- 103
- 204 025
Rangacharan Pradhan(ପରନ୍ତୁ)
India
Приєднався 20 сер 2021
ଆମେ ନିରପେକ୍ଷ ନୋହୁଁ, ପରନ୍ତୁ ଜନତାଙ୍କ ପକ୍ଷଧର।
ଭାରତୀୟ କ୍ରିକେଟରେ ବିଜେପିର କବ୍ଜା// Indian cricket is in control of the BJP. @paranturangacharan
ଭାରତୀୟ କ୍ରିକେଟରେ ବିଜେପିର କବ୍ଜା// Indian cricket is in control of the BJP. @paranturangacharan
#politics #economy #history #culture
ବିସିସିଆଇର ଦାଦାଗିରି:
ua-cam.com/video/1MqZHcM7g2w/v-deo.htmlsi=8DbPUexBkxANjr8a
#politics #economy #history #culture
ବିସିସିଆଇର ଦାଦାଗିରି:
ua-cam.com/video/1MqZHcM7g2w/v-deo.htmlsi=8DbPUexBkxANjr8a
Переглядів: 397
Відео
କନ୍ଧମାଳ ଅନାହାର ମୃତ୍ୟୁର ଭିତିରି ରହସ୍ୟ । @paranturangacharan
Переглядів 2,1 тис.19 годин тому
କନ୍ଧମାଳ ଅନାହାର ମୃତ୍ୟୁର ଭିତିରି ରହସ୍ୟ । @paranturangacharan This video discusses the reasons behind the starvation death in Kandhamal district of Odisha. ଦୁଇବର୍ଷରେ ମିଡ଼ିଆ ଟ୍ରାଏଲ ସରିଲା । ua-cam.com/video/FYx79VSfebk/v-deo.htmlsi=efXwm_uz70HQ4btT
ଡବଲ ଇଞ୍ଜିନ୍ କୁ ରାସ୍ତା ଦିଶୁନି// Double Engine can't find the way. @paranturangacharan
Переглядів 35 тис.День тому
ଡବଲ ଇଞ୍ଜିନ୍ କୁ ରାସ୍ତା ଦିଶୁନି// Double Engine can't find the way. @paranturangacharan This video describes how the vision documents of both the BJP governments at the centre and Odisha are pure diversionary tactics. ଭୂତ ଗୁଣିଆ ସଙ୍ଗି ua-cam.com/video/-Ra-2OMyMlQ/v-deo.htmlsi=TNnq2QE4DYlsSHEe ପୁଣି ଏକ ବାତ୍ୟା ua-cam.com/video/HMp1Oivryzc/v-deo.htmlsi=r0qiLPvdXpdUb3jH କିଛି ସୈାଦା ହେଲା କି ? ua-cam.com/...
ଭୂତ ଗୁଣିଆ ସଙ୍ଗି / @paranturangacharan
Переглядів 3,7 тис.День тому
ଭୂତ ଗୁଣିଆ ସଙ୍ଗି / @paranturangacharan This video describes the crony relationship between the present ruling party and some selected capitalists. rcp441@gmail.com x.com/CharanRcp441?t=StHyLNnNVnJpaRjgEhZz0g&s=09 #politics #economics #history #culture
ପୁଣି ଏକ ବାତ୍ୟା // Yet another cyclone @paranturangacharan
Переглядів 3,2 тис.14 днів тому
ପୁଣି ଏକ ବାତ୍ୟା // Yet another cyclone @paranturangacharan The promises of mines based investments that the CM of Odisha has brought are unlikely to benefit the state.
ଦୁଇ ବର୍ଷର ମିଡିଆ ଟ୍ରାଏଲ୍ ସରିଲା / Two Years of Media Trial came to an end. @paranturangacharan
Переглядів 43221 день тому
ଦୁଇ ବର୍ଷର ମିଡିଆ ଟ୍ରାଏଲ୍ ସରିଲା / Two Years of Media Trial came to an end. @paranturangacharan After more than two years in jail Delhi 's former minister Satyendra Jain came out of the jail.
