ମହିଳା କଣ୍ଡକ୍ଟରଙ୍କୁ ଛାଡ଼ିଲାନି ପୁରୁଷ କଣ୍ଡକ୍ଟର || ରାଜଧାନୀରେ ଫୁଣି ଲଜ୍ଜ୍ୟା Mo bus women conducter issue

Поділитися
Вставка
  • Опубліковано 26 вер 2024
  • We covers latest news in Politics, Entertainment, Ollywood, Business and Sports & also hottest movie reviews, previews, latest news, and juicy gossip stories. 🌟 New releases? We've got them covered!🔔 Subscribe now and be part of the sensation!
    LIKE | COMMENT | SHARE | SUBSCRIBE
    Subscribe to Odisha Prabhab : / @odishaprabhab
    Like us on Facebook : / odishaprabhabofficial
    Follow us on Twitter : / odishaprabhab
    Follow us on Instagram : / odisha_prabhab
    WhatsApp : 9827763109
    👉 SUBSCRIBE For UNLIMITED ENTERTAINMENT!
    🔔 Get alerts when we release any new video. TURN ON THE BELL ICON on the channel ! 🔔 ko
    © Odishaprabhabofficial@gmail.com
    #cancerjourney #odishaprabhab
    * ANTI-PIRACY WARNING * This content is Copyright to “ Odisha Prabhab”. Any unauthorized reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the following material presented!
    #karma #karmamovie #Karmachallenge

КОМЕНТАРІ • 191

  • @sibaramsahoo4026
    @sibaramsahoo4026 2 дні тому +59

    ଏ ରାଜ୍ୟ ରେ ଏ ସବୁ କଣ ଚାଲିଛି. ହେ ଜଗନ୍ନାଥ ଏମାନଂକୁ ସଦବୁଦ୍ଧି ଦିଅନ୍ତୁ 🙏

  • @KarunakarNaik-yn4lc
    @KarunakarNaik-yn4lc 2 дні тому +59

    ଏମିତି ଅପରାଧ କରୁଥିବା ଲୋକ ଙ୍କ ପାଇଁ ଫାଶୀ ଦଣ୍ଡ ସରକାର ଲାଗୁ କରିବା ଦରକାର

    • @arunkumarsamal338
      @arunkumarsamal338 16 годин тому

      ନା ନା ଏଇଟା ସେମାନଙ୍କ ପାଇଁ କମ୍ ହେବ । ସେମାନଙ୍କୁ ଧରି ତାଙ୍କ ଲିଂଗ କାଟି ନଚେତ ସେମାନଙ୍କୁ ନପୁଂସକ କରି ଏବଂ ଅନ୍ଧ ଅକର୍ମଣ୍ୟ କରି ସମାଜ ଆଗରେ ଭିକ ମାଗିବାକୁ ଛାଡି ଦିଆଗଲେ ଏଇଭଳି ଅନ୍ୟ ମାନେ ମଧ୍ୟ କରିବେ ଏଇଭଳି କାମ କରିବାପାଇଁ।

    • @arunkumarsamal338
      @arunkumarsamal338 16 годин тому

      ଡରିବେ

  • @akshayakumarbehera3502
    @akshayakumarbehera3502 2 дні тому +19

    ତୁରନ୍ତ ଅପରାଧୀ କୁ ଆରେଷ୍ଟ କରି.ଜେଲ ପଠାନ୍ତୁ. ସରକାର ଙ୍କୁ ଅନୁରୋଧ.

  • @sasanksekharaswain9208
    @sasanksekharaswain9208 2 дні тому +33

    ନାରୀ ନିର୍ଯାତନା ବ୍ୟକ୍ତି ଙ୍କୁ ଫାଶୀ ଦଣ୍ଡ ଦିଆଯାଉ

  • @Sportsanslyst104
    @Sportsanslyst104 2 дні тому +30

    Waiting for byomokesh Tripathy

    • @anushreenaik7585
      @anushreenaik7585 2 дні тому +1

      ସେ ପୁରୁଷକୁ ହିଁ ଠିକ୍ ବୋଲି କହିବ😂😂😂

    • @AMohapatra
      @AMohapatra 2 дні тому +4

      He speaks against false cases. Every case is not false.

