Oh marvelous interview,not interview but jugantakari alochana , really ,but true one govt gone after 24 years ,long live Justice Biswanath Rath ji,thanks argus tv
Many Many Thanks to Retd. Justice Biswanath Rath, S/O The great late Dr Bipin Bihari Rath, eminent freedom fighter, advocate and Jagannath Bhakt. This is an educational interview that added a lot to the knowledge of the viewers. His achievements and examples of different cases are really heart touching. As a son of the soil and as a follower of Lord Jagannath, I am thankful to him for his free service for the Lord as an advocate, as a judge and as a retired judge too for many years. This is also an eye opener interview and thanks to Argus for proving that.
This is just not an interview. This is the ultimate tribute to Late Dr. Bipin Behary Ratho by his worthy son Shri Justice Biswanath Rath. Dr. Ratho couldn't get what he deserved. But he never compromised with ethics and uprightness. Similarly, Justice Rath only can give such a startling interview and call a spade, a spade. None else. Sir, people like you are the true sentinels of Democracy. May you long live hale & hearty.. 🙏🙏🙏
@@jeshophanten700Justice Ratha kouthi rahuchhanti ? I want to take some advice about social service from him.only for 15miniuit talking. How I can get his correspondence adress ?
Personal information like address and mob no. are very sensitive , so sharing all these info. on social media side is like two sides of a coin . Some might get benefited by it and some others may misused in any other way . And most importantly sir have finished his tenure in a eye catching position... so my brother go and search him in any other way 🕊
Thousands Salutes to ExJudge Justice Biswanath Rath Sir. Very meanigful discussions /coversations. Hearing the plight of the death of the then Narsinghpur Highschool teacher after delayed for getting Justice tears rolling down from my eyes. Finally his wife got the Justice after your gracious intervention followed by correct Judjement. Once again Saltue Sir . You are more fortunate to get further chance to serve LORD JAGANNATH by opening Ratna Bhandar and counting the Ratna properties of Lord Jagannath🙏🏾🙏🏾🙏🏾🙏🏾🙏🏾
Excuse me esteemed sir..Honourable Sj.Biswanath Rath Ex-Justice in odisha High Court gave real picture . It was really outstanding, mind blowing and heat touching interview. l heartly covey my respect . I may kindly be allowed to meet you sir.🙏⚘
It was a Wonderful Podcast, This Podcast gives a lot of learning to the Law , judicial Students and also the Viewers. Thank you Argus for Choosing the Best Journalist who is Unique but Gives the Reseamble of India TV Editor Rajat Sharma Ask the Tough Questions with Smiling Face and Perfect Tone being a Journalist I learn a Lot from Him. May God continue to Bless the Journalists, If you could have asked about the First Jagganath Temples Legal Case that was won because of Utkala Gourab Madhu Sudhan Das How does He See the bonding of Odia Christian with Jagganath Temples. Odia Christian always looks for the better of Odia and Odisha, Example Utkala Gourab Madhu Sudhan Das.
It is very very important news for all thank you very much Shri Ratan Majhi Vice President District janajati surakha Manch Nabarangpur and State Level janaja Adivasi skill Award
Heartily salute you sir.what a golden heart judge odisha people got.sir today Advocates chit people and they are not getting justice.more Educates people life would spend time in bar .so also over aged for job.
54:12 What an Answer Sir all Couple Should Learn , Mata ra antara asi tha kintu matantara nahe ( ମତ ରେ ଅନ୍ତର ଆସି ଥାଏ କିନ୍ତୁ ମତାନ୍ତର ନାହି) ) A man who understand her wife or wins Her Wife Heart , Wins the World. God Bless You Sir.
Sir apanka sakhyat kar bahut vala lagila. Ama high school GIA fao case prati high court tike sahanubhuti dekhai bicharakale ama paribar bisesh upakruta huanta.
Have great respect for Justice Bishwanath Rath foe his integrity but I am the unlucky one for not getting justice. Justice Rath has already pronounced the order in my favour but changed his at the last movement due intervention of the another justice in the division bench.
