ସାମ୍ନାକୁ ଆସିଲା ସାଙ୍ଘାତିକ ଖବର,ରଥରୁ ବଳଭଦ୍ରଙ୍କୁ ପକେଇବା ପାଇଂ ପାଣ୍ଡିଆନ କରିଥିଲେ ଷଡଯନ୍ତ୍ର...| Lev Live Odia

Поділитися
Вставка
  • Опубліковано 11 лип 2024
  • LEV LIVE ODIA | ODISHA NEWS | POLITICS NEWS
    ପାଣ୍ଡିଆନଙ୍କ ଖୋଲିଲା ଅସଲ ମୁଖା...#Naveen #Vkpandian #Levliveodianews #Odisha #Levliveodia #Bjd #Bjp #Bjpnews #Politics #Political #Politicsnews #Politicalnews #Politica #Politicnews #Election #Dharmendra #Aparajita #Narendramodi #Modi #Pmmodi #Amitshah #Amit #Pm #Mp #Ml #Cm #Govt #Surah #Congress #Congressnews #Rahulgandhi #Latest #breakingnews #India #Indian #Indianews #Ias #Iasofficer #Ganjam #yogiadityanath #nda
    Hiii…This Is a Levlive Odia UA-cam Channel…Levlive Odia a Complete ENTERTAINMENT House.
    -------------------------------------
    ଦର୍ଶକ ବନ୍ଧୁ ଆପଣଙ୍କୁ ନମସ୍କାର, Levlive Odia Channel କୁ ସ୍ବାଗତ, ଆପଣ ଭକ୍ତି ଭାବପୂର୍ଣ୍ଣ ଭଜନ, ଏବଂ ଆପଣଙ୍କ ମନୋରଞ୍ଜନ ପାଇଁ ଓଡ଼ିଆ ରୋମାଣ୍ଟିକ Album Song, Golden song, News ଦେଖୀ ପାରିବେ I
    ►►►►► ► Copyright Disclaimer ◄◄◄◄◄◄
    The Copyright of The Above Mentioned Content is Owned By ©LEVLIVE Odia. Any Type of Illegal, Unauthorized, & Re Use of The Audio or Visual of The Content is Strictly Prohibited and May Subject to Copyright Claims & Legal Action Against those Violating The Copyright of This Content.
    --------------------------------------
    Thanks For Watching...
    Don't forget to Like, Comment, Share & Subscribe…
    --------------------------------------
    #LevLiveOdia

КОМЕНТАРІ • 136

  • @purnachandramohanty1915
    @purnachandramohanty1915 23 дні тому +8

    ପାନଡିଆନ ପାନଡିଆନ ହୋଇ ପାଗଳ ହୁଅ

  • @PURUSHOTTAMKISAN-dk6gq
    @PURUSHOTTAMKISAN-dk6gq 23 дні тому +7

    ସବୁ ବ୍ରାହ୍ମଣ ମାନେ ମଦ ପିଇ ଥିଲେ ତାଙ୍କୁ ହଠା ଯାଉ

  • @ranajitkumarmohanty9740
    @ranajitkumarmohanty9740 24 дні тому +16

    ବିଜେପି ଵାଲା ଏବେବି ପାଣ୍ଡିଆନଙ୍କୁ ତାଙ୍କ ତ୍ରାଣକର୍ତ୍ତା ବୋଲି ଭାବୁଛନ୍ତି ll ଯିଏ ପ୍ରଭୁ ଜଗନ୍ନାଥଙ୍କୁ ସୁରକ୍ଷା ଦେଇ ପାରୁନାହାନ୍ତି ଆଉ ବଞ୍ଚିବା ପାଇଁ ଆ ତା ନାମ ଦେଉଛନ୍ତି ସେମାନଙ୍କୁ ଲଜ୍ଜା ନାହିଁ ll ପ୍ରଭୁ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ ll
    ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏

  • @pravatray966
    @pravatray966 23 дні тому +5

    କାଇଁ ସୁଭିଲାନି ତ କିଏ‌ ଷଡ଼ଯନ୍ତ୍ର କରିଥିଲେ ତା ନାମ ଟା ତମକୁ କାନରେ କହିଲା କି 😂😂

  • @stylestar486
    @stylestar486 24 дні тому +8

    ଅତି faltu କଥା କହିଲେ କେହି ଶୁଣିବେ ନାହିଁ ☝️
    ଛି ଛି ଛି ଛି

  • @prasantapattanaik862
    @prasantapattanaik862 24 дні тому +31

    ବାଜେ କଥା କହ ନାହିଁ।କେହି ଵିଶ୍ଵାସ କରିବେ ନାହିଁ। ବିଶ୍ବାସ କଲା ଭଳି କଥା କହ।ତମେ ବୋଧେ ଏ ଚକ୍ରାନ୍ତ କରିଥିଲ।

    • @rajkishoreguru9218
      @rajkishoreguru9218 24 дні тому

      Yes

    • @chunuramhansdah2525
      @chunuramhansdah2525 23 дні тому

      Soto kotha

    • @gitarani2831
      @gitarani2831 23 дні тому +1

      ତୁ, କାହିଁକି,ଏ ସମୟରେ, ଘରୁ, ବାହାଋୁଛୁ, ତୋର, କଥା, କୁ, ବାଳକୁ, ନାହିଁ, ଭଗବାନ୍, ସବୁ, ହସିବେ, ଗବॆ, ସହିବନୀ, ନିଜକୁ, ଭଗବାନ୍, କହୁଥିବା, ବିଜେପି, ଓଢିଶାରେ, ଶାସନ, କଲେ, ଭଗବାନ୍, ରାଗିକି, ତଳେ, ପଢିବେ, ଓଢିଶା ପାଇଁ, ନବିନ, ଭଲ

  • @JaiUtkalaMaa
    @JaiUtkalaMaa 24 дні тому +5

    ଯେଉଁ ସେବାୟତ ଏପରି କରିଛନ୍ତି ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ହେଉ।ଏହା ଏକ ହତ୍ୟା ଉଦ୍ୟମ ହେଇପାରେ ।

  • @ctnboys6303
    @ctnboys6303 24 дні тому +3

    କେତେ ପି ଥିଲ କି ଜଗନ୍ନାଥ୍ କୁ ପକେଇ ଦେଉଛ 😮। ଆଜି କାଲି ପି କି ଏମିତି ହେଉଛ ସବୁ କହିବା ଆଦିବାସୀ ହି ପିଏ ବୋଲି ଇନା କୁହ

  • @Kabul.123
    @Kabul.123 24 дні тому +7

    ତୋତେ ଲାଜ ଲାଗୁନି

  • @tapashmahanta4689
    @tapashmahanta4689 24 дні тому +9

    Sola bhul karibo tume duss debo au janaku

  • @prafullakumarpattnayak4510
    @prafullakumarpattnayak4510 24 дні тому +3

    E ଭାଡୁଆ ଟା କିଏ.. ଚାମଚା ଗିରି କରୁଛି.. ନିହାତୀ କିଛି ବଡ କେଳେଙ୍କାରୀ ରେ ସାମିଲ ଥିବ ତେଣୁ ୱାସିଂ ମେସିନ ରେ ଧୋଇ ହେବାକୁ ଚାଟୁଛି.

  • @sadanandasahoo3707
    @sadanandasahoo3707 24 дні тому +10

    ଏତେ ବଡ ଘଟଣା ହେଲା ପରେ, କିଛି ସାମ୍ବାଦିକ ସରକାରଙ୍କୁ ସୁରକ୍ଷା ଦେବାରେ ବ୍ୟସ୍ତ। କିଏ କହିଲାଣି ନୂଆ ମନ୍ତ୍ରୀ, କିଏ କହିଲାଣି ସରକାର ପଦକ୍ଷେପ ନେଲେ।

