Mu just Sidhartha📺 tv re live dekhuthili; so mate bahut bhala lagila really.............. Sabuthu bahut bada katha Ame purana ra kichi..... New new katha janilu............... 🙏🙏 So many many tq so very much 🙏🙏🙏🙏🙏🙏 Sidhartha tv ta all team and sita sir ❤namita mam🙏🙏🙏🙏🙏🙏
Namita didi kna sabu bhajan,tanka sabu katha mate bahut vala lage karana mana bhita re tanka ra kichhi b igo nai..se pura narmal.Prabhu tanku vala re rakhantu 🙏🙏
Ame samaste bhababibhola hoi galu satare mahaprabhunkara Jay heu 🙏🙏 ebhali eka adhyatmika purna karyakrama pani ame krutangyata gnyapan karuchhu Namita mam nku au Sidharth tv ku 👌🙏
ଆପଣଙ୍କ ବହୁତ ସୁନ୍ଦର ଉପସ୍ଥାପନ ସହିତ ଗଜପତିଙ୍କର ସାକ୍ଷାତକାର ଅତୀବ ହୃଦୟସ୍ପର୍ଶି ଓ ମନମୁଗ୍ଧକର
ବହୁତ୍ ସୌଭାଗ୍ୟ ଆଜି ଠାକୁର ରାଜା ଏବଂ ନମିତା ମାଆ ଙ୍କ ଚର୍ଚ୍ଚା ଦେଖିବାକୁ ମିଳିଛି।।🙏🙏🙏🙏🙏😭😭😭😭😭
ଅତି ସୁନ୍ଦର ଉପସ୍ଥାପନା ଖୁବ୍ ସୁନ୍ଦର ସାକ୍ଷାତକାର କାର୍ଯକ୍ରମ ଟି ଲାଗିଲା। ଏହି କାର୍ଯ୍ୟକ୍ରମ ଟି ଦେଖି ଅତ୍ୟନ୍ତ ଆନନ୍ଦିତ ହେଲୁ। ଅଶେଷ ଧନ୍ୟବାଦ ସିଦ୍ଧାର୍ଥ TV ଚ୍ୟାନେଲ । ଜୟ ଶ୍ରୀ ଜଗନ୍ନାଥ 🙏🏻🙏🏻
ଠାକୁର ରାଜାଙ୍କ ସାହିତ ହୃଦୟସ୍ପର୍ଶୀ ସାକ୍ଷାତକାର
ବହୁତ ଭଲ ଲାଗିଲା 🙏🙏
ନମିତା ଅପା ଆପଣଙ୍କ ର କି ଭାଗ୍ୟ ଗଜପତି ମହାରାଜା ଙ୍କ ସହିତ ସାକ୍ଷାତକାର 🙏🏻🙏🏻🙏🏻🙏🏻🙏🏻
ଜୟ ଜଗନ୍ନାଥ 🙏🏻🙏🏻🙏🏻 ଜୟ ଜଗନ୍ନାଥ ଟିଭି ଚ୍ୟାନେଲ ଆଗକୁ ଆଗେଇ ଚାଲୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା 💐💐💐💐💐💐👌👌👌👌🙏🏻🙏🏻🙏🏻
, ବହୁତ ସୁନ୍ଦର ଆଲୋଚନା ଆପଣ ଙ୍କୁ 🙏🙏🙏
Qqq
ଆଜି ମହାପ୍ରଭୁଙ୍କ ଦର୍ଶନ ପାଇ ମୁଁ ବହୁତ ଗର୍ବିତ...
ପ୍ରଭୁ ଜଗନ୍ନାଥ ବି ଖୁସି ହେଇଯିବେ ବହୁତ ସୁନ୍ଦର ଅନୁଭୂତି।🙏🙏
ଜୟ ଜଗନ୍ନାଥ 🙏। ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ତଥା ମହାପ୍ରଭୁ ଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବଙ୍କୁ ମୋର ପ୍ରଣାମ 🙏🙏🙏🙏🙏 ।।।।।।
ବହୁତ ସୁନ୍ଦର ଆଲୋଚନା ଜୟ ଜଗନ୍ନାଥ ସ୍ବାମୀ ମୁଁ ବହୁତ ଖୁସି
ଚଳନ୍ତି ଠାକୁର ଶ୍ରୀ ଶ୍ରୀ ଗଜପତି ମହାରାଜାଙ୍କ ସହିତ ସାକ୍ଷାତକାର ଅତ୍ୟନ୍ତ ହୃଦୟସ୍ପର୍ଶୀ। ନମିତା ମାଡାମ ଙ୍କ ଉପସ୍ଥାପନା ଅତ୍ୟନ୍ତ ହୃଦୟସ୍ପର୍ଶୀ।
Mu just Sidhartha📺 tv re live dekhuthili; so mate bahut bhala lagila really..............
