କିଏ ହବ ଏମାନଙ୍କ ସାହାରା 💔 PLEASE HATA JADUCHI KANDANI 🥺 || UNTALENTEDGUY ||

Поділитися
Вставка
  • Опубліковано 30 лис 2024

КОМЕНТАРІ • 7 тис.

  • @sukantimahanta-d2n
    @sukantimahanta-d2n Місяць тому +551

    ଉଦିତ ଭାଇ
    କେବେ ହସଉଛ,କେବେ କନ୍ଦଉଛ
    Salute ମୋ ଭାଇ ❤

    • @Goutamjena-t2v
      @Goutamjena-t2v Місяць тому +9

      ସତରେ ଉଦିତ ଭାଇ ଆମ ଓଡ଼ିଶା ରେ ତମ ଭଳିଲୋକ ଆମ କୁ ଭାଉତ୍ ଗର୍ଭ ହଉଚି ଆଉ ଏ ମାଉସୀ ମଉସା ମାଉସୀ ମାନଙ୍କ କଥା ଶୁଣି ଆଖିରୁ ଲୁହ ଆସି ଯାଉଚି😢

    • @AbinashSahu-iq9kw
      @AbinashSahu-iq9kw Місяць тому +6

      Bhai tume bahut bahut bhala
      I like you bro
      Sabu bele ahipari kama Kari chali thao bhai
      Mote jadi ahi kamare sujoga diante mu jaanti bhai❤

    • @un.autonomous.college7010
      @un.autonomous.college7010 Місяць тому +1

  • @sarojpanda1161
    @sarojpanda1161 Місяць тому +23

    ବହୁତ ବଢିଆ କାମ ଉଦିତ...ବୃଦ୍ଧ ଲୋକଙ୍କୁ ତାଙ୍କ ଦୁଃଖ ଠୁ ଦୁରେଇ ଟିକେ ହସ ତାଙ୍କ ମୁହଁ ରେ ଦେଇଛ... ବହୁତ ଭଲ କାମ.. 👍👍👍.. Keep it up... They blessed you from heart...

  • @Singhbrosorts
    @Singhbrosorts Місяць тому +1308

    ସାଲୁଟ ଉଦିତ ଭାଇ 🫡🫡ଧିକ୍ ତାଙ୍କ ପୁଅ ଝିଅ ଙ୍କ ଜିବନ.....ସେହି ଭଳିଆ ପୁଅ ବହୁ ଙ୍କୁ ଏ ପୃଥିବୀ ପୃଷ୍ଠ କୁ ଭଗବାନଙ୍କୁ ଆଣିବାର. ନଥିଲା...ସତରେ ଉଦିତ ଭାଇ ଏ ଦୃଶ୍ୟ ଦେଖି ଆଖିରୁ ଲୁହ ଆସିଯାଉଛି....🥹🥹🥹

  • @TUKUOFFICIAL3205
    @TUKUOFFICIAL3205 Місяць тому +1

    ବହୁତ୍ ବହୁତ୍ ବଢ଼ିଆ vdo ସମସ୍ତେ ଭଲ ରେ ଥାନ୍ତୁ ଜୟ ମାଁ ସମଲେଇ 🙏❤👏👏👏👏👏👌👌👌👌

  • @indrajitsingh7691
    @indrajitsingh7691 Місяць тому +255

    ପୁଅକୁ ମା ପାଇଁ ବେଳ ହୁଏନି the dialogue Hits hard .💔

  • @A.k.r76890
    @A.k.r76890 Місяць тому +155

    ମଣିଷ ଭିତରେ ପରିବର୍ତନ ହିଁ ମହାନ ବନାଏ
    Good work ❤

  • @maheshabhi6773
    @maheshabhi6773 Місяць тому +299

    ଭାଇ ଏମିତି ବ୍ଲଗ ଭିଡିଓ କର ଆମେ ସବୁବେଳେ ସାଥ ଦେବୁ ସତରେ ବହୁତ କଷ୍ଟ ଲାଗିଲା love you bhai

  • @Matumatupradh
    @Matumatupradh 24 дні тому +6

    ସବୁବେଳେ ଆପଣ ଉପରେ ଭଗବାନ ଙ୍କର ଆଶୀର୍ବାଦ ଲାଗି ରହି ଥାଉ ଭାଇ. So. Nic

  • @DebanandMajhi-s8i
    @DebanandMajhi-s8i Місяць тому +183

    ଉଦିତ ଭାଇନା ତମେ ଗୋଟିଏ ବହୁତ ବଢିଆ ଲୋକ ସତରେ ତମେ ମଣିଷ ର ମନକୁ ବୁଝିପାର love 💕 you udit bhaina ❤❤❤

  • @PravanjanRout-i4x
    @PravanjanRout-i4x Місяць тому +64

    ଧନ୍ୟ ତମେ ଭାଇ..... ମାନବ ସେବା ହିଁ ମାଧବ ସେବା 🙏🙏🙏......