🙏🙏🙏 ସମ୍ମାନନୀୟ ବିଶ୍ୱନାଥ ରଥ ଙ୍କ ପରି ସମସ୍ତ ବିଚାରପତି ମାନେ ଯଦି ଉଚିତ ରାୟ ଏବଂ ତୁରନ୍ତ ଦେବାକୁ ଚେଷ୍ଟା କରିବେ ତେବେ ନ୍ୟାୟ ମାଗୁଥିବା ବ୍ୟକ୍ତି ଭାରତୀୟ ହିସାବରେ ଗର୍ବ ଅନୁଭବ କରିବେ
ମାନ୍ୟବର ପୂର୍ବତନ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଶ୍ରୀଯୁକ୍ତ ବିଶ୍ଵନାଥ ରଥ ମୋର ପ୍ରଣାମ ଗ୍ରହଣ କରନ୍ତୁ 🙏
'ମୋର ଦୈନିକ ଔଷଧ ହେଉଛି ୫ଟି ଖବରକାଗଜ ପଢ଼ିବା'- ଜଷ୍ଟିସ ବିଶ୍ୱନାଥ ରଥ👍
ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ଅନେକ ଧନେ🙏, ଅନେକ ଅନ୍ତର ର କଥା ନିଛକ କଥା ଏବଂ ଜଣେ ମହାପ୍ରଭୁଙ୍କ ଭକ୍ତ ହିସାବରେ କୃତଞ୍ଜ ଏବଂ ଅନେକ କଥା ବ୍ୟଥା ଜାଣିବାକୁ ପାଇଲୁ , ଅନେକ କୃତଞ୍ଜ👌🙏👍
ଆପଣଙ୍କ ଏହି ମନୋଭାବ ଯୋଗୁ ଜଗନ୍ନାଥ ଚାହିଁଲେ ତାଙ୍କର ମନ୍ଦିର କାମ ଆପଣ କରନ୍ତୁ.
ସତରେ ଆପଣଙ୍କ ଉଦାର ହୃଦୟକୁ ଏତେ ବିଶାଳ ମନ ଅଛି ଏବଂ ନିର୍ଭିକ ନ୍ୟାୟ ପାଇଁ ପ୍ରେରଣା ପ୍ରଦାନ କାରୀ ଆଲୋଚନା କୁ ଶ୍ରବଣ କରି ମୋର ଆଖି ରୁ ଆନନ୍ଦ ରେ ଅଶ୍ରୁ ବହିଗଲା। ସତରେ ଜଗନ୍ନାଥ କଳିଯୁଗ ମଣିଷ ମାନଙ୍କ ମଧ୍ୟରେ ଏଭଳି ଯୋଗ୍ୟ ବିବେଚିତ ବ୍ୟକ୍ତି ଙ୍କୁ ସେଭଳି ଯୋଗ୍ୟ ସ୍ଥାନ ମଧ୍ୟ ରେ ରଖିଛନ୍ତି। ଅର୍ଥାତ୍ ତାଙ୍କର ସତ୍ତା ବିଦ୍ୟମାନ ସର୍ବତ୍ର। ଜୟ ଜଗନ୍ନାଥ।🙏 Argus ର ଉଦ୍ୟମ ରେ ଭିନ୍ନ ଭିନ୍ନ ବ୍ୟକ୍ତିତ୍ବ ର ଉଲ୍ଲେଖନୀୟ ଅବଦାନ ବିଷୟ ରେ ସମାଜ ଜାଣିବାକୁ ପାଇଲା ଏବଂ ସଚେତନ ନାଗରିକ ତଥା ସୁନ୍ଦର୍ ସଫଳ ବ୍ୟକ୍ତିତ୍ଵ ହେବାକୁ ଚେଷ୍ଟା ବି ଅବିରତ ଚାଲିବ। ଧନ୍ୟବାଦ୍ ଜଣାଉଛୁ Argus
High court ର କିଛି judge ଲାଞ୍ଚ ନେଇ judgement ଦିଅନ୍ତି। ଏ ପରିସ୍ଥିତି ଦେଖି ଦୁଃଖ ଲାଗିଛି ଆମକୁ। ଆଇନ ସେବାକୁ ଆମେ ସନମାନ ଦେବାକୁ ଇଛା ହୁଏନି।
Oh marvelous interview,not interview but jugantakari alochana , really ,but true one govt gone after 24 years ,long live Justice Biswanath Rath ji,thanks argus tv
ନ୍ୟାୟାଧିଷ ମହାଶୟ ଙ୍କୁ ମୋର ଶତ ପ୍ରଣାମ 🙏
ଜଗନ୍ନାଥଙ୍କ ଅପାର କରୁଣା ରହିବା ସହିତ ଦୀର୍ଘ ଜୀବନ କାମନା କରୁଛି ।ଜୟ ଜଗନ୍ନାଥ ।
ଅତ୍ୟନ୍ତ ମହାନ ବଚାରପତି ଭାବେ ଜଣା ଶୁଣା ବରିଷ୍ଠ ବିଚାରପତି ବିଶ୍ୱନାଥ ରଥ🙏 Sir I ତାଙ୍କର ଏହି ଆଲୋଚନା ଅତ୍ୟନ୍ତ ହୃଦୟସ୍ପର୍ଶୀ 🙏
Many Many Thanks to Retd. Justice Biswanath Rath, S/O The great late Dr Bipin Bihari Rath, eminent freedom fighter, advocate and Jagannath Bhakt. This is an educational interview that added a lot to the knowledge of the viewers. His achievements and examples of different cases are really heart touching. As a son of the soil and as a follower of Lord Jagannath, I am thankful to him for his free service for the Lord as an advocate, as a judge and as a retired judge too for many years. This is also an eye opener interview and thanks to Argus for proving that.