Sabuthu bahut bada katha Ame purana ra kichi..... New new katha janilu............... 🙏🙏
So many many tq so very much 🙏🙏🙏🙏🙏🙏 Sidhartha tv ta all team and sita sir ❤namita mam🙏🙏🙏🙏🙏🙏
🙏 ଧନ୍ୟବାଦ , ଖାଣ୍ଟି ଓଡ଼ିଆ କଥା, କାର୍ଯ୍ୟକ୍ରମ ଓ ଓଡ଼ିଆ ଗୀତ କୁ ଆପଣଙ୍କ ଭଲ ପାଇବା ଦିଅନ୍ତୁ , ଆପଣ ମାନଙ୍କ ଏହି ଭଲ ପାଇବା ଆମକୁ ଆହୁରି ଭଲ କରିବା ପାଇଁ ପ୍ରେରଣା ଯୋଗାଇବ !!! #SidharthTV #JayJagannathTV #SidharthBhakti
No Remake- No Dubbing- ଷୋଳ ଅଣା ଖାଣ୍ଟି ଓଡ଼ିଆ..!!
@@OfficialSidharthTV wlcm
Know Douubing .........I know my FOVERTY channel sidhartha📺 tv........
ବହୁତ୍ ବହୁତ୍🙏🙏🙏 ସୁନ୍ଦର ଆଲୋଚନା....... ଜୟ ଜଗନ୍ନାଥ........ 🙏🙏🙏
Vala alachana
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବତୁମେ ଜୟ ଜଗନ୍ନାଥ 🙏🏻
Bahuta vala katha
ଗଜପତି ମହାରାଜାଙ୍କର ଜୟ ହେଉ। ଜୟ ଜଗନ୍ନାଥ।
ଜଗନ୍ନାଥ ସଂସ୍କୃତି ର ପ୍ରଚାର ଓ ପ୍ରସାର ପାଇଁ ସିଦ୍ଧାର୍ଥ ଭକ୍ତି channel ର ଏହି ପ୍ରଚେଷ୍ଟା ନିହତି ଭାବରେ ପ୍ରଶଂସନୀୟ ଓ ପ୍ରଣାମ ଯୋଗ୍ୟ। ଆପଣମାନଙ୍କ ଏହି ପ୍ରଚେଷ୍ଟା ନିରବଚ୍ଛିନ୍ନ ଭାବରେ ଜଗନ୍ନାଥଙ୍କ କୃପାରୁ ଚାଲୁଥାଉ।🙏🙏🙏
ଧନ୍ୟବାଦ ନମିତା ଅଗ୍ରୱାଲ ମେମ୍ ଆପଣଙ୍କ ପାଇଁ ଆମେ ଗଜପତି ମହାରାଜାଙ୍କ ର ଦର୍ଶନ କରି ପାରିଲୁ। ଭଗବାନ୍ ଆପଣଙ୍କୁ ସବୁବେଳେ ଖୁସିରେ ରଖିଥାନ୍ତୁ। ଆପଣଙ୍କୁ ଦୀର୍ଘାୟୁ କରନ୍ତୁ।
ଚଳନ୍ତି ବିଷ୍ଣୁ ଙ୍କ ସାକ୍ଷାତକାର ହେବା କୋଟି ଜନ୍ମ ତପସ୍ୟା ପରେ ହି ମିଳେ 🙏🙏🙏❤️ ବ୍ରହ୍ମା ଆଦି ଦେବତା ଯାହାଙ୍କ ଦର୍ଶନ ପାଇକା ତପସ୍ୟା କରୁଛନ୍ତି ..ଜୟ ଜାଗନ୍ନାଥ
Gajapati Maharaja nku mora Pranam. Bada Thakua Raja nku dekhile Ananda Lage. Namita Didi, Apana nka Upasthapana Ananya. Apanaka upare Maha Prabhu nka krupa semiti thau
ଜୟ ଜଗନ୍ନାଥ🙏🙏ଅତ୍ୟନ୍ତ ମନୋମୁଗ୍ଧକର ଆପଣ ଦୁଇଜଣଙ୍କୁ ଅନ୍ତର ରୁ କୋଟି କୋଟି ପ୍ରଣାମ ଜୟ ଜୟ ଜଗନ୍ନାଥ🙏🙏
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ
ଏହି ସାକ୍ଷାତକାର ଟି ବହୁତ ଭଲ ଲାଗିଲା