  • @Odia.jhia_Puja9692
    @Odia.jhia_Puja9692 Місяць тому +484

    Really ଏ ମାଉସୀ ମାନଙ୍କ କଥା ଶୁଣିଲାକୁ ଆଖିରେ ଲୁହ ଆସିଯାଉଛି 😥😥😥

    • @surendrabehera8306
      @surendrabehera8306 Місяць тому +5

      Tame kebe amiti na kara😢

    • @Odia.jhia_Puja9692
      @Odia.jhia_Puja9692 Місяць тому +8

      ମୁଁ ସେମିତିକା ସୈତାନ୍ ପିଲା ନୁହେଁ ଯେ ବାପା ମାଆ ଙ୍କୁ ନିଜଠୁ ଦୁରେଇ ଦେବି....ମୋ family ମୋ ପାଇଁ ବହୁତ୍ important❤🙏🏻

    • @SutunNayak-ss2gz
      @SutunNayak-ss2gz Місяць тому

      😢 nice didi bahut badhia😢​@@Odia.jhia_Puja9692

    • @CryptoBoy50-20
      @CryptoBoy50-20 Місяць тому +1

      Same 😥

    • @abhijitpradhan4169
      @abhijitpradhan4169 Місяць тому +1

      Thank you 💕 ​@@Odia.jhia_Puja9692

  • @NandankumarSahoo-b2g
    @NandankumarSahoo-b2g 27 днів тому +1

    😔😔😔Satare udit bhai tumoku dil se salute u are God bhai😓😓😓

  • @RupeiHansdah
    @RupeiHansdah Місяць тому +65

    Dil se salute bhai❤❤❤ ଜଣେ ଅସହାୟ ମୁହଁ ରେ ହସ ଆଣିଛନ୍ତି you are great

  • @moharana-creations-01
    @moharana-creations-01 Місяць тому +57

    ଦୁଃଖ ର କଥା Government ବି ଆଙ୍କ ପାଇଁ କିଛି ପଦକ୍ଷେପ ନେଉଁ ନାହାନ୍ତି😢😔

  • @KrissBehera
    @KrissBehera Місяць тому +76

    ଭାଇ ବହୁତ୍ ଖୁସି ଲାଗିଲା ❤❤❤ ସମସ୍ତ uditi Bhai ku support kara Dil se love you ❤❤❤❤❤❤❤❤❤❤

  • @rkfreefiresanu3
    @rkfreefiresanu3 Місяць тому +1

    Bhai satare ai video ta dakhiki bahutu khusi laguchi au bahutu kichi sikili 😢😢 love you udit Bhai 😔😔😔

  • @Debadatta-n9p
    @Debadatta-n9p Місяць тому +26

    ବହୁତ ଧନ୍ୟବାଦ ଭାଇ ଏମିତି ଭଲ କର୍ମ କର ଜୟ ଜଗନ୍ନାଥ 🙏🙏🙏

  • @RayamuniMunda
    @RayamuniMunda Місяць тому +33

    ଉଦିତ ଭାଇ ଏଇଟାକୁ କୁହାଯାଏ ପ୍ରକୃତ ଖୁସି l 😢❤😢

  • @KamadevjenaKamadev
    @KamadevjenaKamadev Місяць тому +6

    ସତରେ ଭାଇ ଏ ଭିଡିଓ ଦେଖିଲେ ଆଖିରେ ଲୁହ ଆସି ଯାଉଛି। ତମକୁ ହୃଦୟ ରୁ ବହୁତ ଧନ୍ୟବାଦ ଭାଇ❤❤❤❤

  • @VIEW_OF_BHADRAK_1
    @VIEW_OF_BHADRAK_1 Місяць тому +18

    ଆଖିରୁ ଲୁହ ଆସିଗଲା ଭାଇ 😢

  • @Mr.Budhadev-dr7x
    @Mr.Budhadev-dr7x Місяць тому +55

    ଭାଇ ବହୁତ୍ ଭଲ କାମ କଲ,ଭଗବାନ୍ ଆପଣଙ୍କର ଚଲାପଥ କୁ ସବୁବେଳେ ଖୁସିରେ ରଖନ୍ତୁ। ଆଉ ଗୋଟେ କଥା ଭାଇ ଜାତି ଧର୍ମ କେବେ ଦେଖିବନି, ସମସ୍ତେ ସମାନ ଦେଖନ୍ତୁ ଜୟ ଜଗନ୍ନାଥ.....🙏🙏।

  • @Odia.jhia_Puja9692
    @Odia.jhia_Puja9692 Місяць тому +208

    ବହୁତ୍ ବଢିଆ ହେଇଛି ଭିଡ଼ିଓ ଟେ ଭାଇ❤🎉🎉....ସତରେ ଭାଇ ଆପଣ ବହୁତ୍ ଭଲ😊

  • @ranjannaik-t2v
    @ranjannaik-t2v Місяць тому +192

    Udit bhai ବାପା ମl ହେଉଛନ୍ତି ଦୁନିଆର ବଡ଼ ଠାକୁର ଆଜି ମୁଁ ଏଇ ଭିଡିଓ ଦେଖିକି ଜାଣିଲି love you father and mother ❤🫶

  • @koraputiadhemssashortstatu8769
    @koraputiadhemssashortstatu8769 Місяць тому

    ମଣିଷ ପଣିଆ ଥିଲେ ହଁ ଅନ୍ୟର ଦୁଃଖକୁ ବୁଝିପାରିବେ, ସତରେ ଉଦିତ ଭାଇ ତୁମ ପାଖରେ ମଣିଷ ପଣିଆ ଅଛି, u are great, love u bhai, ଏମିତି ବିଡ଼ିଓ ଆଣିଲେ ଆମ୍ବେମାନେ ତୁମ sohita❤ଦେବୁ ❤❤❤❤

