ଭରତପୁରରେ DCP ଆଉ CP ଙ୍କ ଦୋଷ କଣ ? ଏତେ ଅଫିସର କେବେ ବଦଳି ହେଇ ନଥିଲେ I Sura Routray

Поділитися
Вставка
  • Опубліковано 17 лис 2024

КОМЕНТАРІ • 370

  • @narayanchadraojha7569
    @narayanchadraojha7569 Місяць тому +48

    ଏ ବାଳ ଲୋକଟା କଥାର କିଛି ଦାମ ନାହିଁ

  • @dibakarpanda1352
    @dibakarpanda1352 Місяць тому +91

    ତୁମେ କହୁଥିଲ ଆଇନ୍ ଶୃଙ୍ଖଳା କିଛି ନାହିଁ, ଏବେ କହିଲେଣି ସବୁ ଠିକ୍ ଥିଲା,

    • @RatiSankarsahoo-qq2dt
      @RatiSankarsahoo-qq2dt Місяць тому +4

      Sura rautray ଗୋଟେ ବନ ଶଙ୍କର କାହାକୁ କଣ କହେ ସେ ନିଜେ ଜାଣେନା

    • @Aanand21-g4h
      @Aanand21-g4h Місяць тому

      ଏ ଭଳିଆ ଭାଡୁଆ ମାନେ ଯାହା ହେଲେ କହିବେ ନ କହିଲେ ଏମାନଙ୍କ ଝାଡ଼ା ସଫା ହବନି

    • @sasmitadas8887
      @sasmitadas8887 Місяць тому

      Pagala emane jaha kale bi problem bhala hele kahibe bhala nakale problem

  • @Hhhg-y3x
    @Hhhg-y3x Місяць тому +163

    ଏ ବାପ ପୁଅ ୨ଟା ଯାକ ମାଡୁଆ
    ପ୍ରବଳ ମାଡ଼ ଦରକାର ଏଗୁଡ଼ାଙ୍କୁ

    • @maheshpati9309
      @maheshpati9309 Місяць тому

      Se thik kahuchhanti kama sabu stop achhi

    • @Bijaya-d8h
      @Bijaya-d8h Місяць тому +2

      ମାଡ ହେଲେ ବାଟକୁ ଆସିବ କିନ୍ତୁ ସେ ଠିଆ ହେବା ଯାଗାରୁ ଅନ୍ୟ କୁଆଡେ ଯିବନାହିଁ ଯେଦି ଯିବ ତାହାଲେ ମାଡହେବ ବର୍ତ୍ତମାନ ନମଂର-୧ ଦଲାଲ୍

    • @LaxmipriyaMurmu442
      @LaxmipriyaMurmu442 Місяць тому +1

      Right

    • @Hhhg-y3x
      @Hhhg-y3x Місяць тому

      @@maheshpati9309 ki kama

    • @rameswar3765
      @rameswar3765 Місяць тому +1

      ଅସୁବିଧା କଣ

  • @ramaniroutray2262
    @ramaniroutray2262 Місяць тому +17

    ଏ ଶସ୍ତା ଲୋକଟାକୁ କାହିଁକି ଯେ ମିଡ଼ିଆ ପଚାରେ କେଜାଣି?

