The Nuapadia Vines
The Nuapadia Vines
  • 103
  • 3 756 557
@morsamiya ରିପୋର୍ଟର୍ ଦରକାର୍ ବଳି ଲୋକଙ୍କୁ ଠକୁଛନ୍? #TheNuapadiaVines | Pradeep Mangaraj
‎@morsamiya ରିପୋର୍ଟର୍ ଦରକାର୍ ବଳି ଲୋକଙ୍କୁ ଠକୁଛନ୍? #TheNuapadiaVines | Pradeep Mangaraj
#morsamiya #sambalpuri #odishapolitics #viralodianews #odianews #subhadrayojananews #mohanmajhi #facts #odishanews
Переглядів: 8 138

Відео

ମୋତେ ଜୀବନ୍ ରୁ ମାରିଦେବାର୍ କେ ଷଡ଼ଯନ୍ତ୍ର କରୁଛନ୍ ମୋତେ ବଞ୍ଚାଅ 🙏 @TheNuapadiaVines
Переглядів 8 тис.7 годин тому
ମୋତେ ଜୀବନ୍ ରୁ ମାରିଦେବାର୍ କେ ଷଡ଼ଯନ୍ତ୍ର କରୁଛନ୍ ମୋତେ ବଞ୍ଚାଅ🙏 ‎@TheNuapadiaVines #sambalpuri #thenuapadiavines #odishapolitics #odianews #viralodianews #trending #mohanmajhi #politicalnews #morsamiya #viralnewsodisha #subhadrayojana
ଆସିଗଲା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ୧୦,୦୦୦ ଟଙ୍କା #TheNuapadiaVines | Subhadra Yojana viral news
Переглядів 2,1 тис.Місяць тому
ଆସିଗଲା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ୧୦,୦୦୦ ଟଙ୍କା #TheNuapadiaVines | Subhadra Yojana viral news Hello guys, We create and upload videos related to Politics, Current Affairs, Social Issues, unknown facts, Informative and much more. For more Information Contact Us. Email - mangarajstudio@gmail.com Calls/WhatsApp - 9124346714 From - Nuapada, Odisha Follow us on Instagram : thenuapadia...
ସୁଭଦ୍ରା ଯୋଜନା ନୁହେଁ ଠକ ଯୋଜନା ଆଏ #TheNuapadiaVines | Pradeep Mangaraj | Subhadra Yojana's Reality
Переглядів 7 тис.Місяць тому
ସୁଭଦ୍ରା ଯୋଜନା ନୁହେଁ ଠକ ଯୋଜନା ଆଏ #TheNuapadiaVines | Pradeep Mangaraj | Subhadra Yojana's Reality Reality of Subhadra Yojana - Odia ua-cam.com/video/7aPnViwOh2o/v-deo.htmlsi=pODt5AvxhE5X_JqO Hello guys, We create and upload videos related to Politics, Current Affairs, Social Issues, unknown facts, Informative and much more. For more Information Contact Us. Email - mangarajstudio@gmail.com Calls/...
ସୁଭଦ୍ରା ଯୋଜନା ନାଁରେ ଠକୁଛି ବିଜେପି #TheNuapadiaVines | Pradeep Mangaraj | Subhadra Yojana news
Переглядів 1,1 тис.Місяць тому