  • @MunaMuna-mu1mk
    @MunaMuna-mu1mk Місяць тому +191

    ଭାଇ ସବୁ ବେଳେ ଭାଇ ହାତା ହେ love this uditi bhai

  • @KRUTIDEEPANDAS
    @KRUTIDEEPANDAS Місяць тому +19

    ଉଦିତ ଭାଇ god bless you ଭଗବାନ ତମକୁ ସବୁବେଳେ ଖୁସିରେ ରଖନ୍ତୁ ଭାଇ ମୋର ବି ଗୋଟେ ଆଶା ଅଛି ଯେ ମୁଁ ବି ଦିନେ ଚାକିରିକାଳେ ପ୍ରଥମେ ଏମିତିକା ଲୋକମାନଙ୍କୁ ସାହାଯ୍ୟ କରିବି ବାସ ମୋତେ ଭଗବାନ ଏତିକି ଆଶୀର୍ବାଦ କରନ୍ତୁ
    ଧନ୍ୟବାଦ ଭାଇ ❤❤❤❤❤❤

  • @mrchintukumar4869
    @mrchintukumar4869 Місяць тому +61

    ବହୁତ ସୁନ୍ଦର ଭିଡିଓ thank you Bhai 🙏

  • @SOMANATH_COMEDY1
    @SOMANATH_COMEDY1 Місяць тому +12

    ସତରେ ଭାଇ ଆପଣଙ୍କ ଭିଡିଓ ଦେଖି ମୁ ବହୁତ୍ କାନ୍ଦିଚି😢😢

  • @RajeshSethi-p1s
    @RajeshSethi-p1s Місяць тому +20

    ଜୀବନରେ ତମେ କିଛି କାହାକୁ ସେବା କର ।ବା ନକର ପ୍ରଥମ ବାପା ମା କୁ ସେବା କର । କାହିଁକି ନା ବାପା ମା ହେଲା ଆମର ପ୍ରଥମ realy ଠାକୁର ta । bhai mane ଝିଅ ଆଜି ଅଛି କାଲି କି ନଥି ବ କାରଣ ଝିଅ ହେଲେ ଦୁଇ ଦିନିଆ ଲୁକ ।।।।। love you bapa maa❤❤❤❤

  • @chandrasekharhansdah1888
    @chandrasekharhansdah1888 Місяць тому +37

    Udit bhai ❤️
    Kebe Hasouchho
    Kebe kondouchho ...
    Salute re mo bhai ❤

  • @AbhishekbarikSipuni
    @AbhishekbarikSipuni Місяць тому +110

    Koumane bapanka sahiata epari karibani aji sapatha kara😢

    • @Broo401
      @Broo401 Місяць тому

      କେହି କରିବାକୁ ଚାହାନ୍ତିନି, ବାହା ହେଲାପରେ, ଯୋଉ ଝିଅ ଆସେ ସିଏ ସବୁ କିଛି କରେ, ଆଉ ପୁଅ ନିରୁପାୟ, କିଛି କହିଲେ ଓଲଟା false dowry torture case କରିଦେବେ, ଆଉ ଆମ ଇଣ୍ଡିଆ ରେ ନାରୀ ନାରୀ ଯୋଉ ହଉଛନ୍ତି, ଆଇନି ବ୍ୟବସ୍ଥା ଯଦି ଠିକ୍ ଥାନ୍ତା ୟେ ଅବସ୍ଥା ହୁଅନ୍ତାନି

  • @Jibeshkumar840
    @Jibeshkumar840 Місяць тому

    ବହୁତ୍ ଭଲ ଲାଗିଲା ଉଦିତ ଭାଇ, ଏ ଭିଡ଼ିଓ ସମସ୍ତଙ୍କ ମନକୁ ଛୁଁଇଁଛି, ଏମିତି ବାପା,ମା ମାନଙ୍କୁ ଜିଏ ବି ହଇରାଣ କରିବ ତାକୁ ଦେବତା kn ସ୍ଵୟଂ ଭଗବାନ ବି କ୍ଷମା କରିବେନି. ଜୟ ଜଗନ୍ନାଥ 🙏🙏🙏

  • @CR_DHAL_ENTERTAINMENT
    @CR_DHAL_ENTERTAINMENT Місяць тому +8

    ଧନ୍ୟବାଦ୍ ଉଦିତ ଭାଇ ।ଏହି ଭିଡିଓ ଟି ଦେଖିକି ହୁଏ ତ କିଛି ଲୋକ ବଦଳି ଜାଇ ପାରନ୍ତି ।❤
    ଜୟ ଜଗନ୍ନାଥ ଭଲରେ ରଖନ୍ତୁ

