ବ୍ରାହ୍ମ ମୁହୂର୍ତ୍ତର ମାହାତ୍ମ୍ୟ । Brahma Muhurtta Ra Mahatmya । Bipini Bihari Samal । Odia Prabachan ।
Вставка
- Опубліковано 9 лют 2025
- ସାଂସାରିକ କର୍ମ କରିବା ପାଇଁ ଯେମିତି ନିର୍ଦ୍ଦିଷ୍ଟ ସମୟ ଥାଏ। ସେହି ସମୟରେ ସେହି କାମ ନକଲେ କାର୍ଯ୍ୟଭାର ବଢିଯାଏ। ଠିକ ସେମିତି ବ୍ରାହ୍ମ ମୁହୂର୍ତ୍ତର ସଦୁପଯୋଗ ନକଲେ ଜୀବନ ର ଅନ୍ୟ ସମସ୍ତ କାର୍ଯ୍ୟ ସୁରୁଖୁରୁ ରେ ସମ୍ପାଦନ ହୋଇ ପାରେନାହିଁ।
𝗚𝘂𝗿𝘂𝘀𝘄𝗮𝗺𝗶
ଗୁରୁସ୍ୱାମୀ
🙏🙏🙏🙏
𝗣𝗹𝗲𝗮𝘀𝗲 𝗹𝗶𝗸𝗲,𝘀𝗵𝗮𝗿𝗲 𝗮𝗻𝗱 𝗰𝗼𝗺𝗺𝗲𝗻𝘁 𝘁𝗵𝗲 𝘃𝗶𝗱𝗲𝗼.
𝗳𝗼𝗿 𝗺𝗼𝗿𝗲 𝘃𝗶𝗱𝗲𝗼𝘀 𝗽𝗹𝗲𝗮𝘀𝗲 𝘀𝘂𝗯𝘀𝗰𝗿𝗶𝗯𝗲 𝘁𝗼 𝗺𝘆 𝗰𝗵𝗮𝗻𝗻𝗲𝗹
#𝗕𝗶𝗽𝗶𝗻𝗶𝗯𝗶𝗵𝗮𝗿𝗶𝘀𝗮𝗺𝗮𝗹
#𝗽𝗿𝗮𝗯𝗮𝗰𝗵𝗮𝗻
#𝗼𝗱𝗶𝗮𝗽𝗿𝗮𝗯𝗮𝗰𝗵𝗮𝗻
Exlent pravachan,I like kit very much.i watch regularly. ମୋ ପ୍ରତି ଟିକେ ଦୟା ରଖିବେ । ୬୩ ବର୍ଷରେ ମୁଁ ଉପନୀତ । ମାନସିକ ଦୁଶ୍ଚିନ୍ତା ପ୍ରବଳ ମାତ୍ରା ରେ ଗ୍ରାସ କରିଛି କେବଳ ମୋର ଗୃହିଣି ପାଇଁ। ବ୍ୟବହାର ବହୁତ ତିକ୍ତ ଅଟେ ।ଅସହ୍ୟ କଟୁବାକ୍ୟ । ତେଣୁ ଆପଣଙ୍କ ପାଖରେ ଆଶ୍ରୟ ନେବା ପାଇଁ ଇଚ୍ଛା ପ୍ରକଟ କରୁଅଛି କାରଣ କିଛି ଜ୍ଞାନ ଆହରଣ କରିବି।ହୁଏ ତ ଶାନ୍ତି ନିଶ୍ଚୟ ମିଳିବ।
Bahut sundar guruji
Very nice and heart touching helpfull for all
Guru swami
👌👌 very nice topic. God bless u always. Jai guruswami🙏🙏
Jay jagannath🙏🏼🙏🏼🙏🏼🙏🏼
Shree guru Swami
ଜୟ ଶ୍ରୀ ରାଧେ ରାଧେ ଗୁରୁଦେବ
ପ୍ରଣାମ। ମୁଁ ସୌଭାଗ୍ଯବତୀ ଯେ , ଆଜି ଏ ଭିଡିଓ ଦେଖିବାକୁ ସୌଭାଗ୍ଯ ମିଳିଲା। ଧନ୍ଯବାଦ। ଜୟ ଜଗନ୍ନାଥ। ପ୍ରଣାମ
ସୁନ୍ଦର ଊପଦେସ ସାର
Jay guru
ବହୁତ ସୁନ୍ଦର 😊
ସାରେ ଭଲଶିଖିବାକୁମିଳିଲା ପ୍ରଣାମ
Bahuta bhala lagila apanaknu pranam.
