bhuban mohanty vlogs
bhuban mohanty vlogs
  • 291
  • 122 383

Відео

ଗୋସୁରକ୍ଷା ପାଇଁ..... #gosala #cattle
Переглядів 5321 день тому
ଗୋସୁରକ୍ଷା ପାଇଁ ମାନବିକତା ଜରୁରୀ, ଗୋମାତା ପାଇଁ ଆମ ଦାୟିତ୍ୱ ରହିବା ଜରୁରୀ. ଜୟ ଗୋମାତା #jayjagannath #gomata #savecow #hinduism #hindu
ବ୍ରିଟିଶ ପୋଲିସର ଗୋପନ କଥା
Переглядів 13121 день тому
Police #britishpolice #policeact1861 #commissionerate #nmops
ପୁରୁଣା ପେନସନ ଲାଗୁହେବ OPS COMING
Переглядів 2 тис.Місяць тому
Ops #ops #nmops #jayjagannath #nmops #motivation
ଜାତୀୟ ରାଜପଥ ର ମରଣଯନ୍ତା #nh57 #nationalhighwayauthorityofindia
Переглядів 77Місяць тому
#nationalhighwayauthorityofindia #nationalhighway #odisha #odishanews #odishatv #minivlog #jayjagannath #nmops
ସହର ଆସିଛି ଗାଁ କୁ #citylife #villagelife
Переглядів 65Місяць тому
ସହର ସଂସ୍କୃତି ପରମ୍ପରା ଏବେ ଗାଁ ରେ, ଆଧୁନିକତା ଯୋଗୁଁ ଗାଁ ର ଭଲପାଇବା, ଭାଇଚାରା ଟିକେ କମିଛି, ତେଣୁ ଆସନ୍ତୁ ଭାବିବା ଭାଇଚାରା ପାଇଁ. ଆମକୁ ବଡ଼ ଆମ ଗାଁ. #citylife #villagelife #bhubanmohantyvlogs437 #jayjagannath #motivation #ganeshchaturthi #ganeshutsav #ganapatibappamorya #jayjagannath #ganapathisongs
ଗଜାନନ ଗଣେଶ ଙ୍କ ପୂଜା 🙏
Переглядів 164Місяць тому
ଗଣେଶ ଙ୍କ ଆଶୀର୍ବାଦ ନିତ୍ୟାନ୍ତ ଆବଶ୍ୟକ ଯିବ ଜଗତ ପାଇଁ, ଶିକ୍ଷା ଦରକାର, ସାହସ ଦରକାର, ସଙ୍କଟ ମୋଚନ ହେବା ଦରକାର. ଜୟ ପ୍ରଭୁ ଗଜାନନ ଗଣେଶ ଙ୍କ ଜୟ. #jayjagannath #ganeshchaturthi #ସିଦ୍ଧିବିନାୟକ #bhubaneswar
ଗୁରୁ ଦିବସ #teachersday
Переглядів 16Місяць тому
ଜୟ ଜଗନ୍ନାଥ.ମୋ ଜୀବନରେ ଆସିଥିବା ସମସ୍ତ ଗୁରୁଙ୍କୁ ମୋ ଭକ୍ତିପୂତ ପ୍ରଣାମ 🙏. ମୋ ପରିବାର,ମୋ ସାହି ଗାଁ ସମାଜ,ମୋ ବିଦ୍ୟାଳୟ କଲେଜ,ମୋ ଚାକିରୀ,ମୋ ସାମାଜିକ ସଂଗଠନରେ ସବୁକ୍ଷେତ୍ରରେ କିଛି ନା କିଛି ଶିଖିଛି ଗୁରୁ କରିଛି, ତେଣୁ ସବୁ ଗୁରୁଙ୍କୁ🙏. #teachersday #gurudivas #bhubanmohantyvlogs437 #myschoolmypride
ପାକିସ୍ତାନୀ ଲୁଟେରା ଠୁ ବଞ୍ଚିଗଲି #cyberfraudadvisory #cybersecurity #fakecall
Переглядів 41Місяць тому