ମାନ୍ୟବର ପୂର୍ବତନ ବିଚାରପତି ବିଶ୍ଵନାଥ ରଥଙ୍କୁ
ମୋ'ର ପ୍ରଣାମ
ଏକ ବର୍ଷ ତଳେ ଓଡିଶା ଅଗ୍ନିଶମ ବାହିନୀ ରେ ଚାକିରୀ ପାଇ ଜଏନିଂ ଲେଟର ପାଇ ସାରିଥିଲୁ.ଆଉ ଦିନ କେତେ ଟା ଗଲେ ଜଏନିଂ କରିବାର ଥିଲା. କିନ୍ତୁ ହାଇ କୋର୍ଟ କେସ ପାଇଁ ବର୍ଷେ ବିତି ସାରିଲାଣି. ଆଜି ଯାଏ ବି କେସ ରେ ଏକ ପ୍ରତିଶତ ଉନ୍ନତି ନାହିଁ. ଦୁଇ ଦୁଇ ଜଣ ଜଜ ବଦଳି ସାରିଲେଣି. Indian judiciary just a joke now days.
ଦୟାକରି ଅର୍ଗସ news ଅଗ୍ନିଶମ ଭାଇ ମାନକର ବିଷୟ କୁ ସରକାର କ ଆଗରେ ରଖନ୍ତୁ ପିଲକର joining କରିଦିଅନ୍ତୁ
Supreme court ,puni କହିଛି ଆଇନୀ ଅନ୍ଧ ନୁହେଁ
@@NIRANJANsethy-e1q ଆଇନୀ ଅନ୍ଧ ନୁହେଁ କିନ୍ତୁ ଆଇନ କୁ ନିଜ ହାତ ମୁଠି ରେ ରଖିଥିବା ନେତା ଓ କିଛି ଟା ଟଙ୍କା ପାଇଁ ନିଜ କୁ ତାଙ୍କ ପାଖରେ ବିକ୍ରି କରିଦେଇଥିବା ଓକିଲ ମାନେ ନିରୀହ ଜନତା ଙ୍କୁ ଅନ୍ଧ ବନେଇ ଚାଲିଛନ୍ତି.
Bhai, ehipari case chali rahiba . Anya upaya Kara. Decision paila belaku tumara byasha gadijaie thiba.
