Family Of Affected Police Officer Makes Demands At 120 Battalion Gate, Bhubaneswar

Поділитися
Вставка
  • Опубліковано 10 лис 2024

КОМЕНТАРІ • 432

  • @Biswajit2019-n3y
    @Biswajit2019-n3y Місяць тому +53

    ଚୋର ଡକାୟତ ପୋଲିସ ର ସ୍ତ୍ରୀ ମାନେ ତମେ କଣ ଜାଣିପାରୁନଥିବ କେତେ ସଚୋଟ ତମ ସ୍ୱାମୀ ମାନେ l ବାହାରିଲେ protest କରିବାକୁ l

    • @kailashsoy462
      @kailashsoy462 Місяць тому +1

      Tanko bando neigole to Sethi pai adichonti athi ame jodi tanke pakhoku routine kori jante tebe tanko mono khusi

    • @bhubanajena2782
      @bhubanajena2782 Місяць тому

      ​@@kailashsoy462ଆରେ ଭାଇ ଏଗୁଡ ବେଧ ପରିବାରର। କିଛି ଫରକ ପଡିବନି | ଝିଅ ଦିନରେ AS| ଡ୍ୟୁଟି କରୁଛି , ରାତିରେ ନାଇଟ୍ ପିନ୍ଧି ଚମଡା ଘସା ଡ୍ୟୁଟି କରୁଛି |

    • @CHANDANRATH-gy6xg
      @CHANDANRATH-gy6xg Місяць тому

      Wow

    • @Bismilah4732
      @Bismilah4732 Місяць тому

      Hmm ଯେ ଭାଇ ଏମାନେ କଣ military station ଆଗରେ protest କରୁଛନ୍ତି. ସେଟା ତ state🧐govt under ରେ ଆସୁନି. Ministry of defence under ରେ ଆସୁଛି. ସେଠି କହିଲେ ୟାଙ୍କ କଥା କିଏ ଶୁଣିବ.

    • @techsecret1616
      @techsecret1616 Місяць тому

      Write katha

  • @ରଣେନ୍ଦ୍ରପ୍ରତାପ

    ପୋଲିସ ତ ନିଲମ୍ବିତ ହେଲେ
    ୟେ ସବୁ 120 ବାଟାଲିୟନ କାହିଁକି ଯାଇଛନ୍ତି।
    DG office ଯାଇକି ଆନ୍ଦୋଳନ କରୁନାହାନ୍ତି

  • @PratapMangaraj-l8y
    @PratapMangaraj-l8y Місяць тому +13

    ଏହିମହିଳାମାନେ ବୁଝନ୍ତୁ ଜଣେ ପୁରୁଷଲୋକ ତାର ପ୍ରାଇଭେଟ୍ ପାର୍ଟ ଜଣେ ମହିଳାଙ୍କୁ ଦେଖାଇବା କେତେଦୂର ଠିକ୍

  • @Kiila-b9p
    @Kiila-b9p Місяць тому +127

    Case ଦିଅ ଏହି ମହିଳା ମାନଙ୍କ ନାମରେ, army ଏରିଆ ରେ ଅନଧିକାର ପ୍ରେବେଶ କରୁଛନ୍ତି,

  • @Rusi-s6r
    @Rusi-s6r Місяць тому +91

    ଏ ମହିଳା ମାନଙ୍କୁ ବାଡ଼େଇ କି ତଡ଼ ଏଗୁରାଙ୍କ କିଛି କାମ ନାହିଁ

    • @sanjayasahoo9278
      @sanjayasahoo9278 Місяць тому +3

      Na re bhai emananka jhi ki ye mananka saha semiti heithile emane kahaku charitra hina kahi thante.

    • @bhubanlenka4702
      @bhubanlenka4702 Місяць тому

      Right

    • @jnpradhan248
      @jnpradhan248 Місяць тому +2

      Sata Janibaku Try Kara Murkha Bhalia Huani

    • @rahulrout3982
      @rahulrout3982 Місяць тому

      Gote ku badaile boli ate case. Tu kahuchi badaiba . Mg tu thana ku asa.

    • @techsecret1616
      @techsecret1616 Місяць тому

      Right 👍

  • @RanjanKumar-mx1ki
    @RanjanKumar-mx1ki Місяць тому +12

    ତମ ସ୍ୱାମୀ ଓ ପୁଅ ମାନେ ପୋଲିସ ହୋଇଗଲେ ବୋଲି କଣ ଭଗବାନ ହୋଇ ଗଲେ କି?

  • @Pradeep_Ak47_1
    @Pradeep_Ak47_1 Місяць тому +67

    Full support to army 💪🏻

    • @mdshahidanwar4540
      @mdshahidanwar4540 Місяць тому +4

      Full support odisha police

    • @jnpradhan248
      @jnpradhan248 Місяць тому +5

      We Respect Army But Se Jhia Army Re Nahi Aau Bhul Ta Bhul Sia Jahabi Haithau Sata Kan Janibaku Try Kara, Eaa Case Re Full Support Odisha Police

    • @chita457
      @chita457 Місяць тому +1

      ​@@mdshahidanwar4540Tu kon hai ne bangladeshi ka odisha me koi kam nahi hai chalo niklo apna desh

    • @chita457
      @chita457 Місяць тому

      @@mdshahidanwar4540 phir tum log israel ko kiyu galat bolte ho israel ho kara sahi Kara Raha fir Palestine koi hak nahi banta kuch bolna ka terror rism phelana ka