#jayjagannath #motivation #cybersecurity #cybersecurity #cyber #cybercrime #cyberadvice
OPS coming ପୁରୁଣା ପେନସନ ନିଶ୍ଚିତ ମିଳିବ #nmops #ops
Переглядів 17 тис.2 місяці тому
ପୁରୁଣା ପେନସନ ନିଶ୍ଚିତ ମିଳିବ ଆଗକୁ. nps ରୁ ups ହେଲା, ପରେ ops ହୋଇଯିବ. ଆମେ ଲଢ଼ିବା ଓ ସଫଳ ହେବା. #ops #nmops #pensionplan #oldpension
ଭାଗ୍ୟ ଓ ଭଗବାନ #jaysrikrishna #luck #astrology
Переглядів 1122 місяці тому
ua-cam.com/video/SCz3vzGXC_o/v-deo.htmlfeature=shared #jayjagannath #odiamotivation
ରକ୍ଷାବନ୍ଧନ ଦୁଃଖ #rakhyabandhan #sacrificeofpolice #odia #jayjagannath
Переглядів 2102 місяці тому
ରାକ୍ଷୀ ହେଉଛି ଆମ ପବିତ୍ର ପର୍ବ. ଭଉଣୀ ସୁଭଦ୍ରା ପ୍ରଭୁ ଜଗନ୍ନାଥ ଓ ବଡ଼ ଠାକୁର ବଳଭଦ୍ର ଙ୍କୁ ରାକ୍ଷୀ ବାନ୍ଧିବା ଓ ଭଉଣୀ ର ସୁରକ୍ଷା ପାଇଁ ପ୍ରତିଶୃତି ବଦ୍ଧ ସବୁ ଭାଇ. ଏହା ହିଁ ରାକ୍ଷୀ ବନ୍ଧନ. ଆଜି ଗମ୍ହା ପୂର୍ଣ୍ଣମୀ ଯାହା ପ୍ରଭୁ ବଡଠାକୁର ବଳଭଦ୍ର ଙ୍କ ଜନ୍ମ. ତେଣୁ ଏହା ଆମ ପୋଲିସ ପାଇଁ ସାହସ ଆଣେ, ମାତ୍ର duty ଯୋଗୁଁ କଷ୍ଟ ଆଣେ କି ଆମେ ରାକ୍ଷୀ ପାଳି ପାରୁନୁ 😭😭😭.
କେବେ ସ୍ୱାଧୀନତା ପାଇବା #independenceday #indipendencedaystatus #motivation
Переглядів 792 місяці тому
କେବେ ସ୍ୱାଧୀନତା ପାଇବା #independenceday #indipendencedaystatus #motivation
ଲଗାଣ ବର୍ଷାରେ ବେହାଲ ଆମ ଅଞ୍ଚଳ, ପୋଡ଼ାଡ଼ିହ ପଞ୍ଚାୟତ
Переглядів 1022 місяці тому
ଲଗାଣ ବର୍ଷାରେ ବେହାଲ ଆମ ଅଞ୍ଚଳ, ପୋଡ଼ାଡ଼ିହ ପଞ୍ଚାୟତ
ମନ୍ଦ ଲୋକଙ୍କୁ ସାବଧାନ
Переглядів 1332 місяці тому
ମନ୍ଦ ଲୋକଙ୍କୁ ସାବଧାନ
RSS ଛାଡିଲୁ କାହିଁକି??!!!!
Переглядів 663 місяці тому
RSS ଛାଡିଲୁ କାହିଁକି??!!!!
ପୁରୁଣା ପେନସନ #old pension #ops #financedepartment #NMOPS
Переглядів 1,6 тис.3 місяці тому
ପୁରୁଣା ପେନସନ #old pension #ops #financedepartment #NMOPS
ବୃକ୍ଷ ରୋପଣ ମହତ କାର୍ଯ୍ୟ ଯାହା ଏବେ ଟିକେ ପ୍ରହସନ ଲାଗୁଛି #forestguard #treeplantation
Переглядів 273 місяці тому
ବୃକ୍ଷ ରୋପଣ ମହତ କାର୍ଯ୍ୟ ଯାହା ଏବେ ଟିକେ ପ୍ରହସନ ଲାଗୁଛି #forestguard #treeplantation
ବନ୍ଧୁମିଳନ 14 ବର୍ଷ ର
Переглядів 833 місяці тому
ବନ୍ଧୁମିଳନ 14 ବର୍ଷ ର
ମଦ ନିଷେଧ କାରଣ ଲୋକଙ୍କ ସ୍ୱାସ୍ଥ୍ୟ ଓ ସାମାଜିକ ସୁରକ୍ଷା ଗୁରୁତ୍ୱ
