- 58
- 132 855
Trinath Music
India
Приєднався 2 вер 2015
ନମସ୍କାର ।
ଆମ UA-cam Channel କୁ Visit କରିଥିବାରୁ ଆପଣଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍। ଏହି Channel ଟି ମୋ ଅଜା ଯିଏକି 1990's ର ପ୍ରସିଦ୍ଧ ନିର୍ଦ୍ଦେଶକ ଏବଂ କଳାକାର ଶ୍ରୀ ତ୍ରିନାଥ ପ୍ରଧାନଙ୍କ ସ୍ମୃତି ରେ ପ୍ରେରିତ ହୋଇ ଆମ ଗଞ୍ଜାମ କଳା ସଂସ୍କୃତି କୁ ଆପଣଙ୍କ ପାଖରେ ଜୀବିତ ରଖିବାପାଇଁ ପ୍ରସ୍ତୁତ କରିଛି। ଏହି ଚାନେଲ ରେ ବିଶେଷ କରି ଗୁରୁ ଶ୍ରୀ ଗୋକୁଳାନନ୍ଦ ପ୍ରଧାନଙ୍କ କଳା ପ୍ରଦର୍ଶନ ଆପଣ ଦେଖିପାରିବେ। ଯିଏକି ସ୍ବର୍ଗତ ତ୍ରିନାଥ ପ୍ରଧାନଙ୍କ ପ୍ରେରଣାରେ ଏହି କଳା ସଂସ୍କୃତି କୁ ଆପଣାଇ ଏହାକୁ ଜୀବିକା ରୂପେ ଗ୍ରହଣ କରିଛନ୍ତି। ପ୍ରହଲ୍ଲାଦ ନାଟକ ଭଗବାନ ବିଷ୍ଣଙ୍କର ନରସିଂହ ଅବତାରର ନାଟ୍ୟ ରୂପ ଅଟେ। ଏଥିରୁ ଆପଣ ଭକ୍ତ ପ୍ରହଲ୍ଲାଦଙ୍କ ପ୍ରଗାଢ଼ ଭକ୍ତି ଏବଂ ନିଷ୍ଠା ଦେଖିବେ। ଯାହାଦ୍ଵାରା ଆମ ମାନଙ୍କ ମନରେ ଭଗବାନଙ୍କ ପ୍ରତି ବିଶ୍ବାସ ଏବଂ ଶ୍ରଦ୍ଧା ବଢିଥାଏ। ଏହି Channel କୁ ଅଧିକ ମାତ୍ରାରେ share କରନ୍ତୁ ଏବଂ ଅମା କଳାକୁ ବଜାୟ ରଖନ୍ତୁ।

ପ୍ରହଲ୍ଲାଦଙ୍କୁ ରାଜନୀତି ଶିକ୍ଷା | ଗୁରୁ ଶ୍ରୀ Gokulananda Pradhan | Ganjam Culture | #TrinathMusic
Guru Sri ଗୋକୁଳାନନ୍ଦ ପ୍ରଧାନଙ୍କ ପ୍ରତ୍ୟେକ ଭିଡ଼ିଓ ଦେଖିବା ପାଇଁ ଆମ Channel କୁ #subscribe କରନ୍ତୁ।
Some Fundamental History about Prahallad Natak.
Prahallada Nataka (Odia: ପ୍ରହଲ୍ଲାଦ ନାଟକ Prahallāda Nāṭaka, or simply Rajā Nāṭa) is a traditional play native to the Indian state of Odisha. It narrates the story of Vishnu's man-lion avatar, Nrusingha or Narasimha, through over 200 songs based on almost 30 ragas of Odissi music. The play is based on a text by Raja Ramakrusna Chhotaraya, King of Jalantara, a small kingdom in former southern Odisha, now in the Srikakulam district of Andhra Pradesh.