  • @dilipharichandan4042
    @dilipharichandan4042 Місяць тому +86

    ଏ ସବୁ ମହିଳା ମାନଂକୁ ଜେଲ ଦରକାର

  • @chinmayamallik64
    @chinmayamallik64 Місяць тому +12

    ମୋଟା ମୋଟା ବିଡା ପଇସା ଆସୁଥିଲା ଏବେ ବାଳ ଥିବ ଯେ ଖାଇବ ସୁନୁ ପାମ୍ପୁଡି

    • @bhubanajena2782
      @bhubanajena2782 Місяць тому +1

      @@chinmayamallik64 ବୁଢିର ଝିଅ ରାତିରେ ନାଇଟ ପିନ୍ଧି ମୋଟା ମୋଟା ନେଉଥିଲା, ବୁଢିସୁନୁପାମ୍ପୁଡି ଖାଉଥିଲା , ବୁଢି ପାଟି ଛତିଆ ପଡ଼ିଜିବ ତ, ବୁଢି ସେକଥା ଜାଣି ବୁଢି ପାଟିରେ ଆଉ ବାଡ ବତା ରହୁନି ।

  • @itsbikram24
    @itsbikram24 Місяць тому +16

    ଏଠି ଉଦ୍ଧତ ଦେଖାଉଛନ୍ତି । ଯଦି ଝିଅ ଚରିତ୍ର ହିନ ସସ୍ପେଣ୍ଡ ପୋଲିସ୍ କଣ ଚରିତ୍ର ବାନ । ତଦନ୍ତ ହୋଇନି ଯଦି ସେ ଝିଅ ମଦ ପିଇ ଗାଳିଗୁଲଜ କଲା କମୁଡ଼ିଦେଲେ ପୋଲିସ୍ କେମିତି କହିଲେ । ତଦନ୍ତ କଣ କେବଳ ଗୋଟିଏ ପକ୍ଷ ରେ ହୁଏ।

  • @Xuy788
    @Xuy788 Місяць тому +63

    ଜଣେ ସାଧାରଣ ପ୍ରାଥମିକ ଶିକ୍ଷକ କହୁଛି କିନ୍ତୁ 90% police ସବୁ ଚୋର, ଗର୍ଦାର, ଲୂଟେରା ଏକ ଜୂଟ ହେଇଛନ୍ତି... ନିରୀହ ଜନତା ଙ୍କ ଠୁ ଲୁଟନ୍ତି... ସାଧାରଣ ଲୋକଟିଏ ବିରୋଧରେ ମହିଳା ଅଭିଯୋଗ କଲେ ତାକୁ ସଂଗେ ସଂଗେ jail କିନ୍ତୁ ଏ police ବାବୁ ମାନେ jail କାହିଁକି ଯାଇନାହାନ୍ତି 😡😡😡

    • @jitendradas5108
      @jitendradas5108 Місяць тому +4

      ଯଦି ସାଧାରଣ ଶିକ୍ଷକ ଟିଏ କହିଲା ପୋଲିସ ଚୋର, ତାହାଲେ ସେମାନଙ୍କୁ ଶିକ୍ଷା ଦେଇଛି କି, ସେଇ ଶିକ୍ଷକ

    • @gobindachandrajena4560
      @gobindachandrajena4560 Місяць тому

      Yes

    • @Blacktiger248
      @Blacktiger248 Місяць тому

      ​@@jitendradas5108e jou 5jana police Magia mane bhuda hela jayan padhileni sikhyaka kn mana karuthile ki😆😆😆😆

    • @Blacktiger248
      @Blacktiger248 Місяць тому +1

      ​@AnkitaMishra-e1gPolice Tara Nija Swarthapain Kam karuchi uparia kichi heijiba boli packet garam heba boli but Army Mane Semitika Nuha Nije maribe satru ku maribe 😀😀😀😆😆

    • @chiranjeevatif03
      @chiranjeevatif03 Місяць тому

      😂😂😂😂😂 pura hard Kari dela bhai..​@AnkitaMishra-e1g

  • @sahoobalia8114
    @sahoobalia8114 Місяць тому +7

    ଆ ରେ ଏଇଟା କ'ଣ ସୁଭଦ୍ରା ଯୋଜନା ଆଫସି

  • @chittaranjanpanda8909
    @chittaranjanpanda8909 Місяць тому +11

    ତମ ଝିଅ ମାନଙ୍କୁ କେହି ଲଗଂଳା କରି କି ପିଟିଲେ ବୁଝି ପାରିବ suspend ହେଲେ କାହିଁକି।

  • @ajoymangal3934
    @ajoymangal3934 Місяць тому +37

    ସସପେଣ୍ଡ ନୁହଁ ବହିଷ୍କାର ଦରକାର
    ସସପେଣ୍ଡ ନୁହଁ ବହିଷ୍କାର ଦରକାର
    ସସପେଣ୍ଡ ନୁହଁ ବହିଷ୍କାର ଦରକାର
    ସସପେଣ୍ଡ ନୁହଁ ବହିଷ୍କାର ଦରକାର

  • @sudhansu0507
    @sudhansu0507 Місяць тому +37

    Suspend kare ba thick hela
    Service ru bida kare ba katha

    • @aryanpatnaik3993
      @aryanpatnaik3993 Місяць тому +1

      Kain bhaii😅. Jhia jaha kahila beda re gara
      Se jhia dance bar ru aasiki natak chaleichi sabu peaceful hisaab re thana re thile

    • @surajoram1515
      @surajoram1515 Місяць тому

      ​@@aryanpatnaik3993right 😂

    • @Childrenstory78
      @Childrenstory78 Місяць тому +2

      ​@@aryanpatnaik3993tu kichi janichu gote ete bada aligation asila pare seita puni women thu .. without suspend re enquiry kmt heba .. eyita janinu sie para govt emplyee.. baki sabu bhul police mankara jetebel jane fir karuchi police sange sange se jaga ku kain galani 2nd police station re duty tym re nighty ,underwear re kn pain ? Ame bi duty karuchu kain ame ta emt haunu .. govt should be take right decision

    • @aryanpatnaik3993
      @aryanpatnaik3993 Місяць тому

      @@Childrenstory78 kouthi Duty?. Kichi janicha police duty bisaya re. 20-30k salary re 24 ghanta kamaw. 100 nataka. Aau jadi se kamaw karuchi normal dress change karithiba due to some emergency kn sabu jana. Se gote jhia maane kn jaha bhoila amruta. Agaw saru investigation. Just bhaba se family upare kn jaauthiba jadi se nirdosh police waala , tahele jetiki loka aithi chodi hauchanti se maane bhul maagi paribe. Jhiankara fake allegations re emiti kete carrier jaichi. So agaw saru. Aai jhia mada piki matal thila