ଜୟ ଜଗନ୍ନାଥ 🙏🙏🙏
ବହୁତ୍ ବହୁତ୍ ଧନ୍ୟବାଦ୍ ମଣିମା ଆପଣଙ୍କୁ ଆପଣଙ୍କ ମୂଲ୍ୟବାନ ଆଦେଶ ଓ ଉପଦେଶ ପାଇଁ।ନମିତା ଅଗ୍ରୱାଲ ଙ୍କୁ ମଧ୍ୟ ବହୁତ୍ ବହୁତ୍ ସାଧୁବାଦ୍ ଯେ ସେ ଆମର ଜଗନ୍ନାଥ ସଂସ୍କୃତି ଓ ପରମ୍ପରା କୁ ବଞ୍ଚେଇ ରଖିବାର ପ୍ରାୟାସ କରୁଥିବାରୁ। "ଜୟ ଜଗନ୍ନାଥ "🙏🙏🙏
Namita Apa khub sundar lagila. Kintu gotie byaktigata mantabya debaku jauchhi. Khrab bhabibe nahin.
Maharaj nku Padasparsba mundia marithile bhala lagithanta o parabarti pidhi ama sanskruti sikhi thante.
Namita didi kna sabu bhajan,tanka sabu katha mate bahut vala lage karana mana bhita re tanka ra kichhi b igo nai..se pura narmal.Prabhu tanku vala re rakhantu 🙏🙏
Bahut sundar upastapana, Maa agaku chalantu, Jagarnnath swami apannka ra kalyan karibe.
ପ୍ରଭୁଙ୍କର ହେଆଦ୍ୟ ସେବକ ଗଜପତି ମହାରାଜା ଶ୍ରୀ ଶ୍ରୀ ଦୀବ୍ୟସିହଦେବ ମହାରାଜା ଙ୍କୁ ଏ ଅଧମର କୋଟି କୋଟି ପ୍ରଣାମ ।ଏ ଅଧମ ଆପଣଙ୍କର ପଦ ରଜ ପାଇ ପାରିଲେ ଏ ଅଧମର ଜନ୍ମ ସଫଳ ହୋଇଯିବ । ଆପଣଙ୍କର କରୁଣାକୁ ଅପେକ୍ଷାରେ ।ଅଧମ ପ୍ରଭୁଙ୍କ ଦାସ ।ଜୟ ଜଗନ୍ନାଥ
ପ୍ରଭୁ ଆପଣ ମୋ ଜୀବନ
ମୁଁ ବହୁତ ଭଲପାଏ ଆପଣଙ୍କୁ
ପ୍ରଭୁ ମୋ କୋଳରେ ପିଲା ଟି ଶୀଘ୍ର ଦିଅ ପ୍ରଭୁ 🙏🌹🌹🌹🌹🌹🌹
ଯଦି ମହାପ୍ରଭୁ ଆପଣଙ୍କ ଜୀବନ ବୋଲି ଅଭିହିତ କରିସାରିଲେଣି। ସେ କେବେ ବି ଆପଣଙ୍କୁ ନିରାଶ କରିବେ ନାହିଁ। ତାଙ୍କ ଉପରେ ପ୍ରଗାଢ ବିଶ୍ୱାସ ରଖନ୍ତୁ,ନିଜେ ତାଙ୍କୁ ନିଜ ପୁଅ ପରି ସ୍ନେହ ଦିଅନ୍ତୁ, ଦେଖିବେ ସେ ହିଁ ଆସିବେ ଆପଣଙ୍କ ବାତ୍ସଲ୍ୟ ମମତା କୁ ଝୁରିଝୁରି ଆଉ ସେହି ଜନ୍ମ ନେବେ ଆପଣଙ୍କ ଗର୍ଭରୁ ଆଉ ଆପଣ ହିଁ ପାଇବେ ମହାପ୍ରଭୁ ଙ୍କୁ ନିଜ ସନ୍ତାନ ରୂପରେ।
ଜୟ ଶ୍ରୀ ଜଗନ୍ନାଥ 🙏
ମହାପ୍ରଭୁ ଆପଣଙ୍କ ଇଚ୍ଛା ପୂର୍ଣ୍ଣ କରନ୍ତୁ
ଜୟ ଶ୍ରୀ ଜଗନ୍ନାଥ 🙏
ଜୟ ଶ୍ରୀ ଜଗନ୍ନାଥ 🙏
ଜୟ ଶ୍ରୀ ଜଗନ୍ନାଥ 🙏
Maha Prabhu Apanka Kola purna karantu jay jagarnnatha swami 🙏🙏🙏
ପ୍ରଣାମ ହେ ଚଳନ୍ତି ଠାକୁର..... ମହାରାଜା 🙏🙏🙏
Namita mam ...you are a precious gift for us.