  • @tapassamantray3810
    @tapassamantray3810 Місяць тому +56

    Mohan majhi the best CM

  • @NirakarMalik-lm2yz
    @NirakarMalik-lm2yz Місяць тому +55

    ତେମେ ଶଳା ବାପ ପୁଅ 3ଟା କୁ ଖାଲି ମାଡ଼ ଦରକାର

  • @chitraguptadas2921
    @chitraguptadas2921 Місяць тому +26

    ଦେଶୀ ମଦ ଖାଇଲେ ପେଟ ଥଣ୍ଡା ବୋଲି ତତ୍କାଳୀନ ଅବକାରୀ ମନ୍ତ୍ରୀ ସୁର ବିଧାନସଭାରେ କହିଥିଲେ, ବୋଧହୁଏ ସୁରଙ୍କ ଜ୍ଞାନ ବଳରେ ଓଡିଶା ଲୋକେ ପେଟ ଥଣ୍ଡା କରିବା ପାଇଁ ମଦ ପିଉଛନ୍ତି I ଏକା ମୋହନ ଭାଗ୍ୟବାନ ନୁହଁ, ସୁର ବି ଭାଗ୍ୟବାନ I ଜଣେ ବସ ଡ୍ରାଇଭରର ପୁଅ ବିଶେଷ ଶିକ୍ଷା ନାହିଁ, ପରିବାରର ସମ୍ପତ୍ତି ନଥିବା ସତ୍ତ୍ୱେ ସୁର ଦୀର୍ଘ ଦିନ ବିଧାୟକ ଥିଲେ, ମନ୍ତ୍ରୀ ବି ଥିଲେ, ଅଚଳାଚଳ ସମ୍ପତ୍ତି ଅର୍ଜିଲେ; କିନ୍ତୁ ଅନ୍ୟକୁ ଆକ୍ଷେପ କରିବା ଓ ମିଛରେ ନିନ୍ଦା କରିବା ଦୁର୍ଗୁଣ ବୁଢା ବୟସରେ ବି ଛାଡି ପାରୁ ନାହାନ୍ତି

  • @Banamalitripathy-qh4gj
    @Banamalitripathy-qh4gj Місяць тому +4

    ତମେ ଗୋଟେ ବଡ ଅଜବ ମଣିଷ ଭାଗବାନ ନକରନ୍ତୁ ତମ ଭଳି ଲୋକ କାହା ଘରେ ଜନ୍ମ ନହେଉ ତମେ ଏତେ ମିଛ କହୁଚ ତମକୁ ଭାଗବାନ କ୍ଷମା ଦେବେନି

  • @ChaitanyaRautray
    @ChaitanyaRautray Місяць тому +15

    ଯୋଉ ମୁହଁରେ ଉଷୁନା ସେଇ ମୁହଁରେ ଅରୁଆ

  • @bichitrakumarpattnaik574
    @bichitrakumarpattnaik574 Місяць тому +31

    Mohan majhi cm helathu sura babu ka dihare jauni

  • @rudrakshyabhusansahu3379
    @rudrakshyabhusansahu3379 Місяць тому +6

    ପୋଲିସ ଡିପାର୍ଟମେଣ୍ଟ ରେ ଷାଠିଏ ଭାଗ ଅଫିସର ପୂର୍ବ ସରକାରଙ୍କ ଚାମଚା ଅଛନ୍ତି,ନୂଆ ସରକାରଙ୍କୁ ଅନୁରୋଧ ସେମାନଙ୍କୁ ଖୋଜି ଦୃଢ କାର୍ଯ୍ୟାନୁଷ୍ଠାନ ନେଲେ ଶାସନ କାର୍ଯ୍ୟ ସୁରୁଖୁରୁ ରେ ଚାଲିବ........

  • @kishorebiswal4298
    @kishorebiswal4298 Місяць тому +16

    Media ବନ୍ଧୁ ମାନେ ଏ ପାଗଳ କଥାକୁ video କରାଇ ଲୋକ ମାନଙ୍କୁ ବିଭ୍ରାନ୍ତ କରନ୍ତୁନାହିଁ।

  • @sanjaynanda992
    @sanjaynanda992 Місяць тому +19

    ସେ cuttack sp ହେବା, ଖୁସିର ଗର୍ବ ବିଷୟ, ତାଙ୍କ ପାଇଁ cuttack ଜିଲ୍ଲା ଲୋକ ନ୍ୟାୟ ପାଇବେ. Cuttack sp ହେବା ଖୁସିର କଥା, ଭୁବନେଶ୍ୱର - cuttack ଠୁ କାମ ବୋଝ କମ, cuttack ଗ୍ରାମାଞ୍ଚଳ ହେଲ ଖୁସିର କଥା, ତଳ ପୋଷ୍ଟ କିଛି ନୁହେଁ, ଗୋଟେ ଜିଲ୍ଲା ର ଦାଇତ୍ୱ. ସାଧାରଣ ଲୋକ ନ୍ୟାୟ ଏବଂ ଅସାମାଜିକ ସାବଡ ହେବେ.

