ALOK TRIPATHY FILM
ALOK TRIPATHY FILM
  • 263
  • 46 794 601
ଏଖେଇ ଚୁଟେ( THE LAST WAR)Ekhei Chute episode 02
Acting
Dinesh karali , Alok Tripathy , Shraddha Mahana , Narendra Behera,Kedar Patel, Nirmal Singh, Dhani, Susanta Maharana, Sunil Nath, Deepak Buda, Mohita , Kulamani Meher, Rani Behera, Sanjeev Das, Master Ayush , Ajit Majhi, Tankadhar, Indra, Anil, Sunny , Dewana,Tikina Dhala, Dr Sangita panda,Pari Pradhan
Mob no 7008306587
କାଳିଦାସ ଯେଉଁ ଡାଳ ରେ ବସି ଥିଲେ ସେଇ ଡାଳ କୁ ହାଣୁଥିଲେ, ତାଙ୍କ ପାଖରେ ବିବେକ ବୁଦ୍ଧି ନଥିବାରୁ ସେ ସେମିତି କରୁଥିଲେ। କିନ୍ତୁ ଆଜିକାର ଶିକ୍ଷିତ ବିବେକବାନ ବୁଦ୍ଧିଜୀବି, ଉଚ୍ଚ ଆସନ ରେ ଆସିତ କାଳିଦାସ ମାନେ ଜଙ୍ଗଲ କୁ କାଟି ଶିଳ୍ପ ପାଇଁ ରାସ୍ତା ପ୍ରଶସ୍ତ କରୁଛନ୍ତି। ଭବିଷ୍ୟତରେ ଏହି ଶିକ୍ଷିତ ବିବେକବାନ କାଳିଦାସ ମାନେ ଏହି ପୃଥିବୀ କୁ ଧ୍ଵଂସ ମୁହଁ କୁ ଧିରେ ଧିରେ ଠେଲିଦେବେ।
ନିଜ ଭିଟା ମାଟି, ଜଙ୍ଗଲ, ପରିବେଶ କୁ ବଞ୍ଚାଇବା ପାଇଁ ସ୍ଵାଭିମାନୀ ମଣିଷ ମାନଙ୍କର ର ଯୁଦ୍ଧ କୁ କିପରି ଶିଳ୍ପ ପ୍ରୀତି ରେ ପାଗଳ ହୋଇ ଉଠିଥିବା ପ୍ରଶାସନ ଦମନ କରିବା ସହିତ କେତେ ଅତ୍ୟାଚାରୀ ହୋଇ ପାରେ ତାହା ଏହି ଭାଗ ରେ ଦେଖିବାକୁ ପାଇବେ। ଆଜି ସବୁ ଆଡ଼େ ଚର୍ଚ୍ଚା ଓ ଚିନ୍ତନ ଚାଲିଛି ଯେ ପୃଥିବୀ କୁ ବଞ୍ଚାଇବା ପାଇଁ ଜଙ୍ଗଲ ସୃଷ୍ଟି ହୋଇପାରିବ। ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମ ରେ ସଚେତନ କରାଇବାକୁ ଯାଇ ସରକାର ଲୋକ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛନ୍ତି। ଅନ୍ୟପଟେ ଶିଳ୍ପ ମାନଙ୍କ ପାଇଁ ଲକ୍ଷ୍ୟ ଲକ୍ଷ ଗଛ ବଳି ପଡୁଛି, ନୀତି ନିୟମ କୁ ଖାତିର ନ କରି ସେମାନେ ତାଙ୍କର ଆଧିପତ୍ୟ ବିସ୍ତାର କରି ଚାଲିଛନ୍ତି।
ହୀରାକୁଦ ବନ୍ଧ ଯୋଜନା ରୁ ଆରମ୍ଭ ହୋଇ ଥିବା ଏହି ଅତ୍ୟାଚାର ର ପରିସମାପ୍ତି ନହିଁ। ଆଗକୁ ଆହୁରି ହେବ।
ଏହି ଚଳଚିତ୍ରରେ ଗରୀବ ବିସ୍ଥାପିତ ମାନେ କିପରି ପ୍ରତାରିତ ହେଉଛନ୍ତି ତାକୁ ଦର୍ଶାଯାଇଛି।
Переглядів: 14 126