  • @SasivusanaMohanty
    @SasivusanaMohanty Місяць тому +49

    ଭାଇ ଆଜି କାଲିର ଦୁନୁଆ ଏ ମଣିଷ କାହର ନୁହେଁ

  • @Ashishkumar509-x3v
    @Ashishkumar509-x3v Місяць тому +31

    ସତରେ ଭାଇ ତୁମେ real hero 😢😢😢😢❤❤❤❤❤❤

  • @DivyaAnjali-xf6sf
    @DivyaAnjali-xf6sf Місяць тому +1

    Super memorable speech less thanks Bhai. 🙏🙏🙏🙏🙏🙏

  • @Biggestgem-d2f
    @Biggestgem-d2f Місяць тому +26

    Mla,mp, ରାଜନେତା।।। ମାଗିହା ✔️
    ଉଦିତ ଭାଇ।।real hero ✔️✔️☺️😊😊😊

  • @loveyoubaby43
    @loveyoubaby43 Місяць тому +26

    ବହୁତ ସୁନ୍ଦର ପ୍ରୟାଶ ଜୟ ଜଗନ୍ନାଥ ❤❤❤❤❤ ଏମିତି ସମସ୍ତଙ୍କ ମନ ଜିତିଗଲ

  • @BibhutiJena-j2l
    @BibhutiJena-j2l Місяць тому +53

    ଭାଇ ଆମେ ମାନେ ଏ ମାନକୁ ତାକ ପୁଅ ଭଳୀଆ କଥା ହେଲେ ଆକ ପାଇ କିଛୀ ଟାଇମି ଦବା କେମୀ ତି ହୁଅତା ତାକ ପାଖକୂ ଜାଇ ଟାଇମ ଦବା ସଵୁଠୁ ବଡ ମା ଵାପା ଭାଇ🙏🥹❤️

  • @BHAGABAN-s4l
    @BHAGABAN-s4l 27 днів тому +1

    thanks bhai emiti videos shoot kari thibaru love you ❤❤❤

  • @BinapaniNayak-cz1gb
    @BinapaniNayak-cz1gb Місяць тому +29

    U always great work bro we always proud of you 👏 this video was speechless 😞 only say ହେ ଜଗା ସମସ୍ତଙ୍କୁ ଘଣ୍ଟ ଘୋଡ଼ାଇ ରଖିଥା।ଏ କଳି ଯୁଗ ରେ କାହାକୁ ବିଶ୍ୱାସ ନାହିଁ। ♡jay Jagannath ⭕️❗️⭕️

  • @FF_GAMER_GUNDA_YT
    @FF_GAMER_GUNDA_YT Місяць тому +18

    Love you bhai bhai bhagaban ତୁମକୁ ବହୁତ୍ ଆଗକୁ ବଢ଼େଇବେ

  • @GSOFFCIAL56
    @GSOFFCIAL56 Місяць тому +195

    Bahut bhal bhai tume lokanknu sahajyara bhagaban tumaku sahajyara karibe ❤❤❤

  • @Rupali-738
    @Rupali-738 Місяць тому +10

    ମୁଁ ଗୋଟେ କଥା କହିବି ସେଇ ପୁଅ ବୋହୂ ମନଙ୍କୁ ତମେ ଜେତେ ବି ଅୟେସ୍ ଆରମ୍ ରେ ଥାଅ ନା କାହିଁକି। ତମକୁ ଲାଜ ଲାଗୁନି ତମକୁ ଜନ୍ମ ଦେଇ ଯିଏ ଏ ଦୁନିଆ କୁ ଆଣିଚି ତାଙ୍କୁ ଏତେ କଷ୍ଟ ରେ ଦେଖି କେମିତି ଖୁସିରେ ରହୁଚ। ମା ବାପା ଙ୍କ ବିନା ଖୁସି ନାହିଁ ଅଉ ତମ ଖୁସି ଅଳ୍ପ ଦିନ। ବାସ୍ ତମର ବୃଦ୍ଧା ଅବସ୍ତା ଆସୁ। Udit ଭାଇ ତମକୁ ବହୁତ ବହୁତ ଧନ୍ୟବାଦ ବହୁତ ଦୁଃଖ ଲାଗିଲା

  • @Un_Somesh659
    @Un_Somesh659 Місяць тому +28

    ଏଇ ଭିଡ଼ିଓ ଦେଖୀକି ମୁଁ ଆଜି ବହୁତ କାନ୍ଦିଛି 😭 And ଅନୁରୋଧ କରୁଛି କି ନିଜ ବାପା ମା ଯତେ ଦିନ ବଞ୍ଚିଛନ୍ତି ତାଙ୍କ ଗୋଡ ଧରି ପୂଜା କର 🙏🙏🙏 ବାସ ଏତିକ love u mo bhai❤️

  • @SubashKanmundavlogs
    @SubashKanmundavlogs Місяць тому +51

    36 minutes video 36 second video Pori lagila ❤❤ love you Udit bhauu❤❤❤❤😊

  • @ODIAVOLGS20
    @ODIAVOLGS20 Місяць тому +130

    ଉଦିତି ଭାଇ ତମେ ଭଗବାନ 🙏 i love you brother 😢

    • @user-zxxhunterxx
      @user-zxxhunterxx Місяць тому +4

      Sata Katha bhai

    • @AshisBarik-p5r
      @AshisBarik-p5r Місяць тому

      Udit Bhai bhagaban😂 hey prabhu.aji janili kn pai ae juga re bhagawan haba ete easy

    • @manaskumar4059
      @manaskumar4059 Місяць тому

      That is human not bhagaban ete sata hua nahi se udit bhai bhala kama karichhanti help kari good job lekhantu

  • @Laku143
    @Laku143 22 дні тому +1

    ତମର ଏ ଭିଡିଓ ବହୁତ୍ ଭଲ ଲାଗିଲା ଆଉ ଦୁଃଖ ବି ଲାଗିଲା. ଏଇଭଳି କାମ କରିଚାଲ ଭାଇ❤

  • @odishadjstudio1429
    @odishadjstudio1429 Місяць тому +7

    ଭାଇ ବହୁତ୍ ଭଲ ଲାଗିଲା ତମ ଭିଡିଓ ଦେଖିକି 🥹ଯାହା ହେଉ ତମ ହୃଦୟଟା ବହୁତ୍ ବଡ଼ ଭଗବାନ ଙ୍କ ପାଖରେ ଏତିକି ପ୍ରଥାନ 🙏 ଭଗବାନ ତମକୁ ଖୁସି ରେ ରଖନ୍ତୁ

  • @CRIPTONGaming-qs4uq
    @CRIPTONGaming-qs4uq Місяць тому +85

    Bhai udit bhasa kohipare hele taa bhitore monisho ponia achi 😢😢😢😢😢

    • @stupidkabi4413
      @stupidkabi4413 Місяць тому

      Right bro🙏🙏🙏......