କିଛି ସୌଦା ହେଲା କି ? Was there a deal ? @paranturangacharan
Переглядів 1,6 тис.21 день тому
କିଛି ସୌଦା ହେଲା କି ? Was there a deal ? @paranturangacharan Was there a deal between the Baijayanta Panda's business concerns and the government ? #odishamedia #odishapolitics #politics #economy MidDay Odisha story middayodisha.com/politics-over-courtsey-visit/
ମଧ୍ୟମ ଆୟ ଯନ୍ତାରେ ଭାରତ / India in Middle Income Trap @paranturangacharan
Переглядів 3,8 тис.21 день тому
ମଧ୍ୟମ ଆୟ ଯନ୍ତାରେ ଭାରତ / India in Middle Income Trap @paranturangacharan This video discusses the Middle of Trap for India.
ଶହେ ଦିନରେ ଏତିକି ତ କରି ପାରିଥାନ୍ତେ Couldn't this much hv been done in 100 days @paranturangacharan
Переглядів 36 тис.Місяць тому
ଶହେ ଦିନରେ ଏତିକି ତ କରି ପାରିଥାନ୍ତେ ? Couldn't this much have been done in 100 days? @paranturangacharan This video narrates what the new BJP government of Odisha could have done in the first 100 days of its rule. #mohanmajhi #odishabjp #naveenpatnaik #narendramodi #arvindkejriwal #politics #odishamedia #economics
କ'ଣ ପ୍ରଶାନ୍ତ କିଛି ଭୁଲ୍ କହୁଛନ୍ତି? Is Prasanta saying anything wrong ? @paranturangacharan
Переглядів 321Місяць тому
କ'ଣ ପ୍ରଶାନ୍ତ କିଛି ଭୁଲ୍ କହୁଛନ୍ତି? Is Prasanta saying anything wrong ? @paranturangacharan #politics #economics #culture #history #prashantkishor #liqourban #bihar #aamaadmiparty #arvindkejriwal #mohanmajhi #education #soumyaranjanpatnaik
୩ଟି ସର୍ତ୍ତ, ୩ଟି ଇସ୍ତଫା ଓ ୫ଟି ପ୍ରଶ୍ନ 3 Conditions 3 Resignations 5 Questions @paranturangacharan
Переглядів 986Місяць тому
୩ଟି ସର୍ତ୍ତ, ୩ଟି ଇସ୍ତଫା ଓ ୫ଟି ପ୍ରଶ୍ନ 3 Conditions, 3 Resignations, 5 Questions @paranturangacharan #politics #economics #culture #history #religion #arvindkejriwal #aamaadmiparty #supremecourtofindia #pmla #enforcementdirectorate #mohanbhagwat #rss #corruption #cbi #ajitpawar
ଯୌନ ନିର୍ଯାତନା ପୂର୍ବରୁ ଓ ମନୁସ୍ମୃତି / Before the Sexual Assault and Manusmriti @paranturangacharan
Переглядів 347Місяць тому
ଯୌନ ନିର୍ଯାତନା ପୂର୍ବରୁ ଓ ମନୁସ୍ମୃତି // Before the Sexual Assault and Manusmriti @paranturangacharan This video discusses what can be done to prevent sexual assaults and also tells about 16 disturbo verses of the Manusmriti. Thank you Dr Ruchika Sharmaji for the input on the Manusmriti contained in Eyeshadow & Etihaas. ua-cam.com/video/lsHnTLO3mHw/v-deo.htmlsi=kWSsnq8D97c8v3q_ #sexualassaultcase ...