Переглядів 513 місяці тому
ମଦ ନିଷେଧ କାରଣ ଲୋକଙ୍କ ସ୍ୱାସ୍ଥ୍ୟ ଓ ସାମାଜିକ ସୁରକ୍ଷା ଗୁରୁତ୍ୱ
ଜଣାପଡିଲା ପରାଜୟ ର କାରଣ କିଏ #argusnews #odishanews #voterawareness
Переглядів 444 місяці тому
ଜଣାପଡିଲା ପରାଜୟ ର କାରଣ କିଏ #argusnews #odishanews #voterawareness
ନବୀନ ନିର୍ବାଚନ ହାରିଲେ ହେଲେ ହୃଦୟ ଜିତିଥିବେ ସବୁଦିନ
Переглядів 384 місяці тому
ନବୀନ ନିର୍ବାଚନ ହାରିଲେ ହେଲେ ହୃଦୟ ଜିତିଥିବେ ସବୁଦିନ
ନିର୍ବାଚନ 2024 ELECTION2024,#electioncampaign2024 #voterawareness #odishaelection2024
Переглядів 165 місяців тому
ନିର୍ବାଚନ 2024 ELECTION2024,#electioncampaign2024 #voterawareness #odishaelection2024
ଅକ୍ଷୟତୃତୀୟା ମାହାତ୍ମ୍ୟ
Переглядів 115 місяців тому
ଅକ୍ଷୟତୃତୀୟା ମାହାତ୍ମ୍ୟ
ବୃକ୍ଷ ହିଁ ରକ୍ଷା କରିପାରିବ, ତେଣୁ ଆସନ୍ତୁ ଗଛ ଲଗାଇବା #tree #globalwarmingandclimatechange #globalwarming
Переглядів 295 місяців тому
ବୃକ୍ଷ ହିଁ ରକ୍ଷା କରିପାରିବ, ତେଣୁ ଆସନ୍ତୁ ଗଛ ଲଗାଇବା #tree #globalwarmingandclimatechange #globalwarming
ଝାମୁଯାତ୍ରା ପୋଡାଡ଼ିହ, ଗ୍ରାମାଦେବୀ ଙ୍କ ଯାତ୍ରା. ପଣାସଂକ୍ରାନ୍ତି #jhamujatra #odisha
Переглядів 226 місяців тому
ଝାମୁଯାତ୍ରା ପୋଡାଡ଼ିହ, ଗ୍ରାମାଦେବୀ ଙ୍କ ଯାତ୍ରା. ପଣାସଂକ୍ରାନ୍ତି #jhamujatra #odisha
ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଶୁଭେଚ୍ଛା ଓ ଶୁଭକାମନା
Переглядів 126 місяців тому
ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଶୁଭେଚ୍ଛା ଓ ଶୁଭକାମନା
ପବିତ୍ର ଦଣ୍ଡଯାତ୍ରା #jayjagannath #danda_nacha_ganjam #danda
Переглядів 466 місяців тому
ପବିତ୍ର ଦଣ୍ଡଯାତ୍ରା #jayjagannath #danda_nacha_ganjam #danda
ଆଦର୍ଶ ନେତା ପାଇଁ ଆଦର୍ଶ ମତଦାତା ଜରୁରୀ #politics #voterawareness
Переглядів 146 місяців тому
ଆଦର୍ଶ ନେତା ପାଇଁ ଆଦର୍ଶ ମତଦାତା ଜରୁରୀ #politics #voterawareness
ହୋଲି ରେ ଇଶ୍ୱରଙ୍କୁ ଆଶୀର୍ବାଦ ଭିକ୍ଷା 🙏 #holifestivalofcolours #odiafestival #jayjagannath
Переглядів 76 місяців тому
ହୋଲି ରେ ଇଶ୍ୱରଙ୍କୁ ଆଶୀର୍ବାଦ ଭିକ୍ଷା 🙏 #holifestivalofcolours #odiafestival #jayjagannath