    • @ranajitkumarmohanty9740
      @ranajitkumarmohanty9740 24 дні тому +2

      କିଛି ଲୋକ ସାମ୍ବାଦିକ ନାମରେ ବେପାର କରୁଛନ୍ତି ll ଏମାନେ pocket ଗରମ ପାଇଁ ଶାସକ ଦଳର ଚରଣ ସେବା କରିବାକୁ ପଛଉ ନାହାନ୍ତି ll ମୋଦୀ ସରକାର ଆସିବା ପରେ ଜନସାଧାରଣ କିପରି ସତ ଖବର ନ ପାଇବେ ସୁନ୍ଦର ଚକ୍ରାନ୍ତ ଚାଲିଛି ll ଏବେ କେବଳ ମିଛ ଖବର ll

  • @bidyadharswain54
    @bidyadharswain54 24 дні тому +12

    Pandian saheb is missing. Do not tell about him. Pandian saheb isa honest man. Do not involve him

  • @DhreetiE
    @DhreetiE 24 дні тому +41

    ତୁମେ ବଡ଼ ବଡ଼ ଭୁଲ କରିବ ଆଉ ଦୋଷ ଦେବ pandian ଙ୍କୁ, ଚାରି ଦ୍ଵାର ତମେ ଖୋଲିବ ରାଜନୀତି ପାଇଁ ଆଉ ବିଶୃଙ୍ଖଳା ହେଲେ pandian କରିଛି ,ତୁମକୁ ଲାଜ ଲାଗିବା କଥା

    • @user-ud1lp4oh5t
      @user-ud1lp4oh5t 24 дні тому +2

      ଚାରି ଦ୍ଵାର କିଏ ବନ୍ଦ କରିଥିଲା କି

    • @sunilkumarsethi488
      @sunilkumarsethi488 24 дні тому +2

      Charidwar nabin band karithila ta vai pandian sahita mishi

    • @snigdhasamantaray5389
      @snigdhasamantaray5389 24 дні тому +3

      4 dwara close heba pain tiari hei na thila.bhakta nka pain tiari hei thila.pandu kiye close karibaku.sethi pain naveen aau pandu bhogile.jiye prabhu nka kama re badha srusti kariba taku prabhu chadibeni.

    • @Durgagamers
      @Durgagamers 24 дні тому +2

      Aga ta 4 gate open thila close Kia karithila ki

    • @DhreetiE
      @DhreetiE 24 дні тому

      ଏତେ ବଡ଼ ଘଟଣା ଘଟିଲା ପରେ କିଛି media ଭାଇ ସରକାର କୁ ବଞ୍ଚାଇବା ରେ ଲାଗିପଡିଛନ୍ତି। ଆଉ ୟାକୁ ତାକୁ ଦୋଷ ଦେଉଛନ୍ତି

  • @BibunaBibhuti
    @BibunaBibhuti 24 дні тому +9

    Valueless

  • @debendranarayandash9040
    @debendranarayandash9040 24 дні тому +2

    ବ୍ରହ୍ମ ବିଭ୍ରାଟ ପରଠାରୁ ଏହିଭଳି ପରିସ୍ଥିତି ସୃଷ୍ଟି ହେଉଛି ପୂର୍ବବର୍ଷ ଜଗନ୍ନାଥ ମହାପ୍ରଭୁ ଏଥର ବଡ଼ ଠାକୁର ସେବକ ମାନଙ୍କ ଦାଇତ୍ୱ ହିନତା ପାଇଁ ଏଭଳି ଘଟୁଛି ଆଉଥରେ ନବକଳେବର ହେବା ପର୍ଯ୍ୟନ୍ତ ଏଭଳି ଘଟଣା ଘଟିବ ନବକଳେବର ତୃଟି ପାଇଁ କ୍ଷମା ପ୍ରାର୍ଥନା କରିବା ଦରକାର

  • @RanjitMahanandia-sp9eh
    @RanjitMahanandia-sp9eh 24 дні тому +4

    ଧନ୍ୟ ତୁମ ସାମ୍ବାଦିକତା

  • @ramakantapadhi3254
    @ramakantapadhi3254 23 дні тому

    ଯଦି ସେଭଳି କେହି କୁ ଯୋଜନା କରି ଏଭଳି କେହି କିଛି କରିଥାଏ। ତେବେ ତାର ବଂଶ ବୁଡ଼ିଯିବ।

  • @skmplanet9591
    @skmplanet9591 24 дні тому +3

    Michhare Pandu ku sabu doso deu thibaru bhagban na sahi pari odia nku emiti danda deuchanti.