Переглядів: 1 083
Відео
ରାଜା ହିରଣ୍ୟକଶିପୁ। କଣ୍ଠ ଏବଂ ନିର୍ଦ୍ଦେଶନା - ତ୍ରିନାଥ ପ୍ରଧାନ। ଗଞ୍ଜାମ ପ୍ରସିଦ୍ଧ ପ୍ରହଲ୍ଲାଦ ନାଟକ।
Переглядів 193Рік тому
ରାଜା ହିରଣ୍ୟକଶିପୁ। କଣ୍ଠ ଏବଂ ନିର୍ଦ୍ଦେଶନା - ତ୍ରିନାଥ ପ୍ରଧାନ। ଗଞ୍ଜାମ ପ୍ରସିଦ୍ଧ ପ୍ରହଲ୍ଲାଦ ନାଟକ।
Prahallad Mithun Swain || ହେ ନାରାୟଣ...|| ହରି ଙ୍କୁ ଜଣାଣ || ପ୍ରହଲ୍ଲାଦ ଙ୍କୁ ଅଗ୍ନି ଦଣ୍ଡ || ମିଥୁନ ସ୍ବାଇଁ
Переглядів 5 тис.2 роки тому
ପ୍ରହଲ୍ଲାଦ ଙ୍କୁ ଅଗ୍ନି ଦଣ୍ଡ। ତାପରେ ହାରୀଙ୍କୁ ଜଣାଣ। ରାଜା - ଶ୍ରୀ ଗୋକୁଳାନନ୍ଦ ପ୍ରଧାନ ପ୍ରହଲ୍ଲାଦ - ମିଥୁନ ସ୍ବାଇଁ ଶ୍ରୀ ଶ୍ରୀ ଗୋପୀନାଥ ନାଟ୍ୟକଳା ସଂସଦ - ବାମକୋଇ ଗୁରୁ - ଶ୍ରୀ ଗୋକୁଳାନନ୍ଦ ପ୍ରଧାନ। ••••••••••••••••••••••••••••••••••••••♪••••••••••♪•••••••••••••••••••••••••••••••••••••••••••••••••••••••• Share this Video। Subscribe Now। Channel Owner (ତ୍ରିନାଥ Music) - Alok Pradhan
Raja Hiranyakashipu Makeup Tutorial || Raja Sri Gokulananda Pradhan || Self Make-up || Royal Entry
Переглядів 10 тис.3 роки тому
Subscribe Now 😉
Highlight 2:39 - 7:39 from Raja Sri GOKULANANDA PRADHAN || Live Now
Переглядів 2763 роки тому
Highlight 2:39 - 7:39 from Raja Sri GOKULANANDA PRADHAN || Live Now
Raga Surat | ତେଲୁଗୁ ସଙ୍ଗୀତ | Gokulananda Pradhan | Guru - Late. Sri. Trinath Pradhan, #trinathmusic
Переглядів 3,3 тис.3 роки тому
Raga Surat | ତେଲୁଗୁ ସଙ୍ଗୀତ | Gokulananda Pradhan | Guru - Late. Sri. Trinath Pradhan, #trinathmusic #teluguraga #trinathkampo Comments Bellow..... LIKE !!! SHARE !!! SUBSCRIBE !!!
ସରସ୍ଵତୀ ବନ୍ଦନା 🙏🏻 | ଅତି ସୁନ୍ଦର ଭାବପୂର୍ଣ୍ଣ କଣ୍ଠ ରେ... | Gokulananda Pradhan #trinathmusic #gokula
Переглядів 3,2 тис.3 роки тому
ସରସ୍ଵତୀ ବନ୍ଦନା 🙏🏻 | ଅତି ସୁନ୍ଦର ଭାବପୂର୍ଣ୍ଣ କଣ୍ଠ ରେ... | Gokulananda Pradhan #trinathmusic #gokula
ଯୁଦ୍ଧ ସମୟରେ ଲୀଳାବତୀ ଙ୍କ କଣ୍ଠରୁ.... | ଆହେ ପ୍ରାଣେଶ୍ୱର | Sri. Gokulananda Pradhan #trinathmusic #gokula
Переглядів 3,5 тис.3 роки тому
ଯୁଦ୍ଧ ସମୟରେ ଲୀଳାବତୀ ଙ୍କ କଣ୍ଠରୁ.... | ଆହେ ପ୍ରାଣେଶ୍ୱର | Sri. Gokulananda Pradhan #trinathmusic #gokula
ହିରଣ୍ୟକଶିପୁ ର ନୃସିଂହ ଦର୍ଶନ | ଦ୍ୱିତୀୟ ଭାଗ | #gokulananda #rajanatak #nrusinghanath #prahladnatak
