ନିଜକୁ ଭଗବାନ ବନେଇଛନ୍ତି ସରକାର | ଦିଲ୍ଲୀରେ ସୁଇଜ଼ ଅଛି |ଏଠି କାମ କେମିତି ହେବ |

Поділитися
Вставка
  • Опубліковано 12 вер 2024
  • ସୁଭଦ୍ରା ଯୋଜନାକୁ ନେଇ ମହିଳାଙ୍କ ମତ.... ୨୩ ରୁ ୩୩ ଟଙ୍କାରେ ବଞ୍ଚିବୁ କେମିତି #odishanews #odianews #121 #bhubneshwar #government #delhi #cm #subhadrayojana #yojna #housewife #lady #opinion #reonews #odishanews #Odianews #livenews #odishanews #Odiasamachar
    REO NEWS ଚ୍ୟାନେଲ ଓଡିଶା ର 4.5 କୋଟି ଜନତା ଙ୍କ ସମସ୍ୟା କୁ ଲୋକଲୋଚନ କୁ ଆଣିବା ସହ ନିରପେକ୍ଷ, ନିଛକ ସତ୍ୟ ଏବଂ ତଥ୍ୟ ଭିତ୍ତିକ ଖବର ପ୍ରକାଶ କରିଆସୁଛି। ଏହା ସହିତ ବିଭିନ୍ନ କାର୍ଯ୍ୟକ୍ରମ ଦ୍ବାରା ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ରେ ସବୁଠାରୁ ଲୋକପ୍ରିୟ ହୋଇପାରିଛି।
    REO NEWS brings all the latest headlines and news stories to satisfy the demands of high-rise favorites of Odisha audiences. Please follow up to watch live and breaking news.
    ✅ Visit us Our Website: reonews.in/
    Connect with us at our social media handles:
    ➡ UA-cam:
    / @reonews
    ➡ Facebook: / reo-n. .
    ➡ Instagram: / reonews24