    • @prasantasamal7599
      @prasantasamal7599 Місяць тому +1

      Hm bhai bhasa kahile bi kichhi kharap nuhe keita gandi mastania mana nku hin bhai bhasa kuhanti

    • @Suryakant_18
      @Suryakant_18 Місяць тому

      Bhasa kahile kebe kehi kharap manisa hue nahin jadi semiti hunata tahele e dunia re kehi bi bhala manisha na thante mun thik kahili na bhai ❤❤

  • @smitavlogl8736
    @smitavlogl8736 Місяць тому +8

    ସତରେ ଏହା ଦେଖିଲା ପରେ ଜାଣି ହଉ ଚି ଜୀବନ କେତେ କଷ୍ଟ ଆଜି। ଭଲ ମଣିଷ ଦୁଃଖ କଷ୍ଟ ରେ ଅଛି କେତେ କେତେ ଖରାପ ଲୋକ ମଧ୍ୟ ଭଲ ରେ ଅଛନ୍ତି ଯିଏ ସତରେ ଖରାପ କାମ କରୁଛି ତାକୁ ତାର କର୍ମ୍ ର ଫଳ ୟେ ଜନ୍ମ ରେ ହି ଭଗୁ ତେବେ ଯାଏ ଲୋକ ମଧ୍ୟ ଦେଖି କି ଡ ରିବେ but hat's off udit bhai

  • @ctctokalitusangram8368
    @ctctokalitusangram8368 Місяць тому

    ଯାହାର ପାଟିରେ ସବୁ ବେଳେ ଦୋକ୍ଷର ବିନା ଭାଷାରେ ଭିଡିଓ ଟେ ଦେଖିବାକୁ ମିଳେନି ତାର ହୃଦୟ ଯେ ଏତେ ସରଳ କେହି କେବେ ଭାବିଥିଲ ଦେଖ ଅନ୍ୟର ଦୁଃଖରେ ସେ ଦୁଃଖୀ ହୋଇ ପାରୁଛନ୍ତି ଦୁଃଖ ବେଳେ ତାଙ୍କ ପାଖରେ ଛିଡା ହୋଇ ସହାନୁଭୂତି ଦେଉଛନ୍ତି . ବହୁତ ଖୁସି ଲାଗିଲା ଏହି ପରି ଭିଡିଓ ଦେଖି ଭାଇ ତୋତେ ଦୀଲସେ ସାଲୁଟ 👍👍👍 ଏମିତି ଭିଡିଓ କରିଚାଲ ମୁଁ ତୁମ ସାଥିରେ ଅଛି 👍👍👍ଜୟ ଜଗନ୍ନାଥ 🙏

  • @manasmalla821
    @manasmalla821 Місяць тому +14

    ଉଦିତ୍ ସାବାସ୍ ମୁଁ ସବୁବେଳେ ଭାଗବାନ ଙ୍କ ପ୍ରାର୍ଥନା କରୁଛି ତମେ ବହୁତ ବହୁତ ବହୁତ ବହୁତ ଉପରକୁ ଯାଅ ❤❤❤❤❤❤❤❤

  • @mantubiswal4859
    @mantubiswal4859 Місяць тому +19

    ସତରେ ଯଉ ବାପା ଆମ ଙ୍କୁ ଜନ୍ମ ଦେଲେ, ଛୋଟରୁ ବଡ କଲେ ଛୋଟ ରୁ ଵଡ ଆଶା କୁ ପୁରଣ କରିବା ପାଇଁ କିଛି ବି କରନ୍ତି , ସେଥିପାଇଁ ସୋମାନ ମହାନ
    ହେଲେ ବି ଆଜିର ମନୁଷ୍ଯ ସମାଜ କୁ ନିନ୍ଦା ଲାଗୁଜି କି ଏମିତି ବାପା ମା ଙ୍କ ସହ କରୁଜନ୍ତି 😢ଏତେ ନିଷ୍ଠୁର ସମାଜ କୁ ନିନ୍ଦା ଲାଗୁଜି 😢

  • @Dksworld750
    @Dksworld750 Місяць тому +19

    Bhai literally akhi ru luha asila vari 😢 Tama vitare bi gote vala Manisha achhi agaku amiti vala kama Kari chala ❤ love you Bhai 🫂

  • @jitudebnath9066
    @jitudebnath9066 Місяць тому +7

    Actually re Udit bhai tume hero ❤ . Bhala kama kara ameti ...love from kendrapara.
    Thank you so much 😊

  • @amitrout9467
    @amitrout9467 Місяць тому +20

    Mausi nku mor koti koti pranam 🙏 Sai Baba sabu bele khusi re rakhantu bapa maa nku ❤

