ମୁଁ ମଲା ପରେ || କଣ୍ଠ,ଗୀତ,ସଂଗୀତ:- ରବୀନ୍ଦ୍ର ମହାପାତ୍ର|| Mun Mala Pare ||Rabindra Mohapatra Odia Bhajan

Поділитися
Вставка
  • Опубліковано 28 жов 2024
  • ✽ କଣ୍ଠ / ଗୀତ / ସଂଗୀତ: ରବୀନ୍ଦ୍ର ମହାପାତ୍ର
    ************************************
    ମୁଁ ମଲାପରେ କେହି ଯେ ନ କହୁ
    ମରିଗଲା ଭଲ ହେଲା
    ଏମିତି ମଣିଷ କର ମତେ ପ୍ରଭୁ
    ଲୁହରେ ସବୁରି ଆଖି ଭିଜୁଥିବ
    କୋହରେ ସବୁରି ହ୍ରୁଦ କାନ୍ଦୁଥିବ
    ହେ ମଣିମା, ଜାଣିବି ମୋ ଜନ୍ମ ସାର୍ଥକ ହେଲା ||୦||
    ************************************
    ସ୍ୱର୍ଗ ଦୁଆରରେ ନ ଜଳିଲେ ନାହିଁ
    ଗାଆଁ ମଶାଣିରେ ଜଳୁ ପଛେ ଜୁଇ
    ସରଗବାସୀ ମୁଁ ନ ହେଲେ ନାହିଁ
    ନର୍କ ଯନ୍ତ୍ରଣାରେ ପଛେ ରହିବି ମୁହିଁ
    ଏମିତି ମଣିଷ କର ମତେ ପ୍ରଭୁ
    ସବୁରି ହସର କାରଣ ହୋଇଥିବି
    ସବୁରି ମନକୁ ସ୍ନେହରେ ଜିଣୁଥିବି
    ହେ ମଣିମା, ଜାଣିବି ମୋ ଜନ୍ମ ସାର୍ଥକ ହେଲା ||୧||
    ************************************
    ଅବଢ଼ା ଗଣ୍ଡିଏ ଯଦି ନାହିଁ କପାଳେ
    ଶାଗପଖାଳରେ ମୋର ସଂସାର ଚଳେ
    ଡୋରି ଲାଗୁ କି ନ ଲାଗୁ ଶୀରିମନ୍ଦିର
    ମୋ ଭଙ୍ଗା ଠାକୁର ଘରେ ଦର୍ଶନ ମୋର
    ଏମିତି ମଣିଷ କର ମତେ ପ୍ରଭୁ
    ସତରେ ସତରେ ପ୍ରଭୁ ବଂଚୁଥିବି
    ସେବାରେ ସେବାରେ ଆନନ୍ଦ ପାଉଥିବି
    ହେ ମଣିମା, ଜାଣିବି ମୋ ଜନ୍ମ ସାର୍ଥକ ହେଲା ||୨||
    ************************************
    ( ରବୀନ୍ଦ୍ର ମହାପାତ୍ର )
    -------------------
    ✽ଯଦି ଭିଡ଼ିଓଟି ଆପଣଙ୍କ ମନକୁ ଛୁଇଁଥାଏ ତେବେ ଭିଡ଼ିଓଟିକୁ ଲାଇକ ଓ ଶେୟାର କରନ୍ତୁ ଏବଂ କମେଣ୍ଟ କରି ଆପଣଙ୍କ ମତଜଣାନ୍ତୁ ।
    ✽ଆମେ ଭେଟି ଦେଉଛୁ ଓଡ଼ିଶାର ଅଗଣିତ ଦର୍ଶକ ମାନଙ୍କ ପାଇଁ "Rabindra Mohapatra Official” ୟୁ ଟ୍ୟୁବ ଚାନେଲ
    ✽ ତେବେ ଆମ ଚାନେଲ “Rabindra Mohapatra Official”କୁ ସବସକ୍ରIଇବ କରନ୍ତୁ ଓ ବେଲ ବଟନକୁ ପ୍ରେସ କରନ୍ତୁ ଯାହାଦ୍ୱାରା ଆପଣ ପାଇପାରିବେ ସମସ୍ତ ଭିଡିଓ ସହଜରେ ।
    II ଧନ୍ୟବାଦ II
    ✽DIRECTED BY : Laxmi Prasad Mahapatra