କିଏ ଠିକ୍ କହୁଛନ୍ତି ? Who is telling the truth ? @paranturangacharan
Переглядів 2,4 тис.Місяць тому
କିଏ ଠିକ୍ କହୁଛନ୍ତି ? Who is telling the truth ? @paranturangacharan #mohancharanmajhi #naveenpatnaik #primeminister #relativeeconomicperformance #odishamedia #odishapolitics #odia #news #politics #economics #history #culture
ବଦଳୁଛି ଓଡ଼ିଶା // Odisha is changing// @paranturangacharan
Переглядів 306Місяць тому
ବଦଳୁଛି ଓଡ଼ିଶା // Odisha is changing// @paranturangacharan #odishamedia #odishapolitics #culture #economics #mohanmajhi #politics #bharatpurpolice #sexualassaultcase #bjpodisha #naveenpatnaik
ମୂଖ୍ୟମନ୍ତ୍ରୀଜୀ, ଏଇଟା ଓଡ଼ିଶା। ଉତ୍ତରପ୍ରଦେଶ ନୁହେଁ । @paranturangacharan
Переглядів 1,9 тис.Місяць тому
ମୂଖ୍ୟମନ୍ତ୍ରୀଜୀ, ଏଇଟା ଓଡ଼ିଶା। ଉତ୍ତରପ୍ରଦେଶ ନୁହେଁ । @paranturangacharan This video condemns the recent alleged sexual atrocity of a lady in a police station of Bhubaneswar and exposes the incompetence of the state government. #mohanmajhi #bharatpurpolice odishagovernment #odishamedia #odishapolitics #uttarpradeshgovernment #unnao_news #politics #economics #society #culture #history
ସୁଭଦ୍ରା ମହିଳା ସଶକ୍ତିକରଣ ନା ଭୋଟ ଅଭିଯାନ ? women empowerment or votebank @paranturangacharan
Переглядів 544Місяць тому
ସୁଭଦ୍ରା ମହିଳା ସଶକ୍ତିକରଣ ନା ଭୋଟ ଅଭିଯାନ ? women empowerment or votebank @paranturangacharan
ଏବେ ଓଡ଼ିଶାରେ କେଉଁ ମୁହଁ ଦେଖାଇବେ ମୋଦୀ ? What face will the PM show in Odisha? @paranturangacharan
Переглядів 47 тис.Місяць тому
ଏବେ ଓଡ଼ିଶାରେ କେଉଁ ମୁହଁ ଦେଖାଇବେ ମୋଦୀ ? What face will the PM show in Odisha? @paranturangacharan
କେଜରିୱାଲ ବଜାଇବେ ବାଜା, ବିଜେପି ନାଚିବ BJP will dance to the tune of Kejriwal @paranturangacharan
Переглядів 11 тис.Місяць тому
କେଜରିୱାଲ ବଜାଇବେ ବାଜା, ବିଜେପି ନାଚିବ BJP will dance to the tune of Kejriwal @paranturangacharan
ମୋଦୀ ଆଣିଦେଲେ ଖୁସି ଖବର ? @paranturangacharan
Переглядів 2862 місяці тому
ମୋଦୀ ଆଣିଦେଲେ ଖୁସି ଖବର ? @paranturangacharan
ମହଙ୍ଗା ଘୋଡାବେପାର / Costly horse-trading for the democracy. @paranturangacharan
Переглядів 4312 місяці тому
ମହଙ୍ଗା ଘୋଡାବେପାର / Costly horse-trading for the democracy. @paranturangacharan
ଭାଇରାଲ୍ କିଏ କରୁଛି ? Who is making it viral ? @paranturangacharan
Переглядів 2232 місяці тому
ଭାଇରାଲ୍ କିଏ କରୁଛି ? Who is making it viral ? @paranturangacharan
ସୂଭଦ୍ରାମାନଙ୍କୁ ଭଣ୍ଡାଇଲେ// Cheating through Subhadra Yojana@paranturangacharan
Переглядів 2112 місяці тому
ସୂଭଦ୍ରାମାନଙ୍କୁ ଭଣ୍ଡାଇଲେ// Cheating through Subhadra Yojana@paranturangacharan
ହିଣ୍ଡେନବର୍ଗ ରିପୋର୍ଟ ଅମ୍ପାୟାର୍ ଯଦି ମ୍ୟାଚ୍ ଫିକ୍ସିଂରେ ସାମିଲ Hindenburg @paranturangacharan
Переглядів 1912 місяці тому
ହିଣ୍ଡେନବର୍ଗ ରିପୋର୍ଟ ଅମ୍ପାୟାର୍ ଯଦି ମ୍ୟାଚ୍ ଫିକ୍ସିଂରେ ସାମିଲ Hindenburg @paranturangacharan
ଭାରତରୁ ବଙ୍ଗଳାଦେଶ କେତେ ଦୂର ?? How far is Bangladesh from India ?
Переглядів 1943 місяці тому
ଭାରତରୁ ବଙ୍ଗଳାଦେଶ କେତେ ଦୂର ?? How far is Bangladesh from India ?
Odisha Budget 2024 - the Inside story // ଓଡ଼ିଶା ବଜେଟ ୨୦୨୪ର ଭିତର କାହାଣୀ।
Переглядів 2 тис.3 місяці тому
Odisha Budget 2024 - the Inside story // ଓଡ଼ିଶା ବଜେଟ ୨୦୨୪ର ଭିତର କାହାଣୀ।
ଏମିତି ଖବର ଆଗରୁ କେବେ ନା ଆପଣ ଶୁଣିଥିବେ ନା ଦେଖିଥିବେ ! You would never have heard it.