КОМЕНТАРІ

  • @sadhuramsahu2581
    @sadhuramsahu2581 14 днів тому

    Only for ops

  • @TapanroseBTR
    @TapanroseBTR Місяць тому

    ଠିକ୍ ଅଛି ସାର୍...... Ops Jindabaad ସମସ୍ତେ ସଜାଗ ହୋଇ ଲଢିବା..... Ops ପାଇବା

  • @bhubanmohantyvlogs437
    @bhubanmohantyvlogs437 Місяць тому

    ଦୟାକରି ନିଜ ବନ୍ଧୁ ସହକର୍ମୀ ଙ୍କ ସହ ପୁରୁଣା ପେନସନ ବିଷୟରେ ଆଲୋଚନା କରନ୍ତୁ ପ୍ରତିଦିନ. ପରିଶ୍ରମ କରନ୍ତୁ ପ୍ରତିଦିନ, ପ୍ରସ୍ତୁତ ରୁହନ୍ତୁ ଭୁବନେଶ୍ୱର ଆଉ ଦିଲ୍ଲୀ ମହାସମାବେଶ ବେଶ ପାଇଁ. ଟିକେ ପରିଶ୍ରମ କରିଥିଲେ ବୋଲି nps ଟି UPS ହୋଇଛି. ଆମେ 100% ପରିଶ୍ରମ କଲେ ନିଶ୍ଚିତ ପୁରୁଣା ପେନସନ ମିଳିବ. ଆମେ ଯେତେ ଠକିବା ଅଳସୁଆ ହେବା ତାହାଲେ ops ସ୍ବପ୍ନ ଦେଖିବା କେବଳ. ଅନୁରୋଧ ସମସ୍ତେ ଅଧିକ ପରିଶ୍ରମ କରନ୍ତୁ. ଜୟ ହିନ୍ଦ ଜୟ nmops

  • @RBINCHANAPALLIPRIMARYSCHOOL
    @RBINCHANAPALLIPRIMARYSCHOOL Місяць тому

    Yes sir Cholo Delhi. We are with you🙏

    • @bhubanmohantyvlogs437
      @bhubanmohantyvlogs437 Місяць тому

      @@RBINCHANAPALLIPRIMARYSCHOOL ଧନ୍ୟବାଦ. ପ୍ରସ୍ତୁତ ରୁହନ୍ତୁ ଅନ୍ୟ ସାଙ୍ଗମାନଙ୍କୁ ଏକାଠି କରନ୍ତୁ. ଦିଲ୍ଲୀ ବୁଲା ଆଉ ପୁରୁଣା ପେନସନ ଗୋଟିଏ ଥର ରେ ଦୁଇଟି କାମ 👌👌

  • @RAPHAEL524
    @RAPHAEL524 Місяць тому

    No NPS NO UPS ONLY OPS

  • @MaddilaUsha-o5v
    @MaddilaUsha-o5v Місяць тому

    O.p.s💯

  • @DebashisPradhan-ph3mm
    @DebashisPradhan-ph3mm Місяць тому

    Only OPS

  • @umeshchandrarout5774
    @umeshchandrarout5774 Місяць тому

    Below 10 years service Benefit ?

  • @satyanarayanpatra3350
    @satyanarayanpatra3350 Місяць тому

    Sir we want only OPS.

  • @subaschandrapradhan2201
    @subaschandrapradhan2201 Місяць тому

    Excellent. We want only OPS.

    • @bhubanmohantyvlogs437
      @bhubanmohantyvlogs437 Місяць тому

      @@subaschandrapradhan2201 ଆମେ ଟିକେ ହାଲକା ନେଲେ ବୋଲି ତଥାପି ସରକାର ନଇଁକି ups ଦେଲେ. ଆମେ ଠିକ ରେ ଲାଗିବା ନିଶ୍ଚିତ ops ଲାଗିବ. ଆମେ ପାରିବା.