Om num sibya🙏🏼🙏🏼🙏🏼🙏🏼
Hare Krishna hare Krishna
ନମସ୍ତେ ବହୁତ ସୁନ୍ଦର
Jay Jagannath 👃👃🔱🔱🙏🙏🕉️🕉️🕉️
Jay Jagannath Swami 🌷🌷🌷🙏🌹💐🌹
SRI GURUSWAMI 🙏🙏🙏
ଜୟ 🌴🚩ଶ୍ରୀ 🚩🌴ପଞ୍ଚସଖା 🌴🚩🚩🌴ଜୟ 🚩🌿ଶ୍ରୀ🚩🌴 ଜଗନ୍ନାଥ 🌿🚩🌻☘️🌱🌴🚩🌿☘️🌱🌴🚩🌿🌻🌻☘️
ବହୁତ ସୁନ୍ଦର କଥା ❤❤❤ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଭବ ତୁମେ ଭବ ତୁମେ 🙏🙏🙏🙏🙏
Bahut sundar Katha kahile Sir
Bpini bhai Java hau apa aka prabachana bahuta sundara
Goodsir
Omm Gurabe namah
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🌿ରାଧେ🚩🌿 ରାଧେ🚩🌿 ରାଧେ 🚩🌿🍀🌻
Jay Shree Jagannath.Pranam Bipin Bhai
ବ୍ରାହ୍ମ ମୂହୁର୍ତ୍ତ ବିଷୟରେ ଆଲୋଚନା କରିଥିବାରୁ ଅନେକ ଧନ୍ୟବାଦ ଭାଇ
ଗୁରୁ ସ୍ୱାମୀ 🙏🙏
Pranipat. Dhanyabad.
Jay Charamnatha purusa
Jaya jagarnath Swami Nayan pata gami bhaba tume
Nice video👍👌🙏🙏🙏🙏🙏
JAI JAGANNATH 🙏🙏🙏
Mahaprabhu TUMBHA PADAPADMATALE MORA
KOTI koti naman 🙏🙏🙏
MAHASAYA mora apananku
sadar pranam 🙏💅
JAI MAA 🙏 LAXMI 🙏
JAI JAGANNATHA Swami
Nayana patha gami 🙏🙏🙏💅💅💅💅💅💅💅💅💅💅💅🙏🙏🙏
ବହୁତ,ବହୁତ ଧନ୍ୟବାଦ, ଜୟଗୁରୁଦେବ
Omm Jay kalkiram jay shree charam nathay Omm namo bhagabate keshab chandry bhai guru swami
Bahut Badhiaa Katha dhanyabad🙏🙏
Jay Shri Ram ..... Jana Kalayan Nimanta Sundar Barta🙏🙏
Jai sadguru
🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ 🏳️🌈🏳️🌈🏳️🌈🪔🪔🪔👋👋👋🙏🙏🙏🏡🏡🏡
Jay Jagannath
ବହୁତ ସୁନ୍ଦର ଗୁରୁଦେବ... 🙏🏻🙏🏻🙏🏻
very nice programme sir
ଆମେମାନେ ସମସ୍ତେ ବ୍ରାହ୍ମ ମୁହୂର୍ତ ମହତ୍ତ୍ୱ କୁ ଉପଭୋଗ କରିବା ଦରକାର ଯାହା ବିପିନ ଭାଇ ମହୋଦୟ ଆମମାନକୁ ପ୍ରେରିତ କରାଉଛନ୍ତି ତାହା ଆମେ କାର୍ଯ୍ୟରେ କରିବା ଦରକାର ବିପିନ ଭାଇଙ୍କର ଏହିଭଳି ମତାମତ ସର୍ବଦା ଆମମାନଙ୍କ ପ୍ରତି ସର୍ବଦା ରହୁ ଗୁରୁଃସ୍ୱାମୀ
Uni I yoi
@@goutamnayak1589 good bakya
Bhagaban apanaku sabu bele bhalare rakhibe prabhu
jay🚩☘️ shree🌴🚩 guru☘️🚩 dev🚩☘️
jay ☘️🚩shree ☘️🚩panchasakha☘️🚩