Відео

'ଏଖେଇ ଚୁଟେ' ପାର୍ଟ- 2 Released on dt 04.10.2024 Evening 5 o'clock
Переглядів 62714 днів тому
'ଏଖେଇ ଚୁଟେ' ପାର୍ଟ- 2 ଦଖେବାର ଆଗରୁ ପାର୍ଟ -1 କେ ଦେଖି ଦେଉନ୍। ଜଙ୍ଗଲ ସୁରକ୍ଷା ଦାୟିତ୍ଵ କେ ବହନ କରିଥିବା ଲୋକ ମାନେ ଗମ୍ଭୀର ହେବାର ତ ଦୂରର କଥା କିନ୍ତୁ......
ଗୁମାଡେରା ଗଣେଶ ପୁଜା ବିସର୍ଜନ ରେ "ଏକେହି ଚୁଟେ" ଫିଲ୍ମ ର ବାଘା ଗ୍ୟାଙ୍ଗ ର ଲାଇଭ ଅଭିନୟ ଅତି ଚମତ୍କାର ହୋଇଥିଲା।
Переглядів 1,1 тис.Місяць тому
ଗୁମାଡେରା ଗଣେଶ ପୁଜା ବିସର୍ଜନ ରେ "ଏକେହି ଚୁଟେ" ଫିଲ୍ମ ର ବାଘା ଗ୍ୟାଙ୍ଗ ର ଲାଇଭ ଅଭିନୟ ଅତି ଚମତ୍କାର ହୋଇଥିଲା।
ଏଖେଇ ଚୁଟେ( THE LAST WAR)Ekhei Chute episode 01
Переглядів 43 тис.Місяць тому
ବିସ୍ଥାପିତଙ୍କ ସଂଘର୍ଷ ର କାହାଣୀ। ଶିଳ୍ପ ପାଇଁ ସବୁକିଛି ହରାଇଥିବା ସେଇ ହତଭାଗ୍ୟ ମାନଙ୍କ ର କାହାଣୀ। ହୀରାକୁଦ ବନ୍ଧ ଯୋଜନା ରୁ ଆରମ୍ଭ କରି କୋଇଲା ଖଣି ପାଇଁ ଯେଉଁ ମାନେ ସର୍ଵଶାନ୍ତ ହୋଇ ଆଜି ସଂଘର୍ଷ କରୁଛନ୍ତି ତାଙ୍କ ଉପରେ ପର୍ଯ୍ୟବେଶିତ ସେମାନଙ୍କ ପାଇଁ ଏହି ଫିଲିମ କୁ ଉସର୍ଗ କରୁଛିl My mobile no 7008306587
ମନୋଜ ମିଶ୍ର ଓ ସାନଲିଶା ପଟେଲ ଙ୍କୁ ଆମନ୍ତ୍ରଣ ରହେଲା,
Переглядів 1,3 тис.11 місяців тому
ମନୋଜ ମିଶ୍ର ଓ ସାନଲିଶା ପଟେଲ ଙ୍କୁ ଆମନ୍ତ୍ରଣ ରହେଲା,
24 October 2023
Переглядів 50011 місяців тому
24 October 2023
station Durga puja
Переглядів 689Рік тому
station Durga puja
ରଙ୍ଗବତୀ ଗୀତ ରେ ନାଚିଲେ ଗୋବିନ୍ଦା, ନୂଆଁଖାଇ ଭେଟଘାଟ ଝାରସୁଗୁଡ଼ା
Переглядів 57 тис.Рік тому
ରଙ୍ଗବତୀ ଗୀତ ରେ ନାଚିଲେ ଗୋବିନ୍ଦା, ନୂଆଁଖାଇ ଭେଟଘାଟ ଝାରସୁଗୁଡ଼ା
ବିଗ୍ ବଜେଟ , ବିଗ ଫିଲ୍ମ ପ୍ରଥା ପାଇଁ ଓଡିଆ ସିନେ ବଜାର ପ୍ରସ୍ତୁତ। ଆସନ୍ତା ମାସ 15 ତାରିଖ ରେ ସିନେମା ହଲ ରେ
Переглядів 517Рік тому