    • @Childrenstory78
      @Childrenstory78 Місяць тому +1

      @@aryanpatnaik3993 oh 24 hr duty ki .. sethipain police station ku bedroom kari neichanti .. tanka family bi na thiba bodhe single life banchthibe 24 hr duty ta 😂dekh kie nirdosa seyita jana achi .. au rahi le wine piba .. wine piba common katha police kn pain fir rakhini ta sah mada marichi women ku .. nirdosa ta para katha mahila case re 3 yr jail ta pare katha barta

  • @Biswajit2019-n3y
    @Biswajit2019-n3y Місяць тому +23

    ଓଡିଶା ପୋଲିସ ଚୋର ଡକାୟତ ସହ ସାଥ ଦେଇ କମିଶନ ପାଏ ଆଓ ସାଧାରଣ ଲୋକ FIR ଦେଇ ଗଲେ ତାକୁ ଦୁର୍ବ୍ୟବହାର କରେ ଡରାଏ ଧମକାୟେ l କୋ ପୋଲିସ ଷ୍ଟେସନ ରେ ପୋଲିସ FIR ରଖୁ ହିଁ ନାହିଁ l ଓଡିଶା ର ସବୁ ପୋଲିସ ଷ୍ଟେସନ ର review ହବା ଦରକାର l ତମକୁ ଲଜ୍ୟା ବେଲଜ୍ୟା ସ୍ତ୍ରୀଲୋକ ମାନେ ତମ ସ୍ୱାମୀ ମାନେ ହଉଛନ୍ତି ସମାଜ ର ସବୁଠୁ ବଡ ଦୁର୍ବୃତ୍ତ 😡 protest କରିବ l

  • @mir5311
    @mir5311 Місяць тому +6

    Full support for army

  • @Eatingnonvegdaily
    @Eatingnonvegdaily Місяць тому +21

    ତମ ଝିଅ ଯଦି କିଛି କରିନି ତମ ପାଖକୁ ଯେତେବେଳେ ସେମାନେ ଗଲେ ନିଜ ସୁରକ୍ଷା ପାଇଁ କଣ ପାଇଁ ତାଙ୍କୁ ସେମାନେ କେହି ସାହାଯ୍ୟ କଲେଣି ଏତିକି ତ ତାଙ୍କ ପାଇଁ କରିଥାନ୍ତେ ତାଙ୍କ ସହିତ pcr ଗାଡ଼ି ପଠେଇ ତାଙ୍କ ଘର ପର୍ଯ୍ୟନ୍ତ ଛାଡ଼ି ଦେଲେନି କଣ ପାଇଁ ସେ କଣ ଥାନା କୁ ଯାଇଥିଲେ ଝଗଡ଼ା କରିବାକୁ ସେ ଯାଇଥିଲେ ସାହାଯ୍ୟ ପାଇଁ ସାହାଯ୍ୟ ନ ମିଳିବାରୁ ସେ ରାଗିକି କଣ କହିଥିବେ ସବୁ ପୋଲିସ ବାଲାଙ୍କ ଭୁଲ୍

  • @nandasudamniali
    @nandasudamniali Місяць тому +4

    ତଦନ୍ତ କରିବକୁ କାହିଁକି ଗଲେନାହିଁ ପୋଲିସ ମାନେ ଟିକେ କୁହନ୍ତୁ, ମେଜର ର କଣ ଦୋଷ ଥିଲା ତାକୁ ଅଟକ ରଖିଲ

  • @sksafiq425
    @sksafiq425 Місяць тому +39

    Bharatpur Police Ku Dismissed Karo

    • @depakpattanaik2975
      @depakpattanaik2975 Місяць тому +1

      Bhai bharat pur Police sabathu chora police officers mane khali paisa khai baku mar jaucchanti ama ku b emiti hairana karcchanti

  • @saraswatisahoo5171
    @saraswatisahoo5171 Місяць тому +9

    ଏ ମହିଳା ମାନଙ୍କୁ ବାନ୍ଧିକି ଝାରପଡ଼ା ଜେଲ ରେ ପୁରା ଯାଉ। ଆର୍ମୀ ଅଫିସ୍ ଗେଟ୍ ରେ ଜାଇକି ନାଟକ କରୁଛନ୍ତି ।

  • @Bnaikcreation3181
    @Bnaikcreation3181 Місяць тому +2

    ସାଧାରଣ ଜନତା ରାସ୍ତା କୁ ଓଲ୍ହାଇବା ସମୟ ପାଖେଇ ଆଇଲାଣି, ବେଲଜ୍ୟା ପୋଲିସ ବିରୋଧରେ

  • @BiswaranjanPradhan-bu1kd
    @BiswaranjanPradhan-bu1kd Місяць тому +5

    ଆଜିକାଲି ପୋଲିସ ଯୁଗର ସବୁଠାରୁ ବଡ ଅପରାଧୀ ହୋଇଗଲା | ଯେତେବେଳେ ସେମାନଙ୍କ ସ୍ୱାମୀ ମହିଳାଙ୍କ ସହ ଅସଦାଚରଣ କରନ୍ତି ଏବଂ ଖରାପ ଭାଷା ବ୍ୟବହାର କରନ୍ତି ସେତେବେଳେ ପୋଲିସର ପରିବାର ସଦସ୍ୟ ନୀରବ ରୁହନ୍ତି। ସରକାର ଏହି ଜଘନ୍ୟ ପୋଲିସ ଅଧିକାରୀଙ୍କ ପ୍ରତି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍। ଲଜ୍ଜାଜନକ ମହିଳାମାନେ ବିରୋଧ କରୁଛନ୍ତି

  • @Rseries-93
    @Rseries-93 Місяць тому +3

    ମାଉସୀ ତଦନ୍ତ ପରିସର ଭୁକ୍ତ ନ ହୋଇ ପୋଲିସ୍ ବାବୁଙ୍କୁ କାହିଁକି ନିଲମ୍ବନ କରାଗଲା ସେବିଷୟ ନେଇ ତ ଭଲ ଓକିଲାତି କରୁଛ କିନ୍ତୁ ଯିଏ ଜେଲ୍ ଗଲା ସେ କେଉଁ ତଦନ୍ତ ପରିସର ଆଧାର ରେ ଗଲେ କହୁନ?????