jay 🚩☘️shree☘️🚩 hanuman☘️🚩
jay 🚩☘️shree☘️🚩 jagannath☘️🚩
❤ GURUSWAMY ❤OMM SHREE KESHAVAYA NAMAH ❤😢😢😢😢😢🙏🙏🙏🥰🥰
ନମସ୍କାର ସାର ବହୁତ ସୁନ୍ଦର ଭିଡିଓ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆଉ ଗୋଟିଏ କଥା ବ୍ରହ୍ମ ମୃହୁର୍ଭ କେତେବେଳେ ଆରମ୍ଭ ହୁଏ ଆଉ କେଉଁ ସମୟରେ ଶେଷ ହୁଏ ? ଆପଣ କମେଡ୍ ର ଅପେକ୍ଷା ରେ 🙏🙏🙏🙏
ଆପଣଙ୍କୁ ମଧ୍ଯ ପ୍ରଣାମ🙏 ଜୟ ଜଗନ୍ନାଥ ଜୟ ଗୁରୁ🙏
ବହୁତ ସୁନ୍ଦର ପ୍ରବଚନ. ହରିନାମେ ki ରସ ଅଛି.ପାନ କଲା ଲୋକେ ସିଏ ଜାଣିଛି.🙏🙏
सत रे किंबा मिच्छ रे प्रयोग करि देख ।जे मनुष्य सोईबा पूर्व रू प्रभु कु कहन्तु हे प्रभु मते 3बजे उठाई दियंतु ।आपणकु निश्चये प्रभु आपणंकु 3टा रे अवश्य उठाई देबे ,ता परे आपण जानीबे प्रभु कु स्मरण करी सोईले की लभ अच्छी।एक सेकंड भी फर्क न होई थाए ।ए सबु गुरूंक महीमा ।प्रभुकंर आशीर्वाद ।आपण मात्र दिने करी देखीले सबु दिने एहा अबश्य करीबे ।विद्यार्थी लागी सबु थुं बढीया।जय जगन्नाथ सबु तुम्हरी महीमा प्रभु।
जेते लोक मो काँमेन्ट पढीबे थरे हेले अबश्य प्रयोग करी रिप्लाय करंतु।
Jay shree jagannat
🌺🙏ଗୁରୁ ପ୍ରଣାମ🙏🌺
🙏🌹ଜୟ ଜଗନ୍ନାଥ ସ୍ବାମୀ🌹🙏
ଅତି ସୁନ୍ଦର ଉପଦେଶ ମହାଶୟ !! ସଭକ୍ତି ପ୍ରଣାମ 🙏🙏
Om Nam shivay Om Nam shivay Om Nam shivay
ଜୟ ମାଁ ତାରା ତାରିଣୀ 🚩🚩🚩
ଜୟ ମାଁ ଡାଳ ଖାଇ 🚩🚩
ଜୟ ମାଁ ଅନ୍ନପୂର୍ଣ୍ଣା 🚩🚩
ଜୟ ମାଁ ସୁଭଦ୍ରା 🚩🚩
ଜୟ ମାଁ ଗ୍ରାମଦେବୀ 🚩🚩🚩
ଖୁବ ଜୀବନୋପଯୋଗୀ ବିଷୟ ,
Thanks bhai for your right direction.
Hare Krishna 🙏🌹🌻🌻. dandavat pranam.....
🙏ଜୟ। ଗୁରୁ ଦେବ 🙏ଜୟ। ଜଗନ୍ନାଥ। ସୁନ୍ଦର। କଥା
ସୁନ୍ଦର ବାର୍ତା ବିପିନ୍ ଭାଇ
Very good advice. Do hard work
Bahut sundar aalochona
Jai Sadguru 🙏
Bhut sundar katha
जय जगन्नाथ ।
Dhanyabad brahmono mohasoy
Sunder tips.joyguru
Very interesting 🙏🙏🙏🙏🙏
Guruswami bhai🙏🙏🙏
Pranam Jay Jagannath bahut Sundar video🙏👍
Good jay shree ram
Very good. Jay Gurudev. Jay Sishuananta.
Nice👏👏
ଜୟ ଜଗନ୍ନାଥ ଗୁରୁ ଭାଇ. କେତେବେଳେ ଉଠିବା
ବିଷୟ ବସ୍ତୁ ଟି ଭଲ ଲାଗିଲା.
