ମଥୁରାମଙ୍ଗଳ - ୬ଷ୍ଠ ଛାନ୍ଦ | Mathura Mangala - 6th Chhanda | Aare Babu Shyamaghana | Odia literature

Поділитися
Вставка
  • Опубліковано 9 лис 2024

КОМЕНТАРІ • 40

  • @kabitanayak4578
    @kabitanayak4578 6 місяців тому

    ଅତି ସୁନ୍ଦର ସାର 😊😊

  • @kalakardunia1995
    @kalakardunia1995 Рік тому +2

    ଆପଣଙ୍କର ଉପସ୍ଥାପନା ଶୈଳୀ ଅତି ଉଚ୍ଚକୋଟୀର ଆଜ୍ଞା । 🙏🙏🙏🙏🙏

  • @pmsmuna
    @pmsmuna 2 роки тому +2

    ଆପଣଙ୍କ ମଧୁର ମୂର୍ଚ୍ଛନା ର କୋମଳ ସ୍ୱର ମନ କୁ ସମ୍ପୂର୍ଣ ଭାବରେ ଆଛର୍ଣ୍ଣ କରିଛି l
    ଆପଣଙ୍କ ସ୍ୱର କାହା ସହିତ ତୁଳନୀୟ କୁହାଯାଇ ପାରିବ ନାହିଁ ବାସ୍ତବରେ ମହାଶୟ, ଭକ୍ତଚରଣ ରସାଲ କାନ୍ତ କୋମଳ ପଦ ର ଅପୂର୍ଵ ସାହିତ୍ୟିକ ରଚନା ର ଅପୂର୍ବ ବ୍ୟାଖ୍ୟା ପ୍ରଦାନ କରି ମୋ ମନ କୁ ପବିତ୍ର କରିଥିବାରୁ ଅଶେଷ ଧନ୍ୟବାଦ l

    • @VirKalinga
      @VirKalinga  2 роки тому +1

      ଧନ୍ୟବାଦ।

  • @anusahu5442
    @anusahu5442 5 місяців тому

    Sir pranam
    I am great fan of you 🙏🙏❤️

  • @SurendraRana3
    @SurendraRana3 Рік тому

    sir juhar

  • @srustipradhan7237
    @srustipradhan7237 10 місяців тому

    Tq sir

  • @ranganatak9462
    @ranganatak9462 2 роки тому +2

    ସୁନ୍ଦର ଗୀତ

  • @archanaacharya754O
    @archanaacharya754O 2 роки тому +1

    Khub sundara, Hrudayasparsi barnana !! Koti pranaam sir!!🙏🙏

  • @mamatakumaridas2044
    @mamatakumaridas2044 Рік тому +2

    Sir namaste
    18 chhanda bisayre kuhantu

  • @tukunaful
    @tukunaful 2 роки тому +1

    ସୁନ୍ଦର ଉପସ୍ଥାପନା ।

  • @pinkan.pinkan
    @pinkan.pinkan 4 місяці тому

    Sir🙏

    • @pinkan.pinkan
      @pinkan.pinkan 4 місяці тому

      Sir ମୁଁ ଆପଣଙ୍କ class ସବୁ ଦେଖେ । ମୁଁ ssb ପାଇଁ ପ୍ରସ୍ତୁତି କରୁଛି। ଆପଣଙ୍କର ବିସ୍ତୃତ ଆଲୋଚନା ହୃଦୟସ୍ପର୍ଶି ।ଆପଣ ଆମ ଜିଲ୍ଲା ର ହେଇଥିବାରୁ ମତେ ଆହୁରି ଖୁସି ଲାଗେ।

  • @jitendraprasadsingh4941
    @jitendraprasadsingh4941 2 роки тому +1

    ❤❤❤❤ hrudaya sparshi barnana

  • @melapradhan7662
    @melapradhan7662 2 роки тому +1

    Chamatkar upastapana sir 🙏

  • @SurendraRana3
    @SurendraRana3 Рік тому

    apana kar explanation bhal
    bhalre buja paduchi

  • @deepakkumarmajhi5862
    @deepakkumarmajhi5862 2 роки тому +1

    🙏🙏

  • @Researcherpinky875
    @Researcherpinky875 Рік тому +1

    Sir 18,29 Chanda tk describe karantu

  • @ashalatajena9985
    @ashalatajena9985 Рік тому +1

    Sir apana paid class karuchhanti na

  • @sudhirkumarbag2351
    @sudhirkumarbag2351 3 місяці тому

    ମନବୋଧ ଚଉତିଶା ଓ କଲା କଳେବର ଚଉତିଶା ବିଷୟରେ ବର୍ଣ୍ଣନା କରିବାକୁ ଅନୁରୋଧ

  • @harikishorbag9493
    @harikishorbag9493 11 днів тому

    ପ୍ରଥମ ରେ ଆବୃତ୍ତି କରି ବ୍ୟାଖ୍ୟା କଲେ ଭଲ ହୁଅନ୍ତା

  • @nkcreation8280
    @nkcreation8280 2 роки тому +3

    ଅଭିଜ୍ଞତା+ପାଣ୍ଡିତ୍ୟ=ହୃଦୟସ୍ପର୍ଶୀ ଉପସ୍ଥାପନା ।
    ଅଶେଷ ପ୍ରଣାମ ମହୋଦୟ 🙏🏻

  • @prajnadas9532
    @prajnadas9532 11 місяців тому

    Raga Basantabaradi re Chhanda tiku Prof.mahapatra thikse gayana kariparunahanti.

  • @prasantaku.tripathy665
    @prasantaku.tripathy665 2 роки тому +2

    ଆପଣଙ୍କର ଉପସ୍ଥାପନା ଶୈଳୀ ଅତିହିଁ ଉପାଦେୟ ହେଉଛି ଆଜ୍ଞା l ଆପଣଙ୍କର ଏ ଅଭିନଵ ପ୍ରୟାସ ପାଇଁ ପ୍ରଣାମ l🙏🙏

  • @beautyofnature7736
    @beautyofnature7736 2 роки тому +1

    Download karantu plz

  • @PrakashDas-xy7sr
    @PrakashDas-xy7sr 3 місяці тому

    🙏🙏