ସାନଲିସା ପଟେଲ ଙ୍କ ପ୍ରଥମ ଅବଦାନ ପ୍ରଥା ଫିଲ୍ମ କୁ ନିର୍ଦ୍ଦେଶନା ଦେଇଛନ୍ତି ମୁରଲୀ କ୍ରିଷ୍ଣା, ଅଭିନୟ.. ସ୍ବରାଜ ବାରିକ, ଶୀତଳ, ସିମ୍ରନ୍ ବଳିଷ୍ଟ କାହାଣୀ, ଜୀବନ୍ତ ଅଭିନୟ,
Most awaiting Pan India Movie "PRATHA" coming soon 🎥🎬🙏Trailer coming on 21st August🎥
Переглядів 257Рік тому
Most awaiting Pan India Movie "PRATHA" coming soon 🎥🎬🙏Trailer coming on 21st August🎥
ଡକାଏତି କରିବା ଆଗରୁ ଧରା ପଡିଲେ। ଲଖନପୁର ପୋଲିସ ର ସଫଳତା। ଦେଶୀ ବନ୍ଧୁକ, ଚଡେଇ ମରା ବନ୍ଧୁକ, ଛୁରୀ, ଏକ କ..
Переглядів 575Рік тому
ଡକାଏତି କରିବା ଆଗରୁ ଧରା ପଡିଲେ। ଲଖନପୁର ପୋଲିସ ର ସଫଳତା। ଦେଶୀ ବନ୍ଧୁକ, ଚଡେଇ ମରା ବନ୍ଧୁକ, ଛୁରୀ, ଏକ କାର ସହିତ ଧରା ପଡିଛନ୍ତି। ବଞ୍ଜରୀ କାଜୁ ବଗିଚା ରେ 6 ଜଣ ଦୁର୍ବୃତ ଡାକା ଡାଳିବା ପାଇଁ ପ୍ରସ୍ତୁତି କରୁଥିବା ସମୟ ରେ ବ୍ରଜରାଜନଗର SDPO ଙ୍କ ନେତୃତ୍ୱ ରେ ପୋଲିସ ଏମାନ ଙ୍କୁ ଧରିବା ପାଇଁ ସକ୍ଷମ ହୋଇଥିଲେ
ହୀରାକୁଦ ବିସ୍ଥାପିତ ଘା ନୁହେଁ ସୁଖେ, ଫେର ଘାଏ ନାଇ କୁଡ କୁଡ଼ ସରକାର
Переглядів 722Рік тому
ହୀରାକୁଦ ବିସ୍ଥାପିତ ଘା ନୁହେଁ ସୁଖେ, ଫେର ଘାଏ ନାଇ କୁଡ କୁଡ଼ ସରକାର
ଜାତିୟ ରାଜପଥ ୪୯ ଅଳ୍ପକେ ବର୍ତିଲେ କାର ଚାଳକ
Переглядів 409Рік тому
ଜାତିୟ ରାଜପଥ ୪୯ ଅଳ୍ପକେ ବର୍ତିଲେ କାର ଚାଳକ
ଅନ୍ଧାର୍ ରାତି,ରହିଛନ ଘାତି
Переглядів 252Рік тому
ଅନ୍ଧାର୍ ରାତି,ରହିଛନ ଘାତି
The show of legends.. ସମ୍ବଲପୁରୀ ଦିନ ବେଲପାହାଡ
Переглядів 715Рік тому
The show of legends.. ସମ୍ବଲପୁରୀ ଦିନ ବେଲପାହାଡ
ଜନଶୁଣାଣୀ ସ୍ଥାନ କୁ ପହଞ୍ଚି ପାରିଲେନି....
Переглядів 433Рік тому
ଜନଶୁଣାଣୀ ସ୍ଥାନ କୁ ପହଞ୍ଚି ପାରିଲେନି....
ଜନଶୁଣାଣୀ କୁ ବିରୋଧ କରିବା ପାଈଁ ନିଷ୍ପତି ନେଲେ ଗ୍ରାମ ବାସୀ
Переглядів 284Рік тому