  • @bijayapppradhan4563
    @bijayapppradhan4563 Місяць тому +11

    ବଦଳିବା ଦରକାର

  • @lotanmallik2516
    @lotanmallik2516 Місяць тому +41

    ଏ ସଲା ବୁଡ଼ା ପାଗଳ ହେଇ ଗଲାଣି

  • @manaromaswain9328
    @manaromaswain9328 Місяць тому +4

    Beautiful decision , ଲୋକଙ୍କର କିଛି ଅସୁବିଧା ହେଉନାହିଁ। ତୁମେ କାହିଁକି କାମୁଡି ହେଉଛ ,

  • @Deepakkumardash-j3c
    @Deepakkumardash-j3c Місяць тому +2

    The best CM in odisha 🎉🎉🎉❤❤❤Mohon Majhi 🎉🎉

  • @chittaranjanojha9439
    @chittaranjanojha9439 Місяць тому +16

    ତମର ତ ଔକାତ ନାହିଁ ମୁଖ୍ୟମନ୍ତ୍ରୀ ହେବାର ମନ୍ତ୍ରୀ
    ଥିଲ ଯେତେବେଳେ ତମେ ପ୍ରବଳ ଖୋଳ କରିକି ଖାଇଛ
    ଏବେ କଣ ପାଇଁ ମିଛରେ ମୋହନ ମାଝୀ ଙ୍କୁ କହୁଛ

  • @amitavshreya
    @amitavshreya Місяць тому +19

    ମାଗିଆ ତୁ ବର୍ତ୍ତମାନ କାନ୍ଧମାଲାକୁ ଯାଅI

  • @santoshnaik177
    @santoshnaik177 Місяць тому +15

    ତୁମେ କଣ କହୁଛ ତୁମକୁ ବି ଜଣା ନ ଥିବ

  • @ranjankumarmohanta2003
    @ranjankumarmohanta2003 Місяць тому +2

    ଏ ବାପ ପୁଅ ଦୁଇଟା ସାରା ପାଗଳ ହେଇ ଯାଇଛନ୍ତି ...ଏ ନିର୍ଲଜ ମିଡିଆଵାଲା ବି ଏ ପାଗଳ ର ବାଇଟ୍ ନେଉଛନ୍ତି ...

  • @sunilrauto5923
    @sunilrauto5923 Місяць тому +6

    ପ୍ରତୀକ ସିଂ very good police officer

    • @nirakarsahoo7004
      @nirakarsahoo7004 Місяць тому +3

      Dear Friend,
      Pratik Singh may be a good police officer, but his statement regarding the Bharatpur case on the next day is very careless and one side of support to the police personnel .

  • @prasantkudas3438
    @prasantkudas3438 Місяць тому +11

    BJP ସରକାର ଆଗାମୀ ଦିନରେ ଆହୁରି ଉନ୍ନତି କରିବ

  • @brajakishorepadhi4022
    @brajakishorepadhi4022 Місяць тому +6

    ତ ମା ର ଘଇତା ନବୀନ କେଉଁ ଦିନ ଓଡିଶା କୁ ଉପରକୁ ନେଇଥିଲା କି ସୁର ବୁଢା।

  • @pratapjena1193
    @pratapjena1193 Місяць тому +10

    ଏ ପାଗଳ ଦୁଇ ପଟରେ କହୁଛି

  • @kashinathdash4772
    @kashinathdash4772 Місяць тому +2

    ସ୍ବଚ୍ଛ ପ୍ରସାଶନିକ ବ୍ୟବସ୍ଥା ଓ ସଂସ୍କାର ମୁଳକ କାର୍ଯ୍ଯ ପଦ୍ଧତି ପାଇଁ ବର୍ତ୍ତମାନ ର ପରିବର୍ତ୍ତନ ନିଷ୍ପତ୍ତି ସହାୟ ହେବ।।