ସୁଭଦ୍ରା ଯୋଜନା ନାଁରେ ଚାଲିଛେ ନାଟକ୍ #TheNuapadiaVines | Pradeep Mangaraj | Subhadra Yojana news Full video is Out!👇 ua-cam.com/video/7aPnViwOh2o/v-deo.htmlsi=-NS-jirpEdiWJw1o
ତମକୁ ସେଁକବାର୍ କଥା ନାଟକ୍ କରୁଛ ଓଡ଼ିଶାରେ #TheNuapadiaVines | Pradeep Mangaraj | @manojmishraodiaactor
Переглядів 11 тис.Місяць тому
ତମକୁ ସେଁକବାର୍ କଥା ନାଟକ୍ କରୁଛ ଓଡ଼ିଶାରେ #TheNuapadiaVines | Pradeep Mangaraj | ‎@manojmishraodiaactor Hello guys, We create and upload videos related to Politics, Current Affairs, Social Issues, unknown facts, Informative and much more. For more Information Contact Us. Email - mangarajstudio@gmail.com Calls/WhatsApp - 9124346714 From - Nuapada, Odisha Follow us on Instagram : thenua...
ଚାଟୁକାରିତା ର ସୀମାପାର୍ କଲା ଗଣମାଧ୍ୟମ୍ #TheNuapadiaVines | Pradeep Mangaraj | @morsamiya
Переглядів 5 тис.Місяць тому
ଚାଟୁକାରିତା ର ସୀମାପାର୍ କଲା ଗଣମାଧ୍ୟମ୍ #TheNuapadiaVines | Pradeep Mangaraj | ‎@morsamiya
ମୁଇଁ ବଚନ୍ ଦଉଛେ ଓଡ଼ିଶାର ସର୍ବନାଶ୍ କରିଦେବି #TheNuapadiaVines | Pradeep Mangaraj
Переглядів 6 тис.Місяць тому
ମୁଇଁ ବଚନ୍ ଦଉଛେ ଓଡ଼ିଶାର ସର୍ବନାଶ୍ କରିଦେବି #TheNuapadiaVines | Pradeep Mangaraj
ମୋତେ କ୍ଷମା କରିଦେବେ ଆଜ୍ଞା, ମୁଇଁ ଆଉ ଭିଡିଓ ନାଇଁ କରେଁ🙏
Переглядів 42 тис.Місяць тому
ମୋତେ କ୍ଷମା କରିଦେବେ ଆଜ୍ଞା, ମୁଇଁ ଆଉ ଭିଡିଓ ନାଇଁ କରେଁ🙏
The Nuapadia Vines କେ Copyright Strike ଦେମି? #TheNuapadiaVines | @morsamiya | Pradeep Mangaraj
Переглядів 16 тис.Місяць тому
The Nuapadia Vines କେ Copyright Strike ଦେମି? #TheNuapadiaVines | ‎@morsamiya | Pradeep Mangaraj #sambalpuri #morsamiya #koshlieducator #odianews #viralvideo #odishanews
ମୋତେ ମାରିଦେବେ ଆଜ୍ଞା ଖଣ୍ଡା ଧରିକରି ଆସିଥିଲେ #TheNuapadiaVines | @morsamiya | @KoshliEducator
Переглядів 15 тис.Місяць тому
ମୋତେ ମାରିଦେବେ ଆଜ୍ଞା ଖଣ୍ଡା ଧରିକରି ଆସିଥିଲେ #TheNuapadiaVines | @morsamiya | @KoshliEducator
Best AEPS Banking App in Odisha || ବ୍ୟାଙ୍କ୍ ଯିବାର୍ କେ ନାଇଁ ପଡ଼େ ଘରେ ଉଠାଉନ୍ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା
Переглядів 4 тис.Місяць тому