Переглядів 6 тис.3 роки тому
ହିରଣ୍ୟକଶିପୁ ର ନୃସିଂହ ଦର୍ଶନ | ଦ୍ୱିତୀୟ ଭାଗ | #gokulananda #rajanatak #nrusinghanath #prahladnatak
ହିରଣ୍ୟକଶିପୁ ର ନୃସିଂହ ଦର୍ଶନ | Part - 1 | Gokulananda Pradhan , At-Mundapota #gokulananda #nrushingha
Переглядів 7243 роки тому
ହିରଣ୍ୟକଶିପୁ ର ନୃସିଂହ ଦର୍ଶନ | Part - 1 | Gokulananda Pradhan , At-Mundapota #gokulananda #nrushingha
ନୃସିଂହ ଅବତାର ବିରାଜମାନ | Gokulananda Pradhan | Village - Mundapota | #nrusinghaavatar #gokulananda
Переглядів 7 тис.3 роки тому
ନୃସିଂହ ଅବତାର ବିରାଜମାନ | Gokulananda Pradhan | Village - Mundapota | #nrusinghaavatar #gokulananda
ରାଜନୀତି ବାଣୀ | ରାଗ - ଅରଭୀ, Performance by Gokulananda Pradhan #arabhiraga #gokulanandapradhan
Переглядів 3,4 тис.3 роки тому
ରାଜନୀତି ବାଣୀ | ରାଗ - ଅରଭୀ, Performance by Gokulananda Pradhan #arabhiraga #gokulanandapradhan
କୁଳ ଉଦ୍ଧାରଣ କଲୁ ମୋର। ଭାବପୂର୍ଣ୍ଣ ଭାଷାରେ ଅତିସୁନ୍ଦର... । Gokulananda Pradhan #prahalladnatak #gokul
Переглядів 3,2 тис.3 роки тому
କୁଳ ଉଦ୍ଧାରଣ କଲୁ ମୋର। ଭାବପୂର୍ଣ୍ଣ ଭାଷାରେ ଅତିସୁନ୍ଦର... । Gokulananda Pradhan #prahalladnatak #gokul
ସୁନ୍ଦରୀ, ପ୍ରିୟସହି ମୋର ରେ... | ଭୈରବୀ ରାଗ | ଗୋକୁଳାନନ୍ଦ ପ୍ରଧାନ #gokulanndapradhan #trinathmusic
Переглядів 3,1 тис.3 роки тому
ସୁନ୍ଦରୀ, ପ୍ରିୟସହି ମୋର ରେ... | ଭୈରବୀ ରାଗ | ଗୋକୁଳାନନ୍ଦ ପ୍ରଧାନ #gokulanndapradhan #trinathmusic
ଜନ୍ମ ପରେ ମୃତ୍ୟୁ ସଖୀ ଗୋ । ଏଇତ ବିଧି ର ବିଧାନ ।ରାଗ - ଶିବ ରଞ୍ଜନୀ, Gokulananda Pradhan #prahalladnatak
Переглядів 3,6 тис.3 роки тому
ଜନ୍ମ ପରେ ମୃତ୍ୟୁ ସଖୀ ଗୋ । ଏଇତ ବିଧି ର ବିଧାନ ।ରାଗ - ଶିବ ରଞ୍ଜନୀ, Gokulananda Pradhan #prahalladnatak
ପ୍ରହଲ୍ଲାଦ ଙ୍କ ହରି ଗୁଣଗାନ | Harmonium Play by Gokulananda Pradhan | Amaizing Performance | #gokul
Переглядів 3,4 тис.3 роки тому
ପ୍ରହଲ୍ଲାଦ ଙ୍କ ହରି ଗୁଣଗାନ | Harmonium Play by Gokulananda Pradhan | Amaizing Performance | #gokul
ରାଜନୀତି | ଗୋକୁଳାନନ୍ଦ ପ୍ରଧାନ | Full Vedio | Prahallad Natak | #trinathmusic #gokulanandapradhan
Переглядів 7 тис.3 роки тому
ରାଜନୀତି | ଗୋକୁଳାନନ୍ଦ ପ୍ରଧାନ | Full Vedio | Prahallad Natak | #trinathmusic #gokulanandapradhan