  • @satyanarayanparida9196
    @satyanarayanparida9196 2 дні тому +10

    ଟଙ୍କା ବାଣ୍ଟିଲେ ନାରୀ ସଶକ୍ତିକରଣ ହୁଏ ନାହିଁ କି କାଳିଆ ବଳିଆ ଯୋଜନା କରି ଟଙ୍କା ବାଣ୍ଟିଲେ ଲୋକ ଙ୍କ ଅର୍ଥିକ ଅବସ୍ଥା ସୁଧୁରି ଯାଏନି । ଏ ସବୁ ମାଗଣା ଯୋଜନା ରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସରକାର ଯେତିକି ଲୋକପ୍ରିୟ ହେଇ ନ ପାରିବ , ଲୋକଙ୍କୁ ଖାଲି ନ୍ୟାୟ ଦେଲେ ବା ରାଜ୍ୟରେ ଶାନ୍ତି ଶୃଙ୍ଖଳା ଠିକ ହେଇ ଗଲେ ତା ଠାରୁ ବେଶି ଲୋକପ୍ରିୟ ହେଇ ପାରିବ । ଲୋକଙ୍କୁ ନ୍ୟାୟ ଦେବା ପାଇଁ ରାଜକୋଷ ରୁ ଟଙ୍କା ଟିଏ ଖର୍ଚ୍ଚ ହୁଏନି । କାରଣ ସରକାର ଙ୍କୁ କୋଉଠୁ ନ୍ୟାୟ କିଣିବା କୁ ପଡ଼ିବନି 😊

  • @sanjayanahak5160
    @sanjayanahak5160 2 дні тому +9

    ଆମ ଓଡ଼ିଶା ରେ ତ ରେପ୍ ଗୋଟିଏ ଖେଳନା ହେଇଗଲାଣି ବାଃ

  • @sujatamohapatra675
    @sujatamohapatra675 2 дні тому +12

    Shame on Odisha police🙏

  • @maushumisoy904
    @maushumisoy904 2 дні тому +8

    ପୋଲିସ ତ ଏକ ନମ୍ବର ମାଲୁଆ,action କଣ ନେବ,

  • @musicon5982
    @musicon5982 2 дні тому +20

    ସବୁ ଜାଗା ରେ ରାଜନୀତି ଆଣ ନା ଏଟା 24 ବର୍ଷ ଆଗରୁ ଶାସନ ର ଫଳ ଏବେ ବାହାରୁଛି

    • @pradeep9108
      @pradeep9108 2 дні тому +1

      Abe Navin pattnaik juga re mahila Mane bahut swabalambi heichanti but bjp asiba dina thu aei sabu kama hauchi

    • @archanabarik2330
      @archanabarik2330 2 дні тому +1

      24 years hela sabu heuchhi tar mane Kan kii ....??😡

    • @musicon5982
      @musicon5982 2 дні тому

      @@pradeep9108 ଆଗ କହିବା ଭଦ୍ରାମି ଶିଖ, ,BJD ସରକାର ଥିଲା ବେଳେ ବୋଧେ କେହି ଦାଦନ ଯାଇ ନ ଥିଲେ ,ମହିଳା ମାନଙ୍କ ଉପରେ ଅତ୍ୟାଚାର ହେଉ ନ ଥିଲା କି ? ଆଉ ଆମ ପାଖରେ ଗୋଟେ ଗୋଟେ Mercedeze କାର ଥିଲା BJP ଆସିଲା ପରେ ଗରିବ ହେଇ ଗଲୁ କି?ଏଟା ତର୍କ ତମେ ତମ angle ରୁ କହିବ ଆଉ କିଏ ତା angle ରୁ କହିବ ଯାହା ଠିକ୍ ତାକୁ ଗ୍ରହଣ କରାଯିବ।

    • @ganeshkujur5491
      @ganeshkujur5491 2 дні тому

      Tu pagal ta kire

    • @BhajaharidasDas-h6u
      @BhajaharidasDas-h6u 2 дні тому

      ​@@pradeep9108nabin bele case ku rafadafa karuthile ebe baharuchi

  • @manashnayak2794
    @manashnayak2794 2 дні тому +29

    ସେସଳା ର ପେଳ କାଟିଦିଅ 😡😡😡

  • @AMohapatra
    @AMohapatra 2 дні тому +14

    Ethara aau khali police station nuhe, MoBus re bhi cctv laga jaau. Aau samasta office re.