  • @Santanu-yj3yi
    @Santanu-yj3yi Місяць тому +3

    ଏଠି ଆଉ ଅଳିଆ କରନା. କୁଆଡୁ ଗୋଟେ ପଳେଇଆସିଲେ.ବହୁତ ଭାବିଲା ପରେ ରେହେଲସଲ କରି ଆସିଲ. ଏଥର ନୁହେଁ next ଟାଇମ୍ ଭଲରେ ପ୍ରାକଟିସ କରିକି ଆସ

  • @prakashmeher1767
    @prakashmeher1767 Місяць тому +5

    ଗୋଟିଏ ମହିଳା ଗୋଟିଏ ପୁରୁଷ କୁ ଥାନା ରେ ମିଛ କେସ୍ ଦେଇ ଫସଉଛି ସେ ସମୟରେ ନାରୀ ସୁରକ୍ଷା ଆଇନ ମହିଳା ର ସହାୟତା କରୁଛି । ସେ ସମୟରେ ମହିଳା ମାନେ ଉଠୁ ନାହାଁନ୍ତି ।ଏବେ କାହିଁକି ଏତେ ଉଠୂଛ
    (ଯାହା କରିବ ଆଇନ ଶୃଙ୍ଖଳା କରିବ )

  • @Intradayedge8836
    @Intradayedge8836 Місяць тому +35

    So sad suspends nehi dismiss from service karibar thila😂😂😂😂

  • @NoDaddyIssues
    @NoDaddyIssues Місяць тому +2

    କାଳିକାଳ ଶେଷ,,,,, ଆଲୋ ମା ଚାକିରି ସର୍ତବଳି, ଶପଥ, ଆଉ କାନୁନ ଦେଖିକି ବାହାରକୁ ଆସ

  • @CBduggu1143
    @CBduggu1143 Місяць тому +1

    ଏମାନଙ୍କୁ ମାଡ଼ ଦରକାର

  • @gourangaswain2476
    @gourangaswain2476 Місяць тому +5

    ମାଉସୀ ତୁମ ଛୁଆଙ୍କ ର ଲୀଳା ଘୋର ବିପଦ

  • @akshayvlogs6662
    @akshayvlogs6662 Місяць тому +2

    ଏମାନେ ପଇସା ଖାଇ ଆସିଛନ୍ତି

  • @BB-nr4zb
    @BB-nr4zb Місяць тому +10

    Vala heichi.. Suspend is right decision

  • @sanjaykumishra5186
    @sanjaykumishra5186 Місяць тому +2

    ଜୟ ଯବାନ 🙏🙏🙏🙏🙏🙏🙏😁

  • @Sached299
    @Sached299 Місяць тому +2

    Jay jawan.. Indian army jindabad

  • @kalingavlogs5731
    @kalingavlogs5731 Місяць тому +9

    Right Action Sabu police ku tight kar thik duty heb nighty re duty karibe Mohan Sarkar bujhai kahile lok nku hairan kar nahi

  • @bhubanajena2782
    @bhubanajena2782 Місяць тому +2

    ବୁଢି ବେଇମାନ ଖିଆ ଖାଇ ବେଧ ମୁହଁ କରିଦେଇଛି | ତୋ ଝିଅ ଡ୍ୟୁଟି ନ ଥିଲାବେଳେ ନାଇଟ୍ ପିନ୍ଧି IIC ପାଖରେ କଣ କରୁଥିଲା ,ଏକଥା କଣ ଲୋକଙ୍କୁ ଅଛପା , ବୋଧ ପରିବାର ।

  • @prakashbaral7568
    @prakashbaral7568 Місяць тому +1

    ମା, ତୁମ ପୁଅ, ଝିଅ ଭଲ କାମ କରୁଥିଲେ ପୋଲିସ ପାେଷାକ ରେ।

  • @Bijaya-d8h
    @Bijaya-d8h Місяць тому +1

    ବର୍ତ୍ତମାନ ନିଦ ଭାଗିଂଲା ଦୋଷ କରିକି ଭଦ୍ର ଲୋକିଆ ଯେଦି ଭରତପୁର ପୋଲିସ୍ କୁ ମେଜର୍ କିମ୍ବା ତାଙ୍କର ବାନ୍ଦବି ବାଡେଇ ଲେ ତାହାଲେ ଭରତପୁର ପୋଲିସ୍ ପ୍ରଥମେ କାହାକୁ ଜଣାଇ ବେ ନିଜ ଡିପାର୍ଟମେଣ୍ଟ କୁ ନା ଘରକୁ ଭରତପୁର ପୋଲିସ୍ ଭାବିଥିଲେ ଏ ଘଟଣା କୁ ଚାପି ଦେବେ କିନ୍ତୁ ଓଲଟା ହେଇଗଲା ସେଥିପାଇଁ ପରିବାରର ସମସ୍ତ ଙ୍କୁ ଏକଯୁଟ୍ କରି ନାଟକ ଆରମ୍ଭ କରିଦେଲେ ହଉ ନାଟକ ତ ଆରମ୍ଭ ହେଲା ବର୍ତ୍ତମାନ CBI ହାତକୁ କେସ୍ ଗଲାଣି ଫଳାଫଳ ଜଣାପଡିବ କିଏ କାନ୍ଦିବ କିଏ ହସିବ ଜଣାପଡିବ