  • @bidhubhusansamantasinghar4792
    @bidhubhusansamantasinghar4792 24 дні тому +6

    ପାଣ୍ଡିଆ କୂ କେବେ ପାତାଳ ରୁ କାଢି ଦଣ୍ଡ ମିଳିବ ?

    • @stylestar486
      @stylestar486 24 дні тому

      ତୁ ବାଣ୍ଡ ଏତେ ମୁର୍ଖ ଛି

  • @TiluPatra-cy5br
    @TiluPatra-cy5br 24 дні тому +2

    ବାଜେ କଥା

  • @ManojBerera
    @ManojBerera 24 дні тому

    ଜଗନ୍ନାଥେ❤❤❤❤ଜାହା କରୋଛ ଭଲ❤❤

  • @brajeswarisingh909
    @brajeswarisingh909 21 день тому

    ସବୁ ଜଗା ଦେଖୁଛି, ସେହି ଦଣ୍ଡ ଦେବେ,, ସେବାୟତ ମାନଙ୍କୁ ଯାଞ୍ଚ କରାଯାଉ ମଦ ପିଇ ଥିଲେ ନା ନାହିଁ, ମୋବାଇଲି କାହିଁକି ନେଲେ, ବଳରାମ ଙ୍କୁ ପକାଇ ନୂଆ ମୁଖ୍ୟମନ୍ତ୍ରୀ ଙ୍କୁ ବଦନାମ କରିବାକୁ କିଏ ଷଢ଼ଯନ୍ତ୍ର କରିଥିଲେ ସରକାର ତଦନ୍ତ କରିବାକୁ ଅନୁରୋଧ 🙏😂

  • @suryasadhika4157
    @suryasadhika4157 24 дні тому +1

    ଚୋରଦଳ ସବୁତ ଖାଲି ପାଣ୍ଡିଆନ । ପାଣ୍ଡିଆନତ ଗଲାଣି ।

  • @arjuncharansamal7344
    @arjuncharansamal7344 24 дні тому

    ପାଣ୍ଡୁ ଏବଂ ପାଣ୍ଡୁ ସେବାୟତଙ୍କୁ ବଳି ପାତାଳ
    କରାଯାଉ । ଏଭଳି ଲୋକ ରହିଲେ ଓଡିଶା
    ଆବସ୍ଥା କଣ ହେବ ।

  • @bibekkumarpatra481
    @bibekkumarpatra481 23 дні тому

    Right katha❤

  • @nanditamohanty6696
    @nanditamohanty6696 23 дні тому +2

    Padian kna name nei sabu pari hei jibe😅😅😅😅

  • @user-ni9ps3lz9p
    @user-ni9ps3lz9p 24 дні тому

    ମିଛ

  • @KarunakarDhani-eo2sl
    @KarunakarDhani-eo2sl 24 дні тому +3

    ବିଜେଡି ସରକାର ବ୍ରହ୍ମ ବିବାଦ ଗଲା କେଉଁ ଆଡେ।

  • @gitarani2831
    @gitarani2831 23 дні тому

    ତୁ, କାହିଁକି, ଘରୁ, ବାହାଋୁଛୁ, ତୋକଥା, ବାଳକୁ ନାହିଁ, ନିଜକୁ, ଭଗବାନ୍, କହୁଥିିିବା, ବିଜେପି, ଓଢିଶାରେ, ଶାସନ, କଲେ, ଭଗବାନ୍, ତଳେ, ପଢିବେ, ଭଗବାନ୍, ସବୁ, ସହିବ, ଗବॆ, ସହିବନୀ, ବିଜେପି, ଭୋଗିବ

  • @masuripradhan2347
    @masuripradhan2347 23 дні тому

    ଏହା ଷଡଯନ୍ତ୍ର

  • @manjulatabihari4048
    @manjulatabihari4048 23 дні тому +1

    Pandian Katha Jia kahuchi se murkha

  • @parsuramjena7119
    @parsuramjena7119 24 дні тому

    It's pre plan should be punishment.