    :INSTRUMENTS:
    ✽MUSIC ARANGEMENT & HARMONIUM: Basant Mishra
    ✽TABLA: Jogendranath Swain
    ✽KEYBOARD: Manoj Dutta
    ✽FLUTE: Shyamsundar Rao
    ✽GHUNGUR/KHANJANI: Jyotiranjan Swain
    ✽OCTAPAD: Satyakam Mohapatra
    ✽MIXING & MASTERING BY: Sanjay Moharana
    ✽DUBBING: FTI STUDIO, KHANNAGAR, CUTTACK
    ✽ Watch the video and stay connected with us for more entertainment updates.
    LIKE | COMMENT | SHARE | SUBSCRIBE
    ♪ Enjoy and stay connected with us!! ♪
    ✽ Mail Id: selirabi8680@gmail.com
    ✽Contact Us:+91-9938229463
    ✽ Video Edited & Design By: Suvam Music Media
    ✽ Edited At: Suvam Music Media
    ✽ Camera: Jagannath Senapati
    ✽ Description, Uploaded, Published By: Laxmi Prasad Mahapatra
    ✽Copyrights: @Rabindra Mohapatra Official
    ✽All copyrights of the pictures and music that are used in my videos are owned by its respective owners and I really appreciate them.
    ✽If any of the owners have a problem with your pictures and music used here, please send me a message and i will remove them.

КОМЕНТАРІ • 605

  • @chinu1416
    @chinu1416 Рік тому +8

    ଆପଣଙ୍କ ସୂର ଭଗବାନଙ୍କ ର ନିକଟତର ହେବାର ମାଧ୍ୟମ

  • @rajeshkumarpadhy8972
    @rajeshkumarpadhy8972 Рік тому +8

    🙏 ଧନ୍ୟ ତୁମେ ଶିଳ୍ପୀ ଧନ୍ୟ ତୁମ ଭାବ 🙏 କୋଟି ପ୍ରଣାମ ହେ ମୋ ଶିଳ୍ପୀ ବନ୍ଧୁ / ବଡ଼ଭାଇ 🙏

  • @rabindrasahu7125
    @rabindrasahu7125 2 роки тому +4

    ଯଦି ଏ ଗୀତ ଶୁଣିବା ପରେ ମଣିଷ ନିଜକୁ ବଦଳାଇବା କଥା ଯଦି ସେ ଭୁଲ୍ ରାସ୍ତା ରେ ଯାଉଛି

  • @radhakantarajaguru5183
    @radhakantarajaguru5183 3 роки тому +21

    The reality of life...
    ବାଃ...କି ସୁନ୍ଦର ଭାବ 🙏
    ରବି ଭାଇନା ଆପଣ ଏହି ଗୀତକୁ ପୁରା ଭାବରେ ଭାବରେ ସାରିଦେଇଛନ୍ତି.
    🙏ଜୟ ଜଗନ୍ନାଥ 🙏
    Lyricist ଙ୍କ ପାଇଁ ପଦେ - one of the best 👌👌🙏ସର୍ବଶ୍ରେଷ୍ଠ 🌹🌹
    କଣ ହୋଇଛି ଏହି ଗୀତ!!!!

  • @anantasahu7452
    @anantasahu7452 2 роки тому +3

    ଆପଣ ଜଣେ ଚମତ୍କାର କଳାକାର 🙏sir

  • @odiaplus866
    @odiaplus866 2 місяці тому +6

    ମାମୁଁ ବହୁତ ବଢିଆ

  • @manojdey7509
    @manojdey7509 2 роки тому +2

    Jagannath aapananku dirgha aayusha diyantu ebhali sundar
    gita sunaau thaantu.Bahut sundar
    bhaabagarbhaka gita o swara.🙏🙏

  • @Dinabandhu_Shri_Jagannath
    @Dinabandhu_Shri_Jagannath 4 роки тому +47

    ଅତି ଭାବ ବିଭୋରକାରୀ ସ୍ୱର।ମହାପ୍ରଭୁ ଆପଣଙ୍କୁ ଶଙ୍ଖ ରେ ପୁରେଇ ଚକ୍ର ଆଢ଼ୁଆଳରେ ରଖନ୍ତୁ।ଆପଣ ସତରେ ଅମୃତକଣ୍ଠ।
    ଜୟ ଜଗନ୍ନାଥ 🙏🙏

  • @binodinimeher4298
    @binodinimeher4298 2 місяці тому +2

    Atti sundar bhajan

  • @lingarajdas6664
    @lingarajdas6664 3 роки тому +13

    ସତରେ ସତରେ ଏହିପରି ସେବା କରୁ ଥାଆନ୍ତୁ। ପ୍ରଭୁ ‌ଆପଣଙ୍କ କଣ୍ଠସ୍ୱର ଶୁଣୁ ଥାଆନ୍ତୁ।

  • @bandandalai9135
    @bandandalai9135 3 роки тому +28

    ଆପଣଙ୍କ ସଂଗୀତ ଶୁଣିଲେ ଆଖିରୁ ଅଶ୍ରୁ ଖସିପଡେ ମହାପ୍ରଭୁ ଙ୍କ ଶ୍ରୀମୁଖ ଦର୍ଶନ ହୋଇଯାଏ ସତରେ...😭🙌🚩
    ଜୟ ଜଗନ୍ନାଥ ମହାପ୍ରଭୁ🙏