  • @rameshnayak7537
    @rameshnayak7537 День тому +1

    ସରକାର। ଙ୍କୁ ଅନୁରୋଧ ମଦ୍ୟପ ମାନେ ଅଧିକ ରୁ ଅଧିକ ଉତ୍ପାତ ହେଉଛନ୍ତି ଏବଂ ନିଜର କ୍ଷମତା ବିସ୍ତାର ବି କରୁଛନ୍ତି।ତେଣୁ କୋଠାର ଶାସ୍ତି ଦିଅନ୍ତୁ ନ ହେଲେ ଏଇ ଅନ୍ୟାୟ ଦିନକୁ ଦିନ ବୃଦ୍ଧି ପାଉଛି।

  • @gayadharmtbehera7113
    @gayadharmtbehera7113 2 дні тому +8

    Please action immediately

  • @jitendramajhi3101
    @jitendramajhi3101 2 дні тому +4

    ବଡ ନିଷ୍ଠୁର ଜୟଜଗନ୍ନାଥ

  • @SamsuluddinKhan
    @SamsuluddinKhan 2 дні тому +4

    ସେ ମାଗିହା ଅରବିନ୍ଦ କିଏ? ପୋଲିସ କଣ କରୁଛି।

  • @madhusudandas2630
    @madhusudandas2630 2 дні тому +9

    Talibani ଶାସନ ରାମ ରାଜ୍ଯରେ ଆସିଗଲାଣି। ଗଧିଆ ଗୁଡାକ ବୁଲିଲେଣି।

  • @pinakinandanbehera531
    @pinakinandanbehera531 2 дні тому +13

    କେବଳ ଝିଅ ହବାର ଫାଇଦା ଉଠାଉଛନ୍ତି ତା ଛଡା ଆଉ କିଛି ବି ନୁହେଁ............. ପୁଅ ମାନଙ୍କର କୋଉଠିବି problem ହଉନି ସବୁଠି problem ଝିଅ ମାନଙ୍କର ହଉଛି ଏହା ସତରେ ନା ନିଜ ସ୍ୱାର୍ଥ ହାସଲ ନହେଲେ victim card ଖେଳିବା start ହେଇଯାଉଛି.....?

    • @subhashreedas3490
      @subhashreedas3490 2 дні тому

      Aapn nku ate darad jadi pua nk pai seman nk lock up re rakhi dekhntu sabu ra solution heijiba

    • @pinakinandanbehera531
      @pinakinandanbehera531 2 дні тому

      @@subhashreedas3490........ Darada nuhe bhauni..... Thare ground level re jai dekha prakrutare kana hauchi...... Aji aukahaku phasa jauchi sethippai kahidaucha kali jetebele tama bapa bhai nk upare abhali ghatiba setebele bujhipariba

    • @pinakinandanbehera531
      @pinakinandanbehera531 2 дні тому

      @@subhashreedas3490.....Sei pua manaka bhitare tama BAPA, BHAI madhya achanti.... Kali jetebele semanaka saha amiti ghatiba setebele janipariba

    • @sujatapradhan2910
      @sujatapradhan2910 2 дні тому

      Nija jhia ki bhauni sh heithile sata lagithanta bodhe

    • @DayanidhiSahoo-xf7tw
      @DayanidhiSahoo-xf7tw День тому

      Nain bhai tume mo bus system katha janin Kain kahuchha

  • @BinodpandaHouse
    @BinodpandaHouse 2 дні тому +4

    Strong protest welcome.

  • @luckydesign6935
    @luckydesign6935 2 дні тому +2

    Bbsr ରେ ସବୁ ହେଉଛି

  • @Chagunu
    @Chagunu 2 дні тому +2

    ଭାଇ ମାନେ ସତକଥା ଭାବ ଦୋଷ କାହାର ଆମ ସିଷ୍ଟମ୍ର 😢😢😢

  • @vikramkesharibehera1616
    @vikramkesharibehera1616 2 дні тому +1

    କୋଉ ବାଳ କୁ ପୋଲିସ ଚାକିରୀ କରୁଛ, ଯାଉନ ଘରେ ପିଲାଙ୍କୁ ଦେଖୀବ

  • @jayakrushnachoudhury1624
    @jayakrushnachoudhury1624 2 дні тому +1

    ଲଜ୍ଜାଜନକ

  • @bijaylaxmipanda6402
    @bijaylaxmipanda6402 2 дні тому +11

    Dara laguchhi odisha jibaku....