  • @user-wj3lf4xi7n
    @user-wj3lf4xi7n 24 дні тому +2

    Boycott Pandiyan

  • @ParabirPanda-to3rh
    @ParabirPanda-to3rh 24 дні тому

    Lord B is very weak against humans

  • @themother482
    @themother482 23 дні тому

    🙏

  • @saiarts4617
    @saiarts4617 24 дні тому +1

    Only MOBILE PHONE📱

  • @binodkanhar4163
    @binodkanhar4163 24 дні тому

    ନୂଆ ସରକାର ଦାଇତ୍ଵ ନାହିଁ

  • @gurumohanty8208
    @gurumohanty8208 24 дні тому

    Yes, Aravind Babu is befitting for this job.

  • @akpanda833
    @akpanda833 24 дні тому

    Why not sending them to jail & why to wait

  • @JaiUtkalaMaa
    @JaiUtkalaMaa 24 дні тому +6

    ନୁଆ ସରକାରକୁ ବଦନାମ କରିବାକୁ ଷଡଯନ୍ତ୍ର ଚାଲିଛି। ଏଭଳି କଥା ଜଗନ୍ନାଥ ମନ୍ଦିରର ପାଞ୍ଚ ଷହ ବର୍ଷର ଇତିହାସରେ ହେଇନି। ଏଭଳି ହେବା ଅସମ୍ଭବ। ପାଣ୍ଡୁର ସମର୍ଥିତ ସେବାୟତ ମାନଙ୍କୁ ଚିହ୍ନଟ କରିଯାଉ।

  • @Debeti
    @Debeti 22 дні тому

    Hoire ମା....... ଜୋତା ରେ ମାଡ଼ ଖାଇବୁ,

  • @user-vn3rm5mu6o
    @user-vn3rm5mu6o 24 дні тому +8

    Pandian is the best IAS officer

  • @akashkumbhar8981
    @akashkumbhar8981 24 дні тому +1

    Bhalabhadra mahaprabhu sevayat nka pain emiti hele.... only managing committee and servitor are responsible.

  • @rudrapratapnayak-tq5sy
    @rudrapratapnayak-tq5sy 20 днів тому

    Sir sabu tanka lila apananka pakhare kichhi praman achhi michhatare kahinki apaprachar karuchhanti

  • @sushantasethy2332
    @sushantasethy2332 24 дні тому

    Sata Katha

  • @kirankumardalai764
    @kirankumardalai764 24 дні тому

    Don't initiate Pandiyan just ignore it will hurt .so stop.

  • @princetushar3970
    @princetushar3970 24 дні тому

    Balo katha kahuchi tame Odisha basi ସୁଣୁଥ

  • @TanujaMishra-gf5cj
    @TanujaMishra-gf5cj 24 дні тому +3

    Tumaku pandian hni darkar sabad kariba pain

  • @NilamaniAyurveda
    @NilamaniAyurveda 23 дні тому

    𝓡𝓪𝓽𝓷𝓪 𝓿𝓪𝓷𝓭𝓪𝓻 𝓵𝓸𝓸𝓽𝓮𝓭

  • @user-wi8je1li9t
    @user-wi8je1li9t 24 дні тому +1

    A sabu micha kn pain au pandian pachare padica

  • @gajendramajhi3718
    @gajendramajhi3718 24 дні тому

    ଲୋକଟାର ମୁଣ୍ଡ ଠକ୍ ନାହିଁ

  • @ranjitabiswal4860
    @ranjitabiswal4860 24 дні тому

    Thik kahicha

  • @manujaray2664
    @manujaray2664 23 дні тому

    Its true pandian can go any extend
    It is possible for pandian. He and ex cm involved in naba das murder.