КОМЕНТАРІ • 96

  • @dillipswain2485
    @dillipswain2485 18 днів тому +29

    Thanks mausi eamiti lokanku sachetana karantu

  • @Reenabehera0
    @Reenabehera0 17 днів тому +13

    Maa apana nku koti koti pranam Jay jagannath maa 🙏🙏🙏🙏🙏🙏🙏🙏🙏🙏🙏🙏

  • @HappyNayak-dx5qm
    @HappyNayak-dx5qm 18 днів тому +13

    Naveen babu jindabad

  • @NityanandaSahoo-o4l
    @NityanandaSahoo-o4l 18 днів тому +27

    Jay Nabin, Jay BJD

  • @bhagabanpradhan7500
    @bhagabanpradhan7500 18 днів тому +6

    Thanks Mam
    Sundar Kath kahile

  • @bhimasenswain8481
    @bhimasenswain8481 18 днів тому +12

    Right

  • @dipakking2121
    @dipakking2121 17 днів тому +2

    ବଢିଆ କହିଲେ ମା ଆପଣ ଧନ୍ୟ ବାଦ

  • @arjunmohanta233
    @arjunmohanta233 5 днів тому +1

    ଧନ୍ୟବାଦ mousi

  • @kb42001
    @kb42001 16 днів тому +1

    ଧନ୍ୟବାଦ ମାଉସୀ

  • @JuguMajhi-oq1vg
    @JuguMajhi-oq1vg 2 дні тому

    ବଢିଆ କହିଲେ ମା ଆପଣଙ୍କ ଧନ୍ଯବାଦ 🎉🎉🎉🎉❤❤❤❤

  • @debadhinaik4449
    @debadhinaik4449 17 днів тому +3

    Jay Jagannath i missyou nabian sar cm no1 bjd jay 💯🙏🐚

  • @mirapatra8545
    @mirapatra8545 18 днів тому +4

    ଯେଉଁ ଯୋଜନାଥିଲାସେଇଯୋଜନାଭଲାରଖନ୍ତେସେମାନେତାକୁବିରଖୁନାହାନ୍ତିବା ଜ୍ୟେସରକାର

  • @jayarammalla6393
    @jayarammalla6393 17 днів тому +2

    Good Didi❤❤❤ Jay jagannatha Jay nabin Jay Bjd Jay odisa

  • @SsPix23
    @SsPix23 17 днів тому +1

    Jai jagannath, ମୋହନ ଓଡିଶା ବାସୀଙ୍କ ଭଗବାନ୍❤

  • @JameshJameshmajhi
    @JameshJameshmajhi 18 днів тому +3

    Right mausi

  • @rasmitasahoo4966
    @rasmitasahoo4966 17 днів тому +2

    Thik kahuchhati mam

  • @prabinkumarnayak5324
    @prabinkumarnayak5324 2 дні тому

    ମାଉସୀ ହୃଦଉକୁ ଚୁହିଲା,true lover of Nabin Pattnaik

  • @user-sj6vw5kw7h
    @user-sj6vw5kw7h 18 днів тому +7

    Jay nabin sir ❤❤❤❤❤❤❤❤❤❤

  • @PradeepKumarBehera-or9ee
    @PradeepKumarBehera-or9ee 17 днів тому +2

    Mansi 🙏🙏🙏👍👍👍😂😂😂

  • @arunkumarsahoo4076
    @arunkumarsahoo4076 2 дні тому

    ମହିଳାଙ୍କୁ ଠକିବା ସହଜ ନୁହେଁ।
    ଆଗରୁ ସୁଭଦ୍ରା ଯୋଜନାର ସମସ୍ତ ନିୟମ ଅବଗତ କରିବା କଥା।
    ହାତ ମାରି ଛ ସମ୍ଭାଲ
    ମାଇ କିନା ଭବାନୀ
    ସାକ୍ଷାତ ଦୁର୍ଗା
    ଦରକାର ହେଲେ କାଳୀ ବନିଯିବେ।
    ପଞ୍ଚ ବରସ ଚାଲିବ ତ?

  • @dukhishyamdas9176
    @dukhishyamdas9176 17 днів тому +1

    ଠିକ କହିଲ ମା 👍

  • @biswaranjannayak6032
    @biswaranjannayak6032 18 днів тому +4

    CM is Lord Jagannath ,Jagannath is under Narendra Modi it is proof by BJP

  • @user-ks2ey1rx5h
    @user-ks2ey1rx5h 17 днів тому +1

    ଜଏବିଜେଡି ଜଏନବିନବାବୁ ଜଏନବିନବାବୁ 🎉🎉🎉🎉 ନବିନସାରେ ସୁପରହିରୋ ପୁଣିଆସିବେ ୨୦୨୯ ହରହରମହାଦେବକରନୁ୍ 🎉🎉🎉🎉 ଜଗତରନାଥ ଜଗତନାଥ କରନ୍ତୁ

  • @murmuthakur7573
    @murmuthakur7573 10 днів тому

    Right Katha mausi suej au abe kamakaribani mausi dabal injin mane dabal reat re ama odisha re sabu jinisha ame paiba thaka Dala 👌👍👌👍👌👍👌👍

  • @PradeepKumarBehera-or9ee
    @PradeepKumarBehera-or9ee 17 днів тому +1

    Jay Naveen pattnayak babu Jay Bjd ♥️♥️♥️🙏🙏🙏👍👍👍

  • @PRATAPChandraJENA-ey1st
    @PRATAPChandraJENA-ey1st 17 днів тому +1

    ତୁମ କହିବାକୁ ଧନା ବାଦ୍ ମାଡମ !

  • @RamaParida-gb8tx
    @RamaParida-gb8tx 17 днів тому +2

    Jay nabin

  • @Reenabehera0
    @Reenabehera0 17 днів тому +2

    ❤🎉❤🎉❤🎉❤🎉❤🎉❤🎉❤🎉❤🎉❤🎉❤🎉 BJD 👍🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @ashokkumardas6003
    @ashokkumardas6003 17 днів тому +1

    Right 👍 କଥା କହିଛ.