Best AEPS Banking App in Odisha || ବ୍ୟାଙ୍କ୍ ଯିବାର୍ କେ ନାଇଁ ପଡ଼େ ଘରେ ଉଠାଉନ୍ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା
ଓଡ଼ିଶାରେ ବାଙ୍ଗଲାଦେଶୀ ଫେରିବାଲା କୁ ଜୀବନ୍ ରୁ ମାରିଦେଲେ? #TheNuapadiaVines | Pradeep Mangaraj
Переглядів 10 тис.2 місяці тому
ଓଡ଼ିଶାରେ ବାଙ୍ଗଲାଦେଶୀ ଫେରିବାଲା କୁ ଜୀବନ୍ ରୁ ମାରିଦେଲେ? #TheNuapadiaVines | Pradeep Mangaraj
ରୋଡ଼ ରାସ୍ତା ସାଜିଛେ ପଲ୍ହା ରୁଆ କ୍ଷେତ #TheNuapadiaVines | @KoshliEducatorPradeep Mangaraj
Переглядів 15 тис.2 місяці тому
ରୋଡ଼ ରାସ୍ତା ସାଜିଛେ ପଲ୍ହା ରୁଆ କ୍ଷେତ #TheNuapadiaVines | @KoshliEducatorPradeep Mangaraj
‘GRS’ ପଇସା ଖାଉଛେ ଆର୍ କ୍ୟାମେରା କେ ଭାଙ୍ଗିଦେଲା #TheNuapadiaVines | @morsamiya | Pradeep Mangaraj
Переглядів 47 тис.2 місяці тому
‘GRS’ ପଇସା ଖାଉଛେ ଆର୍ କ୍ୟାମେରା କେ ଭାଙ୍ଗିଦେଲା #TheNuapadiaVines | @morsamiya | Pradeep Mangaraj
ଗରିବ ଦୁଃଖୀ ନିରୀହ ଲୋକଙ୍କର୍ ନୁ ପଇସା ଖାଉଛେ ବୌଦ୍ଧ ଜିଲ୍ଲା କଣ୍ଟାମାଲ୍ ବ୍ଲକ ରେଙ୍ଗାଲି ପଞ୍ଚାୟତ୍ ର ଜି.ଆର୍.ଏସ୍
Переглядів 31 тис.2 місяці тому
ଗରିବ ଦୁଃଖୀ ନିରୀହ ଲୋକଙ୍କର୍ ନୁ ପଇସା ଖାଉଛେ ବୌଦ୍ଧ ଜିଲ୍ଲା କଣ୍ଟାମାଲ୍ ବ୍ଲକ ରେଙ୍ଗାଲି ପଞ୍ଚାୟତ୍ ର ଜି.ଆର୍.ଏସ୍
କୋଶଲ୍ ରାଜ୍ୟ ନାଇଁ ହୁଏ, ପଶ୍ଚିମ ଓଡ଼ିଶାର୍ ଲୋକମାନେ ସଭେ ଭକୁଆ ଆନ୍? #TheNuapadiaVines | Pradeep Mangaraj
Переглядів 5 тис.2 місяці тому
କୋଶଲ୍ ରାଜ୍ୟ ନାଇଁ ହୁଏ, ପଶ୍ଚିମ ଓଡ଼ିଶାର୍ ଲୋକମାନେ ସଭେ ଭକୁଆ ଆନ୍? #TheNuapadiaVines | Pradeep Mangaraj
ରାଜନେତା ହେଲା ପରେ ବୁଢ଼ା ପାଗଳ୍ ହେଲା ନ? #TheNuapadiaVines | Pradeep Mangaraj
Переглядів 4,9 тис.2 місяці тому
ରାଜନେତା ହେଲା ପରେ ବୁଢ଼ା ପାଗଳ୍ ହେଲା ନ? #TheNuapadiaVines | Pradeep Mangaraj
620₹ DESI JUGAD YOUTUBE SETUP🔥 #TheNuapadiaVines | Pradeep Mangaraj
Переглядів 9 тис.2 місяці тому
620₹ DESI JUGAD UA-cam SETUP🔥 #TheNuapadiaVines | Pradeep Mangaraj
ଡର୍ ଡର୍ ଲାଗଲା ନକେ ମୁକେଶ୍ ମହାଳିଙ୍ଗ ଆଜ୍ଞା? #TheNuapadiaVines | Pradeep Mangaraj
Переглядів 6 тис.2 місяці тому
ଡର୍ ଡର୍ ଲାଗଲା ନକେ ମୁକେଶ୍ ମହାଳିଙ୍ଗ ଆଜ୍ଞା? #TheNuapadiaVines | Pradeep Mangaraj
ଭାଷା ସଂକୃତି ଜାତି ଧର୍ମ କୁ ନେଇ ଓଡ଼ିଶା ର ସମସ୍ତେ ପାଗଳ୍ #TheNuapadiaVines | Pradeep Mangaraj
Переглядів 3,6 тис.3 місяці тому
ଭାଷା ସଂକୃତି ଜାତି ଧର୍ମ କୁ ନେଇ ଓଡ଼ିଶା ର ସମସ୍ତେ ପାଗଳ୍ #TheNuapadiaVines | Pradeep Mangaraj