ଜନଶୁଣାଣୀ କୁ ବିରୋଧ କରିବା ପାଈଁ ନିଷ୍ପତି ନେଲେ ଗ୍ରାମ ବାସୀ
ଡ୍ରାଇଭର ମହାସଂଘ ଦିପାଳୀ ଙ୍କୁ ଦେଲେ ବିପୁଳ ସମର୍ଦ୍ଧନା
Переглядів 830Рік тому
ଡ୍ରାଇଭର ମହାସଂଘ ଦିପାଳୀ ଙ୍କୁ ଦେଲେ ବିପୁଳ ସମର୍ଦ୍ଧନା
ମଣିପୁର ରେ ହୋଇଥିବା ଲଜ୍ୟା ଜନକ କାର୍ଯ୍ୟ ସମସ୍ତଙ୍କ ପାଇଁ ହୃଦୟ ବିଦାରକ ଅଟେ
Переглядів 397Рік тому
ମଣିପୁର ରେ ହୋଇଥିବା ଲଜ୍ୟା ଜନକ କାର୍ଯ୍ୟ ସମସ୍ତଙ୍କ ପାଇଁ ହୃଦୟ ବିଦାରକ ଅଟେ
20 କେଜି ରୁ ଉର୍ଦ୍ଧ ଗଞ୍ଜେଇ ଜବତ
Переглядів 682Рік тому
20 କେଜି ରୁ ଉର୍ଦ୍ଧ ଗଞ୍ଜେଇ ଜବତ
ସମ୍ବଲପୁରୀ ଦିନ ମାନମା ଆସନ୍ତା ଅଗଷ୍ଟ 1ତାରିଖ ବେଲପାହାଡ ଜୁବ୍ଲିହଲ ସନ୍ଧ୍ୟା 5ବଜେ ନିଉତା ରହେଲା
Переглядів 326Рік тому
ସମ୍ବଲପୁରୀ ଦିନ ମାନମା ଆସନ୍ତା ଅଗଷ୍ଟ 1ତାରି ବେଲପାହାଡ ଜୁବ୍ଲିହଲ ସନ୍ଧ୍ୟା 5ବଜେ ନିଉତା ରହେଲା
New Bhubaneswar
Переглядів 217Рік тому
New Bhubaneswar
ବିଦ୍ୟୁତ୍ ଆଘାତ ରେ ଜଣେ ଶ୍ରମିକ ର ମୃତ୍ୟୁ
Переглядів 263Рік тому
ବିଦ୍ୟୁତ୍ ଆଘାତ ରେ ଜଣେ ଶ୍ରମିକ ର ମୃତ୍ୟୁ
ଶିବ ମନ୍ଦିର ରେ ଚୋରୀ ହୋଇଥିବା ତମ୍ବା ନାଗ....
Переглядів 460Рік тому
ଶିବ ମନ୍ଦିର ରେ ଚୋରୀ ହୋଇଥିବା ତମ୍ବା ନାଗ....
50 ବେଡ ହସ୍ପିଟାଲ୍ ପାଇଁ ଦାବୀ
Переглядів 184Рік тому
50 ବେଡ ହସ୍ପିଟାଲ୍ ପାଇଁ ଦାବୀ
ମନୋଜ ମିଶ୍ର ଙ୍କ... ପଚ୍ଚିମ ଓଡ଼ିଶା, ପୁର୍ବ ଓଡ଼ିଶା, ଉତ୍ତର ଓଡ଼ିଶା, ଦକ୍ଷିଣ ଓଡ଼ିଶା ଇଟା କାଣା? ଫାରସ ଚାଲିଚେ
Переглядів 485Рік тому
ମନୋଜ ମିଶ୍ର ଙ୍କ... ପଚ୍ଚିମ ଓଡ଼ିଶା, ପୁର୍ବ ଓଡ଼ିଶା, ଉତ୍ତର ଓଡ଼ିଶା, ଦକ୍ଷିଣ ଓଡ଼ିଶା ଇଟା କାଣା? ଫାରସ ଚାଲିଚେ
19 July 2023
Переглядів 228Рік тому
19 July 2023
ନବ ବିବାହିତା ମହିଳା କୁ ଟ୍ରକ୍ ଦଳି ଦେଲା
Переглядів 1,2 тис.Рік тому
ନବ ବିବାହିତା ମହିଳା କୁ ଟ୍ରକ୍ ଦଳି ଦେଲା
EKHEI CHUTE....
Переглядів 881Рік тому
EKHEI CHUTE....