  • @MinatiMal-rp3dn
    @MinatiMal-rp3dn 17 днів тому

    Thanks maa

  • @user-ms7nh1kd7j
    @user-ms7nh1kd7j 18 днів тому +5

    ନବୀନ ବାବୁଙ୍କୁ ଆଜି ଭି ଲୋକେ ଭଲ ପାଆନ୍ତି କାରଣ ସେ ଗୋଟିଏ ଭଲ ମଣିଷ ତାଙ୍କ ପରି କେହି ନେତା କି ମନ୍ତ୍ରୀ ହୋଇପାରିବେନି ।ସେ କଥା ରେ ନୁହେଁ କାମରେ ବିଶ୍ବାସ କରନ୍ତି କିନ୍ତୁ ଏତେ ଭଲ ହେଲେ ମଧ୍ୟ ଓଡ଼ିଶାର ଗରିବ ମହିଳା ମାନେ ଆହୁରି ଅଧିକ ଆଶା ରଖିଲେ ।
    ଆରେ ଯେତିକି ଓଡ଼ିଶା ର ଗରିବ ପାଇଁ ଯୋଜନା ହୋଇଥିଲା ସେତିକି ଭଲରେ ଭଲରେ ଚାଲିଥିଲେ ସମସ୍ତଙ୍କ ପାଇଁ ଭଲ ହୁଅନ୍ତା ।ଅତ୍ୟାଧିକ ଲାଭ ପାଇବା ଆଶା ରେ ସରକାର ର ପରିବର୍ତନ କରିବା ଲୋକ ମାନେ ଏବେ ମୋଦି ସରକାରଙ୍କ ଶାସନ ଟିକିଏ ଦେଖନ୍ତୁ। କାହିଁକି ନା ମୋଦି ସରକାର ଅଯୋଗ୍ୟ ହିତାଧୀକାରୀ ଙ୍କୁ ସବୁ ଯୋଜନା ଠୁ ତାକୁ ବାଦ୍ ଦେବେ।
    ଯେପରି ଏବେ ମୋଦିଙ୍କ ପ୍ରଭାବ ଓଡ଼ିଶାରେ ଦେଖିବାକୁ ମିଳୁଛି ,
    ପ୍ରଥମ ଟି
    ହେଲା , ଓଡ଼ିଆ ରେ ମଦ ମୁକ୍ତି
    ୨ୟ ଟି ହେଲା- କୋଟା ଭିତରେ କୋଟା
    ୩ୟ ଟି ହେଲା- ସରକାରୀ ଜମି ଜବରଦଖଲ କୁ ବୁଲ୍ଡଜର ମାରି ହଟାଇବା
    ୪ର୍ଥ ହେଲା- ରାସନ୍ କାର୍ଡ ରୁ ଭୂତ ହିତାଧୀକାରୀ ଚିହ୍ନଟ କରିବା
    ୫ମ ଟି ହେଲା- ମିଶନ୍ ଶକ୍ତି ଇ ,ସି ମାନଙ୍କୁ ପରିବର୍ତନ ଏବଂ ସେମାନଙ୍କୁ ଦୁବାଇ ଭ୍ରମଣ ବନ୍ଦ କରିବା
    ୬ଷ୍ଠ ଟି ହେଲା - ସୁଭଦ୍ରା ଯୋଜନା ରେ ଅଯୋଗ୍ୟ ହିତାଧୀକାରୀ ବାଦ୍ ପଡିବା , ଏବଂ ଧନୀ ମହିଳା,ଘରେ ବସି ବସି ଖାଉଥିବା ବେକାରି ମହିଳା ଏଥିରୁ ବାଦ୍ ପଡିବା, ଏହା କେବଳ ଛୋଟିଆ ରୋଜଗାର କରି ଚଳୁଥିବା ମହିଳାମାନ ଙ୍କୁ ହିଁ ମିଳିବା ବ୍ୟବସ୍ଥା।
    ଏହି ସବୁ କାର୍ଯ୍ୟ ରେ ମୋଦି ଏବେ ଅନେକଙ୍କ ହୃଦୟ ଜିତି ସାରିଛନ୍ତି।
    ମୋଦି ସରକାର ଯଦି ବୁଦ୍ଧ ମାନଙ୍କୁ ୩୦୦୦ ଭର୍ତା କରିଦିଅନ୍ତି ତେବେ ତୋ ଓଡ଼ିଶାର ବୁଦ୍ଧ ମାନେ ଅନେକ ଖୁସି ହୋଇଯିବେ।