  • @DilipkumarDas-oo9io
    @DilipkumarDas-oo9io Місяць тому +37

    ଆରେ ତୁ କ'ଣ ସାର୍ଟିଫିକେଟ ଦବୁ ।ଶଳା ଗୋଟା ଖଟି କଲାଣି ଭାନଗ ଖାଇ।

  • @gopalsankhual3721
    @gopalsankhual3721 Місяць тому

    Very good dicetion mm sir so thanks

  • @Awarenesstalk6379
    @Awarenesstalk6379 Місяць тому +5

    ମେଣ୍ଟାଲ ସହ news କରୁଛ କାହିଁକି ସାମ୍ବାଦିକ ମାନେ

  • @dhananjaydwibedy4860
    @dhananjaydwibedy4860 Місяць тому

    Thik hoichi

  • @sanjuktamohanty9668
    @sanjuktamohanty9668 Місяць тому

    You are right ✅️ 😌 👌

  • @pravasranjannayak2144
    @pravasranjannayak2144 Місяць тому

    Absolutely right

  • @kishorebiswal4298
    @kishorebiswal4298 Місяць тому +1

    କିଛି ନବୁଝି ପାଗଳ ପରି ହୁଅନି।

  • @FAKIRJENA-du2zs
    @FAKIRJENA-du2zs Місяць тому +1

    ସୁର ଉପରେ ବାଜିବ ଭୟଙ୍କର ଭାବରେ ଖୁବ୍ ଶୀଘ୍ର। କାରଣ ଏହି ମନୁଷ୍ୟ ସବୁ ଜାଣି ଅଜଣା ଭଳି ଗପୁଛି।

  • @nirakarsahoo7004
    @nirakarsahoo7004 Місяць тому +3

    ସୁର ଭାଇ, କାହିଁକି ପାଗଳ ଭଳି ଗପୁଛ ? ସୁର ଭାଇ , ଭରତପୁର ଘଟଣାର ପରଦିନ ଡିସିପି ପ୍ରତିକ୍ ସିଂ ଙ୍କ ବିବୃତି ଯଦି ଶୁଣିଥିବେ, ତେବେ ଏଭଳି ବାଚାଳ ଭଳି ଗପୁ ନଥାନ୍ତ ।

  • @santoshsahoo2727
    @santoshsahoo2727 Місяць тому +1

    Emiti durniti agaru kebe hoinathila.

  • @kumardeepak4402
    @kumardeepak4402 Місяць тому +2

    ନ ବଦଳେଇ ଥିଲେ ତୁମେ ମାନେ ଦଙ୍ଗାକାରୀ ସରକାରକୁ ବଦନାମ କରି ଥାନ୍ତ, ସେ ଆଉ ହେଇପାରିବନି 😄😄😄

  • @GaneswarRout-f9e
    @GaneswarRout-f9e Місяць тому

    The personality of a right man is enhanced and he or she is respected in the society . Where as the person who is speaking valueless and not assessing him self which is right or wrong only talkative ,the intellectuals can not accept .So speech,thought and action should be appropriate.
    Ganeswar Rout.

  • @narayanchadraojha7569
    @narayanchadraojha7569 Місяць тому +17

    ଗାଣ୍ଡିମରା ସୁର

  • @GAYADHARTARAI
    @GAYADHARTARAI Місяць тому +1

    ଏଭଳି ଦୋମୁଁହା ଲୋକଙ୍କ bite ଭିଡ଼ିଓ କରି ନିଜ ଚାନେଲର ଓଜନ କମାଇବା କଥା। ଆଉ ଏ ଲୋକଟା ବି ପ୍ରତ୍ୟେକ କଥାରେ ମୁଣ୍ଡ ପୁରାଇବା ବଡଭ୍ୟାସ ହୋଇଗଲାଣି।

  • @kailashpatra6450
    @kailashpatra6450 Місяць тому

    Bala heichi

  • @kishorebiswal4298
    @kishorebiswal4298 Місяць тому +1

    ସୁର ବାବୁ ତମେ ଟିକେ ଭଲ କଥା କୁହ। ବୟସ ହେଲାଣି ସୋଉନା ଘରେ।

  • @chandanswain6556
    @chandanswain6556 Місяць тому

    ସୁର ବାବୁ ଗୋଟେ ଶସ୍ତା ରାଜନେତା ବୋଲି ବିଗତ ନିର୍ବାଚନ ରେ ସାରା ଓଡ଼ିଶା ଦେଖିଛି ତେଣୁ ଆପଣ ଙ୍କ ର ଶସ୍ତା ମନ୍ତବ୍ୟ ର ଆବଶ୍ୟକତା ନାହିଁ