КОМЕНТАРІ

  • @lingrajbehera6752
    @lingrajbehera6752 13 хвилин тому

    Next episode plz👍

  • @BrajabihariKhuntia
    @BrajabihariKhuntia 10 годин тому

    ଏଇଟା ତ ଉତ୍କଳ ସତ ଅଭିନୟ ଅଭିନନ୍ଦନ

  • @ShrinavNath
    @ShrinavNath 3 дні тому

    Proud of you Sunil Da & Alok Da....baki artist mane bhi ek no.

  • @parmodkumar8649
    @parmodkumar8649 3 дні тому

    Maa🙏🏻

  • @rohitnanda.
    @rohitnanda. 3 дні тому

    Kabe chhaduchha next episode dada

  • @HareshDhurua-l5h
    @HareshDhurua-l5h 5 днів тому

    Sir pat 3 jaldedea dada aau rahene habar

  • @କଳିଙ୍ଗପୁତ୍ର-ର8ଦ

    ଏ ଚଳଚ୍ଚିତ୍ର କେଉଁ ହଲରେ ପଡିଛି,କିଏ କହିଦିଅ

  • @mycountryandmycultures9904
    @mycountryandmycultures9904 6 днів тому

    Part 3 kebe asba...apekshya re achun

  • @mycountryandmycultures9904
    @mycountryandmycultures9904 6 днів тому

    Part 3 kebe asba...apekshya re achun

  • @rabipadhan1809
    @rabipadhan1809 6 днів тому

    Film dekhle Ruan tenkrei jauchhe

  • @rockykanar3155
    @rockykanar3155 6 днів тому

    Reality yr ita pura 😢😢 bohut dukh ra katha aye ......mui ta vdo dekhi kandi pakali ......ame amr lagi fight kari padba

  • @Allabout9600
    @Allabout9600 7 днів тому

  • @dulamanirohidas9249
    @dulamanirohidas9249 7 днів тому

    ଜୟ କୋଶଳ ❤

  • @HoVideoOfficial
    @HoVideoOfficial 8 днів тому

    I support this content and more and more please share this video. I am from Keonjhar District ଆମେ ମାନେ ବୁଝିବା ଦରକାର ଯେ ଆମ ମାନଙ୍କୋ ସହ କେମିତି କରା ଯାଉଛି ଏହି topic re Full movie ଗୋଟେ ନିହାତି ହେବା ଦରକାର ଦରକାର l

  • @shantanukisan4433
    @shantanukisan4433 9 днів тому

    Gantiaa acting 1no.

  • @shantanukisan4433
    @shantanukisan4433 9 днів тому

    Dasra ne gantiaa ra Puja ta man Mari neigala 🙏🙏🙏🙏🙏😊😊😊😊😊

  • @rspeopleblog123
    @rspeopleblog123 10 днів тому

    ❤❤❤❤❤❤

  • @BanitaBanita-b4v
    @BanitaBanita-b4v 10 днів тому

    ❤❤❤

  • @Gamingscreen925
    @Gamingscreen925 10 днів тому

    Odisha sure 2Bhag heba Jay koshal ✅✅✅✅

  • @JasobantaPruseth397
    @JasobantaPruseth397 10 днів тому

    Next video keve asba da

  • @nareshsahu5949
    @nareshsahu5949 11 днів тому

    Mind-blowing, super duper hit ae

  • @madanpadhan6794
    @madanpadhan6794 11 днів тому

    Next episode

  • @krushnachandrapadhan3697
    @krushnachandrapadhan3697 11 днів тому

    Kindly release all the episodes

  • @krushnachandrapadhan3697
    @krushnachandrapadhan3697 11 днів тому

    Bahut badhia heichhe

  • @ashishkumarpanda606
    @ashishkumarpanda606 12 днів тому

    Excellent concept and videography is appreciated

  • @JayantiMajhi-q1n
    @JayantiMajhi-q1n 12 днів тому

    😢😢😢😢

  • @WewantKoshalState
    @WewantKoshalState 12 днів тому

    ଦଦା ପୁରା ଫିଲିମ୍ ଥରେ ଛାଡ଼ ଜେ ବେସି ଭଲ୍ ଲାଗବା ଦଦା

  • @BhupenBhupen-e3b
    @BhupenBhupen-e3b 13 днів тому

    Movi making super, story wosam, acting fantastic. Kintu chot chot mistakes ache. Jenta ki bhima ra 2ta sang achan, jhankar French dadhi style creator k sut ni karbar.