  • @SureshKumarnaik-jb8bs
    @SureshKumarnaik-jb8bs Місяць тому

    ONLY T OPS

  • @KartikSahoo-h5u
    @KartikSahoo-h5u Місяць тому

    Only ops

  • @sanjayanaik-n9s
    @sanjayanaik-n9s Місяць тому

    UPS ଆମକୁ ଦରକାର ନାହିଁ OPS ଲାଗୁ ହେଉ

  • @BiranchiParida-v2w
    @BiranchiParida-v2w Місяць тому

    ଚାପ ଜାରି ରହୁ।କଣ୍ଟ୍ରାକ୍ଚୁଆଲ ପିରିଅଡ୍ କୁ service tenure ରେ କାଉଣ୍ଟ୍ କରିବାର ଡିମାଣ୍ଡ ମଧ୍ୟ ରହୁ। ଆନ୍ଦୋଳନ ସଫଳ ହେଉ,ଜଗତ ର କଲ୍ୟାଣ ହେଉ।

    • @bhubanmohantyvlogs437
      @bhubanmohantyvlogs437 Місяць тому

      ହେବ ସବୁ. ଆମେ ଲଢ଼ିବା. Ops ମିଳିବ

  • @nandabadnayak1818
    @nandabadnayak1818 Місяць тому

    #ops

  • @DurjadhanSahoo
    @DurjadhanSahoo Місяць тому

    Sir thanks for your simplicity voice mail

  • @RigaiTudu-cl3xz
    @RigaiTudu-cl3xz Місяць тому

    Ups ଯଦି ଏତେ ଭଲ ତାହେଲେ ops ଵାଲା retired ହେଲେ ଆମେnps ଵାଲା ସେମାନଂକୁ ups kari କାଗଜ ପତ୍ର କରିବା

    • @bhubanmohantyvlogs437
      @bhubanmohantyvlogs437 Місяць тому

      ସଠିକ ନିୟମାବଳୀ ଆସିନି. କିନ୍ତୁ ops ଭଳିଆ କେହି ନୁହେଁ. ଆମକୁ ପୁରୁଣା ପେନସନ ଦରକାର

  • @bhubanmohantyvlogs437
    @bhubanmohantyvlogs437 Місяць тому

    .

  • @satyanarayanpanda3859
    @satyanarayanpanda3859 Місяць тому

    Only.OPS

  • @nimaicharanbhutia7654
    @nimaicharanbhutia7654 Місяць тому

    Only ops

  • @SanatanaNayak-eg5cg
    @SanatanaNayak-eg5cg Місяць тому

    Thank you your reporting demand only of ops.

    • @bhubanmohantyvlogs437
      @bhubanmohantyvlogs437 Місяць тому

      @@SanatanaNayak-eg5cg ଧନ୍ୟବାଦ. ଏମିତି ଦେଖୁଥାନ୍ତୁ

  • @kishoreparida4296
    @kishoreparida4296 Місяць тому

    Ops back

  • @suryakanta8024
    @suryakanta8024 Місяць тому

    Right

  • @namitabehera2889
    @namitabehera2889 Місяць тому

    We want ops

  • @ganeswarbehera7139
    @ganeswarbehera7139 Місяць тому

    Want ops

  • @achyutnath2715
    @achyutnath2715 Місяць тому

    We want only OPS

  • @bhajamajhi4856
    @bhajamajhi4856 Місяць тому

    Only old pension 🎉🎉 bhai

  • @DillipBhoi-mu1dk
    @DillipBhoi-mu1dk Місяць тому

    Thanks so much Sir 🙏🏻🙏🏻🙏🏻

    • @bhubanmohantyvlogs437
      @bhubanmohantyvlogs437 Місяць тому

      ଧନ୍ୟବାଦ 🙏, ଦେଖୁଥାନ୍ତୁ ଭିଡ଼ିଓ.