  • @RipunVlogs8455
    @RipunVlogs8455 Місяць тому +19

    Love you too ❤ udit Bhai bagban tamaku besi khusi re rakhantu ❤ Dil se Love you

  • @Pradipsahu1234
    @Pradipsahu1234 Місяць тому +35

    Bhai samaj re gote bhala manisha te hua bahut bhala lagila.....❤

  • @BAPISINKU143
    @BAPISINKU143 Місяць тому

    ଏମିତି ଭିଡିଓ ଦେଖେଇଲ ଉଦିତ ଭାଇ ବହୁତ କଷ୍ଟ ଲାଗିଲା

  • @Thechillpodcast543
    @Thechillpodcast543 Місяць тому +37

    Salute mo Bhai..❤❤🎉🙏
    Kn Pani emiti karanti....God 🙏🏻

  • @SunilPatra-yb4ol
    @SunilPatra-yb4ol Місяць тому +11

    ଉଦିତ ଭାଇଙ୍କ ବଡ଼ ହୃଦୟ❤

  • @ajitsahu7534
    @ajitsahu7534 Місяць тому +15

    ଭାଇ ସବୁ କରିଲ ଠିକ୍ ଅଛି ହେଲେ ତମେ କିଛି କିଛି help🙏🥹 କର ଏମାନକୁ କିଛି ସାଜୟ କର

  • @BalabhadraPradhan-rx8fn
    @BalabhadraPradhan-rx8fn Місяць тому +4

    ଭାଇ ଭଗବାନ ଅଛନ୍ତି ଭାଇ ତାଙ୍କ କର୍ମର ଫଳ ନିଶ୍ଚୟ ମିଳିବ ତାଙ୍କୁ 🙏😔 love you bhai ଏହି ଭଳି ଲୋକଙ୍କୁ ସାହାଯ୍ୟ କରିଥିବାରୁ ❤️

  • @RajeshSethi-p1s
    @RajeshSethi-p1s Місяць тому +18

    Bhai ତମ ବାଗିଆ ପୁଅ ସବୁ ବାପା । ମାଆ ଙ୍କୁ ମିଲୁ jay mahakal ❤❤❤

  • @youtubesuman234
    @youtubesuman234 Місяць тому +11

    ଭାଇ ହୃଦୟରୁ ଧନ୍ୟବାଦ ଏବଂ ବହୁତ୍ ସାରା ଭଲପାଇବା ❤❤❤❤❤❤🙏🙏🙏🙏🙏🙏🙏🙏 ସମାଜ ସେବା କରିବା ବହୁତ୍ ଭଲ ❤❤❤ love you Bhai 🙏🙏🙏

  • @AbhinBiswal-uy7xy
    @AbhinBiswal-uy7xy Місяць тому +15

    ମୋର ଜଗନ୍ନାଥଙ୍କ ପାଖରେ ଏତିକି ପ୍ରଥନା ଏମାନଙ୍କୁ ଭଲରେ ସବୁ ବେଳେ ରଖିଥାଅ।

  • @noobgamig005
    @noobgamig005 Місяць тому

    ଝହ ଭାଇ ଗୁଟେ ମା ର ଦୁଃଖ କଥା ଶୁଣି ବାକୁ ଲୋକ ଥାଇକି ବି ନାହାନ୍ତି କିନ୍ତୁ ତମେ ଶୁଣିଲ ଆମକୁ ଶୁଣେଇଲ ଭାରି ଦୁଃଖ ଲାଗୁଛି ଭାଇ ପରିବାରରେ ଏତେ ଲୋକ ଅଛନ୍ତି ହେଲେ ଖୁସି ନାହିଁ ଟିକେ ତାଙ୍କ ମୁହଁରେ ଏଇ ବୟସ ରେ... ଛି ଏମିତି ଲୋକଙ୍କୁ.. Good bhai. Jay sri ram 🙏🙏

  • @Lipi1234-lw3ju
    @Lipi1234-lw3ju Місяць тому +52

    ସବୁ ମଣିଷ ଖରାପ୍ ନୁହଁ ଆଜି ଉଦାହରଣ ଦେଖିଲି 😊

  • @sangramkumardas9158
    @sangramkumardas9158 Місяць тому +11

    UDIT BHAI GOD TOMO KU KHUSIRE SABUBELE RAKHANTU DIL SE SALUTE BHAI ❤❤❤❤❤❤❤

  • @flame004ff5
    @flame004ff5 Місяць тому +42

    Respect 4 udit bhai ❤❤

  • @biswajitnaik9032
    @biswajitnaik9032 Місяць тому

    ଧନ୍ୟବାଦ୍ ଭାଇ କିଛି ସମୟ ତାଙ୍କ ପାଇଁ ଦେଇପରିଲା ବହୁତ୍ ଖୁସି ଲାଗିଲା ଭଗବାନ୍ ସମସ୍ତ ଙ୍କୁ ଭଲରେ ରଖିଥାନ୍ତୁ ଜୟ ଜଗନ୍ନାଥ 🙏🙏 ଆଉ ଭାଇ ତମକୁ ବି ଦିଲ୍ ରୁ ସାଲୁଟ୍ ❤ ଧନ୍ୟବାଦ୍ ଭାଇ 👍

  • @SubhamPattanayk-gg6oi
    @SubhamPattanayk-gg6oi Місяць тому +11

    Udit bhai apana nku Dil se thanks 🙏🏻 apana sabubele khusi re ruhantu au apana nka bapa mama 💗 bi bhout khusi re ruhantu stay god blessed always happy in ur life ❤️
    Bigg fan bhai 💖🙏🏻

    • @Debashisbarik14
      @Debashisbarik14 Місяць тому +1

      ଭାଇ ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ ❤love you bhai ♥

  • @abhisekcreation5786
    @abhisekcreation5786 Місяць тому +20

    Bhai sabu bele amiti ruha bhagaban tamuku bhala re rakhantu❤❤❤
    Jay jagannath🙏

  • @HarishJena-l7b
    @HarishJena-l7b Місяць тому +14

    ମାନବ ସେବାହି❤ ମାଧବ ସେବା ବହୁତ ଖୁସି ଲାଗିଲା ଭାଇ

  • @kadialusiba1705
    @kadialusiba1705 Місяць тому

    Nice bhai keep it up.Manab seva hi madhaba seva.God bless you...