  • @Jotrimay
    @Jotrimay 2 дні тому

    ହେ ପ୍ରଭୁ ରଖ୍ୟା କରନ୍ତୁ 🙏

  • @samirranjandas839
    @samirranjandas839 День тому

    Law କୁ କଡାକଡି ଭାବରେ ପାଳନ କଲେ, ସବୁ ଠିକ୍ ହୋଇଯିବ। ଶଳା Law ଅଛି, ପୋଲିସ ଅଛି, court ଅଛି, Human right Commission, Women cell, CC tv, smartphone, ଭାଇ ବନ୍ଧୁ କୁଟୁମ୍ବ ଅଛନ୍ତି ତଥାପି ତା ପରେ ଅସଦା ଆଚରଣ।...... ମାନେ system corrupted.

  • @SamsuluddinKhan
    @SamsuluddinKhan 2 дні тому +1

    ମୋ ବସ ରୁ ଗାଣ୍ଡିମାରି ଖାଇ ଉତପାତିଆ ହେଇ ଯାଇଛନ୍ତି।ସେଠୁ ସେ ଶଳା ଙ୍କୁ ପ୍ରଥମେ ବାହାର କର।ତା ପରେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

  • @jitendramajhi3101
    @jitendramajhi3101 2 дні тому +3

    ବଡ ବଡୀଆ ନିୟୁଜୁ କୁ ଆଡେ ଗଲେ

  • @madhusmitasahoo4465
    @madhusmitasahoo4465 2 дні тому +1

    ଓଡ଼ିଆ ବି ଏ ଶଳା ଟା ଠିକ ସେ କହି ପାରୁନି
    ବଙ୍ଗାଳି ବୋଧେ

  • @debanandasahu7298
    @debanandasahu7298 18 годин тому +3

    Bjp sarkar sabu heba athito sabu choro mohan sarkaar

  • @hariharamahanta375
    @hariharamahanta375 День тому

    ତା ହେଲେ ଥାନା ରେ ମେଡିକାଲ ରେ ସ୍କୁଲ ରେ କଣ ସବୁ ପୁରୁଷ ଅଛନ୍ତି ନା ସବୁ ନାରୀ ଅଛନ୍ତି କିନ୍ତୁ ଥାନା ରେ ପୁରୁଷ ନାରୀ giha ଗେହୀ ହଉ ଛନ୍ତୀ

  • @RahulaMallick-zu9fn
    @RahulaMallick-zu9fn 2 дні тому +1

    ପୁଅମାନଙ୍କ ସହିତ ଝିଅମାନଙ୍କୁ ଡିଉଟି ପଠେଇଲେ ଏମିତି ହିହେବ l

  • @Pmanasranjan84
    @Pmanasranjan84 2 дні тому +1

    Please govt take immediate action otherwise it's come in a big issue 🙏

  • @OmmprakashRoutray-bw1jq
    @OmmprakashRoutray-bw1jq 2 дні тому +1

    କଣହେଲାରେ ଦୁନିଆ ନଷ୍ଟ ଆଡକୁଚାଲିଗଲା

  • @Worldtravelr-z1q
    @Worldtravelr-z1q День тому +1

    Mu aau 7year pare CM hebi mote jodi vote daba tahale mu pura Odisha State ku badeleidebi

  • @puspanjalimohanty2623
    @puspanjalimohanty2623 2 дні тому +3

    Eita ku aau Mo Bus kain kahucha? Eita para Mukhyamantri Bus. Naa,Ranga sabu badali galani. Ta karjyakrama bi badali galani.