  • @MohanchandraMajhi-d6c
    @MohanchandraMajhi-d6c Місяць тому +4

    ତମେ ମାଇକିନା ମାନେ ଆଗେ ତଦନ୍ତ କରି ପକାଅ।

  • @imshree99
    @imshree99 Місяць тому +1

    ହଇ ଲୋ ଛତର ଖାଇ ବୁଢ଼ୀ ସେ ଝିଅ ଯଦି ରାତି ଅଧରେ ବୁଲି ଚରିତ୍ରହୀନ ହୋଇଗଲା ତାହେଲେ ତୋ ଝିଅ ଥାନା ଭିତରେ ନାଇଟି ପିନ୍ଧି କଣ କରୁଥିଲା? ଭାରି ସତୀ ଦେଖେଇ ହେଉଛ ଏଠି। ତୁମେ ୨-୪ ଜଣ ଆସି ଏଠି ଗୋଟେ ପାଲା ଚଲେଇଛ। ତୁମକୁ ଖାଲି ଜନତାଙ୍କ ମାଡ଼ ଦରକାର୍। ତୁମେ ଯଥାଶୀଘ୍ର ସେଠାରୁ ଛାଡ଼ି ଯାଅ ନହେଲେ ସାଧାରଣ ଜନତା ତୁମ ଘରେ ପଶିକି ତୁମକୁ ପିଟିବେ

  • @padmanavadash-md1mc
    @padmanavadash-md1mc Місяць тому +14

    Army rights 💯

  • @RajManas-l9u
    @RajManas-l9u Місяць тому +1

    ବାରର ଫୁଟେଜ, ବିଲ, ଥାନା ଭିତରର ରେକର୍ଡି କିଏ ଭାଇରଲ କଲା? କଣ ତାର ଉଦେଶ୍ୟ? କାହା କଥାରେ କଲା? କୌଣସି ସାମ୍ବାଦିକ ତ ଏ ଭିଡିଓ ରିସର୍ଚ୍ଚ କରି କାଢି ନାହାନ୍ତି, ତାହାଲେ ଏସବୁ କିଏ ଦେଲା? ଏହା ପଛରେ ପୁଲିସ ନାହିଁ ତ? ନିଜ ଇମେଜ ସୁଧାରିବାକୁ, ଘଟଣାର ମୋଡ଼ ବଦଳେଇବାକୁ, ଯୁବତୀଙ୍କ ଚରିତ୍ର ସଂହାର କରିବାକୁ ପୁଲିସର ଏହା ଷଡଯନ୍ତ୍ର ନୁହେଁ ତ?

  • @RINKUUUUUU12333
    @RINKUUUUUU12333 Місяць тому +1

    ବେଧେଇ ନାରୀ ନେତ୍ରୀ କୁ ମାଡ ମରା ଯାଉ

  • @sdprasad3071
    @sdprasad3071 Місяць тому +1

    120 BN ରେ ଏ ମହିଳା ମାନଙ୍କର କୌଣସି କାମ ହିଁ ନାହିଁ , ଆପଣମାନେ ଯାହା କରିବେ ସବୁ ସେଇ ପାଖରେ ଥିବା ପୁଲିସ ସେବା ଭବନରେ ...

  • @travelwithcook4607
    @travelwithcook4607 Місяць тому +1

    ଚିନ୍ତା କରନ୍ତୁ ନାହିଁ ତଦନ୍ତ ସରିଲେ ଜେଲ୍ ଯିବେ

  • @universaldhara.5946
    @universaldhara.5946 Місяць тому +12

    Police department close kara army rule lagu kara ,sabu size hebe,eta role corrupted police ku bancheibaku

  • @dailydiary2810
    @dailydiary2810 Місяць тому +1

    Emanka upery muder case calagau

  • @prasantamuduli7858
    @prasantamuduli7858 Місяць тому +1

    ମାଆ ମାନେ ଆପଣ ଯୋଉ ମତା ମତ ଦେଉଛନ୍ତି ଯଦି ଆପଣଙ୍କ ସହିତ ଏମିତି ହେଇଥାନ୍ତା କଣ ଏମିତି ଆପଣ କରିଥାନ୍ତେ

  • @Yediwqtydete
    @Yediwqtydete Місяць тому +1

    Odisha police pura corrupted...

  • @BiswanathPanda-d6n
    @BiswanathPanda-d6n Місяць тому +1

    ତୁମ ଘଇତା ମାନଙ୍କୁ ପଚାର ସିଏ ତୁମର ନା ରାତିରେ ଆଉ କାହାକୁ ଧରିକି ଶୋଉଚନ୍ତି, ସଧାବେଳେ ଏପରି ଏମାନେ ଆଇନିକୁ ହାତକୁ ନୋଉଥାନ୍ତି ଏଥର ପଡ଼ିଛ ଯନ୍ତାରେ ଯିବାକୁଆଡ଼େ !

  • @1Ooooooooo1-x3m
    @1Ooooooooo1-x3m Місяць тому

    ବହୁତ ଭୁଲ ଅଛି ବହୁତ ଆଗରୁ ହବାର ଥିଲା
    1, F I R ରଖେ ନାହିଁ
    2, ସିସିଟିଭି ନାହିଁ
    3, vow lation of police conduct
    4 ବହୁତ ବଡ କାରଣ ତାରି mobile ରେ ଅଛି

  • @pkcreation2266
    @pkcreation2266 Місяць тому +1

    E sala sabu roll kain Tama ଝିଅ କୁ kuha police station re inner wear ପିନ୍ଧି ବସିବ

  • @OdiaEngineerOfficial
    @OdiaEngineerOfficial Місяць тому +3

    ଯାତ୍ରା

  • @Anil-h1l-v7h
    @Anil-h1l-v7h Місяць тому +6

    Police goda sabu sadhu goda sala sabu choro lokanku hairan karanti 😅

  • @1bibhukalyanbiswal335
    @1bibhukalyanbiswal335 Місяць тому

    Suspend korila Odisha police,
    Kintu abedono potro jauchi Army Battalion.