  • @trilochansahoo7992
    @trilochansahoo7992 17 днів тому +1

    Didiverygood

  • @PravakarParamanik-u9k
    @PravakarParamanik-u9k 5 днів тому

    ❤🎉Jay Jagannath Jay nabin babu Jay BJD Jay ❤❤❤

  • @sudhansusekhardash9010
    @sudhansusekhardash9010 17 днів тому +1

    ଭଲ ଯୋଜନା : ବରା, ଦହିବରା, କୁକୁଡ଼ା, ପାନ, ସାଇକଲ ସଜଡ଼ା ଦୋକାନ ହୋଇ ପାରିବ।

  • @sailajaaa1368
    @sailajaaa1368 10 днів тому

    Thank u mam

  • @kailashabiswal2359
    @kailashabiswal2359 14 днів тому

    jay jagannath

  • @Reenabehera0
    @Reenabehera0 17 днів тому +2

    Maa apana manadukha karantu nahi maa BJP karmi BJP mantri mahasaya michha kahithanti maa ame mane samaste emiti kandi kandi rahiba jojana nahi ki ama CM ama katha bujhia loka nuhanti ama Nabin sir juadu jemiti chalai neuthile aji ame mane samaste janichhe BJP michha kahithanti Jay jagannath 🙏🏻😭❤

  • @bidyabhusanmohanty387
    @bidyabhusanmohanty387 17 днів тому

    ଡବଲ ଇଞ୍ଜିନ ସରକାର ହେଉଛି ବାକ୍ୟ ବୀର ମାନଙ୍କ ସରକାର

  • @user-hh1di7dr2t
    @user-hh1di7dr2t 17 днів тому

    Right di

  • @jitubisoyi2029
    @jitubisoyi2029 18 днів тому +1

    Mausi.right.nabinabu🙏🙏❤❤

    • @Mnj1993
      @Mnj1993 18 днів тому

      Mausi to pitha jojona kan kama karithila jahara darkar nahi apply karani kichi gariba loka paibe

  • @jagmogansahu2345
    @jagmogansahu2345 17 днів тому +2

    BJP go back

  • @sunadhangond6007
    @sunadhangond6007 17 днів тому +2

    Nabina jadi odisha basi Ku kinichanti harile kahin ki

  • @rajkisorbisoi1673
    @rajkisorbisoi1673 18 днів тому +1

    Thanksmaushi❤

  • @harishbhanja7584
    @harishbhanja7584 5 днів тому

    Yes

  • @HemantaHemanta-lj1kp
    @HemantaHemanta-lj1kp 18 днів тому +2

    Bjd

  • @gitachihna6638
    @gitachihna6638 8 днів тому

    ଠିକ୍ କଥା

  • @user-ht7bb5pe1b
    @user-ht7bb5pe1b 18 днів тому +1

    Jai jagnath 😊

  • @trilochonrautaray2092
    @trilochonrautaray2092 17 днів тому

    🙏🙏🙏🙏

  • @arunkumar459A
    @arunkumar459A 17 днів тому +1

    ଠିକ୍ କହିଛ ଦିଦି

  • @subodhmaharana1520
    @subodhmaharana1520 15 днів тому

    Subhdra Yojna is the biggest scam ever happened in the history'of Odisha.

  • @NarsinghPujari-b9t
    @NarsinghPujari-b9t 17 днів тому

    Jay nobin Jay bjd

  • @manaskumar00
    @manaskumar00 17 днів тому +1

    Thick kahichanti mausi

  • @rockniranjan884
    @rockniranjan884 16 днів тому

    BJP thaka sarakara
    Jatara pati BJP sarakara

  • @saibaba4092
    @saibaba4092 5 днів тому

    BJD

  • @NarsinghPujari-b9t
    @NarsinghPujari-b9t 17 днів тому

    Jay bjd

  • @rajkumariranajit2054
    @rajkumariranajit2054 17 днів тому +1

    BJP ର ବିକାଶ ରେzero ଦଙ୍ଗା ଗୁଣ୍ଡା ରେ Hero

  • @reenamahali2629
    @reenamahali2629 17 днів тому

    Mausi prakrutare NABIN sarkar ku chinhichhanti

  • @jitendranayak4534
    @jitendranayak4534 18 днів тому +1

    Bhuta mananku dia jauchhi go ma

  • @niharikabehera6295
    @niharikabehera6295 14 днів тому

    Chhena ta kariba aneiki baith jitei anicha dawal engien 😅😅😅😅😅😅😅😅😅😅😅😅😅😅😅😅😅😅😅

  • @user-wx3ws8bj2g
    @user-wx3ws8bj2g 17 днів тому

    ଅତି ମିଠା ରେ ପୋକ ଲାଗିଥାଏ।

  • @user-uk3zt1ob2e
    @user-uk3zt1ob2e 17 днів тому +1

    Tuma nabin samayare jagannath namare bhikamagiba ta kiprakara jojana?