  • @vikramkesharibehera1616
    @vikramkesharibehera1616 Місяць тому

    Suddenly ଏତେ କଣ କାମ ହେଇ ପାରିବ ? ସୁର ବାବୁ ଆପଣଙ୍କ ସମୟ ରେ କଣ ଏମିତିକା ହେଇଚି

  • @PratapMangaraj-l8y
    @PratapMangaraj-l8y Місяць тому

    ସୁର ଖୁର ଅସୁର ସବୁ ଗୋଟେ ପ୍ରକାର

  • @debasistripathy2798
    @debasistripathy2798 Місяць тому

    Pandian ଟାଇମ ରେ ଯେତିକି କାମ ହେଇଚି enquiry kara payment ଦିଅ।ଭଗବାନ ଙ୍କ ନିକଟରେ ପ୍ରାର୍ଥନା।

  • @BasantakumarRaul
    @BasantakumarRaul Місяць тому

    ସୁର ବାବୁ ଆପଣ ଜଣେ ଦକ୍ଷ ନେତା। ଆପଣ ସହୁଠୁ ଶ୍ରେଷ୍ଠ ମୁଖ୍ଯମନ୍ତ୍ରୀ ହୋଇପାରନ୍ତେ। ଓଡିଶାକୁ ୯୦ ଦିନରେ କାହିଁ କାହିଁ ଉପରକୁ ନେଇପାରନ୍ତେ। ମାତ୍ର ମୁଖ୍ୟମନ୍ତ୍ରୀ ନହୋଇ ଖାଲି ହିଳବିଲେଇ ହେଉଛନ୍ତି କାହିଁକି? ଏ ରୋଗର କାରଣଟା କ'ଣ?

  • @dillipkumarswain5728
    @dillipkumarswain5728 Місяць тому

    Super ❤❤❤

  • @jupiter4910
    @jupiter4910 Місяць тому

    Media ei loka tara interview sabu bele kn pai nauchanty.

  • @dhusasanabehera1137
    @dhusasanabehera1137 Місяць тому +1

    ସଳା ଟାଉଟର ପାଗଳ ହୋଇ ଜାଇଛି
    ବାପ ପୁଅ ଗାଲୁଆ

  • @chakradharabhoi5958
    @chakradharabhoi5958 Місяць тому

    Badhia heichhi transfer

  • @amohapatra123
    @amohapatra123 Місяць тому

    Ok

  • @bhagabanpanda1301
    @bhagabanpanda1301 Місяць тому +1

    Sura Bhai namaskar
    Tamaku age helani tame sabubele kahniki bak bak heucha?tame tikia vabi chinti katha kahile tumaku loka valapaibe purbavali.

  • @DevendraGaya
    @DevendraGaya Місяць тому

    Jay jaganath sir ❤❤❤❤❤❤❤❤

  • @ajitmahanta5285
    @ajitmahanta5285 Місяць тому +1

    ତତେ ରେଡ୍ ଥରେ ଦରକାର

  • @ncdash4634
    @ncdash4634 Місяць тому

    Sir thik kahuchanti

  • @debasistripathy2798
    @debasistripathy2798 Місяць тому

    ଯାହା ହେଲେ କିଛି ତ କହିବେ।ବୟସ 80.

  • @Ajay_Babu_A1Briyani
    @Ajay_Babu_A1Briyani Місяць тому +2

    Prateek singh bahuta bhala

    • @BinodNayak-u6i
      @BinodNayak-u6i Місяць тому

      ଯଦି ସେ ଭଲ କିଛି ନ ବୁଝି ନ ଶୁଝି ଭରତପୁର llc ଙ୍କୁ clean chit ଦେଲେ। ଯାହା ଫଳରେ ବିରୋଧୀ ଦଳ ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲା ବୋଲି କହି ପୋଲିସ୍ ପ୍ରଶାସନକୁ ଓ ସରକାରକୁ ଦାୟୀ କଲେ। ସେ ଏ case ରେ ତାଙ୍କ ଦାୟିତ୍ଵ ଠିକ୍ ତୁଲାଇ ନାହାନ୍ତି। ତାହା ଛଡା ସରକାର କାହାକୁ bbsr DCP କରିବେ ତାହା ସରକାରଙ୍କ ଅଧିକାର।