Ri8 bro
[ ] ଖେଳ
#ଶିବସୁନ୍ଦର ଦାସ
#ପ୍ରଜ୍ଞାନ ଓଝା
#ବସନ୍ତ ମହାନ୍ତି
#ଦୂତି ଚାନ୍ଦ
#ବୁଦ୍ଧିଆ ସିଂ
#ଅନ୍ଯାନ୍ଯ ଆଥଲେଟ୍ (କୋଚ୍ ଏବଂ ଖେଳାଳି)
[ ] ଫିଲ୍ମ କଳାକାର
#ଅଶ୍ରୁମୋଚନ
#ଉତ୍ତମ ମହାନ୍ତି
#ଅପରାଜିତା
#ଶ୍ରୀରାମ ପଣ୍ଡା
#ସ୍ନିଗ୍ଧା ମହାନ୍ତି
#ରଚନା ବାନାର୍ଜୀ (ଦୟାକରି ଡାକନ୍ତୁ)
#ସିଦ୍ଧାନ୍ତ (ଡାକିଥିବାରୁ ଧନ୍ୟବାଦ)
#ବାବୁସାନ (100 episode ରେ)
#ବୁଦ୍ଧାଦିତ୍ୟ
ସନ୍ତାନ ଫିଲ୍ମର ଦିଲୁ ,
ରହିଚି ରହିବି ତୋରି ପାଇଁ ରେ କୁନି ପିଲା,
[ ] ସଂଗୀତ
#ଶ୍ରୀକାନ୍ତ ଗୌତମ
#କୁମାର ବାପି
#ଈରା ମହାନ୍ତି
#ଟି ସୌରୀ
[ ] ଆଲବମ୍
#ମିଠି
#ନୈନା ଦାସ
#ବୁଲୁ
#ଲେସଲି
#ଆମେଲି
#ସଶ୍ମିତା
[ ] ଯାତ୍ରା କଳାକାର
#ପିୟୂଷ (ଡାକିଥିବାରୁ ଧନ୍ୟବାଦ)
#ଦୈତାରୀ ପଣ୍ଡା
#ବିନୋଦ
#ବେବିନା
#ମିଟୁନା
#ନଳିନୀ
#ନରି ପଣ୍ଡା
#ଦୟା (କମେଡିଆନ୍)
#ଜୀନା
ଅନ୍ଯାନ୍ଯ (ଯାତ୍ରା ମାଲିକ/ନିର୍ଦ୍ଦେଶକ)
[ ] ଧାରାବାହିକ
#ଚନ୍ଦନ (କଥା କହୁଥିଲେ ସରିବନି)
#ବାପୁ ଲେଙ୍କା
#ଅଶୋକ ଦାସ
ଅନ୍ଯାନ୍ଯ
[ ] ଅନ୍ଯାନ୍ଯ
#ନିରଞନ ପଟ୍ଟନାୟକ (ରାଜନୀତି)
#ସୌମ୍ୟରଞ୍ଜନ ପଟ୍ଟନାୟକ (ଡାକିଥିବାରୁ ଧନ୍ୟବାଦ)
#ସର୍କସ ମାଲିକ କିମ୍ବା ପରିଚାଳକ
#ମ୍ୟାଜିସିଆନ୍
#ନନ୍ଦନକାନନ ର ପରିଚାଳକ
#ସୈନ୍ୟ ବାହିନୀର ଅଫିସର
#ଟ୍ରାଫିକ ପୋଲିସ
#ଚନ୍ଦନ ବିଶ୍ବାଳ (ୟୁଟ୍ୟୁବର୍)
Good list
@@Happy_Rockzzz tq bro
ଏକ ଜମିଜମା ସମ୍ବନ୍ଧୀୟ ପ୍ରାସଙ୍ଗିକ ନ୍ୟାୟ ପ୍ରଦାନ ପାଇଁ ଜିଲ୍ଲାମୁଖ୍ୟନ୍ୟାୟାଳୟରେ ନିବେଦନ କରି ଜାଣିଲି ଯେ ତାହା କେବେ ବି ନ୍ୟାୟାଳୟ ନୁହେଁ ଏକ ଭ୍ରଷ୍ଟାଚାରର ଆଳୟ ମୋ'ପାଇଁ ଘଟି'ଛି ...!!!???
ବାସ୍ତବ କଥା
This is just not an interview. This is the ultimate tribute to Late Dr. Bipin Behary Ratho by his worthy son Shri Justice Biswanath Rath. Dr. Ratho couldn't get what he deserved. But he never compromised with ethics and uprightness. Similarly, Justice Rath only can give such a startling interview and call a spade, a spade. None else. Sir, people like you are the true sentinels of Democracy. May you long live hale & hearty..