  • @arucharanpradhan5502
    @arucharanpradhan5502 16 днів тому

    ନବୀନଙ୍କ କଥାରେ କିଛି ମୂଲ୍ୟ ନାହିଁ। ତାଙ୍କର ପୋଷାକରେ ସମସ୍ତେ ପାଗଳ ପାଗଳୀ ହୋଇ ଯାଉ ଛନ୍ତି। ଲୋକେ ବୋକା ନୁହନ୍ତି , କେବଳ ଖଟି ଖାଇବା ବଦଳରେ ଠକି ଖାଇବା ପାଇଁ ଚାହୁଁଛନ୍ତି।

  • @tapannayak8477
    @tapannayak8477 18 днів тому +2

    Bjp jumula paty

  • @Dfgg670
    @Dfgg670 17 днів тому

    Double remote 😂😂😂

  • @SanatanNayak-c8k
    @SanatanNayak-c8k 13 днів тому

    Aagaru kichi maganaa paicha ,,?

  • @satyabratasahoo2577
    @satyabratasahoo2577 17 днів тому +1

    ମାଉସୀ ୨୪ ବର୍ଷ ଧରି ଶାସନ କରି ରାଜ୍ୟ କୁ ବରବାଦ୍ କରିଛି ଏ ଓଡିଆ ମେଣ୍ଢା କୁ ଦେଖା ଯାଉନାହିଁ, ପିଲା ମାନଙ୍କୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ପଠେଇ ଓଡ଼ିଶାରେ ରହି ପେଟ ଥଣ୍ଡା କରିଲେ ପିଲା ମାନେ କିନ୍ତୁ ଭାଷଣ ମାରୁଛୁ କେମିତି

    • @SidhantaMalik-tm6xh
      @SidhantaMalik-tm6xh 17 днів тому

      24 Barsha bhitare 9 Barsha menta sarakar thila janinu kire bjp bjd se kn band chhidila abe chhodi paka loka vote deichhanti

    • @gitarani2831
      @gitarani2831 17 днів тому +1

      ତୁମର, ଭିଳିଆ, କେତଟି,,ମୁଖॆ, ଥିବବଲେ, ଓଡିଶାବାସୀ କୁ, କିଛି, ମିଳିବନୀ, ୨୪ବଷॆରେ, ନବିନ୍, କଣ, କରିଛି, ଓଡିଶାବାସୀ, ଜାଣିଛନ୍ତି, ମୋଦିର, ପେଳରେ, ଜଦିଦମନାହଁ, ଦବବଲୀ, କହୁଥିଲାକାହିକି, କଣ, ପାଇଁ, ସବୁ ଦିଅ, ନହେଲେ, ଗାଦିଛାଡ

  • @Mnj1993
    @Mnj1993 18 днів тому

    Mausi ta pitha jojana kan hela ki

  • @user-ks2ey1rx5h
    @user-ks2ey1rx5h 17 днів тому

    ମାଊସିଠିକିକଥାକହିଲ😂😂😂😂😂😂😂

  • @PabitraMohanPradhan-n3q
    @PabitraMohanPradhan-n3q 17 днів тому

    Navin kya kya Modi ka Kam nahin dikh raha hai tumko nahin to tumhara Hindustan Pakistan ban jata

  • @kunumajhi6027
    @kunumajhi6027 17 днів тому +1

    ସବୁ ମାଁ ମାଉସୀ ଖାଲି ମାଗଣା ଖାଇବାକୁ ଭାରି ମନ 24ବର୍ଷ ନବିନି ଥିଲା ବେଳେ କ'ଣ ଟା ତାଡି ଦେଲାକି ଓଡ଼ିଶା ରେ ପିଲା ଖାଲି ମଦ ପିଇ ଖାଲି ମରିଲେ BJPକୁ ଟିକେ 1 ବର୍ଷ ସମୟ ଦିଅ ତା'ପରେ ଦେଖିବ