  • @rahulroy-j7k
    @rahulroy-j7k 2 дні тому +3

    sabu tapatop🤣🤣🤣🤣🤣

  • @bapujeepradhan4915
    @bapujeepradhan4915 2 дні тому +2

    Mo bus sebare achhi na ladies nku hae rana karuchhi

  • @KamakshiPatro
    @KamakshiPatro 2 дні тому +1

    BJP. Sarkar. Asu. Asu. Reaff. BJP. 5. Year. Rea. 10*000. Topibho

  • @NiranjanMohanty-w5g
    @NiranjanMohanty-w5g 2 дні тому +2

    ପୁଣି ଲଜ୍ୟା ବିଜେପି ସରକାର ନାରୀକୁ ସନମାନ ଛି ଏଡ଼େ ଅଲଜ୍ୟା ବିଜେପି ସରକାର ଭୁବନେଶ୍ୱର ସାଂସଦ କଣ ଶୋଇଛି ଯାହା ହେଉ କି ସନମାନ କଣ ଚାଲିଛି ଓଡ଼ିଶାରେ ସରକାର ତୁରନ୍ତ ଇସ୍ତଫା ଦେବା ଦରକାର ଏଡ଼େ ଅଲଜ୍ୟା ମୁଖ୍ୟମନ୍ତ୍ରୀ ଇ ଏ କୁଆଡେ ଲୋକଙ୍କ ସରକାର ନାରୀ ନିର୍ଯାତନା ବଢିଚାଲିଛି kv ସିଂଦେଓ ମୋହନ ମାଝି ପ୍ରଭାତୀ ପରିଡା ତିନିଜଣ ଅପାରଗ କୁଆଡେ ଗଲା ଲୋକଙ୍କ ସରକାର ସାଢେ ଚାରିକୋଟି ଓଡିଶା ବାସୀ ଦେଖ

    • @ramachandrabehera1684
      @ramachandrabehera1684 2 дні тому

      Bhai au kichi kuhani 👍 agaku su kete sabu ghatana heba odisha dekhiba 😭😭😭😭😭

  • @sumantanaik430
    @sumantanaik430 День тому +1

    Odisha re b.j.p sarakar pure biphala

  • @dhedubehera5988
    @dhedubehera5988 2 дні тому +2

    ଆଇନି ମନ୍ତ୍ରୀ କୁ କଣ ଏ ସବୁ ଦେଖାଯାଉନି କି? ଆଇନି ମନ୍ତ୍ରୀ ବଡ ବଡ କଥା କହୁଛ

  • @tusharmahanta1851
    @tusharmahanta1851 2 дні тому

    Company should black list

  • @balmikikanhar7666
    @balmikikanhar7666 2 дні тому +12

    Odisha ରେ kn ଚାଲିଛି 😭😭

  • @ShyamaghanaBhoi
    @ShyamaghanaBhoi 2 дні тому

    ଘୋର କଳିକାଳ ଆସିଲାଣି ଭଗବାନ ଯାହା କୁ ଯେଉଁ ଜାଗା ରେ ରହିବାର କାମ କର୍ତବ୍ୟ କରିବାର ସ୍ତାନ ଦେଛନ୍ତି ସେଇ ଜାଗାରେ ରହନ୍ତୁ କାହାର କିଛି ହେବ ନାହିଁ

  • @rameshchandraroutray7307
    @rameshchandraroutray7307 2 дні тому

    Why police sleeping since long after FIR

  • @pratimanayak8732
    @pratimanayak8732 2 дні тому +1

    Crut kn kariba kichi kari paribani sea crut ama bhalia sadharana loka kna pain chaluchi.... Emt ki drive au conductor manea clg pila kun jmt word use karuchanti dinea na dinea samastea ctc rea mada khaiki jibea..... Seathipain keahi crut ku dariba darkar nahi jouta sata seita ku samna kara emt rea bi helpline number jia receive karuchanti sea bass id neiki rakhuchanti au kichi kari parunahanti

  • @bhanjbhankalkisku9134
    @bhanjbhankalkisku9134 2 дні тому +1

    Media ku dekha....tanku maja laguchhi hasuchhanti

  • @bhagyadharanayak
    @bhagyadharanayak 2 дні тому +1

    ଅରାଜକତା

  • @murali3632
    @murali3632 2 дні тому

    Ete tension bhai police job re 😂

  • @baidyabiharigiri9439
    @baidyabiharigiri9439 2 дні тому

    Loose laws long pending negligence of police Fearing of senior officer

  • @padmapattnaik2988
    @padmapattnaik2988 2 дні тому

    ବିଫଳ ସରକାର

  • @sagarikabhuyan3881
    @sagarikabhuyan3881 2 дні тому +1

    Maharashtra re adhikansh jhia conducter kaama karuchanti. Kahin yemiti hauni. Yemiti danda diaa jauu ki se kebe bi gharu uthi na paaru. Haata kaati danaa kathaa.