  • @alekhamalik7302
    @alekhamalik7302 3 роки тому

    Aha love you rabi bhaina apana jane manisha odishara jahanka bhajan jagannath nka nikatare pahanchiba ki sunder bhaba Jay jagannath🙏🙏🙏🙏🙏😍😍😍😍🤗🤗🤗🤗🤗🤗😘😘😘😘

  • @ranjitmastiofficial2079
    @ranjitmastiofficial2079 7 місяців тому +2

    🙏 ଜୟ ଜଗନ୍ନାଥ 🙏 ଆପଣ ପ୍ରକୁତ ସତ କଥା କୁ ଆଲୋଚନା କରିଛନ୍ତି ଅତି ସୁନ୍ଦର

  • @jugalakishorebehera2753
    @jugalakishorebehera2753 2 роки тому +2

    ଭାଇନା ଅପଙ୍କର କି ସୁନ୍ଦର ଭାବ , ଶୁଣି କି ମୋ ଆଖିରୁ ଲୁହ ଆସି ଯାଉଛି।

  • @sunilkumar-cb7tf
    @sunilkumar-cb7tf Рік тому +2

    jay jagannath

  • @goutammalik1387
    @goutammalik1387 3 роки тому +22

    କ'ଣ କହି ଆପଣଙ୍କୁ ଧନ୍ୟବାଦ ଜଣାଇବି ମୁଁ ଜାଣିନି
    ଏତିକି କହୁଛି ଭଗବାନ ଆପଣଙ୍କୁ ଘଣ୍ଟ ଘୋଡାଇ ରଖିଥାନ୍ତୁ ଜୟ ଜଗନ୍ନାଥ 🙏🙏🙏

  • @BirenDamayantiMusic
    @BirenDamayantiMusic Місяць тому +2

    ହୃଦୟସ୍ପର୍ଶୀ ଆଉ ଭାବନାତ୍ମକ। ପ୍ରଣାମ ରବୀନ୍ଦ୍ର ସାର୍ 🙏। ଜୟ ଶ୍ରୀଜଗନ୍ନାଥ 🙏🙏🙏

  • @trilochandas2736
    @trilochandas2736 4 роки тому +30

    ବାଃ ! କଣ୍ଠ, ଗୀତ ଓ ସଙ୍ଗୀତ ଏକକୁ ଆରେକ। ଏଇ ତ ଭାବର ଗୀତ।
    ରବିବାବୁ ମନ ମୋହି ନେଲେ।

    • @kamalagrawal6560
      @kamalagrawal6560 3 роки тому +1

      Ate sundara bhabe Rabindraji ahi geetatiku paribeshana karichhanti taha bhabare pariprakash kari heu nahin,ehi geetatiku suni mo jeebanata sarthaka heigala

    • @ashokkumarnayak9183
      @ashokkumarnayak9183 3 роки тому +1

      Ravi Sir Jai Jagannath, I want to meet you

  • @susantakumarsethy6086
    @susantakumarsethy6086 3 роки тому +7

    ଦୁନିଆରେ ସବୁକିଛି ମିଛ,ଜନ୍ମ ମୃତ୍ୟୁ ଏକା ସତ। ଜୟ ଜଗନ୍ନାଥ।

  • @ShankarPradhan-qr3uc
    @ShankarPradhan-qr3uc Рік тому +2

    Shankar Pradhan goudia borda ganjam odisa Jay jagrnatha purunagita suni mana khusi heli dhanyabada

  • @BishnukumarBaral-es6gx
    @BishnukumarBaral-es6gx Рік тому +4

    ଏଇ ଗୀତଟି ବହୁ ପ୍ରଚଳିତ ହେଲେ ଆପଣଙ୍କ ଗାଇ ବାର ଭାବଧାରା ଏକ ସ୍ୱତନ୍ତ୍ର ଆକର୍ଷଣ ହୃଦୟକୁ ବିଭୋରିତ କରିଦିଏ ଏହାହିଁ ହେଉଛି ଅସଲି କଳାକାରର ଭାବର ଲକ୍ଷଣ , ଧନୁବାଦ ଆଜ୍ଞା ,