Переглядів 2293 місяці тому
ଏମିତି ଖବର ଆଗରୁ କେବେ ନା ଆପଣ ଶୁଣିଥିବେ ନା ଦେଖିଥିବେ ! You would never have heard it.
Kya AAP aur केजरीवाल ko todne ki prayas me, desh ki nyayapalika v ek madadgaar ban chuki hai ?
Переглядів 513 місяці тому
Kya AAP aur केजरीवाल ko todne ki prayas me, desh ki nyayapalika v ek madadgaar ban chuki hai ?
ଭାରତର ଅର୍ଥନିତୀରେ ସମସ୍ୟା//Problems in current Indian Economy//
Переглядів 4343 місяці тому
ଭାରତର ଅର୍ଥନିତୀରେ ସମସ୍ୟା//Problems in current Indian Economy//
ଓଡ଼ିଆ ଅସ୍ମିତା ମାନେ କ'ଣ ? // What is Odia Asmita ?
Переглядів 7 тис.3 місяці тому
ଓଡ଼ିଆ ଅସ୍ମିତା ମାନେ କ'ଣ ? // What is Odia Asmita ?
Are we still a free country? ଏହା ପରେ ବି କହିବା ଆମେ ସ୍ବାଧୀନ ଅଛୁ ? PMLA
Переглядів 1,4 тис.3 місяці тому
Are we still a free country? ଏହା ପରେ ବି କହିବା ଆମେ ସ୍ବାଧୀନ ଅଛୁ ? PMLA
phopadiba kaam hela bharatia jhgada Party ra tanku ete gyana kie deba .....murkha manak dala hela BJP
Correct sir apana.
Mukta bhabarre dukha ku bujhiba bele nirloj modi sethiki jaithila.
Sir right 👍👍👍
Thanks!
Thank you so much.
ବିଜେପି ଯେଉଁଠି ବିନାଶ ସେଇଠି
Ebesala,24 borsa vitare,kete socheton thile 5,masare khajuchhanty Tujemti 6masore bapa,maanku Sabu kamaru mukta karithibu Alajukasala❤🎉🎉😂😮😢😊
ସାର ଆପଣ ଠିକ୍ କହିଛନ୍ତି । ବିଜେପି କ୍ରିକେଟ ଟିମ୍ ହେଇଯିବ
Congratulations for your analytical presentation regarding politics in BCI by BJP govt. You are fully right. People of India must realise it.
Very valuable discussion.
Jumlabjp pm ok thanks 😂😂
ଅତି ସୁନ୍ଦର ଭାବରେ ଉପସ୍ଥାପିତ କରିଛନ୍ତି। ସରକାର ଙ୍କ ଭିତିରି ଉଦ୍ଦେଶ୍ୟ ପ୍ରକାଶ କରିଛନ୍ତି। ଅଶେଷ ଧନ୍ୟବାଦ।
ବହୁତ ଗୁରୁତ୍ବପୁର୍ଣ ଓ ଯୁକ୍ତିଯୁକ୍ତ ପ୍ରତିବେଦନ । ବହୁତ ବହୁତ ଧନ୍ୟବାଦ।।।
Right sir 👍🏼👍🏼👍👍👍👍
Right 👍
Bjp neta trafick policekam kruchani amit saha bus helper whisil bhal maranti
କମ୍ବଳ ଯାକ ବାଳ l o
ଡବଲ ଇଞ୍ଜିନ ଗାଡ଼ି ଏତେ ଜୋରରେ ଚଳିଲାଯେ ଗାଡ଼ି ଧକ୍କା ହୋଇ ଲାଇନ ଚ୍ୟୁତ୍ ହୋଇ ଗଲା।
ଆପଣ ସବୁ ଜାଣିଛନ୍ତି ତେଣୁ ଆପଣ ରାଜନୀତି ରେ ସାମିଲ ହୁଅନ୍ତୁ ସାର୍ ଭଲହେବ
Nabin babu no 1❤
ପରିବାର ବାଦି କଂ ବିରୋଧରେ ଲୋକ ମତ ୨୪ବର୍ଷ ବନାମ ୨୪ ମାସର ଅପେକ୍ଷା କର
ଡବଲ ଇଞ୍ଜିନରୁ ଗୋଟିଏ ଇଞ୍ଜିନ ବାହାରି ଗଲା।ଆଉ ଗୋଟିଏ ଇଞ୍ଜିନ କାମ କରୁନି। ଯାତ୍ରୀ ହଇରାଣ। କଣ କରିବେ ଏବେ?