ମୋ ଆଦର୍ଶ ନମିତା ମା' ଆଉ ଠାକୁର ରାଜା ଗଜପତିଙ୍କ ସୁ ଆଲୋଚନା ଅନନ୍ୟ 🙏 ଜୟ ଜଗନ୍ନାଥ 🙏
ଜୟ ଶ୍ରୀ ଜଗନ୍ନାଥ, ଉର୍ନତ,ଓ ମହତ ଚିନ୍ତାଧାରା ସଫଳ ହେଉ, ବିଶେଷ କରି ଶ୍ରୀ ଗଜପତି ମହାରାଜ ଙ୍କ ଉପଦେଶ ଓ ପରାମର୍ଶ କ୍ରମେ କେବଳ ମହାପ୍ରଭୁ ଙ୍କ ତତ୍ୱ ଭିତ୍ତିକ ଲେଖା ର ଭଜନ ପରିବେଷିତ ହେଉ ! ଜୟ ଜଗନ୍ନାଥ
ପ୍ରଥମେ ଗଜପତି ମହାରାଜା ଙ୍କୁ ମୋର ଭୁମିଷ୍ଠ
ପ୍ରଣାମ ଓ ନମିତା ମେମ ଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା
ପ୍ରଭୁ ଜଗନ୍ନାଥ ଙ୍କ କୃପା ରୁ ଜୟ ଜଗନ୍ନାଥ ଚେନେଲ ପାଇଁ
ଯଉ ଚେଷ୍ଟା ସେଥିରେ ସେ ସଫଳ ହୁଅନ୍ତୁ
ଜୟ ଜଗନ୍ନାଥ 🙏🙏🙏
କଥୋପ କଥନ ପ୍ରକ୍ରିୟା ରେ ବହୁତ କିଛି ଭାବ, ଭାବନା ତଥା ଘଟି ଯାଇ ଥିବା ଓ ଘଟୁ ଥିବା କିଛି ମୁହୂର୍ତ ର ଅବତାରଣା ଅତ୍ୟନ୍ତ ମର୍ମ ସ୍ପର୍ଶୀ 🙏🙏
ବୀର ଶ୍ରୀ ଗଜପତି ଗୌଡେଶ୍ବର, ନବକୋଟି କର୍ଣ୍ଣାଟ ଉକ୍ଳଳ ବର୍ଗେଶ୍ବର, ବୀରାଧି ବୀରବର ସଂଗ୍ରାମେ ସହସ୍ର ବାହୁ, ଭୁତଭୈରବ ପ୍ରବଳ ପରାକ୍ରମୀ, ସହସ୍ର କୋଟି ଯୋଜନ ଦୁରରୁ ଜୁହାର କଲୁ ମଣିମା 👑❤🙏. ବିଶିଷ୍ଟ ଭଜନ କଣ୍ଠଶିଳ୍ପୀ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ସେବିକା ନମିତା ମ୍ଯାଡାମ୍ ଙ୍କୁ ବହୁତ ସାଧୁବାଦ୍, ବହୁତ ଧନ୍ଯବାଦ ♥🙏, ଆପଣ ଏତେ ସୁନ୍ଦର ଭାବରେ ମଣିମା ଙ୍କ ସହ ଆଲୋଚନା କଲେ ଓଡ଼ିଶାର ଶ୍ରୀଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାର ପାଇଁ, ବହୁତ ଖୁସି ଲାଗିଲା ଆପଣଙ୍କ ଏ ଅଭିନବ ପ୍ରଚେଷ୍ଟା ପାଇଁ 🙏ସିଧ୍ଧାର୍ଥ ଧାର୍ମିକ ଚ୍ଯାନେଲ ର ପ୍ରଚାର ଆହୁରି ହେଉ 🙏ଜୟ ଜଗନ୍ନାଥ♥🙏
*ଜୟଜଗନ୍ନାଥ ସ୍ବାମୀ.*
*ନୟନପଥ ଗାମୀ*
*ଭବତୁମେ ଭବତୁମେ ଭବତୁମେ*
*🌞ଶୁଭ ସନ୍ଧ୍ୟା🌞*
*🙏🏻 ଜୟ ଜଗନ୍ନାଥ🙏🏻*
Jai shree Jagannath swami Nayan pathagami bhabatu mey 🙏 🙏🙏❤
Koti koti pranam apan dui janaku.🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹
🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ🙏🙏🙏🙏
ବହୁତ ସୁନ୍ଦର ଆଲୋଚନା, ଏଭଳି ଆଲୋଚନା ଜାରି ରହୁ।
କୋକିଳ କଣ୍ଠୀ ନମିତା ଅଗ୍ରୱାଲଙ୍କୁ ଅଶେଷ ଧନ୍ୟବାଦ ଯେ ସେ ଏପରି ଗୋଟିଏ ଉଚ୍ଚ ମାନର channel କରୁଛନ୍ତି।
ଜୟ ଜଗନ୍ନାଥ 🙏
ଜୟ ଶ୍ରୀରାମ ମହାପ୍ରଭୁ ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁ 🙏💐
Thakura Raja Shree Shree Shree Gajpati Maharaj'nku Mora Koti'koti Pranam.O Mahan Kantha'silpi Namita Agarwal Mam'ku Mora Binamra Pranam.....Jay Jagannath.
ଗଜପତି ମହାରାଜଙ୍କ ଜୟ, ନମିତା ମହାସୟା ଙ୍କୁ ପ୍ରଣାମ ଆପଣଙ୍କ ଭଳି ଜଣେ ଜ୍ଞାନି ଗୁଣୀ ମହିଳା କୋଟିଏ ଓଡ଼ିଆଙ୍କ ମଉଡମଣୀ ମହାରାଜ ଗଜାପତିଙ୍କ ସମକକ୍ଷରେ ବସି ବାର୍ତାଳାପ ମୋତେ କାହିଁ ଭଲ ଲାଗିଲା ନହିଁ, ଜୟ ଜଗନ୍ନାଥ.
Atee Sundar Samaya ra Madhura Alochana...
Jay Jagannatha 👏
Radhe Radhe 🙏 Jay Jagannath 🙏 Jay Gopal 🙏🏼Bhagaban nks Asribad Aparnanka upare achhi bahut bahut dhanyabad🙏🙏🙏👍
Bahuta hrudaya swarsi alapa manima n namita bhauni bahuta khushi lagila🙏🙏
ମୁଁ ଶୁଣିଥିଲି ଜାଣିଥିଲି ଗଜପତି ମହାରାଜ ଙ୍କ ସେବା କାର୍ଯ୍ୟ ବିଷୟ ରେ କିନ୍ତୁ କେବେ ଦେଖିନଥିଲି କି ତାଙ୍କ ମୁଖନିସୃତ ଭାଷା ଶୁଣିନଥିଲି, ଆଜି ଦେଖିଲି ଶୁଣିଲି ଏଇ ଚାନେଲ ମାଧ୍ୟମ ରେ, ବହୁତ ବହୁତ ଧନ୍ୟବାଦ ନମିତା ମାଡାମ ଙ୍କୁ, ଆଉ ଗଜପତି ମହାରାଜ ଙ୍କୁ 🙏, ସେ ପ୍ରତ୍ୟେକ କଥା ର ନିଜର ନହେଇ ସବୁ ମହାପ୍ରଭୁ ଙ୍କର ପାର୍ଶ୍ଵ ହେଇ ଉତ୍ତର ଦେଇଛନ୍ତି... ସେତିକି ରୁ ଆମେ ମହାପ୍ରଭୁ ଙ୍କୁ ଆଖି ବୁଝି ଅନୁଭବ କରିପାରୁଛୁ... 🙏🙏
ଆପଣଙ୍କ ଟିଭି ପରଦା "ଜୟ ଜଗନ୍ନାଥ ଟିଭି" ଚ୍ୟାନେଲ ଦେଖିବା ପାଇଁ ଆଜି ହିଁ ଆପଣଙ୍କ CABLE/DTH ଅପରେଟରକୁ CALL/TWEET କରନ୍ତୁ .!