    • @BishnukumarBaral-es6gx
      @BishnukumarBaral-es6gx Рік тому

      🙏🙏🙏

    • @laxmanapalo6280
      @laxmanapalo6280 2 місяці тому +1

      ଭାବ ଭକ୍ତିପୂର୍ଣ୍ଣ ଗାୟକ, ଆପଣଙ୍କୁ ନମୋନମଃ 🙏🙏🙏

  • @shubhasmitapanda4779
    @shubhasmitapanda4779 9 місяців тому +1

    Long live Rabindra babu
    Heart touching voice
    superb lyrics

  • @lalitmahabhoi4291
    @lalitmahabhoi4291 Місяць тому +1

    ସୁନ୍ଦର ଅତି ସୁନ୍ଦର ଉପସ୍ଥାପନା

  • @sanjeevpaikray977
    @sanjeevpaikray977 2 роки тому +8

    Wonderful ! Heavenly sounds
    ଜୟ ଶ୍ରୀ ଜଗନ୍ନାଥ !👏

  • @srimantnayak5150
    @srimantnayak5150 3 роки тому +29

    ରବିନ୍ଦ୍ର ଭାଇ ଆପଣଙ୍କ କଥା କହିବା ର ଶୈଳୀ ରେ ଜଣେ ଦୁଷ୍ଟ ଲୋକ ର ହୃଦୟ ତରଳି ଯିବ... And your singing is excellent,,, i am big fan of your..

  • @rakeshbehera8089
    @rakeshbehera8089 2 роки тому +3

    ସତରେ ଏ ଜିବ ମୟା ସଂସାର ରେ ଅଦ୍ଭୁତ ଆମ ଚରିତ୍ର

  • @brahmanandabehera9949
    @brahmanandabehera9949 3 роки тому +2

    କଣ ଗାଇଲ ରେ ଭାଇ ମନ ପ୍ରାଣ ଆତ୍ମା ସମ୍ପୂର୍ଣ ଭିଜିଯାଉଛି ଓଃ God ଏ ଗୀତ ପୁଣି ଆପଣ ନିଜେ ଲେଖିଛନ୍ତି... ଜଗନ୍ନାଥ ଆପଣଙ୍କୁ କୋଟିଏ ଆୟୁଷ ଦିଅନ୍ତୁ... ଯେତେ କହିଲେବି ଆଉ ଭାଷା ନାହିଁ କହିବାକୁ... ନିଶ୍ଚୟ ସାର୍ଥକ କଲେ..... ରବିନ୍ଦ୍ରବାବୁ ବହୁତ ବହୁତ ଧନ୍ୟବାଦ..... ଜୟଜଗନ୍ନାଥ....

  • @sujatasamantaray1789
    @sujatasamantaray1789 3 роки тому +4

    ରବୀନ୍ଦ୍ର ବାବୁ ଭଗବାନ ଆପଣଙ୍କୁ 1000 ବର୍ଷ ପରମାୟୁ ଦିଅନ୍ତୁ {jai jagannath}

  • @purnachandrakar9190
    @purnachandrakar9190 3 роки тому +13

    ରବି ସାର୍, ଏକ ଅମୃତ କଣ୍ଠ, ସ୍ବର, ଭାବ ଭାବନା ସହିତ ଆପଣଙ୍କ ନିଜ ଲେଖାରେ ୟେ ଭଜନ ପରିପୃଷ୍ଠ ହେଲା ବୋଲି ଆମେ ଜାଣିଲୁ। ଜୟ ଜଗନ୍ନାଥ!!

  • @biswajitghadei-y7l
    @biswajitghadei-y7l 17 днів тому +1

    Jay Jagannath super

  • @swarnapravadash1975
    @swarnapravadash1975 2 місяці тому +1

    Gitati hruday sparsi. Rabi. Mahapatra. Nka. Kantha. To. Madya. Marma sapsrasi

  • @nishikantakahalsingh1877
    @nishikantakahalsingh1877 4 роки тому +6

    ମନ ପବିତ୍ର ହୋଇଗଲା ଭାଇ । ଏ ଭାବର ଗୀତକୁ କିଛି ବି କହିବାକୁ ଭାଷା ନାହିଁ ।

  • @diptiranjan5637
    @diptiranjan5637 Рік тому +2

    ଭାବର ଡୋରୀରେ ବନ୍ଧା ସେ ଭକ୍ତି ଭାବର ଏ ଗୀତ ମନକୁ ତାନିନେଉଛି ବାଦ ଠାକୁର ପାଖକୁ
    ପଦି ଏ କଥା ଏଭବ ସ୍ୱର୍ ଏମିତି ଶୁଣୁଥାଏ ଏ କାନ
    ଜୟ ଜନ୍ନାଥ ସମସ୍ତଙ୍କର ମଙ୍ଗଳ କରନୁ

  • @minatik7190
    @minatik7190 3 роки тому +2

    wow wow wow

  • @santiranjanpati4270
    @santiranjanpati4270 3 роки тому +10

    what a voice Rabindra Mohapatra babu, God gifted! really very nice....