  • @untold9254
    @untold9254 2 дні тому

    Ye sabu nata Naveen babu chhadiki jaichhanti jaha ebe Mohan Sahab clear karibe....pls Sir🙏 Mo Bus re thiba Lady conductornku suraksha diantu

  • @rasmitasahu1573
    @rasmitasahu1573 2 дні тому

    Sir jou kouchanti niana Ghia katha apana kouchanti kn kounasi office hou ki Anya Anya Jaa bi hou sabuti jhia pua rahuchanti kn taaboli kn jhianku nirjatana diajiba yepah I kichi government strict step niajau

  • @jagannathmarandi2051
    @jagannathmarandi2051 2 дні тому +3

    ଏହି ପରି ଲୋକ ମାନଂକୁ କୋ୍ଠୁର ଦଣ୍ଡ ଦେବା ଇଚିତ।

  • @sscreation6845
    @sscreation6845 2 дні тому

    Barmunda ru konark jauthiba women conducter sabu passenger nku misbehave karanti. So all conducter nku inquiry karajau

  • @Snehalatadas-vm4qe
    @Snehalatadas-vm4qe 2 дні тому +4

    1st police ku langala kara. Ta pare dekha jiba

  • @BabuliMajhi-binjha
    @BabuliMajhi-binjha 2 дні тому

    ୟେ ବି ଯେ ପି ସ....ମଦି ହେ ତ ମୁନ୍ କିନ୍ ହେ😂😂😂

  • @tatatea1477
    @tatatea1477 День тому

    Muskil

  • @abhishekmohapatra975
    @abhishekmohapatra975 2 дні тому

    Se pila ro photo public agore dekha jau . Loke se mahan pretatma ku tike dekhantu..

  • @kapilcharanmohanty9673
    @kapilcharanmohanty9673 2 дні тому

    Sabu office re kebala purusha ba nari staffnku nijukti diagale bhala

  • @thehembramvlogs1490
    @thehembramvlogs1490 2 дні тому

    Mo bus re thiba sabu members nalua HR bi aau manager bi mu nije dekhichi,mu bi mo bus re thili

  • @NityanandaNityananda-x2m
    @NityanandaNityananda-x2m День тому

    Bhala sarkar bjp asilapare amiti hauchi

  • @Mrmvision
    @Mrmvision 2 дні тому

    Police ro karnama kon kon sobu dekhibaku poduchhi...

  • @ipsita676
    @ipsita676 2 дні тому

    Jhia ta se blur ta mariba janina kn pain ofc kholiki basicha

  • @Kataktv-cx1ot
    @Kataktv-cx1ot 2 дні тому

    Gotie rajya ra mukhya mantri hei rajya chalaiba ete sahaja nuho agya, Virat Kohli jagare jay saha ku batting pi pothaile abasta eya hobo😮

  • @saraswatinaik3752
    @saraswatinaik3752 2 дні тому

    Time Mane aga ଯାଇ ସଉଛ ଭିଡିଓ କରୁଛ କଣ ପାଇଁ ଏସବୁ ହେବ ବୋଲି ଜାଣିନ କି ପ୍ରୋତେକ ଦିନ ପର mobile ଦେଉଛି ଏଟା ଏବେକା ଘଟଣା ନୁହେଁ ପ୍ରେମ ବେଶୀ ହେଲା

  • @prafulladash6726
    @prafulladash6726 2 дні тому

    Mohana Chhadi De Re....To Dehi Ye Kama Habani.

  • @IASaspairant
    @IASaspairant 2 дні тому +3

    ଇୟେ Acting କରୁଛି , ଶଳା ମୁହଁ ରୁ ଜଣା ପଡ଼ୁଛି 😅😂

  • @SanjanKumar-m7q
    @SanjanKumar-m7q 2 дні тому +1

    Fast,Rana,nabin,sir,two,pandia

  • @alokbastia9438
    @alokbastia9438 2 дні тому

    Sei mg police

  • @PrasantkumarSamal-yq8qi
    @PrasantkumarSamal-yq8qi 2 дні тому

    Uphara officeraku Khusi Kale ta chakiri kariba Era Hela ama Odisha Navin Odisha atitare mamita pari madhabi lata kete kalankari haichi Navin sasan amalare