Dish TV, d2h-ChNo-1397 ଏବଂ ଅନ୍ୟାନ୍ୟ cable ରେ ଉପଲବ୍ଧ #JayJagannathTV #NamitaAgrawal #ପୁରୀ
Jay jagannath 🙏🙏🙏 ati sunder upstapan
ସୁନ୍ଦର ଓ ଭାବପୂର୍ଣ୍ଣ ଉପସ୍ଥାପନା🙏
ଦୁନିଆର ସବୁଠୁ ସୁନ୍ଦର ଭିଡିଓ 🙏🙏🙏🌹🌹
Ame samaste bhababibhola hoi galu satare mahaprabhunkara Jay heu 🙏🙏 ebhali eka adhyatmika purna karyakrama pani ame krutangyata gnyapan karuchhu Namita mam nku au Sidharth tv ku 👌🙏
🙏 ଧନ୍ୟବାଦ , ଖାଣ୍ଟି ଓଡ଼ିଆ କଥା, କାର୍ଯ୍ୟକ୍ରମ ଓ ଓଡ଼ିଆ ଗୀତ କୁ ଆପଣଙ୍କ ଭଲ ପାଇବା ଦିଅନ୍ତୁ , ଆପଣ ମାନଙ୍କ ଏହି ଭଲ ପାଇବା ଆମକୁ ଆହୁରି ଭଲ କରିବା ପାଇଁ ପ୍ରେରଣା ଯୋଗାଇବ !!! #SidharthTV #JayJagannathTV #SidharthBhakti
No Remake- No Dubbing- ଷୋଳ ଅଣା ଖାଣ୍ଟି ଓଡ଼ିଆ..!!
Jagannath nka katha kete sundar chamtakar atma santi lagila
Jai Jagannatha Swami 🙏 🌼 🌺 🌼🙏
ଆପଣଙ୍କ ଟିଭି ପରଦା "ଜୟ ଜଗନ୍ନାଥ ଟିଭି" ଚ୍ୟାନେଲ ଦେଖିବା ପାଇଁ ଆଜି ହିଁ ଆପଣଙ୍କ CABLE/DTH ଅପରେଟରକୁ CALL/TWEET କରନ୍ତୁ .!
Dish TV, d2h-ChNo-1397 ଏବଂ ଅନ୍ୟାନ୍ୟ cable ରେ ଉପଲବ୍ଧ #JayJagannathTV #NamitaAgrawal #ପୁରୀ
Satare namita mem nka ahi jaganatha thakura pakhare samarpana vaba dekhi bahuta khusi lagila. Ma mangala amiti khusire rakhantu
Namaskara🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾
Maharaja nka ra Jay hou ama gajapati raja best Maharaja Jay jagannath Jay maa mangala 🌺🌺🌺🌹🌺🌺🌹🌺
ସତରେ ବହୁତ ଭଲ ଲାଗିଲା।
ଗରବେ କୁହେ ମୁଁ ଓଡିଆ,ମୋ ଓଡିଶା ଭାରି ବଢିଆ।
ଜୟ ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ
Mana ku bhaut ananda milila vdo dekhi 🥰🥰
ଜୟ ଜଗନ୍ନାଥ ଜୟ ଗଜପତି ମହାରାଜ 🙏
ଉଭୟଂକୁ ସାଦର ନମସ୍ତେ। ବହୁତ ସୁନ୍ଦର ସାକ୍ଷାତକାର🙏🙏👌👌👌