🙏🙏🙏
ନ୍ୟାୟ ପରାୟଣ ଅବସରପ୍ରାପ୍ତ ନ୍ୟାୟମୂର୍ତ୍ତି ମହୋଦୟଙ୍କୁ ମୁଁ ଅନ୍ତରରୁ ସମ୍ମାନ ଜଣାଉଛି।
ମାନ୍ୟବର ବିଚାରପତି ଆପଣଙ୍କ ପରି ସମସ୍ତେ ହେବା ଉଚିତ।ଆପଣ ଆମ ପାଇଁ ଗର୍ବ।
ଶ୍ରୀଯୁକ୍ତ ରଥ ମହୋଦୟ ଜଣେ ସ୍ପଷ୍ଟବାଦୀ ଦକ୍ଷ ନିର୍ଭିକ ଏବଂ ସମ୍ବେଦନଶୀଳ ବ୍ୟକ୍ତିତ୍ୱ..ଧନ୍ୟବାଦ ଆଜ୍ଞା 🙏❤️
ଅତି ସୁନ୍ଦର ବାର୍ତ୍ତାଳାପ 👌👌
ଜଣେ ମହତ୍ ବ୍ୟକ୍ତି ଙ୍କର ସୁସନ୍ତାନ।🎉
ସାର 🙏
ବିଶ୍ଵନାଥ ମହୋଦୟଙ୍କ ପରି ହୃଦୟବାନ ବ୍ୟକ୍ତି ଓଡ଼ିଶାରେ ମିଳିବା କମ.
ସବୁଶୁଣି ଧନ୍ୟବାଦ.। ଠାକୁରେ ମଙ୍ଗଳ କରନ୍ତୁ। 🙏
Best interview ever👍. justice Rath is the best person 🙌🙌nice podcast 👌👌👌jay Jagannath 🙏🙏❤❤❤
ସଂଗ୍ରାମ ଭାଇ ଆପଣ ଙ୍କ ମାଧ୍ୟମରେ ସାର୍ ଙ୍କୁ ପ୍ରଣାମ
Best interview ever.... Justice Rath is the best person. Sangram bhai.... Getting this kind personality.... Really 🙏
ମୁଁ ଗୋଟେ ଗୃହ ରଖି,, ସମସ୍ତଙ୍କ ତରଫରୁ 🙏🙏🙏
ଆଉ ଏକ ବିନମ୍ର ଅନୁରୋଧ ସରକାରଙ୍କୁ ପ୍ରସ୍ତାବ ଦିଅନ୍ତୁ civil କେସରେ R.I., Tahasildar ଇତ୍ୟାଦିଙ୍କୁ ପକ୍ଷଭୁକ୍ତ କରାନ୍ତୁ ଏବଂ ଦୃଷ୍ଟାନ୍ତ ମୂଳକ accountable କରାଯାଉ. ନିଶ୍ଚୟ ସିଭିଲ କେଶ ସଂଖ୍ୟା କମିଯିବ. କାରଣ ଅନେକାଂଶ କ୍ଷେତ୍ରରେ ସେମାନେହିଁ ମୁଖ୍ୟ ଦାୟୀ.
ବିଚାରପତି ମହୋଦୟଙ୍କୁ ଅନୁରୋଧ , ସେ ତାଙ୍କ ଅନୁଭୂତିରୁ ଜାହାକହିଲେ ,ବିଚାର ବିଭାଗରେ କି ପ୍ରକାର ବ୍ୟବସ୍ଥା କରାଗଲେ , ଜଣେ ବ୍ୟକ୍ତି ମାତ୍ର ୬ମାସ ଭିତରେ ନ୍ୟାୟ ପାଇପାରିବ । ଏ ସମ୍ପର୍କରେ କେତେକ ଅବସର ପ୍ରାପ୍ତ ବିଚାରପତି ସମୁହଁ ସଂଗଠିତ ଭାବେ ଆଇନିମନ୍ତ୍ରୀଙ୍କୁ ବିଧି ବଦ୍ଧ ଭାବେ ଚିଠି ଲେଖି ଜଣାଇବାକୁ ପ୍ରୟାସ କଲେ ବହୁତଭଲ ହୁଅନ୍ତା । ଜଣେ ଅପରାଧୀ କାହିଁକି ବାରମ୍ବାର ଅପରାଧ କରିବାକୁ ଆଗେଇ ଆସୁଛି , ଆଇନ ର ଗଳା ବାଟ ଦେଇ ଖସି ଯାଉଛି ,। ଆପଣମାନେଚେଷ୍ଟା କରିବେ କି? ,ଏପ୍ରକାର ଆଉ ନ ହେଉ,ଜନସାଧାରଣ ଶାନ୍ତିରେ ରୁହନ୍ତୁ ।
Justice ବିଶ୍ଵନାଥ ରଥ ଙ୍କ ପରି ଜଜ ଓଡିଶାବାସୀଙ୍କୁ ସବୁବେଳେ ମିଲନ୍ତୁ ଏହାହିଁ ପ୍ରାର୍ଥନା।
Sir ଆପଣଙ୍କୁ ଦେଖାକରିବାକୁ ଅନୁରୋଧ। କିଛି କହିବାର ଅଛି।
@@jeshophanten700Justice Ratha kouthi rahuchhanti ? I want to take some advice about social service from him.only for 15miniuit talking.
