ବାଂଲାଦେଶରୁ ଫେରିଲେ ଓଡ଼ିଆ, କହିଲେ ସତ କଥା ! || Odia Youth returning from Bangladesh || Odisha Reporter

Поділитися
Вставка
  • Опубліковано 9 вер 2024
  • ବାଂଲାଦେଶରେ ଗତ ଜୁଲାଇ ମାସରୁ ଆରମ୍ଭ ହେଇଥିବା ହିଂସାତ୍ମକ ବିକ୍ଷୋଭ ଥମିବାର ନାଁ ନେଉନାହିଁ । ବିଶେଷ କରି ସଂଖ୍ୟାଲଘୁ ହିନ୍ଦୁ ମାନଙ୍କ ଉପରେ ନିର୍ଯ୍ୟାତନା,ଆକ୍ରମଣ ଓ ହତ୍ୟା ପରି ଘଟଣା ବଢ଼ି ଚାଲିଛି । ବାଂଲାଦେଶରେ ଥିବା ଭାରତୀୟ ହିନ୍ଦୁ ମାନେ ଭୟ ଓ ଆଶଙ୍କାରେ ଦିନ କାଟୁଛନ୍ତି । ଏଭଳି ଏକ ଲୋମ ଟାଙ୍କୁରା ପରିସ୍ଥିତିରେ ଜୀବନ ବଞ୍ଚାଇ ବାଂଲାଦେଶରୁ ନିଜ ଗାଁ ଧରାକୋଟରେ ପହଞ୍ଚିଛନ୍ତି ବଡ଼ଦାଣ୍ଡ ସାହି ବାସିନ୍ଦା ସାଇ ଦୁର୍ଲଭ ମିଶ୍ର ।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    UA-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #Odisha #Aska #Bangladesh #India

КОМЕНТАРІ • 14

  • @MahakudChandrahasya
    @MahakudChandrahasya 28 днів тому +7

    ଧନ୍ୟବାଦ ସେ କମ୍ପାନି କୁ।

  • @Reenabehera0
    @Reenabehera0 28 днів тому +13

    Hau bhai apana bhalare bhalare asigale bahut sundar bahut bhala katha Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻😭❤

  • @laxmidharasahoo2646
    @laxmidharasahoo2646 28 днів тому +15

    Odisha Jagannath mati ra pila kebe haribeni ama biswas 🙏🙏🙏

  • @tnanda1432
    @tnanda1432 28 днів тому +5

    ମା ସେଠାରେ ହିନ୍ଦୁ ମାନଙ୍କୁ ହତ୍ଯା କରାଯାଉଛି ବାଛି ବାଛି।, ତମ ପୁଅର ପଇତା ଦେଖିଥିଲେ, ତାହିଁରେ ବାନ୍ଧି ଓହଳେଇ ଦେଇଥାନ୍ତେ। ଜଗନ୍ନାଥଙ୍କ କ୍ରୁପାରୁ ଫେରିଛି।ଜଗନ୍ନାଥ ବିଗ୍ରହ ପୋଡି ଦେଲେ। ଭାଇ ବାଇଟି ଦଉଚ ଯେ ଠିକ୍ କଥା କୁହ ହିନ୍ଦୁ ଦି ପ୍ରକାରର ନୁହେଁ। ହିନ୍ଦୁ ସବୁେବେଳ ଗୋଟିଏ ଧର୍ମ।
    ବାଂଲାଦେଶ ର ଜଗନ୍ନାଥ ଭାରତର ଜଗନ୍ନାଥ ଭିନ୍ନ କି?

  • @rubyswain5115
    @rubyswain5115 28 днів тому +3

    God bless you

  • @Karunakara-jw2qe
    @Karunakara-jw2qe 28 днів тому +3

    Jay Jagannath Swami 🙏

  • @AnjaliNath-cv7co
    @AnjaliNath-cv7co 28 днів тому +2

    God bless you beta

  • @Flexify007
    @Flexify007 28 днів тому +4

    Hero be...Ohhh tadhi deiki aichi auu..

  • @pusparanibhattacharjee4167
    @pusparanibhattacharjee4167 28 днів тому

    Jai Jagannath

  • @prasanatabeura3742
    @prasanatabeura3742 28 днів тому +1

    Se manakara BAPA and MAA Gote nuhanti.

  • @Indianiolblog86
    @Indianiolblog86 27 днів тому

    Tum ku kichi jana nahi. Fast ru kn hela

  • @BalaramNayak-dd9ck
    @BalaramNayak-dd9ck 27 днів тому

    Ha ya bala armi satira faeringi karuthela dasa pae hala salfi falfi niyaba vaskara ku kuha asu famsa karaeba to bopa b