ ବିରୁଦ୍ଧରେ ଯେତେ କହିଲେ କିଛି ହେବନାହିଁ.. ନବୀନ ସବୁବେଳେ ନବୀନ 💗💗💗💗
ପଣ୍ଡା ବାବୁ ଯୋଉ ଦଳରେ ରହିବେ ସେ ଦଳ ନିର୍ମଳ ହେଇଯିବ ଆଉ ଛାଡିଦେଲେ ଅପବିତ୍ର ହେଇଯିବ... ଯେମିତି bjd ରେ ଥିଲେ ସେତେବେଳେ ଗୁଣ ଗାନ କରୁଥିଲ ଏବେ bjp ରେ ଅଛ ଆଗକୁ କଂଗ୍ରେସ ରେ ମିଶିବ ଆଉ ତାକୁବି otv ଟେକିକି କହିବ...
I. Like. Prakash. Misra Books
ନବୀନ ପଟନାୟକ ଫାଲତୁ. ତାରି period ରେ ବହୁତ corruption ହେଇଛି. ଏବେ ଧରା ପଡ଼ୁଛି.
Achha
Prakash babu ati bhala loka bas mp sit ta darkar thila
ଦୀର୍ଘ ୨୪ବର୍ଷ ଜଣେ ଏମିତି ବିଚିତ୍ର ମୁଖିଆ ଓଡ଼ିଶାର ଭାଗ୍ୟବିଧାତା ସାଜିଥିଲେ, କିନ୍ତୁ ସାଧାରଣ ଜନତା ବା ଜାଣିବେ କେମିତି........... କିନ୍ତୁ ନବୀନ ବାବୁ ଓଡ଼ିଶା ପାଇଁ ବହୁତ କିଛି ଉନ୍ନୟନମୂଳକ କାର୍ଯ୍ୟ କରିଛନ୍ତି ଏଇଟା ଅକାଟ୍ୟ ସତ୍ୟ.....!!!
Rajya ku bhala na pauthile etiki kanhiki karithante ,ekatha b bujhiba darkar .janapriya hele emiti bahut birodhi baharibe
ନବୀନ ବୁଢ଼ା ଜାରଜ। ସଂବେଦନହୀନ ନର ପିଶାଚ।
Thik nija parika
ବିଜେପିର ନେତା ପ୍ରକାଶ ମିଶ୍ର ଯାହା ଚାହିଁବେ ତାହା ଲେଖିବେ ।
Thikikatha
This is true.
ନବୀନ ପୂରା ଲଙ୍ଗଳା ହେଇଯାଇଛି l
Very fortunate that u saw the inner parts of Sri Naveen Pattanayak..which was making the pada chata to dance 💃 😳 😄
Thik Tama pari
Eha sata katha
ପ୍ରସନ୍ନ ମହାନ୍ତି ଜଣେ ବେପାରୀ ସାମ୍ବାଦିକ ସେ ୟୁନିଟ ୨ ମାର୍କେଟ ରେ ଥିବା press association ଠାରେ ଅନେକ ଦୋକାନ ଭଡା ଦେଇ ମୋଟା ଅଙ୍କର ଅର୍ଥ ରୋଜଗାର କରୁଛନ୍ତି ।
Anya dhanda nakale Odisha re sambadika hei banchiba kastakara.
Prakash mishra will be the next president of BJP
ଅଭ୍ୟାସଗତ ଭାବେ କିଛି ଓଡ଼ିଆ ଲୋକ ନବୀନ ହାରିଲା ପରଠୁ ସୋସିଆଲ ମିଡିଆ ରେ ନବୀନ କୁ ଭଗବାନ ସଜେଇଛନ୍ତି..ତେଣୁ ୟେ ସତ କଥା ଜାଣିଲା ପରେ ନବୀନ ର ଅସଲି ଚେହେରା ସାରା ଓଡ଼ିଶା ଜାଣିବ 👍👍👍
😮
Odisa katha chhada nije aga sata kana bujha
Prakash jee the best ips best judgement.