  • @skmhomeproduction2127
    @skmhomeproduction2127 4 роки тому +3

    ଭାଇ ଆପଣଙ୍କୁ କୋଟି ପ୍ରଣାମ ।ଖୁବ୍ ସୁନ୍ଦର ଗୀତ ।
    🙏🙏🙏🙏🙏

  • @jagannathrath8108
    @jagannathrath8108 4 роки тому +5

    ଟିକା ଗୋବିନ୍ଦଚନ୍ଦ୍ରର ପଦ ଗୀତର ମାନକୁ ଆହୁରି ଵଢାଇଦେଇଛି। ରବି ଭାଇଙ୍କ ଏଇ ନିଆରା ଭାବ ହୃଦୟସ୍ପର୍ଶୀ।

  • @shubhasishbihari1093
    @shubhasishbihari1093 2 місяці тому +1

    ବହୁତ୍ ସୁନ୍ଦର୍ ଏବଂ ହୃଦୟସ୍ପର୍ଶୀ ଭଜନ ଟିଏ ।
    ବହୁତ୍ ଶିକ୍ଷଣୀୟ ମଧ୍ୟ । ମହାପ୍ରଭୁ ଙ୍କ କୃପାରୁ ଆପଣ ଏମିତି ସୁନ୍ଦର ସୁନ୍ଦର ଭଜନ ଗାଇ ଆମ ଭଳି କିଛି ଲୋକଙ୍କୁ ଭଲ ବାଟ ଦେଖାନ୍ତୁ

  • @rojibehera1554
    @rojibehera1554 2 роки тому +1

    Jay jagannath swami nayan path gami bhaba tume 🙏🙏🙏

  • @dipakkumarbal8318
    @dipakkumarbal8318 3 роки тому +1

    Khub Hrudaysparshi lekha bhai. Apananka kanthare gitati khub sruti madhura hoichhi. Music composition bi chamatkar. Prabhu Jagannatha nka apara karuna sarbada apananka upare rahithau. Jay Jagannath.

  • @jamapadaguptabrahmakhetramtha
    @jamapadaguptabrahmakhetramtha Рік тому +1

    ଆଙ୍ଗ୍ଯା ରବିନ୍ଦ୍ର ବାବୁ ଏହି ମୃର୍ଖ କେତୋଟି ଗୀତ ଦେବ ହେ ମହା ମହିମା ଆପଣଙ୍କ ସୁଲଳିତ ଗାଇବେ ଏକଦମ ଏତିକି ଗୁହାରି ରଖିବେ

  • @sailabalapani961
    @sailabalapani961 2 роки тому +1

    ମୁଁ ଗୋଟେ ଗାୟକ ଭାଇ ଆପଣଙ୍କ ସାହାଯ୍ୟ ପାଇଁ ଆଶା କରୁଛି ବହୁତ କିଛି ସିଖିବା ପାଇଁ ଆପଣଙ୍କ ପାଖରୁ ଆଶା କରୁଛି

  • @sushantaswain204
    @sushantaswain204 2 роки тому +4

    ରବି ବାବୁ ଆପଣଙ୍କ ହୃଦୟ ସ୍ପର୍ଶି ସଂଗୀତରେ ମୋର ମନ ପରମେଶ୍ୱର ଙ୍କ ପାଖରେ ହଜି ଗଲା ଜୟ ଜଗନ୍ନାଥ

  • @swarnalatanaik8379
    @swarnalatanaik8379 3 роки тому +5

    ବାପା ମା ଙ୍କୁ ହରେଇବା ପରେ ଠାକୁର ଉପରେ ଅଭିମାନ କରୁଥିଲି କିନ୍ତୁ ଆପଣଙ୍କ ଏଇ ଗୀତ ଶୁଣିବା ପରେ ପରିବର୍ତ୍ତନ ହେଲା🙏

    • @pravanjansamal6261
      @pravanjansamal6261 2 роки тому +3

      ଆପଣଙ୍କ ମେସେଜ ପଢିକି ବହୁତ୍ କଷ୍ଟ ଲାଗିଲା। ଭଗଵାନ ଆପଣଙ୍କୁ ଖୁସିରେ ରଖନ୍ତୁ। ଜଗନ୍ନାଥ ସାହା ହୁଅନ୍ତୁ ଆପଣଙ୍କୁ ଆଉ ଆପଣ ଙ୍କ ପରିବାର କୁ। ଯିଏ ଦୁନିଆକୁ ଆସୁଚି ସେ ଯିବ ଏଇ ତ ଜୀବନ।