  • @NiranOfficialVlogs
    @NiranOfficialVlogs 13 днів тому

    Nice movie,no fake

  • @debasishbuda8272
    @debasishbuda8272 13 днів тому

    Bahut din pare hasabar k Milla Nice concept sir

  • @rohitpanda4667
    @rohitpanda4667 13 днів тому

    Bahut bhal laguchhe...👌👌👌🙏🙏

  • @kamadaghivela957
    @kamadaghivela957 13 днів тому

    ନିଆଁ ଲଗେଇ ଦେଲା ମନ୍ ଭିତରେ

  • @shankarsingh8164
    @shankarsingh8164 13 днів тому

    👌👍

  • @DineshBhoi-x7q
    @DineshBhoi-x7q 13 днів тому

    Jai maa samalei

    • @aloktripathyfilm8744
      @aloktripathyfilm8744 13 днів тому

      ua-cam.com/video/HsY7eOvAQaw/v-deo.htmlsi=H5_3_KNLiFFVxIRN episode 2

  • @twinklestarssproduction5607
    @twinklestarssproduction5607 14 днів тому

    Heart touching aaye agyan

  • @sushreepatel2140
    @sushreepatel2140 14 днів тому

    Excellent Video 👏👏👏👏

  • @Ashishbeherabehera-q1c
    @Ashishbeherabehera-q1c 14 днів тому

    Beautifull movie 🎥❤❤❤ super duper

  • @swarupanandabhoi7609
    @swarupanandabhoi7609 14 днів тому

    ବହୁତ ସୁନ୍ଦର ହେଇଛେ ♥️♥️♥️♥️

  • @binaykumarpodh8005
    @binaykumarpodh8005 14 днів тому

    Bujhuchhen.... Bujhiparuchhen..... Collector sir 🙏

  • @imaheshdz
    @imaheshdz 14 днів тому

    Video ❎ Reality ✅

  • @AspinSeth
    @AspinSeth 14 днів тому

    First episode nu second episode ta au bhal lagala.next episode ke wait karichen.Total team ke selute ❤❤❤❤

  • @angadmajhi539
    @angadmajhi539 14 днів тому

    ବହୁତ୍ ଭଲ 🙏🙏

    • @aloktripathyfilm8744
      @aloktripathyfilm8744 13 днів тому

      ua-cam.com/video/HsY7eOvAQaw/v-deo.htmlsi=H5_3_KNLiFFVxIRN Episode 2

  • @hemakantakumbhar15
    @hemakantakumbhar15 14 днів тому

    Pura bahut badhia haeche story, Concept manbar k padba, Dekhi ki bahut khus laguche enta Heen awaj uthabar katha, Govt v dekhiki bisthapit mankar lagi kichi ta step nebar katha 🎉

  • @RameshBiswal-n2q
    @RameshBiswal-n2q 14 днів тому

    Takar debar lagi kensi film naina, bar bar dekhbar lagi man laguche.amar gaon thi gute show kara.samste kahuchan ❤❤❤❤

  • @prabiranayak3582
    @prabiranayak3582 14 днів тому

    Pura film kenta dekhi parma

  • @prabiranayak3582
    @prabiranayak3582 14 днів тому

    Next episode jaldi alok dada

  • @dileswar8237
    @dileswar8237 14 днів тому

    Jai Maa Samalei Jai Koshal

  • @nandalalmerli4458
    @nandalalmerli4458 14 днів тому

    ଆଲୋକ୍ ଆଜ୍ଞା Next episode କେବେ ଆସ ବା 🙏

  • @dileswar8237
    @dileswar8237 14 днів тому

    Jabardast mind blowing movie❤

  • @bantiparida7
    @bantiparida7 14 днів тому

    ita supar moovie bhaut bhall heichhe