ସତୀକନ୍ୟା ବେଦମତୀ ହରଣ / Santosh Kumar Pradhan Ramayana / Bedamati Harana / Odia Ramayana Nataka

Поділитися
Вставка
  • Опубліковано 22 сер 2024
  • ସତୀକନ୍ୟା ବେଦମତୀ ହରଣ / Santosh Kumar Pradhan Ramayana / Bedamati Harana / Odia Ramayana Nataka
    ‪@BkLike‬ #odiaramayana #bedamatiharana #santoshkumarpradhanramayana #bauliaramayana #bedharamayana

КОМЕНТАРІ • 22

  • @priyacharandas653
    @priyacharandas653 6 місяців тому +9

    ଵେଦଵତୀ ଙ୍କୁ ବଳାତ୍କାର ସମ୍ପୁର୍ଣ୍ଣ ମିଥ୍ୟା । ରାବଣ ର କ୍ଷମତା ନାହିଁ ଏମିତି କୁକର୍ମ କରିବା। ବାଲ୍ମିକୀ ରାମାୟଣ ଏବଂ ବ୍ରହ୍ମଵୈଵର୍ତ୍ତ କୁ ଭଲ ଭାବରେ ଅଧ୍ୟୟନ କରନ୍ତୁ

  • @santanusadangi2825
    @santanusadangi2825 8 місяців тому +3

    ଅତି ସୁନ୍ଦର ଗୀତ ଟି 👏ଆଉ ଚମତ୍କାର 🥰🌹ଚନ୍ଦନ 🤗ତୁମ କଳା କୁ ଅଭିନନ୍ଦନ🎉🎉🎉

  • @LOKANATAK
    @LOKANATAK Рік тому +10

    ଲେଖକ ମହୋଦୟ କେଉଁ ରାମାୟଣରେ ଏ କଥା ଲେଖା ଅଛି ରାବଣ ବେଦବତୀଙ୍କ ଅଙ୍ଗକୁ ସ୍ପର୍ଶ କରିବା କଥା, ଧର୍ଷଣ କରିବା କଥା ତ ପ୍ରଶ୍ନ ଉଠୁନି। ଗଞ୍ଜାମରେ ରାମାୟଣ ନାଟକ ନାମରେ ଅପଭ୍ରଂଶ ପ୍ରଦର୍ଶନ କରା ଯାଉଛି।
    ଜୟ ଶ୍ରୀ ରାମ

    • @priyacharandas653
      @priyacharandas653 9 місяців тому

      ଜୟ ଶ୍ରୀ ରାମ ଜୟ ସୀତା ରାମ
      ରାବଣ ର କ୍ଷମତା ନାହିଁ ଵେଦଵତୀ କନ୍ୟା ବଳାତ୍କାର କରିବା ପାଇଁ । ଏମାନେ ରାମାୟଣ ରେ କଳଙ୍କ ଲଗାଉଛନ୍ତି। ବାଲ୍ମିକୀ ରାମାୟଣ ଏବଂ ଵ୍ରହ୍ମଵୈଵର୍ତ ପୁରାଣ ରେ ବଣ୍ଣିତ ହୋଇଛି।

  • @brundabanajena5094
    @brundabanajena5094 Рік тому +7

    ବହୁତ ଭଲ ଚନ୍ଦନ ସୀତା ଅଭିନୟ ବହୁତ ଭଲ ଲାଗେ

  • @ranjanrashmi7362
    @ranjanrashmi7362 Рік тому +5

    Chandan sita super acting

  • @SanjayPradhan-ds5vo
    @SanjayPradhan-ds5vo 10 місяців тому +2

    Chand an.. SITA...super busy ❤❤❤❤❤🎉🎉🎉

  • @Veenitkumarreddy435
    @Veenitkumarreddy435 Рік тому +3

    ବେଦମତୀ ତ ରାବଣ କୁ ଶ୍ଯାପ ଦେଇଥିଲେ। ।

  • @bpstv8075
    @bpstv8075 6 місяців тому

    Chamatkar abhinaya

  • @sankarsethi6326
    @sankarsethi6326 Рік тому +3

    Fantastic

  • @user-cv5gt5gp6r
    @user-cv5gt5gp6r 5 місяців тому

    Bahuta bhal

  • @santoshsethi3860
    @santoshsethi3860 5 місяців тому

    Ehi scene ta mu kelajhuri re dekhithili au first time chandan sita ku dekhili

  • @balarampradhan5704
    @balarampradhan5704 Рік тому +6

    Kau gna party

  • @LabanyaBehera-gq4id
    @LabanyaBehera-gq4id 3 місяці тому +1

    I love you Chandan sitha❤❤❤

  • @niranjansahu929
    @niranjansahu929 Рік тому +2

    Super 👍👍👍

  • @sunitanayakjcb460
    @sunitanayakjcb460 Рік тому +3

    ତୁ ହସି ଜାଣିଛୁ ଖାଲି ହିଁ ହିଁ ହୁଆ

    • @odishakalakar00
      @odishakalakar00 Рік тому +2

      ତୁ ଯଦି ଏତେ ହସ ଜାଣିଚୁ, ତୁ କରିକି ଦେଖା, ରାବଣ ଅଭିନୟ

    • @odiacomedydunia9848
      @odiacomedydunia9848 Рік тому

      1:40 1:42 1:42

  • @basantasahu6075
    @basantasahu6075 Рік тому +8

    Bhai kau ramayan re bedamati ku ref karajaichi tike kahibaki au kiye lekhichi taku bhagaban kebebi khyama karibani tamar ichhare ramayan kn pai karucha tamar gramar na kharap kahiki karucha tike lajja lagini tamaku gali karibaku mana hauchi

  • @jagabandhugouda1490
    @jagabandhugouda1490 4 місяці тому

    ଲେଖା ପୁରା ଭୁଲ, କେବଳ କେଶ କୁ ଧରି ଥିଲା, ତାପରେ ବେଦମତି ଅଭିଶାପ ଦେଇ ପ୍ରାଣ ତ୍ୟାଗ କରିଥିଲେ। ରାବଣ ବି ବହୁତ ଭୁଲ ଡାଇଲଗ କହୁଛନ୍ତି। ନିଜକୁ ରାବଣେଶ୍ଵର କହୁଛନ୍ତି, କଣ ଭାବୁଛନ୍ତି ନିଜକୁ ଏ ମାନେ??? ବ୍ରାହ୍ମଣ କହିପାରୁନାହାନ୍ତି, ବାମୁଣ କହୁଛନ୍ତି, ସେ ପୁଣି ରାବଣେଶ୍ଵର.... ଛି

  • @brahmanandanayak3642
    @brahmanandanayak3642 5 місяців тому

    Sampurna vul

  • @prasannagochhaita
    @prasannagochhaita 8 місяців тому

    a sala master na kana