ଶ୍ରୀ ଗଜପତି ମହାରାଜ କୁଁ କୋଟି ଦଣ୍ଡବତ🙏🙏🙏🙏🙏🙏🙏🙏
କୋଟି ଜନ୍ମର ପୁଣ୍ୟ ବଳେ ସେ ମହାପ୍ରଭୁ ଜଗନ୍ନାଥଙ୍କ ଆଦ୍ୟ ସେବକ ହେବାର ସୌଭାଗ୍ୟ ପାଇଛନ୍ତି।
ମନିମାଙ୍କର ଜୟ ହେଉ🙇🙇🙇
ଦଣ୍ଡବତ ମହାରାଜା, ଆପଣ ଦୟାକରି ଶ୍ରୀମତୀ ନମିତା ଅଗ୍ରୱାଲ ଙ୍କୁ କୁହନ୍ତୁ, ସେ ଯେଉଁ ସାଇବାବା ଗୀତ ଗାଉଛନ୍ତି,ସେ ସବୁ ବୈଦିକ ଶାସ୍ତ୍ରରେ ଲେଖା ନାହିଁ, ସାଇବାବା ଭଗବାନ, ଏ ସଭି କାପ୍ଳନିକ ବିଚାର, ପାଖଣ୍ଡ ଧର୍ମ, ବୈଦିକ ସନାତନ ଧର୍ମ ଶାସ୍ତ୍ର ପ୍ରମାଣ ହେବା ଦରକାର।
ପ୍ରଣାମ ଆଜ୍ଞା ଜୟ ଶ୍ରୀ କୃଷ୍ଣା
ରାଧେ ରାଧେ
Jay jagannath 🙏 ♥️, jay panchasakha 🙏 ♥️, heartly many many thanks to Siddhartha TV ebhali show pain
ସ୍ଵତନ୍ତ୍ର ସାକ୍ଷାତକାର ଚଳନ୍ତି ଠାକୁର ରାଜା ପୂଜ୍ୟ ଦିବ୍ୟ ସିଂହ ଦେବୀ ଓ ସ୍ବର ସେବିକା ମାମ ନମିତା ଅଗ୍ରୱାଲ ସାକ୍ଷାତକର ଓ ଆଲୋଚନା ଖୁବ ଭଲ ଲାଗିଲା,ଶେଷରେ ସିଦ୍ଧାର୍ଥ ଟିଭି chaneleku ଧନ୍ୟବାଦ୍ ।ଜୟ ଜଗନ୍ନାଥ,ଜୟ ମାଆ ତାରିଣୀ, କେନ୍ଦୁଝର ଚମ୍ପୁଆ।
ଆପଣଙ୍କ ଦ୍ୱାରା ଉପସ୍ଥାପନା ହେଉ ମଣିମା 🙏🙏🙏🛕💐
ଗଜପତି ମହାରାଜା ଙ୍କ ଚରଣେ ଭୂମିଷ୍ଟ ପ୍ରଣାମ ।
ଲକ୍ଷେ ରଜାଙ୍କ ମଉଡମଣୀ ଗଜପତି ମହାରାଜ ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ଙ୍କୁ ମୋର ଭୂମିଷ୍ଠ ପ୍ରଣାମ
ଜୟ ଜଗନ୍ନାଥ 🙏🙏🙏🙏❤️❤️❤️👍🏻👍🏻👍🏻❤️🙏🙏🙏🙏🙏🙏🙏🙏❤️❤️❤️❤️❤️❤️🙏🙏
Jay jagannath 🙏⭕❗⭕🙏
Sri gajapati maharaj nku mora antarika pranam 💐💐🙏🙏💐💐 & Namita mam 🙏🙏🙏💐
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭାବତୁମେ 🙏🙏🙏🙏
ଜୟ ଜଗନ୍ନାଥ ମହାବାହୁ 🙏🙏🙏🙏
Jay Jagannath , First Gajapati Maharaja nku koti pranam ,it will inspire to all devotees in the world .
ବହୁତ ସୁନ୍ଦର ଆଲୋଚନା। 🙏🙏
Jay jagannath 🙏🙏
Ganapati maharaja nku pranam..
Jay Jagannath.Jagannath TV nka prachestha re Jagannath sanskruti prachar prasar Heba.Bahut anandar bisaya.Maharaja nku pranam.Mam nku dhanyabad.