  • @bhubanmohantyvlogs437
    @bhubanmohantyvlogs437 Місяць тому

    ଜୟ ଜଗନ୍ନାଥ

  • @sanjaykumarnaik5305
    @sanjaykumarnaik5305 Місяць тому

    Only ops

  • @biranchikishoremohanty5311
    @biranchikishoremohanty5311 Місяць тому

    ମୁ ଆପଣ ମାନଂକ ସହିତ ସାମିଲ ହେବାକୁ ଚାଂହୁଛି ନମସ୍ତେ

  • @panchanansahoo595
    @panchanansahoo595 Місяць тому

    Right Sir

  • @RAPHAEL524
    @RAPHAEL524 Місяць тому

    Odisha re kebe tarikha heb

  • @RAPHAEL524
    @RAPHAEL524 Місяць тому

    Go back ups only for ops

  • @ShantilataNayak-k6j
    @ShantilataNayak-k6j Місяць тому

    Ops

  • @pabitrabehera562
    @pabitrabehera562 Місяць тому

    Ops only chahiye

  • @ChhitaRanjanbishoyi
    @ChhitaRanjanbishoyi Місяць тому

    ମୁଁ nps ରୁ 563 ଟଙ୍କା ପାଉଛି

    • @bhubanmohantyvlogs437
      @bhubanmohantyvlogs437 Місяць тому

      @@ChhitaRanjanbishoyi ଆମେ ଦୁଃଖିତ. Plz ନମ୍ବର ଦିଅନ୍ତୁ. ବିଜୟ ମଲ୍ଲ ଟିକେ କଥା ହେବେ.

  • @RabindraPradhans
    @RabindraPradhans Місяць тому

    Ops darkar, thanks 🙏🙏🙏🙏🙏

  • @asfaqueefx18
    @asfaqueefx18 Місяць тому

    sir, very good👍 Only Ops

  • @munapradhan6957
    @munapradhan6957 Місяць тому

    Sir mo baba coal india re karmachari thele 1000tk penson miluchi hale sir kn eps re kn miliba ki

  • @madhusudanrath9120
    @madhusudanrath9120 Місяць тому

    Right Right 👍👍.We want Only OPS.

  • @justifyworld
    @justifyworld 2 місяці тому

    Yes..u r absolutely correct 👌

  • @TribalArun
    @TribalArun 2 місяці тому

    101 % right

  • @rajalaxmirosy7611
    @rajalaxmirosy7611 2 місяці тому

    We Want Only OPS

  • @BrundabanBarik-pt6kx
    @BrundabanBarik-pt6kx 2 місяці тому

    Thank s. To. U Sir. Your s. Excellent. Opinion. For. Every person

  • @RaghunathMurmu-vg7mh
    @RaghunathMurmu-vg7mh 2 місяці тому

    Ops darkar

  • @chandanmalika3816
    @chandanmalika3816 2 місяці тому

    Only Ops

  • @bhubanmohantyvlogs437
    @bhubanmohantyvlogs437 2 місяці тому

    ଧନ୍ୟବାଦ ସବୁ ଭାଇଭଉଣୀ ଙ୍କୁ. ଭିଡ଼ିଓ କୁ ପସନ୍ଦ କଲେ ଓ ମତାମତ ଦେଉଛନ୍ତି. ମୋ ଅନୁରୋଧ ସମସ୍ତେ ନିଜ ପ୍ରିୟ ପରିଜନ, ବନ୍ଧୁ ଙ୍କୁ ସାଥି କରି ops ପାଇଁ ଆହୁରି ପରିଶ୍ରମ କରନ୍ତୁ. ଦରକାର ଦିନ ଭୁବନେଶ୍ୱର ଆସନ୍ତୁ. ସରକାର ଚାପ ପାଇଲେ ନିଶ୍ଚିତ ପୁରୁଣା ପେନସନ ଦେଇ ଦେବେ. ଜୟ ହିନ୍ଦ

    • @chinmayadhal7082
      @chinmayadhal7082 2 місяці тому

      ମୋ ବାବା ୧୯୮୨ ରେ ଚାକିରି କଲେ କିନ୍ତୁ ୨୦୦୨ ପିଏଫ କଟିଲା କିନ୍ତୁ ୨୦୧୨ ରେ ରେଗୁଲାର ହେଲେ ଓ ୯ ବର୍ଷ ୯ମାସରେ ଚାକିରି ଅବସର ନେଲେ କଣ ପେନସନ ମିଳିବ କି

  • @amitpatnaik9266
    @amitpatnaik9266 2 місяці тому

    We want to ops only

  • @debarchansahoo762
    @debarchansahoo762 2 місяці тому

    Right sir

    • @bhubanmohantyvlogs437
      @bhubanmohantyvlogs437 Місяць тому

      ଆଉ ଟିକେ ସକ୍ରିୟ ହୁଅନ୍ତୁ. Ops ପାଇବା