ନିଛକ ବାସ୍ତବ ସତ୍ୟ ।
ନବୀନ ଗୋଟେ ଅପାରଗ ମୁଖ୍ୟମନ୍ତ୍ରୀ ବିଜେଡି କହୁଛି ବିଜେପି 24 ବର୍ଷ କାଳ କିଏ ଓଡ଼ିଶା କୁ ଲୁଟିଛି
29 ରେ ପୁଣି ନବୀନ
To Vali ketata padachata vadua magikhia kodhia loka kahibe vala loka nuha
Ok
ବିଜେପି ଓଡ଼ିଶାରେ 24 ବର୍ଷ ଧରି ନିର୍ବାଚନରେ ହାରି ଯାଇଥିଲା। ତାକୁ କେହି ପଚାରୁ ନ ଥିଲେ। ହେଲେ ଏବେ ଜିତିଛି ତ ଲୋକେ ବିଜେପି ର ଗୁଣ ଗାନ କରୁଛନ୍ତି ଏବଂ ନବୀନ ପଟ୍ଟନାୟକ ଭଳି ଜଣେ ଶାନ୍ତ, ସରଳ ଏବଂ ଉତ୍ତମ ବ୍ୟକ୍ତିତ୍ୱର ମଣିଷକୁ ଦୋଷ ଦେଉଛନ୍ତି। କାଲି ଯିଏ ସମସ୍ତଙ୍କର ପ୍ରିୟ ମୁଖ୍ୟମନ୍ତ୍ରୀ ହେଇ ରହିଥିଲେ ସେ ଏବେ ଅନ୍ଧ ଭକ୍ତ ମାନଙ୍କ ନଜରରେ ଖରାପ୍ ମଣିଷ ପାଲଟି ଗଲେ।
TRUTH IS ALWAYS TRUTH ❤ .
Be SEMANE andha vakta nuha tame sale maha murkha padachata _ alua
Sarada Bala Neta Hisabare Odishabasi Jananti
ଯଦି ନବୀନ ବାବୁ ମୁଖ୍ୟମନ୍ତ୍ରୀ ପାଇଁ ଯୋଗ୍ୟ ନୁହେଁ ତେବେ ଓଡ଼ିଶା କୁ ଏକ ନମ୍ୱର୍ କରିଥିଲା କିଏ ଢୋ tv କରିଥିଲା କି
Gote kotha bujhi houni prakash babu chup thile kn pain aji phatuchhi kn pain .. loke Jani chhanti who is Naveen Patnaik.. ok .. jete jaha lekhucha lekha Naveen Patnaik is best cm our odisha
Nabin Pattnaik best CM kebela Gendalia nka pain Othe wise sabu sector ku dekha jaye tahele Sabuthu worst CM hauchanti Nabin patnayak 25 year re Devlopment Ratio 1:10 .
@tapasswain3231 ajibi Naveen Patnaik odisha Loko pain ochhanti rahibe madhya.. Naveen Patnaik is great cm Ok
ଆବେ ତୋର କାଇଁ ଅଧିକ ଫାଟିଲା ?? ତୋ ବାପ ନବୀନ ଉପରେ ସତ କଥା ଲେଖିଥିବାରୁ...😂 ତୋ ଭଳି କେତେ ଟା ମଳି ମୁଣ୍ଡିଆ ବିଜେଡ଼ି ପାଦ ଚଟା ଙ୍କ ସମୟ କାଳ ବିଜେଡ଼ି ରେ ଆଉ କେତେ ଦିନ ?? ନବୀନ କେତେ ଥର ତୋ ଭଳି ଛୋଟ କର୍ମୀ ଙ୍କୁ ତା ପାଖରେ ଛିଡା କରାଇଛି ?? ଅନ୍ଧ ଭଳି ନବୀନ ନାଁ ନେଉଛୁ ନବୀନ ନିଜେ ବିଜେଡ଼ି ର ତଳୀୟ କର୍ମୀ ଓ ନେତା ଙ୍କୁ ଘୃଣା କରେ...😂😂 କ୍ଷମତା ଲୋଭ ରେ ମାଟି କାମୁଡି ପଡ଼ିଛି
ବେଇମାନି ନବିନ୍୍
I need to buy this book
ନବୀନଜଣେ ମୂର୍ଖନେତା କିଛିଜାଣିନାହିଁ ବାଳୁଙ୍ଗା ଛି
Only o TV
୨୦୨୯ ଜବାବ୍ ଦେବ କିଏ ଭଲ କିଏ ମନ୍ଦ 😂😮
Laza laguni a Sabu news re Bajwa ba pain navee babu Bhagwan ❤
ପ୍ରକାଶ ମିଶ୍ର ନାଁ ନ ନେଇ ଲେଖିବା ର କାରଣ କ'ଣ ଭୟ କି
ସତ କହିଲେ ସମସ୍ତଙ୍କୁ ବାଧେ
ପ୍ରକାଶ ବାବୁ PM ଙ୍କ ଉପରେ ଲେଖନ୍ତୁ।