  • @rkpcreative3577
    @rkpcreative3577 Місяць тому +63

    Please amiti kariba agaru thare chhota bela katha thare mane pakaa bhai mane🙏🙏 amiti kara nahni bhala re rahibani

  • @user-duke200loversonly
    @user-duke200loversonly Місяць тому +16

    Love you bhai dil se bhagya thile dine dine tomo saha dekha karibi bhai ❤❤❤

  • @AkashSingh-bj7it
    @AkashSingh-bj7it Місяць тому +5

    Thank you udit bhai mote bi dekhiki asobu bohuth khorap lagila kn pani na jaharo puo thau thau ta maku amiti korila sea dine nihati amiti hobo 😢😢😢😢😢😢 thank you so much udit bhai

  • @noobgamig005
    @noobgamig005 Місяць тому

    Last ରେ ଭିଡ଼ିଓ ଦେଖିକି ବହୁତ ଖୁସି ଲାଗିଲା ❤️❤️❤️

  • @BibhuPanda-p9f
    @BibhuPanda-p9f Місяць тому +31

    ❤❤❤❤❤ Very nice video love from ganjam Jay Sri God bless you and your family love from ganjam Jay Sri RAM Jay

  • @rudramohansahu724
    @rudramohansahu724 Місяць тому +19

    BAHUT KHUSI LAGILA BHAU ❤️‍🔥 TOME KU DEKHI AMITI VIDEO RE AMO SAMSTOANKU HASAU😊 DIL SE LOVE YOU BHAU ❤️‍🔥🙏🥰

  • @amarkumarjena143
    @amarkumarjena143 Місяць тому +24

    Bhai apana emanaka dukh bujha bhai 😢 bhagwan sabu bele tamaku jaubate hele debe 😢

  • @sagenbabuofficial
    @sagenbabuofficial Місяць тому

    ଜୟ ଜଗନ୍ନାଥ...... Love ୟୁ ଉଦିତ ଭାଇ ❤Love from ବାରିପଦା ❤Dil se ❤️🥰

  • @SapnaraniPatra
    @SapnaraniPatra Місяць тому +73

    ଆମେ ଗରିବ ହେଇ ପାରୁ ହେଲେ ଆମ ହୃଦୟ ବହୁତ୍ ଧନୀ ମା ବାପା ଙ୍କୁ ସେମାନେ ମାରିବା ପର୍ଯ୍ୟନ୍ତ ଆମେ ତାଙ୍କ ସେବା କରୁ ହେଲେ ଯାହା ପାଖେ ପଇସା ବହୁତ୍ ଅଛି ହେଲେ ନିଜ ମା ବାପା ଙ୍କୁ ଘରୁ ବାହାର କରିଦିଅନ୍ତି ନିଜ ସ୍ବାର୍ଥ ପାଇଁ ।। ମୁଁ ଭଗବାନ୍ ଙ୍କୁ ପ୍ରାର୍ଥନା କରୁଛି ଦିନେ ନା ଦିନ ତାଙ୍କ ପୁଅ ମଧ୍ୟ ସେମାନଙ୍କୁ ସେମିତି ଘରୁ ତୋଡ଼ିବେ

  • @PNK08Vlogs
    @PNK08Vlogs Місяць тому +7

    Udit bhai au thare diwali 🎇 re buli asibo ❤❤❤ sei maa manku dekhi asibo

  • @brajanarayanpradhan8710
    @brajanarayanpradhan8710 Місяць тому +10

    A man with golden heart 💝💝 that's the reason one man sit in millions of heart❤love you mo bhai❤❤❤

  • @Sarat_Gita_Vlogs9019
    @Sarat_Gita_Vlogs9019 27 днів тому

    Love you mo suna bhai bhagaban tumaku sabu bele khusire rakhantu love you so much ❤❤

  • @DEATHGODZ.X
    @DEATHGODZ.X Місяць тому +7

    I love you udit bhai ❤❤❤ sabu bele tame khusire rahu ❤ ae bhalia gariba mana nku sahajya karuthao thakura tamaku bhalare rakhi thantu 🙏🙏

  • @hembramdamodar123
    @hembramdamodar123 Місяць тому +4

    ସଲାମ 🙏ଉଦିତ୍ ଭାଇ। ଆପଣଙ୍କ ପ୍ରଚେଷ୍ଟା ରେ ଦୁଖିତଙ୍କ ମୁହଁ ରେ ହସ ଫୁଟେଇଲେ।। ସମସ୍ତ ଜେଜେବାପା, ଜେଜେମାଆଙ୍କ ର ଭଗବାନ ସହାୟ୍ଯ ହୁଅନ୍ତୁ।। ଧନ୍ୟଵାଦ ଭାଇ 🙏🙏