  • @amitavshreya
    @amitavshreya Місяць тому +1

    ତୁ ସକIଲେ ଭIଙ୍ଗ ଖା ଆଉ ରାତି ରେ ଗଞ୍ଜାଇ ପିକି ସୋ ଜା

  • @biswamberbhutia3280
    @biswamberbhutia3280 Місяць тому

    ଦୋଷ ଥିଲା ସେ ଦିନ ଆଇ ଏ ଏସ ଅଫିସର କଥାରେ ଉଠ ବସ ହେବା

  • @Sanjibo-c9n
    @Sanjibo-c9n Місяць тому

    ବଦଳିବା ଦରକାର ଥିଲା

  • @hinasamal8406
    @hinasamal8406 Місяць тому

    Pratik singh dcp is fine officer

  • @maheswarmohanty6415
    @maheswarmohanty6415 Місяць тому

    ତମେ ଚୁପ ରୁହ ତୁମକୁ ସମସ୍ତ ଜାଣିଛନ୍ତି

  • @BiswabhusanNayak-ov5cn
    @BiswabhusanNayak-ov5cn Місяць тому

    ଷଣ୍ଢ ମାରିଲେ ମଲି ଷଣ୍ଢ କୁ ମାରିଲେ ମଲି,, କିଛି କଲେ ଭୁଲ୍ କିଛି ନ କଲେ ଭୁଲ୍

  • @tapaswinimadhusmitarout1453
    @tapaswinimadhusmitarout1453 Місяць тому

    ଅଜା ତମେ କରତ ଦୁଇ ପଟେ ତମ ଧାର ଏ ବୟସରେ କାହିଁକି ଏ ଦୋ ମୁଁହ କଥା ବାର୍ତ୍ତା କରୁଛ ହରି ନାମ ଜପ କରି ଶାନ୍ତିରେ ରୁହ

  • @Sahu_Santanu_24
    @Sahu_Santanu_24 Місяць тому +1

    ଇଟା ନିବେଶ ଦା ଆଊ ଶୁର sir ଙ୍କ riporting ପରେ ବାକି news ମାନେ ଆସଲେ 😂😂 ସେ ଭିଡିଓ ଆୟେ😂😂😂

  • @anonymousan5063
    @anonymousan5063 Місяць тому

    People like this Govt .Atleast able to control officer Raj and corruption .

  • @tejaswi8725
    @tejaswi8725 Місяць тому +1

    ତମର କାହିଁ କୁଣ୍ଡେଇ ହେଉଛି। Govt ତାଙ୍କ କାମ କରିବ

  • @ommprakash2008
    @ommprakash2008 Місяць тому

    Now real play started

  • @pravasranjannayak2144
    @pravasranjannayak2144 Місяць тому

    Thik kahuchanti

  • @AjayakumarMishra-m7d
    @AjayakumarMishra-m7d Місяць тому +1

    Aaga ku kn heba dekha

  • @manojkumarnayak237
    @manojkumarnayak237 Місяць тому

    You will decide whom to transfer.
    Bhanga neba besi helani

  • @AshokKumarBhoi-g3t
    @AshokKumarBhoi-g3t Місяць тому +1

    Thik karichhan cm.
    Tuma muhakala.
    Jay kisan Jay mohan
    🙏🪷🪷🪷🪷🪷🪷🙏

  • @debasishmeher7942
    @debasishmeher7942 Місяць тому +1

    ତୁ ସଲା କୁକୁର ଭଲି ଭୁକିବା ଜାଣିଛି ଟାଉଟର ପରିବାର

  • @AmulyaMallick-b9l
    @AmulyaMallick-b9l Місяць тому

    Tuma personality bahut badhiaaaaaaaaaaaa😅

  • @bamansingh5572
    @bamansingh5572 Місяць тому

    Mahon sir namaskar tumor disejao good

  • @bijayapppradhan4563
    @bijayapppradhan4563 Місяць тому +1

    ବର୍ଷା ରେ ରୋଡ କାମ ତ ଦୌଡିବ।

  • @AdvocateChamber
    @AdvocateChamber Місяць тому

    ମାମୁ ବନ କୁ କେବେ ଯିବେ?