Pranam Prabhu
apanakara Sabu katha ku suni mu Mara jibanaku badalai baku chaunchhi kariparibi prabhu
Harekrishna🙏🙏🙏🙏🙏
🚩🙏❤Jay Jagannath Bhai pranam 🙏⭕‼️⭕🙏❤🚩🌼🌺🌼⭕‼️⭕🌼🌺🌼
bahut bahut dhanyabad bhai a amulya katha ku sunaithibaru,guruswami🙏
Bahut sundar opinion
ହର 🌳🚩ହର🚩🌴🌻 ମହାଦେବ🌴☘️🌻🌺🌳🌱🍀🌿☘️🌴🌳jay🚩🌿 matajee🌿🚩🌻🌻🌲🌴🌱🍀🌲☘️🌿🚩🌴🌲🌻🌱🍀☘️🚩🌿
Really too good
Jay Gurudeb
Jay Jagannath
ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ଗୁରୁଜୀ 🙏🙏🙏👌👌👌
ଜୟ ଗୁରୁଦେବାୟ ନମ୍ଃ। ଆପଣଙ୍କ ଅନେକ ଗୁଡ଼ିଏ ମୂଲ୍ୟବାନ ଏପିସୋଡ୍ ମଧ୍ୟରୁ ସର୍ବାଧିକ ଗୁରୁତ୍ୱ ବହନ କରୁଥିବା ଏହି ଏପିସୋଡ୍ ଉଭୟ ଆଧ୍ୟାତ୍ମିକ ଓ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ରୁ ସମାଜ ପାଇଁ ଅତୀବ ଅମୂଲ୍ୟ ଦୁର୍ଲଭ ବାର୍ତ୍ତା।
Ccfcccn dc b9
Jay Gurudebay namah
Jay Jagannath🙏
Jay Jagannath
Guruswami
ହଜାର ପ୍ରବଚନ ଶୁଣିଛି କିନ୍ତୁ ଆପଣଙ୍କ ପରି ପ୍ରବଚନ କେବେ ଶୁଣି ନଥିଲି, ବିଶ୍ଳେଷଣ ଭଉତ
ଭଲ ଲାଗୁଛି ପରିବର୍ତ୍ତନ କରିବା ପରି ଆଧ୍ୟାତ୍ମିକତା ଆଡକୁ ଅଗ୍ରସର କଲା ବଳି ପ୍ରବଚନ!🙏🙏
Very nice guruswami
Anupama sundaray 🙏🙏🙏🙏🙏❤️
ଆଲୋଚ୍ୟ ବିଷୟ ବହୁତ ସୁନ୍ଦର ଭାଇ।ଜୟ ଶ୍ରୀ ଗୁରୁସ୍ୱାମୀ🙏
🙏🙏🙏🙏 bahut hi sundar Katha kahile..jay jagannatha
Apananku bahut bahut dhanyabad brahma muhrta alochana Pai gurudeba apananku asisa karantu joy guruswami.
Ati sundara katha
ନମସ୍କାର ସାର ବହୁତ ସୁନ୍ଦର ଭିଡିଓ ବ୍ରାହ୍ମ ମୂହୁର୍ତ୍ତ ବିଷୟରେ ଆଲୋଚନା କରିଲେ ବହୁତ ବହୁତ ଧନ୍ୟବାଦ କିନ୍ତୁ ଗୋଟିଏ କଥା କୁହନ୍ତୁ ଏଇ ବ୍ରାହ୍ମ ମୂହୁର୍ତ୍ତ କେତେବେଳେ ଆରମ୍ଭ ହେଇ କେତେ ବେଳେ ଶେଷ ହୁଏ ଏତିକି ଅନୁରୋଧ କୁହନ୍ତୁ କେତେବେଳେ ଆରମ୍ଭ ହୁଏ ଏହି ମୂହୁର୍ତ୍ତ ଆପଣଙ୍କ କମେଡ୍ ର ଅପେକ୍ଷା ରେ 🙏 🙏🙏
Nice
ବାଃ ଅତି ଗୁଢ଼ ରହସ୍ୟ କଥା ଜଗତ କୁ ପ୍ରଦାନ କରୁଛନ୍ତି ଆପଣ... ସନାତନ ଧର୍ମ ର ଜୟ ହେଉ......... 🙏🙏🙏🙏🙏
tu y
ଗୁରୁଃସ୍ୱାମୀ ଭାଇ, ବହୁତ ସୁନ୍ଦର କଥା
I know it's pretty randomly asking but do anyone know a good site to watch newly released movies online ?
@Kristopher Phoenix I use Flixzone. Just google for it =)
@Xavier Axl Yea, have been watching on Flixzone for since march myself :)
@Xavier Axl Thank you, signed up and it seems like they got a lot of movies there :D Appreciate it !
@Kristopher Phoenix Glad I could help =)
🙏🙏🙏🙏🙏🙏💐💐💐💐
Supper barta