ନ୍ୟୁଜ୍ ଚାନେଲ୍ ଝଗଡ଼ା ଲଗଉଛେ କୋଶଲ୍ ନାଁରେ #TheNuapadiaVines | @morsamiya | Pradeep Mangaraj
Переглядів 13 тис.3 місяці тому
ନ୍ୟୁଜ୍ ଚାନେଲ୍ ଝଗଡ଼ା ଲଗଉଛେ କୋଶଲ୍ ନାଁରେ #TheNuapadiaVines | @morsamiya | Pradeep Mangaraj
ମୋର୍ କାଏଁ ଭୁଲ୍ ଆଜ୍ଞା ମୋତେ କ୍ଷମା କରିଦିଅ #TheNuapadiaVines | Pradeep Mangaraj | Viral video
Переглядів 132 тис.3 місяці тому
ମୋର୍ କାଏଁ ଭୁଲ୍ ଆଜ୍ଞା ମୋତେ କ୍ଷମା କରିଦିଅ #TheNuapadiaVines | Pradeep Mangaraj | Viral video
ମଜାକ୍ ମସ୍ତି ଗୀତ ଲାଗି ଫସିଗଲେ ରୁକୁ ସୁନା ଆଉ ହ୍ୟୁମାନ ସାଗର #TheNuapadiaVines | Pradeep Mangaraj
Переглядів 175 тис.3 місяці тому
ମଜାକ୍ ମସ୍ତି ଗୀତ ଲାଗି ଫସିଗଲେ ରୁକୁ ସୁନା ଆଉ ହ୍ୟୁମାନ ସାଗର #TheNuapadiaVines | Pradeep Mangaraj
ମୋର୍ ପରିସ୍ଥିତି ମୋତେ ଜଣା ଓଡ଼ିଶା ସରକାର କୁ ବିନତୀ #TheNuapadiaVines | Pradeep Mangaraj | Viral video
Переглядів 13 тис.3 місяці тому
ମୋର୍ ପରିସ୍ଥିତି ମୋତେ ଜଣା ଓଡ଼ିଶା ସରକାର କୁ ବିନତୀ #TheNuapadiaVines | Pradeep Mangaraj | Viral video
ପଶ୍ଚିମ ଓଡ଼ିଶା ମୃତ୍ୟୁ ପରିଷଦ୍ | What is the Reality Of WODC? #TheNuapadiaVines | Pradeep Mangaraj
Переглядів 1,6 тис.3 місяці тому
ପଶ୍ଚିମ ଓଡ଼ିଶା ମୃତ୍ୟୁ ପରିଷଦ୍ | What is the Reality Of WODC? #TheNuapadiaVines | Pradeep Mangaraj
ପଶ୍ଚିମ୍ ଓଡ଼ିଶାର୍ ଲୋକମାନେ ସଭେ ଭକୁଆ ଆଏ! #TheNuapadiaVines | Pradeep Mangaraj | Viral video
Переглядів 24 тис.3 місяці тому
ପଶ୍ଚିମ୍ ଓଡ଼ିଶାର୍ ଲୋକମାନେ ସଭେ ଭକୁଆ ଆଏ! #TheNuapadiaVines | Pradeep Mangaraj | Viral video
ପର୍ଦାଫାଶ ହେଲା EVM Scam | #TheNuapadiaVines | Pradeep Mangaraj | Odia viral latest news
Переглядів 3,5 тис.3 місяці тому
ପର୍ଦାଫାଶ ହେଲା EVM Scam | #TheNuapadiaVines | Pradeep Mangaraj | Odia viral latest news
ନୂଆପଡ଼ା ରୁ କେଦାରନାଥ ସାଇକେଲ୍ ଯାତ୍ରା #TheNuapadiaVines | @sunilofficialvlogs4920 | Viral Video
Переглядів 11 тис.3 місяці тому
ନୂଆପଡ଼ା ରୁ କେଦାରନାଥ ସାଇକେଲ୍ ଯାତ୍ରା #TheNuapadiaVines | @sunilofficialvlogs4920 | Viral Video
ମୁଖ୍ୟମନ୍ତ୍ରୀ ଙ୍କ ନୁଆଁ ନିୟମ ଓଡ଼ିଶାରେ ମଦ ବନ୍ଦ #TheNuapadiaVines | Pradeep Mangaraj | Odia viral News
Переглядів 6 тис.3 місяці тому
ମୁଖ୍ୟମନ୍ତ୍ରୀ ଙ୍କ ନୁଆଁ ନିୟମ ଓଡ଼ିଶାରେ ମଦ ବନ୍ଦ #TheNuapadiaVines | Pradeep Mangaraj | Odia viral News