Prahlad Natak |Gokulananda Pradhan | ଶିକ୍ଷକ - ✓Sri. Trinath Pradhan | ହିରଣ୍ୟଶିପୁ ବିଦାରଣ |#ବ୍ରହ୍ମପୁର
Переглядів 2 тис.3 роки тому
Prahlad Natak |Gokulananda Pradhan | ଶିକ୍ଷକ - ✓Sri. Trinath Pradhan | ହିରଣ୍ୟଶିପୁ ବିଦାରଣ |#ବ୍ରହ୍ମପୁର
The Velly view Of Maa Balakumari , Chikiti,Ganjam
Переглядів 954 роки тому
The Velly view Of Maa Balakumari , Chikiti,Ganjam
PRAHALLAD NATAK . । Part-03। DIRECTION - ✓Mr. Trinatha Pradhan
Переглядів 6 тис.6 років тому
PRAHALLAD NATAK . । Part-03। DIRECTION - ✓Mr. Trinatha Pradhan
PRAHALLAD NATAK . । Part-02। DIRECTION - ✓Mr. Trinatha Pradhan
Переглядів 3,6 тис.6 років тому
PRAHALLAD NATAK . । Part-02। DIRECTION - ✓Mr. Trinatha Pradhan
PRAHALLAD NATAK . । Part-01। DIRECTION - ✓Mr. Trinatha Pradhan
Переглядів 5 тис.6 років тому
PRAHALLAD NATAK . । Part-01। DIRECTION - ✓Mr. Trinatha Pradhan
R.K Cricket Club 🏏 , KELUA.\nCelebrating in very enjoyful and happiness.🎉 ☺#Nikhil #Kumar.
Переглядів 4547 років тому
R.K Cricket Club 🏏 , KELUA. Celebrating in very enjoyful and happiness.🎉 ☺#Nikhil #Kumar.
Sonpur, enjoining moment with my friends.. #Nikhil Kumar..
Переглядів 467 років тому
Sonpur, enjoining moment with my friends.. #Nikhil Kumar..
Gokula nanda sir
Guru.ka.patha.mast
❤❤❤
Jay shree Laxmi narasimha
Jay shree Laxmi narasimha
Jay shree Laxmi narasimha
Jay shree Laxmi narasimha
❤❤❤😊😊😊
Bhai trinath pradhan kn video post kara
Best.king.ganjam.gauraba
Very nice
1 raja
Gokula sir nkara contact number taa miliba ki.ama gaon re prahalad natak karibu ta.
Thank you Sir 🎉❤
🙏🙏ଜୟ ଶ୍ରୀ ହରୀ 🙏😊❤❤❤
ଦୈବୀ ଶକ୍ତି ଥିବା ମଣିଷ ଜଣେ ସ୍ବର୍ଗତ ପ୍ରଧାନ ଆଜ୍ଞା। ସରସ୍ଵତୀ ଙ୍କ କଣ୍ଠେ ବସିବା ବିନା ଏମିତି ଗାଇବା ଅସମ୍ଭବ। ଧନ୍ୟ ଧନ୍ୟ ଧନ୍ୟ ଆପଣ ତ୍ରିନାଥ ଆଜ୍ଞା । ଆପଣ ଙ୍କ ର କେତେ ପ୍ରଶଂସା କଲେ ବି କମ୍। ମୋର ଦୁର୍ଭାଗ୍ୟ ମୁଁ ଆପଣ ଙ୍କ ନାଟକ ପରିବେଷଣ ଦେଖିପାରିଲିନି। କିନ୍ତୁ ଗୋକୁଳାନନ୍ଦ ଆଜ୍ଞା ଙ୍କ ଗାଇବା ଶୁଣିଲେ ଆପଣ ମନେ ପଡ଼ନ୍ତି। 😊😊😊😊❤❤❤❤
Pura thik ❤
@@sandeepkumarsahu1116 ଧନ୍ୟବାଦ୍ ❤
❤❤❤❤❤good voice
Greatest king ever.