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ
ନିଳାଦ୍ରୈ ଶଙ୍ଖ ମଧ୍ୟେ ଶତଦଳ କମଳେ ରତ୍ନ ସିଂହାସନସ୍ଥମ୍
ଶର୍ମା ଅଳଙ୍କାର ଜୁକ୍ତ° ନବଘନ ରୁଚିର° ସଜୁକ୍ତ°
ଜାଗ୍ରଜେନ
ଭଦ୍ରାୟା ବାମ ଭାଗେ ରଥ ଚରଣ ଯୁତଙ୍ଗ
ବ୍ରହ୍ମା ରୁଦ୍ରେ ବଂଦ୍ୟ
ଦେବାନଙ୍ଗ୍ ସାରମେଙ୍କ୍ ଶୋଜନ ପରି ବୃତ°
ବ୍ରହ୍ମ ଦାରୁ ସ୍ମାରମି। 🙏 ଜୟ ଜଗନ୍ନାଥ🙏
Namaste to spiritual, divine king.
ହରିଓଁ
ଜୟ ଜଗନ୍ନାଥ
Jai Jagannath Swami,Nayan path Gami.
Prabhu kebe ashirwad karibe.
ଖୁବ୍ ସରଳ ସୁନ୍ଦର ଭାଷାରେ ବୁଝାଇଲେ ଧନ୍ୟବାଦ
ଆଲୋଚନା ଟି ଅତ୍ଯନ୍ତ ହ୍ରୁଦୟସ୍ପର୍ଶୀ ମାମ୍ । ଜୟ ଜଗନ୍ନାଥ ।
thakua maharaja nku Mora koti koti pranam
ବହୁତ ଭଲପ୍ରୟ।ଶ
Bahuta vala
Namita madam satare , Jagannath nka ra bahut bada bhakta
Jay Jagannath
ମୁଁ ସେତେବେଳେ ଅଷ୍ଟମ ପଢ଼ୁଥିଲି। ଆପଣଙ୍କ ସେବାରେ ନିଷ୍ଠା ଦେଖି ସବୁଭକ୍ତ ମୁଗ୍ଧ ଓ ଭାବ ବିହ୍ବଳ ହୋଇଯାଇଥିଲେ।
Hrudaya ru bahut bahut Pranam chalanti Jaganathnku o Namita Mamnku jiye ke Jaganathnka nama re Jaganath Chanel kariba pai..
Hare Krishna hare Krishna Krishna Krishna hare hare hare ram hare ram ram ram hare hare Jay jaganntha pravu Jay lokanatha parvu jay
ମଣିମା ଆପଣଙ୍କର ଜୟ ହେଉ 🙏
ମହାପ୍ରଭୁ ଙ୍କର ଜୟ ହେଉ
ଶତ ଶତ ପ୍ରଣାମ ମୋର ଠାକୁର ଶ୍ରୀ ରାଜାଙ୍କୁ ସହିତ ମାଁ କୁ
ଗଜପତି ଠାକୁର ରାଜା ଙ୍କୁ 🙏🙏🙏
Kokila kanthhi Namita Agarwal ku koti pranam
Koti koti pranam uvay nku
Bhala lagila
Jay Gajapati maharaj,Jay Namita mam.
ଜୟ ଶ୍ରୀଜଗନ୍ନାଥ 🙏🙏
ଆପଣଙ୍କ ଟିଭି ପରଦା "ଜୟ ଜଗନ୍ନାଥ ଟିଭି" ଚ୍ୟାନେଲ ଦେଖିବା ପାଇଁ ଆଜି ହିଁ ଆପଣଙ୍କ CABLE/DTH ଅପରେଟରକୁ CALL/TWEET କରନ୍ତୁ .!
Dish TV, d2h-ChNo-1397 ଏବଂ ଅନ୍ୟାନ୍ୟ cable ରେ ଉପଲବ୍ଧ #JayJagannathTV #NamitaAgrawal #ପୁରୀ
ଗଜପତି ମହାରାଜ ଙ୍କ ଜୟ ହେଉ
Ete din pare ehi channel gote great episode dekhibaku milila
Jaya 🙏 jagannath 🌻 Swami 🙏🏵️ Sundar 💞katha 👌
ଜୟ ଜଗନ୍ନାଥ ପ୍ରଭୁ 🙏❤
ବହୁତ ଭଲ ବହୁତ ଭଲ ଜୟ ଜଗନ୍ନାଥ
Very nice camunicason, jay jagannath ⁰00
Jay sri jagannath swami 🙏 Maharajanku satbar pranam