  • @babajeesamal6821
    @babajeesamal6821 Місяць тому +1

    ଖାଲି ଏତିକି ନୁହେଁ ।ବଡବଡ କଥା ବନ୍ଦକର ।କାରଣ ଓଡିଶା ପୋଲିସ ପୋଲିସ ନୁହେଁ ଝାଡଖଣ୍ଡ କୁକୁର । ତା ନହେଲେ ଏଯାଏ କିଛି କରୁନି କାହିଁକି ?

  • @soumyaranjanmohapatra7933
    @soumyaranjanmohapatra7933 Місяць тому +1

    ତମ ସ୍ବାମୀ, ପୁଅ ମାନଙ୍କର କଣ ଗାଣ୍ଡି ଗଲୁ ହେଉଥିଲା କି ସେମାନଙ୍କୁ ଖରାପ୍ ବ୍ୟବହାର କରୁଥିଲେ??... ଶଳା ତମେ ମାନେ ହେଉଛ ଗୋଟେ ଗୋଟେ ରାଣ୍ଡି ବେଧ ବେଶ୍ୟା ମାଇକିନା।। ତମ ସ୍ବାମୀ ମାନେ ଯେତେବେଳେ ଭୁଲ୍ କାମ କରୁଥିଲେ ସେତେବେଳେ କଣ ପାଇଁ ଏମିତି ହେଉନଥିଲ??? ଏବେ ଗାଣ୍ଡି ଭାରି ଫଟୁଛି ବେଧ ଗୋଷ୍ଠୀ ତମର।।

  • @surendrapujari9002
    @surendrapujari9002 Місяць тому

    ଚାକିରି ଛାଡ଼ି ଦିଅନ୍ତୁ ବର୍ତମାନ ଆମ ଆର୍ମି ଅଫିସର ବା ଯେଉଁ ମାନେ ନିଜ ବାପା ମା'ଙ୍କୁ ଭାଇ ଭଉଣୀ ମାନଙ୍କୁ ଛାଡି ସିମାରେ ଯଗୁଚନତି ତାଙ୍କ ପ୍ରତି ଅନ୍ୟାୟ କରି ଲୁଚାଇବାକୁ ଚେଷ୍ଟା କରୁଚ ।ତମେ ତମ ପିଲା ଛୁଆ ମାନଙ୍କ ସହିତ ଡ୍ରାମା ଚଲାଇଚ ଯଦି ଅନ୍ୟ ଲୋକ ବା ପବିଲିକ ଅହିଥିଲେ ତ ସତକୁ ମିଚ ମିଚ କୁ ସତ କରୁଚ । ସିମାରେ ରହୁଥିବା ଲୋକ ତାଙ୍କ ଦରମାରେ ଏକା ଚଲୁଚନ୍ତି ଆଉ ତମେ ମାନେ ଲୋକ ଡରା ବିଡରା କରି କି କାଉଚ ଧର୍ମ ସହିବ ନାହିଁ

  • @basantakumarjena642
    @basantakumarjena642 Місяць тому +1

    Odisha chahuchhi rastrapati role

  • @SasmitajenaPriya
    @SasmitajenaPriya Місяць тому +3

    Police ku weekly chuti milu..24 hour duty hata jaooo...thn tanku chora kahiba badhivani...nhle badhuchu tanka kasta kehi dekhuni

  • @anilmajhi5687
    @anilmajhi5687 Місяць тому +1

    Power of Army

  • @biswanathsenapati6826
    @biswanathsenapati6826 Місяць тому +1

    ବିନାଦୋଷ ଯଦି ତାହେଲେ କଟକ ରେ ଥିଲା ସମୟରେ କିଏ ଲାଞ୍ଚ ନେଉଥିଲେ?ଜାଣି ରଖିବା ଉଚିତ୍ ଯେ ସେନା କର୍ମଚାରୀ ଙ୍କ ପାଇଁ କୋର୍ଟ ଅଫ ମାର୍ଶାଲ ଅଛି।

  • @nirakarsahoo7004
    @nirakarsahoo7004 Місяць тому

    ଭଉଣୀ ମାନେ,
    ତମ ସ୍ବାମୀ କିମ୍ବା ପୁଅ ଝିଅ ମାନଙ୍କୁ କେଭେଁ ପଚାରିଛ ସାଧାରଣ ଜନତାଙ୍କୁ ଥାନା ରେ ଭଲ ବ୍ୟବହାର ଦେଖାଉଛନ୍ତି କି ନାହିଁ , ପୋଲିସ ବିଭାଗରେ ଚାକିରୀ କରୁଥିବା ଅଧିକାଂଶ କର୍ମଚାରୀ ସରକାରୀ ଦଳର ଗୋଡାଣିଆ ସାଜି ନିରୀହ ଜନସାଧାରଣଙ୍କ ପ୍ରତି କଦର୍ଯ୍ୟ ବ୍ୟବହାର କରିଥାନ୍ତି, ଯେଉଁ ମାନେ ଆଜି ନିଲମ୍ବିତ ହୋଇଛନ୍ତି, ସେମାନଙ୍କ ପୂର୍ବ ରେକର୍ଡ କ'ଣ କହୁଛି ସେମାନେ ସବୁ ସୁନା କୂଅ/ ସୂଚନା ଝିଅ। ଆପଣ ମାନଙ୍କର କ'ଣ ଆଇନ ଉପରେ ଭରସା ନାହିଁ । ଆପଣ କେଉଁ ନିଜର ପୋଲିସ ବିଭାଗରେ ଚାକିରୀ କରୁଥିବା ସ୍ବାମୀ କିମ୍ବା ଝିଅ କିମ୍ବା ପୁଅ ବିନା ଦ୍ବିଧାରେ ନିରୀହ ଲୋକ ଟିଏ କୁ କିପରି ହାଜତରେ ପୁରେଇ ଦିଅନ୍ତି ଓ ନାନା ପ୍ରକାରର ନିର୍ଯାତନା ଦିଅନ୍ତି । ଆଇନ୍ କ'ଣ ଆପଣ ମାନଙ୍କ ପାଇଁ ଗୋଟିଏ ଓ ସାଧାରଣ ଜନତା ଙ୍କ ପାଇଁ ଆଉ ଗୋଟିଏ ? ବର୍ତ୍ତମାନ ପର୍ଯ୍ୟନ୍ତ ତ କେବଳ ନିଲମ୍ବନ କରାଯାଇଛି , ଗିରଫ କରାଯାଇ ତଦନ୍ତ କରିବା କଥା । ଭଉଣୀ ମାନେ ବର୍ତ୍ତମାନ ଆଉ ସେ ନବୀନ ବାବୁଙ୍କ ଶାସନ ନାହିଁ !!! ବର୍ତ୍ତମାନ ମୋହନ ମାଝିଙ୍କ ଲୋକଙ୍କର ସରକାର । ନବୀନ ବାବୁଙ୍କ ସରକାର ର " ଆଇନ୍ ତା ବାଟରେ ଯିବ" ଏବେ କବର ନେଇ ସାରିଛି