How I can get his correspondence adress ?
@@alokkumarmohanty6399 Cuttack aasantu
Personal information like address and mob no. are very sensitive , so sharing all these info. on social media side is like two sides of a coin . Some might get benefited by it and some others may misused in any other way . And most importantly sir have finished his tenure in a eye catching position... so my brother go and search him in any other way 🕊
@@BiswamohanBMN sure
Thousands Salutes to ExJudge Justice Biswanath Rath Sir. Very meanigful discussions /coversations. Hearing the plight of the death of the then Narsinghpur Highschool teacher after delayed for getting Justice tears rolling down from my eyes. Finally his wife got the Justice after your gracious intervention followed by correct Judjement. Once again Saltue Sir . You are more fortunate to get further chance to serve LORD JAGANNATH by opening Ratna Bhandar and counting the Ratna properties of Lord Jagannath🙏🏾🙏🏾🙏🏾🙏🏾🙏🏾
Salute for your efficiency and quality of integrity in your honest profession
You have performed your duty with much sincerely. Almighty will bless you & all.
ନ୍ୟାୟାଳୟ ଭାରତୀୟ ଗଣତନ୍ତ୍ର ର ଅଦ୍ଭୁତ କଳଙ୍କ. 64 ବର୍ଷ ପରେ ଯେଉଁ ମହିଳା ଜଣଙ୍କ ନ୍ୟାୟ ପାଇଲେ ତାଙ୍କର ଆଉ କିଛି ନଥିବ. ସର୍ବସ୍ଵlନ୍ତ.
Excuse me esteemed sir..Honourable Sj.Biswanath Rath Ex-Justice in odisha High Court gave real picture . It was really outstanding, mind blowing and heat touching interview. l heartly covey my respect . I may kindly be allowed to meet you sir.🙏⚘
ନ୍ୟାୟ ଆଳୟ ଧନୀ ଙ୍କ ହାତ ବାରିସୀ ଗରିବ ନ୍ୟାୟ ପାଇବ କେମିତି
ମହାଶୟ ଙ୍କୁ ପ୍ରଣାମ। ବହୁତ ନୂଆ ଅନୁଭବ ଜାଣିଲୁ। ମାନବିକତାର ପ୍ରତୀକ। ଧନ୍ୟବାଦ।
ଆପଣଙ୍କୁ ଅଶେଷ ଧନ୍ୟବାଦ୍। ଆପଣ ସୁପ୍ରିମ ସୁପର ଓଡ଼ିଆ। ନମସ୍କାର ସହିତ ଧନ୍ୟବାଦ।
It was a Wonderful Podcast, This Podcast gives a lot of learning to the Law , judicial Students and also the Viewers. Thank you Argus for Choosing the Best Journalist who is Unique but Gives the Reseamble of India TV Editor Rajat Sharma Ask the Tough Questions with Smiling Face and Perfect Tone being a Journalist I learn a Lot from Him. May God continue to Bless the Journalists, If you could have asked about the First Jagganath Temples Legal Case that was won because of Utkala Gourab Madhu Sudhan Das How does He See the bonding of Odia Christian with Jagganath Temples. Odia Christian always looks for the better of Odia and Odisha, Example Utkala Gourab Madhu Sudhan Das.
Great awareness and learning topic.Thanks media to post this type of podcast.