Mohan majhi b jani na thiba billion re ketuta suna basiba. Education nahin kou mantri ra b, vision kuadu asiba.
ତଦନ୍ତ ବାକ୍ସ ଅତିବେଶିରେ 2029 ଯାଏ କାମ କରିପାରେ ନକରିପାରେ ବି। ଠିକ ରେ କାମ ନକଲେ 2029ରେ ନାମ ନବାଟା ଥୟ ।
Ambha takua ku gi tag diantu
BJP sarkar ku expose kari bhala karichanti.
Correct semananku a sarkar marideichanti. Micha katha kahi gariba lokanku na daba pai plan.
Right kahuchhi chhoraku g midia tarif karuchhanti
ବର୍ତ୍ତମାନ ପରିସ୍ଥିତିରେ କ୍ଷମତା ହରାଇ କିଛି ପାଗଳ ଏହିପରି ବାୟାବିଲୁଆ ପରି ହେଉଛନ୍ତି ଓ ହେବେ ମଧ୍ୟ |କାରଣ ସେମାନେ ନଗଡା,ଜଗନ୍ନାଥଙ୍କୁ ଗାଁ ଗାଁ ବୁଲାଇ ଭିକ ମଗାଇବା କଥା ଭୁଲିଯିବେ | କାରଣ କିଛିମାଲ ମସଲା ପାଉଥିଲେ ଏବେ କିନ୍ତୁ ସେ ରାସ୍ତା ବନ୍ଦ । ଏମାନେ ଚାଳୁଣି ହୋଇ ଛୁଞ୍ଚିକି କହିବେ |
ବିଜେଡି ଏକ ମୁକ ସରକାର ନବୀନ ଛବିଶ ବର୍ଷ ହେଲା କିଛି ଓଡ଼ିଆ ଶିଖିପାରିଲାନାହିଁ ତାର ଅହିଁଟା ଛାଟୁ ଦଲାଲ ମାନେ ସବୁ କାମ କରୁଥିଲେ. ଲାଜକଥା. ଛି ଛି 😄😅😭😂🤣
ହେଇରେ କୁକୁର ତୋର କହିବା କଥା କେତେଦୂର ସତ ମିଛୁଆ ନିର୍ଲଜ ବିଜେଡିର ଖଲି ଚାଟୁ କୁକୁର ହେବେ ଖଲି ଛାଟିବା କୁ ମିଳୁନାହିଁ ବୋଲି ବକବକ ହେଉଛ ତୋର ଘରକୁ ନିଜେଚଳାଇ ଦେଖ. ଜାଣିବୁ ଛବିଶ ବର୍ଷ ଲୁଟିଲ ହେବେ ତୋର ମାଭଉଣୀର ବିଆର ବାଳ ଖାଇବୁ 😭😅😄😄
ହଏରେ କୁନ୍ଦରୁର୍ ବା ଇ ବୁପରାର୍ ସତ୍ କଥା କେ ତୋର୍ ଗାଏଣ୍ଡ୍ ଫାଟି ଯଉଛେ ନି, ଆର୍ ଯେନ୍ ଭାଷା ଲେଖିଛୁ,ତାର୍ ତିନ୍ ଗୁଣ୍ କଞ୍ଚା ଦୁଇ ଅକ୍ଷରି ଭାଷା ପାଏବୁ ଯେନ୍ ଟା କେ ତମର୍ କୁଟୁମ୍ ଯାକର୍ ଖାଇ ପକେଇ ନି ପାର,କେନସି ଦଳର୍ ପାଲତୁ କୁତା ନି ହ,ଯେନ୍ ସରକାର ବି ଥଉ ସାଧାରଣ ଲୋକ ଟେ ହେଇ ନିଜର୍ ହକ୍ ମାଗ୍ ବାର୍ ଶିଖ୍, ଆର୍ ବିଜେପି ଦଳର୍ ଗଗ ନି ଚାଟ୍,ମୁନୁଷ୍ ହେବୁ ନେହେଲେ କରୋ ଖାଏବୁ,
Actually asabu Gujurati chal vote dei odisha basi bhul kale. Pandian hatigale BJD 💯 thik karana Aharkendra 108 Ambulance August 15 chhuta pilanku new dress sabu BJD karichi
You are very right and your analysis is based on fact.