КОМЕНТАРІ

  • @debprasadsahoo7817
    @debprasadsahoo7817 8 хвилин тому

    Tu gote mahapurush swadin na sangrami to hetir lagi

  • @birendramunda5435
    @birendramunda5435 11 хвилин тому

    ❤👍👍👍👍

  • @romanchalvlog3413
    @romanchalvlog3413 Годину тому

    ତୁମର କିଛି କାମ, ଧନ୍ଦା ନାଇନ ହୋ, ଦୁଇ ପଇସା ପାଇବା ଚକର ରେ , ସୋସିଆଲ ମିଡ଼ିଆ ରେ ଆସି କରି ଭୁକୁଛ, ଆଉ କିଛି ନାଇନ.. ଇ କଥା ସରକାର କେ ଜଣାହ, youtube ରେ ଆସି କରି ବକ ବକ ନାଇ କର

    • @TheNuapadiaVines
      @TheNuapadiaVines 59 хвилин тому

      ଭାଇ ମୋତେ ଟିକେ ଯୋଗଯୋଗ୍ କର ବୁଝାମୀ - 9124346714

  • @BijuRout-gs9qk
    @BijuRout-gs9qk 2 години тому

    ❤❤

  • @trilochanmeher-rx1ng
    @trilochanmeher-rx1ng 2 години тому

    ହାତ ଟିକେ କମ ହଲ ହୋ ଭାଇ ଝଗଡା କଲେ ହାତ ହେନ୍ତା ହଲାସନ

  • @Jeet__Official__80
    @Jeet__Official__80 2 години тому

    ଘର୍ ଭିତରେ ବସୀ କରି ଆବାଜ୍ ଉଠାଲେ କାଣା ନିକ୍ଲାବୁ ମଇଦାନ କେ ଆସିକରି ଦେକ୍

    • @TheNuapadiaVines
      @TheNuapadiaVines Годину тому

      ଟିକେ ଟାକି ଥ ବୋ ଭାଇ, ମଇଦାନ୍ କାଣା ନେତା-ମନ୍ତ୍ରୀ ମାନଙ୍କର୍ ଘର୍ ଢୁକି କରି ରିପୋର୍ଟିଙ୍ଗ କର୍ମା.... ସମିଆଁ ଆସୁ ଜାନବ I

  • @prakashmahamallik4826
    @prakashmahamallik4826 2 години тому

    ହାତ tk କମ୍ ହଲେଇ କରି news kahele ଭଲ୍ ହେବା....