    • @swarnalatanaik8379
      @swarnalatanaik8379 2 роки тому +2

      @@pravanjansamal6261 dhanyabada 🙏

    • @pravanjansamal6261
      @pravanjansamal6261 2 роки тому +1

      @@swarnalatanaik8379 ମଉସା ମାଉସୀ ଙ୍କ ଦେହ କଣ ହେଇଥିଲା

  • @subhasisbiswal4949
    @subhasisbiswal4949 2 роки тому +3

    ହୃଦୟକୁ ସ୍ପର୍ଶ କଲାବରୀ ଭଜନ ଟିଏ ଯେତେଥର ଶୁଣିଲେବି ଆଖିରୁ ଲୁହ ଖସି ଯାଉଛି |🙏🙏🙏🙏🙏

  • @omcreation5988
    @omcreation5988 3 роки тому +4

    ରବି ଭାଇ ଆପଣଙ୍କ ପାଦତଳେ କୋଟି କୋଟି 🙏🙏🙏🙏🙏🙏🙏🙏🙏🙏🙏ପ୍ରଣାମ

  • @pradipkumarbiswal3366
    @pradipkumarbiswal3366 Рік тому +1

    ଅତି ସୁନ୍ଦର କଣ୍ଠ ସ୍ୱର ଭିକାରି ବାଲାଙ୍କ ଅବିକଳ ସ୍ୱର. ଜୟ ଜଗନ୍ନାଥ

  • @SureshKumar-dh8dg
    @SureshKumar-dh8dg Місяць тому +1

    Excellent Rabindra sir 🙏🙏🙏🙏🙏🌹🙏🙏🌹🌹❤️🙏

  • @annapurnamuduly122
    @annapurnamuduly122 2 роки тому +2

    Kete sundara swara au kete sundara lekha. Really heart touching

  • @RahulRana-lf3ih
    @RahulRana-lf3ih 10 місяців тому +1

    ବହୁତ ସୁନ୍ଦର ହେଇଛି, ଶୁଣି ଧନ୍ୟ ହେଲି, ସମସ୍ତ ମୋ, ଧନ୍ୟବାଦ ସାର୍, ଜୟ ଜଗନ୍ନାଥ ‌🌼🙏🏻🪔

  • @sibaramnayak9907
    @sibaramnayak9907 4 роки тому +4

    Jay Jagannath
    କେତେ ଦିନ ପରେ ମିଳିଲା ଗୋଟିଏ ଭଲ ଭଜନ
    ଧନ୍ୟବାଦ ରବୀନ୍ଦ୍ର ସାର

  • @manojrath4106
    @manojrath4106 2 роки тому +1

    Really Rabindra bhajan ti khub bhala lagila god bless you

  • @rkvlogs3618
    @rkvlogs3618 3 роки тому +3

    Wooow,,,, Rabi bhai,,, Jay Jagannath

  • @Sradhanjali_3582_
    @Sradhanjali_3582_ Місяць тому +1

    Jay jagannath prabhu param brahma🙏💩🙏Bahut sundar vajan akhire Luha aasijauchhi😭😭♥️♥️🌹🌹

  • @sarojpadhy5535
    @sarojpadhy5535 2 роки тому +1

    Ohh ete sundar abarnaniya.jay jagannath.apana emiti gita karuthaa au gauthaaa

  • @rashmiranjansamal6062
    @rashmiranjansamal6062 3 роки тому +1

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ,,,,ଆସିବା ଏକା ,,,,,,,ଗଲା ବେଳକୁଯିବା ଏକା,,,,, ଏ ହିତ ଦୁନିଆ

  • @Pratapkumarmaharana2518
    @Pratapkumarmaharana2518 2 роки тому +4

    ଆହା.... କି ସୁନ୍ଦର ଆପଣଙ୍କ ଶବ୍ଦ ର ଶୈଳୀ କି ସୁମଧୁର ପ୍ରଭୁ ଙ୍କର ରସ ଅମୃତ ହୃଦୟ ତରଳି ଯାଉଚି ❤ଜୟ ଶ୍ରୀ ଜଗନ୍ନାଥ 🙏

  • @dilipkumargiri2467
    @dilipkumargiri2467 2 роки тому +1

    Ravindra bhai ahi Gito ku mu baromber baromber sakali sune....thanks for you Rabindra bhai... according to Dilip Giri from Jharkhand

  • @jikuratha1463
    @jikuratha1463 Рік тому +1

    Ehi Gita jeun mane sunithibe ,nischaya tanka netra ru bhaba asru jhari thiba.dhanyabad sir, Jaya Jagannath 🙏🏻🙏🏻🙏🏻

  • @BNMohapatra1964
    @BNMohapatra1964 2 роки тому +3

    ରବି ଭାଇ ଆପଣଙ୍କ କଣ୍ଠର ଯାଦୁ ଚମତ୍କାର। 🙏🌹
    ପ୍ରଭୁ ଜଗନ୍ନାଥଙ୍କ କୃପା ରୁ ଦୀର୍ଘାୟୁ ଓ ନିରୋଗୀ ରୁହନ୍ତୁ।
    ଜୟ ଜଗନ୍ନାଥ 🌹🙏🙏🙏🌹

  • @pujasahoo7038
    @pujasahoo7038 Рік тому +1

    Jay Jagannath Swami Nayana patha Gami Vaba Tume 🙏💗💗🙏 sir kha voice bahut sundar 💓🌷💐💐🌷💓🙏🙏🙏🙏🙏