  • @manasranjanpattnaik6008
    @manasranjanpattnaik6008 День тому

    Dubble engine wale kana Kala ama shanti priya ODISHA ku.Modi ra najar lagigala😂😂😂

  • @dushasanasamantaray73
    @dushasanasamantaray73 2 дні тому

    Chhi chhi re kn sabu chalichhi...aji thhu sabu news channel block,vari kasta hauchhi emti news sabu jani🥺😡😡😡😡😡

  • @logindigital2886
    @logindigital2886 2 дні тому

    Mora mobile chori hei jaichi mo bus re plz tike help kara

  • @bijaykumarpanda3255
    @bijaykumarpanda3255 2 дні тому

    Ki pala chalichi

  • @santoshbarik146
    @santoshbarik146 День тому

    Malika bachana re jaha lekha achhi sabu hauchhi madi asuchhi bipada

  • @bijaypatra9105
    @bijaypatra9105 2 дні тому +1

    ବିଜେପି ବଲା ସ୍ୟକ୍ସି ହୋଇ ଗଲାଣି

  • @riktanjalimohapatra8237
    @riktanjalimohapatra8237 2 дні тому +1

    thiki katha

  • @niranjanbarik8800
    @niranjanbarik8800 2 дні тому

    chii chii chiiii

  • @smrutiranjansatapathy7463
    @smrutiranjansatapathy7463 2 дні тому

    Police kichhi kariparibani.

  • @madhusmita597
    @madhusmita597 2 дні тому

    Cm mohan majhi kichhi karibe nahi

  • @sitaramkumarpradhan842
    @sitaramkumarpradhan842 2 дні тому

    Bjp sarkar mohan majhi sarkar gote byabastahin aparag bhrast sarkar odissa Ku. Chaleiparunahanti sarkar chadiba katha

  • @untold9254
    @untold9254 2 дні тому

    Se conductor ku pant kholi khasu kala pare Police ku khabar deithile bahut bhala heithanta

  • @sumantkumar5054
    @sumantkumar5054 2 дні тому

    News re ki bala music

  • @bariksoudamini8651
    @bariksoudamini8651 2 дні тому

    E sahasi jhia ta bite deuthila media agare se ragare e rakhayas Mane emiti karichanti.😊

  • @chandankumarjena1618
    @chandankumarjena1618 2 дні тому

    Nari conductor and nari driver hau

  • @sitaramkumarpradhan842
    @sitaramkumarpradhan842 2 дні тому

    Laza laza laza bjp sarkar nije chadiba katha

  • @kalpatarusahoo8707
    @kalpatarusahoo8707 2 дні тому

    Chada ho kichi heini..heire dharma paleipua eie kana heuchi..mohan mahuli dekha

  • @ajayaonlinevideo
    @ajayaonlinevideo 2 дні тому

    Ehi bhauni ta kaali bite dauthile bodhe.ehi jhia bahut sachot

  • @bariksoudamini8651
    @bariksoudamini8651 2 дні тому

    Kuade gale Bomkesh tripathi

  • @bariksoudamini8651
    @bariksoudamini8651 2 дні тому

    Semane tanka bhauni pakhare b soi ki asichanti

  • @manaromaswain9328
    @manaromaswain9328 2 дні тому +1

    ଲଜ୍ୟା ଘୋର ଲଜ୍ୟା , ଫାଶୀ ଦେଈ ଦିଅ

  • @SarojTripathi-i7i
    @SarojTripathi-i7i 2 дні тому

    Mada darkar police ku

  • @Girtha-sk9sw
    @Girtha-sk9sw 2 дні тому

    Odisha basi nka asali chehra......kharap kama re no. 1

  • @LingarajMajhi-vx9oy
    @LingarajMajhi-vx9oy 2 дні тому

    Samsta ku phasi dia jau

  • @HNT156
    @HNT156 2 дні тому +1

    He jaga toh kalki avtar time asi galani a kali yug sesa kari de jay kaliki🙏

  • @JibanjyotiMallick-e2t
    @JibanjyotiMallick-e2t 2 дні тому

    Bia re gehiba pae ,mo bus Banda pagala

  • @HamidirafiqRabi
    @HamidirafiqRabi 2 дні тому

    E sabu bjd amalara ebe dhara paduchi