  • @biswajitjena718
    @biswajitjena718 Місяць тому

    FULL SUPPORT TO ARMY ❤❤❤
    POLICE OFFICER CHORA

  • @biswaranjanbiswal7612
    @biswaranjanbiswal7612 Місяць тому

    CBI ଯାଞ୍ଚ ହେବା ଦରକାର , ଓଡ଼ିଶା ସରକାର ପାରିବେନି ,

  • @rudradurga3365
    @rudradurga3365 Місяць тому +1

    କେବଳ ଲାଠିଚାର୍ଜ କରି ବହେ ଦରକାର ହେଲାଣି ଏମାନଙ୍କର

  • @purnaodisha5712
    @purnaodisha5712 Місяць тому

    ଏ ମାନଙ୍କର ବୋଧେ ମାନବିକ ତା ନାହିଁ ଦେଶର ଆର୍ମି ଅଫିସର୍ ଙ୍କୁ ଅତ୍ୟନ୍ତ .. ଦୁଃଖ ଦ ଖବର ଓଡ଼ିଶାର ନିରୀହ ଲୋକମାନଙ୍କୁ ନ୍ୟାୟ ଦେବା ପାଇଁ ପୋଲିସ ଥାନାରେ ନିଯୁକ୍ତି ଥିବା ଅଫିସର୍ ପୋକ ମାଛି ପରି ଦେଖୁଛନ୍ତି

  • @IRONFIST1580
    @IRONFIST1580 Місяць тому +1

    Faltu drama... police nija image rakhya kariba pai emiti nua nua khela khauci aau aagaku bi ahuri nua nua khela chaaliba.

  • @bijayasenapati9873
    @bijayasenapati9873 Місяць тому

    You are knowing very well

  • @abhiabhi2511
    @abhiabhi2511 Місяць тому

    ଏବେ ଜନତା ମଜା ଦେଖିବେ ପୋଲିସ ର.... କି ଖୁସି

  • @smitamohanty8594
    @smitamohanty8594 Місяць тому

    Absolutely true

  • @smrutisagar2629
    @smrutisagar2629 Місяць тому +1

    Defence zone re konasi civilian jai gate re hangama karilaribeni

  • @Bismilah4732
    @Bismilah4732 Місяць тому

    ସବୁ ଠିକ ଯେ ଏ ଶଳେ କାହିଁକି battalion ଠିକି ଯାଇଛନ୍ତି. Army ଟା କଣ state under ରେ ଯାଉଛି କି. ଶଳେ ଓଡିଶା ସରକାର ଙ୍କ ପାଖକୁ ଯାଉନାହାନ୍ତି.ଏମାନେ ପୁଣି କୁଆଡେ ପୋଲିସ ବାଲାଙ୍କ family ମେମ୍ବର. ସେ army ଅଫିସର ମାଈପ ତାକୁ ଠିକ ଜଣା ଅଛି କୋଉଠିକି ଗଲେ ଠିକ. ତେଣୁ ସେ ଆଗ ପୋଲିସ station, ପରେ ମେଡିକାଲ then army ତରଫରୁ inquiry ପାଇଁ ଧାରଣା ଦେଲେ. ଆଉ ତମେ dg ଅଫିସ ଯାଉନ. ଗିଦି ଗିଦି ହେଇକି ଧାଇଁଛନ୍ତି battalion ଠିକି. ଜଣାପଡୁଛି ୟା ପଛରେ କିଛି ଷଡଯନ୍ତ୍ର ଅଛି.ତୋ ସ୍ୱାମୀ କୁ କଣ ଜଣା ନାହିଁ murder ଆଉ rape case କୁ ଛାଡିଦେଲେ ଅନ୍ୟ case ରେ ତାଙ୍କୁ arrest କରିହୁଏନି. Only nearest military station ରେ report କରିବାକୁ ପଡେ. ହାତ କାଇଁ ଉଠେଇଲା. ସେ army ଅଫିସର ନା ସାଧାରଣ ସିଭିଲିଆନ. ତମେ ପୋଲିସ ଵାଲା ବୋଲି ଯା ନାଇଁ ତା କରିବ ନା କଣ ବା?

  • @bad_boy_lover_0084
    @bad_boy_lover_0084 Місяць тому

    ଏମାନେ ପଇସା ନେଇ ଆସିଛନ୍ତି ବୋଧେ । ତମେ କିଛି ଜନିନ ------ ଆଉ -----------।

  • @dabasismallik5966
    @dabasismallik5966 Місяць тому

    ମଦ୍ୟପାନ କେବଳ ପୁରୁଷ କରିବେ ମହିଳା କଣ ପାଇଁ କରିପାରନି ?
    All are equal.
    FlR ହେଇଥିଲେ ଏତେ ସବୁ ହେଇ ନଥାନ୍ତା
    ମୁଁ ବି ଜାଣିଛି ସାରା ଓଡିଶା ଜାଣିଛି ପୋଲିସ କଣ ,
    ବହୁତ ସାଧାରଣଲୋକ ବିନା ଦୋଷରେ ବେଳ ଜାଉନ୍ତି
    ଳାଞ୍ଚ କଥା ନ କହିଲେ ଭଲ
    ଆଜି ପୋଳିସ ଫସିବାଉଛି