  • @JayJagannath506
    @JayJagannath506 3 роки тому +5

    ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ତମେ ଏମିତ ଭଜନ ଆମ୍ଭମାନଙ୍କୁ ଭେଟିଦୀଅ ଜ ଏ ଜଗନ୍ନାଥ 🙏🙏🙏🙏🙏🙏🙏🙏

  • @manojkumardutta2398
    @manojkumardutta2398 3 роки тому +1

    Bhaina jaha kuhantu ame jaha bhabithile ta thu bahut bahut bahut bhala hela.... Sabu.. Jay jagannath..... Sabu apananka ichha

  • @nabakishore4297
    @nabakishore4297 3 роки тому +4

    ରବି ଭାଇନା ଜୟ ଜଗନ୍ନାଥ , ଗୀତଟି ବହୁତ ବହୁତ ହୃଦୟସ୍ପର୍ଶୀ । ଭାଇନା ତୁମ ଗୀତ ମୋତେ ବହୁତ ଭଲ ଲାଗେ , ମୁଁ ସବୁବେଳେ ଶୁଣେ ।

  • @lopamudranayak8522
    @lopamudranayak8522 3 роки тому +2

    Bahut sundar lekha aau gaiba.. Satare sir luha asigala.. Bht sundar.. No words for this..... 🙏🙏🙏🙏🙏🙏

  • @samaptibhoi8432
    @samaptibhoi8432 3 роки тому +1

    Rabindra Bhai apananku namaskar,. Mu age re bahut choto hebi apananka tharu sethilagi kan comment Debi Jani paruni but eatika kahibi ki e song ta sunila pare pura kandipakeili , heart toching voice & mind-blowing song,mu bhajan anthakhyari re bahut song sunichhi apanankar mote Sabu Gita bhala lage , Maha Prabhu jagannath pakhare eatiki prathna mora Prabhu apananka family aue samastanka family ku bhala se rakhantu brabhu corana bhali situation ru rakhya karantu 🙏🙏🙏

  • @subratasahoo574
    @subratasahoo574 3 роки тому +6

    Akhire luha asigala, great Rabindra bhai
    Jay Jagannath 🙏🙏🙏

  • @jayjagannath5654
    @jayjagannath5654 3 місяці тому +1

    Jay Gurudev paranama Rabindra Mahapatra namaskar sir 🙏🏾🙏🏾🙏🏾🙏🏾

  • @deepakkumarmangal6550
    @deepakkumarmangal6550 Рік тому +2

    ଗୀତ ଶୁଣି ମନରେ କୋହ ଆସିଯାଉଚି

  • @ranjitbehera4815
    @ranjitbehera4815 3 роки тому +4

    ଅତ୍ୟନ୍ତ ହୃଦୟସ୍ପର୍ଶୀ ସଙ୍ଗୀତ ସତରେ ଆଖିରୁ ଲୁହ ଆସିଗଲା ମୁଁ ଭାବ ବିହ୍ଵଳିତ ହୋଇଗଲି । ରବି ସାର୍ ଙ୍କୁ ଅଶେଷ ଧନ୍ୟବାଦ୍ 🙏 ।

  • @anitamishra5018
    @anitamishra5018 10 місяців тому +2

    Superb heart touching Bhajan 👍👌❤️
    Jay Jagannath Mahaprabhu 🙏🙏🙏🙏🙏

  • @lilismitapatra5959
    @lilismitapatra5959 4 роки тому +4

    Satare Sir apananka voice re aama manaku Thakura nka Katha sunei kini nei sarileni... Jagannatha nka kruparu jibanare apananka lakshya saphala hau...Jay Jagannath..🙏

  • @ashiskumargochhayat7764
    @ashiskumargochhayat7764 3 роки тому +1

    Jay Jagannath
    Jay tetiskoti deva debi

  • @sudhakarnayak9347
    @sudhakarnayak9347 2 роки тому +1

    ସୁନ୍ଦର ଭଜନ ରବିନ୍ଦ୍ର ଭାଇ। 🙏🙏🙏🙏🙏💐

  • @sujatadas3747
    @sujatadas3747 3 роки тому +1

    Rabindra Bhai apanka gita sunile atma ku Santi miluchi amiti gauthantu 🙏mu mohaprabhunka pakhare guhari karuchi Jai jaganatha 🙏

  • @simpiranisahu2046
    @simpiranisahu2046 2 роки тому +1

    Jay jagannath....bhat bhala lagila real line in life

  • @purnachandrapattnayak9978
    @purnachandrapattnayak9978 2 роки тому +3

    ହୃଦୟସ୍ପର୍ଶୀ ଭଜନ। ସମସ୍ତ କଳାକାର ଙ୍କୁ ହୃଦୟରୁ ଧନ୍ୟବାଦ ଅର୍ପଣ କରୁଛି। ଜୟ ଜଗନ୍ନାଥ।

  • @ashishsatpathy1664
    @ashishsatpathy1664 2 роки тому +1

    Sansara ra sabu sukha apnanku milu sabu ichha apnanka ra ichhamaya purna karantu Jai sri Jaganatha Swami