  • @Odia.jhia_Puja9692
    @Odia.jhia_Puja9692 Місяць тому +78

    ଏମିତି ଯୋଉ ପୁଅ ବୋହୂ କରୁଛନ୍ତି ଥରେ ଭାବିବା କଥା ଆମ ମାନଙ୍କୁ ଯିଏ ଛୋଟ ରୁ ଏତେ ବଡ କରିଛି ଆମେ ତାକୁ କେମିତି କଷ୍ଟ ଦେଇ ପାରିବା, କେମିତି ସେ ମାଆ ଆଖିରେ ଲୁହ ଦେଇ ପାରିବା 😢ଆରେ ମାଆ ହଉଛି ପରା ଆମ ମାନଙ୍କ ସାହା ଭରସା❤... ଧିକ୍ ସେ ପୁଅ ବୋହୂ ଙ୍କୁ .... ଛି ଏମିତି କରିବା ପୂର୍ବରୁ ଟିକେ ବି ଭାବିଲେନି😐....ମରିଯିବ ପଛେ ସେଗୁଡା ଙ୍କ ମୁହଁକୁ ଚାହିଁବା କଥା ନୁହେଁ 😏....କିଏ କିଏ ମୋ କଥାରେ ଏକମତ ଅଛ ଲାଇକ୍ କର👍🏻👍🏻👍🏻👍🏻ଜୟ ଜଗନ୍ନାଥ⭕‼️⭕

    • @ChandanBehera-um1lb
      @ChandanBehera-um1lb Місяць тому +1

      Right 👍 katha kahicha sister

    • @Odia.jhia_Puja9692
      @Odia.jhia_Puja9692 Місяць тому +1

      Thanks Bro🙏

    • @raag365
      @raag365 Місяць тому +2

      Future ରେ ତୁମେ ତୁମ ଶାଶୁ ଶ୍ୱଶୁର ଙ୍କୁ ଏମିତି ବୃଦ୍ଧାଶ୍ରମରେ ଛାଡି ଦେବନି ତ!

    • @Odia.jhia_Puja9692
      @Odia.jhia_Puja9692 Місяць тому

      @@raag365 Are u mad ? ... Semiti ka jhia mu nuhen yar

    • @raag365
      @raag365 Місяць тому

      @@Odia.jhia_Puja9692 ସମସ୍ତେ ତ ସେମିତି କୁହନ୍ତି 😁 କିନ୍ତୁ ସତଟା ତ ସେତେବେଳେ ଜଣା ପଡ଼ିବ ଯେତେବେଳେ ଶାଶୁ ଘର ଯିବ... ସେଠି ଘର କାମ ଛାଡ଼ି reels କରିବ ଆଉ ଶାଶୁ ଶ୍ୱଶୁର କିଛି କହିଲେ ତାଙ୍କ ଖାଇବା ବନ୍ଦ କରିଦେବ 😁

  • @deepaksethi9376
    @deepaksethi9376 Місяць тому

    ତୁମର ଭିଡିଓ ଅତ୍ୟନ୍ତ ହୃଦୟସ୍ପର୍ଶୀ ... ତୁମର ଭିଡିଓ ମୋତେ ପ୍ରଥମ ଥର ପାଇଁ ବହୁତ ସ୍ପର୍ଶ କଲା | ଆପଣଙ୍କୁ ଧନ୍ୟବାଦ

  • @__M.K__STASTU__093
    @__M.K__STASTU__093 Місяць тому +11

    Bhai proud of you.....❤❤❤ Love you mo bhai please thare meet karibaku chai tamaku

  • @DMDebasis0123
    @DMDebasis0123 Місяць тому +12

    😢❤️❤️❤️❤️ love you bhai ❤️ love you so much . God bless you bhai ❤

  • @shubhasmita876
    @shubhasmita876 Місяць тому +13

    Apana ate change heijibe pura unexpected .... Good job .

  • @Miss.Chumki
    @Miss.Chumki 21 день тому

    ସତରେ ଭାଇ ଆପଣ ମହାନ୍🙏 ଭଗବାନ ଆପଣଙ୍କୁ ଦୀର୍ଘ ଜୀବନ ଦିଅନ୍ତୁ ,ଏମିତି ଆହୁରି ଭଲ କାମ କରନ୍ତୁ, ଭଗବାନ ଆପଣଙ୍କ ସାଥିରେ ରୁହନ୍ତୁ 🙏🙏🙏

  • @Anil.pop.0329
    @Anil.pop.0329 Місяць тому +5

    Tame mahan bhai 😢 Dil se salute bhai jaan

  • @RajKumar-ey3ne
    @RajKumar-ey3ne Місяць тому +7

    Reall Hero yaku kuhanti bhai love you udit bhai

  • @prakashroul8834
    @prakashroul8834 Місяць тому +18

    Mo life ra sabuthu best video aji dekhili Dil se salute bhai😢😢😢

  • @SrutiSatarupa01
    @SrutiSatarupa01 26 днів тому

    ଏଇ ସବୁ ଦେଖିକି ବହୁତ୍ କଷ୍ଟ ଲାଗୁଚି । ବାପା ମା ର ମାନେ କେହି ଆଜି କାଲି ବୁଝି ପାରୁ ନାହାଁନ୍ତି । 🥺ଏମିତି କେହି ବି କରନ୍ତୁନି ଭାଇ ତମକୁ ବହୁତ୍ ବହତ୍ ଧନ୍ୟବାଦ୍ ଏଇ ବାପା ମା ମାନଙ୍କୁ ସାହାଯ୍ୟ କରି ଥିବାରୁ 👍❤️