  • @picksake749
    @picksake749 2 години тому

    Kete fad fad hauchhu j

  • @picksake749
    @picksake749 2 години тому

    Awaj uthale kana niklei parbu bo tui

  • @saritayadav-vi4tr
    @saritayadav-vi4tr 13 годин тому

    Tui bhakuaa ta ae re tui kn je seta he lokar video banau6u re tui jenta paesa lagi video banau6u se bi senta na re pasu

  • @nunmircha435
    @nunmircha435 13 годин тому

    ତୁମେ ବିନା ପ‌ଏସା ରେ କାମ କର ଘରେ ବସି କରି ଫାଲତୁ ମାନେ

  • @nunmircha435
    @nunmircha435 13 годин тому

    First Sambalpuri koshali news Tukel power thila ho

  • @jhasketanmeher1379
    @jhasketanmeher1379 15 годин тому

    Aji kali jia b you tube re vdo banochhe na......bhakua😂

  • @kamakshyaprasadmallik1645
    @kamakshyaprasadmallik1645 15 годин тому

    ଠିକ୍ କଥା ଭାଇ, ଏରେ ଗେରେ ମାନଙ୍କ ର କଥା ନାଇଁ ସୁନ.

  • @AnandBiswal-m3r
    @AnandBiswal-m3r 15 годин тому

    ଏ ବାବୁ ତୁଇଁ କର୍ ଗା ଭଲ୍ ଜାନୁଛୁ

  • @duryodhansenapati9981
    @duryodhansenapati9981 16 годин тому

    Thik da shoport karmu

  • @SARASWATIVLOGS866
    @SARASWATIVLOGS866 16 годин тому

    ଜୟ କୋଶଳ ଭାଇ

  • @Mahendra_1985
    @Mahendra_1985 17 годин тому

    ନିବେଶ ଭାଇ ବାଗିର ଲୋକ ନାଇଁନ। Reporting, diffence services ଇ ସବୁ ପଇସା ଲାଗି ନୁହେଁ ସମାଜ ସେବା ଲାଗି ହିଁ କରସନ୍

  • @vimasenpatra1783
    @vimasenpatra1783 17 годин тому

    Jay mor samiya 🎉🎉🎉

  • @akashthanapati6741
    @akashthanapati6741 17 годин тому

    Right 👍👍👍 best bayet

  • @jogenrdamahakur2333
    @jogenrdamahakur2333 19 годин тому

    🎉🎉🎉🎉❤❤❤❤❤

  • @dolamanideep5293
    @dolamanideep5293 19 годин тому

    ଏ ବାବୁ ତୁଈ କରବୁ ଜାବୋ ବିନ ପଏସେ କିଛି କାମ ନେଇ ହୁଏ, ହେତାକେ କହେବୁ ତ ଆମର

  • @sdsrmostlearning1672
    @sdsrmostlearning1672 20 годин тому

    Tui bhakua pila bo youtube channel growth Hele , paisa bahut income hesi ..1 to 2 lakhs per month

  • @Anandtv75
    @Anandtv75 20 годин тому

    Tume. Bina salary re kam karba kai

  • @rajdeepputel7357
    @rajdeepputel7357 21 годину тому

    Tui ta neta banbu jain bhasan dau6u je

  • @niashameher745
    @niashameher745 21 годину тому

    Tui hawa kha

  • @sumantakarna
    @sumantakarna 21 годину тому

    Ur right broo

  • @MANOJ-p4u
    @MANOJ-p4u 21 годину тому

    ବିନା ପଇସାରେ ତୁ କରିବୁ କି? କଣ ଖାଇବ ସେ, ତାର ପରିବାର କିମିତି ଚଳିବ, ତାର ତ ପଇସା you tube ଦେବ.