  • @manasranjanmohanty3270
    @manasranjanmohanty3270 Місяць тому

    ସବୁ ବୁଢ଼ୀ 😄😄 ଚଳିବନି 😄 ଏ ମାଗିଖିଆ ପୋଲିସ ମାଇପେ 😄😄😄😄 ଦେଖ ମୁହଁ ଟାଣ

  • @sabyasachi67
    @sabyasachi67 Місяць тому

    Correct.... I support women 💯

  • @dillipbehera9080
    @dillipbehera9080 Місяць тому +1

    Kete milichii lo mausi

  • @subhrajitnayak39
    @subhrajitnayak39 Місяць тому

    Justice for odisha police👮 ✊🏻

  • @yeshsahoo6027
    @yeshsahoo6027 Місяць тому

    ଓଡ଼ିଶା ମହିଳା ମାନେ ଜାଣିନ ଆର୍ମୀ କଣ କରିପାରେ, ତମ ସଚଟୋ ସ୍ୱାମି ମାନେ ଯେତେ ଭଲ କାମ କରିଛନ୍ତି ପୁରା ଭାରତ ଆଜି ଓଡ଼ିଶା ର ଗୁଣ ଗାନ କରୁଛି, ଆଉ ଓଡ଼ିଶା ପୋଲିସର ବି ତମେ ମାନେ ଆସିଲ ନ୍ୟାୟ ନବା ପାଇଁ ଲାଜ ଲାଗୁନି

  • @sureshnayak1583
    @sureshnayak1583 Місяць тому

    Bhala heichi

  • @PuspaJena-j7f
    @PuspaJena-j7f Місяць тому

    ଏଠି କିଛି ହେବନି ଦିଲ୍ଲୀ ପଳେଇ ଯିବ ସେଇଠି ସେଇଠି ପ୍ରତିବାଦ କରିବ

  • @BanshidharaSahoo-r1f
    @BanshidharaSahoo-r1f Місяць тому

    ଏ ବେଶୀୟା ମନ୍ କୁ ବାଡେଇବା କଥା ପୋଲିସ ଯେମିତି ଥାନାରେ e ଗୋଟେ ନାରୀ ହୋଇ କୋହୁଛନ୍ତି ଚରିତ୍ର ଆ ହି
    ନା

  • @prasannadutta9170
    @prasannadutta9170 Місяць тому

    ପ୍ରବଳ ପଇସା ଖର୍ଚ୍ଚ ହେଉଛି

  • @madhabanandaswain4695
    @madhabanandaswain4695 Місяць тому

    ଥରେ ଅଭିଯୋଗ ଆସିଲେ ମନ୍ତ୍ରୀ ,mla ଙ୍କୁ ଜେଲ୍ ଯିବାକୁ ପଡୁଛି , ମିଶ୍ର ଯାହା କରିଛି ମିଡିଆରେ ଦେଖୁନ କି,?

  • @kabirsingh5555
    @kabirsingh5555 Місяць тому

    Bhala action haichi police bala nka pain

  • @surjyasamanta6961
    @surjyasamanta6961 Місяць тому

    ଏଗୂଡାକ ବାହାର କରାଯାଉ।

  • @tusarkantasahu1064
    @tusarkantasahu1064 Місяць тому

    ଗଲା ରେ ତଦନ୍ତ...
    ଚକ୍ରାନ୍ତ ପଶିଗଲା.. ନୂଆ ଜାମୁକୋଳି ଗପ ଶୁଣିବାକୁ ମିଳିବ.. ନ୍ୟାୟ ମିଳିବ ନାହିଁ...
    ଯୋଗୀ ପରି ଶାସନ ଦରକାର

  • @Laxmidharbiswal-f3i
    @Laxmidharbiswal-f3i Місяць тому +1

    Right

  • @Nishi5555
    @Nishi5555 Місяць тому

    ପୋଲିସ ଆର୍ମି ବାଡିଆ ପିଟା କିନ୍ତୁ ରାଜ୍ୟ ସରକାର ନିଘୋଡ଼ ନିର୍ଦ୍ରା

  • @pradeeppati2721
    @pradeeppati2721 Місяць тому

    ଏଠି କାହିଁକି ଗହଳି କିଛି ହବନି ଡି ଜି ପାଖକୁ ଯାଇ ଅଭିଯୋଗ କର

  • @sulagnanarayanmishra9514
    @sulagnanarayanmishra9514 Місяць тому

    All police should arrest ,

  • @soumyaranjanmohanty3446
    @soumyaranjanmohanty3446 Місяць тому

    ସେ ଝିଅ ବାର୍ ଯାଇଥିଲା ବୋଲି ତୁମେ ତାକୁ ଚରିତ୍ରହୀନ କହୁଛ ମାଉସୀ ଆଊ ତୁମ ଝିଅ ଯେଉଁ ନାଇଟ ପିନ୍ଧି ଚାକିରି କୁ ଆସୁଚି ସେ କଣ ?

  • @shortssantosh2m
    @shortssantosh2m Місяць тому

    Very nice 👍

  • @Soumyakantanayak815
    @Soumyakantanayak815 Місяць тому

    Good 👍

  • @upcomingnotification9297
    @upcomingnotification9297 Місяць тому +5

    Very good 👍 decision

  • @niranjanmohapatra9421
    @niranjanmohapatra9421 Місяць тому

    Gathering of unknown people at Army camp area should be stopped by Odisha police.

  • @nandasudamniali
    @nandasudamniali Місяць тому

    Army ଲାଞ୍ଜରେ ହାତ ମାର ନି,bjd mafia raj ଚାଲିଥିବା ସଫା ଜଣା ପଡ଼ୁଛି

  • @ramaho-um9vc
    @ramaho-um9vc Місяць тому

    Indian army jindabad

  • @subodhchandrasoren6782
    @subodhchandrasoren6782 Місяць тому

    Army ପାଖକୁ ମାଡ଼ ଖାଇବୁ ଯାଇଛନ୍ତି