    • @gitarani2831
      @gitarani2831 17 днів тому +2

      ଓଡିଶାର, ଧନ,ଉପରେ, ଓଡିଶାବାସୀର, ଅଧିକାର, ଅଛି, ସରକାର, ନିଜ, ଘରୁ, ଦଉନୀ, ନବିନ୍, ଜେତେ, ଜୋଜନା, କରିଥିଲା, ମୋଦି, ଦେଇଥିବା, କଥା, ପାଳନ କରୁ, ଓଡିଶାର ଧନ, ବିକି, ଭାରତକୁ, ପୋଶିବକି, ସବୁ ଦିଅ, ନହେଲେ, ଗାଦିଛାଡ

    • @__nobita__gaming__
      @__nobita__gaming__ 17 днів тому

      2014 ศศิ ୧୦ ବର୍ଷରେ ୧୦ ଟି ବଡ ଜୁମଲା → BJP ର
      ପ୍ରଥମ କୁମଲା ହେଇଛି ନୋଟବନ୍ଦୀ
      ଦ୍ବିତୀୟ ଜୁମଲା ହେଉଛି ଆଛେ ଦିନ୍
      1
      ତୃତୀୟ ଜୁମଲା ହେଉଛି ୧୫ ଲକ୍ଷ ଟଙ୍କା ଆକାଉଣ୍ଡରେ
      ଚତୁର୍ଥ ଜୁମଲା ହେଉଛି ସବକା ସାଥ୍‌ ସବକା ବିକାଶ
      ପଞ୍ଚମ ଜୁମଲା ହେଉଛି ନା ଖାଉଁଗା ନା ଖାନେ ଦୁଙ୍ଗା
      ଷଷ୍ଠ ଜୁମଲା ହେଉଛି ବର୍ଷକୁ ୨କୋଟି ରୋଜଗାର
      ସପ୍ତମ ଜୁମଲା ହେଉଛି ୨୦୧୮ ସୁଦ୍ଧା ଦେଶରେ ୧୦୦ ସ୍ମାର୍ଟ ସିଟି ବନେଇଦେବୁ
      ୦୫ ଅଷ୍ଟମ ଜୁମଲା ହେଉଛି ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦୁଇ ଗୁଣା ହେବ
      ା ନବମ ଜୁମଲା ହେଉଛି ୨୦୨୨ ସୁଦ୍ଧା ସମସ୍ତଙ୍କ ପାଇଁ
      ପଙ୍ଖା ଘରର ବ୍ୟବସ୍ଥା କରିଦେବୁ
      ଦଶମ ଜୁମଲା ହେଉଛି ମୁଁ(ମୋଦି),ମୋ ମା ଗର୍ଭରୁ ଜନ୍ମ ହୋଇନାହିଁ
      ମୋଦି କଥା ଆହୁରି ଅଛି

  • @kalpatarusahoo8707
    @kalpatarusahoo8707 18 днів тому

    Mausi pura bjp ra mukha kholi dela..mausi kuha bhala..

  • @GobindaChandraPanda-s5m
    @GobindaChandraPanda-s5m 17 днів тому

    Budhi kete Paisa neichu.Dhana quintal 3100/- sekatha kahunu kahinki .

  • @jiki.polad8642
    @jiki.polad8642 14 днів тому

    BJP satta ku asibaku micha kahile tumane vote deba boli

  • @taranisenrout7155
    @taranisenrout7155 17 днів тому

    ଆରେ ଖଣ୍ଡି english ନୁହେଁଖଣ୍ଡୀ ଓଡି଼ଆ କହ

  • @jagannathdash9385
    @jagannathdash9385 18 днів тому

    Mad Mohan

  • @prabhatakumarnayak7713
    @prabhatakumarnayak7713 18 днів тому

    Suna odisa basi

  • @user-re4eq6mi1y
    @user-re4eq6mi1y 18 днів тому +1

    Magana khau nka kichhi nahi.
    Magana.......Magana.
    Odisha asmita magana.

  • @pradeeppatra2655
    @pradeeppatra2655 17 днів тому +1

    Right

  • @ritamohanty7586
    @ritamohanty7586 17 днів тому +1

    Right

  • @santanubera3035
    @santanubera3035 11 днів тому

    Right

  • @Sarojmohapatra19
    @Sarojmohapatra19 17 днів тому

    Right

  • @user-ht7bb5pe1b
    @user-ht7bb5pe1b 18 днів тому +1

    Right