Hats off to you.
ସତ୍ୟ
Governor's son misbehave to odia officer enquiry is also going on.
Mohan Babu bilion mane kan
ସବୁ ରାଜନୀତି ଦଳର ଶାସନ ଗାଦିରେ ବସିଲେ ଏମିତି ସବୁ ଚାଲେ, କାରଣ ରାଜନୀତି ରେ ସବୁ ତଦନ୍ତ ହୁଏ ଏବଂ ଆଇନ୍ ତା ବାଟରେ କାମ କରିବ ବୋଲି ସବୁ ନେତା ମନ୍ତ୍ରୀ ଅଫିସର ସମାନ କଥା କୁହନ୍ତି
Dubol Engen chalib nahi
ପାରମ୍ପରିକ ଖାଦ୍ୟ, ପାନୀୟ, ପୋଷାକ, ନୃତ୍ୟ, ସଙ୍ଗୀତ, ଚିତ୍ରକଳା, ଅଭିନୟ, କଳା କଣ ନିୟମିତ ବ୍ୟବହାର ହୁଏ ନା ସାମୟିକ ??
Se pa doble bedha chua
ମନେହୁଏ ଯେପରି,ବିଜେପି କିଛି ଅନୈତିକ ଉପାୟରେ ଓଡିଶା କୁ ଶାସନ କରିବା ପାଇଁ ସୁବିଧାବାଦୀ ( Opportunist) ଭଳି କାର୍ଯ୍ୟ କରୁଛନ୍ତି
ଧର୍ମ କାନ୍ଦୁଛି ସାରା ଭାରତରେ ମିଛ ପ୍ରତିଶ୍ରୁତି ପାଖେ ସତ ବନ୍ଧା ପଡ଼ିଛି ଆମେ କଉ ପାର୍ଟିର chatu kara ସାଜି ପାରୁଁ ମାତ୍ର ଆଖିରେ ଅନ୍ଧ ପୁଟୁଳି ବାନ୍ଧି ସତକୁ ମିଛ ମିଛ ଚିତ୍କାର କରିବା ସମାଜରେ ବାସ କରୁଥିବା ଆମ ସମସ୍ତଙ୍କ ପାଇଁ ଅମଙ୍ଗଳ ସାରା ଭାରତରେ ଏବେ ଅନାହାର କ୍ଷୁଧା ତୁର ଙ୍କ ସଂଖ୍ୟା ପୃଥିବୀରେ ଚହଳ ସୃଷ୍ଟି କରିଛି ଏଇ ଯେମିତି ଆମ୍ବ ଟାକୁଆ ଖାଇ ଲୋକେ ମଲେଣି 3 ମାସ ଧରି ଚାଉଳ ମିଳିନାହିଁ ସେମାନେ ସ୍ବପ୍ନ ଦେଖାଉଛନ୍ତି 2036ମସିହା 2047 ଏବେ ଦେଶବାସୀଙ୍କୁ ବଞ୍ଚେଇ ରଖ ପରେ ସ୍ବପ୍ନ ଦେଖେଇବ ଦେଶର ଏ ଅବସ୍ଥାରେ ଜବରଦସ୍ତ EVM jaliati ra ପ୍ରଶ୍ରୟ ନିଆଯାଉଛି ଆମେ ସଭିଏଁ ସଜାଗ ହେବା ଦିନ ଉପନୀତ ❤
Haniakhia.ebemadapiuchi
BJP.bandaless.parti
Mohanku.gote.ghodabanda.dio
ସବୁ ମିଛ କଥା କହି ଭୋଟ ପାଇଲେ ନୁଆଁ ସରକାର ବିଲକୁଲ ସତ
ଅଞା ଆପଣ ଯାହା କହୁଛନ୍ତି ତାହା ବିଲକୁଲ ଠିକ୍ ।,
Modi odisa re micha kahi sasanku asi odisha ku 10 years talaku neigale
Right