  • @sudhansugantayet2786
    @sudhansugantayet2786 21 день тому

    No this is not acceptable though we do not like thatregime

  • @manjulatabihari4048
    @manjulatabihari4048 23 дні тому

    Pandian is very good than cm

  • @p.cpanda5605
    @p.cpanda5605 24 дні тому

    Tame dekhietiela bahi tamakue fast are starting karieba darakara

  • @sanatandharma2011
    @sanatandharma2011 23 дні тому

    Jagannath nku tikia darantu kahaku na darile bi

  • @malliknandini3026
    @malliknandini3026 24 дні тому

    Apan nku laj laguni jaha asuchi kahidauchanti bhabi chinti kuhantu rajniti karantuni

  • @user-kb2lt1mf6h
    @user-kb2lt1mf6h 23 дні тому

    BJP hatao odisha bachao

  • @user-mg2ow3og6m
    @user-mg2ow3og6m 24 дні тому

    Thakura nku samvali paruna odissa ku Kan samvali ba

  • @rabinarayanmohapatra4733
    @rabinarayanmohapatra4733 24 дні тому

    Tamasaha bodhe cm.katha heithile.

  • @user-pv1mo3fd7l
    @user-pv1mo3fd7l 23 дні тому

    Micha katha kuha naheen,kalia sabu dekhuche

  • @anandapanda4268
    @anandapanda4268 24 дні тому

    Pandian odissaku khaisarilani bjd Premi Sir daka jauni k

  • @rohitnaik6592
    @rohitnaik6592 24 дні тому

    Pandu ku bohiskar karajau

  • @chandrakantsutar2922
    @chandrakantsutar2922 23 дні тому

    Pandu maa Gyan kauthi luchichi.....

  • @JaiUtkalaMaa
    @JaiUtkalaMaa 24 дні тому +2

    ପାଣ୍ଡୁର ସମର୍ଥିତ ସେବାୟତ ମାନଙ୍କର ଚିହ୍ନଟ କରାଯାଉ। ନହେଲେ ଆହୂରି ବିଭ୍ରାଟ ହେବ। ପାଣ୍ଡୁର ଷଡଯନ୍ତ୍ରର ଗୁଇନ୍ଦା ସଂସ୍ଥା ଲଗେଇ ପରଦା ଫାସ କରାଯାଉ।

  • @sudhansubhusandash8764
    @sudhansubhusandash8764 24 дні тому

    Advers remark,ask surabhai!

  • @debasisjyotish9733
    @debasisjyotish9733 23 дні тому

    Bohutu Katha kohucha . tuma bjp panchi houchi

  • @user-wq4fw6yq8v
    @user-wq4fw6yq8v 24 дні тому

    Govt should not have transferred Mr yadav at this juncture

  • @user-uv1rk2me4y
    @user-uv1rk2me4y 24 дні тому

    Sabayatmanesaytan

  • @deepak001ification
    @deepak001ification 24 дні тому

    Tume bahut kahuchha bjp ku bahut support karuchha kintu sir mane rakha agami dinare Congress center re sarkar kariba

  • @shuabammeher-gi5em
    @shuabammeher-gi5em 23 дні тому

    Headline lekhi apaprachar karichanti.sabu chora. Ki nataka chalichi

  • @swornalata6677
    @swornalata6677 23 дні тому

    Micha kahi bhogeila ahuri micha

  • @binatirani8303
    @binatirani8303 24 дні тому +1

    ଏଇ ବୁଢାର କିଛି କାମ ନାହି(
    Say something with proper base.I can't stop my laugh.

    • @binatirani8303
      @binatirani8303 24 дні тому

      уσυ fσя¢є∂ ραи∂ιуαи тσ ∂σ тнαт ωσяк.уσυ нανє тαкєи α нєανу αмσυит тσ ∂σ тнαт.