  • @jitsambalpuriinfotech8405
    @jitsambalpuriinfotech8405 22 години тому

    Hae Bo pahela katha kahebar sikh, ପ୍ରତିଷ୍ଠାତା kahi ne janbar tel

  • @10pointodia
    @10pointodia 22 години тому

    ଓଡ଼ିଆ ମାନଙ୍କ ଏହି ଅଶୁଵିଧା

  • @harekrishnamirdha1244
    @harekrishnamirdha1244 22 години тому

    ଭୁଖେ ରହି କରି କାମ କର୍ବା କି ବୋ , ମୁରୁକ୍ ଗେହି

  • @PriyadarshanBarik-j5z
    @PriyadarshanBarik-j5z 22 години тому

    Tume right Tume ken kaam re busy achha je tume kara bhal heba free service re

  • @ratanadeep4999
    @ratanadeep4999 23 години тому

    Ebabu banba next cm odisha

  • @rajatkumaragasti9186
    @rajatkumaragasti9186 23 години тому

    I agree with you 👍👍👍

  • @Krishnachhatriakhcvlog
    @Krishnachhatriakhcvlog 23 години тому

    Good news for mor samiya news channel all team 🙏

  • @rajivbhaina657
    @rajivbhaina657 23 години тому

    ଭାଇ ସମାଜ କେ study କର ତାର୍ ପରେ ନିଜର view ଦେବୁ। ଗୁଟେ channel କେ promote କରବାର ଲାଗି ଏତକି ତଲକେ ନାଇ ଜ ।

  • @rajivbhaina657
    @rajivbhaina657 23 години тому

    ଏ ଭାଇ , job security ବଲି କରି ଜିନିଷ ଟେ ଥିସି। Salary ପଚରେଇ ନେଲେ ଯେ କାଣା ଅସୁବିଧା ହେଇ ଗଲା। ଭାଇ ଭାଷଣ ମାରବାର ଟା ଭଲ ଜିନିଷ ନୁହେଁ। ତୁଇ ନିଜେ ଯାଇ କରି କାମ କର୍ ଆଉ ବିନା ପଇସା ରେ କାମ କର୍। ତାର ପରେ ଜାନମା ଯେ ତୁଇ ଭଲ ଭାବୁଛୁ ତୋର ଅଂଚଳ ଲାଗି ।

  • @fakirdehury8259
    @fakirdehury8259 День тому

    You tube ru paisa ni asbsr ky bhai je advice dauchha Apankar soch aga badlauna mr nua padia vines mui gute you tube channel khulmi au apan kam karbe bina paisa re seta v bulu buli are you agree

  • @Bickynagbicky
    @Bickynagbicky День тому

    ଏ ବାବୁ ଇଟା କଳି ଜୋଗ ରେ ଇନ କାହାକେ ବିଶ୍ବାସ ନାଇ କଳବଲ ହେଇ ମର ବେ ସଭେ କଳି ଜୋଗେ

  • @SHREE.GANESH.MEDIA.
    @SHREE.GANESH.MEDIA. День тому

    Tui Bhal gyan dauchhu Tui K hela J Ni karbar Jaa Karbu jaa

  • @SHREE.GANESH.MEDIA.
    @SHREE.GANESH.MEDIA. День тому

    Tui karbu ja bo

  • @RajuGadtia-t2b
    @RajuGadtia-t2b День тому

    1no bhai thik kahucha

  • @UmaExpertise
    @UmaExpertise День тому

    No money no work 😂

  • @ExplorerHarish
    @ExplorerHarish День тому

    ତୁଇ ବେଶୀ ଚାଟୁକାରୀ ଆଉ..... ବିନା ପଏସାରେ କିଏ କରବା // ପରିବାର ଚଲବା କେନ୍ତା

  • @sutamdhurua2325
    @sutamdhurua2325 День тому

    Right

  • @rameshbagh628
    @rameshbagh628 День тому

    Telia ta tui

  • @PabanNaik-hd6jc
    @PabanNaik-hd6jc День тому