❤Nice Voice
Gokula sir apanka nka contact number debe ki
ଅନେକ ଅନେକ ଧନ୍ୟବାଦ ତ୍ରିନାଥ କାମ୍ପ ଙ୍କ ଦ୍ଵାରା ନିର୍ଦ୍ଦେଶିତ ଓ ରାଜା ଭୂମିକା ରେ ଅଭିନୟ କରିଥିବା ଏହି ଅମୂଲ୍ୟ ସ୍ମୃତି ଶୁଣିବାକୁ ପାଇଲି ।
ଭଗବାନ ଓ ଭଗବତୀ ଯାହାଙ୍କ ଉପରେ ସଦା ସର୍ବଦା ଆଶୀର୍ବାଦ ପ୍ରଦାନ କରନ୍ତି ତନ୍ମଧ୍ୟରୁ ଆପଣ ବି ଜଣେ ମହାନ୍ ବ୍ୟକ୍ତି ଗୁରୁ ଶ୍ରୀ ଗୋକୁଳାନନ୍ଦ ପ୍ରଧାନ ❤️💗❤️
Mithun super...
Pranam to Greatest King Shree Gokulananda Pradan Sir 🙏🏻🙏🏻🙏🏻
Old is gold.Good singer Tala.
Very nice
Balo music rago laguchhi Raja natak re esabu kn
🙏🙏🙏🙏🙏
ଭଗବାନ ଶ୍ରୀ ଜଗନ୍ନାଥ ଙ୍କ ପୁଣ୍ୟ ମାଟି ଉତ୍କଳ ପ୍ରଦେଶ ର । ଗଞ୍ଜାମ ଜିଲ୍ଲା ଠାରେ ଅବସ୍ଥିତ । ମୁଣ୍ଡପୋତା ଗ୍ରାମ ରେ ଜନ୍ମ ଲାଭ କରିଥିବା ମହାନ୍ ପୁରୁଷ ଗୁରୁ ଶ୍ରୀ ତ୍ରିନାଥ ପ୍ରଧାନ ( କାମ୍ପ ) ଅତି ଉଚ୍ଚ କୋଟି ର କଳାକାର ଥିଲେ । ତାଙ୍କ ସମୟ ରେ ସେ ଅତି ସୁନ୍ଦର ଅଭିନୟ କରି ଲୋକ ଙ୍କ ହୃଦୟ ରେ ସ୍ଥାନ ରଖି ଯାଇଛନ୍ତି । ତାଙ୍କ ଅମର ଆତ୍ମା କୁ ବୈକୁଣ୍ଠ ରେ ସ୍ଥାନ ମିଳୁ ଏତିକି ମୋର ଜଗନ୍ନାଥ ଙ୍କ ଠାରେ ପ୍ରାର୍ଥନା 🙏🙏🙏
I Love you .... Really I salute
Audio cassete kouthi milib
Trinth Sir
King no 1
Thanks for sharing
Nice sir
No-1
Exlent guru
Sir apananka kantha re prahallada gita braja sundara he dekha dia ethara ti anurodha karuchhi chhad.
Mast mast
Super sir
🙏🙏🙏
sir ମୁଁ ବଡ଼କୁଶସ୍ଥଳି ଗ୍ରାମ ରୁ sir ବହୁତ୍ ଭଲ ଲାଗିଲା sir ଆପଣ ଆପଣଙ୍କର ଏ ରାଗୋ ବଡ଼କୁଷସ୍ଥଳୀ ରେ live ଦେଖିଚୁ ଆଜି UA-cam ରେ ଦେଖିଥିବା ଯଗୁ ଭଉତ୍ ଭଲ ଲାଗିଲା sir
Bahut bahut dhanyawad 🙏
🙏🙏🙏🙏
Ati sundar🙏🙏🙏💟💟💟💟
Beautiful
ଅତିସୁନ୍ଦର ଅଭିନୟ.....
Sir pls ur nb give me
Mahuri, pakhare basithiba guru nka nama kana sir
Recordings safakarantu
Bhainacha bhala kintupicturesafanie