It is very very important news for all thank you very much Shri Ratan Majhi Vice President District janajati surakha Manch Nabarangpur and State Level janaja Adivasi skill Award
ଆମ କାଢ଼ୁଆ MP ପ୍ରତାପ ଷଡ଼ଙ୍ଗୀ ଙ୍କୁ ଥରେ ଡାକନ୍ତୁ ସଂଗ୍ରାମ ଭାଇ 🙏🏻
Se Bala mp ku na dakiba bhala
@@mrkanha6911 କାହିଁକି ତମେ ସବୁ ଏତେ ଭୋଟ ଦେଇ ଜିତେଇଛ
One of the best Jurist of honorable High court of odisha 🙏
Thank you Sangram sir
Thank you for your information.
ଧନ୍ୟ ଧନ୍ୟ ତୁମେ ବିଚାରପତି ।
Heartily salute you sir.what a golden heart judge odisha people got.sir today Advocates chit people and they are not getting justice.more Educates people life would spend time in bar .so also over aged for job.
Beautiful moments
Koti koti pranam jastice Biswanatha sir nku
ମହୋଦୟ ଙ୍କ ସଦୟ ଆଦେଶ ଯୋଗୁ ଆମେ ନ୍ୟାୟ ପାଇବା ପାଇଁ ମାନ୍ୟବର ସୁପ୍ରିମ କୋର୍ଟ ଙ୍କ ଠାରୁ ଆଶା କରି ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କରୁଛି.
54:12 What an Answer Sir all Couple Should Learn , Mata ra antara asi tha kintu matantara nahe ( ମତ ରେ ଅନ୍ତର ଆସି ଥାଏ କିନ୍ତୁ ମତାନ୍ତର ନାହି) ) A man who understand her wife or wins Her Wife Heart , Wins the World. God Bless You Sir.
Respected sir thank you for your valuable information.
କିଛି ଅପାରଗ Advocate ମାନଙ୍କ ପାଇଁ case ଗୁଡିକ ଲମ୍ବା ସମୟ ଧରି ଚାଲୁଛି ।
Thanks for your judgement in home guard case.
What a person !!!! God bless you Sir.... Hope you will take several birth in Odisha....dil se❤
Jay jagannath sangram babu.
Ratha sir nku koti koti pranam.ete Sundar podcast apana karuchhanti bahut bahut sundar.bahut kichhi janibabaku miluchhi.au sir nka bhalia Bicharapati jadi samaste hebe tahele dosi nischay danda paibe.au nirdosh nyaya paibe.sethipain Mahaprabhu nka Ratna Bhandar dayitwa Arpan karichhanti.jay jagannath.
Next chif minister biswanath rath mahodaya🙏
ଉଚ୍ଚ ନ୍ୟାୟାଳୟ ର କାର୍ଯ୍ୟକର୍ତ୍ତା କର୍ମଚାରୀ ଙ୍କ ବିଷୟ ରେ ଆଲୋଚଣରଖନ୍ତୁ।
ସମସ୍ତେ ସନ୍ତୁଷ୍ଟ ତ???
Thanks sir very good messg
Congratulations to, both
Thanks. Sir. , thanks. To. Argus
ମାନ୍ୟବର ବିଚାରପତି ମହୋଦୟଙ୍କ ଚରଣେ ଶରଣ.
ଧନ୍ୟବାଦ ମହାଶୟ
Sangram bhai Bohut bhala lagila sabu tharu hrudaya sparsi swami mrutyura 14 dina katha ta
କେବଳ ହାଇକୋର୍ଟ ନୁହେଁ ସୁପ୍ରୀମି କୋର୍ଟ ଅଡର ମନୁନାହାନ୍ତି ସରକାର
ତାରିକ ପରେ ତାରିକ୍ କେବେ ହଟିବ ତୁରନ୍ତ ନାୟ ମିଳିବ thank you sir ଆପଣ ପରି ନ୍ୟାୟ ଧିଷ ଦେଶ ପାଇଁ ମଙ୍ଗଳ
ସାର ପ୍ରଣାମ ଆପଣଙ୍କ ନାୟ ଅଦେଷ କୁ ଶୁଣି ମୋ ଆଖିରୁ ଲୁହ ଆସିଗଲା ଦୟାକରି ମୁ ଟିକେ ଆପଣଂକୁ ଦେଖାକରିବାକୁ ଚାହୁଁଚି 🙏🙏😭😭😭
Sir apanka sakhyat kar bahut vala lagila. Ama high school GIA fao case prati high court tike sahanubhuti dekhai bicharakale ama paribar bisesh upakruta huanta.