  • @bhikaricharanmishra5537
    @bhikaricharanmishra5537 3 роки тому +1

    ଅତି ସୁନ୍ଦର ଭାବପୂର୍ଣ୍ଣ ପ୍ରାଣସ୍ପର୍ଶୀ ଭଜନ

  • @ganeswarswain908
    @ganeswarswain908 4 місяці тому

    Bahut Sundar Bhajan🙏Jay jagannath 🙏

  • @sanjayadas7539
    @sanjayadas7539 Рік тому +1

    ଧନ୍ୟବାଦ ତୁମକୁ।ଧନ୍ୟ ତୁମର ବୋଲିବା ଶୈଳୀ।

  • @udayabhanuhota7496
    @udayabhanuhota7496 3 роки тому +1

    Rabindra bhai best best best best best best best odia singer

  • @singerjitujena3318
    @singerjitujena3318 4 роки тому +3

    ଖୁବ ଆନନ୍ଦ ଲାଗିଲା ଗୀତ ଶୁଣି... ବହୁତ ଭଲ ହେଇଛି

  • @adityaprince1987
    @adityaprince1987 3 роки тому +5

    Se ta fagunara dola jatare dekha bimana re radha natha...song upload karantu...plz🙏🙏🙏

  • @Dasdas-by5ke
    @Dasdas-by5ke Рік тому +1

    Really , singing style is very attractive and amazing. After late bhajan samrat you will keep his. Name. Your tone is very heart touching. God may bless you.

  • @BHUBANESWAREXPRESS
    @BHUBANESWAREXPRESS 3 роки тому +1

    Apanka saha dekha hela gote dina Katila apananka saha ....bahut khusi legila.....jitu

  • @nikunjabiharibiswal2981
    @nikunjabiharibiswal2981 2 роки тому +1

    Excellent Rabindra sir 🙏🌹🌹🌹🌹

  • @minatirasansara4173
    @minatirasansara4173 3 роки тому +1

    Jay jagganatha. Muna bahuta sundara abhinaya.

  • @sailabalapani961
    @sailabalapani961 2 роки тому +1

    ଆପଣ ମୋତେ ସିଖେଇବା ପାଇଁ ଚାହୁଁଛନ୍ତି କି ହଁ କି ନାହିଁ ଜଣେଇବେ ରହୁଛି ନମସ୍କାର।😔😔😔😔😔😔🙏🙏🙏🙏🙏🙏🙏🙏

  • @mantudigitalbbsr1924
    @mantudigitalbbsr1924 2 роки тому +1

    Oooh super 😘 nice video Bhai 🙏💐😭 Jay Jagannath 🙏💐

  • @kunalproduction4192
    @kunalproduction4192 3 роки тому +1

    ରବୀନ୍ଦ୍ର ସାରଙ୍କୁ ଶୁଣିଲେ ଭଜନ ସମ୍ରାଟ ଭିକାରୀ ବଳଙ୍କୁ ଶୁଣିଲା ପରି ଲାଗେ।

  • @goodchoices4406
    @goodchoices4406 3 роки тому +1

    Kanthare prabhu krupa baari hei jaauchhi. 🙏🙏🙏

  • @akshayakumarnath7752
    @akshayakumarnath7752 3 місяці тому +1

    Your tone and voice is so heart touching,every body will be emotional to wards Jagannath so also attention is only upon Mahapravu Jagannath.Excellent and marvelous performance.God bless you for all times to come...
    Joy Jagannath.

  • @premalatasahoo7595
    @premalatasahoo7595 3 роки тому +1

    ରବି ଭାଇ ଭାବର ଗୀତ

  • @topten7191
    @topten7191 4 роки тому +12

    Heart touching voice
    Nice music
    Love from nayagarh

  • @parthasarathi7851
    @parthasarathi7851 2 роки тому +1

    ବହୁତ ସୁନ୍ଦର ରବିନ୍ଦ୍ର ଭାଇ

  • @susantabehera1853
    @susantabehera1853 2 роки тому +1

    Koti koti naman Rabindra Sir

  • @anitamishra4583
    @anitamishra4583 2 роки тому +1

    Bahut sundar ....Apanku dekhile hrudayaru mamata asijauchhi

  • @sarojnahak6841
    @sarojnahak6841 2 роки тому +1

    ଜୟ ମହାପ୍ରଭୁ ବହୁତ ହୃଦୟସ୍ପର୍ଶୀ ସଙ୍ଗୀତ,ଜୟ ଜଗନ୍ନାଥ ସାର୍

  • @abhilashbhoi6463
    @abhilashbhoi6463 2 роки тому +2

    ଅତି ସୁନ୍ଦର