  • @nrusinghanayak8850
    @nrusinghanayak8850 Місяць тому

    Best C M Mohan Majhi

  • @odiadesiblog9565
    @odiadesiblog9565 Місяць тому +1

    ଏହି ଲୋକର କଥା କିଏ ସୁଣୁଚି ?୩୦ ଦିନ ହେଲା ଏସପି ଅଫିସ ରେ ଅଭିଯୋଗ ପତ୍ର ଦିଆହେଲାନି କିନ୍ତୁ ଫଳ ଶୂନ୍ୟ । ଫାଣ୍ଡିରୁ ଅଭିଯୋଗ ପତ୍ର ହଜିଯଇ ଚି

  • @saradacharanamohapatra9806
    @saradacharanamohapatra9806 Місяць тому +3

    Sura aja tora munda kichi kamalaruni gharaku jai soipada

  • @bipinbehera9510
    @bipinbehera9510 Місяць тому

    Best cm mohan majhhi

  • @chhabindramansingh73
    @chhabindramansingh73 Місяць тому +1

    ସମସ୍ତେ ଗାଣ୍ଡିରେ ଗୋଟେ କିଳା ପୁରେଇ ବସିଥିଲେ ଲୁଟୁଥିଲେ, bjd ତ ଭାବିଥିଲା ଓଡିଶା ତାଙ୍କ ବୋପା ଜାଗିର, ସୁର ଆଖିକୁ କାନକୁ ଆଉ ଶୁଭୁନି

  • @rajendraprasadpradhan2241
    @rajendraprasadpradhan2241 Місяць тому

    ଏ ମାଗିଆ ସୁର ତା ବାଳ ପାଚିଗଲା ଓଡ଼ିଶା କିଛି କରିଛି ଖାଲି ଲୋକଟି ଭାଷଣ ଅଲାଜୁକ ମାଗିଆ

  • @damodardash1273
    @damodardash1273 Місяць тому

    ସୁର ତାଉଟର ଟା. ବଦଳି ଠିକ ହେଇଛି

  • @Uttansh
    @Uttansh Місяць тому

    Mohan majhi jindabad.... ❤❤❤

  • @parmanandarout5647
    @parmanandarout5647 Місяць тому

    ସୁର ତୁମେ ବହୁତ ଭାଷଣ ଦେଲାଣି ତୁମେ ବନ୍ଧ କର। ଆଗକୁ ମାଡ଼ ମାରି ଚୁପ୍ କରାଯିବ

  • @TigerDon420
    @TigerDon420 Місяць тому

    We love Modijee and Mohan Babu and team

  • @DebasisMandal-t4z
    @DebasisMandal-t4z Місяць тому

    Sura rout mantal

  • @SatyajitDixit-g7y
    @SatyajitDixit-g7y Місяць тому

    Transfer ta ganatantra pai bhala

  • @BabaJCBBaba-e8w
    @BabaJCBBaba-e8w Місяць тому +1

    ଇଏ ଲୋକଟାର ପାଟି କଥା କହେ,, ଗାଣ୍ଡି ବି କଥା କହେ,,,,,😅

  • @sudhansu0507
    @sudhansu0507 Місяць тому

    Bhai ea kan sabu Jani chanti

  • @lokanathdash2243
    @lokanathdash2243 Місяць тому

    Sura Rotary completely mad.

  • @tapuparida3994
    @tapuparida3994 Місяць тому

    Bhala hela

  • @kumarsisir8352
    @kumarsisir8352 Місяць тому

    Sura Nana Jane badhia comedian tenu tame majhire majhire emiti asutha au entertainment kariki jautha

  • @sasmitadas8887
    @sasmitadas8887 Місяць тому

    Ete bhala jadi Navin time re ketata nyaya deicha

  • @mr.Lalitnarayan1989
    @mr.Lalitnarayan1989 Місяць тому +1

    IPS pai chota police akad dekhae tme politics kara esabu bujiparibani

  • @BinodNayak-u6i
    @BinodNayak-u6i Місяць тому

    ପାଗଳ ଟା କୁ ବୁମ୍ ଦେଖାଉଛ, ଏଣେ ତେଣେ ଗପୂଛି। ବଡ ଅସହିଷ୍ଣୁ ଲୋକ ଏ ବ୍ୟକ୍ତି।

  • @hinasamal8406
    @hinasamal8406 Місяць тому

    Not demote pratik singh

  • @alltechnical7741
    @alltechnical7741 Місяць тому

    ମୂଲ୍ୟ ହିନ ବାର୍ତ୍ତା