ସାର, ଆପଣଙ୍କୁ କୋଟିକୋଟି ପ୍ରଣାମ ରଥ ସାରଙ୍କୁ
Informative and interesting......
🙏🙏
ଚିହ୍ନା ପରିଚିତ ଥୀଲେ ଏଠି ନ୍ୟାୟ ମିଳେ....ଏହା ସତ୍ଯ
ଜୟ ଶ୍ରୀ ଜଗନ୍ନାଥ 🙏
Argus news କୁ ଅନୁରୋଧ ଦୟାକରି ଓଡ଼ିଶାରୁ ଆଉଟ୍ ସୋର୍ସୀଂ ଭଳି ଏକ ଘୃଣ୍ୟ ପ୍ରଥା ଉଛେଦ କରିବା ସହିତ ସମସ୍ତ ବିଭାଗରେ କାର୍ଯ୍ୟରତ ଆଉଟ୍ ସୋର୍ସୀଂ କର୍ମଚାରୀ ମାନଙ୍କୁ ନ୍ୟାୟ ପାଇଁ ଆପଣଙ୍କ ଟିଭିରେ ପ୍ରସାରଣ କରନ୍ତୁ
Many many thanks to Justice Biswanath Rath
Sir apan nku bhagawan bhala re rakhantu ❤😊🙏👍
You are absolutely right sir, executive is not prompt to execute judicial order. I know clients running from pillar to post to get justice.
ବହୁତ ଭଲ ଲାଗିଲା
ତିନି ଜଣ ବିଚାର ଗୋଟିଏ ରାୟରେ ଏକମତ ହୋଇ ପାରୁ ନାହାନ୍ତି କିନ୍ତୁ ରାହୁଲ ଗାନ୍ଧୀକଂ ମାନ ହାନି ମକଧମାରେ ଗୁଜରାଟର ସବୁ କୋର୍ଟର, ସବୁ ବିଚାର ପତିମାନକଂର ରାୟ ସମାନ ଥିଲା ଯାହା କି ସୁପ୍ରୀମ କୋର୍ଟରେ କଟିଗଲା। ଏହା କଣ ମୋଦିର ଅର୍ଥ ବଳ ନା ରାନୈତିକ ବଳ ନା ଆଉ କି କାରଣ ଥିଲା? ସେ ପ୍ରସ୍ନ ସାମ୍ବାଦିକ ମହାଶୟ ବିଚାର ପତିକୁଂ ପଚାରିଥିଲେ ଭଲ ହୋଇଥାନ୍ତା!
ଈଶ୍ୱଙ୍କ ନିକଟରେ ସର୍ବଦା ଗୋଟିଏ ପ୍ରାର୍ଥନା ଧର୍ମର ଜୟ କରନ୍ତୁ ଏବଂ ଅଧର୍ମର ପତନ କରାନ୍ତୁ. ଆପଣ ଭାଗ୍ୟବାନ ତାଙ୍କର ଦୂତ ସାଜିଥାନ୍ତୁ.
Thanks 🙏🙏🙏🙏
Excellent sangram sir ❤❤❤❤
Have great respect for Justice Bishwanath Rath foe his integrity but I am the unlucky one for not getting justice. Justice Rath has already pronounced the order in my favour but changed his at the last movement due intervention of the another justice in the division bench.
Jay sriram Jay jagannath Jay Odia Jay Bharat Mata 🙏🙏🙏💐💐💐💐💐💐💐
THANK YOU SIR
Great Content..❤❤❤
Head down,Congratulation
Justice biswanath rath is a gold man, 🙏🙏🙏🙏🙏🙏🙏🙏🙏
Thanks 🙏🙏🙏🙏🙏 argus
Sir pranam.
Really bahut bhala lagila
Best' justice in Odisha High court.
Salute sir❤
Up to the finest podcast.....
Sir, pranam , vl lagila
Sir you are great .
ପୁରା ସତ୍ୟ କଥା ପୂର୍ବ ସରକାର ସେଥିପାଇଁ କୌଣସି ରାୟ କୁ ମାନୁନଥିଲେ. ହିଟଲର ଶାସନ ଚଳାଇଥିଲେ.
ଜୟ ଶ୍ରୀ ରାମ 🙏❤
Jai jagannath sir namaskar
Adhika judge post create ksriba abasyaka, bahut pending case rahijauchi
Koti Pranam sir🙏