  • @durbasapradhan9954
    @durbasapradhan9954 24 дні тому

    Ea bada pandita ta Sethi pain kahuchhi au

  • @nanditanaik838
    @nanditanaik838 24 дні тому

    Pandia plan kale balabhadra padijibe.

  • @user-ho8iu1nf7o
    @user-ho8iu1nf7o 24 дні тому

    The opinion is not correct.

  • @trilochanrath1659
    @trilochanrath1659 24 дні тому

    Adu sadu kahi ki lekhucha

  • @drgyavy1745
    @drgyavy1745 24 дні тому

    Kuch bhi

  • @manjulatabihari4048
    @manjulatabihari4048 23 дні тому

    Pada bangs khaithile

  • @tusarkantaparija8548
    @tusarkantaparija8548 24 дні тому

    Besaram

  • @CHANDANDAS-gr5ld
    @CHANDANDAS-gr5ld 24 дні тому

    Pandian tama maipo ku gahithila MMA GIHA

  • @OmPrakash-zh5hm
    @OmPrakash-zh5hm 23 дні тому

    Views pai kichi bi lekhi diya.

  • @krishnasbekeryworld7709
    @krishnasbekeryworld7709 23 дні тому

    Kie a pagala loka

  • @Alankrutaa
    @Alankrutaa 24 дні тому

    E baje title kain dia heichi only views paiba pain

  • @subashsahoo1406
    @subashsahoo1406 24 дні тому

    To bapa b.n.d.a ru janma heichuta

  • @anusahu5442
    @anusahu5442 24 дні тому

    Faltu katha .

  • @user-kp7yg6zh1x
    @user-kp7yg6zh1x 24 дні тому

    Mausa mundakharapa

  • @manojjena1903
    @manojjena1903 21 день тому

    Faltu katha

  • @shivaprasadjena8656
    @shivaprasadjena8656 24 дні тому

    Pandian nka karjya kalap ku anu sandhan karajaei pandian ku arrest karajau case diary karajau dekhajau balavadra babu kana karuchanti bhakta Mane janibe

  • @sarojinibagh1990
    @sarojinibagh1990 24 дні тому +3

    Mohan sarkar nku badnam karibapain sadajantra karajaithila

  • @kailashchandra4365
    @kailashchandra4365 22 дні тому

    ପାଣ୍ଡୁ ମାଗିଆ🎉 ଚୋର

  • @JaiUtkalaMaa
    @JaiUtkalaMaa 24 дні тому +1

    ସେବକ ମାନଙ୍କର ଭିତରେ ପାଣ୍ଡୁର ଗୋଷ୍ଠୀ ଅଛନ୍ତି। ତଦନ୍ତ କରାଯାଉ।ପଛରେ ଥିବା ସେବିୟତ ଗୋଷ୍ଠୀଙ୍କୁ ଜେରା କରାଯାଉ।

  • @IshaChudimahal
    @IshaChudimahal 24 дні тому

    Ke. Faltu news. Dakhaucha. Tumar kichhi kama nahi. Bhala news dea

  • @prabhudebmukhi6476
    @prabhudebmukhi6476 23 дні тому

    Sala ra vasana maruji ba

  • @user-yp2db2ho3r
    @user-yp2db2ho3r 24 дні тому

    Tuma.valria.pagl

  • @sangrampurty5842
    @sangrampurty5842 22 дні тому

    Paltu katha paltu video

  • @user-ud1lp4oh5t
    @user-ud1lp4oh5t 24 дні тому

    ଯଦି ମୋହନ ମାଝୀ ପାଣ୍ଡିୟନ କୁ ଦଣ୍ଡ ନଦେଉଛି ମୁଖ୍ୟ ମନ୍ତ୍ରୀ ରୁ ଇସ୍ତଫା ଦିଅନ୍ତୁ

  • @pradeepbaral6923
    @pradeepbaral6923 24 дні тому

    Headingre emiti kahinki lekhuchha.....